ଜାତୀୟ

ରାକ୍ଷୀଙ୍କୁ ତଳେ କଚାଡ଼ି ଦେଲେ ରେସ୍‌ଲର

ରାକ୍ଷୀଙ୍କୁ ତଳେ କଚାଡ଼ି ଦେଲେ ରେସ୍‌ଲର

ନୂଆଦିଲ୍ଲୀ,୧୨।୧୧: କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ସେ ହରିୟାଣାର ପଞ୍ଚକୁଲାରେ ଆୟୋଜିତ ଏକ ସିଡବ୍ଲୁଇ ରେସ୍‌ଲିଙ୍ଗ ଚାମ୍ପିୟନଶିପ୍‌ରେ ଯୋଗ ଦେଇ ଆହତ ହୋଇଥିବା ଜଣାପଡିଛି।

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରେ ସ୍ନାଇପର ଏସ୍‌ଏସ୍‌ଜି କମାଣ୍ଡୋ ସଂଖ୍ୟା ବଢ଼ାଇଲା ପାକିସ୍ତାନ

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରେ ସ୍ନାଇପର ଏସ୍‌ଏସ୍‌ଜି କମାଣ୍ଡୋ ସଂଖ୍ୟା ବଢ଼ାଇଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୨।୧୧: ଭାରତୀୟ ସେନାଙ୍କୁ ହଇରାଣ କରିବା ପାଇଁ ତଥା ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ନାଇପର  ଏସ୍‌ଏସ୍‌ଜି କମାଣ୍ଡୋଙ୍କ ସଂଖ୍ୟା ବୃଦ୍ଧି କରିଛି।

ଏକବର୍ଷରେ ୨୫ ସହର ଓ ଗାଁର ନାମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର

ଏକବର୍ଷରେ ୨୫ ସହର ଓ ଗାଁର ନାମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୨।୧୧: ଏବେ ଦେଶରେ ସହର ଓ ଗାଁର ନାମ ପରିବର୍ତ୍ତନ ରାଜନୀତି ଜୋର୍‌ଦାର ହୋଇଛି। ଏହି ମର୍ମରେ ଗତ ଏକବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଶର ମୋଟ ୨୫ ସହର ଓ ଗାଁର ନାମ ପରିବର୍ତ୍ତନ କରିଥିବା ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। 

ମାଓବାଦୀଙ୍କ ଧମକଙ୍କୁ ବେଖାତିର୍‌: ଶତାୟୁ ବୃଦ୍ଧା ଦେଲେ ଭୋଟ

ମାଓବାଦୀଙ୍କ ଧମକଙ୍କୁ ବେଖାତିର୍‌: ଶତାୟୁ ବୃଦ୍ଧା ଦେଲେ ଭୋଟ

ରାୟପୁର,୧୨।୧୧: ଛତିଶଗଡ଼ରେ ସୋମବାର ବିଧାନସଭା ଆସନ ଲାଗି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ।

ଶିକ୍ଷାନୁଷ୍ଠାନରେ ଉପହାର ମିଳୁଛି କଣ୍ଡୋମ, ସାନିଟାରୀ ନ୍ୟାପକିନ୍‌

ଶିକ୍ଷାନୁଷ୍ଠାନରେ ଉପହାର ମିଳୁଛି କଣ୍ଡୋମ, ସାନିଟାରୀ ନ୍ୟାପକିନ୍‌

ନାଗପୁର,୧୨।୧୧: ସାଧାରଣତଃ ଜନ୍ମଦିନରେ ଭିନ୍ନ ଭିନ୍ନ ପ୍ରକାରର ଉପହାର ଦିଆଯାଇଥାଏ। ହେଲେ ନାଗପୁର ବିଶ୍ୱବିଦ୍ୟାଳୟର ଅମରାବତୀ ରୋଡସ୍ଥିତ କ୍ୟାମ୍ପସରେ ପଢୁଥିବା ପୋଷ୍ଟ ଗ୍ରାଜୁଏଟ ଛାତ୍ରୀଛାତ୍ରଙ୍କ ଏକ ଗ୍ରୁପ ଏବେ ଜନ୍ମଦିନରେ କଣ୍ଡୋମ ଓ ସାନିଟାରୀ ନ୍ୟାପକିନ୍‌ ଉପହାର ଦେବା ଆରମ୍ଭ କରିଛନ୍ତି। 

ଉପହାସର ଶିକାର ହେଲେ ଥରୁର

ଉପହାସର ଶିକାର ହେଲେ ଥରୁର

ନୂଆଦିଲ୍ଲୀ,୧୨।୧୧:କଂଗ୍ରେସ ନେତା ଶଶୀ ଥରୁର ନିଜର ଉଚ୍ଚ କୋଟିର ଇଂରାଜୀ ଜ୍ଞାନ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ଶବ୍ଦ ଲେଖି ଆସିଥିଲେ ଚର୍ଚ୍ଚାକୁ।

ଯୌତୁକ ଲାଗି ମହିଳାଙ୍କୁ ପିଟି ମାରିଦେଲେ

ଯୌତୁକ ଲାଗି ମହିଳାଙ୍କୁ ପିଟି ମାରିଦେଲେ

କଲିକତା, ୧୨ା୧୧:  ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। 

ବିଦେଶକୁ ଚୋରାଚାଲାଣ ହେଉଛି ଭାରତର ପ୍ରାଚୀନ କଳାକୃତି

ବିଦେଶକୁ ଚୋରାଚାଲାଣ ହେଉଛି ଭାରତର ପ୍ରାଚୀନ କଳାକୃତି

ସିଙ୍ଗାପୁର/ନୂଆଦିଲ୍ଲୀ,୧୨।୧୧: ପ୍ରତିବର୍ଷ ଭାରତର ମନ୍ଦିରଗୁଡିକରୁ ପ୍ରାଚୀନ କଳାକୃତି ଓ ମୂଲ୍ୟବାନ ଧାତୁନିର୍ମିତ ମୂର୍ତ୍ତି ଚୋରା ଚାଲାଣ ହେଉଛି। ସେଗୁଡିକୁ ଜାହାଜରେ ଚାଲାଣ କରାଯାଇ ଅନ୍ତର୍ଜାତୀୟ ବଜାରରେ ବହୁ ମୂଲ୍ୟରେ ବିକ୍ରି କରାଯାଉଥିବା ସିଙ୍ଗାପୁରସ୍ଥିତ  ଜଣେ ମୂଳ ଭାରତୀୟ ଶିପିଂ ଏକ୍‌ଜିକ୍ୟୁଟିଭ୍‌ ଏସ୍‌. ବିଜୟ କୁମାର ସୂଚନା ଦେଇଛନ୍ତି। 

ପାରିବାରିକ ହିଂସାର ଶିକାର ଏକତୃତୀୟାଂଶ ମହିଳା

ପାରିବାରିକ ହିଂସାର ଶିକାର ଏକତୃତୀୟାଂଶ ମହିଳା

ନୂଆଦିଲ୍ଲୀ,୧୨ା୧୧:ଭାରତର ପାଖାପାଖି ଏକ ତୃତୀୟାଂଶ ବିବାହିତା ମହିଳା ପାରିବାରିକ ହିଂସାର ଶିକାର ହେଉଛନ୍ତି। ଦେଶରେ ଲିଙ୍ଗଭିତ୍ତିକ ହିଂସା ଗୁରୁତର ଘଟଣାଗୁଡିକ ମଧ୍ୟରୁ ଅନ୍ୟତମ ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। 

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ କଲେ ମାଓବାଦୀ

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ କଲେ ମାଓବାଦୀ

ରାୟପୁର,୧୨।୧୧: ଛତିଶଗଡ଼ରେ ସୋମବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ଟି ବିଧାନସଭା ଆସନ ଲାଗି ମତଦାନ ଜାରି ରହିଥିବାବେଳେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି।

ପରଲୋକରେ ଅନନ୍ତ କୁମାର

ପରଲୋକରେ ଅନନ୍ତ କୁମାର

ନୂଆଦିଲ୍ଲୀ ,୧୨।୧୧: କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ  ବରିଷ୍ଠ ଭାଜପା ନେତା ଅନନ୍ତ କୁମାରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। 

ଲଭ୍‌-ଜିହାଦକୁ ପ୍ରୋତ୍ସାହିତ କରୁଛି ‘କେଦାରନାଥ’: ଭାଜପା ନେତା

ଲଭ୍‌-ଜିହାଦକୁ ପ୍ରୋତ୍ସାହିତ କରୁଛି ‘କେଦାରନାଥ’: ଭାଜପା ନେତା

ମୁମ୍ବାଇ,୧୧।୧୧: ବଲିଉଡ୍‌ ଫିଲ୍ମ ‘କେଦାରନାଥ’କୁ ନେଇ ଏବେ ଉଠିଛି ବିବାଦ। ଏହା ଲଭ୍‌-ଜିହାଦକୁ ପ୍ରୋତ୍ସାହିତ କରୁଛି ବୋଲି କହିଛନ୍ତି ଜଣେ ବରିଷ୍ଠ ଭାଜପା ନେତା। ଯାହା ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି ସେ କହିଛନ୍ତି। 

ରାଧାରାଣୀଙ୍କ ପ୍ରେମରେ ପଡିଛନ୍ତି ତେଜ ପ୍ରତାପ

ରାଧାରାଣୀଙ୍କ ପ୍ରେମରେ ପଡିଛନ୍ତି ତେଜ ପ୍ରତାପ

ମଥୁରା,୧୧।୧୧: ଆର୍‌ଜେଡି ନେତା ଲାଲୁ ପ୍ରସାନ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଏବେ ଖରରର ଶିରୋନାମା ମଣ୍ଡନ କରିଛନ୍ତି। କିଛିଦିନ ତଳେ ସେ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେବାକୁ କୋର୍ଟରେ ଆବେଦନ କରିବା ପରେ ଘରଛାଡି ଚାଲି ଯାଇଛନ୍ତି। 

ଇଶାଙ୍କ ନିମନ୍ତ୍ରଣ ପତ୍ରର ମୂଲ୍ୟ ୩ ଲକ୍ଷ ଟଙ୍କା

ଇଶାଙ୍କ ନିମନ୍ତ୍ରଣ ପତ୍ରର ମୂଲ୍ୟ ୩ ଲକ୍ଷ ଟଙ୍କା

ମୁମ୍ବାଇ,୧୧।୧୧: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଆସନ୍ତା ମାସରେ ଏହି ବିବାହ ଅନୁଷ୍ଟିତ ହେବାକୁ ଥିବା ବେଳେ ଏବେ ଏହାର ନିମନ୍ତ୍ରଣ ପତ୍ରକୁ ନେଇ ଚାଲିଛି ଆଲୋଚନା। 

ଭାଜପା ନେତା ପ୍ରଥମେ ନିଜ ନାଁ ବଦଳାନ୍ତୁ: ପ୍ରଫେସର ହବିବ

ଭାଜପା ନେତା ପ୍ରଥମେ ନିଜ ନାଁ ବଦଳାନ୍ତୁ: ପ୍ରଫେସର ହବିବ

ଆଗ୍ରା,୧୧।୧୧: ଏବେ କେତେଗୁଡିଏ ସହରର ନାମରେ ପରିବର୍ତ୍ତନ କରୁଛି ଭାଜପା ସରକାର। ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି। ତେବେ ଆଗ୍ରାର ନାମ ପରିବର୍ତ୍ତନ କରାଯାଇ ଅଗ୍ରବନ ରଖାଯିବାକୁ ମଧ୍ୟ ପ୍ରସ୍ତାବ ଦେଉଛନ୍ତି ଭାଜପା ନେତା।

ସାବଧାନ: ନପୁସଂକ କହିଲେ ହୋଇପାରେ ଜେଲ

ସାବଧାନ: ନପୁସଂକ କହିଲେ ହୋଇପାରେ ଜେଲ

ମୁମ୍ବାଇ,୧୧।୧୧: ଏବେ କୌଣସି ପୁରୁଷଙ୍କୁ ନପୁସଂକ କହିବା ପୂର୍ବରୁ ସତର୍କ ହୋଇଯିବା ଦରକାର। କାରଣ ନିକଟରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏମିତି ଏକ ରାୟ ଦେଇଛନ୍ତି।

ଆଗ୍ରା ହେବ ‘ଅଗ୍ରବନ’: ସୂଚନା ଦେଲେ ଭାଜପା ବିଧାୟକ

ଆଗ୍ରା ହେବ ‘ଅଗ୍ରବନ’: ସୂଚନା ଦେଲେ ଭାଜପା ବିଧାୟକ

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶରେ ସହର ନାମ ପରିବର୍ତ୍ତନ ରାଜନୀତି ଜୋର ଧରିଛି। ଆହ୍ଳାବାଦ୍‌ ପରେ ଫୈଜାବାଦ୍‌ ସହର ନାମ ପରିବର୍ତ୍ତନ ପାଇଁ ଚର୍ଚ୍ଚା ହେଉଥିବାବେଳେ ଏବେ ଏହାପଛକୁ ରହିଛି ଆଲ୍ଲୀଗଡ଼, ଆଜମଗଡ଼ ଏବଂ ଆଗ୍ରା ଆଦି ସହର ନାମ। 

୯୮ ବର୍ଷୀୟ ବୃଦ୍ଧଙ୍କର ସଫଳ ହେଲା ବାଇପାସ୍‌ ସର୍ଜରୀ

୯୮ ବର୍ଷୀୟ ବୃଦ୍ଧଙ୍କର ସଫଳ ହେଲା ବାଇପାସ୍‌ ସର୍ଜରୀ

ନୂଆଦିଲ୍ଲୀ/ବାଗଦାଦ୍‌,୧୧।୧୧: ଭାରତର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଇରାକ୍‌ର ୯୮ ବର୍ଷ ବୟସ୍କ ବୃଦ୍ଧ ମହମ୍ମଦ କାଦିମ୍‌ ସଇଦ୍‌ଙ୍କ କୋରୋନାରୀ ବାଇପାସ୍‌ ହାର୍ଟ ସର୍ଜରୀ ସଫଳ ହୋଇଛି।

ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ

ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ

ଡେରାଡୁନ,୧୧।୧୧: ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲାରେ ରବିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୦। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

 ୬ଶହ କୋଟି ଦୁର୍ନୀତି: ଜନାର୍ଦ୍ଦନ ରେଡ୍ଡୀ ଗିରଫ

୬ଶହ କୋଟି ଦୁର୍ନୀତି: ଜନାର୍ଦ୍ଦନ ରେଡ୍ଡୀ ଗିରଫ

ବେଙ୍ଗାଲୁର୍‌,୧୧।୧୧: ଏମ୍ବିଡେଣ୍ଟ୍‌ ଗ୍ରୁପ୍‌ର ୬ ଶହକୋଟି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଖଣି ମାଲିକ ଜନାର୍ଦ୍ଦନ ରେଡ୍ଡୀଙ୍କୁ ରବିବାର ସିବିଆଇ ପକ୍ଷରୁ ଗିରଫ କରାଯାଇଛି।

ଅଯୋଧ୍ୟା: ମନ୍ଦିର-ମସଜିଦ୍‌ ବିବାଦ ୧୩୩ ବର୍ଷ ଧରି କୋର୍ଟରେ ପଡ଼ିରହିଛି

ଅଯୋଧ୍ୟା: ମନ୍ଦିର-ମସଜିଦ୍‌ ବିବାଦ ୧୩୩ ବର୍ଷ ଧରି କୋର୍ଟରେ ପଡ଼ିରହିଛି

ନୂଆଦିଲ୍ଲୀ,୧୧।୧୧: ଅଯୋଧ୍ୟାର ରାମ ଜନ୍ମଭୂମି ଓ ବାବରୀ ମସଜିଦ୍‌ ବିବାଦ ୧୬୫ ବର୍ଷ ଲାଗି ରହିଛି। ୧୮୫୩ରେ ବୈଷ୍ଣୋ ସମ୍ପ୍ରଦାୟ ପକ୍ଷରୁ ଏନେଇ ଏକ ଅଭିଯୋଗ ଅଣାଯାଇଥିଲା। ୧୮୫୯ରେ ବ୍ରିଟିଶ ଶାସକ ବିବାଦୀୟସ୍ଥଳରେ ତାରବାଡ଼ ଲଗାଇଥିଲେ।

ଆରକ୍ଷଣ ଯୋଜନା: ସଫଳତା ହିସାବ ନାହିଁ ସରକାରଙ୍କ ପାଖରେ

ଆରକ୍ଷଣ ଯୋଜନା: ସଫଳତା ହିସାବ ନାହିଁ ସରକାରଙ୍କ ପାଖରେ

ନୂଆଦିଲ୍ଲୀ,୧୧।୧୧: ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏସ୍‌ସି/ଏସ୍‌ଟି ବର୍ଗଙ୍କ ପାଇଁ ଆରକ୍ଷଣ ଯୋଜନା ପ୍ରଣୟନ କରାଯାଇଛି। ଏନେଇ ୨୦୧୭-୧୮ ବଜେଟରେ ୩୧ଟି ମନ୍ତ୍ରଣାଳୟ ମାଧ୍ୟମରେ ୫୮୪ ଟି ଯୋଜନା ପ୍ରଣୟନ କରାଯାଇଥିବାବେଳେ ଏସବୁ ଯୋଜନାରେ ୯୫ ହଜାର  ୭ଶହ ୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। 

ଜୁନ୍‌ ସୁଦ୍ଧା ଭାରତରେ ହୋଇଛି ୬.୯୫ ଲକ୍ଷ ସାଇବର ଆକ୍ରମଣ

ଜୁନ୍‌ ସୁଦ୍ଧା ଭାରତରେ ହୋଇଛି ୬.୯୫ ଲକ୍ଷ ସାଇବର ଆକ୍ରମଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୧।୧୧: ଭାରତରେ ଚଳିତ ୨୦୧୮ ବର୍ଷର ଜାନୁୟାରୀଠାରୁ ଜୁନ୍‌ ସୁଦ୍ଧା ୬.୯୫ ଲକ୍ଷ ସାଇବର ଆକ୍ରମଣ ହୋଇଛି। ଏନେଇ ସାଇବର ସିକ୍ୟୁରିଟି ଫାର୍ମ ଏଫ୍‌- ଫାର୍ମ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ତେଲେଙ୍ଗାନା ନିର୍ବାଚନ: କଂଗ୍ରେସ ପାଇଁ ପ୍ରଚାର କରିବେ ସୋନିଆ, ରାହୁଳ

ତେଲେଙ୍ଗାନା ନିର୍ବାଚନ: କଂଗ୍ରେସ ପାଇଁ ପ୍ରଚାର କରିବେ ସୋନିଆ, ରାହୁଳ

ନୂଆଦିଲ୍ଲୀ,୧୧।୧୧: ପାଖେଇ ଆସୁଛି ତେଲାଙ୍ଗାନା ବିଧାନସଭା ନିର୍ବାଚନର ତାରିଖ। ଆଉ ଏହାକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏହାକୁ ଦୃଷ୍ଟିରେ ରଖି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆସନ୍ତା ୨୩ ତାରିଖ ଗୋଟିଏ ଦିନ ପାଇଁ ତେଲେଙ୍ଗାନାର ଓ୍ବାରଙ୍ଗଲରେ ପ୍ରଚାର ଅଭିଯାନରେ ସାମିଲ ହେବେ ବୋଲି ସୂଚନା ମିଳିଛି।