ସମ୍ପାଦକୀୟ

ବିଦ୍ୟାଳୟରେ ଉପସ୍ଥାନ

ବିଦ୍ୟାଳୟରେ ଉପସ୍ଥାନ

ରୁଦ୍ର ପ୍ରସନ୍ନ ରଥ

ଯେକୌଣସି ଛାତ୍ର ସଫଳତା ପାଇବା ଲାଗି ବିଦ୍ୟାଳୟରେ ନିୟମିତ ଉପସ୍ଥିତ ରହିବା ଜରୁରୀ। ଯଦି ଉପଯୁକ୍ତ କାରଣ ନ ଥାଇ ପିଲାଟି କ୍ରମାଗତ ଭାବେ ଅନୁପସ୍ଥିତ ରହେ, ତା’ହେଲେ ତା’ର ଶିକ୍ଷାକ୍ଷେତ୍ରରେ କି ସମସ୍ୟା ଉପୁଜେ, ତାହା ଛାତ୍ରର ମାତାପିତା ବା ପରିବାର ସଦସ୍ୟ ବୁଝିପାରନ୍ତି ନାହିଁ। 

ଅନ୍ନଦାତାର ଦୁଃଖ

ଅନ୍ନଦାତାର ଦୁଃଖ

ପ୍ରକାଶ ତ୍ରିପାଠୀ


ଅକ୍ଟୋବର ୩୧, ୨୦୧୮ ରାତ୍ର ୯ ଘଟିକା। ସୋନି ଚ୍ୟାନେଲରେ ପ୍ରସାରିତ ସର୍ବାଧିକ ଲୋକପ୍ରିୟ ଗେମ୍‌ ଶୋ ‘କୌନ ବନେଗା କରୋଡପତି’ର ହଟ୍‌ସିଟ୍‌ରେ ବସିଥାନ୍ତି ମହାରାଷ୍ଟ୍ରର ଜଣେ ସାଧାରଣ କୃଷକ ଅନନ୍ତ କୁମାର ଖାଙ୍କେ। 

ଅଯଥାରେ

ଅଯଥାରେ

ବିମୁଦ୍ରୀକରଣକୁ ନଭେମ୍ବର ୮ରେ ଦୁଇ ବର୍ଷ ପୂରିଛି। ୨୦୧୬ ନଭେମ୍ବର ୮, ମଙ୍ଗଳବାର ଭାରତରେ ୫୦୦ ଓ ୧୦୦୦ ଟଙ୍କିଆ ଦୁଇଟି ବଡ଼ ନୋଟ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍‌ ଘୋଷଣା କରି ଅଚଳ କରିଦେଇଥିଲେ। 

ବ୍ୟକ୍ତି ସ୍ବାଧୀନତା

ବ୍ୟକ୍ତି ସ୍ବାଧୀନତା

ଆକାର ପଟେଲ

ଯଦି ଆପଣ ଲୋକଙ୍କୁ ପଚାରିବେ ଯେ ସେମାନେ କିପରି ଭାରତ ଚାହାନ୍ତି, ତେବେ ପ୍ରତ୍ୟେକ ଭାରତୀୟ ଉତ୍ତର ଦେବେ ଯେ, ସେମାନେ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଭାରତ ଚାହାନ୍ତି। ପୃଥିବୀର ସବୁଠାରୁ ଶକ୍ତିଶାଳୀ ଓ ଅନ୍ୟତମ ସମୃଦ୍ଧିଶାଳୀ ଦେଶ ହେଉଛି ଆମେରିକା। ଏହାର ଅର୍ଥନୀତି ଭାରତର ୧୦ ଗୁଣ ଏବଂ ଏହାର ଲୋକସଂଖ୍ୟା ଭାରତର ଚାରିଭାଗରୁ ଭାଗେ। ସୁତରାଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ଦୃଷ୍ଟିରୁ ବିଚାର କଲେ ଏହାର ଆକାର ବ୍ୟକ୍ତି ପିଛା ଭାରତର ୪୦ ଗୁଣ। ଆମେ ଚାହୁଁ ଏପରି ଏକ ଦେଶ...

ପ୍ରଥମ ବିଶ୍ୱଯୁଦ୍ଧର ବିଭୀଷିକା

ପ୍ରଥମ ବିଶ୍ୱଯୁଦ୍ଧର ବିଭୀଷିକା

ଦେବାଶିଷ ସାମନ୍ତରାୟ

କୌଣସି ଘଟଣା ଅବା ଦୁର୍ଘଟଣାର ପ୍ରଭାବ ଓ କାରଣ ସ୍ଥଳ ଦୃଷ୍ଟିରୁ  ଦେଖିଲେ ହୁଏତ ସ୍ପଷ୍ଟ ଅନୁମାନ କରାଯାଇପାରେନା। ପ୍ରତ୍ୟେକ ଘଟଣା ଓ ଦୁର୍ଘଟଣା ଆକସ୍ମିକ ବି ନୁହେଁ। ଏହା ପଛରେ ନିର୍ଦ୍ଦିଷ୍ଟ ଏକ କାରଣ ଯୁକ୍ତିଯୁକ୍ତ ଲାଗୁ ନ ଥାଇ ପାରେ, ମାତ୍ର ତା’ ସହ ସନ୍ନିବିଷ୍ଟ ଥାଏ ଅନେକ ଛୋଟବଡ ଉପାଦାନ। ...

ସାହସିନୀ ସାମ୍ବାଦିକା

ସାହସିନୀ ସାମ୍ବାଦିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବର୍ତ୍ତମାନ ସମୟରେ ସୂଚନା ହେଉଛି ସମ୍ପଦ। ଯାହାଙ୍କ ପାଖରେ ଯେତେ ତଥ୍ୟ ରହିଛି, ସେ ସେହି ଅନୁଯାୟୀ ସମୃଦ୍ଧ।  ପାରମ୍ପରିକ ଗଣମାଧ୍ୟମ ବଡ଼ କର୍ପୋରେଟ୍‌ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି। ସେଗୁଡ଼ିକ ମନ ମୁତାବକ ତଥ୍ୟ ପ୍ରସାରଣ କରୁଥିବା ଅଭିଯୋଗ ହେଉଛି । ହେଲେ ସୋସିଆଲ ମିଡିଆର ଅଭ୍ୟୁଦୟ ହେବା ପରେ ଜନସାଧାରଣ ହାତପାହାନ୍ତାରେ ପର୍ଯ୍ୟାପ୍ତ ତଥ୍ୟ ପାଇପାରୁଛନ୍ତି। ଟ୍ୟୁନିସିଆ ଓ ଇଜିପ୍ଟରେ ଯେଉଁ ରାଜନୈତିକ ବିପ୍ଳବ ସୃଷ୍ଟି ହୋଇ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିଥିଲା, ତାହା କେବଳ ସାମା..

ଏଇ ଭାରତରେ

ଏଇ ଭାରତରେ

ଦୁନିଆଁରେ ଏମିତି ମଣିଷ ଅଛନ୍ତି ଯେଉଁମାନଙ୍କ ଇଚ୍ଛା ଜୀବଦ୍ଦଶାରେ ମଧ୍ୟ ଫଳବତୀ ହୋଇପାରେ ନାହିଁ। ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲାର ବାସିନ୍ଦା ଫୈଜୁଲ୍‌ ହାସନ କାଦ୍ରି ତାଙ୍କ ସ୍ବର୍ଗତ ପତ୍ନୀ ତାଜା ମୁଲ୍ଲି ବିବିଙ୍କ ସ୍ମୃତିରେ ୨୦୧୨ରେ ଏକ ‘ମିନି ତାଜମହଲ’ ନିର୍ମାଣ କରିଥିଲେ। ତେବେ ସେ ତାଙ୍କ ଭଲ ପାଇବାର ସ୍ମୃତିତୀର୍ଥକୁ ସମ୍ପୂର୍ଣ୍ଣ କରିପାରି ନ ଥିଲେ। କାରଣ ତାଙ୍କର ସବୁ ସାଇତା ଅର୍ଥ ଭିତ୍ତିଭୂମି ନିର୍ମାଣରେ ହିଁ ବ୍ୟୟ ହୋଇଯାଇଥିଲା। ମିନି ତାଜମହଲ ନିର୍ମାଣ ବିଷୟ ପ୍ରଚାର ହେବା ପରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ...

ଅନିଶ୍ଚିତ ସମ୍ପ୍ରସାରଣ

ଅନିଶ୍ଚିତ ସମ୍ପ୍ରସାରଣ


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଅର୍ଥ ସଚିବ ହସମୁଖ ଆଧିଆ ଚଳିତମାସ ଶେଷ ସୁଦ୍ଧା ଅବସର ନେବାକୁ ଥିବାବେଳେ ତାଙ୍କର ସମ୍ଭାବ୍ୟ ସମ୍ପ୍ରସାରଣ (କାର୍ଯ୍ୟକାଳ ବୃଦ୍ଧି) ନେଇ ଅନିଶ୍ଚୟତା ରହିଛି। ପୂର୍ବ ସରକାରଗୁଡ଼ିକ ଅମଳରେ ବଜେଟ୍‌ର କିଛିଦିନ ପୂର୍ବରୁ ଯଦି ଅର୍ଥ ମନ୍ତ୍ରଣାଳୟର ସଚିବମାନଙ୍କର କାର୍ଯ୍ୟକାଳ ପୂରିଯାଉଥିଲା, ତେବେ ତାଙ୍କୁ ଆଉ ଏକ ସମ୍ପ୍ରସାରଣ ଦିଆଯାଉଥିଲା। କିନ୍ତୁ ଆଧିଆଙ୍କ କ୍ଷେତ୍ରରେ ସରକାରରେ ଥିବା କିଛି ତତ୍ତ୍ୱ ଏହା ଚାହିଁଲେ ନାହିଁ ଏବଂ ଆଧିଆଙ୍କ ତରଫରୁ ମଧ୍ୟ ସେ ଆଉ ଏକ ସମ୍ପ୍ରସାରଣ ଚାହୁଁଛନ୍ତି ବୋଲି ...

ଶିକ୍ଷା ଓ ନୈତିକ ମୂଲ୍ୟବୋଧ

ଶିକ୍ଷା ଓ ନୈତିକ ମୂଲ୍ୟବୋଧ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ସମୟରେ ଆମେ ଭକ୍ତକବି ମଧୁସୂଦନ ରାଓଙ୍କ ଏକ କବିତା ପଢୁଥିଲୁ- ”ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ। କେ ଜାଣେ କାହାର ମୃତ୍ୟୁକାଳ ଆଜି ହେବ ଉପସ୍ଥିତ।ା“ ଏଠାରେ ଧର୍ମ କୌଣସି ଆନୁଷ୍ଠାନିକ ଧର୍ମ ଅର୍ଥରେ ବ୍ୟବହୃତ ହୋଇନାହିଁ। ପରବର୍ତ୍ତୀ ପଦଗୁଡ଼ିକରେ କବି ଅସତ୍ୟ, ହିଂସା, କପଟତା, ଲୋଭ, କ୍ରୋଧ ଓ ଅହଙ୍କାରକୁ ତ୍ୟାଗ କରି ମଙ୍ଗଳ କାର୍ଯ୍ୟ କରିବାକୁ ଧର୍ମ ବୋଲି ବ୍ୟାଖ୍ୟା କରିଛନ୍ତି। ମହର୍ଷି ମନୁଙ୍କ ମତରେ ମଧ୍ୟ ଧୃତି, କ୍ଷମା, ଦମ, ଅସ୍ତେୟ, ଶୌଚ, ଇନ୍ଦ୍ରିୟନିଗ୍ରହ, ବୁଦ୍ଧି, ବିଦ୍ୟା, ସତ୍ୟ ଓ ଅକ୍ରୋଧ ହେଉଛି ଧର୍ମର ଦଶଟି ଲକ୍ଷଣ। ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସମୟରୁ ଯେଉଁ ଧ...

ଜଗତ କାଳର ଅଧୀନ

ଜଗତ କାଳର ଅଧୀନ

ମନ-ମାନଚିତ୍ର/ ଡ. ନରହରି ବେହେରା

ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି-ମୁଁ ହେଉଛି ସଂହାରକାରୀ କାଳ (କାଳୋଽସ୍ମି ଲୋକକ୍ଷୟକୃତ୍‌)। ହେ ଅର୍ଜୁନ! ଦ୍ରୋଣ, ଭୀଷ୍ମ, ଜୟଦ୍ରଥ, କର୍ଣ୍ଣ ପ୍ରଭୃତି ବୀରଙ୍କୁ ତୁମେ ନୁହଁ, ମୁଁ ବଧ କରିଛି। ତେଣୁ ତୁମେ ଏଥିପାଇଁ ବ୍ୟଥିତ ହୁଅନାହିଁ। ଅର୍ଜୁନ ବୁଝିଥିଲେ କାଳ ସହିତ ବାଜିମାରି ନୁହେଁ, ବରଂ କାଳ ନିକଟରେ ନମ୍ରତା ପ୍ରକାଶ କରି ନିଜକୁ ସଫଳ ମଣିଷରେ ପରିଣତ କରିବାକୁ ହେବ। ତେଣୁ ସେ ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ହାତଯୋଡ଼ି କହିଥିଲେ- ହେ କୃଷ୍ଣ! ମୁଁ ଆପଣଙ୍କ ଶରଣାଗତ ଶିଷ୍ୟ। ଆପଣ ମୋତେ ଶାସନପୂର୍ବକ କର୍ତ୍ତବ୍ୟ, ଅକର୍ତ୍ତବ୍ୟର ମାର୍ଗ ଦର୍ଶନ କରାନ୍ତୁ। ଏହି ନମ୍ରତା ହିଁ ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ ନିକଟତର କରିଛି। ମହାଭାରତ ଯୁଦ୍ଧରେ ତାଙ୍କଠାରୁ ଆହୁରି ଅନେକ ବୀର ଯୋଦ୍ଧା ଥିଲେ ମଧ୍ୟ ସେ ଶ୍ରେଷ୍ଠ ଧନୁର୍ଦ୍ଧର ଭାବରେ ପରିଚିତ ହୋଇଛନ୍ତି।...

ଏଇ ଭାରତରେ

ଏଇ ଭାରତରେ


କିନ୍ନର ହେଲେ ବି ସେମାନଙ୍କ ଭିତରେ ଭଲପାଇବା ହୃଦୟଟିଏ ଅଛି। ସ୍ନେହମମତାର ଡୋରିରେ ସେମାନେ ଅନ୍ୟମାନଙ୍କ ହୃଦୟ ଜିଣିପାରନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କୋଲ୍‌କାତାରେ। ଏକ କିନ୍ନର ଗୋଷ୍ଠୀ ରାସ୍ତାକଡ଼ ପିଲାଙ୍କ ସହିତ ଶୁକ୍ରବାର ...

ଆଜିର ଅର୍ଥନୀତି/ ପୁନଃ ଆହ୍ବାନ

ଆଜିର ଅର୍ଥନୀତି/ ପୁନଃ ଆହ୍ବାନ

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଓ ତଜ୍ଜନିତ କୃଷକମାନଙ୍କ ଦୁର୍ଦ୍ଦଶା କିଛି ନୂଆ କଥା ନୁହେଁ। ରାଜ୍ୟର ତିନିଚତୁର୍ଥାଂଶ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବାବେଳେ ରାଜ୍ୟର ଅର୍ଥନୀତି ପ୍ରକାରାନ୍ତରେ ପ୍ରକୃତିର ମର୍ଜି ଓ ଦୟା ଉପରେ ନିର୍ଭର କରିଥାଏ। ବାସ୍ତବରେ ସବୁଠାରୁ ଅଧିକ ପ୍ରାକୃତିକ ଦୁର୍ବିପାକ ପୀଡ଼ିତ  ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ। ଏପରି କ୍ୱଚିତ୍‌ ବର୍ଷ ଥିବ ଯେଉଁବର୍ଷ ଓଡ଼ିଶାର ଆଂଶିକ ବା ବ୍ୟାପକ ଅଂଶ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ବିଧ୍ୱସ୍ତ ହୋଇ ନ ଥିବ। ଏମିତି ବି ଅନେକ ...

ଆଇନର ଶାସନ: କିଛି କଥା, କିଛି ବ୍ୟଥା

ଆଇନର ଶାସନ: କିଛି କଥା, କିଛି ବ୍ୟଥା

ଗିରିଜାଶଙ୍କର ତରାସିଆ

ଦିନ ଥିଲା ଶାସକ ନିଜ ଇଚ୍ଛାରେ ଶାସନ କରୁଥିଲେ। ଏବେ କିନ୍ତୁ ଚାଲିଛି ଆଇନର ଶାସନ। ଏହାର ପରିଭାଷା ବ୍ୟାପକ ହେଲେ ମଧ୍ୟ ପରିସୀମା ଅସ୍ପଷ୍ଟ। କାରଣ ଥିଲାବାଲା ଏବଂ ନ ଥିଲାବାଲା କ’ଣ ସତରେ ଆଇନ ଆଗରେ ସମାନ? ଏହି ପ୍ରଶ୍ନଟି ଏବେ ମୋ ମନରେ ଜଟିଳ ରୂପ ଧାରଣ କରିଛି ଓକିଲାତି ପେସାରେ ପ୍ରାୟ ତେତିଶ ବର୍ଷ ବିତାଇବା ପରେ। ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇ ...

 ବିମୁଦ୍ରୀକରଣ ଓ ତା’ର ପ୍ରଭାବ

ବିମୁଦ୍ରୀକରଣ ଓ ତା’ର ପ୍ରଭାବ

ଅରୁଣ ଜେଟ୍‌ଲୀ

ଆଜି ଆମେ ବିମୁଦ୍ରୀକରଣର ଦୁଇବର୍ଷ ପୂରଣ କରୁଛୁ। ଅର୍ଥବ୍ୟବସ୍ଥାକୁ ଔପଚାରିକ କରିବା ଦିଗରେ କେନ୍ଦ୍ର ସରକାର ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୃଙ୍ଖଳା ମଧ୍ୟରୁ ବିମୁଦ୍ରୀକରଣ ଏକ ପ୍ରମୁଖ ପଦକ୍ଷେପ। ସରକାର ପ୍ରଥମେ ଭାରତ ବାହାରେ ଥିବା କଳାଧନକୁ ଟାର୍ଗେଟ୍‌ କରିଥିଲେ। ଜରିମାନା ଟିକସ ପଇଠ କରି ଏହିସବୁ ସମ୍ପତ୍ତିକୁ ଦେଶ ଭିତରକୁ ଆଣିବା ଲାଗି ସମ୍ପତ୍ତି ଧାରକମାନଙ୍କୁ କୁହାଯାଇଥିଲା। ଯେଉଁମାନେ ଏହା କରିବାରେ ବିଫଳ ହୋଇଛନ୍ତି ସେମାନଙ୍କୁ କଳାଧନ ଆଇନ ଅଧୀନରେ ଦଣ୍ଡିତ କରାଯାଇ...

ଏଇ ଭାରତରେ

ଏଇ ଭାରତରେ

ଟାଙ୍ଗୋ ବାଦ୍ୟ ଭାରତର ଏକ ପାରମ୍ପରିକ ବାଦ୍ୟ ହୋଇଥିବା ବେଳେ ଏହାକୁ ଲୋକେ ଭୁଲିଯିବାକୁ ବସିଲେଣି। କିନ୍ତୁ  ଚଳିତବର୍ଷ ନଭେମ୍ବର ୧୧ ତାରିଖରେ ମହାରାଷ୍ଟ୍ରର ମୁମ୍ବାଇ ମହାନଗରୀରେ ଏକ ୩ ଦିନିଆ ଟାଙ୍ଗୋ ସଂଗୀତ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଆର୍ଜେଣ୍ଟିନାର କନ୍‌ସୁଲେଟ୍‌ ଜେନେରାଲଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଉପସ୍ଥାପନ କରାଯିବ। ଟାଙ୍ଗୋ ବାଦ୍ୟ ଦ୍ୱାରା ଭାରତରେ...

ସମ୍ପାଦକୀୟ/ ଅରିହନ୍ତ

ସମ୍ପାଦକୀୟ/ ଅରିହନ୍ତ

‘ଅରିହନ୍ତ’ ହେଉଛି ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଆଣବିକ ଶକ୍ତିଚାଳିତ ବୁଡ଼ାଜାହାଜ। ଏହି ଜାହାଜରୁ ୭୫୦ରୁ ୩,୫୦୦ କିଲୋମିଟର ବ୍ୟାସାର୍ଦ୍ଧରେ ଯେକୌଣସି ସ୍ଥାନକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ। ଏହି କ୍ଷେପଣାସ୍ତ୍ର ପାରମ୍ପରିକ କିମ୍ବା ଅଣୁଅସ୍ତ୍ର ବହନକାରୀ ହୋଇପାରେ। ଏହାର ନିର୍ମାଣ ଲାଗି ଦୀର୍ଘ ୨୫ ବର୍ଷ ସମୟ ଲାଗିଲା। ସାଧାରଣରେ ଏହିଭଳି ପ୍ରଯୁକ୍ତିବିଦ୍ୟାସମ୍ପନ୍ନ କାର୍ଯ୍ୟଗୁଡ଼ିକର ଦକ୍ଷତା ସେତିକିବେଳେ ଜଣାପଡ଼େ, ଯେତେବେଳେ ତାହା ଅତିଶୀଘ୍ର ନିର୍ମିତ ହୋଇ ...

ପାରି ଜାଣିଲେ ଚୋର ସାଧୁ

ପାରି ଜାଣିଲେ ଚୋର ସାଧୁ

ରଞ୍ଜନ କୁମାର ଦାସ - 


‘ଅମାବାସ୍ୟାର ଚନ୍ଦ୍ର’ ବାରିଷ୍ଟର ଗୋବିନ୍ଦ ଦାସଙ୍କ ଏକ ବହୁଚର୍ଚ୍ଚିତ ଉପନ୍ୟାସ। ଆମ ସମୟର ପ୍ରବଞ୍ଚନାମୟ ପରିସ୍ଥିତିକୁ ଗଭୀରଭାବେ ଅନୁଧ୍ୟାନ କରି ସେ ଲେଖିଛନ୍ତି- ”ଲକ୍ଷ୍ମଣ ସୀତାଙ୍କ ପାଇଁ ନିଷିଦ୍ଧ ଗାର ଟାଣିଲା ଭଳି ସମାଜ ମଣିଷଙ୍କ ପାଇଁ ଗୋଟେ ରେଖା ଟାଣେ। କହେ- ଏହାକୁ ଟପିଲେ ପାପ, ଏହାର ପଛପଟେ ରହିଲେ ପୁଣ୍ୟ। ପାପପୁଣ୍ୟର ବିଚାର କେବଳ ଏ ସୀମା ପ୍ରତି ସମ୍ମାନର କଥା। ଅଙ୍ଗୁର ଖାଅ ସ୍ବାସ୍ଥ୍ୟ ପକ୍ଷେ ହିତକର କିନ୍ତୁ ଏଇ ଅଙ୍ଗୁର ରସକୁ ସିଦ୍ଧ କରି ଗିଲାସରେ ପିଅ, ତୁମେ ହେବ ମଦ୍ୟପ... ଚାକିରି କରିପାରିବନି। କିନ୍ତୁ ସେପରି ଅଭିଯୁକ୍ତ ନେତା ନିର୍ବାଚନ ଲଢ଼ିପାରିବ, ମନ୍ତ୍ରୀ, ବିଧାୟକ, ସାଂସଦ ସବୁ ହୋଇପାରିବ। ଦୁଇଟି ଛୁଆରୁ ଅଧିକ ଥିଲେ ଜଣେ ସରପଞ୍ଚ, ୱାର୍ଡମେମ୍ବର ହୋଇପାରିବନି। କିନ୍ତୁ ମନ୍ତ୍ରୀ, ଏମ୍‌ଏଲ୍‌ଏ ହୋଇପାରିବ। ବଡ଼ବଡ଼ିଆ ଯେତେବେଳେ ସରକାରୀ ଜାଗା ଦଖଲ କରନ୍ତି ସେଠି ସେମାନେ ମଠ, ମନ୍ଦିର, ସମବାୟ ବା ଦାତବ୍ୟ ସଂସ୍ଥାଟିଏ ଖୋଲିବା ନାଁରେ ସାଇନ୍‌ବୋର୍ଡ ମାରିଦିଅନ୍ତି। କହନ୍ତି, କେବଳ ଜାଗାଟିକୁ ଜବରଦଖଲକାରୀଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ହାତରୁ ଖର୍ଚ୍ଚକରି ଏ ସଂସ୍ଥାଟି ଖୋଲିବାକୁ ପଡ଼ିଲା। ମାତ୍ର ମୁଣ୍ଡ ଗୁଞ୍ଜିବାକୁ ସେଠି ଗରିବଟିଏ ପଲିଥିନ ଟାଣିଲେ ତାକୁ ତା’ପରଦିନ ଓପାଡି ଫିଙ୍ଗି ଦିଆଯାଏ। 

ସମାଜରେ ସବୁକାଳେ ଏଇଭଳି ଦୋଫାଙ୍କିଆ କଥାର ଚୋରାବାଟ ରହିଆସିଛି। ସିଧା ଆଙ୍ଗୁଠିରେ ନ ହେଲେ ଆଙ୍ଗୁଠି ବଙ୍କା କରି ଘିଅ ଖାଇବାର ସବୁପ୍ରକାର ବୈକଳ୍ପିକ ରାସ୍ତା ଖୋଲାଅଛି। ଆପଣ ଯେକୌଣସି ଖରାପ କାମ କଲାବେଳେ ଗୋଟିଏ ଭଲ ଉଦ୍ଦେଶ୍ୟ ଆରୋପିତ କରିଦେଲେ ଯଥେଷ୍ଟ। ଭଲ ଭାବମୂର୍ତ୍ତିଟିଏ ଧାରଣ କରିଥିଲେ ଆହୁରି ଭଲ। ତା’ସହ ଉପଯୁକ୍ତ ସମୟ, ଉପଯୁକ୍ତ ସ୍ଥାନ, ଉପଯୁକ୍ତ ଯୁକ୍ତି ଚୟନ କରିପାରିଥିଲେ ସବୁ ପାପ ପୁଣ୍ୟ ଭଳି ଦିଶିବ। ସବୁ ସ୍ବାର୍ଥପରତା ସମାଜମନସ୍କତା ଭଳି ଶୁଭିବ। ସବୁ ସ୍ବୈରାଚାରକୁ ଗଣତନ୍ତ୍ର ବୋଲି ଗୃହୀତ କରାଇହେବ। ସବୁ ଚୋର ସାଧୁଭଳି ଦିଶିବେ। ସବୁ ସଇତାନ ଭଗବାନ ଭଳି। 

ମୋ- ୯୪୩୭୨୮୬୫୧୨, ranjank.das@rediffmail.com

ଦୀପାବଳିରେ ପୂର୍ବଜ ସ୍ମରଣ

ଦୀପାବଳିରେ ପୂର୍ବଜ ସ୍ମରଣ

ଡ. ଭାରତ ଭୂଷଣ ରଥ - 


‘ଭାରତ’ ଏକ ସର୍ବଗୁଣସମ୍ପନ୍ନ ଦେଶର ପ୍ରତୀକ ଭାବେ ଯୁଗ ଯୁଗ ଧରି ବିଶ୍ୱର ମାର୍ଗଦର୍ଶକ ରହିଥିବା ପ୍ରମାଣ ସର୍ବବିଦିତ। ଅନେକ ମୁନି, ଋଷି, ସାଧୁ, ସନ୍ଥ ତଥା ସମାଜ ସଂସ୍କାରକ ଏ ଦେଶରେ ଜନ୍ମ ନେଇ ଭାରତର ପ୍ରତିଟି କୋଣ ଅନୁକୋଣକୁ ପୂତ ପବିତ୍ର କରି ଏ ବିଶ୍ୱକୁ ସନ୍ମାର୍ଗର ପଥିକ କରିଛନ୍ତି। ଆମେ ଭାରତୀୟ ସେହି ଦେବତୁଲ୍ୟ ପୂର୍ବପୁରୁଷମାନଙ୍କର ଅମୃତ ସନ୍ତାନ। ଯେତେବେଳେ ବିଶ୍ୱ ବିଜ୍ଞାନ କ’ଣ ଜାଣି ନ ଥିଲା, ସେତେବେଳେ ଭାରତୀୟମାନେ ବୈଦିକ ସାହିତ୍ୟର ବୈଜ୍ଞାନିକ ତତ୍ତ୍ୱ ସମଗ୍ର ବିଶ୍ୱକୁ ଶିକ୍ଷା ଦେଉଥିଲେ...

ଏଇ ଭାରତରେ

ଏଇ ଭାରତରେ

ମନୋବଳ ଦୃଢ଼ ଥିଲେ ଅସାଧ୍ୟ ସାଧନ କରିହୁଏ। ଏପରି କି ଭିନ୍ନକ୍ଷମ ବ୍ୟକ୍ତିମାନେ ମଧ୍ୟ ସକ୍ଷମଙ୍କ ଭଳି ଅନେକ କାର୍ଯ୍ୟ କରିବାକୁ ଆଗଭର ହୋଇପଡନ୍ତି। ରାଜସ୍ଥାନ ଉଦୟପୁର ଜିଲାର କେତେକ ଦିବ୍ୟାଙ୍ଗ ନିର୍ବାଚନ ଡ୍ୟୁଟି କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏହି ରାଜ୍ୟରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଉଦୟପୁର ଜିଲାର ପୁଲା ସରକାରୀ ସ୍କୁଲକୁ ମତ...

ସମସ୍ତେ କୌରବ

ସମସ୍ତେ କୌରବ

ସମ୍ପାଦକୀୟ/ତଥାଗତ ସତପଥୀ - ରାମ ମନ୍ଦିର ଜମି ବିବାଦ ସଂକ୍ରାନ୍ତ ମାମଲା ଉପରେ ସୁପ୍ରିମକୋର୍ଟ ୨୦୧୯ ଜାନୁୟାରୀରେ ରାୟ ଦେବେ ବୋଲି ୨୦୧୮ ଅକ୍ଟୋବର ୨୯ରେ କହିଥିଲେ। ରାୟ ବିଳମ୍ବ ହେଉଥିବା ଦେଖି ଅଖିଳ ଭାରତୀୟ ସନ୍ଥ ସମିତି ଏ ପ୍ରସଙ୍ଗରେ ବ୍ୟସ୍ତ ହୋଇପଡ଼ିଛି। ନୂଆଦିଲ୍ଲୀଠାରେ ଦୁଇ ଦିନ ଧରି ଅନୁଷ୍ଠିତ ସମ୍ମିଳନୀରେ ସାରା ଦେଶରୁ ଆସିଥିବା ୩,୦୦୦ ସାଧୁ ଯୋଗଦେଇ ରାମ ମନ୍ଦିର ...

 ସବୁ ସେହି ଗାତର ଦୋଷ

ସବୁ ସେହି ଗାତର ଦୋଷ

ବୈକୁଣ୍ଠନାଥ ମିଶ୍ର ସରକାରମାନେ କ୍ଷମତାକୁ ଆସିବା ପରେ ପ୍ରାକ୍‌ ନିର୍ବାଚନୀ ପ୍ରତିଶ୍ରୁତିରୁ ଓହରିଯାଇ ଜନଅସନ୍ତୋଷର ଶିକାର ହୁଅନ୍ତି। କ୍ଷମତାମୋହରେ ଜନତାଙ୍କ ପ୍ରତି ଥିବା ଅଙ୍ଗୀକାରବଦ୍ଧତାକୁ ବିସ୍ମୃତ ହୁଅନ୍ତି। ବ୍ୟକ୍ତି ସ୍ବାର୍ଥ ଆଗରେ ସମୂହ ସ୍ବାର୍ଥ ଗୌଣ ହୋଇଯାଏ। ପୁଣି ନିର୍ବାଚନ ବିଗୁଲ୍‌ ବାଜିଲେ ମନେପଡ଼ନ୍ତି ସାଧାରଣ ଜନତା। କିନ୍ତୁ ସେତେବେଳକୁ ନେଡିଗୁଡ କହୁଣିରେ ପହଞ୍ଚି ସାରିଥାଏ। ...

ବାଣତତ୍ତ୍ବ

ବାଣତତ୍ତ୍ବ

ମାନସ କୁମାର ପାଢ଼ୀ - ବାବୁଆଣୀ ଜଣେ ପରିବେଶବିତ୍‌ ହୋଇଥିବାରୁ ଅନେକ ସଭାସମିତିରେ ଭାଷଣବାଜି କରିଥିଲେ ବାଣଫୁଟା ବିରୋଧରେ। ବାବୁଙ୍କୁ କିନ୍ତୁ ଜମା ଭଲ ଲାଗୁ ନ ଥିଲା। ପର୍ବପର୍ବାଣି ଧୁମ୍‌ଧାମ୍‌ରେ ପାଳନ ହେଲେ ସିନା ଖାନାପିନା ସବୁ ଜମିବ। ବାଣ ଯଦି ନ ଫୁଟିବ କି ଦୀପାବଳି! କୋର୍ଟ ଅର୍ଡର ବାବୁଆଣୀଙ୍କ ସପକ୍ଷରେ ଗଲା। ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟିବ। ବାବୁ କହିଲେ, ଏ ...

ବିଜ୍ଞାନରେ ନୋବେଲ ବିଜୟୀ ଭାରତୀୟ

ବିଜ୍ଞାନରେ ନୋବେଲ ବିଜୟୀ ଭାରତୀୟ

କମଳାକାନ୍ତ ଜେନା ୧୯୨୧ ମସିହାରେ ୟୁରୋପ ଗସ୍ତ ସାରି ଜାହାଜରେ ଭାରତ ଫେରିବା ସମୟରେ କଲିକତା ବିଶ୍ୱବିଦ୍ୟାଳୟର ଜଣେ ୩୩ ବର୍ଷୀୟ ଯୁବ ପ୍ରଫେସରଙ୍କୁ ଭୂମଧ୍ୟସାଗରର ନୀଳିମା ଅଭିଭୂତ କଲା। ପ୍ରକୃତିର ଗହନ ନୀଳିମା ତାଙ୍କୁ ଗବେଷଣା ପାଇଁ ଉତ୍ସାହିତ କଲା। ସମୁଦ୍ରର ନୀଳ ରଙ୍ଗ ଉପରେ ସେ ଗବେଷଣା ଆରମ୍ଭ କଲେ। ଦୀର୍ଘ ୭ ବର୍ଷର ଗଭୀର ଚିନ୍ତନ ପରେ ୧୯୨୮ ଫେବୃୟାରୀ ୨୮ ତାରିଖରେ ସେ ଏକ ମହାର୍ଘ ନୂତନ ସତ୍ୟ ଆବିଷ୍କାର କଲେ, ଯାହାର ନାମ ‘ରମଣ ପ୍ରଭାବ’। ସେହି କୃତବିଦ୍ୟ ପଦାର୍ଥବିଜ୍ଞାନୀ ...

ଏଇ ଭାରତରେ

ଏଇ ଭାରତରେ

ବାହାଘର ଉତ୍ସବରେ ଡିଜେ ବଜାଇ କାନଫଟା ଶବ୍ଦ ସୃଷ୍ଟି କରାଯାଉଛି। ଏହାଦ୍ୱାରା ଶବ୍ଦ ପ୍ରଦୂଷଣ ହୋଇଥାଏ। କିନ୍ତୁ ପଞ୍ଜାବରେ ରବିବାର ଏକ ବାହାଘର ଅନୁଷ୍ଠିତ ହୋଇଛି ଯାହା ପରମ୍ପରାଠାରୁ ବେଶ୍‌ ନିଆରା ବାରିହୋଇ ପଡେ। ଏହି ବାହାଘରରେ ଡିଜେ ବଦଳରେ କବି ସମ୍ମିଳନୀ ଆୟୋଜନ କରାଯାଇଥିଲା। ବିବାହରେ ୨୫ଟି ଖାଦ୍ୟ ଷ୍ଟଲ୍‌ ସହିତ ୨ଟି ପୁସ୍ତକ ଷ୍ଟଲ୍‌ କରାଯାଇଥିଲା। ...