ଜାତୀୟ

ପାର୍କିଂ ଏରିଆରେ ମହିଳାଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା

ପାର୍କିଂ ଏରିଆରେ ମହିଳାଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା

ନୂଆଦିଲ୍ଲୀ,୧୮।୩: ରାଜଧାନୀ ଦିଲ୍ଲୀରେ ପାର୍କିଂ ଏରିଆରେ ମହିଳାଙ୍କୁ ସ୍ବତନ୍ତ୍ର ସୁବିଧା ମିଳିବ। ଦିଲ୍ଲୀରେ ପାଖାପାଖି ୧କୋଟିରୁ ଊର୍ଦ୍ଧ୍ୱ ରେଜିଷ୍ଟର ଗାଡି ରହିଛି। ହେଲେ ଏସବୁକୁ ପାର୍କିଂ କରିବାକୁ ସ୍ଥାନର ଅଭାବ ପରିଲକ୍ଷିତ ହୋଇଛି। 

ସ୍ବାମୀଙ୍କ ଜୀବନ ବଞ୍ଚାଇବା ପାଇଁ କିଡ୍‌ନୀ ଅଦଳବଦଳ କଲେ ହିନ୍ଦୁ ଓ ମୁସଲମାନ୍‌ ମହିଳା

ସ୍ବାମୀଙ୍କ ଜୀବନ ବଞ୍ଚାଇବା ପାଇଁ କିଡ୍‌ନୀ ଅଦଳବଦଳ କଲେ ହିନ୍ଦୁ ଓ ମୁସଲମାନ୍‌ ମହିଳା

ମୁମ୍ବାଇ,୧୮।୩: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ଲାଗି ରହିଛି। ତେବେ ଜୀବନ ମରଣ ସମସ୍ୟାରେ ମଣିଷ ମନରେ ଜାଗି ଉଠୁଛି ମାନବିକତା। 

ଆରଜେଡି ପ୍ରାର୍ଥୀ ତାଲିକାରେ ଶତ୍ରୁଘ୍ନଙ୍କ ନାମ ନେଇ ଚର୍ଚ୍ଚା

ଆରଜେଡି ପ୍ରାର୍ଥୀ ତାଲିକାରେ ଶତ୍ରୁଘ୍ନଙ୍କ ନାମ ନେଇ ଚର୍ଚ୍ଚା

ପାଟନା,୧୮।୩: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ପ୍ରାର୍ଥୀ ତାଲିକାରେ ଭାଜପାର ବିଦ୍ରୋହୀ ସଦସ୍ୟ ଶତ୍ରୁଘ୍ନ ସିହ୍ନାଙ୍କ ନାମ ରହିଥିବା ଏବେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏନେଇ ଆରଜେଡି ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ କିମ୍ବା ଘୋଷଣା ମଧ୍ୟ କରାଯାଇ ନାହିଁ। 

ଆଧୁନିକ ଗୋଆର ନିର୍ମାତା

ଆଧୁନିକ ଗୋଆର ନିର୍ମାତା

ପଣଜୀ,୧୮।୩:(ପି.ଟି.):  ମନୋହର ପାରିକର ଆରଏସ୍‌ଏସ୍‌ ପ୍ରଚାରକ ଭାବେ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ଜୀବନରେ ଦେଶର ପ୍ରତିରକ୍ଷାମନ୍ତ୍ରୀ ଏବଂ ଗୋଆ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଲୋକେ କରୁଛନ୍ତି ଇଣ୍ଟରନେଟ୍‌ ଉପବାସ!

ଲୋକେ କରୁଛନ୍ତି ଇଣ୍ଟରନେଟ୍‌ ଉପବାସ!

ଜୟପୁର, ୧୮।୩: ସୂଚନାପ୍ରଯୁକ୍ତି କ୍ଷେତ୍ରର ବିକାଶ ସହିତ ବଦଳି ଯାଇଛି ମଣିଷର ନିତିଦିନିଆ ଜୀବନଶୈଳୀ। କେତେକ ଇଣ୍ଟରନେଟ୍‌ରେ ବ୍ୟସ୍ତ ରହି ଅନ୍ୟ ସାମାଜିକ କାର୍ଯ୍ୟ ତଥା ନିଜର ଦାୟିତ୍ୱବୋଧଠାରୁ ଦୂରେଇ ଯାଉଛନ୍ତି।

ସନ୍ଧ୍ୟା ୫ଟାରେ ପାରିକରଙ୍କୁ ଶେଷ ବିଦାୟ

ସନ୍ଧ୍ୟା ୫ଟାରେ ପାରିକରଙ୍କୁ ଶେଷ ବିଦାୟ

ପଣଜୀ,୧୮।୩: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ରବିବାର ସନ୍ଧ୍ୟାରେ ପରଲୋକ ହୋଇଛି। ସୋମବାର ତାଙ୍କ ପାର୍ଥିବ ଶରୀରକୁ ଗୋଆର ଭାଜପା କାର୍ଯ୍ୟାଳୟକୁ ଅଣାଯିବ। 

ଜୁସ୍‌ ଦୋକାନରୁ ଆରମ୍ଭ ହୋଇଥିଲା ରତ୍ନା ପାଠକ ଏବଂ ନସିରୁଦ୍ଦିନ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ...

ଜୁସ୍‌ ଦୋକାନରୁ ଆରମ୍ଭ ହୋଇଥିଲା ରତ୍ନା ପାଠକ ଏବଂ ନସିରୁଦ୍ଦିନ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ...

ମୁମ୍ବାଇ,୧୮।୩: ବଲିଉଡ୍‌ ଅଭିନେତ୍ରୀ ରତ୍ନା ପାଠକ ଶାହ ସୋମବାର ୬୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନିଜଠାରୁ ୧୩ ବର୍ଷ ବୟସ୍କ ବଡ଼ ଅଭିନେତା ନସିରୁଦ୍ଦିନ୍‌ ଶାହଙ୍କୁ ରତ୍ନା ୧୯୮୨ରେ ବିବାହ କରିଥିଲେ। 

ପରଲୋକରେ ପାରିକର, ୬୩ ବର୍ଷରେ ଦେହାନ୍ତ

ପରଲୋକରେ ପାରିକର, ୬୩ ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ,୧୭।୩: ପରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ଗୋଆ ମେଡିକାଲ କଲେଜରେ ଚିିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ପାରିକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ପାରିକରଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜନୀତି ସହ ଜଡ଼ିତ ସମସ୍ତ ନେତା, କଳାକାର, ଖେଳ ଜଗତର ପ୍ରମୁଖମାନେ ଶୋକ ପ୍ରକାଶ କରିଛନ୍ତି।

ଏମ୍‌ଜେ ଆକବରଙ୍କ ‘ମୈ ଭି ଚୌକିଦାର’ ଟୁଇଟ୍‌କୁ ରେଣୁକାଙ୍କ ଜବାବ: ‘ତେବେ କୌଣସି ମହିଳା ସୁରକ୍ଷିତ ନୁହଁନ୍ତି’

ଏମ୍‌ଜେ ଆକବରଙ୍କ ‘ମୈ ଭି ଚୌକିଦାର’ ଟୁଇଟ୍‌କୁ ରେଣୁକାଙ୍କ ଜବାବ: ‘ତେବେ କୌଣସି ମହିଳା ସୁରକ୍ଷିତ ନୁହଁନ୍ତି’

ବମ୍ବେ,୧୭।୩: ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଓ କଂଗ୍ରେସ ମଧ୍ୟରେ ପରସ୍ପର ବିରୋଧୀ ବୟାନବାଜି ଆରମ୍ଭ ହୋଇଯାଇଛି। ନିକଟରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ‘ଚୌକିଦାର ହି ଚୋର ହୈ’ କହିଥିଲେ। ଏହାର ଜବାବରେ ମୋଦି ଟୁଇଟରରେ ‘ମୈ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ସୋସିଆଲ ମିଡିଆରେ ହ୍ୟାଶଟ୍ୟାଗ୍‌ ସହ ଚୌକିଦାର ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳୁଛି। 

ପାକିସ୍ତାନକୁ ଲାଗିବ ଝଟ୍‌କା: ଆତଙ୍କବାଦୀ ମାସୁଦ ଆଝାରଙ୍କୁ ନେଇ ମତ ବଦଳାଇ ପାରେ ଚାଇନା

ପାକିସ୍ତାନକୁ ଲାଗିବ ଝଟ୍‌କା: ଆତଙ୍କବାଦୀ ମାସୁଦ ଆଝାରଙ୍କୁ ନେଇ ମତ ବଦଳାଇ ପାରେ ଚାଇନା

ନୂଆଦିଲ୍ଲୀ,୧୭।୩: ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ତଥା ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ‘ଗ୍ଲୋବାଲ ଟେରରିଷ୍ଟ’ ଘୋଷଣା କରିବା ମାମଲାରେ ଚାଇନା ବିଚାର କରୁଥିବା କହିଛି। 

ଜଷ୍ଟିସ ପିନାକି ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

ଜଷ୍ଟିସ ପିନାକି ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

ନୂଆଦିଲ୍ଲୀ,୧୭।୩: ଖୁବ୍‌ଶୀଘ୍ର ଭାରତକୁ ମିଳିବ ପ୍ରଥମ ଲୋକପାଳ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକି ଚନ୍ଦ୍ର ଘୋଷଙ୍କ ନା ଏଥିପାଇଁ ସୁପାରିସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ପିନାକିଙ୍କ ନାଁ ଚୁଡାନ୍ତ କରିଥିବା ସୂଚନା ମିଳିଛି।

ପାରିକର ଅସୁସ୍ଥ: ମୁଖ୍ୟମନ୍ତ୍ରୀ ପଦରେ ବସିପାରନ୍ତି ଦିଗମ୍ବର

ପାରିକର ଅସୁସ୍ଥ: ମୁଖ୍ୟମନ୍ତ୍ରୀ ପଦରେ ବସିପାରନ୍ତି ଦିଗମ୍ବର

ପଣଜୀ,୧୭।୩: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ ହୋଇପଡିବା କାରଣରୁ ବିରୋଧି କଂଗ୍ରେସ ଗୋଆ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିବାକୁ ଏକ ପ୍ରକାର ଅନାଇ ବସିଛି ବୋଲି ଆଲୋଚନା ହେଉଛି। 

୬ ବର୍ଷ ପରେ ପାକିସ୍ତାନ ହେବ ଭାରତର ଅଂଶ କରାଚିରେ ଘର କରିବେ ଭାରତୀୟ: ଆର୍‌ଏସ୍‌ଏସ୍‌ ନେତା

୬ ବର୍ଷ ପରେ ପାକିସ୍ତାନ ହେବ ଭାରତର ଅଂଶ କରାଚିରେ ଘର କରିବେ ଭାରତୀୟ: ଆର୍‌ଏସ୍‌ଏସ୍‌ ନେତା

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ଜଣେ ବରିଷ୍ଠ ନେତା କହିଛନ୍ତି ଆଉ ମାତ୍ର ୬ ବର୍ଷ ଅର୍ଥାତ୍‌ ୨୦୨୫ପରେ ପାକିସ୍ତାନ ଭାରତର ଅଂଶ ପାଲଟିଯିବ। 

ଚା’ ବିକି ୨୩ ଦେଶ ଭ୍ରମଣ କଲେଣିି ଦମ୍ପତି...

ଚା’ ବିକି ୨୩ ଦେଶ ଭ୍ରମଣ କଲେଣିି ଦମ୍ପତି...

କୋଚି,୧୭।୩: ବିଦେଶ ଭ୍ରମଣରେ ଯିବା ପାଇଁ କେତେକ ଚାହିଁଥାନ୍ତି। ତେବେ ସେଥି ପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। କେରଳର ଏକ ଦମ୍ପତି ଚା’ ବିକି ଇତିମଧ୍ୟରେ ୨୩ଟି ଦେଶ ଭ୍ରମଣ କରିସାରିଲେଣି।

ଯୁବତୀଙ୍କୁ ଅପହରଣ କରି ବିବାହ କରିବା ପାଇଁ ଭଗୋରିଆରେ ଯୁବକଙ୍କ ଭିଡ଼

ଯୁବତୀଙ୍କୁ ଅପହରଣ କରି ବିବାହ କରିବା ପାଇଁ ଭଗୋରିଆରେ ଯୁବକଙ୍କ ଭିଡ଼

ଇନ୍ଦୋର,୧୭।୩: ହୋଲିର ଉତ୍ସବ ପାଳନ ପାଇଁ ଦେଶ ଉତ୍ସବ ମୁଖର ହୋଇ ଉଠିଛି। ମଧ୍ୟପ୍ରଦେଶ ଭଗୋରିଆରେ ଆରମ୍ଭ ହୋଇଛି ଏକ ସ୍ବତନ୍ତ୍ର ଉତ୍ସବ। 

ଆଇପିଏଲ୍‌ରେ ସବୁଠାରୁ ମହଙ୍ଗା କ୍ରିକେଟରଙ୍କ ମଧ୍ୟରେ ଭାରତୀୟ ଆଗରେ

ଆଇପିଏଲ୍‌ରେ ସବୁଠାରୁ ମହଙ୍ଗା କ୍ରିକେଟରଙ୍କ ମଧ୍ୟରେ ଭାରତୀୟ ଆଗରେ

ନୂଆଦିଲ୍ଲୀ,୧୭।୩: ଆଇପିଏଲ୍‌ କ୍ରିକେଟରେ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଖେଳାଳିଙ୍କ ମଧ୍ୟରେ ଆଗରେ ରହିଛନ୍ତି ଭାରତୀୟ। ତଳରୁ ଉପର ଆଡକୁ ଦେଖିଲେ..

ସଲମାନ କରିବେ ନୂଆ ଟେଲିଭିଜନ ଚ୍ୟାନେଲ

ସଲମାନ କରିବେ ନୂଆ ଟେଲିଭିଜନ ଚ୍ୟାନେଲ

ମୁମ୍ବାଇ,୧୭।୩: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ କେବଳ ବଡ ପରଦାରେ ନୁହେଁ ଟେଲିଭିଜନ ପରଦାରେ ମଧ୍ୟ ବେଶ୍‌ ସକ୍ରିୟ। ଟେଲିଭିଜନ ଦୁନିଆର ‘ବିଗ୍‌ ବସ୍‌’ ଶୋ’ର ହୋଷ୍ଟ ଭାବେ ସଲମାନ ଘରେ ଘରେ ବେଶ୍‌ ପରିଚିତ। ତେବେ ତାଙ୍କର ପ୍ରଡକ୍ସନ କମ୍ପାନୀ ଏସ୍‌କେଟିଭି ବ୍ୟାନରରେ କପିଲ ଶର୍ମା ଶୋ’ ନିର୍ମାଣ କରାଯାଉଛି। 

ଏହି କଲେଜରେ ପୁଅଙ୍କ ଅପେକ୍ଷା ଝିଅ ଅଧିକ ପରିମାଣରେ ନିଶାଗ୍ରସ୍ତ

ଏହି କଲେଜରେ ପୁଅଙ୍କ ଅପେକ୍ଷା ଝିଅ ଅଧିକ ପରିମାଣରେ ନିଶାଗ୍ରସ୍ତ

ପଣଜୀ,୧୭।୩: ସାଧାରଣତଃ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କୁ ଭଲକଥା ଶିଖାଯାଇଥାଏ। ହେଲେ କଲେଜ ଯିବା ପରେ ଏବେ ଅଧିକାଂଶ ପିଲା ବିଗିଡି ଯାଉଥିବା ଦେଖିବାକୁ ମିଳିଛି। 

ଆୟୁଷ୍ମାନ ଭାରତ ଯୋଜନା ଗରିବଙ୍କ ବଦଳରେ ଘରୋଇ ବୀମା କମ୍ପାନୀଙ୍କ ଭରୁଛି ପକେଟ: କଂଗ୍ରେସ

ଆୟୁଷ୍ମାନ ଭାରତ ଯୋଜନା ଗରିବଙ୍କ ବଦଳରେ ଘରୋଇ ବୀମା କମ୍ପାନୀଙ୍କ ଭରୁଛି ପକେଟ: କଂଗ୍ରେସ

ନୂଆଦିଲ୍ଲୀ,୧୭।୩ : ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜନୈତିକ ଦଳ ମଧ୍ୟରେ ପରସ୍ପରକୁ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି । ଏବେ କଂଗ୍ରେସର କିଛି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି ।

ସୋସିଆଲ ମିଡିଆରେ ନାଁ ବଦଳାଇ ଦେଲେ ମୋଦି, ଶାହ

ସୋସିଆଲ ମିଡିଆରେ ନାଁ ବଦଳାଇ ଦେଲେ ମୋଦି, ଶାହ

ନୂଆଦିଲ୍ଲୀ,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ଅଧ୍ୟକ୍ଷ ଅମିତ ଶାହ ଟୁଇଟର ଆକାଉଣ୍ଟରେ ନିଜର ନାଁରେ ପରିବର୍ତ୍ତନ କରିଛନ୍ତି। ଉଭୟ ନିଜ ନାଁ ପୂର୍ବରୁ ଚୌକିଦାର ବୋଲି ଯୋଡି ଦେଇଛନ୍ତି।

ଦିନେ ଅଲୋଡ଼ା ଥିବା ବୁଲା କୁକୁର ଏବେ ପାଲଟିଛି ବମ୍‌ ସ୍କ୍ବାଡ୍‌ର ନମ୍ବର ଓ୍ବାନ୍‌...

ଦିନେ ଅଲୋଡ଼ା ଥିବା ବୁଲା କୁକୁର ଏବେ ପାଲଟିଛି ବମ୍‌ ସ୍କ୍ବାଡ୍‌ର ନମ୍ବର ଓ୍ବାନ୍‌...

କୋଲକତା,୧୭।୩ : କୁକୁର ମାନବ ସଭ୍ୟତାର ଆରମ୍ଭରୁ  ମଣିଷର ଅତି ହୋଇ ବିଶ୍ୱସ୍ତ ରହିଆସିଛି। ସ୍ଥଳ ବିଶେଷରେ ମଣିଷ ମଣିଷକୁ ଅଣଦେଖା କରୁଥିବାବେଳେ ପାଳିତ କୁକୁର ମାଲିକର ପାଖ ଛାଡି ନ ଥାଏ। 

ଶତ୍ରୁଙ୍କ ସ୍ଥାନ ନେଇପାରନ୍ତି ରବି ଶଙ୍କର

ଶତ୍ରୁଙ୍କ ସ୍ଥାନ ନେଇପାରନ୍ତି ରବି ଶଙ୍କର

ନୂଆଦିଲ୍ଲୀ,୧୭।୩: ବିହାର ପାଟନା ସାହିବ ନିର୍ବାଚନ ମଣ୍ଡଳୀରୁ ଏମ୍‌ପି ଥିବା ତଥା ଅଭିନେତାରୁ ରାଜନେତା ବନିଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପାରୁ ଟିକେଟ ମିଳିବ ନାହିଁ ବୋଲି ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି। 

ରାତି ୨ଟା ପର୍ଯ୍ୟନ୍ତ ଚାଲିଲା ଭାଜପାର ମାରାଥନ ବୈଠକ: ସୋମବାର ହୋଇପାରେ ପ୍ରାର୍ଥିପତ୍ର ଘୋଷଣା

ରାତି ୨ଟା ପର୍ଯ୍ୟନ୍ତ ଚାଲିଲା ଭାଜପାର ମାରାଥନ ବୈଠକ: ସୋମବାର ହୋଇପାରେ ପ୍ରାର୍ଥିପତ୍ର ଘୋଷଣା

ନୂଆଦିଲ୍ଲୀ,୧୭।୩: ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ନିର୍ବାଚନ ପାଇଁ ସୋମବାର ଏହାର ପ୍ରାର୍ଥିପତ୍ର ଘୋଷଣା କରିବ ବୋଲି ସୂଚନା ମିଳିଛି। ଶନିବାର ପ୍ରାୟ ରାତି ୮ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାର୍ଟି ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ଏକ ମାରାଥନ ବୈଠକ ଅନୁଷ୍ଠିତ ହୋଇଥିଲା।

୧୦ ବର୍ଷ ଡେଟିଂ ପରେ ସାଇନାଙ୍କୁ ବିବାହ କରିଥିଲେ କଶ୍ୟପ...

୧୦ ବର୍ଷ ଡେଟିଂ ପରେ ସାଇନାଙ୍କୁ ବିବାହ କରିଥିଲେ କଶ୍ୟପ...

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୭।୩ : ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହଓ୍ବାଲ ରବିବାର ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୯୦ ମାର୍ଚ୍ଚ ୧୭ରେ ହରିୟାଣା ହିସାରରେ ଜନ୍ମଗ୍ରହଣ କରିଥିଲେ।