ଜାତୀୟ

ଦୀପାବଳିରେ ବି ଫେରିଲେ ନାହିଁ ତେଜ ପ୍ରତାପ: ଅପେକ୍ଷାରେ ଥିଲେ ଐଶ୍ୱର୍ଯ୍ୟା

ଦୀପାବଳିରେ ବି ଫେରିଲେ ନାହିଁ ତେଜ ପ୍ରତାପ: ଅପେକ୍ଷାରେ ଥିଲେ ଐଶ୍ୱର୍ଯ୍ୟା

ପାଟନା,୮।୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଦୀପାବଳି ମନାଇବାକୁ ମଧ୍ୟ ଘରକୁ ଫେରିଲେ ନାହିଁ। 

ଆଡଭାନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ଆଡଭାନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୮।୧୧: ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ତାଙ୍କର ୯୧ତମ ଜନ୍ମଦିବସ ପାଳନ କରୁଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। 

ବସ୍‌ରେ ବିସ୍ଫୋରଣ କଲେ ମାଓବାଦୀ: ୫ମୃତ

ବସ୍‌ରେ ବିସ୍ଫୋରଣ କଲେ ମାଓବାଦୀ: ୫ମୃତ

ଦାନ୍ତଓ୍ବୋଡା,୮।୧୧: ଛତିଶଗଡ଼ ଦାନ୍ତଓ୍ବୋଡାର ବାଚେଲିଠାରେ ଗୁରୁବାର ମାଓବାଦୀମାନେ ଏକ ବସ୍‌ରେ ବିସ୍ଫୋରଣ କରିବା ଫଳରେ ଅତିକମ୍‌ରେ ୫ଜଣଙ୍କ ମୃତ୍ୟୁ ହୋଇଛି। 

ଧର୍ମଘଟରେ ଗ୍ରାଉଣ୍ଡ ଷ୍ଟାଫ୍‌: ଯାତ୍ରୀ ହଟହଟା

ଧର୍ମଘଟରେ ଗ୍ରାଉଣ୍ଡ ଷ୍ଟାଫ୍‌: ଯାତ୍ରୀ ହଟହଟା

ମୁମ୍ବାଇ,୮।୧୧: ଏୟାର ଇଣ୍ଡିଆର ଚୁକ୍ତି ଭିତ୍ତିକ ଗ୍ରାଉଣ୍ଡ ଷ୍ଟାଫ୍‌ ବୁଧବାର ରାତିରୁ ଧର୍ମଘଟରେ ବସିବା ଫଳରେ ଏବେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଟକି ରହିଥିବା ଯାତ୍ରୀ ହଟହଟା ହୋଇଛନ୍ତି ।

ବିମୁଦ୍ରିକରଣକୁ ପୂରିଲା ଦୁଇବର୍ଷ

ବିମୁଦ୍ରିକରଣକୁ ପୂରିଲା ଦୁଇବର୍ଷ

ନୂଆଦିଲ୍ଲୀ, ୮।୧୧: ଆଜିକୁ ପ୍ରାୟ ଦୁଇବର୍ଷ ପୂର୍ବେ  ଅର୍ଥାତ୍‌ ୨୦୧୬ ନଭେମ୍ବର ୮ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ବିମୁଦ୍ରାକରଣ ଘୋଷଣା କଲେ। ମୋଦି ବିମୁଦ୍ରାକରଣ ଘୋଷଣା କରି ଦୁର୍ନୀତି ବିରୋଧରେ ଏହା ଏକ ଲଢେଇ ବୋଲି କହିଥିଲେ। 

୯୬ ବର୍ଷୀୟା ଟପ୍ପରଙ୍କୁ ମିଳିଲା ଲାପଟପ୍‌

୯୬ ବର୍ଷୀୟା ଟପ୍ପରଙ୍କୁ ମିଳିଲା ଲାପଟପ୍‌

ଥିରୁଭାନନ୍ତପୁରମ୍‌,୮।୧୧: କିଛିଦିନ ତଳେ କେରଳରେ ଆୟୋଜିତ ହୋଇଥିବା ସାକ୍ଷରତା ପରୀକ୍ଷାରେ ୯୬ ବର୍ଷୀୟା ବୃଦ୍ଧା କାର୍ଥିୟାୟନି ଆମ୍ମା ସର୍ବୋଚ୍ଚ ୯୮ ନମ୍ବର ରଖି ଇତିହାସ ସୃଷ୍ଟି କରିଥିଲେ। 

ଅହମ୍ମଦାବାଦ ସହରର ନାମ ବଦଳିବ

ଅହମ୍ମଦାବାଦ ସହରର ନାମ ବଦଳିବ

ଅହମ୍ମଦାବାଦ, ୮।୧୧: ଆହ୍ଲାବାଦ ଓ ଫୈଜାବାଦ୍‌ ପରେ ଏବେ ଗୁଜୁରାଟର ଅହମ୍ମଦାବାଦ ସହରର ନାମ ବଦଳିବାକୁ ଯାଉଛି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଗୁରୁବାର ଏନେଇ ସୂଚନା ଦେଇଛନ୍ତି। 

ନବବର୍ଷ ପାଇଁ ମନ୍ଦିରରେ ପୂଜା କଲେ ମୁଖ୍ୟମନ୍ତ୍ରୀ

ନବବର୍ଷ ପାଇଁ ମନ୍ଦିରରେ ପୂଜା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୮।୧୧: ଗୁଜରାଟବାସୀ ଗୁରୁବାର ନବବର୍ଷ ପାଳନ କରିଛନ୍ତି। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସକାଳୁ ସକାଳୁ ଗାନ୍ଧିନଗରରେ ଥିବା ପଞ୍ଚଦେବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର : ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ତର ସାଂଘାତିକ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର : ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ତର ସାଂଘାତିକ

ନୂଆଦିଲ୍ଲୀ,୮।୧୧: ସରିଛି ଆଲୋକର ପର୍ବ ଦୀପାବଳି। ହେଲେ ଦିଲ୍ଲୀବାସୀ  ଦୀପାବଳି ପରଦିନ ସାମ୍ନା କରିଛନ୍ତି ସାଂଘାତିକ ବାୟୁ ପ୍ରଦୂଷଣର। ଗୁରୁବାର ସକାଳେ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୱିଆଇ) ରହିଛି ୪୫୮। 

ଦୀପାବଳିରେ ଯୋଗୀଙ୍କ ଘୋଷଣା: ଅଯୋଧ୍ୟାରେ ହେବ ବିରାଟ ରାମଙ୍କ ମୂର୍ତ୍ତି

ଦୀପାବଳିରେ ଯୋଗୀଙ୍କ ଘୋଷଣା: ଅଯୋଧ୍ୟାରେ ହେବ ବିରାଟ ରାମଙ୍କ ମୂର୍ତ୍ତି

ଲକ୍ଷ୍ନୌ, ୭।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ  ଖୁବ୍‌ଶୀଘ୍ର ରାମ ମୂର୍ତ୍ତି ନିର୍ମାଣ ହେବ ବୋଲି ବୁଧବାର ଘୋଷଣା କରିଛନ୍ତି। 

ଭାରତବାସୀଙ୍କୁ ହିନ୍ଦୀରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଭାରତବାସୀଙ୍କୁ ହିନ୍ଦୀରେ ଦୀପାବଳି ଶୁଭେଚ୍ଛା ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୭।୧୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଭାରତବାସୀଙ୍କୁ ହିନ୍ଦୀରେ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ କହି ସମ୍ବୋଧନ କରିଛନ୍ତି ନେତାନ୍ୟାହୁ।

ନଭେମ୍ବର ୧୯ରେ ଇସ୍ତଫା ଦେଇପାରନ୍ତି ଆରବିଆଇ ଗଭର୍ନର

ନଭେମ୍ବର ୧୯ରେ ଇସ୍ତଫା ଦେଇପାରନ୍ତି ଆରବିଆଇ ଗଭର୍ନର

ନୂଆଦିଲ୍ଲୀ, ୭ା୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ନଭେମ୍ବର ୧୯ରେ ଆରବିଆଇ ଗଭର୍ନର ଉର୍ଜିତ ପଟେଲ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଜଣାପଡିଛି। 

ସେନାରେ ସାମିଲ ହେବ ଏମ୍‌-୭୭୭ ଏବଂ କେ-୯ ତୋପ

ସେନାରେ ସାମିଲ ହେବ ଏମ୍‌-୭୭୭ ଏବଂ କେ-୯ ତୋପ

ନୂଆଦିଲ୍ଲୀ,୭।୧୧: ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ଖୁବ୍‌ ଶୀଘ୍ର ସେନାରେ ଏମ୍‌-୭୭୭ ଅଲ୍ଟ୍ରାଲାଇଟ୍‌  ଏବଂ କେ-୯ ବଜ୍ର ତୋପ ସାମିଲ୍‌ ହେବ। 

ମଧ୍ୟପ୍ରଦେଶ ନିର୍ବାଚନ: ଭାଜପା, କଂଗ୍ରେସର ୩୭୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୫ କୋଟିପତି

ମଧ୍ୟପ୍ରଦେଶ ନିର୍ବାଚନ: ଭାଜପା, କଂଗ୍ରେସର ୩୭୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୫ କୋଟିପତି

ଭୋପାଳ,୭।୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ କଂଗ୍ରେସ ଇତିମଧ୍ୟରେ ୩୭୬ ପ୍ରାର୍ଥୀଙ୍କ ନାମ ଘେଷଣା କରିଛନ୍ତିି। ସେଥିମଧ୍ୟରୁ ୧୧୫ କୋଟିପତି ପ୍ରାର୍ଥୀ ଥିବା ଜଣାପଡ଼ିଛି।

 ଅକ୍ଟୋବରରେ ୩୦ ଆତଙ୍କବାଦୀ ମୃତ

ଅକ୍ଟୋବରରେ ୩୦ ଆତଙ୍କବାଦୀ ମୃତ

ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀରରେ ଅକ୍ଟୋବର ମାସରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ୩୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨ ଶହ ଆତଙ୍କବାଦୀ ନିହତ ହୋଇଛନ୍ତି।

ଯବାନଙ୍କ ସହ ଦିଓ୍ବାଲୀ  ପାଳନ କଲେ ମୋଦି

ଯବାନଙ୍କ ସହ ଦିଓ୍ବାଲୀ ପାଳନ କଲେ ମୋଦି

ଡେରାଡୁନ୍‌ ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉତ୍ତରାଖଣ୍ଡ ଡେରାଡୁନ୍‌ରେ ପହଞ୍ଚିଛନ୍ତି। ଏହାପରେ ଭାରତ-ଚାଇନା ସୀମାସ୍ଥିତ ହର୍ଷିଲ୍‌ରେ ପହଞ୍ଚି ସେଠାରେ ମୁତୟନ ଥିବା ଯବାନଙ୍କ ସହିତ ୧୧ ହଜାର ଫୁଟ ଉଚ୍ଚରେ ଦିଓ୍ବାଲୀ ପାଳନ କରିଛନ୍ତି। 

କର୍ଣ୍ଣାଟକ ଉପନିର୍ବାଚନରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ୪:୧ ସଫଳତା

କର୍ଣ୍ଣାଟକ ଉପନିର୍ବାଚନରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ୪:୧ ସଫଳତା

ନୂଆଦିଲ୍ଲୀ,୬।୧୧(ପିଟିଆଇ)- କର୍ଣ୍ଣାଟକରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ କଂଗ୍ରେସଓ ଜେଡିଏସ୍‌ ମେଣ୍ଟ ଦଳ ୪:୧ ଅନୁପାତରେ ବିଜୟ ଲାଭ କରିଛି। ତିନୋଟି ଲୋକସଭା ଆସନ ଓ ଦୁଇଟି ବିଧାନସଭା ଆସନ ଲାଗି ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ଶାସନରେ ଥିବା ମେଣ୍ଟ ଦଳକୁ ଏହି ସଫଳତା ମିଳିଛି। 

ଅଯୋଧ୍ୟାରେ ସାଉଥ୍‌ କୋରିଆର ଫାଷ୍ଟ ଲେଡି

ଅଯୋଧ୍ୟାରେ ସାଉଥ୍‌ କୋରିଆର ଫାଷ୍ଟ ଲେଡି

ଲକ୍ଷ୍ନୌ,୬।୧୧: ଦୀପାବଳି ଉପଲକ୍ଷେ ଅଯୋଧ୍ୟାର କୁଇନ୍‌ ହୁଆ ପାର୍କଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଦକ୍ଷିଣ କୋରିଆର ଫାଷ୍ଟ ଲେଡି କିମ୍‌-ଜଙ୍ଗ ଶୁକ।

କାହିଁକି ପ୍ରତିମାସରେ ବୃନ୍ଦାବନ ଯାଆନ୍ତି ଲାଲୁ ନନ୍ଦନ

କାହିଁକି ପ୍ରତିମାସରେ ବୃନ୍ଦାବନ ଯାଆନ୍ତି ଲାଲୁ ନନ୍ଦନ

ପାଟନା,୬।୧୧: ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ଏବେ ତାଙ୍କ ପାରିବାରିକ ସମସ୍ୟାକୁ ନେଇ ଅଛନ୍ତି ଚର୍ଚ୍ଚାରେ। ହେଲେ ଗତ ୨ ଦିନ ହେବ ହଠାତ୍‌ ସେ କୁଆଡେ ଚାଲିଯାଇଥିବା କୁହାଯାଉଥିଲା। 

ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ରବି ଶାସ୍ତ୍ରୀ: ଫଟୋ ଭାଇରାଲ

ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ରବି ଶାସ୍ତ୍ରୀ: ଫଟୋ ଭାଇରାଲ

ମୁମ୍ବାଇ,୬।୧୧: ଏବେ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାହାପୁଣି ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟର।

୬୨ ମାଓବାଦୀ କଲେ ଆତ୍ମସମର୍ପଣ

୬୨ ମାଓବାଦୀ କଲେ ଆତ୍ମସମର୍ପଣ

ନାରାୟଣପୁର,୬।୧୧: ଛତିଶଗଡ଼ ନାରାୟଣପୁରରେ ୬୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। 

ପରପାରିରେ ଭଜନ ଗାୟକ ବିନୋଦ ଅଗ୍ରଓ୍ବାଲ

ପରପାରିରେ ଭଜନ ଗାୟକ ବିନୋଦ ଅଗ୍ରଓ୍ବାଲ

ଲକ୍ଷ୍ନୌ,୬।୧୧: ଭଜନ ଗାୟକ ବିନୋଦ ଅଗ୍ରଓ୍ବାଲଙ୍କର ୬୩ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଛି। ଗତ ଶନିବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଆମେରିକା ନିର୍ବାଚନ: ୧୧୫ ସୋସିଆଲ ମିଡ଼ିଆ ଆକାଉଣ୍ଟ ବ୍ଲକ୍‌

ଆମେରିକା ନିର୍ବାଚନ: ୧୧୫ ସୋସିଆଲ ମିଡ଼ିଆ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ/ଓ୍ବାଶଂଟନ,୬।୧୧: ଆମେରିକା ନିର୍ବାଚନକୁ ଦୃଷ୍ଟିରେ ରଖି ୧୧୫ ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ବ୍ଲକ୍‌ କରାଯାଇଛି। 

ଲୋକସଭା ଉପନିର୍ବାଚନ: ଭାଜପାର ଶକ୍ତି ହ୍ରାସ ପାଇ ୨୭୨ ହେଲା

ଲୋକସଭା ଉପନିର୍ବାଚନ: ଭାଜପାର ଶକ୍ତି ହ୍ରାସ ପାଇ ୨୭୨ ହେଲା

ନୂଆଦିଲ୍ଲୀ,୬।୧୧: ଦେଶରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଲୋକସଭା ଉପନିର୍ବାଚନରେ ଭାଜପାର ସଫଳତା ହାର  କମିବାରେ ଲାଗିଛି।