ଜାତୀୟ

୩ ପଞ୍ଚାୟତ ଘର ପୋଡ଼ିଲେ ଆତଙ୍କବାଦୀ

୩ ପଞ୍ଚାୟତ ଘର ପୋଡ଼ିଲେ ଆତଙ୍କବାଦୀ

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ତାରିଖ ଘୋଷଣା ପରେ ଆତଙ୍କବାଦୀ ଆରମ୍ଭ କରିଛନ୍ତି ଜଳାପୋଡ଼ା। ଶୋପିଆନ୍‌ ନାଜନୀପୋରା ଅଞ୍ଚଳରେ ଆତଙ୍କବାଦୀ ଏକ ପଞ୍ଚାୟତ ଘର ପୋଡ଼ିଦେଇଛନ୍ତି। 

ବୋର୍ଡିଂ ସ୍କୁଲରେ ଗଣ ବଳାତ୍କାର ପରେ ନାବାଳିକାଙ୍କ ଗର୍ଭପାତ ଉଦ୍ୟମ: ୯ ଗିରଫ

ବୋର୍ଡିଂ ସ୍କୁଲରେ ଗଣ ବଳାତ୍କାର ପରେ ନାବାଳିକାଙ୍କ ଗର୍ଭପାତ ଉଦ୍ୟମ: ୯ ଗିରଫ

ଡେରାଡୁନ୍‌, ୧୮।୯: ଉତ୍ତରାଞ୍ଚଳ ଡେରାଡୁନ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଭାଉଓ୍ବାଲା ସ୍ଥିତ ଜିଆର୍‌ଡି ଓ୍ବାଲର୍‌ଡ  ବୋର୍ଡିଂ ସ୍କୁଲରେ ଜଣେ ହାଇସ୍କୁଲ ଛାତ୍ରୀଙ୍କୁ ଗଣ ବଳାତ୍କାର କରାଯାଇଥିଲା। 

ଦିଲ୍ଲୀ ସଡ଼କରେ ପ୍ରତିଦିନ ୮ ଜଣଙ୍କର ହେଉଛି ମୃତ୍ୟୁ

ଦିଲ୍ଲୀ ସଡ଼କରେ ପ୍ରତିଦିନ ୮ ଜଣଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୧୭।୯: ରାଜଧାନୀ ଦିଲ୍ଲୀରେ ଏବେ ଆସିଛି ମୃତ୍ୟୁର ତାଣ୍ଡବ। ଏଠାକାର ସଡ଼କରେ ପ୍ରତିଦିନ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହେଉଥିବା କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ।

ଆତ୍ମହତ୍ୟା ପୂର୍ବରୁ ୨ସାଥିଙ୍କୁ ଗୁଳିକଲେ ଯବାନ

ଆତ୍ମହତ୍ୟା ପୂର୍ବରୁ ୨ସାଥିଙ୍କୁ ଗୁଳିକଲେ ଯବାନ

ନୂଆଦିଲ୍ଲୀ,୧୭।୯: ହିମାଚଳ ପ୍ରଦେଶର ମ୍ୟାକଲୋଡଗଞ୍ଜରେ ଥିବା ୧୮ ଶିଖ୍‌ ରେଜିମେଣ୍ଟର ଜଣେ ଯବାନ ତାଙ୍କର ୨ ସାଥିଙ୍କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି।

ଭାଜପା ଏମ୍‌ପିଙ୍କ ପାଦ ଧୁଆ ପାଣି ପିଇଲେ କାର୍ଯ୍ୟକର୍ତ୍ତା

ଭାଜପା ଏମ୍‌ପିଙ୍କ ପାଦ ଧୁଆ ପାଣି ପିଇଲେ କାର୍ଯ୍ୟକର୍ତ୍ତା

ରାୟପୁର,୧୭।୯: ଝାଡ଼ଖଣ୍ଡ ଗୋଡ୍ଡା ସଂସଦୀୟ କ୍ଷେତ୍ରର ଏମ୍‌ପି ନିଶିକାନ୍ତ ଦୁବେଙ୍କ ପାଦ ଧୁଆ ପାଣି ପିିଇଛନ୍ତି ଜଣେ ସ୍ଥାନୀୟ କାର୍ଯ୍ୟକର୍ତ୍ତା। ଏହାକୁ ନିଶିକାନ୍ତ ଫେସବୁକ୍‌ରେ ବେଶ୍‌ ପ୍ରଶଂସା କରିଥିବାବେଳେ ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। 

ଶ୍ରୀକନ୍ୟା ସିନେମା ହଲ୍‌ରେ ଲାଗିଲା ନିଆଁ

ଶ୍ରୀକନ୍ୟା ସିନେମା ହଲ୍‌ରେ ଲାଗିଲା ନିଆଁ

ବିଶାଖାପାଟନମ୍‌,୧୭।୯: ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ର ଗଜୁଓ୍ବାକା ଅଞ୍ଚଳରେ ଥିବା ଶ୍ରୀକନ୍ୟା ସିନେମା ହଲରେ ସୋମବାର ସକାଳୁ ନିଆଁ ଲାଗିଯାଇଛି। ଖବର ପାଇ ଦମକଳ ବାହିନୀର ୫ଟି ଗାଡି ନିଆଁ ଲିଭାକାର୍ଯ୍ୟରେ ନିଯୋଜିତ ହୋଇଛନ୍ତି। 

କିରାଣି ପରୀକ୍ଷାରେ ହାର୍ଦ୍ଦିକ ପଟେଲଙ୍କ ଉପରେ ପ୍ରଶ୍ନ

କିରାଣି ପରୀକ୍ଷାରେ ହାର୍ଦ୍ଦିକ ପଟେଲଙ୍କ ଉପରେ ପ୍ରଶ୍ନ

ଗାନ୍ଧିନଗର,୧୭।୯: ଗୁଜରାଟର ଗାନ୍ଧିନଗରରେ ରବିବାର କିରାଣି ପଦବୀ ପାଇଁ ଏକ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥିରେ ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଅନଶନକୁ ନେଇ ଏକ ପ୍ରଶ୍ନ ଥିଲା ଯାହାକୁ ନେଇ ଏବେ ଆଲୋଚନା ହେଉଛି।

କୁପୋଷଣରୁ ଦୂର ପାଇଁ ଶିଶୁ ପିନ୍ଧୁଛନ୍ତି ରସୁଣ ମାଳ

କୁପୋଷଣରୁ ଦୂର ପାଇଁ ଶିଶୁ ପିନ୍ଧୁଛନ୍ତି ରସୁଣ ମାଳ

ଖଣ୍ଡଓ୍ବା,୧୭।୯: ମଧ୍ୟପ୍ରଦେଶର ଖାଲଓ୍ବା ବ୍ଲକ୍‌ରେ ସ୍ଥାନୀୟ ଜନଜାତି ସମ୍ପ୍ରଦାୟ ଶିଶୁଙ୍କୁ କୁପୋଷଣରୁ ଦୂରେଇ ରଖିବା ପାଇଁ ଆପଣାଉଛନ୍ତି ନାନା ପ୍ରକାର ପାରମ୍ପରିକ ଚିକିତ୍ସା ପଦ୍ଧତି। 

୨ ନାବାଳକ ଛାତ୍ରଙ୍କୁ ନେଇ ଶିକ୍ଷୟତ୍ରୀ ଫେରାର

୨ ନାବାଳକ ଛାତ୍ରଙ୍କୁ ନେଇ ଶିକ୍ଷୟତ୍ରୀ ଫେରାର

ଇନ୍ଦୋର,୧୭।୯: ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି ଏକ ଅଘଟଣ। ଶିକ୍ଷୟତ୍ରୀ ଏକ ଲକ୍ଷରୁ ଅଧିକ ଟଙ୍କା ଏବଂ କିଛି ଅଳଙ୍କାର ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଆରଜେଡ଼ି ବିଧାୟକ ପିତାଙ୍କ ଶ୍ରାଦ୍ଧକର୍ମରେ ଅଶ୍ଳୀଳ ଗୀତରେ ଠୁମ୍‌କା: ଭିଡ଼ିଓ ଭାଇରାଲ

ଆରଜେଡ଼ି ବିଧାୟକ ପିତାଙ୍କ ଶ୍ରାଦ୍ଧକର୍ମରେ ଅଶ୍ଳୀଳ ଗୀତରେ ଠୁମ୍‌କା: ଭିଡ଼ିଓ ଭାଇରାଲ

ନାଳନ୍ଦା,୧୭।୯: ବିହାର ନାଳନ୍ଦାରେ ଆରଜେଡ଼ି ବିଧାୟକ ଶକ୍ତି ସିଂ ଯାଦବଙ୍କ ପିତାଙ୍କ ଶ୍ରାଦ୍ଧକର୍ମରେ ଘଟିଛି ଏକ ଅଭାବନୀୟ ଘଟଣା। ଏଥିରେ ଅଶ୍ଳୀଳ ଗୀତର ତାଳେତାଳେ ଠୁମ୍‌କା ଲଗାଇବାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। 

ପାରିକର ସୁସ୍ଥ : ଭାଜପା

ପାରିକର ସୁସ୍ଥ : ଭାଜପା

ନୂଆଦିଲ୍ଲୀ,୧୭।୯: ଗୋଆ ସରକାରରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଭାଜପା। ଦଳ କହିଛି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏବେ ଠିକ୍‌ ଅଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀସ୍ଥିତ ଏମ୍ସରେ ପାନକ୍ରିଆଟିକ୍‌ କ୍ୟାନସରର ଚିକିତ୍ସା କରାଉଛନ୍ତି। 

ସମ୍ପତ୍ତି ଲୋଭରେ ପୁତ୍ରଙ୍କୁ ହନିଟ୍ରାପ୍‌ ଜାଲରେ ଫଶାଇଲେ ପିତା

ସମ୍ପତ୍ତି ଲୋଭରେ ପୁତ୍ରଙ୍କୁ ହନିଟ୍ରାପ୍‌ ଜାଲରେ ଫଶାଇଲେ ପିତା

ଅହମ୍ମଦାବାଦ,୧୭।୯: ଗୁଜରାଟ ଜୁନାଗଡ଼ରେ ସମ୍ପତ୍ତି ଲୋଭରେ ଜଣେ ପିତା ପୁତ୍ରଙ୍କୁ ହନିଟ୍ରାପ୍‌ ଜାଲରେ ଫଶାଇବାର  ଉଦ୍ୟମ କରି ଶେଷରେ ବିଫଳ ହୋଇଛନ୍ତି। ପୁତ୍ର ଜୟଙ୍କୁ ସମ୍ପତ୍ତିରୁ ଭାଗ ନ ଦେବା ପାଇଁ ପିତା ରାଜେନ୍ଦ୍ର ମାବଦିୟା ରଚିଥିଲେ ହନିଟ୍ରାପ୍‌ ଷଡ଼ଯନ୍ତ୍ର। 

ଭିନ୍ନ ଢଙ୍ଗରେ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲା ଟୁଇଟର୍‌

ଭିନ୍ନ ଢଙ୍ଗରେ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲା ଟୁଇଟର୍‌

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର  ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଦିବସ ଅବସରରେ ଦେଶ ବିଦେଶରୁ ଆସୁଛି ଶୁଭେଚ୍ଛାର ସୁଅ। ଟୁଇଟର ମଧ୍ୟ ମୋଦିଙ୍କୁ ଭିନ୍ନ ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛି।

୨୪ ଘଣ୍ଟା ପରେ ବି ଲିଭିନି ନିଆଁ

୨୪ ଘଣ୍ଟା ପରେ ବି ଲିଭିନି ନିଆଁ

କୋଲ୍‌କାତା,୧୭।୯: ପଶ୍ଚିମବଙ୍ଗ କୋଲକାତାର କାନିଙ୍ଗ ଷ୍ଟ୍ରିଟ୍‌ରେ ଥିବା ବାଗ୍ରୀ ବଜାରରେ ଲାଗିଥିବା ନିଆଁ ଏପର୍ଯ୍ୟନ୍ତ ଲିଭିନାହିଁ। ଏବେ ୩୫ଟି ଦମକଳ ଗାଡି ସହ ପ୍ରାୟ ୨୫୦ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗି ପଡିଛନ୍ତି।

ବିବାହରେ ମିଳିଲା ପେଟ୍ରୋଲ ଉପହାର

ବିବାହରେ ମିଳିଲା ପେଟ୍ରୋଲ ଉପହାର

ଚେନ୍ନାଇ,୧୭।୯: ବିବାହ ବ୍ରତରେ ଯୋଗ ଦେଉଥିବା ଅତିଥିମାନେ ସାଧାରଣତଃ କିଛି ଭିନ୍ନ ଧରଣର ଓ ଟିକେ ଦାମୀ ଜିନିଷ ଉପହାର ଦେବାକୁ ପସନ୍ଦ କରିଥାଆନ୍ତି। ଏହାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି ତାମିଲନାଡୁରେ।

୬୮ ବର୍ଷରେ ପ୍ରଧାନମନ୍ତ୍ରୀ

୬୮ ବର୍ଷରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜର ଜନ୍ମଦିନ ବାରଣାସୀରେ ସ୍କୁଲ ପିଲାଙ୍କ ସହିତ ପାଳନ କରିବେ। 

ବ୍ୟବସାୟିକ ମହାକାଶ ମିଶନରେ ଭାରତ

ବ୍ୟବସାୟିକ ମହାକାଶ ମିଶନରେ ଭାରତ

ନୂଆଦିଲ୍ଲୀ, ୧୭।୯: ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏହାର ବ୍ୟବସାୟିକ ମିଶନ ଜାରି ରଖିଛି।  ଏହା ଅନ୍ତର୍ଗତ ରବିବାର ରାତି ୧୦ଟା ୮ ମିନିଟରେ  ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ପିଏସ୍‌ଏଲ୍‌ଭି ସି-୪୨ର ଉତ୍‌କ୍ଷେପଣ କରାଯାଇଛି। 

ଗର୍ଭବତୀ ପତ୍ନୀଙ୍କ ସାମ୍ନାରେ ସ୍ବାମୀଙ୍କୁ ହତ୍ୟା

ଗର୍ଭବତୀ ପତ୍ନୀଙ୍କ ସାମ୍ନାରେ ସ୍ବାମୀଙ୍କୁ ହତ୍ୟା

ହାଇଦ୍ରାବାଦ,୧୬।୯: ତେଲେଙ୍ଗାନା ନାଲଗୋଣ୍ଡା ଜିଲାରେ ଜଣେ ୨୩ ବର୍ଷୀୟ ଯୁବକଙ୍କ ହତ୍ୟା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ବିରୋଧ କରି ଲୋକେ ମିରୟାଲଗୁଣ୍ଡା ବନ୍ଦ ଡାକରା ଦେଇଛନ୍ତି। ତେବେ ହତ୍ୟାର ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଛି। 

ଚକୋଲେଟ୍‌ ଗଣେଶ ବିସର୍ଜନ ହୁଅନ୍ତି କ୍ଷୀରରେ

ଚକୋଲେଟ୍‌ ଗଣେଶ ବିସର୍ଜନ ହୁଅନ୍ତି କ୍ଷୀରରେ

ଲୁଧିଆନା,୧୬।୯: ପଞ୍ଜାବ ଲୁଧିଆନାର ଜଣେ ରେଷ୍ଟୁରାଷ୍ଟ ଓ ଚକୋଲେଟ୍‌ ଶପ୍‌ ମାଲିକ ପ୍ରତିବର୍ଷ ଚକୋଲେଟ୍‌ରେ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରିଥାଆନ୍ତି। ଡାର୍କ ବେଲଜିଆନ୍‌ ଚକୋଲେଟରେ ନିର୍ମିତ ଏହି ଗଣେଶଙ୍କର କ୍ଷୀରରେ ବିସର୍ଜନ କରାଯାଇଥାଏ।

ଗୁପ୍‌ଚୁପ୍‌ରେ ଗଣେଶ

ଗୁପ୍‌ଚୁପ୍‌ରେ ଗଣେଶ

ପୁନେ,୧୬।୯: ଚଳିତ ବର୍ଷ ଗଣେଶଙ୍କ ମୂର୍ତ୍ତିକୁ ଭିନ୍ନ ଭିନ୍ନ ଢଙ୍ଗରେ ଓ ଶୈଳୀରେ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ଏଥର ପୂଜାକୁ ଇକୋ ପ୍ରେଣ୍ଡଲି ବା ପରିବେଶ ଅନୁକୂଳ କରିବା ପାଇଁ ପ୍ରାୟ ଦେଶର ବିଭିନ୍ନ ସ୍ଥାନରେ ଲୋକେ ଚେଷ୍ଟା କରିଛନ୍ତି। 

ଟଙ୍କା ନୁହେଁ ନ୍ୟାୟ ଦିଆଯାଉ

ଟଙ୍କା ନୁହେଁ ନ୍ୟାୟ ଦିଆଯାଉ

ରଓ୍ବୋରି,୧୬।୯: ହରିୟାଣା ଗଣ ବଳାତ୍କାର ପୀଡିତାଙ୍କ ମାଆ ଏବେ ନ୍ୟାୟ ପାଇଁ ଗୁହାରି କରିଛନ୍ତି। କ୍ଷତିପୂରଣ ବାବଦକୁ ସରକାର ତାଙ୍କ ନିକଟକୁ ଏକ ୨ଲକ୍ଷ ଟଙ୍କାର ଚେକ୍‌ ପଠାଇଥିବା ସେ କହିଛନ୍ତି। 

ବିଗିଡିଲା ଅନଶନକାରୀ ସାମାଜିକକର୍ମୀ ଷ୍ଟିଫେନଙ୍କ ସ୍ବାସ୍ଥ୍ୟାବସ୍ଥା

ବିଗିଡିଲା ଅନଶନକାରୀ ସାମାଜିକକର୍ମୀ ଷ୍ଟିଫେନଙ୍କ ସ୍ବାସ୍ଥ୍ୟାବସ୍ଥା

କୋଚି,୧୬।୯: ଅନଶନକାରୀ ସାମାଜିକକର୍ମୀ ଷ୍ଟିଫେନ ମାଥ୍ୟୁସଙ୍କ ସ୍ବାସ୍ଥ୍ୟାବସ୍ଥା ରବିବାର ବିଗିଡି ଯାଇଛି। ଦୀର୍ଘ ୯ ଦିନ ହେବ ହଙ୍ଗର ଷ୍ଟ୍ରାଇକ୍‌ରେ ବସିଥିବାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିବା କୁହାଯାଉଛି। 

ଜେଡିୟୁର ହାତ ଧରିଲେ ପ୍ରଶାନ୍ତ କିଶୋର

ଜେଡିୟୁର ହାତ ଧରିଲେ ପ୍ରଶାନ୍ତ କିଶୋର

ପାଟନା,୧୬।୯: ନିର୍ବାଚନ ରଣନୀତିର  ଚାଣକ୍ୟ ପ୍ରଶାନ୍ତ କିଶୋର ଶବିବାର ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ)ରେ ସାମିଲ ହୋଇଛନ୍ତି। ବିହାରର ପାଟନାଠାରେ ଆୟୋଜିତ ଦଳର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ସହ ସେ ଏହି ଦଳରେ ସାମିଲ ହୋଇଛନ୍ତି।

ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବ କୋଷ୍ଟଗାର୍ଡ ‘ବିଜୟ’

ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବ କୋଷ୍ଟଗାର୍ଡ ‘ବିଜୟ’

ନୂଆଦିଲ୍ଲୀ,୧୬।୯: ନୌସେନାରେ ସାମିଲ ହୋଇଛି ଯୁଦ୍ଧପୋତ ‘ବିଜୟ’। ଏହି ଯୁଦ୍ଧ ଜାହାଜକୁ ଆଗାମୀ ଦିନରେ ବଙ୍ଗୋପସାଗର ଉପକୂଳ ପାରାଦୀପ ନିକଟରେ ମୁତୟନ କରାଯିବ।