ଫୁରସତ

ବ୍ୟାଙ୍କ- ଯେଉଁଠି ମଣିଷ ନୁହେଁ, ରୋବଟ୍‌ ଓ ମେଶିନ୍‌ କରନ୍ତି କାମ

ବ୍ୟାଙ୍କ- ଯେଉଁଠି ମଣିଷ ନୁହେଁ, ରୋବଟ୍‌ ଓ ମେଶିନ୍‌ କରନ୍ତି କାମ

ଚାଇନାର ସାଂଘାଇରେ ଏମିତି ଏକ ବ୍ୟାଙ୍କ ଅଛି, ଯାହା ସାରା ଦୁନିଆରେ ଚର୍ଚ୍ଚିତ। ଏ ହେଉଛି ପୃଥିବୀର ପ୍ରଥମ ବ୍ୟାଙ୍କ, ଯେଉଁଠି କୌଣସି କର୍ମଚାରୀ ନାହାନ୍ତି। କହିବାକୁ ଗଲେ ଉକ୍ତ ବ୍ୟାଙ୍କରେ ନାହାନ୍ତି ଜଣେ ବି ମଣିଷ। 

କୁକୁଡ଼ାଙ୍କ ପାଇଁ ଡାଇପର୍‌

କୁକୁଡ଼ାଙ୍କ ପାଇଁ ଡାଇପର୍‌

ଛୋଟ ପିଲାଙ୍କ ପାଇଁ ଡାଇପର୍‌ ତ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି। ହେଲେ ପୋଷା ଜୀବଜନ୍ତୁ, ଖାସ୍‌କରି ପୋଷା କୁକୁଡା ଡାଇପର୍‌ ପିନ୍ଧିବା କଥା ଜାଣି ନ ଥିବେ। ଏଭଳି ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି ଆମେରିକାର କିଛି ସ୍ଥାନରେ।

ଆଳୁର ଦାମ୍‌ ୭ କୋଟି

ଆଳୁର ଦାମ୍‌ ୭ କୋଟି

ପରିବା ଭିତରେ ଆଳୁ ସମସ୍ତଙ୍କର ପ୍ରିୟ। ଗରିବଠୁ ଧନୀ ସମସ୍ତଙ୍କ ଥାଳିରେ ଏହାର ସ୍ଥାନ ସ୍ବତନ୍ତ୍ର। ତେଣୁ ଏହାର ଦାମ୍‌ ସମସ୍ତଙ୍କୁ ସୁହାଇଲା ଭଳି ହୋଇଥାଏ। ତେବେ ଜଣେ ୟୁରୋପୀୟ ବ୍ୟବସାୟୀ ମାତ୍ର ଗୋଟିଏ ଆଳୁକୁ ଏତେ ଟଙ୍କାରେ  କିଣିଛନ୍ତି ଯେ, ତାହା କଳ୍ପନା ବାହାରେ। 

ଏଇ ଝିଅ ହାତରେ ହେଉଛି ଚାର୍ଜ

ଏଇ ଝିଅ ହାତରେ ହେଉଛି ଚାର୍ଜ

ମୋବାଇଲ, ଲାପ୍‌ଟପ୍‌ କିମ୍ବା ଅନ୍ୟ ଇଲେକ୍ଟ୍ରିକାଲ ସାମଗ୍ରୀ ଚାର୍ଜ ହୋଇଥାଏ। ଏମିତି ଜଣେ ଝିଅ ଅଛନ୍ତିି ଯିଏ ନିଜ ପ୍ରତିଦିନ ହାତକୁ ପ୍ଲଗରେ ଚାର୍ଜ କରନ୍ତି।

ଜାଣନ୍ତୁ କେଉଁ ଗ୍ରହ କେଉଁ ଫଳ ଦିଅନ୍ତି

ଜାଣନ୍ତୁ କେଉଁ ଗ୍ରହ କେଉଁ ଫଳ ଦିଅନ୍ତି

ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ୯ଟି ଗ୍ରହର ସ୍ଥିତି ଉପରେ ହିଁ ମଣିଷ ଜୀବନ ନିର୍ଭର କରିଥାଏ । ଜନ୍ମ ସମୟ ଓ ସ୍ଥିତି ଅନୁସାରେ ପ୍ରସ୍ତୁତ କରାଯାଉଥିବା କୁଣ୍ଡଳୀ ୧୨ ଭାଗ(ଭାବ)ରେ ବିଭାଜିତ ହୋଇଥାଏ। ଏହି ୧୨ ଭାବରେ ୯ ଗ୍ରହର ସ୍ଥିତି ଅଲଗା ଅଲଗା ରହିଥାଏ । 

ଗୁରୁବାର କରନ୍ତୁ ନାହିଁ ଏସବୁ କାମ

ଗୁରୁବାର କରନ୍ତୁ ନାହିଁ ଏସବୁ କାମ

ଗୁରୁବାର ଯେ କୌଣସି କାମକରିବା ପୂର୍ବରୁ ଭାବିଚିନ୍ତି କରିବା ଆବଶ୍ୟକ। ନଚେତ୍‌ ଏହାର ନକାରାତ୍ମକ ପ୍ରଭାବ ନିଜ ଉପରେ ତଥା ପରିବାର ଉପରେ ପଡିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। 

ଯେଉଁଠି ପାଣିକୁ ସାକ୍ଷୀ ରଖି ଭଉଣୀ ସହ ହୁଏ ଭାଇର ବିବାହ

ଯେଉଁଠି ପାଣିକୁ ସାକ୍ଷୀ ରଖି ଭଉଣୀ ସହ ହୁଏ ଭାଇର ବିବାହ

ବିବାହକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ତେବେ ଏଭଳି ଏକ ପରମ୍ପରା ରହିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଛତିଶଗଡ଼ ବସ୍ତର ଜିଲାର କଙ୍ଗେରଘାଟି ନିକଟରେ ବସବାସ କରନ୍ତି ଧୁରବା ସମ୍ପ୍ରଦାୟର ଲୋକେ। ତେବେ ଏହି ସମ୍ପ୍ରଦାୟରେ ଭାଇ ଭଉଣୀଙ୍କୁ ବିବାହ କରିଥାଏ।

ଝୁଲନ୍ତା ମନ୍ଦିର

ଝୁଲନ୍ତା ମନ୍ଦିର

ଚାଇନାରେ ରହିଛି ଏକ ଝୁଲନ୍ତା ମନ୍ଦିର। ଜୀନର ଶାନ୍‌ସି ଅଞ୍ଚଳରେ ଥିବା ଏହି ମନ୍ଦିରକୁ ଦେଖିବା ପାଇଁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ମନ୍ଦିରଟି ପ୍ରାୟ ୧୫ ଶହ ବର୍ଷ ପୁରୁଣା ବୋଲି ଐତିହାସିକ ମତ ଦିଅନ୍ତିି । ଏଥିରେ ବୌଦ୍ଧ, ତାଓ ଏବଂ କନଫୁସିୟସ ସ୍ଥାପତ୍ୟ ଶୈଳୀର ମିଶ୍ରଣ ଦେଖିବାକୁ ମିଳେ। ଏହା ଏକ ବିଶେଷ ପ୍ରକାରର ମଜଭୁତ କାଠ ଦ୍ୱାରା ନିର୍ମାଣ ହୋଇଛି। ଫଳରେ ବହୁ ପ୍ରାକୃତିକ ବିପର୍ଯ୍ୟୟ, ଶକ୍ତିଶାଳୀ ଭୂକମ୍ପରେ ବି ଏହା ନଷ୍ଟ ହୋଇ ନ ଥିବା ସ୍ଥାନୀୟ ଲୋକେ କୁହନ୍ତି। ମନ୍ଦିରରେ ରହିଛି ୪୦ରୁ ଅଧିକ ଭବନ ଏବଂ ମଣ୍ଡପ । କାଠରେ ତିଆରି ଏହି ମନ୍ଦିର ପାହାଡ଼ ପଥର ମଧ୍ୟରେ ଝୁଲି ରହିଛି।

ଯେଉଁ ପ୍ରପାତରେ ପ୍ରବାହିତ ହେଉଛି ରକ୍ତ ରଙ୍ଗର ପାଣି

ଯେଉଁ ପ୍ରପାତରେ ପ୍ରବାହିତ ହେଉଛି ରକ୍ତ ରଙ୍ଗର ପାଣି

ଏଭଳି ପ୍ରପାତ ଅଛି ଯେଉଁଠି ପାଣି ବହୁଛି ହେଲେ ରକ୍ତ ଭଳି ତା’ର ରଙ୍ଗ । ଆର୍ଣ୍ଟାଟିକା ମହାଦ୍ୱୀପର ମୈକ-ମରଡୋ ନିକଟରେ ଥିବା ଏହି ପ୍ରପାତରେ ପ୍ରବାହିତ ହେଉଥିବା ପାଣିର ରଙ୍ଗ ରକ୍ତ ପରି ଦେଖାଯାଏ। ଏହି କାରଣରୁ ଏହାକୁ ‘ବ୍ଲଡ ଫଲ୍‌’ କୁହାଯାଏ। ଜଳପ୍ରପାତର ପାଣିର ରଙ୍ଗ ଉପରେ ପ୍ରଥମେ ୧୯୯୧ରେ ଆମେରିକାର କେତେକ ଗବେଷକ ଗବେଷଣା କରିଥିଲେ। ଗବେଷଣା ରିପୋର୍ଟ ଅନୁସାରେ ହିମପିଣ୍ଡ ତଳେ ପ୍ରବାହିତ ହେଉଥିବା ହ୍ରଦରେ ବିଭିନ୍ନ ଜୈବିକ ପଦାର୍ଥ ନଷ୍ଟ ନ ହୋଇ ସଂରକ୍ଷିତ ହୋଇଯାଇଥାଏ। ଏହା ଦ୍ୱାରା ପାଣିରେ ଥିବା ଆଇରନ ଅକ୍ସାଇଡ୍‌ ପବନ ସହିତ ପ୍ରତିକ୍ରିୟା କରି ଲାଲ୍‌ ରଙ୍ଗ ହୋଇଯାଏ। ଏହାଯୋଗୁ ପାଣିର ରଙ୍ଗ ରକ୍ତ ପରି ଦେଖାଯାଏ।

ପତ୍ନୀଙ୍କୁ ୧୦,୦୦୦ଡଲାର ମୁଦ୍ରା ଭରଣପୋଷଣ ଦେଲେ ଜଣେ ଇଣ୍ଡୋନେସୀୟ

ପତ୍ନୀଙ୍କୁ ୧୦,୦୦୦ଡଲାର ମୁଦ୍ରା ଭରଣପୋଷଣ ଦେଲେ ଜଣେ ଇଣ୍ଡୋନେସୀୟ

ସୋଲୋ(ଇଣ୍ଡୋନେସିଆ): ଇଣ୍ଡୋନେସିଆର ଜଣେ ସରକାରୀ କର୍ମଚାରୀ ତାଙ୍କ ପୂର୍ବତନ ପତ୍ନୀଙ୍କୁ ଭରଣପୋଷଣ ବାବଦ ମୁଦ୍ରା ଆକାରରେ ୧୦,୫୦୦ ଆମେରିକୀୟ ଡଲାର ପ୍ରଦାନ କରିଛନ୍ତି। 

ପୃଥିବୀରେ ବରଫ ଅନୁଧ୍ୟାନ କରିବ ଲେଜର ସାଟେଲାଇଟ୍‌

ପୃଥିବୀରେ ବରଫ ଅନୁଧ୍ୟାନ କରିବ ଲେଜର ସାଟେଲାଇଟ୍‌

ଓ୍ବାଶିଂଟନ୍‌: ନାସା ଆସନ୍ତା ମାସରେ ଲେଜର-ବାହୁଯୁକ୍ତ ସାଟେଲାଟ୍‌ ମହାକାଶକୁ ଛାଡ଼ିବ। ପୃଥିବୀର ମେରୁ ଅଞ୍ଚଳରେ ବରଫ ପର୍ବତ କିପରି ଏତେ ଦ୍ରୁତଗତିରେ ତରଳୁଛି ସେ ସମ୍ପର୍କରେ ଏହା ଅନୁଧ୍ୟାନ କରିବ।

ପିଲାଙ୍କ ପଢ଼ାସାଥୀ ରୋବୋ

ପିଲାଙ୍କ ପଢ଼ାସାଥୀ ରୋବୋ

ଓ୍ବାଶିଂଟନ: ବୈଜ୍ଞାନିକମାନେ ଏକ ନୂଆ ରୋବୋ (ଯନ୍ତ୍ର ମାନବ) ବିକଶିତ କରିଛନ୍ତି। ଏହା ପିଲାଙ୍କ ପଢ଼ାସାଥୀ ହୋଇ ପାରିବ। ପିଲା ପଢ଼ୁଥିବା ବେଳେ ଏହା ଧ୍ୟାନର ସହିତ ଶୁଣି ମଣିଷ ଭଳି ପ୍ରତିକ୍ରିୟା କରିପାରିବ। ଏହି ରୋବୋର ନାମ ‘ମିନି’ ରଖାଯାଇଛି। 

ରାଖୀ କିଣୁଛନ୍ତି କି? ଆପଣାନ୍ତୁ ଏହି ଉପାୟ ଟଳିବ ବିପଦ

ରାଖୀ କିଣୁଛନ୍ତି କି? ଆପଣାନ୍ତୁ ଏହି ଉପାୟ ଟଳିବ ବିପଦ

ଭଉଣୀ ଭାଇଙ୍କ ପର୍ବ ହେଉଛି ରାଖୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ। ଏହି ଅବସରରେ ସବୁ ବିପଦ ଆପଦରେ ଭଉଣୀକୁ ସୁରକ୍ଷା ଦେବାକୁ ଭାଇ କଥା ଦେଇଥାଆନ୍ତି। ହେଲେ କେତୋଟି ନିୟମ ଅନୁଯାୟୀ ରାଖୀ ବାନ୍ଧିଲେ ଅବା କିଣିଲେ ବିପଦ ଆପଣାଛାଏଁ ଟଳି ଯାଇଥାଏ ବୋଲି କୁହାଯାଏ। 

ଦିନକର କାହାଣୀ : ରୋଜଗାର  ନ କଲେ ଘରେ ଜଳେନି ଚୁଲି

ଦିନକର କାହାଣୀ : ରୋଜଗାର ନ କଲେ ଘରେ ଜଳେନି ଚୁଲି

ଘରେ କେହି ରୋଜଗାରକ୍ଷମ ବ୍ୟକ୍ତି ନ ଥିବାରୁ ବାର୍ଦ୍ଧକ୍ୟରେ ମଧ୍ୟ ରୋଜଗାର କରିବାକୁ ପଡୁଛି। ଦିନେ କାର୍ଯ୍ୟକୁ ନ ଗଲେ ଘରେ ଜଳୁନି ଚୁଲି। କାନକୁ ଆଦୌ ଶୁଣା ଯାଉ ନ ଥିଲେ ମଧ୍ୟ ୬୫ ବର୍ଷ ବୟସରେ ବାଧ୍ୟବାଧ୍ୟକତାରେ ଖୋର୍ଦ୍ଧା ସହର ଗୁରୁଜଙ୍ଗ ନନ୍ଦସାହିର ବିଦ୍ୟାଧର ସ୍ବାଇଁ ନିଜକୁ ଫୁରସତ୍‌ ଦେବାକୁ ସମୟ ପାଆନ୍ତି ନାହିଁ। ବିଦ୍ୟାଧର ଠେଲାଗାଡିରେ କଚୁଡି ବ୍ୟବସାୟ କରନ୍ତି। 

ଯେଉଁଠି ପରିବାର ସହ ରୁହନ୍ତି କଏଦୀ

ଯେଉଁଠି ପରିବାର ସହ ରୁହନ୍ତି କଏଦୀ

ଜେଲ ଶବ୍ଦଟି ଶୁଣିଲେ ମନରେ କେମିତି ଏକ ଅଲଗା ଭାବନା ଜାତ ହୁଏ। ସାଧାରଣତଃ କିଛି ସୁଖ ସୁବିଧାରୁ ବଞ୍ଚିତ ହୋଇ ଅଲଗା ଜୀବନ ଜିଇଁବାର ଏକ ସ୍ଥାନ ହେଉଛି ଜେଲର କୋଠରୀ। ତେବେ  ସ୍ପେନ୍‌ର ରାଜଧାନୀ ମାଦ୍ରିଦ୍‌ଠାରୁ ୪୦କିମି ଦୂରରେ ରହିଛି ଆରାନଜୁଏଜ୍‌ ଜେଲ। 

ଅଭାବ ଦୂର ପାଇଁ ଆପଣାନ୍ତୁ ଏହି ଉପାୟ...

ଅଭାବ ଦୂର ପାଇଁ ଆପଣାନ୍ତୁ ଏହି ଉପାୟ...

ଘରେ ଅଭାବ ଲାଗି ରହୁଥିଲେ କିଛି ଚିନି ନେଇ କଳା ପିମ୍ପୁଡ଼ିମାନଙ୍କୁ ଖାଇବାକୁ ଦେଲେ ସୌଭାଗ୍ୟ ବଢ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।  ସେହିପରି ଖାଇବା ପାଇଁ ତିଆରି ହେଉଥିବା ପ୍ରଥମ ରୁଟି କିମ୍ବା ଭାତକୁ  ଭାଗ ଭାଗ କରି ପିମ୍ପୁଡିକୁ ପ୍ରତିଦିନ ଖାଇବାକୁ ଦେଲେ ଭଲ। 

ଯେଉଁଠି ବର୍ଷା ପାଇଁ ବିବସ୍ତ୍ର ହୋଇ ଚାଷ କରନ୍ତି  ଯୁବତୀ

ଯେଉଁଠି ବର୍ଷା ପାଇଁ ବିବସ୍ତ୍ର ହୋଇ ଚାଷ କରନ୍ତି ଯୁବତୀ

ଭାରତର ବିଭିନ୍ନ ଅଞ୍ଚଳରେ ନାନା  ପରମ୍ପରା ରହିଛି। ଅନେକ ଅଞ୍ଚଳରେ ପରମ୍ପରା ନାମରେ ମହିଳାଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ଅଭିଯୋଗ ବେଳେବେଳେ ହୋଇଥାଏ। ଏମିତି ଏକ ପରମ୍ପରା ବିହାରର କିଛି ଜନଜାତି ଅଞ୍ଚଳରେ ରହିଛି।  ଏହି ପରମ୍ପରା ଅନୁସାରେ ଭଲ ବର୍ଷା ପାଇଁ ଅବିବାହିତ ଝିଅମାନଙ୍କୁ ବିବସ୍ତ୍ର ହୋଇ ରାତିରେ ଚାଷ ଜମିରେ ହଳ କରିବାକୁ ପରିବାର ଲୋକେ କରିଥାନ୍ତି ବାଧ୍ୟ । 

କେବଳ ଡଙ୍ଗାରେ ଯିବେ ଏ ଗାଁକୁ

କେବଳ ଡଙ୍ଗାରେ ଯିବେ ଏ ଗାଁକୁ

ନେଦରଲ୍ୟାଣ୍ଡରେ ଗିର୍ଥନ୍‌ ନାମକ ଏକ ଗାଁ ରହିଛି। ଏହି ଗାଁରେ ଗୋଟିଏ ହେଲେ ବି’ ରାସ୍ତା ନାହିଁ । ଗଁାରେ ଗାଡି ବାଇକ୍‌ କିମ୍ବା ଅନ୍ୟ କୌଣସି ଯାନବାହାନ ଦେଖିବାକୁ ମିଳି ନ ଥାଏ। ପାଣିରେ ଘେରି ରହିଥିବା ଏହି ଗାଁରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଲୋକେ ଡଙ୍ଗାରେ କରନ୍ତି ଯିବା ଆସିବା। ପ୍ରାୟ ୭.୫ କିଲୋମିଟର ଅଞ୍ଚଳରେ ଏହି ଗାଁ ରହିଛି । ଏଠାରେ ପ୍ରତି ପରିବାର ପାଖରେ ରହିଥାଏ ଛୋଟ ଡଙ୍ଗା। ଯିବା ଆସିବା ଲାଗି ଗାଁର କେତେକ ସ୍ଥାନରେ କାଠ ପୋଲ ରହିଛି । ଗାଁର ପରିବେଶ ବେଶ୍‌ ମନୋରମ। ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଗାଁକୁ ଦେଖିବାକୁ ଆସିଥାନ୍ତି।

ନିଜ କଥା: ନିଜକୁ ଫିଟ୍‌ ରଖିବା ପାଇଁ ଟେନିସ୍‌ ଖେଳେ, ସାଇକେଲିଂ କରେ-ସତ୍ୟଜିତ ମହାନ୍ତି

ନିଜ କଥା: ନିଜକୁ ଫିଟ୍‌ ରଖିବା ପାଇଁ ଟେନିସ୍‌ ଖେଳେ, ସାଇକେଲିଂ କରେ-ସତ୍ୟଜିତ ମହାନ୍ତି

୧୯୮୮ ବ୍ୟାଚର ଆଇପିଏସ୍‌ ଅଫିସର ସତ୍ୟଜିତ ମହାନ୍ତି। ଏବେ ଭୁବନେଶ୍ୱର-କଟକ ଦ୍ୱୈତନଗରୀର ଷଷ୍ଠ ପୋଲିସ କମିଶନର ଭାବେ ଅଗଷ୍ଟ ୩ ତାରିଖରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜଣେ ଲେଖକ ମଧ୍ୟ। ସେ ଇତିମଧ୍ୟରେ ୫ଟି ବହି ଲେଖି ସାରିଛନ୍ତି।

ସମୁଦ୍ରର  ୪୦ ଫୁଟ ତଳେ ୫ ଶହ ବର୍ଷ ତଳର ପାପ ନଗରୀ

ସମୁଦ୍ରର ୪୦ ଫୁଟ ତଳେ ୫ ଶହ ବର୍ଷ ତଳର ପାପ ନଗରୀ

ଜାମାଇକାରେ ୪୦ ଫୁଟ ଗଭୀର ସମୁଦ୍ର ତଳେ ରହିଛି ୫ ଶହ ବର୍ଷ ତଳର ପାପ ନଗରୀ। ଏହି ସହର ହେଉଛି ପୋର୍ଟ ରୟାଲ। ଦିନେ ଏହି ସହର ଥିଲା ସମୃଦ୍ଧଶାଳୀ। ଅତୀତରେ ଏହା ଜଳଦସ୍ୟୁଙ୍କ ଦୁର୍ଗ ଭାବେ ବେଶ୍‌ ଜଣାଶୁଣା ଥିଲା। 

ଅଧିକାଂଶ ସମୟ ମାନସିକ ଚାପରେ ରହୁଥିବା ଶିଶୁଙ୍କ ମଧ୍ୟରେ ବଢ଼ିଥାଏ ଅପରାଧ ପ୍ରବଣତା

ଅଧିକାଂଶ ସମୟ ମାନସିକ ଚାପରେ ରହୁଥିବା ଶିଶୁଙ୍କ ମଧ୍ୟରେ ବଢ଼ିଥାଏ ଅପରାଧ ପ୍ରବଣତା

ପାରିବାରିକ ସମସ୍ୟାର ପ୍ରଭାବ ଶିଶୁଙ୍କ ଉପରେ ପଡ଼ିଥାଏ। ଅଧିକାଂଶ ସମୟ ଏଭଳି ସମସ୍ୟା ଯୋଗୁ ମାନସିକ ଚାପରେ ରହୁଥିବା ଶିଶୁଙ୍କ ମଧ୍ୟରେ ଧୀରେ ଧୀରେ ଅପରାଧ ପ୍ରବଣତା ବଢ଼ିଥାଏ 

ଆର୍ଥିକ ସମସ୍ୟା ଦୂର କରେ ଫିଟିକିରି

ଆର୍ଥିକ ସମସ୍ୟା ଦୂର କରେ ଫିଟିକିରି

କେଉଁଠି କିଛି କ୍ଷତ ହେଲେ ଫିଟିକିରି ଲଗାଇଲେ ଆରାମ ମିଳିଥାଏ। ହେଲେ ଏହି ଫିଟିକିରି ଘରର ଆର୍ଥିକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ରାତିରେ ଦୁଃସ୍ବପ୍ନ ଦେଖୁଥିଲେ କଳା କପଡାରେ ଖଣ୍ଡେ ଫିଟିକିରି ବାନ୍ଧି ରାତିରେ ଶୋଉଥିବା 

ଯେଉଁଠି ଜନ୍ମଦିନରେ ବନ୍ଧୁଙ୍କ ଘରସଫା କରିବାକୁ ହୁଏ

ଯେଉଁଠି ଜନ୍ମଦିନରେ ବନ୍ଧୁଙ୍କ ଘରସଫା କରିବାକୁ ହୁଏ

ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ କେହି କେହି ସର୍‌ପ୍ରାଇଜ୍‌ ପାର୍ଟିର ଆୟୋଜନ କରିଥାଆନ୍ତି ତ ପୁଣି କିଏ ସାଙ୍ଗ ସାଥୀ ବନ୍ଧୁବାନ୍ଧବଙ୍କ ସହ ମିଶି  ଜନ୍ମଦିନର ମଜା ଉଠାଇ ଥାଆନ୍ତି। ହେଲେ ଜର୍ମାନୀରେ ରହିଥିବା ପରମ୍ପରା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। 

ଯେଉଁଠି କୁମାରୀତ୍ୱ ଫେରି ପାଇବା ଲାଗି ମହିଳା କରନ୍ତି ଅସ୍ତ୍ରୋପଚାର

ଯେଉଁଠି କୁମାରୀତ୍ୱ ଫେରି ପାଇବା ଲାଗି ମହିଳା କରନ୍ତି ଅସ୍ତ୍ରୋପଚାର

ଇରାନ: ଇରାନ ଏକ ଇସ୍‌ଲାମିକ୍‌ ଦେଶ। ଏଠାକାର ଯୁବଗୋଷ୍ଠୀ ବେଶ୍‌ ସ୍ବାଧୀନ। ତଥାପି ଏଠାରେ ରୂଢ଼ିବାଦୀ ଚିନ୍ତାଧାରା କାଏମ ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଏଠାରେ କରାଯାଉଥିବା ‘କୁମାରୀତ୍ୱ ପରୀକ୍ଷା’।