ଫୁରସତ

ସୁଖଶାନ୍ତି ଲାଗି ଘରେ ଲଗାନ୍ତୁ ଡାଲିଆ ଫୁଲ...

ସୁଖଶାନ୍ତି ଲାଗି ଘରେ ଲଗାନ୍ତୁ ଡାଲିଆ ଫୁଲ...

ଫୁଲ ମଧ୍ୟରେ ଗୋଲାପକୁ ରାଜା ଓ ଡାଲିଆକୁ ରାଣୀ କୁହାଯାଇଥାଏ । ଗୋଲାପକୁ ଯେପରି ପ୍ରେମର ପ୍ରତୀକ ଭାବେ ମନାଯାଏ ସେହପରି ଡାଲିଆ ଫୁଲ ବିବାହ କ୍ଷେତ୍ରରେ ସମସ୍ତ ବାଧା ବନ୍ଧନ ଦୂର କରିବାରେ ସହାୟକ ହୋଇଥାଏ ବୋଲି  ବାସ୍ତୁ ଓ ଫେଙ୍ଗଶୁଇରେ ଉଲ୍ଲେଖ ରହିଛି। 

ଯେଉଁଠି ବଜାରରେ ବିକ୍ରି ହୁଅନ୍ତି ସୁନ୍ଦରୀ ଯୁବତୀ

ଯେଉଁଠି ବଜାରରେ ବିକ୍ରି ହୁଅନ୍ତି ସୁନ୍ଦରୀ ଯୁବତୀ

ବଜାରରେ ବିଭିନ୍ନ ଘରକରଣା ତଥା ଖାଦ୍ୟ ଉପଯୋଗୀ ସାମଗ୍ରୀ ବିକି ହୋଇଥାଏ॥ ମାତ୍ର ସୁନ୍ଦରୀ ଯୁବତୀ ବଜାରରେ ବିକ୍ରି ହେଉଥିବା  ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। 

ଲକ୍ଷ୍ମୀଙ୍କ  କୃପା ପାଇବା ପାଇଁ ମନିପର୍ସରେ ରଖନ୍ତୁ ଏସବୁ...

ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମନିପର୍ସରେ ରଖନ୍ତୁ ଏସବୁ...

ଦିନରାତି ପରିଶ୍ରମ କରି ମଧ୍ୟ  ଅର୍ଥାଭାବ ଲାଗି ରହୁଥିଲେ, ଏହି ସମସ୍ୟାର ସମାଧାନ ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ସହଜ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। 

ଟାଟୁ କଲେ ମାଗଣାରେ ମିଳେ ପିଜା...

ଟାଟୁ କଲେ ମାଗଣାରେ ମିଳେ ପିଜା...

କେତେକ କମ୍ପାନୀ ନିଜ ବ୍ୟବସାୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଯୋଜନାର ପ୍ରଚଳନ କରିଥାନ୍ତି। ଇଂଲଣ୍ଡର ଏକ ପିଜା କମ୍ପାନୀ କାରବାର ବୃଦ୍ଧି ଲାଗି ଏକ ସ୍ବତନ୍ତ୍ର ଅଫର ପ୍ରତିବର୍ଷ ଲାଗୁ କରିଥାଏ। 

ମାଟିର ନଭଶ୍ଚୁମ୍ବୀ ଅଟ୍ଟାଳିକା

ମାଟିର ନଭଶ୍ଚୁମ୍ବୀ ଅଟ୍ଟାଳିକା

ମଧ୍ୟପ୍ରାଚ୍ୟର ୟେମେନରେ ଥିବା ଶିବମ୍‌ ସହରକୁ  ମରୁଭୂମିର ପ୍ରାସାଦ ସହର କୁହାଯାଏ। ଏଠାରେ ରହିଛି ଏକାଧିକ ନଭଶ୍ଚୁମ୍ବୀ ଅଟ୍ଟାଳିକା। ଏସବୁ ମାଟିରେ ନିର୍ମିତ। 

ଯେଉଁ ଅଫିସ୍‌ରେ ଶୋଇବାକୁ ମିଳେ ଅନୁମତି

ଯେଉଁ ଅଫିସ୍‌ରେ ଶୋଇବାକୁ ମିଳେ ଅନୁମତି

ଜାପାନରେ କୌଣସି ଅଫିସରେ କାମ କରିବା ସମୟରେ ଯଦି ନିଦ ଆସିଥାଏ ତେବେ ସେହିଠାରେ ହିଁ କର୍ମଚାରୀ ନିଜର ନିଦ ପୂରା କରିପାରିବେ।

ଫିଶ୍‌ ସ୍ପା ହାତ ପାଦକୁ କରେ ସୁନ୍ଦର

ଫିଶ୍‌ ସ୍ପା ହାତ ପାଦକୁ କରେ ସୁନ୍ଦର

ହାତ ଓ ପାଦକୁ ସୁନ୍ଦର କରାଇବା ପାଇଁ ଫିଶ ସ୍ପା ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଫିଶ ସ୍ପା ଦ୍ୱାରା ହାତ ପାଦକୁ ମିଳିଥାଏ ଆରାମ। ଫିଶ୍‌ ସ୍ପାରେ ଏକ ପ୍ରକାର ସ୍ବତନ୍ତ୍ର ଧରଣର ମାଛଙ୍କ ଦ୍ୱାରା ଚିକିତ୍ସା କରାଯାଇଥାଏ। 

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ବିବାହିତ ଦମ୍ପତିମାନଙ୍କ ମଧ୍ୟରେ ଅନେକ ଛୋଟ ବଡ଼ କାରଣକୁ ନେଇ ମନୋମାଳିନ୍ୟ ହୋଇଥାଏ। ଏଥିପାଇଁ କେତେକ ସମୟରେ ବିବାହ ବିଚ୍ଛେଦ ହୋଇଥାଏ। ତେବେ ଏହି ବିବାହ ବିଚ୍ଛେଦର କେତେକ କାରଣ ମଧ୍ୟରୁ ଅଫିସ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଜଣାପଡ଼ିଛି। ନିକଟରେ ୧୯୮୧ରୁ ୨୦୦୨ ମଧ୍ୟରେ ବିବାହ କରିଥିବା ଦମ୍ପତି ମାନଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। 

ଦାମୀ ଚକୋଲେଟ୍‌

ଦାମୀ ଚକୋଲେଟ୍‌

ଛୋଟରୁ ବଡ ସଭିଙ୍କର ପ୍ରିୟ ଚକୋଲେଟ୍‌। ଦୋକାନରେ ଦେଖିଦେବା ମାତ୍ରେ ପିଲାଟିଏ ଜିଦ୍ଦି କରେ ତାକୁ ନେବା ପାଇଁ। ହେଲେ କିଛି ଚକୋଲେଟ୍‌ ଅଛି ଯଦି ତା’ ପାଇଁ ପିଲାଟିଏ ଜିଦ୍ଦି କରେ ତେବେ ତାକୁ କିଣିବା ଅସମ୍ଭବ ମନେ ହେବ। କାରଣ ସେସବୁ ହେଉଛି ପୃଥିବୀର ସବୁଠୁ ଦାମୀ ଚକୋଲେଟ୍‌...

ଶ୍ରୁତିରୁ ପ୍ରାମାଣିକ

ଶ୍ରୁତିରୁ ପ୍ରାମାଣିକ

ବେଦକୁ ପବିତ୍ର ବୋଲି କୁହାଯାଇଥାଏ। ଏହାର ଆଉ ଏକ ନାମ ଶ୍ରୁତି। କାରଣ, ଏହାକୁ ଶୁଣିଶୁଣି ମନେ ରଖାଯାଇଥାଏ। 

ରାଶି ଅନୁଯାୟୀ ବୃତ୍ତି

ରାଶି ଅନୁଯାୟୀ ବୃତ୍ତି

ମେଷ: ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ସାହସୀ ଏବଂ ବୀର ସ୍ବଭାବର ହୋଇଥାନ୍ତି। 

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ବଡୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ମେକାନିକାଲ୍‌ ଇଞ୍ଜିନିୟରିଂ ଷ୍ଟ୍ରିମ୍‌ ଶେଷବର୍ଷର ଦୁଇ ଛାତ୍ର କୁକୁରଙ୍କ ନିମନ୍ତେ ସ୍ବଳ୍ପ ମୂଲ୍ୟର ଆଡଜଷ୍ଟେବଲ୍‌ ହୁଇଲଚେୟାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି। 

ଇଣ୍ଟରଭ୍ୟୁ ଗେଟ୍‌ଅପ୍‌

ଇଣ୍ଟରଭ୍ୟୁ ଗେଟ୍‌ଅପ୍‌

ସବୁ ଆଶାୟୀ ପ୍ରାର୍ଥୀ ଜବ୍‌ ଇଣ୍ଟରଭ୍ୟୁରେ ଭଲ କରିବାକୁ ଚାହାନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ   ପ୍ରସ୍ତୁତ ହୋଇ ନିଜର ବେଷ୍ଟ ଦେବା ସତ୍ତ୍ୱେ କେବେ କେବେ ସଫଳତା ମିଳି ନ ଥାଏ ।  ଏହା ପଛରେ ଅନ୍ୟ ଏକ କାରଣ ହେଉଛି ଗେଟ୍‌ଅପ୍‌ । କାରଣ ଏହା  ମଧ୍ୟ  ପର୍ସନାଲିଟିକୁ ପ୍ରଭାବିତ କରିଥାଏ । ତେଣୁ ଜବ୍‌ ଇଣ୍ଟରଭ୍ୟୁ ପାଇଁ ଯାଉଥିଲେ କିପରି ଗେଟ୍‌ଅପ୍‌ ନେବେ ଜାଣି ରଖନ୍ତୁ ...

ଫେଷ୍ଟିଭ୍‌ ଅଫର୍‌

ଫେଷ୍ଟିଭ୍‌ ଅଫର୍‌

ଫେଷ୍ଟିଭ୍‌ ସିଜନ୍‌ । ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ଦୋକାନ ତଥା ମଲ୍‌ଗୁଡିକରେ ପ୍ରତ୍ୟେକ ସାମଗ୍ରୀରେ ମିଳୁଛି ଆକର୍ଷଣୀୟ ଅଫର। ଯଦିଓ ଏହା ସବୁ ବର୍ଗଙ୍କ ଲାଗି ଉପଲବ୍ଧ ହେଲେ ବିଶେଷ କରି ଏହାର ଭରପୁର ଫାଇଦା ନେଉଛନ୍ତି ଯୁବପିଢି.... 

ଫାଇଭ୍‌ ଷ୍ଟାର ଜେଲ

ଫାଇଭ୍‌ ଷ୍ଟାର ଜେଲ

ଜେଲ ନାଁ ଶୁଣିଲା ମାତ୍ରେ ମନରେ ଆସେ ଏକ ଅନ୍ଧାରୁଆ କୋଠରୀ, ଅସନା ଚଟାଣ, ଚାରିପଟ ଘେରା ଏକ ବିରାଟ ପାଚେରି ଏବଂ ଏହା ଭିତରେ କଏଦୀମାନେ ବନ୍ଦି ଜୀବନ ଅତିବାହିତ କରୁଥିବାର ଦୃଶ୍ୟ।

ଗଛ ଗୋଟିଏ, ଫଳ ୪୦ ପ୍ରକାର

ଗଛ ଗୋଟିଏ, ଫଳ ୪୦ ପ୍ରକାର

ଫଳ ଅନେକଙ୍କର  ପ୍ରିୟ ହୋଇଥାଏ। କାହାକୁ ସେଓ ଭଲ ଲାଗେ ତ କାହାକୁ କମଳା, ଆମ୍ବ, ନାସପାତି, ଲିଚୁ ଓ ଷ୍ଟ୍ରବେରୀ। କେହି କେହି ତ ମନପସନ୍ଦର ଫଳ ଗଛ ନିଜ ବାଡ଼ିରେ ଲଗାଇ ଦିଅନ୍ତି। ଯେମିତି କି ବଜାରକୁ ଯାଇ ସେହି ଫଳ ଖୋଜି କିଣିବାକୁ ନ ପଡ଼େ।

ଅଜବ ଅଟୋ

ଅଜବ ଅଟୋ

ବିବିଧତାର ଦେଶ ଭାରତ।  ଏଠି ଜାତି, ଧର୍ମ, ବର୍ଣ୍ଣ ସବୁଥିରେ ରହିଛି ବିବିଧତା। ଏହି ବିବିଧତା ମଧ୍ୟରେ ଅନେକ କିଛି ଅଜବ ବି ଦେଖିବାକୁ ମିଳେ।

ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ

ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ

ପୃଥିବୀରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ଅଜବ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଡାକ୍ତର ଓ ଗବେଷକମାନେ ଏଭଳି ରୋଗ ଉପରେ ଅନେକ ଗବେଷଣା କରନ୍ତି। 

କାଠି ଠାକୁରାଣୀ

କାଠି ଠାକୁରାଣୀ

ପ୍ରତି ମଙ୍ଗଳବାର ରାତିରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା- କାଠି ଠାକୁରାଣୀଙ୍କ ଭେଟଯାତ୍ରା ହୋଇଥାଏ। ଏହି ଆଧାରରେ ଦଶହରା ପୂର୍ବରୁ, ଦଶହରା ଦିନ ଓ ଦଶହରା ପରେ ବି ବାଣପୁର ଅଞ୍ଚଳରେ ବିଭିନ୍ନ ଗ୍ରାମରେ ସେହି ଗ୍ରାମର ଗ୍ରାମଦେବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳେ।

  ଉପକୂଳ ଦେବୀପୀଠ

ଉପକୂଳ ଦେବୀପୀଠ

ମାତୃଶକ୍ତି ହିଁ ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳଉତ୍ସ। ମା’ଙ୍କୁ ନେଇ ଅନେକ ରହସ୍ୟ ରୋମାଞ୍ଚକର କାହାଣୀର ଅନ୍ତନାହିଁ। ବିଭିନ୍ନ ଦେବୀପୀଠର ଧର୍ମବିଶ୍ୱାସକୁ ନେଇ ଲୋକଙ୍କ ସାମାଜିକ ଚଳଣି ମଧ୍ୟ  ଯୋଡ଼ିହୋଇ ରହିଥିବାର ଦେଖିବାକୁ ମିଳେ। ତେବେ ଓଡ଼ିଶାରେ ରହିଛି ଅନେକ ଦେବୀପୀଠ। ମାତ୍ର ଉପକୂଳ ଅଞ୍ଚଳରେ ପ୍ରସିଦ୍ଧିଲାଭ କରିଥିବା କେତେକ ଦେବୀପୀଠ ସମ୍ପର୍କରେ.....

ଏଠାରେ ଛୋଟ ପୋଷାକ କାହିଁକି ପିନ୍ଧନ୍ତି ଯୁବତୀ

ଏଠାରେ ଛୋଟ ପୋଷାକ କାହିଁକି ପିନ୍ଧନ୍ତି ଯୁବତୀ

ଚାଇନା ସବୁବେଳେ କିଛି ନା କିଛି ଆଖିଦୃଶିଆ କାର୍ଯ୍ୟ କରି ଆସିଥାଏ ଚର୍ଚ୍ଚାକୁ। ଏବେ ସେଠାକାର ଅଧିକାଂଶ ଯୁବତୀ ଛୋଟ ଛୋଟ ସ୍କଟ ପିନ୍ଧୁଥିବା ଦେଖିବାକୁ ମିଳିଛି। ଏହାର ଉଦ୍ଦେଶ୍ୟ ହେଉଛି ବିଜ୍ଞାପନ ପ୍ରଚାର। କଥାଟା ଅଡୁଆ ଲାଗୁଥିଲେ ବି ସତ।

ପୃଥିବୀର ଦ୍ୱିତୀୟ ବୃହତ୍ତମ ପ୍ରାଚୀର ଭାରତରେ

ପୃଥିବୀର ଦ୍ୱିତୀୟ ବୃହତ୍ତମ ପ୍ରାଚୀର ଭାରତରେ

ବିଶ୍ୱରେ ସବୁଠାରୁ ବଡ଼ ପ୍ରାଚୀର ଚାଇନାରେ ରହିଛି  ା ପଞ୍ଚମ ଶତାବ୍ଦୀରେ ନିର୍ମିତ ଏହି ପ୍ରାଚୀର ପୃଥିବୀର ସପ୍ତାଶର୍ଯ୍ୟ ମଧ୍ୟରୁ ଗୋଟିଏ ା ଏହି ପ୍ରାଚୀର ଭଳି ଭାରତରେ ମଧ୍ୟ ନିର୍ମିତ ହୋଇଛି ଏକ ବୃହତ୍‌ ପ୍ରାଚୀର।