ଗାନ୍ଧୀ ଜୟନ୍ତୀ


ଗାନ୍ଧୀଜୀଙ୍କର ପ୍ରିୟ

ଗାନ୍ଧୀଜୀଙ୍କର ପ୍ରିୟ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ଦେଶର ସମସ୍ତଙ୍କ ହୃଦୟରେ ରହିଛି ସ୍ବତନ୍ତ୍ର ସ୍ଥାନ। ସେ ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟର ବାପୁଜୀ। ତେବେ ସମସ୍ତଙ୍କ ପ୍ରିୟ ବାପୁଜୀଙ୍କର କ’ଣ ସବୁ ଥିଲା ଅତି ପ୍ରିୟ ଜାଣନ୍ତୁ ନିମ୍ନରୁ...

ପରଦାରେ ଗାନ୍ଧୀ

ପରଦାରେ ଗାନ୍ଧୀ

ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଏତିକି କହିଲେ ବିଶ୍ୱବାସୀଙ୍କ ମନରେ ଆପଣାଛାଏଁ ଆସିଯାଏ ଏକ ଚରିତ୍ର। ଯିଏ ମହାତ୍ମା ନାମରେ ପରିଚିତ।

ସମ୍ବଲପୁରରେ ଗାନ୍ଧୀ

ସମ୍ବଲପୁରରେ ଗାନ୍ଧୀ

ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୮ ଡିସେମ୍ବର ୨୩ରେ ସମ୍ବଲପୁରକୁ ପ୍ରଥମେ ଆସିଥିଲେ। ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ଅନନ୍ତଶଯ୍ୟା ମନ୍ଦିର ପାର୍ଶ୍ୱରେ ଥିବା ଘରେ ରହିଥିଲେ ସେ। 

ଦୁଇ ହାତରେ ଲେଖି ପାରୁଥିଲେ ଗାନ୍ଧୀ

ଦୁଇ ହାତରେ ଲେଖି ପାରୁଥିଲେ ଗାନ୍ଧୀ

ଜାତିର ପିତା ମହାତ୍ମା ଗାନ୍ଧୀ। ଉଭୟ ବାମ ଏବଂ ଡାହାଣ ହାତରେ ଚିଠି ଲେଖି ପାରୁଥିଲେ। ନୋବେଲ ଶାନ୍ତି ପୁରସ୍କାର ପାଇଁ ମହାତ୍ମା ଗାନ୍ଧୀଙ୍କୁ ପାଞ୍ଚ ଥର ମନୋନୀତ କରାଯାଇଥିଲା।

ଗାନ୍ଧୀ ଯେଉଁଠି ଅ, ଆ ପଢିଥିଲେ

ଗାନ୍ଧୀ ଯେଉଁଠି ଅ, ଆ ପଢିଥିଲେ

୧୯୩୪ ମେ ୩୦ରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଧୂମାତ୍‌ଗାଁରେ ପହଞ୍ଚିଥିଲେ ମହାତ୍ମା ଗାନ୍ଧୀ ସଂକୀର୍ତ୍ତନ କରାଯାଇ ମହାତ୍ମାଙ୍କୁ ସ୍ବାଗତ କରାଯାଇଥିଲା।

ବେରବୋଇରେ ସାତଦିନ

ବେରବୋଇରେ ସାତଦିନ

୧୯୩୭ରେ କର୍ନାଟକର ହୁବୁଲି ଠାରେ ସେବାସଂଘର ତୃତୀୟ ଅଧିବେଶନ ପରେ ଓଡିଶାର ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ହୋତା ପ୍ରମୁଖ ପରବର୍ତ୍ତୀ ଅଧିବେଶନ ଓଡ଼ିଶାରେ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କୁ ପ୍ରସ୍ତାବ ଦେଇଥିଲେ।