ଅନ୍ତର୍ଜାତୀୟ

ପୁଲଓ୍ବାମା ଆକ୍ରମଣକୁ ନେଇ ଆମେରିକାରେ ବିରୋଧ ପ୍ରଦର୍ଶନ କଲେ ଭାରତୀୟ
ନ୍ୟୁଜର୍ସି,୨୩।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ଏକ ପ୍ରକାର ନିନ୍ଦା କରିଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଜଣାପଡିବା ପରେ ପ୍ରାୟ ସବୁ ଦେଶ ପାକିସ୍ତାନକୁ ନିନ୍ଦା କରିଥିଲେ।

ପରିସ୍ଥିତି ଭୟଙ୍କର: ଟ୍ରମ୍ପ
ଓ୍ବାଶିଂଟନ,୨୩।୨: ପୁଲଓ୍ବାମା ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଯେଉଁ ପରିସ୍ଥିତି ଉପୁଜିଛି ତାହା ଭୟଙ୍କର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ/ସିଓଲ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି। ଶୁକ୍ରବାର ସେଠାରେ ତାଙ୍କୁ ‘ସିଓଲ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଛି।

ନାଟକ କରୁଛି ପାକିସ୍ତାନ
ଇସଲାମାବାଦ,୨୨।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା କରାଯାଇଥିବା ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରିଛି।

ସୌଦି ରାଜକୁମାରଙ୍କୁ ସୁନା ବନ୍ଧୁକ ଉପହାର ଦେଲା ପାକିସ୍ତାନ
ଇସ୍ଲାମାବାଦ,୨୨।୨: ସୌଦି ଯୁବରାଜ ମହମ୍ମଦ ବିନ୍ ସଲମାନ ୩ଦିନ ତଳେ ପାକିସ୍ତାନ ଗସ୍ତ କରିଥିଲେ। ଏହି ଅବସରରେ ପାକିସ୍ତାନ ତାଙ୍କୁ ଉପହାର ସ୍ବରୂପ ଏକ ସୁନାର ବନ୍ଧୁକ ଦେଇଥିବା ସୂଚନା ମିଳିଛି।

ଗବେଷଣା ପାଇଁ ୬ ଲାବ୍ରାଡରଙ୍କୁ କରାଯିବ ହତ୍ୟା
ଷ୍ଟକ୍ହୋମ୍,୨୨।୨: କୁକୁର ମଣିଷର ଅତି ବିଶ୍ୱସ୍ତ। ମାଲିକ ପାଇଁ ଜୀବନ ଦେବାକୁ ପଛାଏ ନାହିଁ କୁକୁର। ଏବେ ଚିକିତ୍ସା ଭିତ୍ତିକ ଏକ ଗବେଷଣା ଅନ୍ତର୍ଗତ ସୁଇଡେନ୍ ବିଶ୍ୱବିଦ୍ୟାଳୟରେ ୬ ଲାବ୍ରାଡର ପ୍ରଜାତିର କୁକୁରଙ୍କୁ ହତ୍ୟା କରାଯିବ।

ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି
ନୂଆଦିଲ୍ଲୀ/ଇସଲାମାବାଦ୍,୨୨।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ମନରେ ଭୟ ମଧ୍ୟ ବଢ଼ିବାରେ ଲାଗିଛି।

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’
ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି।

ଜେହାଦୀ ଦୁହ୍ଲନ୍ଙ୍କୁ କୌଣସି ଦେଶରେ ମିଳୁନିି ଶରଣ
ଲଣ୍ଡନ,୨୧।୨: ସିରିଆ ଆଇଏସ୍ ସଂଗଠନରେ ସାମିଲ୍ ହୋଇ ଜଣେ ଆତଙ୍କବାଦୀଙ୍କୁ ବିବାହ କରିଥିବା ଜେହାଦୀ ଦୁହ୍ଲନ୍ ଶାମିମା ବେଗମ୍ଙ୍କୁ ପୃଥିବୀର କୌଣସି ଦେଶ ଶରଣ ଦେବାକୁ ପ୍ରସ୍ତୁତ ନୁହଁନ୍ତି।

ସୌଦି ଜେଲ୍ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ
ନୂଆଦିଲ୍ଲୀ/ରିୟାଦ୍, ୨୧।୨: ସୌଦିର ବିଭିନ୍ନ ଜେଲ୍ରେ ବନ୍ଦୀ ଭାବେ ଥିବା ୮୫୦ ଭାରତୀୟ ଘର ବାହୁଡ଼ିବେ। ଏନେଇ ସୌଦି ଯୁବରାଜ ମହମ୍ମଦ ବିନ୍ ସଲମାନ୍ ସବୁଜ ସଙ୍କେତ ଦେଇଛନ୍ତି।

ପୁଲଓ୍ବାମା ଆକ୍ରମଣରେ ଜୈଶ୍ର ହାତ ନାହିଁ: ଆଝାର
ଶ୍ରୀନଗର/ଇସଲାମାବାଦ୍,୨୧।୨: ଜମ୍ମ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜୈଶ୍-ଇ-ମହମ୍ମଦର କୌଣସି ହାତ ନାହିଁ । ଏନେଇ ଜୈଶ୍ ମୁଖ୍ୟ ମାସୁଦ୍ ଆଝାର ଗୁରୁବାର ଜାରି କରିଛନ୍ତି ଏକ ଅଡ଼ିଓ ଟେପ୍।

ବ୍ରୋଏକରଙ୍କ ପରଲୋକ:‘ଗ୍ଲୋବାଲ ଓ୍ବାର୍ମିଂ’ ଶବ୍ଦକୁ ଲୋକପ୍ରିୟ କରାଇଥିଲେ
ନ୍ୟୁୟର୍କ,୨୧।୨(ପି.ଟି.): ଗ୍ଲୋବାଲ ଓ୍ବାର୍ମିଂ (ବିଶ୍ୱ ଉତ୍ତାପୀକରଣ ଶବ୍ଦକୁ ଲୋକପ୍ରିୟ କରାଇଥିବା ଜଳବାୟୁ ବୈଜ୍ଞାନିକ ଓ୍ବାଲାସେ ସ୍ମିଥ୍ ବ୍ରୋଏକରଙ୍କର ୮୭ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି।

‘ଆତଙ୍କବାଦୀଙ୍କୁ କାଠଗଡ଼ାକୁ ଟାଣ’
ଜାତିସଂଘ, ୨୧।୨: ପୁଲଓ୍ବାମା ଆକ୍ରମଣକୁ ଜାତିସଂଘ କଡ଼ା ନିନ୍ଦା କରିଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ (ୟୁଏନ୍ଏଚ୍ସିଏଚ୍ଆର୍) ମିଶେଲ ବାଚେଲେଟ୍ ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ାକରାଇବା ପାଇଁ ବୁଧବାର ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଛନ୍ତି। l

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୬୯ ଜୀବନ୍ତ ଦଗ୍ଧ
ଢ଼ାକା,୨୧।୨: ବାଂଲାଦେଶରେ ଏକ ରାସାୟନିକ କାରଖାନାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ।

ପାକିସ୍ତାନ ଉପରେ ଆକ୍ରମଣ ହୋଇପାରେ ମୋଦିଙ୍କ ଜୀବନର ସବୁଠୁ ବଡ ଭୁଲ୍: ମୁଶାରଫ
ଇସଲମାବାଦ/ନୂଆଦିଲ୍ଲୀ, ୨୦।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ।

ପାକିସ୍ତାନକୁ ପୁଣି ଚେତାବନୀ ଦେଲା ଆମେରିକା: ଟ୍ରମ୍ଫ କହିଲେ ‘ଭୟଙ୍କର ପରିସ୍ଥିତି’
ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୦।୨: ପୁଲଓ୍ବାମା ଆତଙ୍କବାଦ ଆକ୍ରମଣ ଘଟଣାରେ ପାକିସ୍ତାନକୁ ପୁଣି ଚେତାବନୀ ଦେଇଛି ଆମେରିକା।

ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ନିକଟରେ ଦାବି କରିବ ଫ୍ରାନ୍ସ
ନୂଆଦିଲୀ/ପ୍ୟାରିସ, ୨୦।୨: ଜୈଶ-ଇ-ଅହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ମିିଳିତ ଜାତିସଂଘ ନିକଟକୁ ପ୍ରସ୍ତାବ ଦେବ ଫ୍ରାନ୍ସ।

ସୈନ୍ୟ ବାହିନୀ ହାତର ଖେଳନା ସାଜିଛନ୍ତି ଇମ୍ରାନ୍
ଇସଲାମାବାଦ୍, ୨୦।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ନୀରବତା ଅବଲମ୍ବନ କରିଥିଲେ। ତେବେ ପରେ ସେ ଦେଇଥିଲେ ସଫେଇ।

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି।

ପୁଲଓ୍ବାମା ଆକ୍ରମଣ ନେଇ ମୁହଁ ଖୋଲିଲେ ଇମ୍ରାନ୍: ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଇସଲାମାବାଦ୍,୧୯।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଥିବା ନେଇ ପ୍ରମାଣ ମିଳିଲେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ।

ସୌଦି ଯୁବରାଜଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ/ରିୟାଦ,୧୯।୨: ସୌଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ଅନୁମତି ମିଳିନାହିଁ। ମଙ୍ଗଳବାର ଯୁବରାଜ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।

ବୋମା ବିସ୍ଫୋରଣରେ ୨୪ ମୃତ
ଦାମାସକସ୍,୧୯।୨: ସିରିଆରେ ବୋମା ବିସ୍ଫୋରଣରେ ୨୪ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି।

ପାକିସ୍ତାନକୁ ବଦନାମ କରନାହିଁ: ଚାଇନା
ବେଜିଂ,୧୯।୨(ପି.ଟି.)-ପୁଲଓ୍ବାମା ଆକ୍ରମଣକୁ ନେଇ ପାକିସ୍ତାନକୁ ବଦନାମ କରିବା ପରିବର୍ତ୍ତେ ଭାରତ ନିଜ ଆତଙ୍କବାଦ ନିରୋଧୀ ନୀତିର ପୁନର୍ବିଚାର କରୁ ବୋଲି ସୋମବାର ଚାଇନାର ଏକ ସରକାରୀ ଗଣମାଧ୍ୟମ କହିଛି।

ଶୁଣାଣି ବେଳେ ପାକିସ୍ତାନୀ ବିଚାରପତିଙ୍କୁ ହୃଦ୍ଘାତ
ଇସ୍ଲାମାବାଦ,୧୯ା୨(ପି.ଟି.): ହେଗ୍ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ରେ ସୋମବାର କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ଚାଲିଥିବାବେଳେ ପାକିସ୍ତାନର ଅସ୍ଥାୟୀ ବିଚାରପତି ତସାଦୁକ୍ ହୁସେନ ଗିଲାନୀଙ୍କୁ ହୃଦ୍ଘାତ ହୋଇଥିବା ଜଣାପଡ଼ିଛି।