ଫୁରସତ

ସର୍ବବୃହତ୍‌ ଉଲ୍‌ କଣ୍ଟା

ସର୍ବବୃହତ୍‌ ଉଲ୍‌ କଣ୍ଟା

ଶୀତଋତୁରେ ଗରମ ପୋଷାକର ଚାହିଦା କାହିଁରେ କ’ଣ ରହିଥାଏ। ତେବେ ପୁରୁଣା ଦିନରେ ଆମ ଆଈ ଜେଜେମା’ମାନେ ଉଲ୍‌ କଣ୍ଟା ସାହାଯ୍ୟରେ ସ୍ବେଟର, ମଫ୍‌ଲର୍‌ ବୁଣୁଥିବାର ଆମେ ଦେଖିଛେ।

ଝଡ଼ିଗଲା କୁକୁରର କାନ

ଝଡ଼ିଗଲା କୁକୁରର କାନ

ଆଜିକାଲି କୁକୁର ମାଲିକମାନେ ନିଜ କୁକୁରକୁ ଷ୍ଟାଇଲିଶ୍‌ ଲୁକ୍‌ ଦେବାକୁ କେତେ କ’ଣ କରୁଛନ୍ତି। ଷ୍ଟାଇଲିଶ୍‌ ପୋଷାକ ସହ ବିଭିନ୍ନ ଆସେସରିଜ୍‌ ଏମିତିକି ସେମାନଙ୍କ କେଶକୁ ବିଭିନ୍ନ ରଙ୍ଗ ଓ ରୂପ ଦେଉଛନ୍ତି। 

ସତସତିକା ନରସିଂହ

ସତସତିକା ନରସିଂହ

ପୌରାଣିକ କଥା ପରି ଲାଗୁଥିଲେ ମଧ୍ୟ ବାସ୍ତବ ଜୀବନରେ ଏମିତି ଜଣେ ମଣିଷ ହେଉଛନ୍ତି ଷ୍ଟିଫାନ୍‌ ବିବ୍ରୋସ୍କି, ଯାହାଙ୍କ ମୁହଁ ଦେଖିବାକୁ ଠିକ୍‌ ସିଂହ ଭଳି ଥିଲା। ସେ ଥିଲେ ଜଣେ ବିଖ୍ୟାତ ସାଇଡ୍‌ସୋ ପରଫର୍ମର। 

ଗଛରେ ଲାଇବ୍ରେରି

ଗଛରେ ଲାଇବ୍ରେରି

ବହିକୁ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ ଲାଇବ୍ରେରି ଅତି ପ୍ରିୟ ସ୍ଥାନଟିଏ।  ତେବେ ଏମିତି କିଛି ଅଜବ ଲାଇବ୍ରେରି ଅଛି, ଯାହା କେବଳ ପୁସ୍ତକପ୍ରେମୀଙ୍କୁ ନୁହେଁ ସମସ୍ତଙ୍କୁ ଆକୃଷ୍ଟ କରିଥାଏ।

ଷଣ୍ଢ ଭାବୁଛି ନିଜକୁ ଘୋଡ଼ା

ଷଣ୍ଢ ଭାବୁଛି ନିଜକୁ ଘୋଡ଼ା

ଏହା ଏକ ୧.୩ ଟନ୍‌ର ଷଣ୍ଢ। ହେଲେ  ତା’ ଭିତରେ ଭରିରହିଛି ଜୋସ୍‌। ସେ ଦୌଡ଼େ, ଏମିତିକି ଘୋଡ଼ାଙ୍କ ପରି ଶୋ’ ଜମ୍ପ୍‌ ବି କରେ। ତା’ର ମାଲିକ ତା’ ଉପରେ ବସି ତାକୁ ଘୋଡ଼ା ପରି ବି ଦୌଡ଼ାଇ ଥାଆନ୍ତି। ଅନେକେ ତ ତାକୁ ଷଣ୍ଢ ନୁହେଁ, ଘୋଡ଼ା ବୋଲି କହନ୍ତି। 

ବିଞ୍ଝବାହାଲରୁ   ମୁମ୍ବାଇ

ବିଞ୍ଝବାହାଲରୁ ମୁମ୍ବାଇ

ସମସ୍ତଙ୍କ ଇଚ୍ଛାଥାଏ - ଭଲ ପାଠ ପଢ଼ିବା। ଆଉ ବଡ଼ ଚାକିରି କରିବା। ହେଲେ ଶିଶିରଙ୍କ ଇଚ୍ଛା ଥିଲା ଏସବୁରୁ ଭିନ୍ନ। ସେ ସ୍ବପ୍ନ ଦେଖୁଥିଲେ, ସେ ପାଞ୍ଚଜଣରେ ଜଣେ ହୋଇ ବାହାରିବେ। ତାଙ୍କୁ ସମସ୍ତେ ଜାଣିବେ। ବାହାବା କରିବେ। ଆଉ ସେକଥା ଦେଖି ତାଙ୍କ ବାପାମା’ ତଥା ବଡ଼ଭାଇଙ୍କ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯିବ। 

ପ୍ରଥମ ଦରମା ମା’ଙ୍କୁ ଦେଇଥିଲି

ପ୍ରଥମ ଦରମା ମା’ଙ୍କୁ ଦେଇଥିଲି

ଦେବଗଡ଼ ସହରର ଶାସନ ସାହିରେ ମୋ ଜନ୍ମ। ସ୍ଥାନୀୟ ବାଳକ ପ୍ରାଥମିକ ବିଦ୍ୟାଳୟରେ ୩ୟ ପର୍ଯ୍ୟନ୍ତ ପଢ଼ିବା ପରେ ରାଜା ବାସୁଦେବ ଉଚ୍ଚବିଦ୍ୟାଳୟରେ ନାଁ ଲେଖାଇଲି। ସେଠାରେ ଦଶମ ପର୍ଯ୍ୟନ୍ତ ପଢ଼ିଲି। ପିଲାଦିନରୁ ମୋର ଖେଳ ପ୍ରତି ବିଶେଷ ଆକର୍ଷଣ ଥିଲା।

ଲୁଚି ଲୁଚି ଆସି ସପନ ରାଣୀ,  ଇସାରାରେ ନେଲା ମନକୁ କିଣି

ଲୁଚି ଲୁଚି ଆସି ସପନ ରାଣୀ, ଇସାରାରେ ନେଲା ମନକୁ କିଣି

ପ୍ରଶ୍ନ-ସେ ସବୁବେଳେ ମୋ ସପନରେ ଆସୁଛି। ଏବେ ଦେଖିଲା ବେଳକୁ ମୋ ମନକୁ କିଏ ଚୋରି କରି ନେଇଛି। ହେଲେ ଏହା କେମିତି ଚୋରି ହୋଇଗଲା ତାହା ଜାଣିପାରୁନାହିଁ।     

ବୀର ଯବାନ

ବୀର ଯବାନ

ଯୁଦ୍ଧ କେବେ ବି କାହାର କାମ୍ୟ ନୁହେଁ। ସେ ସାଧାରଣ ନାଗରିକ ହୁଅନ୍ତୁ  କି ଯୋଦ୍ଧା । ଯୁଦ୍ଧର ବିଭୀଷିକା ସମ୍ପର୍କରେ  ଅବଗତଥିବା କେହି ବି କେବେ ଚାହିଁବେନି  ଯେ ଯୁଦ୍ଧ ହେଉ। କିନ୍ତୁ ଯେତେବେଳେ ଦେଶ ମାଟିର ସୁରକ୍ଷାର କଥା ଆସେ ବୀର ଯବାନମାନେ ନିଜ ଜୀବନ ବଦଳରେ କେମିତି ଦେଶକୁ ଶତ୍ରୁଠାରୁ ସୁରକ୍ଷିତ  ରଖିପାରିବେ,  ସେଥିପାଇଁ ଗୋଟିଏ କଥା ହିଁ ଭାବିଥାନ୍ତି। ଦେଶ ଆଗରେ ନିଜକଥା, ନିଜ ପରିବାର କଥା କିଛି ବି ଗୁରୁତ୍ୱ ରଖି ନ ଥାଏ। କେବଳ ଗୋଟିଏ କଥା ଶତ୍ରୁକୁ ନିପାତ କରିବୁ। 

ଯେଉଁ ମନ୍ଦିରରେ ନାହିଁ କବାଟ ଝରକା...

ଯେଉଁ ମନ୍ଦିରରେ ନାହିଁ କବାଟ ଝରକା...

ଭାରତରେ ଥିବା ମନ୍ଦିରଗୁଡିକରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଉତ୍ତରପ୍ରଦେଶ ସୀତାପୁର ଜିଲ୍ଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବାର ପିସାଓ୍ବା ସ୍ଥିତ କୁର୍‌ସଠ ଗାଁରେ ରହିଛି ଏକ ମନ୍ଦିର।

ବିବାହ ସମୟରେ ବର୍ଷା ହେଲେ କି ସଙ୍କେତ ମିଳିଥାଏ

ବିବାହ ସମୟରେ ବର୍ଷା ହେଲେ କି ସଙ୍କେତ ମିଳିଥାଏ

ବିବାହ ସମୟରେ ହେଉଥିବା ବର୍ଷାକୁ ନେଇ କିଛି ସ୍ଥାନରେ ଏହାକୁ ବିଶ୍ୱାସ ଭାବେ ଗ୍ରହଣ କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ଏହାକୁ ଅନ୍ଧ ବିଶ୍ୱାସ ଭାବେ ମଧ୍ୟ ଗ୍ରହଣ କରାଯାଇଥାଏ। 

ଅଖିଳେଶଙ୍କ ପ୍ରେମକାହାଣୀ: ମୁଲାୟମଙ୍କ ବିରୋଧ ସତ୍ତ୍ୱେ ଡିମ୍ପଲଙ୍କୁ କରିଥିଲେ ନିଜର; ରାଜନୀତିରେ ମଧ୍ୟ ରଖିଛନ୍ତି ଆଗରେ

ଅଖିଳେଶଙ୍କ ପ୍ରେମକାହାଣୀ: ମୁଲାୟମଙ୍କ ବିରୋଧ ସତ୍ତ୍ୱେ ଡିମ୍ପଲଙ୍କୁ କରିଥିଲେ ନିଜର; ରାଜନୀତିରେ ମଧ୍ୟ ରଖିଛନ୍ତି ଆଗରେ

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପ୍ରେମକାହାଣୀ ଆରମ୍ଭ ହୋଇଥିଲା ଲକ୍ଷ୍ନୌରୁ  ଅଖିଳେଶ ରାଜନୈତିକ ପରିବାରରୁ ଥିବା ବେଳେ ସ୍ତ୍ରୀ ଡିମ୍ପଲ ଥିଲେ ସେନା ଅଧିକାରୀଙ୍କ ଝିଅ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ କମର୍ସ ବିଭାଗରେ ପଢ଼ୁଥିଲେ ଡିମ୍ପଲ। 

ଯେଉଁ ମନ୍ଦିରରେ ଠାକୁରଙ୍କୁ ଅର୍ପଣ କରାଯାଏ ପ୍ଲାଷ୍ଟିକ ବିମାନ

ଯେଉଁ ମନ୍ଦିରରେ ଠାକୁରଙ୍କୁ ଅର୍ପଣ କରାଯାଏ ପ୍ଲାଷ୍ଟିକ ବିମାନ

ସାଧାରଣତଃ ବିଦେଶ ଯିବା ପାଇଁ ପାର୍ସପୋର୍ଟ ଓ ଭିଜାର ଆବଶ୍ୟକତା ପଡିଥାଏ। ଏବେ ପାର୍ସପୋର୍ଟ ସହଜରେ ମିଳିଯାଉଥିବା ବେଳେ ଭିଜା ମିଳିବାକୁ ବହୁ କଷ୍ଟ ହେଉଛି। ହେଲେ ତେଲେଙ୍ଗାନର ହାଇଦ୍ରାବାଦ ସୀମାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଚିଲକୁର ବାଲାଜୀ ମନ୍ଦିରର ରହିଛି ଏକ ବିଶେଷତା। 

ସୌଭାଗ୍ୟ ପାଇଁ ଏଭଳି ଆପଣାନ୍ତୁ ଗୃହ ପ୍ରବେଶ ବିଧି...

ସୌଭାଗ୍ୟ ପାଇଁ ଏଭଳି ଆପଣାନ୍ତୁ ଗୃହ ପ୍ରବେଶ ବିଧି...

ସୌଭାଗ୍ୟ ଲାଗି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ନିର୍ମାଣ କରିବାକୁ କେତେକ ପସନ୍ଦ କରିଥାନ୍ତି।  ନୂଆ ଘରେ ପ୍ରବେଶ ନେଇ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ରହିଛି କେତେକ ନିୟମ।  ଗ୍ରହ ନକ୍ଷତ୍ର ସ୍ଥିତିକୁ ବିଚାର କରି ଗୃହ ପ୍ରବେଶ ବିଧି ଆପଣେଇଲେ ସୌଭାଗ୍ୟ ସହିତ ଘର ସୁଖ ଶାନ୍ତି ଆସେ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। 

ବିନ୍ସ୍‌କୁ ତେଲରେ ଛାଣିଲେ କ’ଣ ହୁଏ..

ବିନ୍ସ୍‌କୁ ତେଲରେ ଛାଣିଲେ କ’ଣ ହୁଏ..

ବିନ୍ସ୍‌ ଶରୀର ପାଇଁ ଅତି ଉପାଦେୟ। ଏଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। କେହି କେହି ଏହାକୁ ଭାଜି ଅବା ତରକାରୀ କରି ଖାଇଥାନ୍ତି। କେତେକ ଏହାକୁ ତେଲରେ ଛାଣି ଖାଇଥାନ୍ତି। 

ବିଶ୍ୱରେ ଗଧସଂଖ୍ୟା: ତୃତୀୟ ସ୍ଥାନରେ ପାକିସ୍ତାନ

ବିଶ୍ୱରେ ଗଧସଂଖ୍ୟା: ତୃତୀୟ ସ୍ଥାନରେ ପାକିସ୍ତାନ

ଇସଲାମାବାଦ୍‌: ପାକିସ୍ତାନରେ ଗଧଙ୍କ ଚାହିଦା ଢେର ଅଧିକ। ଫଳରେ ଦିନକୁ ଦିନ ଦେଶରେ ଗଧଙ୍କ ସଂଖ୍ୟାବୃଦ୍ଧି ଘଟୁଛି। ଏହାକୁ ନେଇ ଏହା ବିଶ୍ୱର ତୃତୀୟ ଦେଶ ପାଲଟିଛି। କେବଳ ପାକିସ୍ତାନର ଲାହୋରରେ ୪୧ହଜାରରୁ ଊର୍ଦ୍ଧ୍ୱ ଗଧ ଅଛନ୍ତି। 

ଚାଇନା ନିର୍ମାଣ କରୁଛି ସୁପରଫାଷ୍ଟ ‘ମାଗ୍ଲେଭ ଟ୍ରେନ୍‌’, ୨ଶହ କିମି ବେଗରେ ଚାଲିବ

ଚାଇନା ନିର୍ମାଣ କରୁଛି ସୁପରଫାଷ୍ଟ ‘ମାଗ୍ଲେଭ ଟ୍ରେନ୍‌’, ୨ଶହ କିମି ବେଗରେ ଚାଲିବ

ଚାଇନା ଜନସଂଖ୍ୟାର ୬୦ପ୍ରତିଶତ ଲୋକେ ଟ୍ରେନ୍‌ ଉପରେ ନିର୍ଭରଶୀଳ। ଏହାକୁ ନେଇ ସେଠାକାର ଇଞ୍ଜିନିୟର୍ସମାନେ ଏବେ ସୁପରଫାଷ୍ଟ୍‌ ‘ମାଗ୍ଲେବ ଟ୍ରେନ୍‌’ର ନିର୍ମାଣ କରୁଛନ୍ତି। ୨୦୨୦ରେ ଏହି ଟ୍ରେନ୍‌ର ଚଳାଚଳ ଆରମ୍ଭ ହେବ। 

କେଉଁଠି କେମିତି ପାଳନ କରାଯାଏ ବିଶ୍ୱ ମହିଳା ଦିବସ

କେଉଁଠି କେମିତି ପାଳନ କରାଯାଏ ବିଶ୍ୱ ମହିଳା ଦିବସ

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଇଥାଏ। କେତେକ ଦେଶରେ ଏହି ଦିବସକୁ ଛୁଟି ଦିବସ ମଧ୍ୟ ଘୋଷଣା କରାଯାଇଛି। ପ୍ରଥମେ ସୋସିଆଲିଷ୍ଟ ପାର୍ଟି ଅଫ୍‌ ଆମେରିକା ଦ୍ୱାରା ୧୯୦୯ ଫେବୃୟାରୀ ୨୮ରେ ମହିଳା ଦିବସ ପାଳନ କରାଯାଇଥିଲା। 

ମହିଳା ଦିବସରେ ଏଆର ଇଣ୍ଡିଆର ଖାସ୍‌ ପ୍ରସ୍ତୁତି: ଆକାଶରେ ଉଡାଣ ଭରିଲେ କେବଳ ମହିଳା

ମହିଳା ଦିବସରେ ଏଆର ଇଣ୍ଡିଆର ଖାସ୍‌ ପ୍ରସ୍ତୁତି: ଆକାଶରେ ଉଡାଣ ଭରିଲେ କେବଳ ମହିଳା

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ ମହିଳାଙ୍କ ପାଇଁ ଖାସ୍‌ ପ୍ରସ୍ତୁତି କରାଯାଇଛି। 

ଯେଉଁ ମନ୍ଦିରରେ ଠାକୁରଙ୍କୁ ବି ମିଳେ ଦଣ୍ଡ...

ଯେଉଁ ମନ୍ଦିରରେ ଠାକୁରଙ୍କୁ ବି ମିଳେ ଦଣ୍ଡ...

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଣିଷ ଦୋଷ କଲେ  ତାଙ୍କ ପ୍ରତି ଦଣ୍ଡ ବିଧାନ କରାଯାଇଥାଏ। ତେବେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଲୋକେ ଠାକୁରଙ୍କୁ ମଧ୍ୟ ଦଣ୍ଡ ଦେଇଥାନ୍ତି।

ପାରାର ଦାମ୍‌ ୬୫ ଲକ୍ଷ

ପାରାର ଦାମ୍‌ ୬୫ ଲକ୍ଷ

ଇରାକରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ପାରାଙ୍କର ଏକ ରେସ୍‌। ଏଥିରେ ବହୁ ସଂଖ୍ୟାରେ ପ୍ରଶିକ୍ଷଣ ନେଇଥିବା ପାରା ସାମିଲ ହୋଇଥାଆନ୍ତି। ଏହା ବାଗଦାଦରୁ ପ୍ରାୟ ଶହେ କିଲୋମିଟର ଦୂର ଏକ ଖୋଲା ପଡିଆରେ ଅନୁଷ୍ଠିତ ହୋଇଥାଏ।

ଘରେ ଥିଲେ ବାସ୍ତୁଦୋଷ ମିଳେନା ମନପସନ୍ଦର କ୍ୟାରିୟର...

ଘରେ ଥିଲେ ବାସ୍ତୁଦୋଷ ମିଳେନା ମନପସନ୍ଦର କ୍ୟାରିୟର...

ନିଜ କ୍ୟାରିୟରକୁ ନେଇ ସଭିଏଁ  ଚିନ୍ତା କରିଥାନ୍ତି । ତେବେ ବାସ ଘରେ ଥିବା କେତେକ ବାସ୍ତୁଦୋଷ କାରଣରୁ କ୍ୟାରିୟରରେ ଉପୁଜିଥାଏ ବାଧା। ଫଳରେ ଅନେକ ଚେଷ୍ଟା ପରେ ମଧ୍ୟ ସଫଳତା ମିଳିପାରି ନ ଥାଏ। କେତେକ ସହଜ ଉପାୟ ଆପଣେଇଲେ ବାସ ଘରେ ଥିବା ବାସ୍ତୁଦୋଷର ନିରାକରଣ କରାଯାଇପାରିଥାଏ। 

 ବିବାହରେ କାହିଁକି ପିନ୍ଧାଯାଏ ଗୋଡ଼ ମୁଦି...

 ବିବାହରେ କାହିଁକି ପିନ୍ଧାଯାଏ ଗୋଡ଼ ମୁଦି...

ଭାରତରେ ବିବାହିତ ମହିଳା ଗୋଡ଼ମୁଦି ପିନ୍ଧିବା ପରମ୍ପରା ରହିଛି।  ତେବେ ଏହା ପଛରେ ରହିଛି କେତେକ ବୈଜ୍ଞାନିକ କାରଣ। ମହିଳାଙ୍କ ଗୋଡ ମୁଦିର ସମ୍ପର୍କ ଗର୍ଭାଶୟ ସହିତ ରହିଥାଏ। 

ଭଙ୍ଗାରୁଜା ସାମଗ୍ରୀ ଯେଉଁ ମନ୍ଦିରରେ ଠାକୁରଙ୍କୁ କରାଯାଏ ଅର୍ପଣ...

ଭଙ୍ଗାରୁଜା ସାମଗ୍ରୀ ଯେଉଁ ମନ୍ଦିରରେ ଠାକୁରଙ୍କୁ କରାଯାଏ ଅର୍ପଣ...

ଭାରତରେ ରହିଛି ଅନେକ ମନ୍ଦିର। ପ୍ରତି ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ମଧ୍ୟ ପ୍ରଚଳିତ ହୋଇଥାଏ। ହିମାଚଳପ୍ରଦେଶରେ ରହିଛି ମଗରୁ ମହାଦେବଙ୍କ ମନ୍ଦିର।