ଅପରାଧ

ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ଶୁଭଙ୍କର ନାୟକ ଗିରଫ

ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ଶୁଭଙ୍କର ନାୟକ ଗିରଫ

ଭୁବନେଶ୍ୱର, ୩ା୯(ବ୍ୟୁରୋ): ଚିଟଫଣ୍ଡ କମ୍ପାନୀ ଓ କିଛି ନେତାଙ୍କ ମିଡ଼ିଲ ମ୍ୟାନ ଭାବେ ପରିଚିତ ଶୁଭଙ୍କର ନାୟକ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଚିଟଫଣ୍ଡ ପାଇଁ ନୁହେ ବରଂ ଜଣେ ମହିଳାଙ୍କୁ ମାଡ଼ ମାରିବାକୁ ନେଇ।

ଛେଣ୍ଡିପଦା ଅଞ୍ଚଳରେ ଯୁବତୀ ଚାଲାଣ: ଅନିଚ୍ଛା ସତ୍ତ୍ୱେ ବାହାର ରାଜ୍ୟକୁ ପଠାଯାଉଛି

ଛେଣ୍ଡିପଦା ଅଞ୍ଚଳରେ ଯୁବତୀ ଚାଲାଣ: ଅନିଚ୍ଛା ସତ୍ତ୍ୱେ ବାହାର ରାଜ୍ୟକୁ ପଠାଯାଉଛି

ଛେଣ୍ଡିପଦା,୩।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଯୁବତୀ ଚାଲାଣ ହେଉଥିବା ଜଣାପଡିଛି। ଏପରିକି ଝିଅମାନଙ୍କ ଅନିଚ୍ଛା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ଜୋର ଜବରଦସ୍ତ ବାହାର ରାଜ୍ୟକୁ ପଠାଯାଉଛି। 

ଚୋରି ବାଇକ୍‌ ଉଦ୍ଧାର, ୨ ଗିରଫ

ଚୋରି ବାଇକ୍‌ ଉଦ୍ଧାର, ୨ ଗିରଫ

ତାଳଚେର,୨ା୯(ନି.ପ୍ର.)- ବାଇକ୍‌ ଚୋରି ଅଭିଯୋଗରେ ତାଳଚେର ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ୩୧ରେ ତାଳଚେର ସିଂହସାହିର ପ୍ରଭାତ କୁମାର ଦାସଙ୍କ ବାଇକ୍‌ (ନଂ. ଓଡି୧୯ଏ-୧୮୧୪)କୁ ଦୁର୍ବୁତ୍ତମାନେ ନେଇ ପଳାଇ ଥିଲେ।

ମହିଳାଙ୍କୁ ଆକ୍ରମଣ ସହ ଲୁଟ୍‌ ମାମଲା: ଜେଲ ଗଲେ ଅଭିଯୁକ୍ତ

ମହିଳାଙ୍କୁ ଆକ୍ରମଣ ସହ ଲୁଟ୍‌ ମାମଲା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି, ୨।୯ (ଡି.ଏନ୍‌.ଏ.):  ଦିଗପହଣ୍ଡି ପୋଲିସ ରବିବାର ଅପରାହ୍ନରେ ଗୋକବର୍ଣ୍ଣପୁର ଗ୍ରାମର ଚିନ୍ନାଇ ଆଦି ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି। ସେଠାରେ ଜାମିନ୍‌ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ   ଦିଗପହଣ୍ଡି ସବ୍‌ଜେଲ ପଠାଇ ଦିଆଯାଇଛି। 

ପୁତରା ଠେଙ୍ଗାମାଡ଼ରେ ସମ୍ପର୍କୀୟ କକା ମୃତ

ପୁତରା ଠେଙ୍ଗାମାଡ଼ରେ ସମ୍ପର୍କୀୟ କକା ମୃତ

ଲୋଇସିଂହା,୨।୯(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ରାମପୁର ଗ୍ରାମରେ ପୁତରା ଠେଙ୍ଗାମାଡ଼ରେ ସମ୍ପର୍କୀୟ କକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗ୍ରାମର ସନ୍ତୋଷ ବେହେରା (୩୪)। ରବିବାର ସକାଳେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁତରା ଶୁଭ୍ରାଂଶୁଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। 

ଦୁର୍ବୃତ୍ତଙ୍କ ଗୁଳିରେ ଯୁବ ବ୍ୟବସାୟୀ ମୃତ

ଦୁର୍ବୃତ୍ତଙ୍କ ଗୁଳିରେ ଯୁବ ବ୍ୟବସାୟୀ ମୃତ

ବାଲେଶ୍ୱର ଅଫିସ୍‌, ୨। ୯: ବାଲେଶ୍ୱର ସହଦେବ ଖୁଣ୍ଟା ଥାନା ଅଧିନସ୍ଥ ଫିରିଙ୍ଗି ପାଟଣା ଅଞ୍ଚଳର ଯୁବ ବ୍ୟବସାୟୀ ମାନସ ରଞ୍ଜନ ଦାସଙ୍କ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। 

ପୁଣି କଲେଜ ଛାତ୍ରୀ, ଛାତ୍ରଙ୍କୁ ଅସଦାଚରଣ ଭିଡିଓ ଭାଇରାଲ

ପୁଣି କଲେଜ ଛାତ୍ରୀ, ଛାତ୍ରଙ୍କୁ ଅସଦାଚରଣ ଭିଡିଓ ଭାଇରାଲ

ଝାରସୁଗୁଡା ଅଫିସ, ୨।୯- ଝାରସୁଗୁଡା ଜିଲାରେ ଘୁରିବୁଲୁଛି ଜଣେ କଲେଜ ଛାତ୍ରୀ ଓ ଛାତ୍ରଙ୍କ ଭାଇରାଲ ଭିଡିଓ। ଭିଡିଓରେ ଉଭୟଙ୍କୁ କେତେକ ମୁଖାଧାରୀ ଯୁବକ ଅସଦ୍‌ବ୍ୟବହାର କରୁଥିବା ଦେଖାଯାଇଛି। ଉଭୟ ଛାତ୍ରୀ ଓ ଛାତ୍ର ଏକ ନିଛାଟିଆ ସ୍ଥାନକୁ ଯାଇଥିବା ବେଳେ ସେଠାରେ ତାଙ୍କୁ କିଛି ଅସାମାଜିକ ଯୁବକ ଘେରିଯାଇଥିଲେ। ଏହା ପରେ ଜଣେ ଯୁବକ ଭିଡିଓ ସୁଟିଂ କରୁଥିଲେ। ଅନ୍ୟମାନେ ଉଭୟଙ୍କୁ ଗାଳିଗୁଲଜ କରୁଥିଲେ। ଏପରିକି ଉଭୟଙ୍କ ବ୍ୟାଗ୍‌, ମନିପର୍ସ, ମୋବାଇଲ ଯାଞ୍ଚ ମଧ୍ୟ 

ଡକାୟତି ମାମଲାର ପର୍ଦ୍ଦାଫାଶ ୫ ଗିରଫ: ବନ୍ଧୁକ, ଗୁଳି, ରୁପା ଅଳଙ୍କାର ଜବତ

ଡକାୟତି ମାମଲାର ପର୍ଦ୍ଦାଫାଶ ୫ ଗିରଫ: ବନ୍ଧୁକ, ଗୁଳି, ରୁପା ଅଳଙ୍କାର ଜବତ

ଆସିକା ,୧।୯ (ଡି.ଏନ୍‌.ଏ) କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥର - ଷଣ୍ଢମରା ରାସ୍ତାରେ ୧୬ ତାରିଖରେ ବନ୍ଧୁକ ଦେଖାଇ କବିସୂର୍ଯ୍ୟନଗରର ଜଣେ ରୂପା ଅଳଙ୍କାର ବ୍ୟବସାୟୀଙ୍କଠାରୁ ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି ।

ହଳଦୀପଡ଼ିଆରୁ ୬୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ହଳଦୀପଡ଼ିଆରୁ ୬୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକରୋଡ଼, ୧।୯(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ରାଜଧାନୀ ଲକ୍ଷ୍ମୀସାଗର  ଥାନା ପଛପଟେ ଥିବା  ଦଳଦୀପଡ଼ିଆ  ବସ୍ତିରେ ଚଢ଼ାଉ କରାଯାଇ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ  ଗିରଫ କରାଯାଇଛି।

ଡକାୟତି ଘଟଣାରେ ୩ଗିରଫ

ଡକାୟତି ଘଟଣାରେ ୩ଗିରଫ

ସମ୍ବଲପୁର,୧।୯(ବ୍ୟୁରୋ): ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ଆନ୍ଧ୍ର ବ୍ୟାଙ୍କରୁ ଡକାୟତି ଘଟଣାର ପୋଲିସ କରିଛି ପର୍ଦ୍ଦାଫାଶ । ରାଜ୍ୟ ବାହାରର ଜଣେ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ପୋଲିସ ଗିରଫ କରିଛି।

ଖଇରା ପୋଲିସ ହାତରେ ୨ ସନ୍ଦିଗ୍ଧ ଅପରାଧୀ

ଖଇରା ପୋଲିସ ହାତରେ ୨ ସନ୍ଦିଗ୍ଧ ଅପରାଧୀ

ଖଇରା,୧।୯(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଖଇରାରୁ ଶୁକ୍ରବାର ରାତିରେ ୨ ସନ୍ଦିଗ୍ଧ ଅପରାଧୀଙ୍କୁ ଖଇରା ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ରାଉରକେଲାର ଓ ଅନ୍ୟ ଜଣେ ସୋର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଏକ ପିସ୍ତଲ  ଜବତ କରାଯାଇଛି। 

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ

ଭଣ୍ଡାରିପୋଖରୀ,୩୧।୮(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ  ୧୬ ନଂ.  ଜାତୀୟ ରାଜପଥର କହରା ପୋଖରୀ ଓଭରବ୍ରିଜ ନିକଟରୁ ଗୁରୁବାର ସନ୍ଧ୍ୟାରେ ଲୁଟ୍‌ ହୋଇଛି।

ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ମାଡ଼ ମାରିବା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ

ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ମାଡ଼ ମାରିବା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ

ଛେଣ୍ଡିପଦା,୩୧।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସାପୋଇସାହି ଗ୍ରାମରେ ଥିବା ଏକ ଘରୋଇ ନର୍ସିଂ ହୋମ ସମ୍ମୁଖରେ ଜଣେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମରାଯାଇଥିଲା। ଏହି ଘଟଣାର ପ୍ରତିବାଦ କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଶୁକ୍ରବାର ଥାନା ସମୁଖରେ ଧାରଣା ଦିଆଯାଇଛି। 

ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଥାନାରେ ମାମଲା

ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଥାନାରେ ମାମଲା

ଦିଗପହଣ୍ଡି,୩୧।୮(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ନାବାଳିକାଙ୍କ ଭାଇ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ମାମଲା(ନଂ-୧୪୭/୧୮) ରୁଜୁ କରି ତଦନ୍ତ ଚଳାଇଛି। 

ଚୋରାମଦ କାରୋବାର ଘଟଣା: ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଚୋରାମଦ କାରୋବାର ଘଟଣା: ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବାଲିଗୁଡ଼ା, ୩୧।୮:  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଅଧୀନ ବେଲଘର ଥାନା ପୋଲିସ ଶୁକ୍ରବାର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମଦ ବେପାରୀ ଗିରଫ

ମଦ ବେପାରୀ ଗିରଫ

ବାଲିଗୁଡ଼ା,୩୧।୮: କନ୍ଧମାଳ ଜିଲା ବେଲଘର ଥାନା କେକେଡିଏ କଲୋନୀରେ ଶୁକ୍ରବାର ବେଲଘର ପୋଲିସ ଚଢ଼ାଉ କରି ଚୋରା ଦେଶୀ ମହୁଲି ମଦ ବିକ୍ରି ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚୋରି

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚୋରି

ପାପଡ଼ାହାଣ୍ଡି,୩୧।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମାରେ ଥିବା ୟୁଜିଏମ୍‌ଇ ସ୍କୁଲ ପରିସରରୁ ଗୁରୁବାର ରାତିରେ ଚୋରି ହୋଇଛି। ସ୍କୁଲ କୋଠରୀର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଗ୍ୟାସ୍‌ ସିଲିଣ୍ଡର, ଚୁଲା ଓ ୪ କୁଇଣ୍ଟାଲ ଚାଉଳ ନେଇ ଯାଇଥିବା ଜଣାପଡ଼ିଛି।

ଆଗରପଡ଼ାରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା

ଆଗରପଡ଼ାରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା

ବନ୍ତ,୩୧।୮(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ବାଲିପୋଖରୀ ବଜାର କାଳି ମଣ୍ଡପ ପଛପଟୁ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମୃତକ ହେଲେ ତେଲନଟି ଗ୍ରାମର ବଳରାମ ଜେନାଙ୍କ ପୁଅ ମୁରଲୀ। 

ଲୁଟ୍‌ ପାଇଁ ଘରେ ପଶି ବୃଦ୍ଧାଙ୍କୁ ହତ୍ୟା: ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଲୁଟ୍‌ ପାଇଁ ଘରେ ପଶି ବୃଦ୍ଧାଙ୍କୁ ହତ୍ୟା: ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବାଲିଅନ୍ତା,୩୧।୮(ଡି.ଏନ୍‌.ଏ.)- ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ବଙ୍ଗୁଆରି ସାହାବାଜ୍‌ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଏକ ହତ୍ୟାକାଣ୍ଡ ଘଟିଛି। ଘରେ ଏକୁଟିଆ ରହୁଥିବା ମନୋରମା ପଣ୍ଡା(୬୩) ନାମ୍ନୀ ବିଧବା ବୃଦ୍ଧାଙ୍କୁ ଦୁର୍ବୃତ୍ତମାନେ ତଣ୍ଟିଚିପି ହତ୍ୟା କରିଛନ୍ତି।

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଅଭିଯୁକ୍ତ ଗିରଫ

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୩୧।୮(ବ୍ୟୁରୋ)- ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ବଳାକତ୍ାର କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ପ୍ରେମିକ ଧୋକା ଦେଲେ: ହାତ କାଟି ୩ମହଲାରୁ ଡେଇଁଲେ ଯୁବତୀ

ପ୍ରେମିକ ଧୋକା ଦେଲେ: ହାତ କାଟି ୩ମହଲାରୁ ଡେଇଁଲେ ଯୁବତୀ

ଭୁବନେଶ୍ୱର, ୩୧ା୮(ବ୍ୟୁରୋ)- ପ୍ରେମିକା କଥାରେ ପ୍ରେମିକ ରାଜି ହେଲେ ନାହିଁ। ଫଳରେ ଦୁହିଁଙ୍କ ମଧ୍ୟରେ ଫୋନ୍‌ରେ କଥା କଟାକଟି ହେଲା।  

ଆୟ ବହିର୍ଭୂତ ସମ୍ପତ୍ତି କାଳ ହେଲା: ଓପେପା ଅଧିକାରୀ, ତହସିଲଦାର ସ୍ବାମୀ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି କାଳ ହେଲା: ଓପେପା ଅଧିକାରୀ, ତହସିଲଦାର ସ୍ବାମୀ ଗିରଫ

କଟକ ଅଫିସ, ୩୧ା୮: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପେପାର ମୁଖ୍ୟ ଆକାଉଣ୍ଟସ୍‌ ଅଫିସର ନଳିନୀ କୁମାରୀ ପୃଷ୍ଟି ଓ ତାଙ୍କ ସ୍ବାମୀ ତଥା ଗଞ୍ଜାମ ଜିଲା ଛତ୍ରପୁର ତହସିଲଦାର ବିଜୟ କେତନ ସାହୁଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି।

ଗୁଳି ମାଡ଼ରେ ଯୁବକ ଗୁରୁତର

ଗୁଳି ମାଡ଼ରେ ଯୁବକ ଗୁରୁତର

ବଇଣ୍ଡା,୩୦।୮(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଯୋଗିପଥର ଗ୍ରାମରେ ବୁଧବାର ରାତିରେ ଗୁଳି ମାଡ଼ରେ କୁଣ୍ଡାଳି ଗ୍ରାମର ତପନ ନାଥ(୧୭) ଗୁରୁତର ହୋଇଛନ୍ତି।

୨ ଘଟଣାରେ ୭ ଗିରଫ: ୩ ବନ୍ଧୁକ, ବୋମା, ଟଙ୍କା ବାଇକ୍‌ ଜବତ

୨ ଘଟଣାରେ ୭ ଗିରଫ: ୩ ବନ୍ଧୁକ, ବୋମା, ଟଙ୍କା ବାଇକ୍‌ ଜବତ

ଭଞ୍ଜନଗର,୩୦।୮(ଡି.ଏନ.ଏ.)-ଭଞ୍ଜନଗର ଉପଖଣ୍ଡ ପୋଲିସକୁ ବୁଧବାର ରାତିରେ ବଡ ଼ସଫଳତା ମିଳିଛି । ଭଞ୍ଜନଗର ଓ ତାରସିଂ ଥାନାର ପୃଥକ ୨ ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବ୍ରହ୍ମପୁର ଗୋସାଣି  ନୂଆଗାଁର ସୁମନ ପାଢ଼ୀ, ବୋରିଗୁଡ଼ାର ରାକେଶ ପରିଡ଼ା, ପୁରୁଷୋତ୍ତମପୁର ଥାନା ଗଙ୍ଗାଡ଼େଣୁ ଗ୍ରାମର ପବିତ୍ର ଭୂୟଁା, ତୁରୁମୁର ଅନୀଲ ମିଶ୍ର, ସତ୍ୟ ମଳିକ, ଗୁନା ଗୌଡ଼ ଓ ପି. ଭବାନୀ ପ୍ରସାଦ ରାଓ ।