ଜାତୀୟ

କର୍ନାଟକ ଉପନିର୍ବାଚନ: ପଛରେ ପଡ଼ିଲା ଭାଜପା

କର୍ନାଟକ ଉପନିର୍ବାଚନ: ପଛରେ ପଡ଼ିଲା ଭାଜପା

ବାଙ୍ଗାଲୁର୍‌,୬।୧୧: କର୍ନାଟକ ଉପନିର୍ବାଚନରେ ଭାଜପା ପଛରେ ପଡ଼ିଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ୫ରୁ ୪ଟି ଆସନରେ ଆଗୁଆ ରହିଛି। 

୨ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ମୃତ

୨ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ମୃତ

ଶ୍ରୀନଗର,୬।୧୧: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ମଙ୍ଗଳବାର ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। 

ମଧ୍ୟ ପ୍ରଦେଶ ନିର୍ବାଚନ ଲାଗି ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ

ମଧ୍ୟ ପ୍ରଦେଶ ନିର୍ବାଚନ ଲାଗି ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ

ନୂଆଦିଲ୍ଲୀ/ଭୋପାଲ, ୫।୧୧-ଭାଜପା ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମଧ୍ୟ ପ୍ରଦେଶରେ ନଭେମ୍ବର ୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଭାଜପା ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ୧୭ ଜଣଙ୍କ ନାମ ଘୋଷଣା କରିଛି।

ଦିଲ୍ଲୀରେ ବାୟୂ ପ୍ରଦୂଷଣ ସିଭିୟର କାଟାଗୋରୀରେ ପହଞ୍ଚିଲା

ଦିଲ୍ଲୀରେ ବାୟୂ ପ୍ରଦୂଷଣ ସିଭିୟର କାଟାଗୋରୀରେ ପହଞ୍ଚିଲା

ନୂଆଦିଲ୍ଲୀ, ୫।୧୧-ଦିଲ୍ଲୀରେ ବାୟୂ ପ୍ରଦୁଷଣର ସ୍ଥିତି ଅଧିକରୁ ଅଧିକ ଖରାପ ହେବାରେ ଲାଗିଛି। ସୋମବାର ଏହି ସ୍ଥିତି ଅଧିକ ବିଗିଡି ଯାଇଛି। ଦ୍ୱିତୀୟ ଥର ଲାଗି ସପ୍ତାହକ ମଧ୍ୟରେ ଦିଲ୍ଲୀର ବାୟୂ ପ୍ରଦୂଷଣ ସିଭିୟର କାଟାଗୋରି ସ୍ତରକୁ ଆସିଛି।

ନାମାଙ୍କନ ପତ୍ର ଦାଖଲ କଲେ ଶିବରାଜ

ନାମାଙ୍କନ ପତ୍ର ଦାଖଲ କଲେ ଶିବରାଜ

ସିହୋର,୫।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଧନ୍‌ତେରାସର ଶୁଭ ମୁହୂର୍ତ୍ତରେ ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିଜ ପରିବାର ସହ ଯାଇ ଶିବରାଜ ବୁଧନି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି।

ପତ୍ନୀଙ୍କ # ମି ଟୂ ଅଭିଯୋଗ ଦେଖି ଆତ୍ମହତ୍ୟା କରିଥିଲେ ସ୍ବାମୀ

ପତ୍ନୀଙ୍କ # ମି ଟୂ ଅଭିଯୋଗ ଦେଖି ଆତ୍ମହତ୍ୟା କରିଥିଲେ ସ୍ବାମୀ

ଗୁଆହାଟି,୫।୧୧:# ମି ଟୂ ଏବେ ସୁନାମୀର ରୂପ ନେଇଥିବା ବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ଆସାମର ଜଣେ ମହିଳା ପୋଲିସ ଅଧିକାରୀ। ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ(ଏଏସ୍‌ପି) ଲିନା ଡୋଲେ ଜଣେ ଉପରିସ୍ଥ ଅଧିକାରୀଙ୍କ ଉପରେ ଆଣିଛନ୍ତି ଯୌନ ଶୋଷଣ ଅଭିଯୋଗ।

୪୯ ଲକ୍ଷ ୫୦ ହଜାର ଚାଷୀଙ୍କ ଋଣ ଛାଡ଼

୪୯ ଲକ୍ଷ ୫୦ ହଜାର ଚାଷୀଙ୍କ ଋଣ ଛାଡ଼

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ଇତିମଧ୍ୟରେ ୪୯ ଲକ୍ଷ ୫୦ ହଜାର ଚାଷୀଙ୍କ ଋଣ ଛାଡ଼ କରାଯାଇଛି।

ବିହାର ପୋଲିସ: ହଙ୍ଗାମା କରିଥିବା ୧୭୫ କର୍ମଚାରୀ ନିଲମ୍ବିତ

ବିହାର ପୋଲିସ: ହଙ୍ଗାମା କରିଥିବା ୧୭୫ କର୍ମଚାରୀ ନିଲମ୍ବିତ

ପାଟନା,୫।୧୧: ବିହାରରେ ଜଣେ ମହିଳା କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ କେତେକ ପୋଲିସ କର୍ମଚାରୀ ଉପରିସ୍ଥ ଅପିସରଙ୍କୁ ରାସ୍ତାରେ ପିଟିଥିଲେ।

କନ୍ନଟ ପ୍ଲେସ୍‌ରେ ଇକୋ ଫ୍ରେଣ୍ଡଲି ଦିଓ୍ବାଲୀ: ସମବେତ ଲୋକ ପାଟିରେ କରିବେ ଠାଏ ଠାଏ...

କନ୍ନଟ ପ୍ଲେସ୍‌ରେ ଇକୋ ଫ୍ରେଣ୍ଡଲି ଦିଓ୍ବାଲୀ: ସମବେତ ଲୋକ ପାଟିରେ କରିବେ ଠାଏ ଠାଏ...

ନୂଆଦିଲ୍ଲୀ,୫।୧୧: ଇକୋ ଫ୍ରେଣ୍ଡଲି ଦିଓ୍ବାଲୀ ପାଳନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲାଗି ଦିଲ୍ଲୀର କନ୍ନଟ ପ୍ଲେସ୍‌ରେ ସୋମବାର ସନ୍ଧ୍ୟାରେ ଆୟୋଜିତ ହେବ ଏକ କାର୍ଯ୍ୟକ୍ରମ।

କୋଟି କୋଟି ଟଙ୍କାର ଇଣ୍ଡଷ୍ଟ୍ରିକୁ ଟକ୍କର ଦେବ ମୁଖ୍ୟମନ୍ତ୍ରୀଙ୍କ ’ଗାଈ ସ୍କିମ୍‌’

କୋଟି କୋଟି ଟଙ୍କାର ଇଣ୍ଡଷ୍ଟ୍ରିକୁ ଟକ୍କର ଦେବ ମୁଖ୍ୟମନ୍ତ୍ରୀଙ୍କ ’ଗାଈ ସ୍କିମ୍‌’

ଅଗରତାଲା,୫।୧୧: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିଳ୍ପବ ଦେବ ଏବେ ଲୋକଙ୍କୁ ରୋଜଗାରକ୍ଷମ କରାଇବାକୁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧିନରେ ରାଜ୍ୟ ସରକାର ପ୍ରାୟ ୫ ହଜାର ପରିବାରଙ୍କୁ ଗାଈ ଯୋଗାଇ ଦେବେ।

ପେଶା ସିଙ୍ଗଡ଼ା ବିକା, ନିଶା ନିର୍ବାଚନ ଲଢ଼ିବା

ପେଶା ସିଙ୍ଗଡ଼ା ବିକା, ନିଶା ନିର୍ବାଚନ ଲଢ଼ିବା

ରାୟପୁର,୫।୧୧: ଛତିଶଗଡ଼ରେ ଅଜୟ ପାଲି ଓରଫ ବାବାଙ୍କ ପେଶା ହେଉଛି ସିଙ୍ଗଡ଼ା ବିକା ମାତ୍ର ତାଙ୍କର ନିଶା ହେଉଛି ନିର୍ବାଚନ ଲଢ଼ିବା। ଇତିମଧ୍ୟରେ ସେ ୫ ଥର ନିର୍ବାଚନ ଲଢ଼ି ସାରିଛନ୍ତି।

କେଦାରନାଥରେ ଦୀପାବଳି ପାଳିବେ ମୋଦି

କେଦାରନାଥରେ ଦୀପାବଳି ପାଳିବେ ମୋଦି

ନୂଆଦିଲ୍ଲୀ,୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ କେଦାରନାଥରେ ଦୀପାବଳି ପାଳନ କରିବେ। ଏଥିପାଇଁ ସେ ମଙ୍ଗଳବାର କେଦାରନାଥ ଯାତ୍ରା କରିବେ। ଏହି ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ବିବାହରେ ଡିଜେ ବଦଳରେ କବି ସମ୍ମିଳନୀ

ବିବାହରେ ଡିଜେ ବଦଳରେ କବି ସମ୍ମିଳନୀ

ଚଣ୍ଡିଗଡ଼,୫।୧୧: ପଞ୍ଜାବରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ଏଥିରେ ଡିଜେ ବଦଳରେ କବି ସମ୍ମିଳନୀ ଆୟୋଜିତ ହୋଇଛି। ବିବାହରେ ୨୫ଟି ଖାଦ୍ୟ ଷ୍ଟଲ ସହିତ ୨ଟି ପୁସ୍ତକ ବିକ୍ରି ଷ୍ଟଲ ମଧ୍ୟ ତିଆରି କରାଯାଇଥିଲା।

ପ୍ରଦୂଷିତ ହୋଇପଡ଼ିଛି ପୁଣ୍ୟତୋୟା ଯମୁନା

ପ୍ରଦୂଷିତ ହୋଇପଡ଼ିଛି ପୁଣ୍ୟତୋୟା ଯମୁନା

ମଥୁରା/ଆଗ୍ରା୫।୧୧: ବୃନ୍ଦାବନ ଏବଂ ମଥୁରାରେ ଯମୁନା ନଦୀ ବହୁ ଭାବରେ ପ୍ରଦୂଷିତ ହୋଇପଡିଛି। ହଜାର ହଜାର ମାଛ ମରି ଭାସୁଥିବାରୁ ତୀର୍ଥଯାତ୍ରୀ ଏବଂ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେଲା ୨ଗୁଣା ଦରମା

ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେଲା ୨ଗୁଣା ଦରମା

ଅମୃତସର,୫।୧୧: ପଞ୍ଜାବ ଅମୃତସରର ଅଧିକାଂଶ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରେ ଅକ୍ଟୋବରରେ ୨ ଗୁଣା ଦରମା ଜମା ହୋଇଥିବା ଦେଖି ସେମାନଙ୍କ ଖୁସିର ସୀମା ରହିଲା ନାହିଁ।

ବାଘ ମଣିଷ ଲଢେଇ: ଶିକାର ହେଲା ଆଉ ଏକ ବାଘୁଣୀ

ବାଘ ମଣିଷ ଲଢେଇ: ଶିକାର ହେଲା ଆଉ ଏକ ବାଘୁଣୀ

ଲକ୍ଷ୍ନୌ,୫।୧୧: ଏବେ ଏକ ପ୍ରକାର ଆରମ୍ଭ ହୋଇ ଯାଇଛି ବାଘ-ମଣିଷ ଲଢେଇ। ମହାରାଷ୍ଟ୍ରର ମଣିଷଖିଆ ବାଘୁଣୀ ଅବନୀକୁ ମାରିବାର ଗୋଟିଏ ଦିନ ପରେ ଉତ୍ତର ପ୍ରଦେଶରେ ଆଉ ଏକ ବାଘୁଣୀକୁ ଶିକାର କରିଛି ମଣିଷ।

ସଚିବାଳୟରେ ଚିତାବାଘ

ସଚିବାଳୟରେ ଚିତାବାଘ

ଅହମ୍ମଦାବାଦ୍‌,୫।୧୧: ଗୁଜୁରାଟ ସଚିବାଳୟ ପରିସରରେ ଏକ ଚିତାବାଘ ପଶିଥିବା ସିସି ଟିଭି ଫୁଟେଜ୍‌ରୁ ଜଣା ପଡିଛି।

ସୋସିଆଲ ମିଡିଆରେ ଇଶାଙ୍କ ବାହାଘର କାର୍ଡ

ସୋସିଆଲ ମିଡିଆରେ ଇଶାଙ୍କ ବାହାଘର କାର୍ଡ

ମୁମ୍ବାଇ,୫।୧୧: ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ବାହାଘର କାର୍ଡ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

ମୁସଲମାନ୍‌  ମହିଳାଙ୍କୁ ନେଲପଲିସ୍‌ ମନା

ମୁସଲମାନ୍‌ ମହିଳାଙ୍କୁ ନେଲପଲିସ୍‌ ମନା

ନୂଆଦିଲ୍ଲୀ,୫।୧୧: ଦାରୁଲ ଉଲମ୍‌ ଦେଓବନ୍ଦ ସଂଗଠନ ପକ୍ଷରୁ ମୁସଲମାନ୍‌ ମହିଳା ନେଲପଲିସ୍‌ ନ ଲଗାଇବା ପାଇଁ ଫତଓ୍ବା ଜାରି କରାଯାଇଛି।

ଶହେ ମହିଳାଙ୍କୁ ତିନି ତଲାକ ପ୍ରମୁଖ ଭାବେ ନିଯୁକ୍ତି ଦେବ ୟୁପି ଭାଜପା

ଶହେ ମହିଳାଙ୍କୁ ତିନି ତଲାକ ପ୍ରମୁଖ ଭାବେ ନିଯୁକ୍ତି ଦେବ ୟୁପି ଭାଜପା

ଲକ୍ଷ୍ନୌ,୪।୧୧: ଉତ୍ତର ପ୍ରଦେଶ ଭାଜପା ଖୁବ ଶୀଘ୍ର ଶହେ ମହିଳାଙ୍କୁ ତିନି ତଲାକ ପ୍ରମୁଖ ଭାବେ ନିଯୁକ୍ତି ଦେବାକୁ ଯାଉଛି। ଏହି ମହିଳାମାନେ ରାଜ୍ୟରେ ଥିବା ତିନି ତଲାକ ପୀଡିତ ମହିଳାଙ୍କୁ ଉଦ୍ଧାର କରି ସେମାନଙ୍କୁ ଉଚିତ ନ୍ୟାୟ ଦେବାରେ ସାହାଯ୍ୟ କରିବେ। ଉତ୍ତର ପ୍ରଦେଶ ଭାଜପା ସଂଖ୍ୟାଲଘୁ ଶାଖାର ସମ୍ପାଦିକା ନାଜିଆ ଆଲମ ଏହି ଦାୟିତ୍ୱରେ ଅଛନ୍ତି।

ସ୍କୁଲରେ ବାଳିକାଙ୍କ ଡ୍ରେସ୍‌ ଖୋଲିଲେ ଶିକ୍ଷକ: ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ସ୍କୁଲରେ ବାଳିକାଙ୍କ ଡ୍ରେସ୍‌ ଖୋଲିଲେ ଶିକ୍ଷକ: ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଚଣ୍ଡିଗଡ,୪।୧୧: ପଞ୍ଜାବର ଫାଜିଲ୍‌କା ଜିଲାରେ ଥିବା ଏକ ସରକାରୀ ବାଳିକା ବିଦ୍ୟାଳୟରେ ଶିକ୍ଷକଙ୍କ ଦ୍ୱାରା ଏକ ଅପମାଜନକ ଘଟଣା ସାମ୍ନାକୁ ଆସିଛି। ସ୍କୁଲ ଓ୍ବାଶ୍‌ରୁମେରେ ବ୍ୟବହାର ହୋଇଥିବା ଏକ ସ୍ୟାନିଟାରୀ ପ୍ୟାଡ ମିଳିବାରୁ ଶିକ୍ଷକ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କ ଡ୍ରେସ ଖୋଲି ଏହାର ଯାଞ୍ଚ କରିଥିଲେ।

ରାମଦେବଙ୍କ ବିବାଦୀୟ ମନ୍ତବ୍ୟ: ୨ରୁ ଅଧିକ ସନ୍ତାନ ହେଲେ ଛଡ଼ାଇ ନିଆଯାଉ ଭୋଟଦାନ ଅଧିକାର

ରାମଦେବଙ୍କ ବିବାଦୀୟ ମନ୍ତବ୍ୟ: ୨ରୁ ଅଧିକ ସନ୍ତାନ ହେଲେ ଛଡ଼ାଇ ନିଆଯାଉ ଭୋଟଦାନ ଅଧିକାର

ହରିଦ୍ୱାର,୪।୧୧: ଯୋଗଗୁରୁ ରାମ ଦେବଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା।

 ଯୌନଶୋଷଣ ମାମଲା: ଭାଜପାର ସଞ୍ଜୟ କୁମାର ଦେଲେ ଇସ୍ତଫା

ଯୌନଶୋଷଣ ମାମଲା: ଭାଜପାର ସଞ୍ଜୟ କୁମାର ଦେଲେ ଇସ୍ତଫା

ନୂଆଦିଲ୍ଲୀ,୪।୧୧: ଦଳୀୟ କର୍ମୀଙ୍କୁ ଯୌନଶୋଷଣ ମାମଲାରେ ଭାଜପା ନେତା ସଞ୍ଜୟ କୁମାର ଇସ୍ତଫା ଦେଇଛନ୍ତି।

ନିଜ ଦେଶର ପୋଲକୁ ଚିହ୍ନି ପାରୁନି ଆପ୍‌

ନିଜ ଦେଶର ପୋଲକୁ ଚିହ୍ନି ପାରୁନି ଆପ୍‌

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ନିର୍ମାଣ କରାଯାଇଥିବା ସିଗ୍ନେଚର ବ୍ରିଜକୁ ନେଇ କିଛିଦିନ ହେବ ଲଗାତାର ଖବର ଆସୁଛି। ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହାର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।