ଫୁରସତ

ଯେଉଁଠି ଯୁବତୀଙ୍କ ମୃତ ଦେହକୁ କିଣି କରାଯାଏ ଏପରି କାର୍ଯ୍ୟ...

ଯେଉଁଠି ଯୁବତୀଙ୍କ ମୃତ ଦେହକୁ କିଣି କରାଯାଏ ଏପରି କାର୍ଯ୍ୟ...

ପୃଥିବୀର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସେହିପରି ପଶ୍ଚିମ ଚାଇନାର ଶାଂକ୍ସି ଅଞ୍ଚଳରେ ବାସ କରୁଥିବା ଲୋକେ ଏକ ଭିନ୍ନ ପରମ୍ପରା ପାଳନ କରିଥାନ୍ତି। ଏଠାରେ ଅଧିକାଂଶ ଯୁବକ କୋଇଲା ଖଣିରେ କାମ କରନ୍ତି। 

ପର୍ନ ସାଇଟ୍‌ ସର୍ଚ୍ଚ କରୁଛନ୍ତି ୩୦ ପ୍ରତିଶତ ମହିଳା

ପର୍ନ ସାଇଟ୍‌ ସର୍ଚ୍ଚ କରୁଛନ୍ତି ୩୦ ପ୍ରତିଶତ ମହିଳା

ପର୍ନ ଦେଖିବା ମାମଲାରେ ପୁରୁଷଙ୍କ ତୁଳନାରେ ବେଶୀ ପଛରେ ନାହାନ୍ତି ମହିଳା। ଇଣ୍ଟରନେଟ୍‌ ୩୦ ପ୍ରତିଶତ ଭାରତୀୟ ମହିଳା ପର୍ନ ସାଇଟ୍‌ ସର୍ଚ୍ଚ କରୁଛନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି।

ସକାଳେ ଶୀଘ୍ର ବିଛଣା ଛାଡନ୍ତୁ; ଦୀର୍ଘାୟୁ ହୁଅନ୍ତୁ...

ସକାଳେ ଶୀଘ୍ର ବିଛଣା ଛାଡନ୍ତୁ; ଦୀର୍ଘାୟୁ ହୁଅନ୍ତୁ...

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେଣୁ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ। ଏହାଦ୍ୱାରା ଜୀବନ ଦୀର୍ଘ ହୋଇଥାଏ। ପ୍ରତିଦିନ ପ୍ରାୟ ୬ଟା ଭିତରେ ଉଠିବାକୁ ଚେଷ୍ଟା କରିବା ବେଶ୍‌ ଭଲ।

ମାତ୍ର ୧୦ ଟଙ୍କାରେ ବି ମେଦବହୁଳତାରୁ ମିଳିପାରିବ ମୁକ୍ତି...

ମାତ୍ର ୧୦ ଟଙ୍କାରେ ବି ମେଦବହୁଳତାରୁ ମିଳିପାରିବ ମୁକ୍ତି...

ଆଜିକାଲି ଅନେକ ମେଦବହୁଳତାର ଶିକାର ହେଉଛନ୍ତି। ସେଥିରୁ ରକ୍ଷା ପାଇବା ଲାଗି ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ଚିକିତ୍ସା ବିଜ୍ଞାନୀ ଗୁରୁତ୍ୱାରୋପ କରିଆସୁଛନ୍ତି। 

ଏଠି ଭିକ ମାଗିବା ବାଧ୍ୟତାମୂଳକ...

ଏଠି ଭିକ ମାଗିବା ବାଧ୍ୟତାମୂଳକ...

ଭାରତରେ ଅନେକ ଲୋକ ଗରିବ ରେଖା ତଳେ ବାସ କରୁଛନ୍ତି। ସେମାନଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେମାନେ ଭିକ୍ଷାବୃତ୍ତି କରି ପେଟ ପୋଷିଥାନ୍ତି। ତେବେ ଏଭଳି ଗାଁ ରହିଛି, ଯେଉଁଠି ଭିକ ମାଗିବା ଲୋକଙ୍କର ପେଶା।

ଯେଉଁଠି ବରକୁ ମିଳେନା କୁଆଁରୀ କନିଆ...

ଯେଉଁଠି ବରକୁ ମିଳେନା କୁଆଁରୀ କନିଆ...

ପୃଥିବୀର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସେହିପରି ଆମେରିକାର ମାଇକ୍ରୋନେସିଆ ଅଞ୍ଚଳରେ ବାସ କରୁଥିବା ଗୁଆମ ଜନଜାତିମାନେ ଏକ ଭିନ୍ନ ପରମ୍ପରା ପାଳନ କରିଥାନ୍ତି। ଝିଅ ଋତୁମତୀ ହେବା ପରେ ସେମାନଙ୍କୁ ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରାଯାଇଥାଏ। 

ଯେଉଁଠି ବାହାଘର ପରେ ବର ସବୁଦିନ ରହେ ଶାଶୁଘରେ...

ଯେଉଁଠି ବାହାଘର ପରେ ବର ସବୁଦିନ ରହେ ଶାଶୁଘରେ...

ସାଧାରଣତଃ ବାହାଘର ପରେ ଝିଅ ଶାଶୁଘର ଯାଇଥାଏ। ତେବେ ଇଣ୍ଡୋନେସିଆର ସୁମାତ୍ରାରେ ବାସ କରୁଥିବା ନଇ ମିନାଙ୍ଗ୍‌କାବାଉ ସମ୍ପ୍ରଦାୟରେ ବାହାଘର ପରେ ପୁଅକୁ ଶାଶୁଘର ଯିବାକୁ ପଡ଼ିଥାଏ।

ମନ ଖୋଲି ହସନ୍ତୁ; ରୋଗଠାରୁ ଦୂରେଇ ରୁହନ୍ତୁ...

ମନ ଖୋଲି ହସନ୍ତୁ; ରୋଗଠାରୁ ଦୂରେଇ ରୁହନ୍ତୁ...

ସ୍ବାସ୍ଥ୍ୟ ହିଁ ସମ୍ପଦ। ଏହାକୁ ସୁରକ୍ଷିତ ରଖିଲେ ଜୀବନ ଯାତ୍ରା ସହଜ ହୋଇଥାଏ। ଅତି ପ୍ରାଚୀନ କାଳରୁ ଶରୀର ରକ୍ଷା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି। 

ଯେଉଁଠି ନବବଧୂଙ୍କୁ ଦେବାକୁ ପଡେ କୁମାରୀତ୍ୱ ପରୀକ୍ଷା...

ଯେଉଁଠି ନବବଧୂଙ୍କୁ ଦେବାକୁ ପଡେ କୁମାରୀତ୍ୱ ପରୀକ୍ଷା...

ପୃଥିବୀର ବିଭିନ୍ନ ଦେଶରେ ବିବାହର ବୟସ ଭିନ୍ନ ଭିନ୍ନ ରହିଛି। ତେବେ ବିବାହରେ ନବବଧୂର କୁମାରୀତ୍ୱ ପରୀକ୍ଷା ଲାଗି ବିଭିନ୍ନ ସମାଜରେ ନାନା ପ୍ରକାର ପରମ୍ପରା ରହିଛି। ଆଧୁନିକ ଯୁଗରେ ମଧ୍ୟ ସ୍ଥଳ ବିଶେଷରେ ଏଭଳି ଜାରି ରହିଛି।

କଳା ରଙ୍ଗର ସନ୍ତାନ ପ୍ରସବ କରିବାକୁ ପସନ୍ଦ କରନ୍ତି ଏହି ମହିଳା

କଳା ରଙ୍ଗର ସନ୍ତାନ ପ୍ରସବ କରିବାକୁ ପସନ୍ଦ କରନ୍ତି ଏହି ମହିଳା

ସାଧାରଣତଃ ସବୁ ମାଆଙ୍କର ଇଚ୍ଛା ଥାଏ ତାଙ୍କ ସନ୍ତାନଟି ସୁସ୍ଥ, ସୁନ୍ଦର ଓ ଗୋରା ହେଉ। କିନ୍ତୁ ଆଣ୍ଡାମାନରେ ରହୁଥିବା ଜାରଓ୍ବା ଜନଜାତିଙ୍କ କଥା ସମସ୍ତଙ୍କଠାରୁ ଅଲଗା। ଏଠାରେ ଗୋରା ପିଲା ଜନ୍ମ ହେଲେ ତାକୁ ମାରି ଦିଆଯାଇଥାଏ।

ରାତିକ ପାଇଁ ନିଲାମ ହୁଅନ୍ତି କୁଆଁରୀ କନ୍ୟା

ରାତିକ ପାଇଁ ନିଲାମ ହୁଅନ୍ତି କୁଆଁରୀ କନ୍ୟା

ପେଟର ଜ୍ୱାଳା ଲାଗି ଅନେକଙ୍କର ମତିଗତି ହଜିଯାଇଥାଏ। ଭୋକିଲା ପେଟ ଯୋଗୁ ସଂଗଠିତ ହୋଇଥାଏ ଅନେକ ଅପରାଧ। ପେଟର ଭୋକ ମେଣ୍ଟାଇବା ପାଇଁ ପୃଥିବୀର ଅନେକ ଅଞ୍ଚଳରେ ଦେହ କିଣାବିକା କାରବାର ଏବେ ମଧ୍ୟ ଜାରି ରହିଛି।

କାଠରେ ନିର୍ମିତ ବାଇକ୍‌

କାଠରେ ନିର୍ମିତ ବାଇକ୍‌

ଟେକ୍ନୋଲୋଜିର ଅଗ୍ରଗତି ଫଳରେ ବାଇକ୍‌ ହେଉ ବା କାରରେ ଦିନକୁ ଦିନ ନୂଆ ନୂଆ ଫିଚରମାନ ଦେଖିବାକୁ ମିଳୁଛି। ଯାହାଫଳରେ ଗ୍ରାହକମାନେ ଏକା ସଙ୍ଗେ ଅନେକ ପ୍ରକାର ସୁବିଧା ପାଇପାରୁଛନ୍ତି।

ପପ୍‌କର୍ନ  ବେଳାଭୂମି

ପପ୍‌କର୍ନ ବେଳାଭୂମି

ବେଳାଭୂମିର ଆକର୍ଷଣକୁ କେହି କେବେ ଏଡାଇପାରେନା। କିଛି ସମୟ ଏଠାରେ ବିତାଇଲେ ମିଳେ ପରମ ଆନନ୍ଦ ଓ ତୃପ୍ତି। ସେଇଥିପାଇଁ ତ ପୃଥିବୀରେ ଯେତେ ବେଳାଭୂମି ଅଛି ସବୁଠି ଦେଖିବାକୁ ମିଳେ ପ୍ରବଳ ଜନଗହଳି। କିଛି ବେଳାଭୂମି ତ ତା’ର ସ୍ବତନ୍ତ୍ରତା ପାଇଁ ସାରା ପୃଥିବୀରେ ପ୍ରସିଦ୍ଧ।

ପାଠୋଇ ଜେଜେମା’

ପାଠୋଇ ଜେଜେମା’

ଅନେକ ସମୟରେ ମା’ବାପା ପିଲାଙ୍କୁ ଭଲ ନ ପଢିଲେ ଅନ୍ୟ ପିଲାଙ୍କ ଉଦାହରଣ ଦିଅନ୍ତି। ହେଲେ ଜଣେ ୯୬ ବର୍ଷୀୟ ମହିଳା ପାଠପଢାରେ ଏମିତି କାରନାମା କରି ଦେଖାଇଛନ୍ତି ଯେ, ଏବେ ମା’ବାପା ପିଲାଙ୍କୁ ତାଙ୍କ ଉଦାହରଣ ଦେବେ। ସେ ହେଉଛନ୍ତି କେରଳ, ଅଲପୁଝାର ଚେପ୍ପାଦୁ ଗାଁରେ ରହୁଥିବା କାର୍ତ୍ତିୟାନୀ ଆମ୍ମା। 

 ଶୃଙ୍ଖଳିତ ଜୀବନ ଯାପନ କରିବାର ପଦ୍ଧତି ହେଉଛି ‘ବାଡ଼‘

ଶୃଙ୍ଖଳିତ ଜୀବନ ଯାପନ କରିବାର ପଦ୍ଧତି ହେଉଛି ‘ବାଡ଼‘

ବାଡ଼! କଣ୍ଟା ବାଉଁଶ, ଶିଝୁ, କିଆ କିମ୍ବା ତାରଜାଲିରେ ପ୍ରସ୍ତୁତ ଗୋଟିଏ ଗୋଟିଏ ଘେରା। ମାତ୍ର ଖୁବ୍‌ ସୂକ୍ଷ୍ମ ଭାବରେ ଦେଖିଲେ ବାଡ଼ର ମହତ୍ତ୍ୱ ସୁଦୂରପ୍ରସାରୀ। ମଣିଷକୁ ତା’ର ସୀମାବଦ୍ଧତା ସୂଚେଇଦେଇ ଏକ ସୁରକ୍ଷିତ ତଥା ଶୃଙ୍ଖଳିତ ଜୀବନ ଯାପନ କରିବାର ପଦ୍ଧତି ହେଉଛି ବାଡ଼...

ପ୍ରଥମ ରୋଜଗାର : ବୋଉକୁ ଶାଢ଼ି ଓ ବାପାଙ୍କୁ ପ୍ୟାଣ୍ଟଶାର୍ଟ ଦେଇଥିଲି

ପ୍ରଥମ ରୋଜଗାର : ବୋଉକୁ ଶାଢ଼ି ଓ ବାପାଙ୍କୁ ପ୍ୟାଣ୍ଟଶାର୍ଟ ଦେଇଥିଲି

ବରିଷ୍ଠ କୃଷି ବୈଜ୍ଞାନିକ ତଥା ଲେଖକ ଡ. ସୁନୀଲ କୁମାର ମହାପାତ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଶାଢ଼ିରେ ସେଲିବ୍ରିଟି

ଶାଢ଼ିରେ ସେଲିବ୍ରିଟି

ଶାଢ଼ିର ଆଦର ଖାଲି ଭାରତରେ ନୁହେଁ, ସାରା ପୃଥିବୀରେ ରହିଛି। ଏହାର ଆକର୍ଷଣରୁ ହଲିଉଡ୍‌ର ଗ୍ଲାମର୍ସ ସେଲିବ୍ରିଟି ବା କେମିତି ବାଦ୍‌ ପଡିଥାଆନ୍ତେ। ସେଇଥିପାଇଁ ତ ଅନେକ ସମୟରେ ସେମାନେ ବି ଉଭା ହୋଇଛନ୍ତି ଏହି ଦେଶୀ ଅବତାରରେ... 

ଅଜବ ବ୍ୟାଗ୍‌

ଅଜବ ବ୍ୟାଗ୍‌

ମହିଳାମାନଙ୍କ ଗହଣରେ ହ୍ୟାଣ୍ଡବ୍ୟାଗ୍‌ର ଟ୍ରେଣ୍ଡ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ମଧ୍ୟ ରହିବ ବୋଲି ଅନୁମାନ କରାଯାଏ। ଖାସ୍‌ ଏଇଥିପାଇଁ ଦିନକୁ ଦିନ ନୂଆ ନୂଆ ଡିଜାଇନ୍‌ର ହ୍ୟାଣ୍ଡବ୍ୟାଗ୍‌ ମାର୍କେଟ୍‌ରେ ମିଳୁଥିବାର ଦେଖିବାକୁ ମିଳୁଛି। ବେଳେବେଳେ ଏମିତି ବି କିଛି ଭିନ୍ନ ଡିଜାଇନ୍‌ର ହ୍ୟାଣ୍ଡବ୍ୟାଗ୍‌ ଆସୁଛି, ଯାହା ଦେଖିବାକୁ ଅଜବ ଲାଗିବା ସହ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ...

ମାରାଥନ ମମ୍‌

ମାରାଥନ ମମ୍‌

ଗର୍ଭାବସ୍ଥାରେ ମାରାଥନ। କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ମାତ୍ର ସେମିତି ହୋଇଥିଲା ଗର୍ଭଧାରଣ କରିଥିବା ଜଣେ ମହିଳା ମାରାଥନରେ ଭାଗ ନେଇଥିଲେ ଏବଂ ସଫଳତା ବି ପାଇଥିଲେ। 

ଝୁଲନ୍ତା ମନ୍ଦିର

ଝୁଲନ୍ତା ମନ୍ଦିର

ପାହାଡ଼ ଉପରେ ଥିବା ଅନେକ ମନ୍ଦିର ସମ୍ପର୍କରେ ଜାଣିଥିବେ ଓ ଯାଇଥିବେ ମଧ୍ୟ। ହେଲେ କେବେ ପାହାଡରେ ଝୁଲି ରହିଥିବା ମନ୍ଦିର ବିଷୟରେ ଶୁଣିଛନ୍ତି? ଏମିତି ଏକ ମନ୍ଦିର ଅଛି ଚାଇନା, ସାଞ୍ଝିର ହ୍ୟାଙ୍ଗ ମାଉଣ୍ଟେନ୍‌ରେ।

କେମିତି ହେବେ ସମସ୍ତଙ୍କ ପ୍ରିୟ

କେମିତି ହେବେ ସମସ୍ତଙ୍କ ପ୍ରିୟ

ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ସମସ୍ତଙ୍କ ଦ୍ୱାରା ଆଦୃତ ହୋଇ ସମସ୍ତଙ୍କ ପ୍ରିୟ ହେବା ପାଇଁ । ତେବେ କିଭଳି ହେବେ ସମସ୍ତଙ୍କ ଫେଭରିଟ୍‌ ସେ ସମ୍ପର୍କରେ....

ଏବେ ବ୍ଲୁଟୁଥ୍‌ ଜମାନା

ଏବେ ବ୍ଲୁଟୁଥ୍‌ ଜମାନା

ଦିନକୁ ଦିନ ମଡର୍ନ ଟେକ୍ନୋଲୋଜି ମଣିଷର ପ୍ରତ୍ୟେକ କାର୍ଯ୍ୟକୁ ପୂର୍ବାପେକ୍ଷା ଅଧିକ ସହଜ ଏବଂ ସରଳ କରିଦେଉଛି । ଠିକ୍‌ ସେମିତି ବିଜ୍ଞାନର ଏକ ଅପୂର୍ବ ବରଦାନ ହେଉଛି ବ୍ଲୁଟୁଥ୍‌ ବା ଓ୍ବେର୍‌ଲେସ୍‌ ଇୟରଫୋନ, ଯାହାର ବ୍ୟବହାରକାରୀଙ୍କ ତାଲିକାରେ ସବୁଠୁ ଆଗରେ ଅଛନ୍ତି ଯୁବପିଢ଼ି...

ଯେଉଁଠି ସୌଭାଗ୍ୟ  ଲାଗି ହୁଏ କୁକୁର ସହ ବିବାହ

ଯେଉଁଠି ସୌଭାଗ୍ୟ ଲାଗି ହୁଏ କୁକୁର ସହ ବିବାହ

ଅନେକ ସମୟରେ ପରମ୍ପରା ନାମରେ ଭିନ୍ନ ଭିନ୍ନ କୁସଂସ୍କାରକୁ ଲୋକମାନେ ପ୍ରଶୟ ଦେଇଥାନ୍ତି। ଭାରତର କେତେକ ଅଞ୍ଚଳରେ ସୌଭାଗ୍ୟ ବୃଦ୍ଧି ପାଇଁ କୁକୁର ସହ ବିବାହ କରାଯାଇଥାଏ।

ଯେଉଁଠି ଶରୀରରେ ଲଙ୍କାଗୁଣ୍ଡ ବୋଳି ନିଆଁରେ ଚାଲନ୍ତି ଭକ୍ତ

ଯେଉଁଠି ଶରୀରରେ ଲଙ୍କାଗୁଣ୍ଡ ବୋଳି ନିଆଁରେ ଚାଲନ୍ତି ଭକ୍ତ

ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ଦୃଷ୍ଟି ଗୋଚର ହୋଇଥାଏ। ବେଳେବେଳେ ଏହା ଆଧୁନିକ ବିଜ୍ଞାନକୁ ଚ୍ୟାଲେଞ୍ଜ୍‌ କରିଥାଏ। ମାତ୍ର ଏହାର ରହସ୍ୟ ଖୋଜିବାକୁ ବିଜ୍ଞାନ ସକ୍ଷମ ହୋଇପାରେନା।