ଫୁରସତ

ଯେଉଁଠି ଜନ୍ମ ଦିନରେ ବେଲୁନ୍‌ ବଦଳରେ ବ୍ୟବହାର କରାଯାଏ କଣ୍ଡୋମ୍‌

ଯେଉଁଠି ଜନ୍ମ ଦିନରେ ବେଲୁନ୍‌ ବଦଳରେ ବ୍ୟବହାର କରାଯାଏ କଣ୍ଡୋମ୍‌

କଣ୍ଡୋମର ନାଁ ଶୁଣିଲେ ଯେ କେହି ଟିକେ ସଙ୍କୋଚ କରିବା ସ୍ବାଭାବିକ କଥା। ହେଲେ କ୍ୱିବାରେ ଏହା ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବିନା ଦ୍ୱିଧାରେ ବ୍ୟବହାର କରନ୍ତି। ସୂଚନା ଅନୁଯାୟୀ, ଏଠାରେ ଲୋକେ ଜନ୍ମଦିନ ପାଳନ କଲେ ବେଲୁନ୍‌ ବଦଳରେ କଣ୍ଡୋମରେ ଘର ସଜାଇ ଥାଆନ୍ତି। 

ଯେଉଁଠି ସ୍ବାମୀଙ୍କ ମୃତ୍ୟୁରେ ପତ୍ନୀ କରନ୍ତି ଅଶ୍ଲୀଳ ଡ୍ୟାନ୍ସ

ଯେଉଁଠି ସ୍ବାମୀଙ୍କ ମୃତ୍ୟୁରେ ପତ୍ନୀ କରନ୍ତି ଅଶ୍ଲୀଳ ଡ୍ୟାନ୍ସ

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ପରିବାର ସଦସ୍ୟଙ୍କ ମୃତ୍‌ୟୁରେ କେଉଁଠି ଶୋକ ପାଳନ କରାଯାଏ ତ କେଉଁଠି ନାଚଗୀତରେ ମସଗୁଲ ହୋଇ ମୃତ ସମ୍ପର୍କୀୟଙ୍କୁ ଶେଷ ବିଦାୟ ଦେଇଥାନ୍ତି ପରିବାର ଲୋକେ।

୯ ବର୍ଷ ଭାରତୀୟ ବାଳକର ପ୍ରତିଭାରେ ବ୍ରିଟେନ ଚକିତ

୯ ବର୍ଷ ଭାରତୀୟ ବାଳକର ପ୍ରତିଭାରେ ବ୍ରିଟେନ ଚକିତ

ଚେସ ଖେଳରେ ବିଶ୍ୱକୁ ଚକିତ କରିଦେଇଛନ୍ତି ଜଣେ ୯ବର୍ଷୀୟ ବାଳକ। ତାଙ୍କୁ ଦେଶର ଆଗାମୀ ବିଶ୍ୱନାଥନ ଆନନ୍ଦ ଆଖ୍ୟା ଦିଆଯାଉଛି। ବ୍ରିଟେନ ଭଳି ଦେଶ ଏହି ବାଳକର ପ୍ରତିଭାରେ ଏତେ ପ୍ରଭାବିତ ଯେ, ଭିଜା ନିୟମ ବଦଳାଇଦେଇଛି।  

ଏ ବର୍ଷ ଏଲ୍‌ ନିନ୍ୟୋ ସମ୍ଭାବନା ୭୦%

ଏ ବର୍ଷ ଏଲ୍‌ ନିନ୍ୟୋ ସମ୍ଭାବନା ୭୦%

ଜେନେଭା: ଚଳିତ ବର୍ଷ ଏଲ୍‌ ନିନ୍ୟୋ ସମ୍ଭାବନା ଅଧିକ। ବର୍ଷର ଶେଷଭାଗକୁ ଏହା ବିଶ୍ୱ ପାଣିପାଗକୁ ପ୍ରଭାବିତ କରିପାରେ ବୋଲି ଜାତିସଂଘ ପକ୍ଷରୁ ଆଶଙ୍କା କରାଯାଇଛି। 

ବିବାହିତାମାନେ କରନ୍ତୁନି ଏହି ଦୁଇଟି କାମ

ବିବାହିତାମାନେ କରନ୍ତୁନି ଏହି ଦୁଇଟି କାମ

ଅନେକ ସମୟରେ ଶାସ୍ତ୍ରରେ ଦିଆଯାଇଥିବା କଥାକୁ ପାଳନ କରଯାଇଥାଏ। କାରଣ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ସେମିତି ବିବାହିତାମାନେ ସୁଖରେ ସଂସାର କରିବାକୁ ହେଲେ ଦୁଇଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।

ପର୍ନ ଫିଲ୍ମ ଦେଖିଲେ ମିଳିବ ଚାକିରି: ଦରମା ୨ଲକ୍ଷ ଟଙ୍କା

ପର୍ନ ଫିଲ୍ମ ଦେଖିଲେ ମିଳିବ ଚାକିରି: ଦରମା ୨ଲକ୍ଷ ଟଙ୍କା

ଅନେକ ଲୋକ ପର୍ନ ଫିଲ୍ମ ବା ଆଡଲ୍ଟ ଫିଲ୍ମ ଦେଖିବାକୁ ପସନ୍ଦ କରିଥାଆନ୍ତି। ହେଲେ ଖୋଲାଖୋଲି ଭାବେ ନୁହେଁ ଲୁଚାଛପାରେ ଏସବୁ ଫିଲ୍ମ ଦେଖାଯାଇଥାଏ। ହେଲେ ଏମିତି ଏକ ଦେଶ ଅଛି ଯେଉଁଠି ପର୍ନ ଫିଲ୍ମ ଦେଖିଲେ ମିଳିବ ଚାକିରି ତା’ସହ ଲକ୍ଷାଧିକ ଟଙ୍କା ଦରମା। 

କର୍ମଚାରୀଙ୍କୁ ୧ ଘଣ୍ଟା ଅବସର ପାଇଁ ପ୍ରସ୍ତାବ

କର୍ମଚାରୀଙ୍କୁ ୧ ଘଣ୍ଟା ଅବସର ପାଇଁ ପ୍ରସ୍ତାବ

କର୍ମଚାରୀଙ୍କୁ ଆରାମ ତଥା ଖୁସି ରଖିବାକୁ ସ୍ବିଡେନ ସରକାର ସର୍ବଦା କିଛି ନୂଆ ନୂଆ ଯୋଜନା କରିଥାନ୍ତି। ଏବେ ପୁଣି ସେମିତି କିଛି ନୂଆ ପ୍ରସ୍ତାବ ଆଗତ ହେବାକୁ ଯାଉଛି। ଏହି ପ୍ରସ୍ତାବ ଅନୁଯାୟୀ ସ୍ବିଡେନ ସରକାର ନିଜ କର୍ମଚାରୀମାନଙ୍କୁ ଏକ ଘଣ୍ଟା ସେକ୍ସ ପାଇଁ ସୁଯୋଗ ଦେବା ଲାଗି ପ୍ରସ୍ତାବ ଦିଆଯାଇଛି। 

ପର୍ନ ଷ୍ଟାରଙ୍କ ସହ ରାତି ବିତାଇବେ ଶ୍ରେଷ୍ଠ କର୍ମଚାରୀ

ପର୍ନ ଷ୍ଟାରଙ୍କ ସହ ରାତି ବିତାଇବେ ଶ୍ରେଷ୍ଠ କର୍ମଚାରୀ

ସାଧାରଣତଃ କର୍ମଚାରୀମାନେ ଶ୍ରେଷ୍ଠ ପ୍ରଦର୍ଶନ କଲେ କମ୍ପାନୀ ବୋନସ୍‌ ଦେଇଥାଏ। କିନ୍ତୁ ଚାଇନାର ଏକ କମ୍ପାନୀ ନିଜ କର୍ମଚାରୀଙ୍କୁ ଏକ ଅଜବ ଉପହାର ଭେଟି ଦେଉଛି। ଟେକ୍ନୋଲୋଜି ସୁରକ୍ଷାଭିତ୍ତିକ ଏହି କମ୍ପାନୀ ନିଜ କର୍ମଚାରୀମାନଙ୍କ ମଧ୍ୟରୁ ଜଣଙ୍କୁ ବର୍ଷର ଶ୍ରେଷ୍ଠ କର୍ମଚାରୀ ଭାବେ ପୁରସ୍କାର ଦେଇଥାଏ। 

ଅନ୍ତରୀକ୍ଷରେ ଭାରତୀୟ ମହାକାଶଚାରୀ

ଅନ୍ତରୀକ୍ଷରେ ଭାରତୀୟ ମହାକାଶଚାରୀ

”ଅନ୍ତରୀକ୍ଷକୁ ଯାତ୍ରା କରିଥିବା ଏକମାତ୍ର ଭାରତୀୟ ହେଉଛନ୍ତି ରାକେଶ ଶର୍ମା, ଯେ ଏକ ରୁଷୀୟ ରକେଟ୍‌ ସାହାଯ୍ୟରେ ୧୯୮୮ ମସିହାରେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ। ତାଙ୍କ ପରେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିବା ଦୁଇଜଣ ମହିଳା ମହାକାଶଚାରୀ କଳ୍ପନା ଚାଓ୍ବଲା ଓ ସୁନୀତା ଉଇଲିୟମ୍‌ସ ମଧ୍ୟ ଅନ୍ତରୀକ୍ଷକୁ ଯାତ୍ରା କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଜଣେ ହେଲେ ଭାରତୀୟ ଭାରତର ନିଜସ୍ବ ଅନ୍ତରୀକ୍ଷକ ଅଭିଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିବାରେ ସଫଳ ହୋଇ ନାହାନ୍ତି।“

ଦୁଇ ହଜାର ବର୍ଷ ତଳର ବେଶ୍ୟାଳୟ

ଦୁଇ ହଜାର ବର୍ଷ ତଳର ବେଶ୍ୟାଳୟ

ଦେହ ବ୍ୟବସାୟ ବା ବେଶ୍ୟାବୃତ୍ତି ଏବେକାର କଥା ନୁହେଁ। ରାଜା ମହାରାଜାଙ୍କ ଅମଳରେ ମଧ୍ୟ ଏହା ପ୍ରଚଳିତ ଥିବା ଇତିହାସ କୁହେ। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି।

୫୩ ରୋଗୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ମହିଳା ଡାକ୍ତର

୫୩ ରୋଗୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ମହିଳା ଡାକ୍ତର

ଉତ୍ତର ପ୍ରଦେଶ,୯।୯: ଡାକ୍ତର ଭଗବାନ ସଦୃଶ ହୋଇଥାନ୍ତି। କିନ୍ତୁ ସମାଜରେ ଏମିତି କିଛି ଡାକ୍ତର ଅଛନ୍ତି ଯେଉଁମାନଙ୍କ ଯୋଗୁ ଏହି ପେସା ବଦନାମ ହୋଇଛି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ସବୁଠୁ ଛୋଟ ହେଲିକପ୍ଟର

ସବୁଠୁ ଛୋଟ ହେଲିକପ୍ଟର

ମାତ୍ର ଜଣେ ବସିପାରୁଥିବା ଏହି ହେଲିକପ୍ଟରର ନାଁ ହେଉଛି ଜେନ୍‌ ଏଚ୍‌-୪। ଜାପାନର ଜେନ୍‌ କର୍ପୋରେଶନ୍‌ ନାମକ ଏକ ଇଲେକ୍ଟ୍ରୋନିକ କମ୍ପାନୀ ହେଉଛି ଏହାର ନିର୍ମାତା। ୭୫ କି.ଗ୍ରା. ବିଶିଷ୍ଟ ଉକ୍ତ ଏକ ଜଣିକିଆ ଏୟାରକ୍ରାଫ୍ଟ ପୃଥିବୀର ସବୁଠୁ ଛୋଟ ହେଲିକପ୍ଟରର ମାନ୍ୟତା ପାଇଛି। 

ଖପୁରି ପରି ହେବା ପାଇଁ

ଖପୁରି ପରି ହେବା ପାଇଁ

ସୁନ୍ଦର ଆଖି, ନାକ, ଓଠ, କାନ ଥିବା ମଣିଷର ଚେହେରା ଲାଗେ ଭାରି ଆକର୍ଷକ। ହେଲେ ମୃତ୍ୟୁ ପରେ ଏଇ ଚେହେରା ପଛର ଖପୁରି କିନ୍ତୁ ଲାଗେ ଭାରି ଭୟାନକ। ତାକୁ ଦେଖିଦେଲେ ଲୋମଟାଙ୍କୁରି ଉଠେ। ହେଲେ କଲମ୍ବିଆର କାଲାକା ସ୍କଲ ନାମକ ଜଣେ ୨୨ ବର୍ଷୀୟ ଟାଟୁ ଆର୍ଟିଷ୍ଟ ନିଜ ଚେହେରାକୁ ଖପୁରିରେ ରୂପାନ୍ତରିତ କରିଦେଇଛନ୍ତି। ଭାବି ଆଶ୍ଚର୍ଯ୍ୟ ହେଉଥିବେ ଚେହେରାକୁ ଖପୁରି ପରି କିଭଳି କରିହେବ? 

ପ୍ରଥମ ପାରିଶ୍ରମିକରେ ଘଣ୍ଟା କିଣା ହୋଇଥିଲା

ପ୍ରଥମ ପାରିଶ୍ରମିକରେ ଘଣ୍ଟା କିଣା ହୋଇଥିଲା

କଣ୍ଠଶିଳ୍ପୀ ତଥା ପ୍ରଫେସର ଡ. ମିତାଲି ଚିନାରା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଉଜାଗରରେ ପାହିଲା ରାତି, କେବେ ଆସିବ ମୋ ସପନ ସାଥୀ

ଉଜାଗରରେ ପାହିଲା ରାତି, କେବେ ଆସିବ ମୋ ସପନ ସାଥୀ

ମୋ ମନରେ ସିଏ ମୋ ସ୍ବପ୍ନରେ ସିଏ। ତା’ କଥା ଭାବି ଭାବି ରାତି ପାହି ଯାଉଛି। ହେଲେ ତା’ସହ କେବେ ସାକ୍ଷାତ ହେବ କହିବେ କି ସାଥୀ ?
-ପୁଷ୍ପକ କୁମାର, ଦେବଗଡ଼

ସୋନପୁରୀ ଶାଢି

ସୋନପୁରୀ ଶାଢି

ପ୍ରାଚୀନ ଓ ଆଧୁନିକ ଡିଜାଇନ୍‌କୁ ବାନ୍ଧକଳାରେ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି ସୁବର୍ଣ୍ଣପୁର ଜିଲାର ବୁଣାକାରମାନେ। ଖାସ୍‌ ସେଇମାନଙ୍କ ପାଇଁ ଏହି କଳା ପ୍ରସିଦ୍ଧି ଲାଭ  କରିଛି ଏବେ ସାରା ବିଶ୍ୱରେ...

ଇଣ୍ଟରନେଟ୍‌ ପ୍ରଭାବକୁ ନେଇ ଚର୍ଚ୍ଚା ଜୋର

ଇଣ୍ଟରନେଟ୍‌ ପ୍ରଭାବକୁ ନେଇ ଚର୍ଚ୍ଚା ଜୋର

ସରିଥାଏ କ୍ଲାସ୍‌। ବର୍ଷା ପାଗରେ କ୍ୟାମ୍ପସ୍‌ ବାହାରକୁ ବାହାରିବା ମୁସ୍କିଲ। ତେଣୁ ଫାଙ୍କା ସମୟରେ କ୍ଲାସ୍‌ ରୁମ୍‌ ବାହାରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗର କେତେଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଜମିଥାଏ ଜୋର୍‌ଦାର ଖଟି। ଏଥର ଖୁଦୁରୁକୁଣୀ ପୂଜାରେ କିଏ କେତେ ବଡ଼ ମୂର୍ତ୍ତି ଆଣିଛନ୍ତି, କାହାର ପୂଜାସ୍ଥଳୀ କେତେ ସୁନ୍ଦର ଡେକୋରେଶନ୍‌ ହୋଇଛି ତାକୁ ନେଇ ଆଲୋଚନା ଚାଲିଥାଏ, ଆଉ ମୋବାଇଲରେ ଫଟୋ ବି ଦେଖାଚାଲିଥାଏ।

ବାଇକ୍‌ ଷ୍ଟିକରିଂ କ୍ରେଜ୍‌

ବାଇକ୍‌ ଷ୍ଟିକରିଂ କ୍ରେଜ୍‌

ସବୁଥିରେ ଅନ୍ୟଠାରୁ କିଛି ସ୍ପେଶାଲ କରିବାର ନିଶା ଯେମିତି ବର୍ତ୍ତମାନର  ଯୁବପିଢ଼ିଙ୍କୁ ଘାରିଛି। ଯେଉଁଥିରୁ ବାଦ୍‌ ପଡ଼ିନି ସେମାନଙ୍କ ବାଇକ୍‌ ସିଲେକ୍ସନ। ମାର୍କେଟ୍‌ରେ ଯେଉଁ ଲାଟେଷ୍ଟ ମଡେଲ ବାଇକ୍‌ ଲଞ୍ଚ୍‌ କଲା ତାକୁ ପ୍ରଥମେ କିଣିବାକୁ ଚାହିଁ ରହୁଛନ୍ତି ସେମାନେ। କେବଳ ଏତିକି ନୁହେଁ, ନିଜ ବାଇକ୍‌କୁ ସବୁଠୁ ଡିଫରେଣ୍ଟ ଲୁକ୍‌ ଦେବା ଲାଗି ସେଥିରେ ଭଳିକି ଭଳି ଷ୍ଟିକରିଂ କରିବାକୁ ନେଇ ମଧ୍ୟ ସେମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା...

ହ୍ବାଟ୍ସଆପ୍‌ ପାଇଁ ଭାଙ୍ଗିଲା ବିବାହ

ହ୍ବାଟ୍ସଆପ୍‌ ପାଇଁ ଭାଙ୍ଗିଲା ବିବାହ

ନୂଆଦିଲ୍ଲୀ,୮।୯-ବର୍ତ୍ତମାନର ପିଢ଼ି ପକ୍ଷେ ପଡ଼ିଶା ଘରେ କ’ଣ ଚାଲିଛି ତାହା କହିବା ଅସମ୍ଭବ, କିନ୍ତୁ ଆମେରିକା ରାଷ୍ଟ୍ରପତି କ’ଣ ଖାଇଲେ କ’ଣ ପିନ୍ଧିଲେ ସେହି ଖବର ସମସ୍ତଙ୍କ ନିକଟରେ ରହିପାରୁଛି।

ଅଳସୁଆ ଦେଶଙ୍କ ମଧ୍ୟରେ ଭାରତ

ଅଳସୁଆ ଦେଶଙ୍କ ମଧ୍ୟରେ ଭାରତ

ନୂଆଦିଲ୍ଲୀ: ଶାରୀରିକ ଭାବେ ସକ୍ରିୟ ନାଗରିକ ବିଷୟ ବିଚାରକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କେତେକ ଦେଶକୁ ଅଳସୁଆ ରାଷ୍ଟ୍ର ତାଲିକାଭୁକ୍ତ କରିଛି। ଭାରତ ଏହି ତାଲିକାର ୧୧୭ତମ ସ୍ଥାନରେ ରହିଛି।

ଜେଲରେ ବାପା-ପୁଅଙ୍କ ଭାବବିହ୍ବଳ ମିଳନ

ଜେଲରେ ବାପା-ପୁଅଙ୍କ ଭାବବିହ୍ବଳ ମିଳନ

ବାପା-ପୁଅଙ୍କ ଭାବବିହ୍ବଳ ମିଳନ। ତାହା ପୁଣି ଜେଲରେ। କଥାଟା ଅଜବ ଲାଗୁଥିଲେ ମଧ୍ୟ ଥାଇଲାଣ୍ଡରେ ଘଟିଛି ଏଭଳି ଘଟଣା। ଥାଇଲାଣ୍ଡର ରେଓଙ୍ଗ୍‌ ପ୍ରାନ୍ତରେ ଏକ ଜେଲ ରହିଛି। ଏକ ସ୍କୁଲର ଛାତ୍ରୀଛାତ୍ରଙ୍କୁ ନୈତିକତା ପାଠ ଶିଖାଇବା ପାଇଁ ଜେଲକୁ ଅଣାଯାଇଥିଲା।

ପତ୍ନୀ ଓ ଶାଳୀ ଏକାସାଙ୍ଗେ ଗର୍ଭବତୀ, ଆଉ ତା’ପରେ...

ପତ୍ନୀ ଓ ଶାଳୀ ଏକାସାଙ୍ଗେ ଗର୍ଭବତୀ, ଆଉ ତା’ପରେ...

ଆମେରିକାର ଓହିଓ ସହରରେ ଏକ ଅଜବ ଘଟଣା ଘଟିଛି। ଏଠାରେ ବାସ କରୁଥିବା ଦୁଇ ଭଉଣୀ ଏକାସାଙ୍ଗେ ଗର୍ଭବତୀ ହୋଇଥିଲେ। କେବଳ ଏତିକି ନୁହେଁ, ଗୋଟିଏ ଦିନରେ ହିଁ ଦୁହେଁ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ଏହା ପଛରେ ଏକ କାରଣ ମଧ୍ୟ ଲୁଚି ରହିଛି। ଜଣେ ମହିଳା ଓ ପୁରୁଷଙ୍କ ଭ୍ରୂଣରୁ ଚାରିିଟି ପିଲା ଦୁଇଟି ଗର୍ଭରୁ ଜନ୍ମ ନେଇଛନ୍ତି।

ଟ୍ରାଫିକ୍‌ ନିୟମ ଭାଙ୍ଗି ଗିରଫ: ପୋଲିସକୁ ଦେଲେ ଏକାଠି ରାତି କାଟିବାକୁ ଅଫର୍‌

ଟ୍ରାଫିକ୍‌ ନିୟମ ଭାଙ୍ଗି ଗିରଫ: ପୋଲିସକୁ ଦେଲେ ଏକାଠି ରାତି କାଟିବାକୁ ଅଫର୍‌

ରୁଷର ମଡେଲ କିରା ମେୟର ଏବେ ବେଶ୍‌ ଚର୍ଚ୍ଚାରେ। ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ୨ ଜଣ ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକ ରଖିଥିଲେ। କୌଣସି ମତେ ସେଠୁ ଖସି ଆସିବାକୁ ଚେଷ୍ଟା କରିଥିଲେ କିରା। ଏଥିପାଇଁ ସେ ନାନା ବାହାନା ବି କରିଥିଲେ। ହେଲେ ଏସବୁ ଫେଲ୍‌ ମାରିବା ପରେ ସେ ଚିନ୍ତାକଲେ ଏକ ଅଭିନବ ଉପାୟ।

ଯେଉଁଠି ଜ୍ୱାଇଁଙ୍କୁ ମଦ ପିଆନ୍ତି ଶାଶୁ

ଯେଉଁଠି ଜ୍ୱାଇଁଙ୍କୁ ମଦ ପିଆନ୍ତି ଶାଶୁ

ଭାରତର ବିଭିନ୍ନ ଜାଗାରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ସେମିତି ଏକ ଅଜବ ବିବାହ ପରମ୍ପରା ରହିଛି ବୈଗା ଆଦିବାସୀ ସମ୍ପ୍ରଦାୟରେ। କେଉଁ ପୁରାତନ କାଳରୁ ଏହି ଆଦିବାସୀ ଲୋକଙ୍କ ବିବାହରେ ଶାଶୁମାନେ ଜ୍ୱାଇଁଙ୍କୁ ମଦ ପିଆଇବାର ପରମ୍ପରା ରହିଛି।