ଫୁରସତ

କ୍ୟାନ୍‌ସର ପୀଡ଼ିତା ବୈଷ୍ଣବୀଙ୍କ ବ୍ରାଇଡାଲ ଲୁକ୍‌ ଭାଇରାଲ, ପିଲାଟି ବେଳୁ ଥିଲା ବୋହୁ ହେବା ସ୍ବପ୍ନ

କ୍ୟାନ୍‌ସର ପୀଡ଼ିତା ବୈଷ୍ଣବୀଙ୍କ ବ୍ରାଇଡାଲ ଲୁକ୍‌ ଭାଇରାଲ, ପିଲାଟି ବେଳୁ ଥିଲା ବୋହୁ ହେବା ସ୍ବପ୍ନ

ପିଲାଟି ବେଳୁ ବୋହୁଟିଏ ହେବାର ସ୍ବପ୍ନ ଦେଖିଥିଲେ ବୈଷ୍ଣବୀ ପୂର୍ବାନ୍ଦ୍ରନ। ହେଲେ ବଡ଼ ହେବା ପରେ ସେ କ୍ୟାନ୍‌ସରରେ ପୀଡ଼ିତ ବୋଲି ଜାଣିବାକୁ ପାଇଥିଲେ। ଏହା ପରିବାର ସହ ତାଙ୍କୁ ମଧ୍ୟ ଅନେକାଂଶରେ ଭାଙ୍ଗି ଦେଇଥିଲା। 

ସାରସ୍ବତ ସାଧିକା ମଞ୍ଜୁ ଶର୍ମା

ସାରସ୍ବତ ସାଧିକା ମଞ୍ଜୁ ଶର୍ମା

ପାରିପାର୍ଶ୍ୱିକ ପରିସ୍ଥିତି, ସାମାଜିକ ଚାଲିଚଳଣି, ମାନବିକ ଚରିତ୍ର, ବିଭିନ୍ନ ଘଟଣାବଳୀ  ବିଷୟରେ ଜାଣିବାକୁ ପିଲାଟି ବେଳୁ ସେ ଆଗ୍ରହ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଏହା ତାଙ୍କୁ ସାହିତ୍ୟ ସାଧନା ପାଇଁ ପ୍ରେରଣା ଯୋଗାଇଥିଲା। ଏହି ଅନନ୍ୟ ମହିଳା ଜଣକ ହେଉଛନ୍ତି ଡ. ମଞ୍ଜୁ ଶର୍ମା ମହାପାତ୍ର। ୨୫ ଜୁନ୍‌ ୧୯୬୩ରେ ହରିୟାଣାର ଆମ୍ବାଲା ଜିଲା ଅନ୍ତର୍ଗତ ଲାହା ଗ୍ରାମରେ ଜନ୍ମ ତାଙ୍କର।

ବିବିଧବର୍ଣ୍ଣା ପ୍ରଣୀତା: ପେସା ଅଧ୍ୟାପନା, ନିଶା ଗବେଷଣା

ବିବିଧବର୍ଣ୍ଣା ପ୍ରଣୀତା: ପେସା ଅଧ୍ୟାପନା, ନିଶା ଗବେଷଣା

ମନରେ ଅଦମ୍ୟ ସାହସ। ପ୍ରବଳ ଇଚ୍ଛାଶକ୍ତିକୁ ପାଥେୟକରି ସେ ଆଗେଇ ଚାଲନ୍ତି ନିଜ ଲକ୍ଷ୍ୟ ପଥରେ। ଶେଷରେ ହାତୀ ମୁଣ୍ଡରେ ସୁନାକଳସ ଢାଳିବା ଭଳି ସେ ପାଦ ରଖିଥିବା ପ୍ରତିଟି କ୍ଷେତ୍ରରେ ସାଉଟି ଆଣନ୍ତି ସଫଳତା। ପେସା ସିନା ଅଧ୍ୟାପନା, ହେଲେ ଗବେଷଣାର ନିଶାରୁ ସେ ନିଜକୁ ମୁକୁଳାଇ ପାରିନାହାନ୍ତି। କେବଳ ସେତିକି ନୁହେଁ, ଓଡ଼ିଶୀ ନୃତ୍ୟ, ଏନ୍‌ସିସି, ରେକି ଚିକିତ୍ସକ ଏବଂ ଜଣେ ଭଜନ କଣ୍ଠଶିଳ୍ପୀ ଭାବରେ ନିଜର ପରିଚୟକୁ ସେ ବେଶ୍‌ ସୁଦୂରପ୍ରସାରୀ କରାଇବାରେ ସକ୍ଷମ ହୋଇଛନ୍ତି।

ଏମିତି ମନ୍ଦିର ଯେଉଁଠି ଯମରାଜା କରନ୍ତି କର୍ମର ବିଚାର...

ଏମିତି ମନ୍ଦିର ଯେଉଁଠି ଯମରାଜା କରନ୍ତି କର୍ମର ବିଚାର...

ମୃତ୍ୟୁ ପରେ ଆତ୍ମା ସ୍ବର୍ଗ କିମ୍ବା ନର୍କକୁ ଯାଇଥାଏ ବୋଲି ରହିଛି ବିଶ୍ୱାସ। କିନ୍ତୁ କେବେ କୌଣସି ମନ୍ଦିରକୁ ଆତ୍ମା  ଯିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ମନ୍ଦିର ହିମାଚଳପ୍ରଦେଶର ଚମ୍ବାରେ  ଅଛି।

ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତିଙ୍କଠାରେ ଥାଏ ଏହି ସବୁ ଲକ୍ଷଣ

ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତିଙ୍କଠାରେ ଥାଏ ଏହି ସବୁ ଲକ୍ଷଣ

ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଶେଷ ଗୁଣ ରହିଥାଏ, ଯେଉଁ ଗୁଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ତେବେ ଏହି ମାସରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ବିଶେଷ ଗୁଣ ସମ୍ପର୍କରେ...

ଶିବରାତ୍ରିରେ ଏହି ମନ୍ତ୍ର ଜପ କଲେ ମିଳେ ଶିବଙ୍କ କୃପା

ଶିବରାତ୍ରିରେ ଏହି ମନ୍ତ୍ର ଜପ କଲେ ମିଳେ ଶିବଙ୍କ କୃପା

ଶିବରାତ୍ରିରେ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଶିବ ପୁରାଣର ବର୍ଣ୍ଣନା ଅନୁଯାୟୀ ଏହିଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ କଲେ ଅନେକ ସୁଫଳ ମିଳିଥାଏ ବୋଲି କୁହାଯାଇଛି। 

ମହା ଶିବରାତ୍ରିରେ କରନ୍ତୁନି ଏସବୁ... 

ମହା ଶିବରାତ୍ରିରେ କରନ୍ତୁନି ଏସବୁ... 

ମହା ଶିବରାତ୍ରିକୁ ଅତି ପବିତ୍ର ଦିବସ ଭାବେ ଗ୍ରହଣ କରାଯାଇଥାଏ। ଏହି ଦିନ ଶ୍ରଦ୍ଧାଳୁ ଭୋଳାନାଥଙ୍କ ଜଳାଭିଷେକ କଲେ ମନୋବାଞ୍ଛିତ ଫଳ ମିଳିଥାଏ ବୋଲି ରାବଣ ସଂହିତାରେ ରହିଛି ଉଲ୍ଲେଖ।

ନଡ଼ିଆ ବି ସୂଚାଇ ଦେବ ବ୍ଲଡ୍‌ ଗ୍ରୁପ୍‌ ସମ୍ପର୍କରେ..

ନଡ଼ିଆ ବି ସୂଚାଇ ଦେବ ବ୍ଲଡ୍‌ ଗ୍ରୁପ୍‌ ସମ୍ପର୍କରେ..

ବ୍ଲଡ୍‌ ଗ୍ରୁପ୍‌ ଜାଣିବା ପାଇଁ କେତେକ ଲୋକ ହସ୍ପିଟାଲ ଅବା କ୍ଲିନିକ୍‌କୁ ପରୀକ୍ଷା ପାଇଁ ଯାଇଥାନ୍ତି। ତେବେ ଘରେ ବସି ଏକ ସହଜ ଉପାୟରେ ଏ ସମ୍ପର୍କରେ ସୂଚନା ମିଳିପାରିବ। 

ମହାଶିବରାତ୍ରି ଏସବୁ ରାଶିଙ୍କ ପାଇଁ ଆଣିଦେବ ସୌଭାଗ୍ୟ...

ମହାଶିବରାତ୍ରି ଏସବୁ ରାଶିଙ୍କ ପାଇଁ ଆଣିଦେବ ସୌଭାଗ୍ୟ...

ମହାଶିବରାତ୍ରିରେ ଶ୍ରଦ୍ଧାଳୁ ଭୋଳାନାଥଙ୍କ ପାଖରେ ନାନା ପୂଜାର୍ଚ୍ଚନା କରିଥାନ୍ତି। ମହାଦେବଙ୍କୁ ଜଳ, କ୍ଷୀର, ବେଲପତ୍ର, କେତକୀଫୁଲ, ଅରଖଫୁଲ ଆଦି ଲାଗି କରିଥାନ୍ତି। ତେବେ ମହାଶିରାତ୍ରି କେତେକ ରାଶିଙ୍କ ପାଇଁ ଆଣିଦେବ ସୌଭାଗ୍ୟ। 

ଯେଉଁଠି ନଦୀରୁ ବାହାରନ୍ତି ଶିବଲିଙ୍ଗ

ଯେଉଁଠି ନଦୀରୁ ବାହାରନ୍ତି ଶିବଲିଙ୍ଗ

ସାଧାରଣତଃ ମନ୍ଦିରରେ ଶିବଲିଙ୍ଗର ଦର୍ଶନ ମିଳିଥାଏ। ହେଲେ ନଦୀରେ ଶିବଲିଙ୍ଗ ଥିବାରୁ ଏହା ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇଛି। କର୍ନାଟକର ଉତ୍ତର କନ୍ନଡା ଜିଲାରେ ଥିବା ଶାମଲା ନଦୀରେ ଦେଖିବାକୁ ମିଳେ ଏହିପରି ହଜାର ହଜାର ଶିବଲିଙ୍ଗ। 

 କାହିଁକି ମାଟି ଖାଆନ୍ତି ଛୋଟ ପିଲା..

କାହିଁକି ମାଟି ଖାଆନ୍ତି ଛୋଟ ପିଲା..

କେତେକ ଛୋଟ ପିଲା ମାଟି ଖାଉଥିବାର ଦେଖିବାକୁ ମିଳିଥାଏ। ଏଭଳି ଘଟଣା ୭ ବର୍ଷ ବୟସ୍କ ପିଲାଙ୍କ ମଧ୍ୟରେ ବେଶି ଦେଖାଯାଇଥାଏ। ସେମାନଙ୍କଠାରେ ଆଇରନ୍‌, ଜିଙ୍କ୍‌ ଆଦିର ଅଭାବ ଯୋଗୁ ମାଟି ଖାଇବା ଅଭ୍ୟାସ ସୃଷ୍ଟି ହୋଇଥାଏ। 

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ କରନ୍ତୁ ଏପରି...

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ କରନ୍ତୁ ଏପରି...

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ ବିଭିନ୍ନ ପୂଜା କରାଯାଇଥାଏ। ତେବେ ସହଜରେ ମାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ରହିଛି କେତେକ ଉପାୟ। ସେଥିମଧ୍ୟରେ ରହିଛି ଖାଦ୍ୟ ଖାଇବା ଶୈଳୀ। ଶାସ୍ତ୍ରରେ ତଳେ ବସି ଖାଇବାକୁ ଗୁରୁତ୍ୱ ଦିଆଯାଇଛି।

ଘରେ ଆଉ ମନ ଲାଗୁନି

ଘରେ ଆଉ ମନ ଲାଗୁନି

ଘର ହେଉଛି ପ୍ରତ୍ୟେକଙ୍କ  ପାଇଁ ଏକ ନିର୍ଭୟ ଆଶ୍ରୟସ୍ଥଳ। ହେଲେ ଯଦି କେହି କହେ ଯେ, ଘରେ ଆଉ ମନ ଲାଗୁନି ତା’ହେଲେ ନିଶ୍ଚିତ ଭାବରେ ଅଡୁଆ ଲାଗିବ। ମାତ୍ର ଏହା ହିଁ ସତ। ପଲ୍‌ ନାମକ ଜଣେ ବ୍ୟକ୍ତିଙ୍କର ଘରେ ମନ ଲାଗୁନାହିଁ। 

ଭାବର ଆଦାନ ପ୍ରଦାନ କରିବେ ରୋବୋ

ଭାବର ଆଦାନ ପ୍ରଦାନ କରିବେ ରୋବୋ

ବେଳେବେଳେ ମନ ଜଣଙ୍କ ପ୍ରେମରେ ପାଗଳ ହୋଇଯାଏ। ହେଲେ ମନର ଭାବକୁ ପରିପ୍ରକାଶ ନ କରିପାରିବା ଯୋଗୁ ସମ୍ପର୍କ ଆଗକୁ ବଢ଼ିପାରେନା। ଏମିତି ଦୁଇପଟୁ ଭଲ ପାଇବା ଥିଲେ ବି କଥା ଆଗକୁ ବଢ଼ିପାରେନା। 

ଶଙ୍ଖଦ୍ୱୀପ

ଶଙ୍ଖଦ୍ୱୀପ

ଏହା ଏକ ଦ୍ୱୀପ, ହେଲେ ଏଠାରେ ନାହିଁ ବାଲିର ଚାଦର। ବରଂ ତିଆରି ହୋଇଛି ଆବଡ଼ା ଖାବଡ଼ା ଶଙ୍ଖରେ। ଏଠାରେ ପାଦ ରଖିବା ବି ଭାରି କଷ୍ଟକର। ତଥାପି ପର୍ଯ୍ୟଟକଙ୍କର ଏହା ପ୍ରିୟ ସ୍ଥାନ ପାଲଟିଛି। 

ଅଣ୍ଡର ଓ୍ବାଟର ଭିଲ୍ଲା

ଅଣ୍ଡର ଓ୍ବାଟର ଭିଲ୍ଲା

ପର୍ଯ୍ୟଟକଙ୍କ ଭୂସ୍ବର୍ଗ ବୋଲାଉଥିବା ମାଳଦ୍ୱୀପ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ନିକଟରେ ଏଠାରେ ଥିବା  ରଙ୍ଗାଲି ଟାପୁରେ ସ୍ଥାପନ କରାଯାଇଛି ପୃଥିବୀର ସର୍ବପ୍ରଥମ ଅଣ୍ଡର ଓ୍ବାଟର ଭିଲ୍ଲା।  

ପ୍ରଥମ ଥର ପାଇଁ..

ପ୍ରଥମ ଥର ପାଇଁ..

ପ୍ରଥମ ଥର ପାଇଁ କୌଣସି ସ୍ଥାନକୁ ଭ୍ରମଣ କରିବା  ଅବା କୌଣସି କାର୍ଯ୍ୟ ଆରମ୍ଭ କରିବା ସମୟରେ, ଆମକୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ହୋଇଥାଏ। କାରଣ ଆମେ ସେହି ସ୍ଥାନ ବା କାର୍ଯ୍ୟ ବିଷୟରେ ଅଜଣା ଥାଉ । ଏହି ସ୍ଥଳରେ କେଉଁ ସବୁ ଦିଗ ପ୍ରତି ସଚେତନ ହେବା ଜରୁରୀ ସେ ସମ୍ପର୍କରେ....

ଆରଡିରେ    ମହାଶିବରାତ୍ରି

ଆରଡିରେ ମହାଶିବରାତ୍ରି

ପ୍ରତିବର୍ଷ  ଫାଲ୍‌ଗୁନ ମାସ ପବିତ୍ର ଚତୁର୍ଦ୍ଦଶୀ ତିଥିରେ ବିଭିନ୍ନ ଶୈବପୀଠରେ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ା ଭଦ୍ରକ ଜିଲାରେ ଅବସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ଏହି ଉତ୍ସବର ପାଳନ ରୀତିନୀତି ଟିକେ ନିଆରା ା ଏହି ପବିତ୍ର ଦିନରେ ଭୋର ସାଢେ ୩ଟାରେ ମନ୍ଦିର ପହୁଡ ଖୋଲାଯାଇଥାଏ ା ୪ଟାରେ ବଡପଣ୍ଡାଙ୍କ ଦାୟାଦ କରିଥାନ୍ତି ମଙ୍ଗଳ ଆଳତି ା ଏହାକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥାଏ ା 

ସାଥୀ

ସାଥୀ

ଲାଜକୁ କରିଛି ମନର ସାଥୀ,

ଚାହିଁ ଚାହିଁ କଟେ ବିରହ ରାତି...

ନାରୀ ସେ ସମର୍ଥା

ନାରୀ ସେ ସମର୍ଥା

ଯେତେବେଳେ ଦୋହଲି ଯାଇଛି ପରିବାରର ଆର୍ଥିକ ସ୍ଥିତି; ସେତେବେଳେ ଏମାନେ ସାମ୍ନାରେ ଛିଡ଼ା ହୋଇଛନ୍ତି। ଆଉ ନିଜ ପରିବାରର ସ୍ଥିତି ସୁଧାରିବା ସହିତ  ତାଙ୍କପରି କିଛି ଆର୍ଥିକ ଦୁର୍ବଳ ପରିବାରର ସ୍ଥିତି ସୁଧାରିବାର ଦାୟିତ୍ୱ ବି ନେଇଛନ୍ତି...

ଏମିତି ଗାଁ ଯେଉଁଠି କ୍ଷୀର ହୁଏନି ବିକ୍ରି...

ଏମିତି ଗାଁ ଯେଉଁଠି କ୍ଷୀର ହୁଏନି ବିକ୍ରି...

ତାଜମହଲଠାରୁ ୨ କିଲୋମିଟର ଦୂରରେ ରହିଛି ଏଭଳି ଏକ ଗାଁ ଯେଉଁଠି ଏକ ତୃତୀୟାଂଶ ଲୋକଙ୍କ ପାଖରେ ରହିଛି ଗାଈ ଏବଂ ମଇଁଷି। ତେବେ ସେମାନେ କେବେ ମଧ୍ୟ କ୍ଷୀର ବିକ୍ରି କରନ୍ତି ନାହିଁ।

ସହର ସଭ୍ୟତା ଠାରୁ ବହୁ ଆଗରେ ଏହି ଗାଁ

ସହର ସଭ୍ୟତା ଠାରୁ ବହୁ ଆଗରେ ଏହି ଗାଁ

ଆଜିକାଲି ଆଧୁନିକ ସଭ୍ୟତା କେବଳ ସହରରେ ଦେଖିବାକୁ ମିଳେ। ହେଲେ ରାଜସ୍ଥାନର ଉଦୟପୁର ଜିଲାରେ ଥିବା କିଛି ଗାଁ ସହରଠାରୁ ମଧ୍ୟ ଆହୁରି ଆଡଭାନ୍ସ ବୋଲି କୁହାଯାଏ।

ଭାରତୀୟ ସେନାଙ୍କୁ ରକ୍ଷା କରିଥାଏ ଏହି ମନ୍ଦିର

ଭାରତୀୟ ସେନାଙ୍କୁ ରକ୍ଷା କରିଥାଏ ଏହି ମନ୍ଦିର

ରାଜସ୍ଥାନର ଜୈସଲମେରଠାରୁ ପ୍ରାୟ ୧୨୨ କିଲୋମିଟର ଦୂର ତନୋଟଠାରେ ଏମିତି ଏକ ଦେବୀ ମନ୍ଦିର ରହିଛି ଯାହା ସୀମାରେ ଥିବା ଯବାନଙ୍କର ଜୀବନ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। 

ଚାଲିଲେ ମିଳିବ ଟଙ୍କା

ଚାଲିଲେ ମିଳିବ ଟଙ୍କା

ଏବେ ଲୋକଙ୍କ ହାତରେ ସମୟ ଅଭାବ ଥିବାରୁ ଅଧିକାଂଶ ଲୋକେ ପାଦରେ ଚାଲିବା ଏକ ପ୍ରକାର ଭୁଲି ଗଲେଣି କହିଲେ ଚଳେ। ହେଲ ପାଦରେ ଚାଲିବା ଶରୀର ପକ୍ଷେ ଯେ ହିତକର ଏହାକୁ ବି ଲୋକେ ପାସୋରି ପକାଇଲେଣି।