ଫୁରସତ

କେଟି ପେରୀ

କେଟି ପେରୀ

ଦିନ ଥିଲା ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ଜୀବନ ବୋଝ ପାଲଟି ଯାଇଥିଲା ତାଙ୍କ ପାଇଁ। ପ୍ରେମିକ ତଥା ସ୍ବାମୀ ରସେଲ୍‌ ବ୍ରାଣ୍ଡଙ୍କ ସହ ସମ୍ପର୍କ ତୁଟିଯିବା (ବ୍ରେକ୍‌ ଅପ୍‌) ପରେ ସେ ନିଜକୁ ଅତ୍ୟନ୍ତ ଅସହାୟ ମନେ କରିଥିଲେ। 

ହୋଲି ଲୁକ୍‌

ହୋଲି ଲୁକ୍‌

ରଙ୍ଗର ପର୍ବ ହୋଲିରେ କେଉଁ ପୋଷାକ ପିନ୍ଧିଲେ ଆଉ କିପରି ସଜେଇ ହେଲେ ପରଫେକ୍ଟ ହୋଲି ଲୁକ୍‌ ପାଇହେବ, ସେ ନେଇ ଅନେକଙ୍କର ଚିନ୍ତା ଥାଏ। କାରଣ ଦିନକୁ ଦିନ ଟ୍ରେଣ୍ଡ ବଦଳୁଛି। 

ଯେଉଁ ଗେଷ୍ଟ ହାଉସକୁ ଶାନ୍ତି ମୃତ୍ୟ ପାଇଁ ଯାଆନ୍ତି ଲୋକେ...

ଯେଉଁ ଗେଷ୍ଟ ହାଉସକୁ ଶାନ୍ତି ମୃତ୍ୟ ପାଇଁ ଯାଆନ୍ତି ଲୋକେ...

ମୃତ୍ୟୁ ପରେ ମୋକ୍ଷ ପାଇଁ ପୃଥିବୀରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। କେହି କେହି ଗଙ୍ଗା ଯାଇ ପାପରୁ ମୁକ୍ତି ପାଇଥାନ୍ତି ବୋଲି ବିଶ୍ୱାସ କରନ୍ତି। ସେହିପରି କେତେକ  ଚାରିଧାମ ଯାତ୍ରା କଲେ ମୋକ୍ଷ ପ୍ରାପ୍ତି ବା ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତି ମିଳିଥାଏ ବୋଲ କହିଥାନ୍ତିି ।

କାହିଁକି ଖାଇବେ ତରଭୁଜ

କାହିଁକି ଖାଇବେ ତରଭୁଜ

ଖରାଦିନେ ତରଭୁଜ ପ୍ରଚୁର ପରିମାଣରେ ମିଳିଥାଏ। ଏଥିରେ ୯୦ ପ୍ରତିଶତ ଜଳୀୟ ଅଂଶ ରହିଛି। ଏହା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ବେଳେ ଏହାର ସେବନରେ ଆମେ ଡିହାଇଡ୍ରେସନ୍‌ ସମସ୍ୟାରୁ ମୁକ୍ତି ପାଇଥାଉ। ଏହାସହ ତରଭୁତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। 

ଶ୍ୱାସରୋଗରୁ ଦୂରେଇ ରହିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଶ୍ୱାସରୋଗରୁ ଦୂରେଇ ରହିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଅରଖଫୁଲର ଅନେକ ଔଷଧୀୟ ଗୁଣ ରହିଛି । ବିଭିନ୍ନ ରୋଗ ଦୂର କରିବାରେ ଏହା ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ। ଅରଖ ଗଛର ପତ୍ର ଓ ଫୁଲ ଶ୍ୱାସରୋଗ, ମଧୁମେହ, ଆର୍ଲ୍‌ଜି ଆଦି ରୋଗକୁ ଭଲ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ଝିଅର ବିବାହ ଜୋତାରେ ମା’ ଲେଖିଲେ ମୃତ୍ୟୁ ପୂର୍ବର ଶେଷ ଆବେଗପୂର୍ଣ୍ଣ ବାର୍ତ୍ତା

ଝିଅର ବିବାହ ଜୋତାରେ ମା’ ଲେଖିଲେ ମୃତ୍ୟୁ ପୂର୍ବର ଶେଷ ଆବେଗପୂର୍ଣ୍ଣ ବାର୍ତ୍ତା

ମା’ଝିଅର ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ଯାହାର ଉଦାହରଣ ଦେଖିବାକୁ ମିଳିଛି ୟୁନାଇଟେଡ୍‌ କିଂଡମର ଲିସେଷ୍ଟରଶିରରେ।

ପର ପୁରୁଷଙ୍କ ସହ ଏଠି ରାତି କାଟିବାକୁ ପଡେ ମହିଳାଙ୍କୁ

ପର ପୁରୁଷଙ୍କ ସହ ଏଠି ରାତି କାଟିବାକୁ ପଡେ ମହିଳାଙ୍କୁ

ଆଫ୍ରିକାରେ ରହିଥିବା ଜନଜାତିଙ୍କ ପରମ୍ପରା କଥା ଶୁଣିଲେ ବେଳେ ବେଳେ ଲୋମ ଟାଙ୍କୁରି ଉଠେ। 

ପ୍ରେମ ପାଇଁ ବସ୍‌ରେ ଯାତ୍ରା କରିଥିଲେ ମୁକେଶ ଅମ୍ବାନୀ

ପ୍ରେମ ପାଇଁ ବସ୍‌ରେ ଯାତ୍ରା କରିଥିଲେ ମୁକେଶ ଅମ୍ବାନୀ

ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ନିଜ କାମ କି ପପୁଲାରିଟିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀଙ୍କ ପ୍ରେମକୁ ନେଇ ସବୁଠି ହେଉଛି ଆଲୋଚନା। 

ପାଠ ପଢ଼ିବା ସମୟରେ ଝିଅକୁ ଜଗି ବସୁଛି କୁକୁର

ପାଠ ପଢ଼ିବା ସମୟରେ ଝିଅକୁ ଜଗି ବସୁଛି କୁକୁର

କୁକୁର ହେଉଛି ମଣିଷର ସବୁଠାରୁ ବିଶ୍ୱସ୍ତ। ସେଥିପାଇଁ ଅଧିକାଂଶ ଲୋକେ ଘରେ କୁକୁର ରଖିଥାନ୍ତି। ଏକ ଛୋଟ ଝିଅ ପାଠ ପଢ଼ିବା ସମୟରେ କୁକୁର ତାକୁ କିପରି ଜଗି ବସି ରହିଛି ଏହି ଭିଡିଓ ଏବେ ସୋଶିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। 

ଜାଣନ୍ତୁ ନିର୍ମା ଓ୍ବାଶିଂ ପାଉଡର ପ୍ୟାକେଟ୍‌ରେ ଧଳାରଙ୍ଗର ଫ୍ରକ୍‌ ପିନ୍ଧିଥିବା ଝିଅ କିଏ..

ଜାଣନ୍ତୁ ନିର୍ମା ଓ୍ବାଶିଂ ପାଉଡର ପ୍ୟାକେଟ୍‌ରେ ଧଳାରଙ୍ଗର ଫ୍ରକ୍‌ ପିନ୍ଧିଥିବା ଝିଅ କିଏ..

ନିର୍ମା ଓ୍ବାଶିଂ ପାଉଡର ଅନେକ ଦିନ ପୂର୍ବରୁ ଆଜି ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ ଆଦରଣୀୟ ହୋଇପାରିଛି। ଏହାର ପ୍ୟାକେଟ ଉପରେ ଧଳାରଙ୍ଗର ଫ୍ରକ ପିନ୍ଧିଥିବା ଛୋଟ ଝିଅକୁ ଦେଖିବାକୁ ମିଳିଥାଏ। ସମୟ ସହିତ ଓ୍ବାଶିିଂ ପାଉଡର ବିଜ୍ଞାପନରେ ଅନେକ ଝିଅଙ୍କୁ ଦେଖିବାକୁ ମିଳିଛି। କିନ୍ତୁ ତାହାର ପ୍ୟାକେଟ କିମ୍ବା ସାବୁନ ଉପରେ ଆଜି ପର୍ଯ୍ୟନ୍ତ ସେଇ ଗୋଟିଏ ଝିଅକୁ ଦେଖିବାକୁ ମିଳିଥାଏ। ତେବେ ସେ କିଏ ଆପଣ ଜାଣନ୍ତି? 

ଏସି ବଗି ଥିବା ଘୋଡ଼ାଗାଡ଼ି

ଏସି ବଗି ଥିବା ଘୋଡ଼ାଗାଡ଼ି

ଯୁଗ ଯେତେ ଆଗକୁ ଗଲେ ମଧ୍ୟ ରାଜାରାଜୁଡ଼ା ସମୟରେ ହେଉଥିବା ବିବାହକୁ ଅନେକ ପସନ୍ଦ କରୁଛନ୍ତି। ଏଇ ଯେମିତି ବିରାଟ ପଟୁଆର ସହ ରାଜା ସବାରୀ ପାଲିଙ୍କି ଆଉ ଘୋଡ଼ା ଗାଡ଼ି ଚଢ଼ି ବିବାହମଣ୍ଡପକୁ ଆସୁଥିଲେ। ଠିକ୍‌ ସେମିତି ଏହି ଟ୍ରେଣ୍ଡ ଏବେ ଚାଲିଛି। ବାଜା ରୋଷଣୀ ସହ ବର ଆସିବ ବରଯାତ୍ରୀ ନେଇ। ତାହା ପୁଣି ଏସି ବଗି ଥିବା ଘୋଡ଼ାଗାଡ଼ିରେ। ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ଛତିଶଗଡ଼ର ରାୟପୁରରେ ଏବେ ବର ଯିବା ପାଇଁ ଏସି ଘୋଡ଼ାଗାଡ଼ି ଦେଖିବାକୁ ମିଳୁଛି। ଏଥିରେ ଏକ ବଗି ରହିଛି ଯେଉଁଥିରେ ବର ଆରାମରେ ବସି ଯାଇପାରିବ

ମହଙ୍ଗା ପଡିଲା ଯୁବତୀଙ୍କୁ ଅଙ୍ଗ ପ୍ରଦର୍ଶନ କରିବା : ବିମାନରୁ ଓହ୍ଲାଇବାକୁ ଦିଆଗଲା ଧମକ

ମହଙ୍ଗା ପଡିଲା ଯୁବତୀଙ୍କୁ ଅଙ୍ଗ ପ୍ରଦର୍ଶନ କରିବା : ବିମାନରୁ ଓହ୍ଲାଇବାକୁ ଦିଆଗଲା ଧମକ

ମହିଳା ମାନଙ୍କ କପଡାକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ କ୍ଷେତ୍ରରେ ଲୋକେ ଆପତ୍ତି ଉଠାଇଥାନ୍ତି। ବେଳେ ବେଳେ ଏହି ଛୋଟ ଡ୍ରେସକୁ ନେଇ ଯୁବତୀ ବା ମହିଳାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। 

ଆଜୀବନ ବାସନ୍ଦ ହେବା ପରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶ୍ରୀସନ୍ଥ; ଜେଲ ଯିବା ସମୟରେ ରୋଷେଇଘରେ ଶୋଉଥିଲେ ସ୍ତ୍ରୀ

ଆଜୀବନ ବାସନ୍ଦ ହେବା ପରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶ୍ରୀସନ୍ଥ; ଜେଲ ଯିବା ସମୟରେ ରୋଷେଇଘରେ ଶୋଉଥିଲେ ସ୍ତ୍ରୀ

ଆଇପିଏଲ୍‌ରେ ସ୍ପୋର୍ଟ ଫିକ୍ସିଂ ମାମଲାରେ ଛନ୍ଦି ହୋଇ ଆଜୀବନ  କ୍ରିକେଟରୁ ବାସନ୍ଦ ହୋଇଥିଲେ ଭାରତୀୟ କ୍ରିକେଟର ଶ୍ରସନ୍ଥ। ଶୁକ୍ରବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ୩ ମାସ ମଧ୍ୟରେ ମାମଲା ସହ ଜଡ଼ିତ ସମସ୍ତ କାଗଜପତ୍ର ଉପସ୍ଥାପନ କରିବା ଲାଗି କୋର୍ଟ କହିବା ସହ ବାସନ୍ଦାଦେଶ ହଟାଇବା ପରେ ଶ୍ରୀସନ୍ଥ ଓ ତାଙ୍କ ପରିବାର ଆଶ୍ୱସ୍ଥ ହୋଇଛନ୍ତି। 

ରଙ୍ଗ କି ଅବିର ନୁହେଁ ଯେଉଁଠି ଚିତାଭସ୍ମରେ ଖେଳାଯାଏ ହୋଲି

ରଙ୍ଗ କି ଅବିର ନୁହେଁ ଯେଉଁଠି ଚିତାଭସ୍ମରେ ଖେଳାଯାଏ ହୋଲି

ହୋଲି ଆସିଲେ ପିଲାଠାରୁ ବୟସ୍କ ସମସ୍ତେ ଯେମିତି ଏହାକୁ ଅପେକ୍ଷା ରଖିଥାଆନ୍ତି। ଏହି ହୋଲି ସାଧାରଣତଃ ରଙ୍ଗ ବା ଅବିରରେ ଖେଳା ଯାଇଥାଏ। ହେଲେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଚିତାଭସ୍ମରେ ଖେଳାଯାଏ ହୋଲି। 

ଏଠାରେ ଟମାଟୋ ଫୋପାଡ଼ି ପାଳନ କରାଯାଏ ହୋଲି

ଏଠାରେ ଟମାଟୋ ଫୋପାଡ଼ି ପାଳନ କରାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ପାଳିତ ହୋଇଥାଏ ହୋଲି।  ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ ସ୍ପେନର ଭାଲେନ୍‌ଶିୟା ନଗରରେ ଟମାଟୋ ଫୋପାଡ଼ି ହୋଲି ମନାଯାଇଥାଏ। 

ଚକୋଲେଟ୍‌ ଖାଇଲେ ମିଳିବ ମନପସନ୍ଦ ଚାକିରି

ଚକୋଲେଟ୍‌ ଖାଇଲେ ମିଳିବ ମନପସନ୍ଦ ଚାକିରି

ଚାକିରିଟିଏ ପାଇବାକୁ ଆଜିକାଲିର ଯୁବପିଢ଼ିଙ୍କୁ ବହୁ କଷ୍ଟ କରିବାକୁ ପଡୁଛି। ହେଲେ Mondelez International କମ୍ପାନୀରେ ଯେଉଁମାନେ ଚକୋଲେଟ୍‌ ଖାଇ ପାରୁଥିବେ ସେମାନଙ୍କୁ ଭଲ ଚାକିରି ମିଳୁଛି।

ଏସବୁ କଥା ମହିଳା ରଖନ୍ତି ଲୁଚେଇ...

ଏସବୁ କଥା ମହିଳା ରଖନ୍ତି ଲୁଚେଇ...

ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ହେଉଛି ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ମହିଳାମାନେ କେତେକ କଥାକୁ ପାର୍ଟନରଙ୍କଠାରୁ ଲୁଚେଇ ରଖନ୍ତି। ବିବାହିତ ଜୀବନରେ ଝଡ଼ ଯେପରି ନ ଆସୁ ଏହା ସବୁ ମହିଳା ଚାହିଁଥାନ୍ତି। 

ଶେଷ ସମୟରେ ମୁହଁରେ କାହିଁକି ରଖାଯାଏ ଗଙ୍ଗାପାଣି ଓ ତୁଳସୀ...

ଶେଷ ସମୟରେ ମୁହଁରେ କାହିଁକି ରଖାଯାଏ ଗଙ୍ଗାପାଣି ଓ ତୁଳସୀ...

ମୃତ୍ୟୁକୁ ଜୀବନର ଏକ ମାତ୍ର ସତ୍ୟଭାବେ ଗ୍ରହଣ କରାଯାଇଥାଏ। ଏନେଇ ବିଭିନ୍ନ ଶାସ୍ତ୍ରରେ ଉଲ୍ଲେଖ ଅଛି। ଭାରତୀୟ ପରମ୍ପରାରେ ମୃତ୍ୟୁପରେ ମୁହଁରେ ଗଙ୍ଗାପାଣି ଓ ତୁଳସୀ ରଖାଯାଏ। 

ହୋଲି ପରେ ଦେଖାଯାଇଥାଏ ଏସବୁ ସମସ୍ୟା

ହୋଲି ପରେ ଦେଖାଯାଇଥାଏ ଏସବୁ ସମସ୍ୟା

ହିନ୍ଦୁ ଧର୍ମରେ ହୋଲି ପର୍ବକୁ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ରଙ୍ଗର ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଆଜିକାଲିର ସମୟରେ ନାନାଦି କେମିକାଲରେ ନିର୍ମିତ ରଙ୍ଗକୁ ବ୍ୟବହାର କରିବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଜାଣନ୍ତୁ ସେ ସବୁ ସମ୍ପର୍କରେ..

ଯେଉଁଠି ତେଲରେ ଗାଧୋଇବା ଦ୍ୱାରା ଭଲ ହୋଇଥାଏ ୭୦ ପ୍ରକାର ରୋଗ

ଯେଉଁଠି ତେଲରେ ଗାଧୋଇବା ଦ୍ୱାରା ଭଲ ହୋଇଥାଏ ୭୦ ପ୍ରକାର ରୋଗ

ପାଣି କିମ୍ବା କ୍ଷୀରରେ ଗାଧୋଇବା କଥା ସମସ୍ତେ ଜାଣନ୍ତି। ହେଲେ ତେଲରେ ଗାଧୋଇବା କଥା ପ୍ରାୟ କେହି ଜାଣି ନ ଥିବେ। ଇରାନ ନିକଟରେ ଅବସ୍ଥିତ ଅଜର୍‌ବୈଜାନ ଦେଶର ନାଫ୍‌ତଲାନ୍‌ ସହରରେ ଏକ ହେଲ୍‌ଥ ସେଣ୍ଟର ରହିଛି, ଯେଉଁଠି ତେଲ ଭର୍ତ୍ତି ବାଥ୍‌ ଟବ୍‌ରେ ଲୋକେ ଗାଧୋଇଥାନ୍ତି। 

ପୁରୁଷଙ୍କ ପେଟରୁ ବାହାରିଲା ମହିଳାଙ୍କ ଅଙ୍ଗ

ପୁରୁଷଙ୍କ ପେଟରୁ ବାହାରିଲା ମହିଳାଙ୍କ ଅଙ୍ଗ

ବିଜ୍ଞାନର ଅଗ୍ରଗତି ଯୋଗଁୁ ଯେକୌଣସି ରୋଗ ସମ୍ପର୍କରେ ଜାଣିବା ପାଇଁ ଆଉ ଅସୁବିଧା ହେଉନାହିଁ।  ମାତ୍ର ବେଳେବେଳେ ରୋଗ ନିରୂପଣରେ ତ୍ରୁଟି ପରିଲକ୍ଷିତ ହେଉଛି। 

ଅନ୍‌ଲାଇନ୍‌ରେ ମିଳୁଛି କାନ ଓ ଆଙ୍ଗୁଠି

ଅନ୍‌ଲାଇନ୍‌ରେ ମିଳୁଛି କାନ ଓ ଆଙ୍ଗୁଠି

ମାର୍କେଟରେ ବିଭିନ୍ନ ପ୍ରକାର ଜୁଏଲେରୀ ମିଳୁଥିବା ଜାଣିଛନ୍ତି, ମାତ୍ର କାନ ଓ ଆଙ୍ଗୁଠି ମିଳୁଥିବାର କେବେ ଶୁଣିଛନ୍ତି?

ନୋବେଲ ଶାନ୍ତି ପାଇବେ ସ୍ବିଡେନ୍‌ ସମାଜସେବୀ

ନୋବେଲ ଶାନ୍ତି ପାଇବେ ସ୍ବିଡେନ୍‌ ସମାଜସେବୀ

କୋପେନ୍‌ହାଗେନ୍‌: ଚଳିତବର୍ଷ ନୋବେଲ ଶାନ୍ତି ପାଇଁ ସ୍ବିଡେନ୍‌ର ୧୬ବର୍ଷ ବୟସ୍କା ସମାଜସେବୀ ଗ୍ରେଟା ଥୁନ୍‌ବର୍ଗ ମନୋନୀତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ବିରୋଧରେ ତାଙ୍କର ଶାଣିତ ସ୍ବର ପାଇଁ ସେ ନୋବେଲ ଶାନ୍ତି ପାଇବା ସମ୍ଭାବନା ଅଛି।

ଏମିତି ମନ୍ଦିର ଯେଉଁଠି ହାତୀ କରେ ଭଗବାନଙ୍କ ଆଳତି...

ଏମିତି ମନ୍ଦିର ଯେଉଁଠି ହାତୀ କରେ ଭଗବାନଙ୍କ ଆଳତି...

ଭାରତରେ ବିଭିନ୍ନ ମନ୍ଦିରରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ମଥୁରାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଏକ ହାତୀ ଭଗବାନ କୃଷ୍ଣଙ୍କ ଆଳତି କରିଥାଏ। ମଥୁରାର ଗୋକୁଳରେ ରହିଛି ରମଣ ରେବତୀ ମନ୍ଦିର।