ବାଣିଜ୍ୟ

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ,୨୫-୩: ଛୁଟି ପାଳନ ଓ ମହଙ୍ଗା ଟୁର୍‌ ଯିବା କଥା ଉଠିଲେ ଭାରତ ବିଶ୍ୱରେ ସର୍ବାଗ୍ରେ ରହିଛି। ଭାରତ ମହଙ୍ଗା ଟୁର୍‌ ଯିବାରେ ମେକ୍ସିକୋ, ଥାଇଲାଣ୍ଡ, ସ୍ପେନ, ତୁର୍କି, ଆମେରିକା ଓ ଚାଇନା ସମେତ ବିଶ୍ୱର ଅନ୍ୟ ଦେଶକୁ ପଛରେ ପକାଇ ଦେଇଛି। 

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ନୂଆଦିଲ୍ଲୀ,୨୫-୩: ଦେଶରେ ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ଆରମ୍ଭ ହେଉଛି। ନିର୍ବାଚନ ସମୟରେ ବେଆଇନ ଅର୍ଥ କାରବାର,ମଦ ଏବଂ ସୁନା ବ୍ୟବହାର ଉପରେ ରୋକ ଲଗାଇବା ଲାଗି ପଦକ୍ଷେପ ନିଆଯାଇଛି।

ସୁନା ଆମଦାନୀ ୫.୫% ହ୍ରାସ

ସୁନା ଆମଦାନୀ ୫.୫% ହ୍ରାସ

ନୂଆଦିଲ୍ଲୀ,୨୫-୩: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ଦେଶରେ ସୁନା ଆମଦାନୀ ୫.୫% ହ୍ରାସ ପାଇ ୨୯.୫ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ମୁମ୍ବାଇ,୨୫-୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ ନୂଆ ନବଜୀବନ ପ୍ଳାନର ଶୁଭାରମ୍ଭ ହୋଇଛି। 

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ମୁମ୍ବାଇ,୨୫-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର କ୍ୱିଜ ପ୍ରତିଯୋଗିତା ‘ନ୍ୟୁମେରୋ ୟୁନୋ ୨୦୧୯’ର ବିଜେତା ପୁରସ୍କୃତ କରାଯାଇଛି। 

ହ୍ୟୁଣ୍ଡାଇର ମେଗା ଏକ୍ସପେରିଏନ୍ସ କ୍ୟାମ୍ପ

ହ୍ୟୁଣ୍ଡାଇର ମେଗା ଏକ୍ସପେରିଏନ୍ସ କ୍ୟାମ୍ପ

ନୂଆଦିଲ୍ଲୀ,୨୫-୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ମେଗା ଏକ୍ସପେରିଏନ୍ସ ହ୍ୟୁଣ୍ଡାଇ କ୍ୟାମ୍ପ ଆୟୋଜିତ ହୋଇଯାଇଛି। 

ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଚୋକ୍‌ସିଙ୍କ ଆବେଦନ

ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଚୋକ୍‌ସିଙ୍କ ଆବେଦନ

ମୁମ୍ବାଇ,୨୪-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଜାମିନବିହୀନ ଗିରଫ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ) ଖାରଜ କରିବା ଲାଗି ସ୍ଥାନୀୟ ପିଏମ୍‌ଏଲ୍‌ଏ କୋର୍ଟରେ ଆବେଦନ କରିଛନ୍ତି। 

୬ଥର ବସିବ ଆର୍‌ବିଆଇ ଏମ୍‌ପିସି ବୈଠକ

୬ଥର ବସିବ ଆର୍‌ବିଆଇ ଏମ୍‌ପିସି ବୈଠକ

ମୁମ୍ବାଇ,୨୪-୩: ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମୁଦ୍ରା ନୀତି କମିଟି(ଏମ୍‌ପିସି)ର ୬ଟି ବୈଠକ ବସିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆର୍ଥିକ ବର୍ଷ ୨୦୧୯-୨୦ ଲାଗି ଏମ୍‌ପିସିର ପ୍ରଥମ ବୈଠକ ଏପ୍ରିଲ୨ରୁ ୪ ତାରିଖ ଯାଏ ବସିବ। 

କର୍ନାଟକ ବ୍ୟାଙ୍କରେ ୧୩ କୋଟି ଠକେଇ

କର୍ନାଟକ ବ୍ୟାଙ୍କରେ ୧୩ କୋଟି ଠକେଇ

ନୂଆଦିଲ୍ଲୀ,୨୪-୩: କର୍ନାଟକ ବ୍ୟାଙ୍କରେ ୧୩.୨୬ କୋଟି ଟଙ୍କାର ଠକେଇ ହୋଇଥିବା ବ୍ୟାଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଜଣାଇଦିଆଯାଇଛି। ବ୍ୟାଙ୍କ ପକ୍ଷରୁ ଶନିବାର ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। 

ବ୍ରିଟେନର ଧନୀ ଏସୀୟ ତାଲିକା;ହିନ୍ଦୁଜା ପରିବାର ଶୀର୍ଷରେ

ବ୍ରିଟେନର ଧନୀ ଏସୀୟ ତାଲିକା;ହିନ୍ଦୁଜା ପରିବାର ଶୀର୍ଷରେ

ଲଣ୍ଡନ,୨୪-୩: ବ୍ରିଟେନରେ ବସବାସ କରୁଥିବା ଏସୀୟଙ୍କ ମଧ୍ୟରେ ହିନ୍ଦୁଜା ପରିବାର ଧନୀ ତାଲିକାରେ କ୍ରମାଗତ ଷଷ୍ଠ ବର୍ଷ ଲାଗି ଶୀର୍ଷରେ ରହିଛନ୍ତି। ଚଳିତବର୍ଷ ଲାଗି ପ୍ରକାଶ ପାଇଥିବା ତାଲିକାରେ ୨୫.୨ ବିଲିୟନ ପାଉଣ୍ଡ ସହ ଏହି ପରିବାର ଶୀର୍ଷରେ ରହିଛନ୍ତି। 

ପୂରଣ ହେଲା ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ

ପୂରଣ ହେଲା ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ

ନୂଆଦିଲ୍ଲୀ,୨୪-୩: କେନ୍ଦ୍ର ସରକାର କ୍ରମାଗତ ଦ୍ୱିତୀୟ ବଷର୍ର୍ ଲାଗି ୮୦ ହଜାର କୋଟି ଟଙ୍କାର ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟକୁ ଟପିବାରେ ସମର୍ଥ ହୋଇଛନ୍ତି। ଶୁକ୍ରବାର ରୁରାଲ ଇଲେକ୍ଟ୍ରିଫିକେଶନ କର୍ପୋରେଶନକୁ ୧୪,୫୦୦ କୋଟି ଟଙ୍କାରେ ପାଓ୍ବାର ଫାଇନାନ୍ସ କର୍ପୋରେଶନ ଅଧିଗ୍ରହଣ କରିବା ପରେ ସରକାରଙ୍କ ଲକ୍ଷ୍ୟ ପୂରଣ ହେବା ସମ୍ଭବ ହୋଇଛି। 

ଭାରତୀ ଅର୍ଥନୀତିକୁ ନେଇ ବିରୋଧାଭାଷ;ଫିଚ୍‌ ଜିଡିପି ହ୍ରାସ କଲା, ଆଇଏମ୍‌ଏଫର ପ୍ରଶଂସା

ଭାରତୀ ଅର୍ଥନୀତିକୁ ନେଇ ବିରୋଧାଭାଷ;ଫିଚ୍‌ ଜିଡିପି ହ୍ରାସ କଲା, ଆଇଏମ୍‌ଏଫର ପ୍ରଶଂସା

ନୂଆଦିଲ୍ଲୀ,୨୪-୩: ଭାରତର ଅର୍ଥନୀତିକୁ ନେଇ ଅନ୍ତର୍ଜାତୀୟ ଏଜେନ୍ସିରେ ବିରୋଧାଭାଷ ଦେଖାଯାଇଛି। ଗୋଟିଏ ପଟେ ଫିଚ୍‌ ରେଟିଂ ଏଜେନ୍ସି ଭାରତର ଅର୍ଥନୈତିକ ଅଭିବୃଦ୍ଧି(ଜିଡିପି ଅଭିବୃଦ୍ଧି) ହ୍ରାସ କରିଥିବା ବେଳେ ଅନ୍ୟପଟେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଭାରତର  ଅର୍ଥନୀତି ହେଉଥିବା ସଂସ୍କାରକୁ ପ୍ରଶଂସା କରି ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ବୋଲି ଉଲ୍ଲେଖ କରିଛି। 

ପ୍ରଧାନମନ୍ତ୍ରୀ କିଷାନ ଯୋଜନା;ଏପ୍ରିଲରେ ମିଳିବ ଦ୍ୱିତୀୟ କିସ୍ତି

ପ୍ରଧାନମନ୍ତ୍ରୀ କିଷାନ ଯୋଜନା;ଏପ୍ରିଲରେ ମିଳିବ ଦ୍ୱିତୀୟ କିସ୍ତି

ନୂଆଦିଲ୍ଲୀ,୨୪-୩: ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ପଞ୍ଜୀକୃତ ପ୍ରାୟ ୪.୭୪ କୋଟି ଚାଷୀଙ୍କୁ ଆସନ୍ତା ଏପ୍ରିଲରେ ଦ୍ୱିତୀୟ କିସ୍ତି ସହାୟତା ମିଳିବ। ଏହା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। 

ମାଲ୍ୟାଙ୍କ ସମ୍ପତ୍ତି ଜବତ ଲାଗି ନିର୍ଦ୍ଦେଶ

ମାଲ୍ୟାଙ୍କ ସମ୍ପତ୍ତି ଜବତ ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪-୩: ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଅଦାଲତ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବେଙ୍ଗାଲୁରୁସ୍ଥିତ ସମ୍ପତ୍ତିକୁ ଜୁଲାଇ ୧୦ ତାରିଖ ସୁଦ୍ଧା ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶତବାର୍ଷିକୀ ପାଳିତ

ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶତବାର୍ଷିକୀ ପାଳିତ

ଭୁବନେଶ୍ୱର,୨୪-୩: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ,ଭୁବନେଶ୍ୱର କ୍ଷେତ୍ରୀୟ କାଯର୍‌ୟାଳୟ ପକ୍ଷରୁ ବ୍ୟାଙ୍କର ଶତବାର୍ଷିକୀ ପାଳିତ ହୋଇଯାଇଛି ା ଏହି ଅବସରରେ ବ୍ୟାଙ୍କର ବିଶିିଷ୍ଟ ଗ୍ରାହକ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା

ଏମ୍‌ଜି ମୋଟର୍ସର ନୂଆ ବ୍ରାଣ୍ଡ ଆମ୍ବାସାଡାର

ନୂଆଦିଲ୍ଲୀ,୨୪-୩: ପ୍ରମୁଖ କାର ନିର୍ମାତା କମ୍ପାନୀ ମୋରିସ ଗ୍ୟାରେଜେସ୍‌ (ଏମ୍‌ଜି) ଇଣ୍ଡିଆ ପକ୍ଷରୁ ବ୍ରିଟିଶ ଅଭିନେତା ବେନେଡିକ୍ଟ କମ୍ବରବ୍ୟାଚ୍‌ଙ୍କୁ ଏହାର ନୂଆ ବ୍ରାଣ୍ଡ ଆମ୍ବାସାଡାର ଭାବେ ଘୋଷଣା କରାଯାଇଛି।

୨୧ଦେଶର ସହାୟତା ନେବ ଇଡି

ଦିଲ୍ଲୀର ଏକ ଅଦାଲତ ଷ୍ଟର୍ଲିଂ ବାୟୋଟେକ ମାମଲାର ଅଧିକ ଯାଞ୍ଚ ଲାଗି ବିଟ୍ରେନ, ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ସହିତ ୨୧ ଦେଶକୁ ଲେଟର୍ସ ରୋଗେଟରୀ(ଏଲ୍‌ଆର୍‌) ପଠାଇବାକୁ ଇଡିକୁ ଅନୁମତି ଦେଇଛନ୍ତି।

୮୧୦୦ କୋଟିର ବ୍ୟାଙ୍କ ଠକେଇ;ଆଲବାନିଆରେ ଗିରଫ ହେଲେ ଷ୍ଟର୍ଲିଂ ବାୟୋଟେକ ନିର୍ଦ୍ଦେଶକ

୮୧୦୦ କୋଟିର ବ୍ୟାଙ୍କ ଠକେଇ;ଆଲବାନିଆରେ ଗିରଫ ହେଲେ ଷ୍ଟର୍ଲିଂ ବାୟୋଟେକ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୪-୩: ଗୁଜରାଟ କମ୍ପାନୀ ଷ୍ଟର୍ଲିଂ ବାୟୋଟେକର ୮୧୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ପଳାତକ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଦେଶକ ହିତେଶ କୁମାର ନରେନ୍ଦ୍ର ଭାଇ ପଟେଲଙ୍କୁ ଆଲ୍‌ବାନିଆରେ ଗିରଫ କରାଯାଇଛି। 

ଜିଓ ଓ ଏମ୍‌ଆଇର ରେଡ୍‌ମି ଗୋ ଜିଓ ଡିଜିଟାଲ୍‌ ଲାଇଫ୍‌ ଅଫର

ଜିଓ ଓ ଏମ୍‌ଆଇର ରେଡ୍‌ମି ଗୋ ଜିଓ ଡିଜିଟାଲ୍‌ ଲାଇଫ୍‌ ଅଫର

ନୂଆଦିଲ୍ଲୀ,୨୩-୩: ଜିଓ ପକ୍ଷରୁ ସ୍ବତନ୍ତ୍ର ରେଡ୍‌ମି ଗୋ ଅଫର୍‌ ସହିତ ଗ୍ରାହକଙ୍କ ପାଇଁ ପୁଣି ଏକ ଆକର୍ଷଣୀୟ ଡିଜିଟାଲ୍‌ ସମ୍ଭାର ଶୁଭାରମ୍ଭ ହୋଇଛି। 

ଆସିଲା ନୂଆ ହନର୍‌ ୧୦ ଲାଇଟ୍‌  ସ୍ମାର୍ଟଫୋନ

ଆସିଲା ନୂଆ ହନର୍‌ ୧୦ ଲାଇଟ୍‌ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୨୩-୩: ହାୱାଇର ଇ-ବ୍ରାଣ୍ଡ ଡିଜିଟାଲ୍‌  ଡିଭିଜନ୍‌ ହନର୍‌ ପକ୍ଷରୁ ୩ ଜିବି ରାମ୍‌ ଏବଂ ୩୨ଜିବି ରମ୍‌ ବିଶିଷ୍ଟ ହନର୍‌ ୧୦ ଲାଇଟ୍‌ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ହୋଇଛି। 

ନୂଆ ପେମେଣ୍ଟ ସଲ୍ୟୁସନ ଆଣିଲା ଏମ୍‌ଆଇ

ନୂଆ ପେମେଣ୍ଟ ସଲ୍ୟୁସନ ଆଣିଲା ଏମ୍‌ଆଇ

ନୂଆଦିଲ୍ଲୀ,୨୩-୩: ସ୍ମାର୍ଟଫୋନ ନିର୍ମାତା ଏମ୍‌ଆଇ ପକ୍ଷରୁ ଫ୍ଲେକ୍ସ ଲିମିଟେଡ଼  ସହଭାଗିତାରେ ଭାରତରେ ଏହାର ସପ୍ତମ ଉପତ୍ାଦନ କେନ୍ଦ୍ର ସ୍ଥାପନ ହୋଇଛି। ସେହିଭଳି କମ୍ପାନୀ ନୂତନ ରେଡ଼ମି ଗୋର ଶୁଭାରମ୍ଭ କରିଛି।

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଓଡ଼ିଶାରେ ଏହାର ସେଲ୍ସ ଟିମ୍‌ର ସମ୍ପ୍ରସାରଣ

ଭୁବନେଶ୍ୱର,୨୩-୩: ଗ୍ରୀନ୍‌ ସିମେଣ୍ଟ ପ୍ରସ୍ତୁତକାରୀ କମ୍ପାନୀ, ଜେଏସଡ୍ଲ୍ୟୁ ସିମେଣ୍ଟ, ଗ୍ରାହକ ଅନୁଭୂତିକୁ ବୃଦ୍ଧି କରିବା ପାଇଁ ପୂର୍ବ ଭାରତରେ ଏହାର ସେଲ୍ସ ଟିମ୍‌କୁ ସମ୍ପ୍ରସାରିତ କରୁଛି। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳରେ ୧୫୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ନିଯୁକ୍ତି ସହିତ ଏହାର ସେଲ୍ସ ଫୋର୍ସକୁ ବୃଦ୍ଧି କରୁଛି।

ଆମ୍‌ୱେ ପକ୍ଷରୁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ଅଭିଯାନ

ଆମ୍‌ୱେ ପକ୍ଷରୁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ଅଭିଯାନ

ଭୁବନେଶ୍ୱର,୨୩-୩: ଆମ୍‌ୱେ ଇଣ୍ଡିଆ ପକ୍ଷରୁ ଏକ ସୁସ୍ଥକର ଜୀବନଶୈଳୀ ପାଇଁ ସନ୍ତୁଳିତ ପୋଷଣ ଗ୍ରହଣ କରିବାର ଲାଭକୁ ସମର୍ଥନ କରିବା ଏବଂ ପ୍ରଚାର କରିବା ପାଇଁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ନାମକ ଅଭିଯାନର ଶୁଭାରମ୍ଭ କରାଯାଇଛି।

ଲାଇଫବୟ ପକ୍ଷରୁ ’ସ୍ବାସ୍ଥ୍ୟ ସେହଭାଗୀ’ କାର୍ଯ୍ୟକ୍ରମ

ଲାଇଫବୟ ପକ୍ଷରୁ ’ସ୍ବାସ୍ଥ୍ୟ ସେହଭାଗୀ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୩-୩: ଲାଇଫବୟ ପକ୍ଷରୁ କୁମ୍ଭ ମେଳା ଅବସରରେ ଗ୍ରାହକଙ୍କ ସହ ଯୋଡ଼ିହେବା ପାଇଁ ହାତ ଧୋଇବା ସଚେତନତା କାର୍ଯ୍ୟକ୍ରମ ‘ସ୍ବାସ୍ଥ୍ୟ ସେହଭାଗୀ ’ନିକଟରେ ସମାପ୍ତ ହୋଇଛି