ବାଣିଜ୍ୟ

ବ୍ୟାଙ୍କ, ଏମ୍‌ଏସ୍‌ଏମ୍‌ଇଙ୍କୁ ଆଶ୍ୱସ୍ତି ଦେଇପାରେ ଆର୍‌ବିଆଇ

ବ୍ୟାଙ୍କ, ଏମ୍‌ଏସ୍‌ଏମ୍‌ଇଙ୍କୁ ଆଶ୍ୱସ୍ତି ଦେଇପାରେ ଆର୍‌ବିଆଇ

ମୁମ୍ବାଇ,୧୫-୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପ୍ରମ୍ପଟ୍‌ କରେକ୍ଟିଭ ଆକ୍ସନ ବା ତ୍ୱରିତ୍‌ ସୁଧାର ପଦକ୍ଷେପ(ପିସିଏ) ଫ୍ରେମଓ୍ବାର୍କ ଏବଂ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଋଣ ଦେବା ନିୟମକୁ କୋହଳ କରିବାକୁ ବିଚାର କରୁଛି। 

ଏସି ବଢ଼ାଇବ ୦.୫ ଡିଗ୍ରୀ ତାପମାତ୍ରା

ଏସି ବଢ଼ାଇବ ୦.୫ ଡିଗ୍ରୀ ତାପମାତ୍ରା

ନୂଆଦିଲ୍ଲୀ,୧୫-୧୧: ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ଲାଗି ଆମେ ଘରେ ଏୟାର କଣ୍ଡିଶନର ବା ଏସି ବ୍ୟବହାର କରୁଛୁ। ଏହାର କୁଫଳ ସ୍ବରୂପ ପୃଥିବୀର ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି। 

ଜାରି ହେବ ୭୫ଟଙ୍କିଆ ମୁଦ୍ରା

ଜାରି ହେବ ୭୫ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ,୧୫-୧୧: ଆଜାଦ୍‌ ହିନ୍ଦ ଫୌଜର ସୁପ୍ରିମ କମାଣ୍ଡର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଆଣ୍ଡାମାନର ପୋର୍ଟ ବ୍ଲେୟାରଠାରେ ପ୍ରଥମ ଥର ଜାତୀୟ ପତାକା ଉତ୍ତୋଳନ କରାଯିବାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ପ୍ରଚଳନ କରାଯିବ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ମାସକରେ ୨୨ ଡଲାର କମିଲା ଅଶୋଧିତ ତେଲ

ମାସକରେ ୨୨ ଡଲାର କମିଲା ଅଶୋଧିତ ତେଲ

ନୂଆଦିଲ୍ଲୀ,୧୫-୧୧: ବୁଧବାର ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତେଲ ଦର ୭% ହ୍ରାସ ପାଇ ୬୫.୦୯ ଡଲାର ପ୍ରତି ବ୍ୟାରେଲ ହୋଇଛି। ଗତ ମାସର ପ୍ରଥମ ସପ୍ତାହ ଠାରୁ ଚଳିତ ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ତେଲ ଦର ୨୨ ଡଲାର ପ୍ରତି ବ୍ୟାରେଲ ହ୍ରାସ ପାଇଛି। 

ରେମଣ୍ଡ ଆପାରେଲରୁ ଗୌତମ ସିଂଘାଣିଆଙ୍କ ଇସ୍ତଫା

ରେମଣ୍ଡ ଆପାରେଲରୁ ଗୌତମ ସିଂଘାଣିଆଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୫-୧୧: ରେମଣ୍ଡ ଆପାରେଲର ଅଧ୍ୟକ୍ଷ ପଦରୁ ଗୌତମ ସିଂଘାଣିଆ ଇସ୍ତଫା ଦେଇଛନ୍ତି। କମ୍ପାନୀ ପକ୍ଷରୁ ବୁଧବାର ଏ ସମ୍ପର୍କରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜକୁ ଜଣାଇ ଦିଆଯାଇଛି। 

୨୦୧୮-୧୯ ଅଦ୍ଧବାର୍ଷିକ ଫଳାଫଳ; ନାଲକୋର ନିଟ୍‌ ଲାଭ ୩ ଗୁଣ ବଢ଼ିଲା

୨୦୧୮-୧୯ ଅଦ୍ଧବାର୍ଷିକ ଫଳାଫଳ; ନାଲକୋର ନିଟ୍‌ ଲାଭ ୩ ଗୁଣ ବଢ଼ିଲା

ଭୁବନେଶ୍ୱର,୧୪-୧୧: ଦେଶର ଅନ୍ୟତମ ନବରନତ୍ କମ୍ପାନୀ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିିମିଟେଡ(ନାଲ୍‌କୋ) ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅଦ୍ଧବାର୍ଷିକ ଫଳାଫଳ ଘୋଷଣା କରିଛି। 

ଆମ୍ରପାଲିର ସମ୍ପତ୍ତି ଜବତ ନିର୍ଦ୍ଦେଶ

ଆମ୍ରପାଲିର ସମ୍ପତ୍ତି ଜବତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪-୧୧: ରିଏଲ ଇଷ୍ଟେଟ କମ୍ପାନୀ ଆମ୍ରପାଲି ଗ୍ରୁପ୍‌ ବିରୋଧରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ଅଦାଲତ ତାଙ୍କ ଅନ୍ତରୀଣ ରୁଲିଂରେ ଉକ୍ତ ଗ୍ରୁପ୍‌ର ହସ୍ପିଟାଲ ଓ ଅନ୍ୟ ସମ୍ପତ୍ତିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଏନ୍‌ସିଏଲ୍‌ଟିରେ ଏସାର ମାମଲା;ଆର୍ସେଲର ମିତ୍ତଲଙ୍କୁ ଓଡ଼ିଶା ଷ୍ଟିଭେଡର୍ସର ବିରୋଧ

ଏନ୍‌ସିଏଲ୍‌ଟିରେ ଏସାର ମାମଲା;ଆର୍ସେଲର ମିତ୍ତଲଙ୍କୁ ଓଡ଼ିଶା ଷ୍ଟିଭେଡର୍ସର ବିରୋଧ

ନୂଆଦିଲ୍ଲୀ,୧୪-୧୧: ଦେବାଳିଆ ଆଇନ  ଅଧୀନରେ ଋଣ ସମାଧାନ ପ୍ରକ୍ରିୟାର ସମ୍ମୁଖୀନ ହୋଇଥିବା ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରିବା ଲାଗି ଆର୍ସେଲର ମିତ୍ତଲର ସ୍ବପ୍ନ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି

ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ର ଉଦ୍ୟମ

ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ର ଉଦ୍ୟମ

ନୂଆଦିଲ୍ଲୀ,୧୪-୧୧: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ ଉଦ୍ୟମ କରୁଛି। ଏହି କ୍ରମରେ ଗ୍ରୁପ୍‌ ପକ୍ଷରୁ ଜେଟ୍‌ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। 

ଭାରତୀୟ ଏମ୍‌ଏସ୍‌ଏମ୍‌ଇକୁ ମିଳିବ ବିଦେଶୀ ଟଙ୍କା; ଚାଇନା ବ୍ୟାଙ୍କ ୨୦ କୋଟି ଡଲାର ପାଣ୍ଠି ଗଠନ କଲା

ଭାରତୀୟ ଏମ୍‌ଏସ୍‌ଏମ୍‌ଇକୁ ମିଳିବ ବିଦେଶୀ ଟଙ୍କା; ଚାଇନା ବ୍ୟାଙ୍କ ୨୦ କୋଟି ଡଲାର ପାଣ୍ଠି ଗଠନ କଲା

ବେଜିଂ,୧୪-୧୧: ନଗଦ ସଙ୍କଟ ଯୋଗୁ ଦେଶର ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ମଏମ୍‌ଇ) ଗୁଡିକ ପାଣ୍ଠି ଅଭାବରେ ଆଗେଇ ପାରୁନାହାନ୍ତି। ସେମାନଙ୍କୁ ପାଣ୍ଠି ଦେବା ଲାଗି ଏବେ ଚାଇନାର ସର୍ବବୃହତ ବ୍ୟାଙ୍କ ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍‌ କମର୍ସିଆଲ ବ୍ୟାଙ୍କ ଅଫ୍‌ ଚାଇନା(ଆଇସିବିସି) ୨୦ କୋଟି ଡଲାରର ଏକ ପାଣ୍ଠି ଗଠନ କରିଛି।

ଦୁର୍ବ୍ୟବହାର ଅଭିଯୋଗ; ଫ୍ଲିପ୍‌କାର୍ଟ ସିଇଓ ପଦରୁ ବିନ୍ନି ବଂଶଲଙ୍କ ଇସ୍ତଫା

ଦୁର୍ବ୍ୟବହାର ଅଭିଯୋଗ; ଫ୍ଲିପ୍‌କାର୍ଟ ସିଇଓ ପଦରୁ ବିନ୍ନି ବଂଶଲଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୪-୧୧: ଦେଶର ଶୀର୍ଷ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ଗ୍ରୁପ୍‌  ସିଇଓ ବିନ୍ନି ବଂଶଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଓ୍ବାଲମାର୍ଟ ଅଧିଗ୍ରହଣ କରିବାର ମାତ୍ର ୬ ମାସ ପରେ କମ୍ପାନୀରେ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମ ଦେଖିବାକୁ ମିଳିଥିଲା। 

ବ୍ୟାପକ ନିଯୁକ୍ତି ଲାଗି ପ୍ରତିଷ୍ଠା ହେବ ୧୪ ବଡ଼ ରାଷ୍ଟ୍ରୀୟ ଜୋନ୍‌

ବ୍ୟାପକ ନିଯୁକ୍ତି ଲାଗି ପ୍ରତିଷ୍ଠା ହେବ ୧୪ ବଡ଼ ରାଷ୍ଟ୍ରୀୟ ଜୋନ୍‌

ନୂଆଦିଲ୍ଲୀ,୧୪-୧୧: ନିଯୁକ୍ତି କ୍ଷେତ୍ରକୁ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଥିବା କେନ୍ଦ୍ର ସରକାର ଆସନ୍ତା ବର୍ଷର ଲୋକ ସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଶେୟାର;୬୦୦କୋଟି ଯୋଗାଡ ଲାଗି ବୋର୍ଡର ଅନୁମତି

ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଶେୟାର;୬୦୦କୋଟି ଯୋଗାଡ ଲାଗି ବୋର୍ଡର ଅନୁମତି

ନୂଆଦିଲ୍ଲୀ,୧୪-୧୧: ୟୁନିୟନ ବ୍ୟାଙ୍‌କ ଅଫ୍‌ ଇଣ୍ଡିଆ ବୋର୍ଡ କର୍ମଚାରୀଙ୍କୁ ବ୍ୟାଙ୍କର ଶେୟାର ଜାରି କରିବାକୁ ଅନୁମତି ପ୍ରଦାନ କରିଛି। ଏହାକୁ ବିକ୍ରି କରି ବ୍ୟାଙ୍କ ବ୍ୟାଙ୍କ ୬୦୦ କୋଟି ଟଙ୍କା ଯୋଗାଡ କରିବ।

ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌ ଶ୍ରୀନିବାସନଙ୍କ ପରଲୋକ

ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌ ଶ୍ରୀନିବାସନଙ୍କ ପରଲୋକ

ଚେନ୍ନାଇ,୧୩ା୧୧ ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌. ଶ୍ରୀନିବାସନ(୮୫ ବର୍ଷ)ଙ୍କ ପରଲୋକ ହୋଇଯାଇଛି। ଉଦାରବାଦୀ ଅର୍ଥନୀତିର ଦୃଢ଼ ସମର୍ଥକ କୁହାଯାଉଥିବା ଶ୍ରୀନିବାସନ ଗତ କିଛି ଦିନ ରୋଗଶଯ୍ୟାରେ ଥିଲେ। ନ୍ୟୁମୋନିଆରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। 

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌;ଡିସେମ୍ବର ୧୪ରେ ମାମଲାର ଶୁଣାଣି

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌;ଡିସେମ୍ବର ୧୪ରେ ମାମଲାର ଶୁଣାଣି

ମୁମ୍ବାଇ,୧୩-୧୧: ଆମେରିକାର ରିଟେଲ ଚେନ୍‌ ଓ୍ବାଲମାର୍ଟ ଭାରତର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟକୁ କିଣିବାକୁ ନେଇ ଆଗତ ମାମଲାର ଶୁଣାଣି ଡିସେମ୍ବର ୧୪କୁ ଘୁଞ୍ଚାଇ ଦିଆଯାଇଛି। 

ଭାରତର ତେଲ ଭଣ୍ଡାର ଭଡ଼ାରେ ନେଲା ଆବୁଧାବୀ କମ୍ପାନୀ

ଭାରତର ତେଲ ଭଣ୍ଡାର ଭଡ଼ାରେ ନେଲା ଆବୁଧାବୀ କମ୍ପାନୀ

ମୁମ୍ବାଇ,୧୩-୧୧: କର୍ନାଟକର ପାଦୁରଠାରେ ଥିବା ଭୂମିତଳ ତୈଳ ଭଣ୍ଡାରକୁ ଭଡ଼ାରେ ଦେବା ଲାଗି ଭାରତ ସୋମବାର ଆବୁଧାବୀ ନ୍ୟାଶନାଲ ଅଏଲ କୋଃ(ଆଡ୍‌ନକ୍‌) ସହ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷର କରିଛି। 

୧୪ରୁ ଶ୍ରୀରାମାୟଣ ଏକ୍ସପ୍ରେସ ଗଡିବ

୧୪ରୁ ଶ୍ରୀରାମାୟଣ ଏକ୍ସପ୍ରେସ ଗଡିବ

ନୂଆଦିଲ୍ଲୀ,୧୩-୧୧: ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ  ତୀର୍ଥଯାତ୍ରା ଟ୍ରେନ ଶ୍ରୀରାମାୟଣ ଏକ୍ସପ୍ରେସକୁ ଆସନ୍ତା ୧୪ରୁ ପ୍ରଚଳନ କରାଯିବ। ଭାରତ ଓ ଶ୍ରୀଲଙ୍କାରେ ଥିବା ଶ୍ରୀରାମଙ୍କ ଜୀବନୀ ସମ୍ପର୍କିତ ୪ଟି ସ୍ଥାନକୁ ଏହି ଟ୍ରେନ ଯିବ। ଏହା ଏକ ୧୬ ଦିନିଆ ଟୁର୍‌ ପ୍ୟାକେଜ  ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି।

ବିଚାର ବିଭାଗୀୟ ହାଜତ ଗଲେ ଚୋକ୍‌ସୀଙ୍କ ସହଯୋଗୀ

ବିଚାର ବିଭାଗୀୟ ହାଜତ ଗଲେ ଚୋକ୍‌ସୀଙ୍କ ସହଯୋଗୀ

ମୁମ୍ବାଇ,୧୩-୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ମହାଦୁର୍ନୀତି ମାମଲାର ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀଙ୍କ ଘନିଷ୍ଠ ସହଯୋଗୀ ଦୀପକ କୁଲକର୍ନିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 

ଗ୍ରାମ୍ୟ ବିଦ୍ୟୁତୀକରଣ ଯୋଜନାକୁ ଆଇଇଏର ପ୍ରଶଂସା

ଗ୍ରାମ୍ୟ ବିଦ୍ୟୁତୀକରଣ ଯୋଜନାକୁ ଆଇଇଏର ପ୍ରଶଂସା

ନୂଆଦିଲ୍ଲୀ,୧୩-୧୧: ଭାରତ ଭଳି ଏକ ବିଶାଳ ଦେଶର ପ୍ରତ୍ୟେକ ଗ୍ରାମରେ ବିଜୁଳି ପହଞ୍ଚାଇବା ବିଶ୍ୱର ସବୁଠୁ ସଫଳ ଯୋଜନା ବୋଲି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି(ଆଇଇଏ) କହିଛି। 

ଆର୍‌ବିଆଇ-ସରକାର ବିବାଦ;ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉର୍ଜିତ

ଆର୍‌ବିଆଇ-ସରକାର ବିବାଦ;ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉର୍ଜିତ

ନୂଆଦିଲ୍ଲୀ,୧୩-୧୧: ଗତ କିଛି ଦିନ ହେଲା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବିବାଦ ଲାଗି ରହିଛି। ଏହାକୁ ତୁଟାଇବା ଲକ୍ଷ୍ୟରେ ଗଭର୍ନର ଉର୍ଜିତ ପଟେଲ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବୋଲି କୁହାଯାଉଛି।

ଏୟାର ଇଣ୍ଡିଆର ଅପରେଶନ୍ସ ଡାଇରେକ୍ଟରଙ୍କ ଲାଇସେନ୍ସ ୩ ବର୍ଷ ସସ୍‌ପେଣ୍ଡ

ଏୟାର ଇଣ୍ଡିଆର ଅପରେଶନ୍ସ ଡାଇରେକ୍ଟରଙ୍କ ଲାଇସେନ୍ସ ୩ ବର୍ଷ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୩-୧୧: ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ଡିଜିସିଏ ମଦ୍ୟପାନ କରିବା ଅଭିଯୋଗରେ ଏୟାର ଇଣ୍ଡିଆର ଡାଇରେକ୍ଟର ଅଫ୍‌ ଅପରେଶନ୍ସ ଅରବିନ୍ଦ କାଠପାଲିଆଙ୍କ ଲାଇସେନ୍ସକୁ ୩ ବର୍ଷ ପାଇଁ ସସ୍‌ପେଣ୍ଡ କରିଛି। ରବିବାର ବିମାନ ଉଡ଼ାଇବା ପୂର୍ବରୁ କାଠପାଲିଆଙ୍କ ମଦ୍ୟପାନ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ସେ ବିଫଳ ହୋଇଥିଲେ। 

ଗ୍ରାଚୁଇଟି ସମୟସୀମା;୫ ବଦଳରେ ୩ ବର୍ଷକୁ ହ୍ରାସ ପାଇବ

ଗ୍ରାଚୁଇଟି ସମୟସୀମା;୫ ବଦଳରେ ୩ ବର୍ଷକୁ ହ୍ରାସ ପାଇବ

ନୂଆଦିଲ୍ଲୀ,୧୩-୧୧: କେନ୍ଦ୍ର ସରକାର ଲୋକ ସଭା ନିର୍ବାଚନ ପୂର୍ବରୁ କୋଟି କୋଟି ଘରୋଇ କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ସରକାର ଗ୍ରାଚୁଇଟି ମିଳିବାର ସମୟସୀମାକୁ କମାଇ ୩ ବର୍ଷ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏବେ ଯେକୌଣସି ଘରୋଇ କମ୍ପାନୀରେ ୫ ବର୍ଷ କ୍ରମାଗତ କାମ କରିବା ପରେ ଜଣେ କର୍ମଚାରୀଙ୍କୁ ଗ୍ରାଚୁଇଟି ସୁବିଧା ମିଳିଥାଏ। 

ମୁଦ୍ରାସ୍ଫୀତି ୩.୩୧%କୁ ହ୍ରାସ;ଔଦ୍ୟୋଗିକ ଉତ୍ପାଦନ ୪.୫%କୁ ବୃଦ୍ଧି

ମୁଦ୍ରାସ୍ଫୀତି ୩.୩୧%କୁ ହ୍ରାସ;ଔଦ୍ୟୋଗିକ ଉତ୍ପାଦନ ୪.୫%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩-୧୧: ଫଳ, ପ୍ରୋଟିନଯୁକ୍ତ ଉତ୍ପାଦ ତଥା ଖାଦ୍ୟପଦାର୍ଥ ଦର ହ୍ରାସ ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ଚଳିତ ବର୍ଷର ସର୍ବନିମ୍ନ ସ୍ତର ୩.୩୧%କୁ ହ୍ରାସ ପାଇଛି। ଉପଭୋକ୍ତ ମୂଲ୍ୟ ଆଧାରିତ ସୂଚକାଙ୍କ ସେପ୍ଟେମ୍ବରରେ ୩.୭ ପ୍ରତିଶତ ଥିଲା। 

୭୦% ଯୁବବର୍ଗ ଜାଣିନାହାନ୍ତି ସ୍କିଲ ଇଣ୍ଡିଆ ଯୋଜନା

୭୦% ଯୁବବର୍ଗ ଜାଣିନାହାନ୍ତି ସ୍କିଲ ଇଣ୍ଡିଆ ଯୋଜନା

ନୂଆଦିଲ୍ଲୀ,୧୩-୧୧: କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଦେଶର       କାରିଗର ଭାବେ ଗଢ଼ି ତୋଳିବାକୁ ଚାହୁଁଛନ୍ତି। ତେବେ ଏ ସମ୍ପର୍କରେ ଦେଶର ୭୦% ଯୁବବର୍ଗଙ୍କୁ ଜଣାନାହିଁ। ଓ୍ବଲର୍‌ଡ ଇକୋନୋମିକ ଫୋରମ ଏବଂ ଅବ୍‌ଜରଭର ରିସର୍ଚ୍ଚ ଫାଉଣ୍ଡେଶନ ପକ୍ଷରୁ ମିଳିତ ଭାବେ ଏକ ରିପୋର୍ଟ ପ୍ରକାଶ କରାଯାଇ ଏ ସମ୍ପର୍କରେ କୁହାଯାଇଛି।