ଫୁରସତ

ତଥାପି ଚାଲିଛି ସଂଘର୍ଷ: ସଫଳ ଚାଷୀ ଦାମୋଦର ସାହୁ

ତଥାପି ଚାଲିଛି ସଂଘର୍ଷ: ସଫଳ ଚାଷୀ ଦାମୋଦର ସାହୁ

ବଡ ହେବେ, ନିଜେ ରୋଜଗାର କରିବେ ଆଉ ଅନେକଙ୍କୁ ରୋଜଗାରର ବାଟ ଦେଖାଇବେ। ଏଇ ସ୍ବପ୍ନ ତାଙ୍କର ପିଲାଟି ବେଳୁ। ମାତ୍ର ମାଟ୍ରିକ୍‌ରୁ ହିଁ ତାଙ୍କର ପାଠପଢାରେ ଡୋରି ବନ୍ଧା ହୋଇଗଲା। ପରିବାରର ଆର୍ଥିକ ଅବସ୍ଥା ସୁଧାରିବାକୁ ସେ ଅଣ୍ଟା ଭିଡ଼ିଲେ।

୫ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମୃତ୍ୟୁହାର ହ୍ରାସ ପାଇଛି: ଜାତିସଂଘ ରିପୋର୍ଟ

୫ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମୃତ୍ୟୁହାର ହ୍ରାସ ପାଇଛି: ଜାତିସଂଘ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ୫ବର୍ଷରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁହାର ହ୍ରାସ କରିବାରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି ବୋଲି ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। 

ମହାତ୍ମାଙ୍କ ୧୫୦ତମ ଜନ୍ମବାର୍ଷିକୀ ଲୋଗୋ ଉନ୍ମୋଚିତ

ମହାତ୍ମାଙ୍କ ୧୫୦ତମ ଜନ୍ମବାର୍ଷିକୀ ଲୋଗୋ ଉନ୍ମୋଚିତ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଉତ୍ସବ ପାଳନର ସ୍ମାରକୀ ସ୍ବରୂପ ସ୍ବତନ୍ତ୍ର ଲୋଗୋ ଏବଂ ଓ୍ବେବ୍‌ ପୋର୍ଟାଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଅନାବରଣ କରିଛନ୍ତି। ଉକ୍ତ ଲୋଗୋ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମହେଶ ଶର୍ମାଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। 

ଯେଉଁଠି ହୁଏ ମୃତକଙ୍କ ସହ ସେଲଫି ନେବା ପ୍ରତିଯୋଗିତା

ଯେଉଁଠି ହୁଏ ମୃତକଙ୍କ ସହ ସେଲଫି ନେବା ପ୍ରତିଯୋଗିତା

ଏବେ ଯୁବପିଢ଼ିଙ୍କ ଉପରେ ସେଲଫି ମାନିଆ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆରେ ଆରମ୍ଭ ହୋଇଛି ଏକ ପ୍ରତିଯୋଗିତା। ଏଥିରେ ମୃତ ଲୋକଙ୍କ ସହିତ ସେଲଫି ଉଠାଇଲେ ଦିଆଯାଉଛି ପୁରସ୍କାର।

ଯେଉଁଠି ଜଣିଏ ପିଲାକୁ ନେବାକୁ ଆସେ ଟ୍ରେନ୍‌

ଯେଉଁଠି ଜଣିଏ ପିଲାକୁ ନେବାକୁ ଆସେ ଟ୍ରେନ୍‌

ଜାପାନରେ କେବଳ ଜଣେ ବାଳିକାକୁ ସ୍କୁଲ ନେବା ଏବଂ ଘରେ ଛାଡ଼ିବା ପାଇଁ ସପ୍ତାହରେ ୫ ଦିନ ଆସିଥାଏ ଟ୍ରେନ୍‌ । ସେହି ଟ୍ରେନ୍‌ରେ ସେହି ବାଳିକାକୁ ଛାଡି ଅନ୍ୟ କେହି ଯାଆନ୍ତି ନାହିଁ।

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ ଏଥିରେ...

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ ଏଥିରେ...

ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ପାଇଁ ଅନେକ ଗୁଡ଼ିଏ କାରଣ ରହିଛି। ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶୀଘ୍ର ପ୍ରେମର ପରିପ୍ରକାଶ କରିବା। ଏହାଦ୍ୱାରା ମାନସିକସ୍ତରରେ ଉଭୟ ପରସ୍ପରର ନିକଟବର୍ତ୍ତୀ ହୋଇ ପାରିଥାନ୍ତି 

ଶୋଇଲେ ମିଳିବ ୧୦ଲକ୍ଷ

ଶୋଇଲେ ମିଳିବ ୧୦ଲକ୍ଷ

ନାସା ପକ୍ଷରୁ ନିକଟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା ଏଭଳି ବ୍ୟକ୍ତିଙ୍କୁ  ୧୨ ହଜାର ୟୁରୋ ଅର୍ଥାତ୍‌ ୧୦ ଲକ୍ଷ ୧୬ ହଜାର ଟଙ୍କା ଦେବ। ମହାକାଶରେ ଯାତ୍ରା ସମୟରେ ମାନବ ଶରୀର ଉପରେ

ଯେଉଁଠି ପାଠପଢ଼ା ବୟସରେ ନାବାଳିକା କରନ୍ତି ଦେହବେପାର

ଯେଉଁଠି ପାଠପଢ଼ା ବୟସରେ ନାବାଳିକା କରନ୍ତି ଦେହବେପାର

ପଶ୍ଚିମବଙ୍ଗ କୋଲକତା ନିକଟରେ ଥିବା ସୋନାଗାଛି ଏସିଆର ସର୍ବ ବୃହତ୍‌ ରେଡ୍‌ ଲାଇଟ୍‌ ଏରିଆର ମାନ୍ୟତା ହାସଲ କରିଛି। ଏଠାରେ ପ୍ରାୟ ୧୨ ହଜାରରୁ ଅଧିକ ମହିଳା ଦେହବେପାର କରିଥାନ୍ତି। ପ୍ରତିବର୍ଷ ଏକ ହଜାରରୁ ଅଧିକ ମହିଳା ଆସିଥାନ୍ତି ଏଠାକୁ 

ମେୟର ଆସନରେ କୁକୁର

ମେୟର ଆସନରେ କୁକୁର

ସାଧାରଣତଃ ମେୟର ଆସନ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥାଏ। ସହରର ଶାସନ ଭାର ମେୟରଙ୍କ ହାତରେ ଥାଏ। ହେଲେ ଏବେ ଏମାନେ କେବଳ ନିର୍ବାଚନ ବେଳେ ଦେଖାଯାଉଛନ୍ତି। ପରେ ଲୋକମାନଙ୍କର ସୁଖଦୁଃଖରେ ଏମାନେ ଭାଗି ହେଉ ନ ଥିବାରୁ ଆମେରିକାର 

ଏମିତି ଜେଲ୍‌ ଯେଉଁଠି ମିଳିବ ବୈବାହିକ ଜୀବନର ସୁଖ

ଏମିତି ଜେଲ୍‌ ଯେଉଁଠି ମିଳିବ ବୈବାହିକ ଜୀବନର ସୁଖ

ଜେଲ୍‌ର ନାଁ ଶୁଣିଲେ ମନକୁ ଆସେ ଚାରି କାନ୍ଥ ଘେରା ଏକ କୋଠରୀ ତା’ସହ ପୋଡା ରୁଟି ଆଉ ରାତି ପାହିଲେ ବଗିଚା କାମ। ହେଲେ ମଧ୍ୟପ୍ରଦେଶରେ ଖୋଲିଥିବା ଏମିତି ଏକ ଜେଲ୍‌ ଯାହା ଏବେ ଅପରାଧୀଙ୍କର ପସନ୍ଦକୁ ଆସିଛି। ଏଠି ଅପରାଧୀଙ୍କୁ ମିଳୁଛି ବୈବାହିକ ଜୀବନର

ନବ ବିବାହିତଙ୍କୁ ପେଟ୍ରୋଲ ଉପହାର

ନବ ବିବାହିତଙ୍କୁ ପେଟ୍ରୋଲ ଉପହାର

ବେଲଗାମ ହୋଇଛି ତୈଳଦର। ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦାମ୍‌ ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ କୁହାଯାଉଥିବା ବେଳେ ତାମିଲନାଡ଼ୁରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ରାଜ୍ୟର କୁଡ୍ଡଲୁର ଅଞ୍ଚଳରେ ଏକ ବିବାହ ଉତ୍ସବରେ ବରପାତ୍ରର ବନ୍ଧୁମାନେ ନବ ବିବାହିତ ଦମ୍ପତ୍ତିଙ୍କୁ ୫ ଲିଟର ପେଟ୍ରୋଲ ଭେଟି ଦେଇଛନ୍ତି। 

୯୯୯ ଉପହାର ପ୍ୟାକେଟ୍‌ ସହ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ

୯୯୯ ଉପହାର ପ୍ୟାକେଟ୍‌ ସହ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ

ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଇଁଥିରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଉଥିବା ନଜର ଆସିଛି। ଘଟଣାଟି ଚାଇନାର। ହାର୍ବିନ ସହରରେ ରହୁଥିବା ଜଣେ ଯୁବକ କିଛିଦିନ ହେବ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲେ।

ଗ୍ରହର ଅଶୁଭ ପ୍ରଭାବରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ଉପାୟ...

ଗ୍ରହର ଅଶୁଭ ପ୍ରଭାବରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ଉପାୟ...

ବିଭିନ୍ନ ଗ୍ରହର ଅନିଷ୍ଟକାରକ ସ୍ଥିତିକୁ ଶୁଭ ମଙ୍ଗଳମୟ କରିବା ପାଇଁ କିଛି ସହଜ ଉପାୟ ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହାକୁ ନିୟମିତ କଲେ ଗ୍ରହର ଅଶୁଭ ପ୍ରଭାବ କମ୍‌ ହୋଇଥାଏ। ସେଥିପାଇଁ କେତେକ ଉପାୟ ଆପଣାନ୍ତୁ....

୧୨ ବର୍ଷରେ ଥରେ ଫୁଟିଥାଏ ଏହି ଫୁଲ

୧୨ ବର୍ଷରେ ଥରେ ଫୁଟିଥାଏ ଏହି ଫୁଲ

ଫୁଲ ହେଉଛି ପ୍ରକୃତିର ଏପରି ଏକ ସୃଷ୍ଟି ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଫୁଲର ମହକ ଓ କୋମଳତା ସମସ୍ତଙ୍କୁ ବିଭୋର କରେ। ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ନୀଳକୁରିଞ୍ଜ ନାମକ ଏକ ପ୍ରକାର ଫୁଲ ଫୁଟିଥାଏ। 

ପୋର୍ଟେବଲ୍‌ ଅଲଟ୍ରାସାଉଣ୍ଡ ମେଶିନ୍‌

ପୋର୍ଟେବଲ୍‌ ଅଲଟ୍ରାସାଉଣ୍ଡ ମେଶିନ୍‌

ଟରଣ୍ଟୋ: ବୈଜ୍ଞାନିକମାନେ ଏକ କ୍ଷୁଦ୍ର ଅଲ୍‌ଟ୍ରାସାଉଣ୍ଡ ମେଶିନ୍‌ ବିକାଶ କରିଛନ୍ତି। ଏହା ସ୍ମାର୍ଟଫୋନ୍‌ ଦ୍ୱାରା ଶକ୍ତିସମ୍ପନ୍ନ ହୋଇପାରିବ। ଏହାଦ୍ୱାରା ମେଡିକାଲକୁ ଯାଇ ସ୍କାନିଂ କରିବାରେ ହେଉଥିବା ବ୍ୟୟଭାରକୁ ହ୍ରାସ କରାଯାଇପାରିବ।

ଦେଶର ପ୍ରଥମ ଡଗ୍‌ ପାର୍କ

ଦେଶର ପ୍ରଥମ ଡଗ୍‌ ପାର୍କ

ହାଇଦ୍ରାବାଦ୍‌: ସ୍ଥାନୀୟ କୋନ୍ଦାପୁରଠାରେ ଦେଶରେ ପ୍ରଥମ ‘ଡଗ୍‌ ପାର୍କ’ ଉଦ୍‌ଘାଟିତ ହେବାକୁ ଯାଉଛି। ୧.୩ ଏକର ବିଶିଷ୍ଟ ଉକ୍ତ ପାର୍କ ଗ୍ରେଟର ହାଇଦ୍ରାବାଦ୍‌ ମ୍ୟୁନିସିପାଲ କର୍ପୋରେଶନ୍‌ (ଜିଏଚ୍‌ଏମ୍‌ସି) ଦ୍ୱାରା ନିର୍ମାଣ କରାଯାଇଛି। 

ଯେଉଁଠି ସାନିଟାରୀ ନାପ୍‌କିନ୍‌ ପାଇଁ ଦେହ ବେପାର କରନ୍ତି ଯୁବତୀ

ଯେଉଁଠି ସାନିଟାରୀ ନାପ୍‌କିନ୍‌ ପାଇଁ ଦେହ ବେପାର କରନ୍ତି ଯୁବତୀ

ଆଫ୍ରିକାର ଅନେକ ଅଞ୍ଚଳରେ ଋତୁସ୍ରାବ ସମୟରେ ସାନିଟାରୀ ନାପ୍‌କିନ୍‌ ପାଇଁ ଅନେକ ଯୁବତୀ ବାଧ୍ୟ ହୋଇ ଦେହବେପାର କରିଥାନ୍ତି। କେନିଆ, ନାଇରୋବି ଆଦି ଅଞ୍ଚଳରେ ସାନିଟାରୀ ନାପ୍‌କିନ୍‌ର ଅଭାବ ଯୋଗୁ ଏଭଳି ଘଟଣା ଘଟିଥାଏ।

ସୁଖ ସମୃଦ୍ଧିି ପାଇଁ ପଞ୍ଚଦେବତାଙ୍କୁ କରନ୍ତୁ ଆରାଧନା

ସୁଖ ସମୃଦ୍ଧିି ପାଇଁ ପଞ୍ଚଦେବତାଙ୍କୁ କରନ୍ତୁ ଆରାଧନା

ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ପ୍ରତିଦିନ ସକାଳେ ପଞ୍ଚଦେବତାଙ୍କୁ ବିଧିବିଧାନର ସହ ଆରାଧନା କରିବା ଲାଗି ଶାସ୍ତ୍ରରେ ଉଲ୍ଲେଖ ରହିଛି। 

ଯେଉଁଠି ଶିଶୁଙ୍କ ନାମକରଣ ପାଇଁ ସରକାରଙ୍କଠାରୁ ନେବାକୁ ହୁଏ ଅନୁମତି

ଯେଉଁଠି ଶିଶୁଙ୍କ ନାମକରଣ ପାଇଁ ସରକାରଙ୍କଠାରୁ ନେବାକୁ ହୁଏ ଅନୁମତି

ଶିଶୁଟିଏ ଜନ୍ମନେଲା ପରେ ତା’ର ନାମକରଣ କରାଯାଇଥାଏ। ଏହା ନବଜାତ ଶିଶୁର ପରିବାର ବର୍ଗ କରିଥାନ୍ତି। ଏହା ଏକ ସାଧାରଣ କଥା। ତେବେ ଡେନ୍‌ମାର୍କରେ ନବଜାତ ଶିଶୁର ନାମକରଣ ନେବାକୁ ହୋଇଥାଏ ସରକାରଙ୍କ ଅନୁମତି। 

ସ୍ବାମୀଙ୍କ ଶୁଭମନାସୀ ବିଧବା ସାଜନ୍ତି ସ୍ତ୍ରୀ

ସ୍ବାମୀଙ୍କ ଶୁଭମନାସୀ ବିଧବା ସାଜନ୍ତି ସ୍ତ୍ରୀ

ସାଧାରଣତଃ ସଧବା ନାରୀପାଇଁ ତା’ର ଶଙ୍ଖା ସିନ୍ଦୁର ଖୁବ୍‌ ଗୁରୁତ୍ୱ ରଖିଥାଏ। ପ୍ରତିଦିନ ସେ ଏହାକୁ ଯତ୍ନର ସହ ପିନ୍ଧିଲେ ସ୍ବାମୀଙ୍କର ଆୟୁ ବୃଦ୍ଧି ହେବା ସହ ମଙ୍ଗଳ ହୋଇଥାଏ। ହେଲେ ଉତ୍ତର ପ୍ରଦେଶର ଦେବରିଆ ଜିଲାରେ ଥିବା ଗଛବାହା ସମାଜର ଏକ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। 

ଏଠି ପ୍ରଥମ ପତ୍ନୀ ହୁଅନ୍ତି ନାହିଁ ଗର୍ଭବତୀ

ଏଠି ପ୍ରଥମ ପତ୍ନୀ ହୁଅନ୍ତି ନାହିଁ ଗର୍ଭବତୀ

ସାରା ବିଶ୍ୱରେ ଗୋଟିଏ ବିବାହ ବୈଧ ହୋଇଥିବା ବେଳେ ଦ୍ୱିତୀୟ ବିବାହ ଆଇନ ବିରୋଧି ହୋଇଥାଏ। ହେଲେ ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ପୁରୁଷମାନେ ଖୋଲାଖୋଲି ଭାବେ ଦ୍ୱିତୀୟ ବିବାହ କରି ଥାଆନ୍ତି। ରାଜସ୍ଥାନର ବାଡମେର ଜିଲାରେ ଥିବା ଏକ ଛୋଟିଆ ଗାଁ ଦେରାସର।

କାହିଁକି ସମଗୋତ୍ରରେ ବିବାହ କରାଯାଏ ନାହିଁ

କାହିଁକି ସମଗୋତ୍ରରେ ବିବାହ କରାଯାଏ ନାହିଁ

ଏକା ବା ସମଗୋତ୍ରରେ ବିବାହ ଲାଗି ଶାସ୍ତ୍ରରେ ବାରଣ କରାଯାଇଛି। କାରଣ ଗୋତ୍ର ଏକା ହୋଇଥିଲେ ପୁଅ ଝିଅ  ସମ୍ପର୍କରେ ଭାଇ ଭଉଣୀ ହୋଇଥାଆନ୍ତି। ହେଲେ ହିନ୍ଦୁ ପରମ୍ପରା ଅନୁଯାୟୀ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ କରାଯାଇ ନ ଥାଏ। ଏହାର ପ୍ରଭାବ ସନ୍ତାନ ଉପରେ ମଧ୍ୟ ପଡିଥାଏ।

ଅଜବ ହେୟାର୍‌ ଷ୍ଟାଇଲ୍‌

ଅଜବ ହେୟାର୍‌ ଷ୍ଟାଇଲ୍‌

ମହିଳାମାନଙ୍କର କେଶ ହେଉଛି ସୁନ୍ଦରତାର ପ୍ରକୃତ ରହସ୍ୟ। ସୁନ୍ଦର ଦିଶିବା ପାଇଁ ମହିଳାମାନେ କେଶକୁ ବିଭିନ୍ନ ଢଙ୍ଗରେ ସଜାଇ ଥାନ୍ତି। ଏବେ ଏକ ନୂଆ ହେୟାର୍‌ ଷ୍ଟାଇଲ୍‌ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଛି। 

ଓସ୍ତ ଗଛକୁ ୨୪ ଘଣ୍ଟା ଜଗି ରହିଛନ୍ତି ପୋଲିସ

ଓସ୍ତ ଗଛକୁ ୨୪ ଘଣ୍ଟା ଜଗି ରହିଛନ୍ତି ପୋଲିସ

ଉତ୍ତର ପ୍ରଦେଶ ପୋଲିସ ଗୋଟିଏ ଓସ୍ତ ଗଛକୁ ୨୪ ଘଣ୍ଟା ଜଗି ରହିଛି। ଓସ୍ତଗଛକୁ ଜଗିବା ପାଇଁ ସିସିଟିଭି ମଧ୍ୟ ଲଗାଯାଇଛି। ଏହାପଛରେ ଏକ କାରଣ ରହିଛି।