ଫୁରସତ

ମସ୍ତିଷ୍କ ସକ୍ରିୟ  ରହିବାର  ନୂଆ ଉପାୟ

ମସ୍ତିଷ୍କ ସକ୍ରିୟ ରହିବାର ନୂଆ ଉପାୟ

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଲା ମସ୍ତିଷ୍କ। ଏହା ଅକାମୀ ହୋଇଗଲେ ମୃତ୍ୟୁର ସାମ୍ନା କରିବାକୁ ପଡ଼ିଥାଏ। ଏହାକୁ ସକ୍ରିୟ ରଖିବାର ଏକ ନୂଆ ଉପାୟ ଖୋଜି ପାଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ।

ଉପକାରୀ ଷ୍ଟ୍ରବେରି

ଉପକାରୀ ଷ୍ଟ୍ରବେରି

ଷ୍ଟ୍ରବେରିରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ...

ନିମ୍ନତାପ ଚିକିତ୍ସା

ନିମ୍ନତାପ ଚିକିତ୍ସା

ଆମେ ଯେତେବେଳେ ହିମଶୀତଳ ତାପମାତ୍ରାରେ ଶବ ସଂରକ୍ଷଣ ବା ନିଲମ୍ବନ ସଂପର୍କରେ ଅବତାରଣା କରିଥାଉ, ସେତେବେଳେ ଅଧିକାଂଶ ବ୍ୟକ୍ତି ଯୁକ୍ତି କରିଥାନ୍ତି ଯେ ମୃତ୍ୟୁ ହେଉଛି ଏକ ସ୍ଥାୟୀ ଅବସ୍ଥା ଓ ଏହି ଅବସ୍ଥାରୁ ଜୀବନପ୍ରାପ୍ତି ଅସମ୍ଭବ।

ଗ୍ୟାଷ୍ଟ୍ରାଇଟିସ୍‌

ଗ୍ୟାଷ୍ଟ୍ରାଇଟିସ୍‌

ଗ୍ୟାଷ୍ଟ୍ରାଇଟିସ୍‌ ସାଧାରଣତଃ ଦୁଇ ପ୍ରକାରର ରୂପ ନେଇଥାଏ। 

ଗୋଟିଏ ହେଲା ଉତ୍କଟରୂପ ଓ ଅନ୍ୟଟି ହେଲା ଦୀର୍ଘକାଳୀନ ରୂପ। ଉତ୍କଟ ରୂପ ହଠାତ୍‌ ଆରମ୍ଭ ହୁଏ ଓ ରୋଗୀକୁ ଖୁବ୍‌ ଯନ୍ତ୍ରଣା ଦିଏ। ତେବେ ଏହା ଖୁବ୍‌ କମ୍‌ ସମୟ ପାଇଁ ହୋଇଥାଏ ଓ ଚିକିତ୍ସା ଦ୍ୱାରା ଶୀଘ୍ର ଭଲ ହୋଇଯାଏ। କିନ୍ତୁ ଦୀର୍ଘକାଳୀନ ରୂପ ବହୁଦିନ ପର୍ଯ୍ୟନ୍ତ ଲାଗି ରହେ। ଧୀରେଧୀରେ ଏହା ରୋଗୀକୁ ଅସୁସ୍ଥ, ଅସୁଖୀ ଓ ସବୁକାମରେ ଅମନଯୋଗୀ କରାଇଦିଏ। ଏଥିପାଇଁ ଦୀର୍ଘଦିନ ଚିକିତ୍ସା ଆବଶ୍ୟକ ହୋଇଥାଏ..

ଘରୁ ପିମ୍ପୁଡି ଦୂରେଇବା ପାଇଁ କରନ୍ତୁ ଏପରି...

ଘରୁ ପିମ୍ପୁଡି ଦୂରେଇବା ପାଇଁ କରନ୍ତୁ ଏପରି...

କେତେକଙ୍କ ଘରେ ପିମ୍ପୁଡି ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କଲେ ମଧ୍ୟ ପିମ୍ପୁଡିଙ୍କ ଦାଉରୁ ମୁକ୍ତି ମିଳି ନ ଥାଏ। 

ଦେଶର ବୟସ୍କ ଭୋଟର

ଦେଶର ବୟସ୍କ ଭୋଟର

୨୦୧୯ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି। ବିଗତ ନିର୍ବାଚନଠାରୁ ଚଳିତ ନିର୍ବାଚନ ବେଶ୍‌ ଉତ୍କଣ୍ଠା ବଢ଼ାଇବାରେ ଲାଗିଛି। ତେବେ ଏହି ନିର୍ବାଚନ ପ୍ରକ୍ରିୟାର ମୂଳ ହେଉଛନ୍ତି ଭୋଟର୍‌। କୌଣସି ରାଜନୈତିକ ଦଳକୁ ଶାସନ ଗାଦିକୁ ଆଣିବା ଲାଗି ଏମାନଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ।

ଏକାଠି ଭୋଜନ କଲେ ବଢ଼େ ଆତ୍ମୀୟତା

ଏକାଠି ଭୋଜନ କଲେ ବଢ଼େ ଆତ୍ମୀୟତା

ଓ୍ବାଶିଂଟନ: ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମିଳିମିଶି ଭୋଜନ କରିପାରୁନାହାଁନ୍ତି। ଦିନର ଅଧିକାଂଶ ସମୟ ଏକୁଟିଆରେ ବିତିଯାଉଛି। ଆଧୁନିକତା ସ୍ପର୍ଶରେ ପରିବାରର ସଂଜ୍ଞାରେ ମଧ୍ୟ ଆସିଛି ପରିବର୍ତ୍ତନ। 

ବିଶ୍ୱର ସବୁଠୁ ଛୋଟ ମ୍ୟୁଜିୟମ

ବିଶ୍ୱର ସବୁଠୁ ଛୋଟ ମ୍ୟୁଜିୟମ

ଦିନ ଥିଲା ଲୋକେ ଲ୍ୟାଣ୍ଡଫୋନ୍‌ରେ କଥା ହେଉଥିଲେ। ବୁଥ୍‌କୁ ଯିବା ପାଇଁ ଧାଡ଼ିରେ ଠିଆ ହେଉଥିଲେ। ବର୍ତ୍ତମାନ ସମୟ ବଦଳି ଯାଇଛି। ସମସ୍ତଙ୍କ ହାତରେ ମୋବାଇଲ। ମାତ୍ର ଏମିତି ଏକ ସଂସ୍ଥା ରହିଛି ଯେ କି, ଟେଲିଫୋନ୍‌ ବୁଥ୍‌କୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି।

ସହରଠୁ ଦୂର :  ଐତିହାସିକ ସହର   ସତ୍‌ନା

ସହରଠୁ ଦୂର : ଐତିହାସିକ ସହର ସତ୍‌ନା

ମଧ୍ୟପ୍ରଦେଶର ସତ୍‌ନା ନିଜର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ଖାସ୍‌କରି ଇତିହାସ ଓ କଳାସଂସ୍କୃତିରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଖାସ୍‌ ସ୍ଥାନ...

ବ୍ୟକ୍ତିତ୍ୱ : ନମିତା ଗୋଖ୍‌ଲେ

ବ୍ୟକ୍ତିତ୍ୱ : ନମିତା ଗୋଖ୍‌ଲେ

ନମିତା ଗୋଖ୍‌ଲେ ତାଙ୍କ ଲେଖାରେ ଦର୍ଶାଇଛନ୍ତି ଭାରତୀୟ ପରମ୍ପରାର ବାସ୍ନା, ଐତିହ୍ୟର ସ୍ବାଦ ପୁଣି ବଦଳୁଥିବା ମାନସିକତାର ଦ୍ୱନ୍ଦ୍ୱ। ଅଦ୍ୟାବଧି ସେ ୧୬ଟି ପୁସ୍ତକ ରଚନା କରିସାରିଛନ୍ତି। ସେଥିମଧ୍ୟରୁ ନ’ଗୋଟି ହେଉଛି ଉପନ୍ୟାସ...

ସାଥୀ

ସାଥୀ

ମନକୁ ମନ ଭାବଇ ରଜା,   ବେସୁରା ପ୍ରେମରେ ନ ଥାଏ ମଜା

ପ୍ରଥମ ରୋଜଗାର : ଦରମାରୁ କିଛି ଟଙ୍କା ଘରକୁ ପଠାଇଥିଲି

ପ୍ରଥମ ରୋଜଗାର : ଦରମାରୁ କିଛି ଟଙ୍କା ଘରକୁ ପଠାଇଥିଲି

ଶିକ୍ଷାବିତ୍‌ ତଥା ପ୍ରାବନ୍ଧିକ ଡଃ. ରବୀନ୍ଦ୍ରନାଥ ଆଚାର୍ଯ୍ୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଗଛ ମୋ ଜୀବନ

ଗଛ ମୋ ଜୀବନ

ଦିନକୁ ଦିନ ପୃଥିବୀ ପୃଷ୍ଠରୁ ପ୍ରାକୃତିକ ଜଙ୍ଗଲ କ୍ଷୟ ହେଉଛି, ଯାହା କି ପରିବେଶ ସନ୍ତୁଳନରେ  ସମସ୍ୟା ଡାକିଆଣୁଛି। ଏପରି କି ଜନଜୀବନ ପ୍ରତି ବିପଦ ମାଡ଼ିଆସୁଛି।  ଜଙ୍ଗଲ ସୁରକ୍ଷା ଜୀବନରକ୍ଷା ଏହି କଥାକୁ ବୁଝିପାରିଥିବା କେତେକ ବ୍ୟକ୍ତି ବୃକ୍ଷରୋପଣକରି ନୂଆଜଙ୍ଗଲ ସୃଷ୍ଟି କରିପାରିଛନ୍ତି। 

ସମର୍‌ ହ୍ୟାଟ୍ସ

ସମର୍‌ ହ୍ୟାଟ୍ସ

ହ୍ୟାଟ୍ସ ବିନା ସମର୍‌ ଫ୍ୟାଶନ୍‌ ଅଧୁରା। ଖରାର ପ୍ରକୋପରୁ ସୁରକ୍ଷା ପ୍ରଦାନ କରିବା ସହ ଏହା ଷ୍ଟାଇଲିଶ୍‌ ଲୁକ୍‌ ବି ଦିଏ। ଏହା ବିଭିନ୍ନ ପ୍ରକାରରେ ଉପଲବ୍ଧ ହୁଏ। ତେବେ ଚେହେରା ଅନୁସାରେ ହ୍ୟାଟ୍‌ ବାଛିପାରିଲେ ପ୍ରଚଣ୍ଡ ଖରାରେ ବି ମିଳିବ କୁଲ୍‌ ଲୁକ୍‌....

ବିଶ୍ୱ ଦରବାରର   ବାପା ମା’

ବିଶ୍ୱ ଦରବାରର ବାପା ମା’

ଜଣେ ‘ଓଡ଼ିଶା ଅପେରା’ର ବହୁ ଲୋକପ୍ରିୟ ନାଟକ ‘ଶ୍ରୀକୃଷ୍ଣ ଆସୁଛନ୍ତି’ର ନାୟକ ଶ୍ରୀକୃଷ୍ଣ। ଆଉ ଜଣେ ହେଉଛନ୍ତି ଯାତ୍ରା ଜଗତର ସବୁଠୁ ବେଶି ଚର୍ଚ୍ଚିତ ନାଟକ ‘ମୋ ପେଁକାଳି ବଜେଇ ଦେ’ର ସାନଭଉଣୀ ମିତା।

ଯାତ୍ରା : ରଙ୍ଗ ଲଗେଇଲା   ରଙ୍ଗମହଲ

ଯାତ୍ରା : ରଙ୍ଗ ଲଗେଇଲା ରଙ୍ଗମହଲ

ସ୍ବପ୍ନ ଥିଲା ଜଣେ ହାସ୍ୟାଭିନେତା ହେବେ। ଅବଶ୍ୟ ଆଜି ତାଙ୍କ ମୁହଁରେ ରଙ୍ଗ ଲାଗିବାର ଅବକାଶ ସୃଷ୍ଟି ହୋଇଛି। ସେ ଆସନ୍ତା ଯାତ୍ରା ସିଜନ୍‌ରେ ଓଡ଼ିଶାର ପ୍ରତିଷ୍ଠିତ ଯାତ୍ରାନୁଷ୍ଠାନ ‘ରଙ୍ଗମହଲ’ରେ ଯୋଗଦେଇ ନିଜର ସ୍ବପ୍ନକୁ ପୂରା କରିବାକୁ ଯାଉଛନ୍ତି। ତେବେ ଏସବୁ କ’ଣ ତାଙ୍କୁ ଏତେ ସହଜରେ ମିଳିଛି?

ଅଣ୍ଡରଗ୍ରାଉଣ୍ଡ ଗାର୍ଡେନ୍‌

ଅଣ୍ଡରଗ୍ରାଉଣ୍ଡ ଗାର୍ଡେନ୍‌

ଘରେ ବା ଘର ଆଖପାଖରେ ଥିବା ଗାର୍ଡେନ୍‌ରେ ଥରେ ବୁଲି ଆସିଲେ ମନ ପ୍ରଫୁଲ୍ଲିତ ହେଇଯାଏ। ତେବେ ପର୍ଯ୍ୟଟକଙ୍କ ମନୋରଞ୍ଜନ ଲାଗି ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଗାର୍ଡେନ୍‌ ନିର୍ମାଣ କରାଯାଇଛି।

ଦେଶ ବିଦେଶରେ ଏପ୍ରିଲ ଫୁଲ୍‌

ଦେଶ ବିଦେଶରେ ଏପ୍ରିଲ ଫୁଲ୍‌

 ଏପ୍ରିଲ ୧ ମାନେ ଏପ୍ରିଲ ଫୁଲ୍‌। ବୋକା ଦିବସ ଭାବେ ଏହି ଦିନଟିକୁ ପାଳନ କରାଯାଇଥାଏ। ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରଣାଳୀରେ ପାଳନ କରାଯାଇଥାଏ... 

ହାଇବ୍ରିଡ୍‌ ଏଲିଅନ୍‌

ହାଇବ୍ରିଡ୍‌ ଏଲିଅନ୍‌

ଯୋଧପୁରରେ ଏହି ଘଟଣା ଘଟିଛି। ଯୋଧପୁରର ବାଓ୍ବାଡ଼ି ଗ୍ରାମରୁ ମାଟି ତଳୁ ଏମିତି ଏକ ମଣିଷ ଶିଶୁ ଆକୃତିର ଜୀବ (କ୍ରିଏଚର) ଠାବ ହୋଇଛି। 

ସବୁଠୁ ଜୋର୍‌ରେ ଭୁକୁଥିବା କୁକୁର

ସବୁଠୁ ଜୋର୍‌ରେ ଭୁକୁଥିବା କୁକୁର

ଚାର୍ଲି, ଅଷ୍ଟ୍ରେଲିଆର ଏକ ୬ ବର୍ଷୀୟ ଗୋଲ୍ଡେନ୍‌ ରିଟ୍ରିଭର ପ୍ରଜାତିର କୁକୁର। ଦେଖିବାକୁ  ଭାରି କ୍ୟୁଟ୍‌। ଏବେ ସେ ସାରା ପୃଥିବୀରେ ପରିଚିତ।

୬୦,୦୦୦ ପାହାଚ ଚଢ଼ି ପହଞ୍ଚିବେ ହୋଟେଲରେ

୬୦,୦୦୦ ପାହାଚ ଚଢ଼ି ପହଞ୍ଚିବେ ହୋଟେଲରେ

ପୃଥିବୀରେ ଏମିତି ଅନେକ ହୋଟେଲ ଅଛି, ଯାହା କୌଣସି ଆଶ୍ଚର୍ଯ୍ୟଠୁ କମ୍‌ ନୁହେଁ। ଚାଇନାରେ ବି ସେମିତି ଏକ ହୋଟେଲ ଅଛି, ଯାହା ୟେଲୋ ମାଉଣ୍ଟେନ୍‌ ଉପରେ ଅବସ୍ଥିତ। ଉକ୍ତ ହୋଟେଲର ଖାସ୍‌ କଥା ହେଉଛି ଏଠାକୁ ପହଞ୍ଚିବାକୁ ହେଲେ ୬୦,୦୦୦ ପାହାଚ ଚଢ଼ିବାକୁ ହୁଏ।

ଜଳପରୀ ହେଲେ  ଦୁଇ ବାନ୍ଧବୀ

ଜଳପରୀ ହେଲେ ଦୁଇ ବାନ୍ଧବୀ

ଡିଜ୍‌ନୀ କ୍ୟାରେକ୍ଟର ଏରିୟଲ୍‌, ପ୍ରାୟ ସବୁ ଝିଅଙ୍କୁ ଭଲ ଲାଗିଥାଏ। ଛୋଟବେଳେ ସବୁ ଝିଅଙ୍କର ଇଚ୍ଛା ଥାଏ ଏରିୟଲ୍‌ ପରି ଏକ ଜଳପରୀ ହେବାକୁ। ସେମିତି ଇଚ୍ଛା ଅଷ୍ଟ୍ରେଲିଆର ଜେସିକା ବେଲ୍‌ ଓ ଆମେଲିଆ ଲାସେଟରଙ୍କର ବି ଥିଲା। 

ଯେଉଁଠି ହାଣ୍ଡିରେ ଚାଉଳ ପକାଇଲେ ହୁଏ ବାହାଘର...

ଯେଉଁଠି ହାଣ୍ଡିରେ ଚାଉଳ ପକାଇଲେ ହୁଏ ବାହାଘର...

ଭାରତର ବିଭିନ୍ନ ଅଞ୍ଚଳରେ  ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି କେତେକ ଅଞ୍ଚଳରେ ସାନ୍ତାଳ, ସୌରା ଏବଂ ମୁଣ୍ଡପୋତା କେଳା ଆଦି ସମ୍ପ୍ରଦାୟ ବାସ କରନ୍ତି।

ଡାଏଟ୍‌ରେ ରଖନ୍ତୁ ଧ୍ୟାନ

ଡାଏଟ୍‌ରେ ରଖନ୍ତୁ ଧ୍ୟାନ

ପନିପରିବା ବଦଳରେ ଫାଷ୍ଟଫୁଡ୍‌ ଆଜିକାଲି ଯୁବପିଢିଙ୍କର ବହୁତ ପସନ୍ଦ। କିନ୍ତୁ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଉତ୍ତମ ଡାଏଟ୍‌ ଜରୁରୀ । ଜାଣନ୍ତୁ ଏ ନେଇ କିଛି ଟିପ୍ସ...