ଅପରାଧ

୧ ହଜାର ଲିଟର ଦେଶୀ ମଦ ଜବତ, ୨ ଗିରଫ

୧ ହଜାର ଲିଟର ଦେଶୀ ମଦ ଜବତ, ୨ ଗିରଫ

ଭଦ୍ରକ ଅଫିସ,୫।୧୨: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଟିମ୍‌ ମଙ୍ଗଳବାର ରାତିରେ ଜାତୀୟ ରାଜପଥ ଚରମ୍ପା ନିକଟରୁ ୧ହଜାର ଲିଟର ଚୋରା ଦେଶୀ ମଦ ଜବତ କରିଛି। ଏକ ପିକ୍‌ଅପ୍‌ ଗାଡ଼ିରେ ଉକ୍ତ ମଦ ବାଲେଶ୍ୱରରୁ ଭଦ୍ରକ ଆସୁଥିଲା। 

ଭିଜିଲାନ୍ସ ଜାଲରେ ଭଦ୍ରକ ଡିଆର୍‌ଡିଏ ପ୍ରୋଗ୍ରାମ ଅଫିସର

ଭିଜିଲାନ୍ସ ଜାଲରେ ଭଦ୍ରକ ଡିଆର୍‌ଡିଏ ପ୍ରୋଗ୍ରାମ ଅଫିସର

ଭଦ୍ରକ ଅଫିସ,୫।୧୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଡିଆର୍‌ଡିଏ ପ୍ରୋଗ୍ରାମ ଅଫିସର ସନ୍ଦିପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ସଞ୍ଜୟ କୁମାର ଦାସ ମହାପାତ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ବୁଧବାର ସକାଳୁ ଏହି ଚଢ଼ାଉ କରିଛି।

କର୍ମଜୀବୀ ମହିଳାଙ୍କୁ ଜଙ୍ଗଲରେ ଗଣବଳାତ୍କାର: ଅଫିସ୍‌ରୁ ଫେରିବା ବେଳେ ଅପହରଣ କରାଯାଇଥିଲା

କର୍ମଜୀବୀ ମହିଳାଙ୍କୁ ଜଙ୍ଗଲରେ ଗଣବଳାତ୍କାର: ଅଫିସ୍‌ରୁ ଫେରିବା ବେଳେ ଅପହରଣ କରାଯାଇଥିଲା

ବାରଙ୍ଗ,୫।୧୨(ଡି.ଏନ୍‌.ଏ.): ଚନ୍ଦକା ଥାନା ଅଞ୍ଚଳର ଏକ ଜଙ୍ଗଲରେ ଜଣେ କର୍ମଜୀବୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ରବିବାର ସନ୍ଧ୍ୟାରେ ମହିଳା ଜଣକ ଅଫିସ୍‌ରୁ କାମ ସାରି ଘରକୁ ଫେରୁଥିବାବେଳେ ତାଙ୍କର ଜଣେ ସହକର୍ମୀ ଏବଂ ଅନ୍ୟ ଦୁଇଜଣ ଯୁବକ ତାଙ୍କୁ ଏକ କାର୍‌ରେ ଅପହରଣ କରି ନେଇ ଗଣବଳାତ୍କାର କରିଛନ୍ତି।। 

୩ ଦୋକାନରୁ ଚୋରି

୩ ଦୋକାନରୁ ଚୋରି

ସିମୁଳିଆ, ୪।୧୨(ଡି.ଏନ.ଏ.)-ମାର୍କୋଣା ଷ୍ଟେଶନ ନିକଟସ୍ଥ ୩ଟି ଦୋକାନରୁ ଚୋରି ହୋଇଛି। ଦୋକାନଗୁଡ଼ିକର ପଛପାର୍ଶ୍ୱ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍‌ କରିଥିବା ମଙ୍ଗଳବାର ସକାଳେ ଥାନାରେ ଅଭିଯୋଗ ହୋଇଛି। 

ମରଣାନ୍ତକ ଆକ୍ରମଣ ମାମଲା:  ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ

ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ

ବାରିପଦା ଅଫିସ,୪।୧୨- ମୟୂରଭଞ୍ଜ ଜିଲା ଦୌରାଜଜ ସଞ୍ଜୟ ରଞ୍ଜନ ବହିଦାର ମଙ୍ଗଳବାର ଏକ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡ ଓ ୩ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଟଙ୍କା  ଅନାଦେୟ ଅଧିକ ୨ମାସ ଜେଲ ଦଣ୍ଡ  ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ଅଛି। 

ଧାନକ୍ଷେତରୁ ନରକଙ୍କାଳ ଜବତ

ଧାନକ୍ଷେତରୁ ନରକଙ୍କାଳ ଜବତ

ରାଇସୁଆଁ, ୪।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଥାନା ରାଇସୁଆଁ ପେଟ୍ରେଲ ପମ୍ପ ନିକଟ ଏକ ଧାନକ୍ଷେତରୁ ମଙ୍ଗଳବାର ସଦର ପୋଲିସ ନରକଙ୍କାଳ ଜବତ କରିଛି। ସ୍ଥାନୀୟ କେତେକ ଲୋକ ବିଲକୁ ଧାନ କାଟିବାକୁ ଯାଇଥିଲ। ସେଠାରେ ନରକଙ୍କାଳ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ।

ବିନା ପଞ୍ଜିକରଣରେ ଚାଲିଥିଲା ଡ୍ରିମ୍‌ ସେଣ୍ଟର: ୧୩୪ ଶିଶୁ ଉଦ୍ଧାର

ବିନା ପଞ୍ଜିକରଣରେ ଚାଲିଥିଲା ଡ୍ରିମ୍‌ ସେଣ୍ଟର: ୧୩୪ ଶିଶୁ ଉଦ୍ଧାର

ଛତ୍ରପୁର, ୪।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସାଏବ୍‌ଜେନାପଲୀରେ ଥିବା ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ ସେଣ୍ଟରରୁ  ମଙ୍ଗଳବାର ୧୩୪ ଶିଶୁଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। 

୫୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

୫୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

କଟକରୋଡ଼,୪।୧୨(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ମଙ୍ଗଳବାର ରାଜଧାନୀର ମଞ୍ଚେଶ୍ୱର ଥାନା ଅଧୀନ ରସୁଲଗଡ଼ ଛକରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ବାଲିଅନ୍ତା ଥାନା ଅଧୀନ ଜଗନ୍ନାଥପୁର ଗ୍ରାମର ବାପି ନାୟକ। 

ଘରେ କେହି ନ ଥିବାର ସୁଯୋଗ ନେଇ ୧୫ ଭରି ସୁନା,  ୩ ଲକ୍ଷ ଚୋରିକଲେ ଦୁର୍ବୃତ୍ତ

ଘରେ କେହି ନ ଥିବାର ସୁଯୋଗ ନେଇ ୧୫ ଭରି ସୁନା, ୩ ଲକ୍ଷ ଚୋରିକଲେ ଦୁର୍ବୃତ୍ତ

ଜଟଣୀ,୪।୧୨(ଡି.ଏନ୍‌.ଏ.): ଜଟଣୀ ଥାନା ଅନ୍ତର୍ଗତ ଚିନ୍ତାମଣୀ ନଗର ଅଞ୍ଚଳର ସନାତନ ସାହୁଙ୍କ ଘରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ୧୫ ଭରି ଓଜନର ସୁନା ଅଳଙ୍କାର ସମେତ ନଗଦ ୩ ଲକ୍ଷ ୨୦ହଜାର ଟଙ୍କା ଚୋରିକରି ନେଇଥିବା ଜଣାପଡ଼ିଛି।

ପୋଲିସ-ଅପରାଧୀ ମଧ୍ୟରେ ଗୁଳି ବିନିମୟ

ପୋଲିସ-ଅପରାଧୀ ମଧ୍ୟରେ ଗୁଳି ବିନିମୟ

ଜୟପୁର, ୪।୧୨(ନି.ପ୍ର): କୋରାପୁଟ ଜିଲାର ଜୟପୁରରେ ପୋଲିସ ଅପରାଧୀ ମଙ୍ଗଳବାର ଭୋରରୁ ଗୁଳି ବିନିମୟ ଘଟିଛି। ଜୟପରୁ ଗ୍ଲୋକାଲ ମେଡିକାଲ ପାଖରେ ଘଟିଛି ଏହି ଘଟଣା।

ଯାଜପୁର ଡିଡିଏମ ଅଫିସ କଲୋନୀରେ ଭିଜିଲାନ୍ସ ଚଢାଉ

ଯାଜପୁର ଡିଡିଏମ ଅଫିସ କଲୋନୀରେ ଭିଜିଲାନ୍ସ ଚଢାଉ

ଯାଜପୁର ଅଫିସ, ୪।୧୨: ଯାଜପୁର ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ କଲୋନୀରେ ଭିଜିଲାନ୍ସ ଚଢାଉ ଚାଲିଛି। ଟାଟା ଖଣି ଚେକ ଗେଟରେ କାର୍ଯ୍ୟରତ କିରାଣୀ ଚିନ୍ମୟ ବେହୁରା ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ତରଫରୁ ଯାଞ୍ଚ ଚାଲିଛି। 

ନାବାଳିକାଙ୍କୁ ଅସଦାଚରଣ କରି ଜେଲ୍‌ ଗଲେ ବାବା

ନାବାଳିକାଙ୍କୁ ଅସଦାଚରଣ କରି ଜେଲ୍‌ ଗଲେ ବାବା

ପିପିଲି, ୩।୧୨(ଡି.ଏନ୍‌.ଏ.)-ପିପିଲି ଥାନା ଅଞ୍ଚଳର ଜଣେ ବାବା ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ବାବାଙ୍କୁ ଗିରଫ କରିଥିଲା। ପରେ ବାବାଙ୍କୁ ପୁରୀ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିବାବେଳେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। 

ବାଳିକାଙ୍କୁ ଅସଦାଚରଣ ମାମଲା: ଔଷଧ ଦୋକାନୀ ଗିରଫ

ବାଳିକାଙ୍କୁ ଅସଦାଚରଣ ମାମଲା: ଔଷଧ ଦୋକାନୀ ଗିରଫ

ଧାମନଗର, ୩।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳୀ ବଜାରରେ ଔଷଧ ଦୋକାନରେ ଜଣେ ବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ପୋଲିସ ଦୋକାନୀ ପଙ୍କଜ ବେହେରାଙ୍କୁ ସୋମବାର ଗିରଫ କରିଛି। 

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣ୍ଡଗୋଳ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣ୍ଡଗୋଳ

ବାରିପଦା ଅଫିସ, ୩।୧୨- ମୟୁରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳରେ ଛାତ୍ରୀଙ୍କୁୁ ଅସଦାଚରଣ ଅଭିଯୋଗ ହୋଇଛି। 

୩୫୦ ଲିଟର ମହୁଲି ମଦ ସହ ମାର୍ଶାଲ ଜବତ: ଗାଡ଼ିଚାଳକ, ମଦବେପାରୀ ଫେରାର

୩୫୦ ଲିଟର ମହୁଲି ମଦ ସହ ମାର୍ଶାଲ ଜବତ: ଗାଡ଼ିଚାଳକ, ମଦବେପାରୀ ଫେରାର

ପରଜଙ୍ଗ,୩।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ପୋଲିସ ଓ ଅବକାରୀ ବିଭାଗକୁ ନେଇ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ଉକ୍ତ ସ୍କ୍ବାଡ୍‌ ରବିବାର ବିଳମ୍ବିତ ରାତିରେ ଡିହଡ଼ୋଳ-ମହାବିରୋଡ଼ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ୩୫୦ ଲିଟର ଚୋରା ମହୁଲି ମଦ ଜବତ କରିଛି।

ଜଟଣୀ ମୁଖ୍ୟ ରାସ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ଜଟଣୀ ମୁଖ୍ୟ ରାସ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ଜଟଣୀ,୨।୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ମୁଖ୍ୟ ରାସ୍ତାର ସେଲ୍ସଟ୍ୟାକ୍ସ ଅଫିସ ନିକଟରେ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ହେଲେ ଡେଲାଙ୍ଗ ଥାନା ଅଧୀନ ନିମବସନ୍ତ ଗ୍ରାମର ରବିନ୍ଦ୍ର କୁମାର ନାୟକ।

ନିଜ ଜାଲରେ ଫଶିଗଲା ସ୍ପେଶାଲ ସ୍କ୍ବାଡ୍‌:ବନ୍ଧୁକ ବେପାରିଙ୍କୁ ଧରିବା ଯୋଜନା ଭଣ୍ଡୁର

ନିଜ ଜାଲରେ ଫଶିଗଲା ସ୍ପେଶାଲ ସ୍କ୍ବାଡ୍‌:ବନ୍ଧୁକ ବେପାରିଙ୍କୁ ଧରିବା ଯୋଜନା ଭଣ୍ଡୁର

ଭୁବନେଶ୍ୱର, ୨ା୧୨(ବ୍ୟୁରୋ)- ବନ୍ଧୁକ ବେପାରିଙ୍କୁ ଧରିବାକୁ ବିଛାଇଥିବା ଜାଲରେ ନିଜେ ଫଶିଯାଇଛି ସ୍ପେଶାଲ ସ୍କ୍ବାଡ୍‌। ପୋଲିସର ସମସ୍ତ ଯୋଜନାକୁ ଦଲାଲ ଭଣ୍ଡୁର କରିଦେଇଛନ୍ତି। ଯୋଜନା ମୁତାବକ ପୋଲିସ ପାଖାପାଖି ୩୦ ହଜାର ଟଙ୍କା ଉକ୍ତ ଦଲାଲଙ୍କୁ ଦେଇଥିବାବେଳେ ସେ ତାହାକୁ ମଉଜମସ୍ତିରେ ଉଡ଼ାଇ ଦେଇଛନ୍ତି। ଶେଷରେ ସ୍ପେଶାଲ ସ୍କ୍ବାଡ୍‌ ଉକ୍ତ ଦଲାଲଙ୍କୁ ଉଠାଇ ଆଣି ଅଟକ ରଖିଛି।

ମା’ଙ୍କୁ  ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତ ପୁଅଙ୍କୁ  ୪ ବର୍ଷ ଜେଲଦଣ୍ଡ

ମା’ଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତ ପୁଅଙ୍କୁ ୪ ବର୍ଷ ଜେଲଦଣ୍ଡ

ବାରିପଦା ଅଫିସ,୧।୧୨- ନିଜ ଜନ୍ମଦାତ୍ର ମା’ଙ୍କୁ  ମରଣାନ୍ତକ ଆକ୍ରମଣ କରିବା ଭଳି ଏକ ମାମଲାର ରାୟ ଶନିବାର ପ୍ରକାଶ ପାଛି। ମୟୂରଭଞ୍ଜ ଜିଲା ଆସିଷ୍ଟାଣ୍ଟ ସେସନ ଜଜ୍‌ ଡ. ଭି. ସୁଜାତା ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ  ଉକ୍ତ  ମାମଲାର ବିଚାର କରି ଅଭିଯୁକ୍ତ ଧୀରାଇ ଚାପିୟାରଙ୍କୁ ୪ ବର୍ଷ ଜେଲ ଦଣ୍ଡ ଓ ୫ ଶହ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। 

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପ୍ରତିବାଦ କରିବାରୁ ଯୁବକଙ୍କ ମରଣାନ୍ତକ ଆକ୍ରମଣ

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପ୍ରତିବାଦ କରିବାରୁ ଯୁବକଙ୍କ ମରଣାନ୍ତକ ଆକ୍ରମଣ

ସଜନାଗଡ଼,୧।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ନେଇ ଏକ ମାମଲା(ନଂ-୨୬୨/୧୮) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ତିର୍ତ୍ତୋଲରେ ଯୁବକଙ୍କୁ ଗୁଳିମାଡ଼

ତିର୍ତ୍ତୋଲରେ ଯୁବକଙ୍କୁ ଗୁଳିମାଡ଼

ଜଗତ୍‌ସିଂହପୁର ଅଫିସ,୧ା୧୨: ତିର୍ତ୍ତୋଲ ଥାନା ଅଧୀନ ଛପଡ଼ା ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ନିଶା ଖାଇବା ପାଇଁ ମୋବାଇଲ ଲୁଟୁଥିଲେ: ୩ ଗ୍ୟାଙ୍ଗ୍‌ର ୯ ଗିରଫ

ନିଶା ଖାଇବା ପାଇଁ ମୋବାଇଲ ଲୁଟୁଥିଲେ: ୩ ଗ୍ୟାଙ୍ଗ୍‌ର ୯ ଗିରଫ

ଭୁବନେଶ୍ୱର, ୧ା୧୨(ବ୍ୟୁରୋ)- ନିଶା ଖାଇବା ପାଇଁ ଟଙ୍କା ଯୋଗାଡ଼ ଲାଗି ମୋବାଇଲ୍‌ ଲୁଟୁଥିଲେ। ପରେ ତା’କୁ ସ୍ବତନ୍ତ୍ର ଭାବେ ପ୍ୟାକ୍‌ କରି ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। 

ଜୁଆଆଡ୍ଡାରେ ଚଢ଼ାଉ, ୩ ଗିରଫ

ଜୁଆଆଡ୍ଡାରେ ଚଢ଼ାଉ, ୩ ଗିରଫ

ଜୟପୁର,୩୦।୧୧(ନି.ପ୍ର.): ଜୁଆ ଆଡ୍ଡାରେ ଖେଳ ଚାଲିଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଜୟପୁର ଟାଉନ ପୋଲିସ ଚଢ଼ାଉ କରିଛି। ଗୋଡ଼ିଆ ଧୋବାସାହିରେ ଏହି ଖେଳ ଚାଲିଥିଲା।

ଗୁଳିମାଡ କରି ୭ଲକ୍ଷ ଟଙ୍କା ଲୁଟ୍‌

ଗୁଳିମାଡ କରି ୭ଲକ୍ଷ ଟଙ୍କା ଲୁଟ୍‌

ପାରାଦୀପ,୩୦।୧୧(ସ୍ବ.ପ.)-ପାରାଦୀପ ଥାନା ଅଞ୍ଚଳରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଲୁଟେରା ମାନେ ଏକ ଘରୋଇ ଅର୍ଥ ଆଦାୟକାରୀ ସଂସ୍ଥା କର୍ମଚାରୀଙ୍କୁ ଗୁଳିମାଡ କରି ୭ଲକ୍ଷ ଟଙ୍କା ଲୁଟିନେଇଛନ୍ତି।

ସ୍ପେଶାଲ ସ୍କ୍ବାର୍ଡର ଚଢ଼ାଉ: ଧରାପଡ଼ିଲେ ୧୨ ମୋବାଇଲ ଲୁଟେରା, ୩୦ ଦାମୀ ମୋବାଇଲ ଜବତ

ସ୍ପେଶାଲ ସ୍କ୍ବାର୍ଡର ଚଢ଼ାଉ: ଧରାପଡ଼ିଲେ ୧୨ ମୋବାଇଲ ଲୁଟେରା, ୩୦ ଦାମୀ ମୋବାଇଲ ଜବତ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ହକି ଓ୍ବାଲ୍ଡ କପ୍‌ ଚାଲିଥିବା ବେଳେ କମିଶନରେଟ ପୋଲିସ ମୋବାଇଲ ଲୁଟେରାଙ୍କ ଉପରେ ଲଗାମ ଲଗାଇଛି। ଏକାଧିକ ଯାତ୍ରୀଙ୍କଠାରୁ ମୋବାଇଲ ଲୁଟପାଟ୍‌ କରୁଥିବା ୨ଟି ଗ୍ୟାଙ୍ଗର ୧୨ ସଦସ୍ୟଙ୍କୁ ସ୍ପେଶାଲ ସ୍କ୍ବାର୍ଡ ପୋଲିସ ଶୁକ୍ରବାର ଗିରଫ କରିଛି।