ଜାତୀୟ

ସୋନାଲି ବେନ୍ଦ୍ରେଙ୍କ ମୃତ୍ୟୁ ଖବର ଦେଇ ଅଡୁଆରେ ଭାଜପା ବିଧାୟକ

ସୋନାଲି ବେନ୍ଦ୍ରେଙ୍କ ମୃତ୍ୟୁ ଖବର ଦେଇ ଅଡୁଆରେ ଭାଜପା ବିଧାୟକ

ନୂଆଦିଲ୍ଲୀ,୮।୯: ଭାଜପା ବିଧାୟକ ରାମ କଦମ ମହିଳାଙ୍କୁ ଅପହରଣ କରିବା ସମ୍ପର୍କରେ ଆଲୋଚନା କରୁଥିବା ସମୟରେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ମୃତ୍ୟୁକୁ ନେଇ ଏକ ଭୁଲ୍‌ ଖବର ଦେଇ ଏବେ ଫସିଛନ୍ତି ବିବାଦରେ।  ଭୁଲ୍‌ ଖବର ଦେବା ପରେ ଲୋକେ ବିଧାୟକଙ୍କୁ ସୋସିଆଲ ମିଡିଆରେ ଉପହାସ କରିବାରୁ ସେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି।

ଆଇପିଏସ୍‌ ଅଫିସର ଗୁଗୁଲରୁ ଖୋଜିଥିଲେ ଆତ୍ମହତ୍ୟାର କୌଶଳ

ଆଇପିଏସ୍‌ ଅଫିସର ଗୁଗୁଲରୁ ଖୋଜିଥିଲେ ଆତ୍ମହତ୍ୟାର କୌଶଳ

କାନପୁର,୮।୯:  ପୂର୍ବ କାନପୁର ସହରରେ ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ ଭାବେ ଅବସ୍ଥାପିତ ଥିବା ସୁରେନ୍ଦ୍ର କୁମାର ଦାସଙ୍କ ଆତ୍ମହତ୍ୟାକୁ ନେଇ ଆସୁଛି ନୂଆନୂଆ ତଥ୍ୟ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଗୁଗୁଲରେ ଏହାର ୫ଟି କୌଶଳ ଖୋଜି ପାଇଥିଲେ। କେବଳ ସେତିକି ନୁହେଁ ଏହାପାଇଁ ସେ ୟୁଟ୍ୟୁବର ସାହାରା ମଧ୍ୟ ନେଇଥିଲେ।

ମନ୍ଦିରରେ ମଡେଲଙ୍କ ଅଶ୍ଳୀଳ ଡ୍ୟାନ୍ସ: ଭିଡିଓ ଭାଇରାଲ

ମନ୍ଦିରରେ ମଡେଲଙ୍କ ଅଶ୍ଳୀଳ ଡ୍ୟାନ୍ସ: ଭିଡିଓ ଭାଇରାଲ

ଉଜ୍ଜୟିନୀ,୮।୯: ମଧ୍ୟପ୍ରଦେଶର ଉଜ୍ଜୟିନୀଠାରେ ଥିବା ମହାକାଳେଶ୍ୱର ମନ୍ଦିର ପରିସରରେ ଜଣେ ଅଭିନେତ୍ରୀ ତଥା ମଡେଲଙ୍କ ଡ୍ୟାନ୍ସକୁ ନେଇ ଏବେ ଉଠିଛି ବିବାଦ। ଉକ୍ତ ମଡେଲଙ୍କର ୪ଟି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍‌ ହେବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପୋଲିସ ସହ ସଂଘର୍ଷରେ ଆତଙ୍କବାଦୀ ନିହତ

ପୋଲିସ ସହ ସଂଘର୍ଷରେ ଆତଙ୍କବାଦୀ ନିହତ

ଶ୍ରୀନଗର,୮।୯: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲା ଅଚାବଲ ବ୍ଲକରେ ପୋଲିସ ସହ ସଂଘର୍ଷରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମାରଣାସ୍ତ୍ର ଛଡାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସର ପାଲଟା ଆକ୍ରମଣରେ ଉକ୍ତ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଆଇଆରସିଟିସି ନାଁ ବଦଳିବ

ଆଇଆରସିଟିସି ନାଁ ବଦଳିବ

ନୂଆଦିଲ୍ଲୀ, ୭।୯:  କେନ୍ଦ୍ର ସରକାର ଅନଲାଇନ ରେଳ ଟିକେଟ ବୁକିଂ ହେଉଥିବା ପୋର୍ଟାଲ ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କପୋରେଶନ(ଆଇଆରସିଟିସି)ର ନାଁ ପରିବର୍ତ୍ତନ କରିବାର ଯୋଜନା କରୁଛନ୍ତି।

ରେଡ୍‌ଫୋର୍ଟ ନିକଟରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ରେଡ୍‌ଫୋର୍ଟ ନିକଟରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୭।୯: ଦିଲ୍ଲୀ ଜମା ମସ୍‌ଜିଦ୍‌ ବସ୍‌ ଷ୍ଟପ ନିକଟ ରେଡଫୋର୍ଟ ଅଞ୍ଚଳରୁ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ର ଡିସିପି ଶୁକ୍ରବାର ସୂଚନା ଦେଇଛନ୍ତି।

ବହୁ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଆଇଏଏସ ଅଧିକାରୀ

ବହୁ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଆଇଏଏସ ଅଧିକାରୀ

ଜୟପୁର, ୭।୯: ରାଜସ୍ଥାନ ଜୟପୁରର ଆଇଆରଏସ ଅଧିକାରୀ ବିନ୍ନି ଶର୍ମା ଆତ୍ମହତ୍ୟା କେସରେ ପର୍ଦ୍ଦଫାସ ହୋଇଛି। ମୃତ ବିନ୍ନିଙ୍କ ପିତା ପୋଲିସରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଆଇଏଏସ ଜ୍ୱାଇଁ ଗୁରୁପ୍ରୀତ ଓ୍ବାଲିଆଙ୍କର ବହୁ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିଲା।

ଉବେରରେ ଯାତ୍ରା କରି ଅଡୁଆରେ ମହିଳା

ଉବେରରେ ଯାତ୍ରା କରି ଅଡୁଆରେ ମହିଳା

ମୁମ୍ବାଇ,୭।୯: ମୁମ୍ବାଇ ସହରରେ ପ୍ରିୟଙ୍କା ନାମକ ଜଣେ ମହିଳା ଉବେର ଟ୍ୟାକ୍ସି ବୁକ୍‌ କରି ଯାତ୍ରା କରିବା ପରେ ଅଡୁଆରେ ପଡିଛନ୍ତି। ଡ୍ରାଇଭାରଙ୍କ ବ୍ୟବହାରକୁ ନେଇ ସେ ଟୁଇଟ୍‌ କରିଛନ୍ତି। 

ସଫଳ ହେଲା ‘ପ୍ଲାନ୍‌ ବି’

ସଫଳ ହେଲା ‘ପ୍ଲାନ୍‌ ବି’

ନୂଆଦିଲ୍ଲୀ,୭।୯: ଟ୍ରେନ୍‌ ଦୁର୍ଘଟଣାରେ ଦିନକୁ ଦିନ ହାତୀଙ୍କ ମୃତ୍ୟୁ ବୃଦ୍ଧି ପାଉଥିବାରୁ ଭାରତୀୟ ରେଳ ବିଭାଗ ଆରମ୍ଭ କରିଥିଲା ‘ପ୍ଲାନ୍‌ ବି’। ଏବେ ଏହା ସଫଳ ହୋଇଛି ବୋଲି କହିଛି ଭାରତୀୟ ରେଲଓ୍ବେ।

ଭାରତ-ପାକିସ୍ତାନ ମଧ୍ୟରେ ହେବ ତୀର୍ଥ କରିଡର

ଭାରତ-ପାକିସ୍ତାନ ମଧ୍ୟରେ ହେବ ତୀର୍ଥ କରିଡର

ନୂଆଦିଲ୍ଲୀ,୭।୯: ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଅଜୟ ବିଶାରିୟା ଭାରତ-ପାକିସ୍ତାନ ସୀମାରେ ଥିବା ଶିଖ୍‌ ତୀର୍ଥସ୍ଥଳ ପରିଦର୍ଶନ କରିଛନ୍ତି। 

ଗ୍ଲୋବାଲ ମୋବିଲିଟି ସମିଟର ଉଦ୍‌ଘାଟନ କଲେ ମୋଦି

ଗ୍ଲୋବାଲ ମୋବିଲିଟି ସମିଟର ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମ ଗ୍ଲୋବାଲ ମୋବିଲିଟି ସମିଟ(ମୁଭ)ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

କମଲା ମିଲ୍ସରେ ପୁଣି ଲାଗିଲା ନିଆଁ

କମଲା ମିଲ୍ସରେ ପୁଣି ଲାଗିଲା ନିଆଁ

ମୁମ୍ବାଇ,୭।୯: ମୁମ୍ବାଇରେ ଥିବା କମଲା ମିଲ୍ସରେ ଶୁକ୍ରବାର ସକାଳେ ପୁଣି ଥରେ ଅଗ୍ନିକାଣ୍ଡ ହୋଇଛି। ମିଲ୍‌ ପରିସରରେ ଥିବା ଲୋୟର ପରେଲରେ ନିଆଁ ଲାଗିଥିଲା। 

୧୩ ଘଣ୍ଟା ଚାଲିଲେ ରାହୁଲ

୧୩ ଘଣ୍ଟା ଚାଲିଲେ ରାହୁଲ

ନୁଆଦିଲ୍ଲୀ,୭।୯: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କୈଳାସ ମାନସରୋବର ଯାତ୍ରାକୁ ନେଇ ଚାଲିଛି ଚର୍ଚ୍ଚା। ଏହି ଯାତ୍ରାକୁ ନେଇ ରାହୁଲଙ୍କର କିଛି ଫଟୋ ଓ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି। 

ପାହାଡ଼ ତଳକୁ ଖସିଲା ବସ୍‌: ୫ ମୃତ, ୨୧ ଆହତ

ପାହାଡ଼ ତଳକୁ ଖସିଲା ବସ୍‌: ୫ ମୃତ, ୨୧ ଆହତ

ଅଲମୋରା,୭।୯: ଉତ୍ତରାଖଣ୍ଡ ଅଲମୋରା ଜିଲାର ମୋହନରି ଠାରେ ଏକ ଯାତ୍ରୀବାହୀ ବସ୍‌ ୫୦ ଫୁଟ୍‌ ତଳକୁ ଖସି ପଡିବାରୁ ଅତିକମ୍‌ରେ ୫ ଜଣଙ୍କର ମୃତ୍ୟୁ ହେବା ସହ ୨୧ ଜଣ ଆହତ ହୋଇଛନ୍ତି।

ଚା’ ବିକୁଛନ୍ତି ଏସିଆନ୍‌ ଗେମ୍ସ ପଦକ ବିଜେତା

ଚା’ ବିକୁଛନ୍ତି ଏସିଆନ୍‌ ଗେମ୍ସ ପଦକ ବିଜେତା

ନୂଆଦିଲ୍ଲୀ,୭।୯: ଭାରତୀୟ ଶିପକ୍‌ ଟାକ୍ରୋ ଦଳର ହରିଶ କୁମାର ୨୦୧୮ ଏସିଆନ୍‌ ଗେମ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ହେଲେ ଏହାପରେ ବି ବଦଳିନି ତାଙ୍କ ଭାଗ୍ୟ। 

ବଙ୍ଗଳା ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ପରଲୋକ

ବଙ୍ଗଳା ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ପରଲୋକ

କୋଲକାତା,୬।୯: ବଙ୍ଗଳା ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ମୃତଦେହ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ସିଲିଗୁଡିରେ ଥିବା ଏକ ହୋଟେଲରୁ ମିଳିଛି।

ଦେଶକୁ ଅକ୍ସିଜେନ ମିଳିଗଲା

ଦେଶକୁ ଅକ୍ସିଜେନ ମିଳିଗଲା

ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। ଏହି ଫଇସଲାକୁ ନେଇ ସମଲିଙ୍ଗୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। 

ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା

ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା

ହାଇଦ୍ରାବାଦ,୬।୯: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଗୁରୁବାର ମନ୍ତ୍ରୀମଣ୍ଡଳର ଏକ ଜରୁରିକାଳୀନ ବୈଠକ ଡକାଇଥିଲେ। ଏହି ବୈଠକରେ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରାଯାଇଛି।

୭୨୮ ବର୍ଷ ତଳେ ଇଂଲଣ୍ଡରେ ଅପ୍ରାକୃତିକ ଯୌନ ସମ୍ପର୍କ ନେଇ ଆରମ୍ଭ ହୋଇଥିଲା ଦଣ୍ଡବିଧାନ

୭୨୮ ବର୍ଷ ତଳେ ଇଂଲଣ୍ଡରେ ଅପ୍ରାକୃତିକ ଯୌନ ସମ୍ପର୍କ ନେଇ ଆରମ୍ଭ ହୋଇଥିଲା ଦଣ୍ଡବିଧାନ

ନୂଆଦିଲ୍ଲୀ/ଲଣ୍ଡନ,୬।୯: ପ୍ରାୟ ୭୨୮ ବର୍ଷ ତଳେ ଇଂଲଣ୍ଡରେ ଅପ୍ରାକୃତିକ ଯୌନ ସମ୍ପର୍କ ନେଇ ଆରମ୍ଭ ହୋଇଥିଲା ଦଣ୍ଡବିଧାନ। ୧୨୯୦ ମସିହାରେ ପ୍ରଥମ ଥର ପାଇଁ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଥିଲା। 

କ’ଣ ଏହି ଆଇପିସି ଧାରା ୩୭୭

କ’ଣ ଏହି ଆଇପିସି ଧାରା ୩୭୭

ନୂଆଦିଲ୍ଲୀ,୬।୯: ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଧାରା ୩୭୭ରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରାଯାଇଛି। ଯେ କୌଣସି ପୁରୁଷ-ପୁରୁଷ, ମହିଳା-ମହିଳା ଅବା ପ୍ରାଣୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲେ ଏହା ଅପରାଧ ବୋଲି କୁହାଯାଏ।

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ସାରା ଦେଶରେ ଉତ୍ସବର ମାହୋଲ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ସାରା ଦେଶରେ ଉତ୍ସବର ମାହୋଲ

ନୂଆଦିଲ୍ଲୀ,୬।୯: ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ରାୟ ଦେବା ପରେ ସାରା ଦେଶରେ ଉତ୍ସବର ମାହୋଲ ଦେଖା ଦେଇଛି।

୮୦ ଟଙ୍କାରୁ ଆରମ୍ଭ ହୋଇଥିଲା ଲିଜ୍ଜତ୍‌ ପାମ୍ପଡ଼ ଉଦ୍ୟୋଗ

୮୦ ଟଙ୍କାରୁ ଆରମ୍ଭ ହୋଇଥିଲା ଲିଜ୍ଜତ୍‌ ପାମ୍ପଡ଼ ଉଦ୍ୟୋଗ

ନୂଆଦିଲ୍ଲୀ/ଅହମ୍ମଦାବାଦ୍‌,୬।୯: ଦେଶର ଲୋକପ୍ରିୟ ପାମ୍ପଡ଼ ବ୍ରାଣ୍ଡ୍‌ ଲିଜ୍ଜତ୍‌ ମାତ୍ର ୮୦ ଟଙ୍କା ମୂଳଧନରୁ ଆରମ୍ଭ ହୋଇଥିଲା। ଏବେ ଏହା ୮ ଶହ କୋଟି ଟଙ୍କାର ଏକ ବୃହତ୍‌ ଉଦ୍ୟୋଗ ଭାବେ ଉଭା ହୋଇଛି। 

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଶ୍ରୀନଗର,୬।୯: ଜମ୍ମୁ-କଶ୍ମୀରରେ ଗୁରୁବାର ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୮ଟା ୩୪ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୩.୨। 

କୋଲକାତା ପୋଲ ଭୁଷୁଡିବା ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

କୋଲକାତା ପୋଲ ଭୁଷୁଡିବା ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

କୋଲକାତା,୬।୯: କୋଲକାତାର ମାଜେରହାଟ ପୋଲ ଭୁଷୁଡି ଘଟଣାରେ ଗୁରୁବାର ଆଉ ଏକ ମୃତଦେହ ମିଳିବା ପରେ ଏବେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଏନ୍‌ଡିଆର୍‌ଏଫ୍‌ର ଡେପୁଟି କମାଣ୍ଡାଣ୍ଟ ଏସ୍‌ ଏସ୍‌ ଖତ୍ରିଙ୍କ ସୂଚନା ଅନୁଯାୟୀ, ଏବେ ଉଦ୍ଧାର କାର୍ଯ୍ୟ ସରିଛି।