ଫୁରସତ

ନିଜକୁ ଚିହ୍ନନ୍ତୁ ଏପରି...

ନିଜକୁ ଚିହ୍ନନ୍ତୁ ଏପରି...

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର ଆବଶ୍ୟକତା ରହିଛି । 

ଯେଉଁଠି ଜୁଇ ଚିତା ସାମ୍ନାରେ କନ୍ୟାବର ନିଅନ୍ତି ସାତଫେରା...

ଯେଉଁଠି ଜୁଇ ଚିତା ସାମ୍ନାରେ କନ୍ୟାବର ନିଅନ୍ତି ସାତଫେରା...

ବିହାର ଦରଭଙ୍ଗା ଅଞ୍ଚଳରେ ରହିଛି ଏପରି ଏକ ସ୍ଥାନ ଯେଉଁଠି ଜୁଇ ଚିତା ଜଳୁଥିବା ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ବାନ୍ଧି ହୋଇଥାନ୍ତି ନବବିବାହିତ ଯୋଡ଼ି।

ସମବୟସ୍କ ଯୁବକ ନୁହେଁ ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଯୁବତୀ

ସମବୟସ୍କ ଯୁବକ ନୁହେଁ ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଯୁବତୀ

ଯୁବତୀମାନେ ସମବୟସ୍କ ଯୁବକଙ୍କ ତୁଳନାରେ ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି। ବିବାହିତ ପୁରୁଷଙ୍କ ସହିତ ବୁଝାମଣା କରିବା ସହଜ। 

ବିରହ ଦୁଃଖ ଲାଘବ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ବିରହ ଦୁଃଖ ଲାଘବ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଲିଟେଲ୍‌ ଥେରାପି  ବିରହ ଦୁଃଖ ଲାଘବ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମନଦୁଃଖ ଥିଲେ କିଛି ସମୟ ପାଇଁ ବାହାରେ ବୁଲି ଦୋକାନ ବଜାରରେ ଜିନିଷ କିଣିଲେ ମନ ହାଲକା ଲାଗେ ବୋଲି ଗବେଷକ କହିଥାନ୍ତି। 

ନୂଆବର୍ଷରେ  ୬୯,୯୪୪ ନବଜାତକଙ୍କୁ ସ୍ବାଗତ

ନୂଆବର୍ଷରେ ୬୯,୯୪୪ ନବଜାତକଙ୍କୁ ସ୍ବାଗତ

ନୂଆଦିଲ୍ଲୀ: ଭାରତ ନୂଆବର୍ଷରେ ପାଖାପାଖି ୬୯,୯୪୪ ଶିଶୁଙ୍କୁ ସ୍ବାଗତ କରିଛି। ଭାରତରେ ନୂଆବର୍ଷରେ ଜନ୍ମିତ ଶିଶୁଙ୍କ ସଂଖ୍ୟା ସର୍ବାଧିକ। ଚାଇନାରେ ୪୪,୯୪୦ ଶିଶୁଙ୍କ ଜନ୍ମ ହୋଇଥିବା ବେଳେ ଏହା ଭାରତ ପଛକୁ ରହିଥିବା ୟୁନାଇଟେଡ ନେଶନ୍ସ ଇଣ୍ଟରନ୍ୟାଶନାଲ ଚିଲ୍‌ଡ୍ରେନ୍ସ ଇମରଜେନ୍ସି ଫଣ୍ଡ (ୟୁନିସେଫ୍‌) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ କରାଯାଇଛି।

ବୟଫ୍ରେଣ୍ଡକୁ ବିବାହ କରିବାକୁ ୧୭୨ ଦିନ ସମୟ ନିଅନ୍ତି ଯୁବତୀ

ବୟଫ୍ରେଣ୍ଡକୁ ବିବାହ କରିବାକୁ ୧୭୨ ଦିନ ସମୟ ନିଅନ୍ତି ଯୁବତୀ

ବିବାହ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଏ। ତେବେ ଯେଉଁ ଯୁବତୀଙ୍କର ବୟଫ୍ରେଣ୍ଡ ଥାଆନ୍ତି ଓ ସେମାନେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ସେଥିପାଇଁ ଯୁବତୀମାନେ ବେଶ୍‌ କିଛି ସମୟ ଚିନ୍ତା କରନ୍ତି ବୋଲି ଗବେଷକମାନେ କହିଛନ୍ତି। ନିକଟରେ ସିକାଗୋ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। 

ଓଠର ଲିପଷ୍ଟିକ୍‌ ରଙ୍ଗ କୁହେ ଅକୁହା କଥା...

ଓଠର ଲିପଷ୍ଟିକ୍‌ ରଙ୍ଗ କୁହେ ଅକୁହା କଥା...

ପ୍ରସାଧନ ସାମଗ୍ରୀ ମଧ୍ୟରେ ଲିପଷ୍ଟିକ୍‌ର ସ୍ଥାନ ସ୍ବତନ୍ତ୍ର| ଲିପଷ୍ଟିକ୍‌ର ହାଲକା ପରଶରେ ସୌନ୍ଦର୍ଯ୍ୟରେ ଆସେ ଏକ ନୂଆ ଚମକ| 

ଯେଉଁଠି ପ୍ରେମ କାହାଣୀ ହୁଏ ବ୍ୟାଙ୍କରେ ଜମା...

ଯେଉଁଠି ପ୍ରେମ କାହାଣୀ ହୁଏ ବ୍ୟାଙ୍କରେ ଜମା...

ସ୍ଲୋଭାକିଆର ବନସ୍କା ଷ୍ଟିବିନିକା ସହରରେ ରହିଛି ପ୍ରେମୀ ଯୁଗଳଙ୍କ କାହାଣୀ ବ୍ୟାଙ୍କ। ଏହାକୁ କୁହାଯାଏ ଲଭ୍‌ ବ୍ୟାଙ୍କ। ପୃଥିବୀର ବିଭିନ୍ନ ସ୍ଥାନରୁ ପ୍ରେମୀ ଯୁଗଳ ଭାଲେଣ୍ଟାଇନ୍‌ ଡେ’ରେ ଏହି ବ୍ୟାଙ୍କକୁ  ଆସିଥାନ୍ତି ସେମାନଙ୍କର ପ୍ରେମ କାହାଣୀ ଜମା କରିବାକୁ । 

ଗର୍ଭାବସ୍ଥାରେ ପିତ୍ତ  ପ୍ରବାହରେ ଶିଥିଳତା

ଗର୍ଭାବସ୍ଥାରେ ପିତ୍ତ ପ୍ରବାହରେ ଶିଥିଳତା

ଅବ୍‌ଷ୍ଟେଟ୍ରିକ୍ସ କୋଲେଷ୍ଟାସିସ୍‌ ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ଗର୍ଭାବସ୍ଥାରେ ଝରୁଥିବା ହରମୋନ ‘ଇଷ୍ଟୋଜେନ୍‌’ର ଆଧିକ୍ୟ ଯୋଗୁ ପିତ୍ତକୋଷରେ ଏବଂ ପିତ୍ତକୋଷକୁ ପ୍ରବାହିତ ହେଉଥିବା ନଳୀରେ ପିତ୍ତ ଜମିଯାଏ।

ବାର୍ଷିକ ରାଶିଫଳ

ବାର୍ଷିକ ରାଶିଫଳ

ମେଷ

ଅଶ୍ୱିନୀ/ମେଷ- ପୂର୍ବରୁ ଲାଗିରହିଥିବା ଅସୁସ୍ଥତା କ୍ରମଶଃ ଦୂରେଇଯିବ। ଆତ୍ମୀୟଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ସହଯୋଗରେ ସନ୍ତାନଙ୍କ ବିବାହକାର୍ଯ୍ୟ ସମ୍ପନ୍ନ କରିପାରିବେ। ନୂତନ ଗୃହପ୍ରବେଶ, ଯାନବାହନ, ଧାତୁ ଅଳଙ୍କାରାଦି କ୍ରୟ କରିବା ଦିଗରେ ଚେଷ୍ଟିତ ରହିପାରନ୍ତି। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଶତ୍ରୁତାଜନିତ ସମସ୍ୟା ସାମୟିକ ଭାବରେ କାର୍ଯ୍ୟର ଅଗ୍ରଗତିରେ ବାଧା ସୃଷ୍ଟି କରିପାରେ। ବୃହସ୍ପତି ଓ ନବମସ୍ଥ ଶନିଙ୍କ ହେତୁ ମଧ୍ୟଭାଗରେ ପରିବାରରେ ଭୁଲ ବୁଝାମଣା, ଇତର ଲୋକଙ୍କ ପ୍ରାଦୁର୍ଭାବ, ପ୍ରିୟଜନଙ୍କ ଦେହାନ୍ତ ପ୍ରଭୃତି ଦୁଃଖଦ ଖବରରେ ମ୍ରିୟମାଣ ହୋଇପାରନ୍ତି। କର୍ମକ୍ଷେତ୍ରରେ ନୀଚଜନ ସହ ବିବାଦ ଓ କୂଟଚକ୍ରାନ୍ତର ଶିକାର ହୋଇ ହଇରାଣ ହେବାକୁ ପଡ଼ିପାରେ। 

ସୋସିଆଲ୍‌ ମିଡିଆ ସମ୍ପର୍କରେ ଫାଟ ସୃଷ୍ଟି କରେ ଏସବୁ ଅଭ୍ୟାସ...

ସୋସିଆଲ୍‌ ମିଡିଆ ସମ୍ପର୍କରେ ଫାଟ ସୃଷ୍ଟି କରେ ଏସବୁ ଅଭ୍ୟାସ...

ଆପଣାର ଲୋକ ସହିତ ଜଡିତ ରହିବା ଓ ପାର୍ଟନରଙ୍କ ପ୍ରତି ଭଲପାଇବା ପ୍ରକାଶ କରିବାର ସବୁଠାରୁ ସହଜ ମାଧ୍ୟମ ଏବେ ପାଲଟିଛି ସୋସିଆଲ୍‌ ମିଡିଆ । ତେବେ କେତେକ ଅଭ୍ୟାସ ଯୋଗୁ ସୋସିଆଲ ମିଡ଼ିଆ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

ଜୀବନରେ ଖୁସି ଆଣିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଜୀବନରେ ଖୁସି ଆଣିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଦାମ୍ପତ୍ୟ ଜୀବନରେ ଖୁସି ଲାଗି ଜୀବନ ସାଥୀଙ୍କ ମନ ବୁଝି କାମ କରିବା ଗୁରୁତ୍ୱପୂର୍ଣ୍ଣ। ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଇର୍ଷା ଦ୍ୱେଷ ଭାବ ଝଡ଼ ଆଣିଥାଏ। 

ପ୍ରେମ ଓ ସୌଭାଗ୍ୟ ସୂଚନା ଦିଏ ହସ୍ତାକ୍ଷର...

ପ୍ରେମ ଓ ସୌଭାଗ୍ୟ ସୂଚନା ଦିଏ ହସ୍ତାକ୍ଷର...

ହସ୍ତାକ୍ଷରରୁ ଜଣେ ବ୍ୟକ୍ତିଙ୍କ ଚିନ୍ତାଧାରା ସମ୍ପର୍କରେ ଜଣାପଡିଥାଏ। ଏଥିରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସୌଭାଗ୍ୟ ସମ୍ପର୍କରେ ମଧ୍ୟ ସୂଚନା ମିଳେ। ବ୍ୟକ୍ତିଙ୍କ ହସ୍ତାକ୍ଷର ତାଙ୍କୁ ପ୍ରେମରେ ସଫଳତା ମିଳିବ କି ନାହିଁ ସୂଚାଇ ଦେଇଥାଏ।

ଯେଉଁଠି କଦଳୀ ଗଛ ସହିତ କରାଯାଏ ବିବାହ...

ଯେଉଁଠି କଦଳୀ ଗଛ ସହିତ କରାଯାଏ ବିବାହ...

ଆସାମ ବୋଗାଇଁ ଜିଲାର ସୋଲମାରି ଗାଁରେ ଅତି ପ୍ରାଚୀନ କାଳରୁ ରହିଛି ଏକ ନିଆରା ପରମ୍ପରା। ଏଠାରେ କନ୍ୟା ଋତୁମତୀ ହେଲେ ଗାଁ ସାରା ଉତ୍ସବ ପାଳିତ ହୋଇଥାଏ। ମନଖୁସିରେ ସଭିଏଁ ଭୋଜିଭାତରେ ଲାଗନ୍ତି। 

ନୂଆବର୍ଷ ପୂର୍ବ ରାତିରେ ଖାଆନ୍ତୁ ଏସବୁ ଆସିବ ସୌଭାଗ୍ୟ

ନୂଆବର୍ଷ ପୂର୍ବ ରାତିରେ ଖାଆନ୍ତୁ ଏସବୁ ଆସିବ ସୌଭାଗ୍ୟ

ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରି ଥାଆନ୍ତି। ହେଲେ କିଛି ଦେଶରେ ନୂଆବର୍ଷରେ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। କାରଣ ଏସବୁ ଖାଦ୍ୟ ସୁଖ ସମୃଦ୍ଧି ଆଣି ଦିଏ ବୋଲି ବିଶ୍ୱାସ ରହିଛି। 

ଏସବୁ ରାଶି ବ୍ୟକ୍ତିଙ୍କୁ ୨୦୧୯ରେ ବ୍ୟବସାୟରେ ମିଳିବ ସଫଳତା...

ଏସବୁ ରାଶି ବ୍ୟକ୍ତିଙ୍କୁ ୨୦୧୯ରେ ବ୍ୟବସାୟରେ ମିଳିବ ସଫଳତା...

୨୦୧୯ରେ କେତେକ ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ମିଳିବ ସଫଳତା। କେଉଁ କେଉଁ ରାଶି ପାଇଁ ନୂଆବର୍ଷ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା...

ଚୁମ୍ବନକୁ ସାବଧାନ; ରହିଛି ହଳାହଳ ବିଷ...

ଚୁମ୍ବନକୁ ସାବଧାନ; ରହିଛି ହଳାହଳ ବିଷ...

ସ୍ନେହ ଓ ପ୍ରେମର ପରିପ୍ରକାଶ ଭାବେ ଚୁମ୍ବନକୁ ଗ୍ରହଣ କରାଯାଇଥାଏ। ମା’ ସନ୍ତାନଙ୍କୁ ସ୍ନେହରେ ଚୁମ୍ବନ ଦେଇଥାନ୍ତି। ସେହିପରି ପ୍ରେମୀ ଯୁଗଳ ପରସ୍ପର ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ତଥା ଆବେଗର ନିଦର୍ଶନ ସ୍ବରୂପ ଚୁମ୍ବନ ଦେଇଥାନ୍ତି।

ଯେଉଁଠି ମଣିଷ ଖାଏ ମଣିଷ ମାଂସ...

ଯେଉଁଠି ମଣିଷ ଖାଏ ମଣିଷ ମାଂସ...

ଆଧୁନିକ ସଭ୍ୟ ସମାଜରେ ମଧ୍ୟ ଏଭଳି ଜନଜାତି ଅଛନ୍ତି, ଯେଉଁମାନେ ମଣିଷ ମାଂସ ଭକ୍ଷଣ କରବାକୁ ପସନ୍ଦ କରିଥାନ୍ତି। ଏଭଳି ଏକ ନରଭକ୍ଷୀ ଜନଜାତି ଭାରତର ନାଗାଲାଣ୍ଡ ରାଜ୍ୟରେ ଥିବା ଘଞ୍ଚ ଜଙ୍ଗଲ ଅଞ୍ଚଳରେ ବାସକରନ୍ତି। 

ପ୍ରତିଦିନ ନୂଆ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଥିଲା ରାଣୀ କ୍ଲିଓପାଟ୍ରାଙ୍କ ସଉକ...

ପ୍ରତିଦିନ ନୂଆ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଥିଲା ରାଣୀ କ୍ଲିଓପାଟ୍ରାଙ୍କ ସଉକ...

ଇଜିପ୍ଟରେ ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧିଲାଗି ଗଧ କ୍ଷୀରରେ ସ୍ନାନ କରନ୍ତି। ଅତି ପ୍ରାଚୀନ କାଳରୁ ଏଠାରେ ଗଧ କ୍ଷୀରକୁ  ପ୍ରସାଧନ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଏଠାରେ ଶାସନ କରୁଥିବା ପୋଟୋଲୋମିକ୍‌ ସାମ୍ରାଜ୍ୟର ରାଣୀ କ୍ଲିଓପାଟ୍ରା ଗଧକ୍ଷୀରରେ ସ୍ନାନ କରିବା ଆରମ୍ଭ କରିଥିଲେ। 

କୁମ୍ଭୀର ସହ ୨୦ ବର୍ଷ

କୁମ୍ଭୀର ସହ ୨୦ ବର୍ଷ

ଥାଇଲାଣ୍ଡ, ଫିତସାନୁଲୋକ୍‌ର ୫୩ ବର୍ଷୀୟା କଣଥିପ୍‌ ନଥିପ୍‌ଙ୍କୁ ଘରୁ ବାହାରକୁ ଗଲେ ଚୋରି ଭୟରେ ତାଲା ପକେଇବାକୁ ପଡ଼ି ନ ଥାଏ। ଚୋର ବି ତାଙ୍କ ଘରକୁ ପଶିବାର ସାହସ କରନ୍ତି ନାହିଁ। 

ନୂଆବର୍ଷର ନୂଆ ସଂକଳ୍ପ

ନୂଆବର୍ଷର ନୂଆ ସଂକଳ୍ପ

ପରିବେଶ ସୁରକ୍ଷା ଲାଗି ସମସ୍ତେ ହେବା ସଚେତନ। ଏକ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ କରିବା ସହ ବୃକ୍ଷ ରୋପଣ, ବିଦ୍ୟୁତ ଏବଂ ଜଳ ସଂରକ୍ଷଣ ଲାଗି ସମସ୍ତେ ହେବା ସଂକଳ୍ପବଦ୍ଧ।

ମାର୍ଶଲ ଗାଡ଼ିର ଛାତ

ମାର୍ଶଲ ଗାଡ଼ିର ଛାତ

ପୁରୁଣା ଗାଡ଼ିକୁ ସୁନ୍ଦର ଘରର ରୂପ ଦିଆଯାଇଥିବା ସମ୍ପର୍କରେ ଜାଣିଥିବେ।  ଲଦାଖରେ ବି ସେମିତି ଏକ ଦୃଶ୍ୟ ନିକଟରେ ଦେଖିବାକୁ ମିଳିଥିଲା। ଯେଉଁଠି ଏକ ପୁରୁଣା ମହିନ୍ଦ୍ରା ମାର୍ଶଲ ଗାଡ଼ିକୁ ଘରର ଛାତ ଭାବେ ବ୍ୟବହାର କରାଯାଇଥିଲା। 

ନୂଆ ବର୍ଷ ଅବସରରେ  ଦୁବାଇର ରେକର୍ଡ

ନୂଆ ବର୍ଷ ଅବସରରେ ଦୁବାଇର ରେକର୍ଡ

ନୂତନ ବର୍ଷକୁ ସ୍ବାଗତ କରିବା ଲାଗି ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।

ପଥରରେ ଫୁଟୁଛି ଶାନ୍ତିର ସ୍ବପ୍ନ

ପଥରରେ ଫୁଟୁଛି ଶାନ୍ତିର ସ୍ବପ୍ନ

ଶିଳ୍ପୀ କେବଳ ନିଜ ପାଇଁ ସ୍ବପ୍ନ ଦେଖେନି, ସେ ବିଶ୍ୱବାସୀଙ୍କୁ ନେଇ ସ୍ବପ୍ନ ଦେଖେ। ସେମିତି ଜଣେ ଶିଳ୍ପୀ ହେଉଛନ୍ତି ବାଲେଶ୍ୱର ଜିଲାର ବ୍ରଜକିଶୋର ଜେନା।  ପଥରରେ ଶାନ୍ତିର ସ୍ବପ୍ନ ଫୁଟାଉଥିବା ଏହି ଶିଳ୍ପୀ କେବଳ ସେତିକିରେ ସନ୍ତୁଷ୍ଟ ନୁହନ୍ତି, ଅଧିକନ୍ତୁ ସେ କାବ୍ୟ କବିତା ମଧ୍ୟ ରଚନା କରନ୍ତି।