ଫୁରସତ

ଗାୟିକା ହେବାକୁ ଚାହୁଁଥିଲି

ଗାୟିକା ହେବାକୁ ଚାହୁଁଥିଲି

ପ୍ରଫେସର ଡ. ସଂଗୀତା ରଥ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଉନ୍‌ସିଲ ଅଫ ଡିନ୍‌ର ଅଧ୍ୟକ୍ଷା ତଥା ମନସ୍ତତ୍ତ୍ବ ବିଭାଗର ବରିଷ୍ଠ ପ୍ରଫେସର। ୧୯୬୦ ସେପ୍ଟେମ୍ବର ୧ରେ କଟକ ସାମନ୍ତସାହି ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଏହି ମହିଳା ପ୍ରତିଭା ଜଣକ ୧୯୭୫ରେ ମାଟ୍ରିକ ପାସ୍‌ କରିବା ପରେ ରାଜ୍ୟ ପାଇଁ ଗୌରବ ଆଣିଥିଲେ। 

ପଞ୍ଚମା ସିଦ୍ଧ ବିନାୟକ

ପଞ୍ଚମା ସିଦ୍ଧ ବିନାୟକ

ମହାରାଜା ପୁରୁଷୋତ୍ତମ ଦେବ ଦୁଇ ଥର କାଞ୍ଚି ରାଜାଙ୍କଠାରୁ ପରାସ୍ତ ହେବା ପରେ ତୃତୀୟ ଥର ଜଗତର ନାଥ ଜଗନ୍ନାଥଙ୍କୁ ସ୍ମରଣ କରି ଅଧିଆ ପଡିଥିଲେ। ସେତେବେଳେ ରାଜା ବିଜୟୀ ହେବାକୁ ହେଲେ କାଞ୍ଚି ଅଧିପତି ଶ୍ରୀଗଣେଶଙ୍କ ଶରଣାପନ୍ନ ହେବାକୁ ପଡ଼ିବ ବୋଲି ଶ୍ରୀଜଗନ୍ନାଥ ସ୍ବପ୍ନାଦେଶ ଦେଇଥିଲେ।

କେଉଁ ରଙ୍ଗର ଗଣେଶ ପୂଜା କଲେ ଘରେ ମିଳିବ ସୁଖଶାନ୍ତି

କେଉଁ ରଙ୍ଗର ଗଣେଶ ପୂଜା କଲେ ଘରେ ମିଳିବ ସୁଖଶାନ୍ତି

ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ପାଇଁ ସବୁଠି ଉତ୍ସବର ପରିବେଶ। କୁହାଯାଏ ବିଘ୍ନ ବିନାଶକଙ୍କୁ ଘରକୁ ଆଣିଲେ ଘରେ ଧନଧାନ୍ୟ ଓ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ। ହେଲେ କେଉଁ ରଙ୍ଗର ଗଣେଶଙ୍କୁ ଘରେ ପୂଜା କଲେ କ’ଣ ଫଳ ମିଳିଥାଏ ସେ କଥା ମଧ୍ୟ ଜାଣି ରଖିବା ଭଲ।

ଅନ୍ଧ ଗାଁ

ଅନ୍ଧ ଗାଁ

ବିଶ୍ୱରେ ଏମିତି ଏକ ଗାଁ ରହିଛି, ଯେଉଁଠି ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ। ଟିଲଟେପକ୍‌ ନାମକ ଏହି ଗାଁରେ ଜୋପୋଟେକ ନାମକ ଏକ ଜନଜାତି ବାସ କରନ୍ତି। ଏହି ଗାଁରେ ଜନ୍ମ ନେଉଥିବା ଶିଶୁମାନେ ଜନ୍ମରୁ ଠିକ୍‌ ଥାଆନ୍ତି। କିନ୍ତୁ କିଛିଦିନ ଗଲା ପରେ ସେମାନେ ଦୃଷ୍ଟିହୀନ ହୋଇଯାଆନ୍ତି।

କ୍ଷୀର ବିକିବା ଯେଉଁଠି ପାପ

କ୍ଷୀର ବିକିବା ଯେଉଁଠି ପାପ

ଆଗ୍ରାଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଖେଡା ଗଁା। ଏହି ଗାଁରେ କ୍ଷୀର ବିକିବା ପାପ ବୋଲି ଧରାଯାଏ। ଉକ୍ତ ଗାଁରେ ବହୁ ସଂଖ୍ୟାରେ ଗାଈ ମଇଁଷି ପାଳନ କରାଯାଉଥିଲେ ମଧ୍ୟ ବାଣିଜି୍ୟକ ଉଦ୍ଦେଶ୍ୟରେ ଏଠାରେ କ୍ଷୀର ବିକ୍ରି କରାଯାଏ ନାହିଁ। 

ବେଡରୁମରେ ପତ୍ନୀଙ୍କୁ ବୟଫ୍ରେଣ୍ଡ୍‌ଙ୍କ ସହ ଦେଖିବା ପରେ ସ୍ବାମୀ...

ବେଡରୁମରେ ପତ୍ନୀଙ୍କୁ ବୟଫ୍ରେଣ୍ଡ୍‌ଙ୍କ ସହ ଦେଖିବା ପରେ ସ୍ବାମୀ...

ନିଜ ବେଡ୍‌ରୁମରେ ପତ୍ନୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଦେଖି ସ୍ବାମୀ ଏମିତି କିଛି ଦାବି କଲେ ଯାହା ଶୁଣି ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। ସାଧାରଣତଃ ପତ୍ନୀଙ୍କୁ ଅନ୍ୟ କୌଣସିି ପୁରୁଷଙ୍କ ସହ ଦେଖି ସ୍ବାମୀ ପ୍ରତିକ୍ରିୟାଶୀଳ ହୋଇପଡି କିଛି ବି ଭୁଲ କରିଦିଅନ୍ତି।

ବିନ୍ଦି ଲଗାଇଲେ କ୍ରିକେଟର୍‌ ଗୌତମ ଗମ୍ଭୀର

ବିନ୍ଦି ଲଗାଇଲେ କ୍ରିକେଟର୍‌ ଗୌତମ ଗମ୍ଭୀର

ନୂଆଦିଲ୍ଲୀ, ୧୨।୯: ଭାରତୀୟ କ୍ରିକେଟ ଖେଳାଳି ଗୌତମ ଗମ୍ଭୀରଙ୍କ ନୂଆ ରୂପ। ତାଙ୍କ ମଥାରେ ବିନ୍ଦି ଓ ମୁଣ୍ଡରେ ଝିଅଙ୍କ ଓଢଣୀ ପକାଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ବିଶ୍ୱର ସର୍ବପୁରାତନ କଣ୍ଡୋମ

ବିଶ୍ୱର ସର୍ବପୁରାତନ କଣ୍ଡୋମ

ଗର୍ଭ ନିରୋଧକ ବଟିକା ହେଉ ଅବା କଣ୍ଡୋମ କେବଳ ଆଧୁନିକ ଯୁଗରେ ନୁହେଁ, ପୁରାତନ କାଳରେ ମଧ୍ୟ ଏହାର ବ୍ୟବହାର ହେଉଥିଲା। ଭାରତ ଭଳି ଦେଶରେ କଣ୍ଡୋମ ଇତିହାସ ବେଶ୍‌ ପୁରୁଣା। 

ଅଜବ ଫ୍ୟାଶନ: କଟା ଜିନ୍ସର ବେଲ୍ଟ, ମୂଲ୍ୟ ୧,୬୭୨

ଅଜବ ଫ୍ୟାଶନ: କଟା ଜିନ୍ସର ବେଲ୍ଟ, ମୂଲ୍ୟ ୧,୬୭୨

ଦିନକୁ ଦିନ ଯୁବପିଢ଼ିଙ୍କ ମଧ୍ୟରେ ଫ୍ୟାଶନକୁ ନେଇ କ୍ରେଜ ବଢ଼ିବାରେ ଲାଗିଛି। ଏଥିଯୋଗୁ ଡିଜାଇନର୍‌ମାନେ ଯୁବପିଢ଼ିଙ୍କୁ ଆକୃଷ୍ଟ କଲାଭଳି ଭିନ୍ନ ଭିନ୍ନ ଧରଣର ପୋଷାକ ନିର୍ମାଣ କରୁଛନ୍ତି।

ହରିୟାଣାବାସୀଙ୍କ ନିଆରା ସଉକ: ଘର ଉପରେ ଘୋଡ଼ା ଗାଡ଼ି, ଏରୋପ୍ଲେନ୍‌..

ହରିୟାଣାବାସୀଙ୍କ ନିଆରା ସଉକ: ଘର ଉପରେ ଘୋଡ଼ା ଗାଡ଼ି, ଏରୋପ୍ଲେନ୍‌..

ହରିୟାଣାରେ ଗାଡ଼ି ଓ ଘର ପ୍ରତି ଲୋକମାନଙ୍କର ବହୁତ ସଉକ ରହିଛି। ଖାଲି ସେତିକି ନୁହେଁ ସେଠାକାର ଲୋକଙ୍କ ଚିନ୍ତାଧାରା ମଧ୍ୟ ଭିନ୍ନ ପ୍ରକାରର। ସହର ଓ ଗ୍ରାମ ଉଭୟ ପ୍ରକାର ଜୀବନଶୈଳୀକୁ ଆପଣାଉଥିବା ଲୋକେ ହେଉଛନ୍ତି ହରିୟାଣାବାସୀ। ସବୁଠାରୁ ସୁନ୍ଦର ଓ ଭିନ୍ନ ପ୍ରକାରର ଘର ଏଠାରେ ଦେଖିବାକୁ ମିଳିଥାଏ। ଖାସ୍‌ କଥା ହେଲା ଏଠାକାର ଲୋକେ ଘରର ପାଣି ଟାଙ୍କିକୁ ଭିନ୍ନ ଶୈଳୀରେ ବନାଇଥାନ୍ତି।

ପୃଥିବୀର ୨ଗୁଣ ଆକୃତି ଗ୍ରହ ଠାବ

ପୃଥିବୀର ୨ଗୁଣ ଆକୃତି ଗ୍ରହ ଠାବ

ଟରଣ୍ଟୋ: ନାସାର କେପ୍‌ଲର ସ୍ପେସ୍‌ ଟେଲିସ୍କୋପ୍‌ ତଥ୍ୟ ବ୍ୟବହାର କରି ଅନ୍ତର୍ଜାତୀୟ ବୈଜ୍ଞାନିକଙ୍କର ଏକ ଟିମ୍‌ ଏକ ନୂଆ ଗ୍ରହ ଆବିଷ୍କାର କରିଛି। ଏହା ପୃଥିବୀ ଆକୃତିର ୨ଗୁଣ ଏବଂ ୧୪୫ ଆଲୋକବର୍ଷ ଦୂରତାରେ ଅବସ୍ଥିତ। 

ଦିଦି ଲେଖିଲେ ଦୁର୍ଗାଗୀତ

ଦିଦି ଲେଖିଲେ ଦୁର୍ଗାଗୀତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତବର୍ଷ ପ୍ରସିଦ୍ଧ ଦୁର୍ଗାପୂଜା ଉପଲକ୍ଷେ ଗୀତ ରଚନା କରିଛନ୍ତି। ଦୁର୍ଗାପୂଜା ଆୟୋଜକଙ୍କ ବୈଠକରେ ସୂଚନା ଦେଇ ମମତା କହିଛନ୍ତି ସେ ‘ଆଗମନି’ (ଦୁର୍ଗାଙ୍କୁ ବନ୍ଦନା କରି ପାରମ୍ପରିକ ବେଙ୍ଗଲୀ ଗୀତ) ଉଦ୍ଦେଶ୍ୟରେ ଗୀତ ରଚନା କରିଛନ୍ତି।

ଯେଉଁଠି ମହିଳା ହୁଅନ୍ତି ଲଣ୍ଡା ଆଉ କେଶକୁ ନେଇ ହୋଇଥାଏ ଲକ୍ଷାଧିକ ଟଙ୍କାର ବ୍ୟବସାୟ

ଯେଉଁଠି ମହିଳା ହୁଅନ୍ତି ଲଣ୍ଡା ଆଉ କେଶକୁ ନେଇ ହୋଇଥାଏ ଲକ୍ଷାଧିକ ଟଙ୍କାର ବ୍ୟବସାୟ

ଦକ୍ଷିଣ ଭାରତର କେତେକ ମନ୍ଦିରରେ ମହିଳାମାନେ ଲଣ୍ଡା ହେବାର ପରମ୍ପରା ରହିଛି। ଭାରତରେ ଲମ୍ବା କେଶକୁ ନାରୀମାନେ ଭୂଷଣ ଭାବେ ବିବେଚନା କରୁଥିବା ବେଳେ ଏଠି କିନ୍ତୁ ମହିଳାମାନେ ଲଣ୍ଡା ହେବାକୁ ଲଗାନ୍ତି ଲମ୍ବା ଲାଇନ୍‌। ସ୍ଥାନୀୟ ଲୋକଙ୍କ ମତାନୁସାରେ, 

ଝିଅମାନେ ନାମର ପ୍ରଥମ ଅକ୍ଷର ଦେଖି ବାଛନ୍ତୁ ଜୀବନସାଥୀ

ଝିଅମାନେ ନାମର ପ୍ରଥମ ଅକ୍ଷର ଦେଖି ବାଛନ୍ତୁ ଜୀବନସାଥୀ

ଜଣେ ବ୍ୟକ୍ତିର ନାମରୁ ହିଁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ ଲଗାଯାଇପାରେ। ବିଶେଷ କରି ନାମର ପ୍ରଥମ ଅକ୍ଷର ହିଁ ଜଣେ ବ୍ୟକ୍ତି ବିଷୟରେ ଅନେକ କିଛି ତଥ୍ୟ ପ୍ରଦାନ କରେ। ସେଥିପାଇଁ ପିଲାଟିଏ ଜନ୍ମ ହେଲେ ପ୍ରାୟ ମାତାପିତା ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅକ୍ଷର ଚୟନ କରି ଶିଶୁଟିର ନାମକରଣ କରିଥାଆନ୍ତି। 

ଯେଉଁଠି ଜନ୍ମ ଦିନରେ ବେଲୁନ୍‌ ବଦଳରେ ବ୍ୟବହାର କରାଯାଏ କଣ୍ଡୋମ୍‌

ଯେଉଁଠି ଜନ୍ମ ଦିନରେ ବେଲୁନ୍‌ ବଦଳରେ ବ୍ୟବହାର କରାଯାଏ କଣ୍ଡୋମ୍‌

କଣ୍ଡୋମର ନାଁ ଶୁଣିଲେ ଯେ କେହି ଟିକେ ସଙ୍କୋଚ କରିବା ସ୍ବାଭାବିକ କଥା। ହେଲେ କ୍ୱିବାରେ ଏହା ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବିନା ଦ୍ୱିଧାରେ ବ୍ୟବହାର କରନ୍ତି। ସୂଚନା ଅନୁଯାୟୀ, ଏଠାରେ ଲୋକେ ଜନ୍ମଦିନ ପାଳନ କଲେ ବେଲୁନ୍‌ ବଦଳରେ କଣ୍ଡୋମରେ ଘର ସଜାଇ ଥାଆନ୍ତି। 

ଯେଉଁଠି ସ୍ବାମୀଙ୍କ ମୃତ୍ୟୁରେ ପତ୍ନୀ କରନ୍ତି ଅଶ୍ଲୀଳ ଡ୍ୟାନ୍ସ

ଯେଉଁଠି ସ୍ବାମୀଙ୍କ ମୃତ୍ୟୁରେ ପତ୍ନୀ କରନ୍ତି ଅଶ୍ଲୀଳ ଡ୍ୟାନ୍ସ

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ପରିବାର ସଦସ୍ୟଙ୍କ ମୃତ୍‌ୟୁରେ କେଉଁଠି ଶୋକ ପାଳନ କରାଯାଏ ତ କେଉଁଠି ନାଚଗୀତରେ ମସଗୁଲ ହୋଇ ମୃତ ସମ୍ପର୍କୀୟଙ୍କୁ ଶେଷ ବିଦାୟ ଦେଇଥାନ୍ତି ପରିବାର ଲୋକେ।

୯ ବର୍ଷ ଭାରତୀୟ ବାଳକର ପ୍ରତିଭାରେ ବ୍ରିଟେନ ଚକିତ

୯ ବର୍ଷ ଭାରତୀୟ ବାଳକର ପ୍ରତିଭାରେ ବ୍ରିଟେନ ଚକିତ

ଚେସ ଖେଳରେ ବିଶ୍ୱକୁ ଚକିତ କରିଦେଇଛନ୍ତି ଜଣେ ୯ବର୍ଷୀୟ ବାଳକ। ତାଙ୍କୁ ଦେଶର ଆଗାମୀ ବିଶ୍ୱନାଥନ ଆନନ୍ଦ ଆଖ୍ୟା ଦିଆଯାଉଛି। ବ୍ରିଟେନ ଭଳି ଦେଶ ଏହି ବାଳକର ପ୍ରତିଭାରେ ଏତେ ପ୍ରଭାବିତ ଯେ, ଭିଜା ନିୟମ ବଦଳାଇଦେଇଛି।  

ଏ ବର୍ଷ ଏଲ୍‌ ନିନ୍ୟୋ ସମ୍ଭାବନା ୭୦%

ଏ ବର୍ଷ ଏଲ୍‌ ନିନ୍ୟୋ ସମ୍ଭାବନା ୭୦%

ଜେନେଭା: ଚଳିତ ବର୍ଷ ଏଲ୍‌ ନିନ୍ୟୋ ସମ୍ଭାବନା ଅଧିକ। ବର୍ଷର ଶେଷଭାଗକୁ ଏହା ବିଶ୍ୱ ପାଣିପାଗକୁ ପ୍ରଭାବିତ କରିପାରେ ବୋଲି ଜାତିସଂଘ ପକ୍ଷରୁ ଆଶଙ୍କା କରାଯାଇଛି। 

ବିବାହିତାମାନେ କରନ୍ତୁନି ଏହି ଦୁଇଟି କାମ

ବିବାହିତାମାନେ କରନ୍ତୁନି ଏହି ଦୁଇଟି କାମ

ଅନେକ ସମୟରେ ଶାସ୍ତ୍ରରେ ଦିଆଯାଇଥିବା କଥାକୁ ପାଳନ କରଯାଇଥାଏ। କାରଣ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ସେମିତି ବିବାହିତାମାନେ ସୁଖରେ ସଂସାର କରିବାକୁ ହେଲେ ଦୁଇଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।

ପର୍ନ ଫିଲ୍ମ ଦେଖିଲେ ମିଳିବ ଚାକିରି: ଦରମା ୨ଲକ୍ଷ ଟଙ୍କା

ପର୍ନ ଫିଲ୍ମ ଦେଖିଲେ ମିଳିବ ଚାକିରି: ଦରମା ୨ଲକ୍ଷ ଟଙ୍କା

ଅନେକ ଲୋକ ପର୍ନ ଫିଲ୍ମ ବା ଆଡଲ୍ଟ ଫିଲ୍ମ ଦେଖିବାକୁ ପସନ୍ଦ କରିଥାଆନ୍ତି। ହେଲେ ଖୋଲାଖୋଲି ଭାବେ ନୁହେଁ ଲୁଚାଛପାରେ ଏସବୁ ଫିଲ୍ମ ଦେଖାଯାଇଥାଏ। ହେଲେ ଏମିତି ଏକ ଦେଶ ଅଛି ଯେଉଁଠି ପର୍ନ ଫିଲ୍ମ ଦେଖିଲେ ମିଳିବ ଚାକିରି ତା’ସହ ଲକ୍ଷାଧିକ ଟଙ୍କା ଦରମା। 

କର୍ମଚାରୀଙ୍କୁ ୧ ଘଣ୍ଟା ଅବସର ପାଇଁ ପ୍ରସ୍ତାବ

କର୍ମଚାରୀଙ୍କୁ ୧ ଘଣ୍ଟା ଅବସର ପାଇଁ ପ୍ରସ୍ତାବ

କର୍ମଚାରୀଙ୍କୁ ଆରାମ ତଥା ଖୁସି ରଖିବାକୁ ସ୍ବିଡେନ ସରକାର ସର୍ବଦା କିଛି ନୂଆ ନୂଆ ଯୋଜନା କରିଥାନ୍ତି। ଏବେ ପୁଣି ସେମିତି କିଛି ନୂଆ ପ୍ରସ୍ତାବ ଆଗତ ହେବାକୁ ଯାଉଛି। ଏହି ପ୍ରସ୍ତାବ ଅନୁଯାୟୀ ସ୍ବିଡେନ ସରକାର ନିଜ କର୍ମଚାରୀମାନଙ୍କୁ ଏକ ଘଣ୍ଟା ସେକ୍ସ ପାଇଁ ସୁଯୋଗ ଦେବା ଲାଗି ପ୍ରସ୍ତାବ ଦିଆଯାଇଛି। 

ପର୍ନ ଷ୍ଟାରଙ୍କ ସହ ରାତି ବିତାଇବେ ଶ୍ରେଷ୍ଠ କର୍ମଚାରୀ

ପର୍ନ ଷ୍ଟାରଙ୍କ ସହ ରାତି ବିତାଇବେ ଶ୍ରେଷ୍ଠ କର୍ମଚାରୀ

ସାଧାରଣତଃ କର୍ମଚାରୀମାନେ ଶ୍ରେଷ୍ଠ ପ୍ରଦର୍ଶନ କଲେ କମ୍ପାନୀ ବୋନସ୍‌ ଦେଇଥାଏ। କିନ୍ତୁ ଚାଇନାର ଏକ କମ୍ପାନୀ ନିଜ କର୍ମଚାରୀଙ୍କୁ ଏକ ଅଜବ ଉପହାର ଭେଟି ଦେଉଛି। ଟେକ୍ନୋଲୋଜି ସୁରକ୍ଷାଭିତ୍ତିକ ଏହି କମ୍ପାନୀ ନିଜ କର୍ମଚାରୀମାନଙ୍କ ମଧ୍ୟରୁ ଜଣଙ୍କୁ ବର୍ଷର ଶ୍ରେଷ୍ଠ କର୍ମଚାରୀ ଭାବେ ପୁରସ୍କାର ଦେଇଥାଏ। 

ଅନ୍ତରୀକ୍ଷରେ ଭାରତୀୟ ମହାକାଶଚାରୀ

ଅନ୍ତରୀକ୍ଷରେ ଭାରତୀୟ ମହାକାଶଚାରୀ

”ଅନ୍ତରୀକ୍ଷକୁ ଯାତ୍ରା କରିଥିବା ଏକମାତ୍ର ଭାରତୀୟ ହେଉଛନ୍ତି ରାକେଶ ଶର୍ମା, ଯେ ଏକ ରୁଷୀୟ ରକେଟ୍‌ ସାହାଯ୍ୟରେ ୧୯୮୮ ମସିହାରେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ। ତାଙ୍କ ପରେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିବା ଦୁଇଜଣ ମହିଳା ମହାକାଶଚାରୀ କଳ୍ପନା ଚାଓ୍ବଲା ଓ ସୁନୀତା ଉଇଲିୟମ୍‌ସ ମଧ୍ୟ ଅନ୍ତରୀକ୍ଷକୁ ଯାତ୍ରା କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଜଣେ ହେଲେ ଭାରତୀୟ ଭାରତର ନିଜସ୍ବ ଅନ୍ତରୀକ୍ଷକ ଅଭିଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିବାରେ ସଫଳ ହୋଇ ନାହାନ୍ତି।“

ଦୁଇ ହଜାର ବର୍ଷ ତଳର ବେଶ୍ୟାଳୟ

ଦୁଇ ହଜାର ବର୍ଷ ତଳର ବେଶ୍ୟାଳୟ

ଦେହ ବ୍ୟବସାୟ ବା ବେଶ୍ୟାବୃତ୍ତି ଏବେକାର କଥା ନୁହେଁ। ରାଜା ମହାରାଜାଙ୍କ ଅମଳରେ ମଧ୍ୟ ଏହା ପ୍ରଚଳିତ ଥିବା ଇତିହାସ କୁହେ। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି।