ଜାତୀୟ

ମାସୁଦ ବିରୋଧରେ ଭାରତ କୂଟନୀତିର ଜିତ୍‌: ଫ୍ରାନ୍ସରେ ଜୈସର ସମ୍ପତ୍ତି ଜବତ

ମାସୁଦ ବିରୋଧରେ ଭାରତ କୂଟନୀତିର ଜିତ୍‌: ଫ୍ରାନ୍ସରେ ଜୈସର ସମ୍ପତ୍ତି ଜବତ

ନୂଆଦିଲ୍ଲୀ/ପ୍ୟାରିସ,୧୫।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିବା  ଜୈସ-ଇ-ମହମ୍ମଦ ସଙ୍ଗଠନ ଉପରେ କଡାନଜର ରଖାଯାଇଛି। ଆତଙ୍କବାଦୀ ମାସୁଦ ଆଝାରର  ସଙ୍ଗଠନ ଜୈସର ଫ୍ରେଞ୍ଚ ସମ୍ପତ୍ତିକୁ ଜବତ କରାଯିବ। 

ମୁମ୍ବାଇ ଫୁଟ୍‌ ଓଭର ବ୍ରିଜ୍‌ ଭୁଶୁଡିବା ଘଟଣାକୁ ନେଇ ଟୁଇଟ୍‌ କଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ ଫୁଟ୍‌ ଓଭର ବ୍ରିଜ୍‌ ଭୁଶୁଡିବା ଘଟଣାକୁ ନେଇ ଟୁଇଟ୍‌ କଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ,୧୫।୩: ମହାରାଷ୍ଟ୍ରର ଛତ୍ରପତି ଶିବାଜୀ ରେଲଓ୍ବେ ଷ୍ଟେଶନ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ଫୁଟ୍‌ ଓଭରବ୍ରିଜ୍‌ ଭୁଶୁଡିବା ଫଳରେ ପ୍ରାୟ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକ ଆହତ ହୋଇଛନ୍ତି। 

ପାକ୍‌ ବର୍ଡରରେ ଗର୍ଜିଲା ଭାରତୀୟ ବାୟୁସେନା, ଶତ୍ରୁଙ୍କୁ ଦେଖାଇଲା ନିଜ ଦମ୍‌

ପାକ୍‌ ବର୍ଡରରେ ଗର୍ଜିଲା ଭାରତୀୟ ବାୟୁସେନା, ଶତ୍ରୁଙ୍କୁ ଦେଖାଇଲା ନିଜ ଦମ୍‌

ଚଣ୍ଡିଗଡ,୧୫।୩: ପାକିସ୍ତାନ ବାଲାକୋଟ ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର  ଏୟାର ଷ୍ଟ୍ରାଇକ୍‌ ପରେ ଦୁଇ ଦେଶ ଭିତରେ ଉତ୍ତେଜନା ଲାଗିରହିଛି। କୌଣସି ଅପ୍ରିତିକର ସ୍ଥିତିକୁ ଏଡ଼ାଇବା ପାଇଁ ଭାରତୀୟ ସେନା ଆଲର୍ଟ ରହିଛି। 

ମୁଲାୟମଙ୍କ ପାଇଁ ରାଲି କରିବେ ମାୟାବତୀ

ମୁଲାୟମଙ୍କ ପାଇଁ ରାଲି କରିବେ ମାୟାବତୀ

ଲକ୍ଷ୍ନୌ, ୧୫।୩: ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂ ଯାଦବଙ୍କ ପାଇଁ ବହୁଜନ ସମାଜବାଦୀ ଅଧ୍ୟକ୍ଷା ମାୟାବତୀ ରାଲି କରିବେ। ଏପ୍ରିଲ୍‌ ୧୯ରେ ରାଲି ହେବାର କାର୍ଯ୍ୟକ୍ରମ ରହିଛି।

ହୋଲିରୁ ଚାଇନା ସାମଗ୍ରୀ ଆମଦାନୀ ବନ୍ଦ ପାଇଁ ଚାପରେ ମୋଦି ସରକାର: କେନ୍ଦ୍ରମନ୍ତ୍ରୀ କଲେ ଦାବି

ହୋଲିରୁ ଚାଇନା ସାମଗ୍ରୀ ଆମଦାନୀ ବନ୍ଦ ପାଇଁ ଚାପରେ ମୋଦି ସରକାର: କେନ୍ଦ୍ରମନ୍ତ୍ରୀ କଲେ ଦାବି

ନୂଆଦିଲ୍ଲୀ,୧୫।୩: ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମସୁଦ୍‌ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଭାରତର ପ୍ରସ୍ତାବକୁ ଜାତିସଂଘରେ ଚାଇନା ବାଧା ଦେଇଛି। 

ଖରାରୁ ରକ୍ଷା ପାଇଁ ଡବାବାଲାଙ୍କୁ ବଣ୍ଟାଗଲା ‘ନମୋ ଏଗେନ୍‌’ ଟୋପି: ମୋଦି କଲେ ଲାଇକ୍‌

ଖରାରୁ ରକ୍ଷା ପାଇଁ ଡବାବାଲାଙ୍କୁ ବଣ୍ଟାଗଲା ‘ନମୋ ଏଗେନ୍‌’ ଟୋପି: ମୋଦି କଲେ ଲାଇକ୍‌

ମୁମ୍ବାଇ,୧୫।୩: ଦେଶରେ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ଜାରି ରହିିଛି ଉତ୍ସାହ। 

ଲେଡିଜ୍‌ ଡ୍ରେସରେ କୋଟିଏ ଟଙ୍କାର ଡଲାର ଚୋରା ଚାଲାଣ, ୨ ଗିରଫ

ଲେଡିଜ୍‌ ଡ୍ରେସରେ କୋଟିଏ ଟଙ୍କାର ଡଲାର ଚୋରା ଚାଲାଣ, ୨ ଗିରଫ

ଲକ୍ଷ୍ନୌ, ୧୫।୩: ଲେଡିଜ୍‌ ଡ୍ରେସରେ ପେକିଙ୍ଗ ପେପରରେ ଆମେରିକା ଡଲାର ଲୁଚାଇ ନେଉଥିବା ବେଳେ ଉତ୍ତରପ୍ରଦେଶର ରୁପଇଡିହାରୁ ୨ ଅଭିଯୁକ୍ତଙ୍କୁ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ଗିରଫ କରିଛି। 

ଆଧୁନିକ ବିଜ୍ଞାନ ବି ସମାଧାନ କରିପାରିନି ବଦ୍ରିନାଥ ବନ୍ଦ କବାଟର ଗୁପ୍ତ ରହସ୍ୟ

ଆଧୁନିକ ବିଜ୍ଞାନ ବି ସମାଧାନ କରିପାରିନି ବଦ୍ରିନାଥ ବନ୍ଦ କବାଟର ଗୁପ୍ତ ରହସ୍ୟ

ଡେରାଡୁନ,୧୫।୩: ଲୋକ ସଭା ନିର୍ବାଚନ ପାଇଁ ବିଗୁଲ ବାଜିଯାଇଥିବା ବେଳେ ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ତେବେ ଉତ୍ତରାଖଣ୍ଡ ଟିହରିର ଗୋଟିଏ ସିଟ୍‌କୁ ନେଇ ସସ୍‌ପେନ୍ସ ଲାଗି ରହିଛି। 

ଭାଜପା ଛାଡିବାକୁ ସଙ୍କେତ ଦେଲେ ଶତ୍ରୁଘ୍ନ ସିହ୍ନା: ମୋଦିଙ୍କୁ  କଲେ ଟାର୍ଗେଟ୍‌

ଭାଜପା ଛାଡିବାକୁ ସଙ୍କେତ ଦେଲେ ଶତ୍ରୁଘ୍ନ ସିହ୍ନା: ମୋଦିଙ୍କୁ କଲେ ଟାର୍ଗେଟ୍‌

ମୁମ୍ବାଇ,୧୫।୩ : ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜନୈତିକ ନେତା ନିଜ ଦଳର ବାଡ଼ ଡେଇଁବା ଆରମ୍ଭ କରିଛନ୍ତି। ଶୁକ୍ରବାର ଭାଜପା ନେତା ଶତ୍ରୁଘ୍ନ ସିହ୍ନା ଦଳ ଛାଡିବାର ସଙ୍କେତ ଦେଇଛନ୍ତି। 

ସୋସିଆଲ୍‌ ମିଡ଼ିଆ ପ୍ରେମ ପଡ଼ିଲା ମହଙ୍ଗା: ମଡେଲଙ୍କ ବଳାତ୍କାର ଭିଡ଼ିଓ ତିଆରି କଲେ ଯୁବକ

ସୋସିଆଲ୍‌ ମିଡ଼ିଆ ପ୍ରେମ ପଡ଼ିଲା ମହଙ୍ଗା: ମଡେଲଙ୍କ ବଳାତ୍କାର ଭିଡ଼ିଓ ତିଆରି କଲେ ଯୁବକ

ମୁରାଦାବାଦ୍‌,୧୫।୩ : ଉତ୍ତରପ୍ରଦେଶ ମୁରାଦାବାଦ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଲାଗିଛି। ଏଠାରେ ମୁମ୍ବାଇର ଜଣେ ମଡେଲଙ୍କୁ ବଳାତ୍କାର କରାଯିବା ସହିତ ତାଙ୍କର ଭିଡ଼ିଓ ତିଆରି କରିଛନ୍ତି ଜନୈକ ଯୁବକ। 

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ୯୦ ପ୍ରତିଶତ ଭାରତୀୟଙ୍କ ପାଇଁ ନିଦ ପାଲଟିଛି ସାତ ସପନ: ସର୍ଭେ ରିପୋର୍ଟ

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ୯୦ ପ୍ରତିଶତ ଭାରତୀୟଙ୍କ ପାଇଁ ନିଦ ପାଲଟିଛି ସାତ ସପନ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ/ଓ୍ବଶିଂଟନ,୧୫।୩ : ମାର୍ଚ୍ଚ ୧୫ରେ ପାଳିତ ହୋଇଥାଏ ବିଶ୍ୱ ନିଦ୍ରା ଦିବସ। ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କ ପାଇଁ ଏବେ ନିଦ ପାଲଟିଛି ସାତ ସପନ। 

୪ ହେଭିଓ୍ବେଟ୍‌ ଲଢ଼ିବେନି ନିର୍ବାଚନ

୪ ହେଭିଓ୍ବେଟ୍‌ ଲଢ଼ିବେନି ନିର୍ବାଚନ

ନୂଆଦିଲ୍ଲୀ, ୧୫।୩: ଆଗକୁ ଲୋକସଭା ନିର୍ବାଚନ। ଏଥର ୪ ହେଭିଓ୍ବେଟ୍‌ ନେତା ନିର୍ବାଚନ  ଲଢ଼ିବେନି ବୋଲି ଘୋଷଣା କରିଛନ୍ତି। 

ମୁମ୍ବାଇରେ ଫୁଟ୍‌ ଓଭରବ୍ରିଜ ଭୁଶୁଡି ୫ ମୃତ, ୩୦ ଆହତ

ମୁମ୍ବାଇରେ ଫୁଟ୍‌ ଓଭରବ୍ରିଜ ଭୁଶୁଡି ୫ ମୃତ, ୩୦ ଆହତ

ମୁମ୍ବାଇ,୧୪ା୩ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଳଷ୍ଟେଶନ ନିକଟରେ ଥିବା ଏକ ଫୁଟ୍‌ ଓଭରବ୍ରିଜ ଗୁରୁବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିବାରୁ ୨ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ  ୩୦ ଜଣ ଆହତ ହୋଇଛନ୍ତି। ମୃତ ମହିଳାଦ୍ୱୟ ହେଲେ ଅପୂର୍ବା ପ୍ରଭୁ(୩୫) ଓ ରଞ୍ଜନା ତାମ୍‌ବେ (୪୦)। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସାମିଲ ହୋଇଛନ୍ତି। 

ଅସୁସ୍ଥତା ପାଇଁ କିଛି ସପ୍ତାହ ଛୁଟିରେ ଯିବେ ଅଭିନନ୍ଦନ

ଅସୁସ୍ଥତା ପାଇଁ କିଛି ସପ୍ତାହ ଛୁଟିରେ ଯିବେ ଅଭିନନ୍ଦନ

ନୂଆଦିଲ୍ଲୀ,୧୪।୩: ଭାରତୀୟ ବାୟୁସେନା ଓ ଅନ୍ୟ ଏଜେନ୍ସି ଦ୍ୱାରା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ଯେଉଁ ସବୁ ଜେରା କରାଯାଉଥିଲା ବା ତାଙ୍କ ଅନୁଭୂତି ସମ୍ପର୍କରେ ପଚରା ଯାଉଥିଲା ତାହା ଏବେ ସରିଛି ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। 

କେବଳ ଗାନ୍ଧୀ ପରିବାର ନୁହେଁ ଏହି ନେତାଙ୍କ ତୃତୀୟ ପିଢ଼ିବି ଏବେ ନିର୍ବାଚନ ମଇଦାନରେ

କେବଳ ଗାନ୍ଧୀ ପରିବାର ନୁହେଁ ଏହି ନେତାଙ୍କ ତୃତୀୟ ପିଢ଼ିବି ଏବେ ନିର୍ବାଚନ ମଇଦାନରେ

ନୂଆଦିଲ୍ଲୀ,୧୪।୩: ରାଜନୀତିରେ ସବୁବେଳେ ଗାନ୍ଧୀ ପରିବାର ଉପରେ ପରିବାରବାଦ ଭଳି ଅଭିଯୋଗ ଲାଗି ଆସିଛି। ହେଲେ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଦେଖିଲେ ଆହୁରି କିଛି ପରିବାର ଏମିତି ରହିଛନ୍ତି ଯେଉଁମାନଙ୍କର ତୃତୀୟ ପଢ଼ି ଏବେ ନିର୍ବାଚନ ମଇଦାନରେ।

ଭାରତକୁ କଷ୍ଟ ହେଲେ ରାହୁଲ ଖୁସି ହୁଅନ୍ତି: ରବିଶଙ୍କର

ଭାରତକୁ କଷ୍ଟ ହେଲେ ରାହୁଲ ଖୁସି ହୁଅନ୍ତି: ରବିଶଙ୍କର

ନୂଆଦିଲ୍ଲୀ,୧୪।୩: ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ମାସୁଦ ଆଝାରଙ୍କୁ ନେଇ ଚାଇନା ଭୋଟ ସମ୍ପର୍କରେ ଭାଜପା ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲା। ଭାଜପା ପକ୍ଷରୁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗଣମାଧ୍ୟମ ସହ କଥା ହୋଇଥିଲେ। 

ଭାରତ-ପାକିସ୍ତାନ ଶାନ୍ତି ପାଇଁ ରିକ୍ସା ଚଳାଇ ଲାହୋର ଯିବେ ଯୁବକ

ଭାରତ-ପାକିସ୍ତାନ ଶାନ୍ତି ପାଇଁ ରିକ୍ସା ଚଳାଇ ଲାହୋର ଯିବେ ଯୁବକ

କୋଲକତା, ୧୪।୩: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ନେଇ ଚିନ୍ତିତ ଥିବା ଜଣେ ଯୁବକ ଶାନ୍ତିର ବାର୍ତ୍ତା ନେଇ ଲାହୋର ଯିବେ।

ପୋଲିଓ ବୁନ୍ଦା ଖାଇ ୯ ମାସର ଶିଶୁ ମୃତ

ପୋଲିଓ ବୁନ୍ଦା ଖାଇ ୯ ମାସର ଶିଶୁ ମୃତ

ବାନ୍ଦା,୧୪।୩: ଉତ୍ତର ପ୍ରଦେଶର ବାନ୍ଦାରେ ଜଣେ ୯ ମାସର ଶିଶୁ ପୋଲିଓ  ବୁନ୍ଦା ଖାଇବା ପରେ ତା’ର ମୃତ୍ୟୁ ହୋଇଛି। ତେବେ ଏହା ପଛର କାରଣ ଜଣା ନ ପଡିଥିବା ବେଳେ ଜିଲା ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

୪୮ ବର୍ଷ ପର୍ଯ୍ୟନ୍ତ ବିବାହ ନ ହେବାରୁ ମହିଳାଙ୍କୁ ଡାହାଣୀ କହି ଗଳା କାଟି ହତ୍ୟା

୪୮ ବର୍ଷ ପର୍ଯ୍ୟନ୍ତ ବିବାହ ନ ହେବାରୁ ମହିଳାଙ୍କୁ ଡାହାଣୀ କହି ଗଳା କାଟି ହତ୍ୟା

ରାୟପୁର,୧୪।୩: ଆଧୁନିକ ସଭ୍ୟତାରେ ମଧ୍ୟ ସମାଜରେ କୁସଂସ୍କାର ଯୋଗୁ ଘଟୁଛି ଅନେକ ଅପରାଧ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡର ତମାଡ଼ରେ। ସ୍ଥାନୀୟ ଗାଙ୍ଗୋଟୋଲା କୋଇଜାନୀ ଗୁଡ଼ାରେ ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ କରାଯାଇଛି ହତ୍ୟା।

ମାତ୍ର ୧୦ ମିନିଟ୍‌ରେ ତିଆରି ହେଉଛି ନକଲି କ୍ଷୀର: ଖର୍ଚ୍ଚ ହେଉଛି ୫୦ ଟଙ୍କା

ମାତ୍ର ୧୦ ମିନିଟ୍‌ରେ ତିଆରି ହେଉଛି ନକଲି କ୍ଷୀର: ଖର୍ଚ୍ଚ ହେଉଛି ୫୦ ଟଙ୍କା

ଭାଗଲପୁର,୧୪।୩: ଦେଶରେ ଏବେ ବିଭିନ୍ନ ପ୍ରକାର ଖାଦ୍ୟ ଦ୍ରବ୍ୟର ଅପମିଶ୍ରଣ ଜାରି ରହିଛି। କେତେକ ଅସାଧୁ ବ୍ୟବସାୟୀ କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର ପାଇଁ ନକଲି କାରବାର ଜାରି ରଖିଛନ୍ତି। 

ଏକ୍‌ଜାମ୍‌ ଫିଭର: ୪୨ ପ୍ରତିଶତ ଶିକ୍ଷାର୍ଥୀଙ୍କୁ ହୁଏନି ନିଦ; ୬୧ ପ୍ରତିଶତଙ୍କୁ ଲାଗେନି ଭୋକ

ଏକ୍‌ଜାମ୍‌ ଫିଭର: ୪୨ ପ୍ରତିଶତ ଶିକ୍ଷାର୍ଥୀଙ୍କୁ ହୁଏନି ନିଦ; ୬୧ ପ୍ରତିଶତଙ୍କୁ ଲାଗେନି ଭୋକ

ରୋହତକ୍‌,୧୪।୩ : ଏବେ ଚାଲିଛି ପରୀକ୍ଷା ଋତୁ। ପରୀକ୍ଷା ସମୟରେ ଏକ୍‌ଜାମ ଫିଭର ବା ପରୀକ୍ଷା ଚାପ ଯୋଗୁ ୪୨ ପ୍ରତିଶତ ଶିକ୍ଷାର୍ଥୀଙ୍କୁ ନିଦ ହୋଇ ନ ଥାଏ। 

ପୋଷ୍ଟରରେ ଜୈଶ ଆତଙ୍କବାଦୀଙ୍କୁ ସମ୍ମାନିତ କରୁଛନ୍ତି ରାହୁଲ

ପୋଷ୍ଟରରେ ଜୈଶ ଆତଙ୍କବାଦୀଙ୍କୁ ସମ୍ମାନିତ କରୁଛନ୍ତି ରାହୁଲ

ଆମେଠି,୧୪।୩: ଜୈଶ-ଇ-ମହମ୍ମଦର ମାଷ୍ଟର ମାଇଣ୍ଡ ମାସୁଦ ଆଝାରଙ୍କୁ ‘ଜୀ’ କହିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏବେ ଲୋକ ହସା ହେବାକୁ ପଡିଛି। କଂଗ୍ରେସର ଗଡ଼ କୁହାଯାଉଥିବା ଆମେଠିରେ ମଧ୍ୟ ଏବେ ରାହୁଲଙ୍କୁ ବିରୋଧ କରାଗଲାଣି। 

ପର ପୁରୁଷଙ୍କ ସହ ସମ୍ପର୍କକୁ ସହି ନ ପାରି ମା’ଙ୍କୁ ହତ୍ୟା କଲେ ପୁଅ

ପର ପୁରୁଷଙ୍କ ସହ ସମ୍ପର୍କକୁ ସହି ନ ପାରି ମା’ଙ୍କୁ ହତ୍ୟା କଲେ ପୁଅ

ପୁଡୁଚେରୀ,୧୪।୩: ପୁଡୁଚେରୀରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି। ନିଜ ମା’ଙ୍କୁ ହତ୍ୟା କରି ମୃତ ଦେହ ପାଖରେ ପ୍ରାୟ ଗୋଟିଏ ସପ୍ତାହ ଜଗି ରହିବା ପରେ ପୋଲିସ ଷ୍ଟେଶନରେ ଆତ୍ମ ସମର୍ପଣ କରିଛନ୍ତି ଜଣେ ପୁଅ।

ସରକାରୀ କାର୍ଯ୍ୟାଳୟରୁ ଫ୍ୟାନ୍‌ ହଟାଇବାକୁ ଦାବି କଲା ଟିଡିପି

ସରକାରୀ କାର୍ଯ୍ୟାଳୟରୁ ଫ୍ୟାନ୍‌ ହଟାଇବାକୁ ଦାବି କଲା ଟିଡିପି

ଅମରାବତୀ,୧୪।୩ : ନିର୍ବାଚନୀ ଚିହ୍ନ ନେଇ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ଓ୍ବାଇଏସ୍‌ଆର କଂଗ୍ରେସ ପାର୍ଟିକୁ କରିଛି ଟାର୍ଗେଟ୍‌।