ଫୁରସତ

ବିବସ୍ତ୍ର ମହିଳାଙ୍କ ଫଟୋ ନେଇ ଋଣ ଦେଉଛି କମ୍ପାନୀ

ବିବସ୍ତ୍ର ମହିଳାଙ୍କ ଫଟୋ ନେଇ ଋଣ ଦେଉଛି କମ୍ପାନୀ

ବ୍ୟାଙ୍କ୍‌ରୁ କୌଣସି ଋଣ ଆଣିଲେ ଆମକୁ ଘରର କାଗଜପତ୍ର ହେଉ କିମ୍ବା ସାର୍ଟିଫିକେଟ ଗ୍ୟାରେଣ୍ଟି ଭାବେ ଦେବାକୁ ପଡିଥାଏ। ଏଥିପାଇଁ ଆମକୁ ବ୍ୟାଙ୍କ୍‌ ଅନେକଥର ଦୌଡିବାକୁ ମଧ୍ୟ ପଡିଥାଏ।

ଝିଅପୁଅ ଏକାଠି ବସିବା ମନା

ଝିଅପୁଅ ଏକାଠି ବସିବା ମନା

ଇଣ୍ଡୋନେସିଆର ଆସେହ ପ୍ରାନ୍ତରରେ ଏକ ଅଜବ ଆଇନ ପ୍ରଣୟନ ହୋଇଛି। ଏହି ଆଇନ ଅନୁଯାୟୀ ହୋଟେଲ ହେଉ କିମ୍ବା ସାଧାରଣ ଜାଗାରେ ଝିଅପୁଅ ଏକାଠି ବସିବା ମନା। ତା’ଛଡା ରାତି ୯ଟା ପରେ କୌଣସି ଝିଅ ବାହାରେ କାମ କରିପାରିବେ ନାହିଁ ବୋଲି ନିୟମ ରହିଛି। 

ଅବସାଦ ଦୂର କରେ ଜଙ୍ଗଲ

ଅବସାଦ ଦୂର କରେ ଜଙ୍ଗଲ

ଆଜିକାଲି ବ୍ୟସ୍ତବହୁଳ ଦୁନିଆରେ ଅବସାଦ ରହିବା ଏକ ସାଧାରଣ କଥା। ଡାକ୍ତରଙ୍କ କହିବା ଅନୁଯାୟୀ ଅବସାଦ ଯୋଗୁ ଶରୀରକୁ ଅନେକ ପ୍ରକାର ରୋଗ ମାଡ଼ିବସେ। 

ଶନିର ଉତ୍ତର ମେରୁରେ ବିସ୍ମୟକର କ୍ଷେତ୍ର

ଶନିର ଉତ୍ତର ମେରୁରେ ବିସ୍ମୟକର କ୍ଷେତ୍ର

ଲଣ୍ଡନ: ବୈଜ୍ଞାନିକମାନେ ଶନିର ଉତ୍ତରମେରୁରେ ଏକ ଷଡ଼ଭୁଜାକାର କ୍ଷେତ୍ର ଦେଖିବାକୁ ପାଇଛନ୍ତି। ଏହା ଅତ୍ୟନ୍ତ ବିସ୍ମୟଜନକ। ଏହାର ଉଚ୍ଚତା ଶହ ଶହ କିଲୋମିଟର ପର୍ଯ୍ୟନ୍ତ ବ୍ୟାପୀ ରହିଛି। 

ଯେଉଁଠି ହୁଏ ମାଛ ବର୍ଷା

ଯେଉଁଠି ହୁଏ ମାଛ ବର୍ଷା

ଆମେରିକାର ଉଟାହରେ ଦେଖିବାକୁ ମିଳେ ଏକ ଅଦ୍ଭୁତ ଦୃଶ୍ୟ। ଏଠାରେ ଆକାଶରୁ ମାଛ ବର୍ଷା ହୋଇଥାଏ। ଏହି ଦୃଶ୍ୟ ଦେଖିବାକୁ ବେଶ୍‌ ମନଲୋଭା। ମାଉଣ୍ଟେନ୍‌ ଲେକ୍‌ ଉପରେ ହୋଇଥାଏ ଏହି ମାଛ ବର୍ଷା। 

୧୭୦୦ ଟଙ୍କାରେ ମିଳୁଛି ନିଦ

୧୭୦୦ ଟଙ୍କାରେ ମିଳୁଛି ନିଦ

ଆଶ୍ଚର୍ଯ୍ୟ ହେଲେ ବି ସତ। ଆଧୁନିକ ଯୁଗରେ ବିକ୍ରି ହେଉଛି ନିଦ। ଆମେରିକାର ବ୍ୟସ୍ତବହୁଳ ସହର ନ୍ୟୁୟର୍କରେ ୧୭୦୦ ଟଙ୍କାରେ ମିଳୁଛି ନିଦ। ଏଠାରେ ଏକ ଶୋଇବା କେନ୍ଦ୍ର ଖୋଲିଛି, ଯାହାର ନାମ ରଖାଯାଇଛି ‘କ୍ୟାସ୍ପର’।

ନନ୍ଦନକାନନର  ଆକର୍ଷଣ

ନନ୍ଦନକାନନର ଆକର୍ଷଣ

ଦେଶବିଦେଶର ପର୍ଯ୍ୟଟକଙ୍କ ହୃଦୟ ଜିଣୁଛି ନନ୍ଦନକାନନ ଜୈବ ଉଦ୍ୟାନ। ୧୯୬୦ରେ ସ୍ଥାପିତ ଏହି ଚିଡ଼ିଆଖାନାର ଆକର୍ଷଣ ସାଜିଛନ୍ତି କେତେକ ଖାସ୍‌ ପଶୁପକ୍ଷୀ। ପୂର୍ବରୁ ଏହାର ନାମ ପ୍ରାଣୀ ଉଦ୍ୟାନ ଥିଲା, ଏବେ ଏହାକୁ ଜୈବ ଉଦ୍ୟାନ କରାଯାଇଛି। ଏହା ଭାରତର  ୫ ବୃହତ୍‌ ଚିଡ଼ିଆଖାନା ମଧ୍ୟରୁ ଅନ୍ୟତମ। ୨୦୧୭-୧୮ରେ ଏଠାକୁ ୩୨,୯୧,୫୧୮ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। କିଛି ମନଲୋଭା, ଚର୍ଚ୍ଚିତ ପ୍ରାଣୀ ଓ ଆକର୍ଷଣୀୟ ଏନ୍‌କ୍ଳୋଜର(ଖୁଆଡ଼)ଙ୍କୁ ନେଇ ଏହି ଉପସ୍ଥାପନା।

ତନ୍ତ୍ର ସାଧନାର ପୀଠ : ମା’ ସିଦ୍ଧ  ଭୈରବୀ

ତନ୍ତ୍ର ସାଧନାର ପୀଠ : ମା’ ସିଦ୍ଧ ଭୈରବୀ

ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ରେଶମ ସହର ବ୍ରହ୍ମପୁରରୁ ୧୮ କି.ମି. ଦୂରରେ ରହିଛି ମା’ ସିଦ୍ଧ ଭୈରବୀ ପୀଠ। ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ମନ୍ତ୍ରିଡି ପଞ୍ଚାୟତର ମା’ ସିଦ୍ଧ ଭୈରବୀ ହେଉଛନ୍ତି ଅନ୍ୟତମ ଦେବୀ ପୀଠ।

କାର୍ବୋହାଇଡ୍ରେଟ୍‌ ଖାଦ୍ୟ କମ୍‌ ଖାଇଥାଏ

କାର୍ବୋହାଇଡ୍ରେଟ୍‌ ଖାଦ୍ୟ କମ୍‌ ଖାଇଥାଏ

ଲିପ୍‌ସା ମିଶ୍ର, ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା। ‘କିଛି ଲୁହ ପିଇଯାଏ ଓଠ’, ‘ତୋ ଅଗଣାରେ ତୁଳସୀ ମୁଁ’ ଭଳି ଟେଲି ଧାରାବାହିକରେ ଅଭିନୟ କରି ସେ ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି। 

ଧଳା ରଙ୍ଗରେ ଶାନ୍ତି, ସହାନୁଭୂତି ଲାଭ କରିଥାଏ

ଧଳା ରଙ୍ଗରେ ଶାନ୍ତି, ସହାନୁଭୂତି ଲାଭ କରିଥାଏ

ଅତିରିକ୍ତ ତହସିଲଦାରରୁ ଚାକିରି ଜୀବନ ଆରମ୍ଭ। ଏବେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଅବକାରୀ କମିଶନର ପଦବୀରେ ଅଧିଷ୍ଠିତ। ବ୍ୟସ୍ତବହୁଳ ସରକାରୀ ଜୀବନ ଭିତରେ ଦିନ କାଟୁଥିବା ଭାରତୀୟ ପ୍ରଶାସନିକ ସେବାର ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ଦେବେନ୍ଦ୍ର ମହାପାତ୍ର। ବାଲେଶ୍ୱର ସହରରେ ୧୯୫୯ରେ ଜନ୍ମଗ୍ରହଣ କରିଥିବା ମହାପାତ୍ରଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ତାଙ୍କୁ ପଚରାଯାଇଥିବା କେତୋଟି ପ୍ରଶ୍ନ।

ଚିଲି ଗାର୍ଲିିକ୍‌ ନୁଡୁଲ୍‌ସ

ଚିଲି ଗାର୍ଲିିକ୍‌ ନୁଡୁଲ୍‌ସ

ଚାଇନିଜ୍‌ ହେଉ ଅବା କଣ୍ଟିନେଣ୍ଟାଲ, ପାଟିକୁ ସୁଆଦିଆ ଲାଗୁଥିବା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ସମସ୍ତେ। ଏହି ଖାଦ୍ୟ ଭିତରେ ଆଗରେ ରହିଛି ନୁଡୁଲ। ସନ୍ଧ୍ୟା ସମୟର ସ୍ନାକ୍ସ ହେଉ ଅବା ସକାଳର ବ୍ରେକଫାଷ୍ଟ, ପିଲାମାନଙ୍କର ଏହା ପ୍ରଥମ ଡିମାଣ୍ଡ। ଚଳିତ ସପ୍ତାହ ‘ଖାଦ୍ୟରୁଚି’ ସ୍ତମ୍ଭରେ ସ୍ଥାନ ପାଇଛି  ‘ଚିଲି ଗାର୍ଲିିକ୍‌ ନୁଡୁଲ୍‌ସ’। ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଜଣାଇଛନ୍ତି ୟମିଜ୍‌ ରେଷ୍ଟୁରାଣ୍ଟର ସେଫ୍‌ ବିଶ୍ୱଜିତ୍‌ ମଲ୍ଲିକ।

ଏଭଳି ଏକ ଗାଁ ଯେଉଁଠି ରୁହନ୍ତି ୭୨ ଜଣ ଲୋକ

ଏଭଳି ଏକ ଗାଁ ଯେଉଁଠି ରୁହନ୍ତି ୭୨ ଜଣ ଲୋକ

ଅରୁଣାଚଳପ୍ରଦେଶ ଅଞ୍ଜଓ୍ବା ଜିଲାରେ ଚାଇନା ସୀମାକୁ ଲାଗି କାହୋ ନାମକ ଏକ ଗଁ। ରହିଛି। ଏହି ଗାଁର ଜନସଂଖ୍ୟା ୭୨। ଗଁ।ରେ କେବଳ ୧୨ଟି ପରିବାର ବାସ କରୁଛନ୍ତି। ଲୋହିତ୍‌ ନଦୀ କୂଳରେ ସମୁଦ୍ର ପତ୍ତନଠାରୁ ୧,୨୪୦ ମିଟର ଉଚ୍ଚରେ ଥିବା ଏହି ଗାଁରେ ମେୟୋର ଜନଜାତିର ଲୋକ ବାସ କରୁଛନ୍ତି। 

ସୁଖ ସମୃଦ୍ଧି ପାଇବା ପାଇଁ ଏଭଳି କରନ୍ତୁ ଗୃହ ପ୍ରବେଶ

ସୁଖ ସମୃଦ୍ଧି ପାଇବା ପାଇଁ ଏଭଳି କରନ୍ତୁ ଗୃହ ପ୍ରବେଶ

ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ତୋଳିବା ଯେତିକି ଜରୁରୀ ଜ୍ୟୋତିଷ ବିଦ୍ୟା ଅନୁଯାୟୀ ଗୃହ ପ୍ରବେଶ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଗ୍ରହ ନକ୍ଷତ୍ର ସ୍ଥିତିକୁ ଧ୍ୟାନରେ ରଖି ଗୃହ ପ୍ରବେଶ ବିଧି ବିଷୟରେ ବର୍ଣ୍ଣନା କରାଯାଇଛି। 

ଏମିତି ଏକ ବେଶ୍ୟାଳୟ: ଯେଉଁଠି ଲାଗିଥାଏ ମହିଳାଙ୍କ ଭିଡ଼

ଏମିତି ଏକ ବେଶ୍ୟାଳୟ: ଯେଉଁଠି ଲାଗିଥାଏ ମହିଳାଙ୍କ ଭିଡ଼

ଇଟାଲୀରେ ଖୋଲିଛି ଏପରି ଏକ ବେଶ୍ୟାଳୟ, ଯେଉଁଠି ମହିଳା ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ପ୍ରକୃତରେ ଏହା ହେଉଛି ଏକ ସେକ୍ସ ଡଲ୍‌ ଦୋକାନ। ଏଠାରେ ୭ଟି ମହିଳା ସେକ୍ସ୍‌ ଡଲ୍‌ ଥିବାବେଳେ ଗୋଟିଏ ପୁରୁଷ ସେକ୍ସ୍‌ ଡଲ୍‌ ରହିଛି । 

୫୦ ମହିଳାଙ୍କ ମୃତଦେହ ସହିତ ରଖିଥିଲେ ଶାରୀରିକ ସମ୍ପର୍କ

୫୦ ମହିଳାଙ୍କ ମୃତଦେହ ସହିତ ରଖିଥିଲେ ଶାରୀରିକ ସମ୍ପର୍କ

ପାକିସ୍ତାନରେ ଜଣେ ବ୍ୟକ୍ତି ୫୦ ମହିଳାଙ୍କ ମୃତଦେହ ସହିତ ଶାରିରୀକ ସମ୍ପର୍କ ରଖିଥିଲେ। ସମ୍ପୃକ୍ତ ବ୍ୟକ୍ତି ଏକ କବରସ୍ତାନରେ ଦୀର୍ଘ ୧୫ ବର୍ଷ ଧରି କାମ କରୁଥିଲେ। ସ୍ଥାନୀୟ ସରଗୋଧାରେ ବାସ କରୁଥିବା ମହମ୍ମଦ ରିଆଜ୍‌ ଏବଂ ତାଙ୍କ ସାଙ୍ଗ ବଜିରା ଏଭଳି କାର୍ଯ୍ୟ କରୁଥିଲେ। 

ଏମିତି ମନ୍ଦିର ଯେଉଁଠି ଲାଗି ହୁଏ ପିଆଜ ଭୋଗ

ଏମିତି ମନ୍ଦିର ଯେଉଁଠି ଲାଗି ହୁଏ ପିଆଜ ଭୋଗ

ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ରାଜସ୍ଥାନ ଚୁରୁ ଜିଲା ସାଦୁଲପୁର ସ୍ଥିତ ଦଦରଓ୍ବୋ ଧାମରେ ଠାକୁରଙ୍କ ପାଖରେ ଭୋଗ ଭାବେ ପିଆଜ ଲାଗି ହୋଇଥାଏ। ମନ୍ଦିରରେ ଏହି ପରମ୍ପରା ଅତି ପ୍ରାଚୀନ କାଳରୁ ଚଳି ଆସିଛି।

ଛାତିରେ ପଶିଗଲା ଲୁହା ରଡ଼, ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ମୋବାଇଲରେ ଗେମ୍‌ ଖେଳିଲେ ଆହତ

ଛାତିରେ ପଶିଗଲା ଲୁହା ରଡ଼, ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ମୋବାଇଲରେ ଗେମ୍‌ ଖେଳିଲେ ଆହତ

ବେଜିଂ, ୪।୯: କୌଣସି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ସାଧାରଣତଃ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖାଯାଏ। ଦୁର୍ଘଟଣାରେ ଛାତିରେ ପଶିଯାଇଛି ରଡ। ତଥାପି ଆହତ ବ୍ୟକ୍ତି ଜଣଙ୍କ ଆମ୍ବୁଳାନ୍ସ ଆସିବା ପର୍ଯ୍ୟନ୍ତ ମୋବାଇଲରେ ଗେମ ଖେଳୁଥିଲେ। 

ଶିକ୍ଷାଦାନ ଯାହା ପାଇଁ ପେଷା ନୁହେଁ ନିଶା: ପିଲାଙ୍କୁ ପଢ଼ାଇବା ଲାଗି ୩୭୦ କିମି ବସ୍‌ରେ ଯାଆନ୍ତି ଆଶିଷ

ଶିକ୍ଷାଦାନ ଯାହା ପାଇଁ ପେଷା ନୁହେଁ ନିଶା: ପିଲାଙ୍କୁ ପଢ଼ାଇବା ଲାଗି ୩୭୦ କିମି ବସ୍‌ରେ ଯାଆନ୍ତି ଆଶିଷ

ନୂଆଦିଲ୍ଲୀ: ଆଜି ପବିତ୍ର ଗୁରୁ ଦିବସ। ଏହି ଅବସରରେ ଦେଶର କୋଣ ଅନୁକୋଣରେ ଗୁରୁମାନଙ୍କୁ ସ୍ମରଣ କରାଯାଉଛି। ତେବେ ଜଣେ ଶିକ୍ଷକ ଶିକ୍ଷାଦାନ ପ୍ରତି ସମର୍ପିତ ହେବା ଦ୍ୱାରା ଏହା ଏକ ମିଶନରେ ପରିଣତ ହୋଇପାରିବ ବୋଲି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ମତ ରଖିଥିଲେ। ତେବେ ବାସ୍ତବତାକୁ ଅବଲୋକନ କଲେ ପ୍ରତ୍ୟେକ ମନୁଷ୍ୟର ଜୀବନରେ ଶିକ୍ଷକ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାନ୍ତି। ଏବେ ବି ଶିକ୍ଷକତାକୁ ପେଷା ନୁହେଁ ବରଂ ନିଶା ଭାବେ ବାଛିଛନ୍ତି ଅନେକ ବ୍ୟକ୍ତି। ସେହିପରି ଜଣେ ଗୁରୁ ହେଉଛନ୍ତି ଗୁରଗାଓଁର ଆଶିଷ। 

କଳି ଝଗଡ଼ା ପାଇଁ ହୁଏ ମେଳା

କଳି ଝଗଡ଼ା ପାଇଁ ହୁଏ ମେଳା

ଉତ୍ତରପ୍ରଦେଶ ଭଦୋହୀରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ। ଏହାକୁ କଜରୀ ମେଳା କୁହାଯାଏ। ମେଳାରେ ରହିଛି ଏକ ପରମ୍ପରା। ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ ଦୁଇଦଳ ହୋଇ ନିଜ ନିଜ ମଧ୍ୟରେ କଳି ଝଗଡ଼ା ଆରମ୍ଭ କରନ୍ତି। ଦୁଇ ଦଳ ପରସ୍ପରକୁ ବିଭିନ୍ନ ପ୍ରକାର ଗାଳିମନ୍ଦ କରନ୍ତି।

ଯେଉଁଠି ମୋଟା ହେବା ଯୁବତୀଙ୍କ ପାଇଁ ବରଦାନ

ଯେଉଁଠି ମୋଟା ହେବା ଯୁବତୀଙ୍କ ପାଇଁ ବରଦାନ

ଯୁବକମାନେ ସାଧାରଣତଃ ପତଳା ଝିଅଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ମୋଟା ଝିଅଙ୍କୁ ଯୁବକ ପସନ୍ଦ କରନ୍ତି। ଆଫ୍ରିକାରେ ଲୋକଙ୍କ ପସନ୍ଦ ହେଉଛି ମୋଟା ଝିଅ । ଏଠାରେ କେତେକ ପତଳା ଝିଅ ବାହା ହୋଇ ନ ପାରି ରହିବାର ଦେଖାଯାଇଥାଏ।

ବୋନସ୍‌ରେ ମିଳିଲା ସୁନ୍ଦରୀ ପର୍ଣ୍ଣଷ୍ଟାରଙ୍କ ସହ ରାତି ବିତାଇବାର ସୁଯୋଗ

ବୋନସ୍‌ରେ ମିଳିଲା ସୁନ୍ଦରୀ ପର୍ଣ୍ଣଷ୍ଟାରଙ୍କ ସହ ରାତି ବିତାଇବାର ସୁଯୋଗ

କମ୍ପାନୀର ଲାଭ ହେଲେ ଏହାକୁ ବୋନସ୍‌ ଆକାରରେ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ। ସେହିପରି ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ କମ୍ପାନୀ ପଦୋନ୍ନତ୍ତି ମଧ୍ୟ ଦେଇଥାଏ। ତେବେ ବୋନସ୍‌ରେ କର୍ମଚାରୀଙ୍କୁ ଚାଇନାର ଏକ କମ୍ପାନୀ ସୁନ୍ଦରୀ ପର୍ଣ୍ଣଷ୍ଟାରଙ୍କ 

ପ୍ରଥମ ଟେଷ୍ଟଟ୍ୟୁବ ସିଂହ

ପ୍ରଥମ ଟେଷ୍ଟଟ୍ୟୁବ ସିଂହ

ଆଜିକାଲି ଦ୍ରୁତ ଭାବେ ବିଲୁପ୍ତ ହେଉଥିବା ଜୀବଜନ୍ତୁଙ୍କ ମଧ୍ୟରେ ରହିଛି ସିଂହ। ଏହି ଜୀବକୁ ବଞ୍ଚାଇ ରଖିବା ପାଇଁ ବୈଜ୍ଞାନିକମାନେ ବିକଶିତ କରିଛନ୍ତି ଟେଷ୍ଟଟ୍ୟୁବ ପଦ୍ଧତି। ଏହି ପଦ୍ଧତିରେ ପ୍ରଥମ ଟେଷ୍ଟଟ୍ୟୁବ ସିଂହ ଛୁଆ ଜନ୍ମ ନେଇଛି।

ଗୋଟିଏ ରାତି ପାଇଁ ପତ୍ନୀପତି

ଗୋଟିଏ ରାତି ପାଇଁ ପତ୍ନୀପତି

ବିଶ୍ୱରେ ବିବାହର ଭିନ୍ନଭିନ୍ନ ପରମ୍ପରା ରହିଛି। କିନ୍ତୁ ଚୀନରେ ଏକ ଏମିତି ଯାଗା ଅଛି ଯେଉଠିଁ ବିବାହର କୌଣସି ଅସ୍ତିତ୍ୱ ନଥାଏ। ଏଠାରେ କୌଣସି ବ୍ୟକ୍ତି ବିବାହ କରିନଥାନ୍ତି। 

‘ଇଡିଅଟ୍‌’ ଲେଖି ଖୋଜିଲେ ଆସୁଛି ଅଧିକାଂଶ ଫଟୋ: ଗୁଗୁଲ ଉପରେ ବର୍ଷିଲେ ଟ୍ରମ୍ପ

‘ଇଡିଅଟ୍‌’ ଲେଖି ଖୋଜିଲେ ଆସୁଛି ଅଧିକାଂଶ ଫଟୋ: ଗୁଗୁଲ ଉପରେ ବର୍ଷିଲେ ଟ୍ରମ୍ପ

 ଗୁଗୁଲରେ ଇଂରାଜୀରେ ‘ଇଡିଅଟ୍‌’ ଲେଖି ସର୍ଚ୍ଚ କରିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧିକ ଫଟୋ ଆସୁଛି। ଏହାକୁ ନେଇ ପୁଣି ଥରେ ଗୁଗୁଲ, ଟୁଇଟର ଏବଂ ଫେସବୁକ୍‌ ଉପରେ ବର୍ଷିଛନ୍ତି ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, ଗୁଗୁଲ ତାଙ୍କ ବିରୋଧରେ ଭୁଲ ତଥ୍ୟ ପ୍ରଦର୍ଶନକୁ ଅଧିକ ପ୍ରୋତ୍ସାହନ ଦେଉଛି।