Dharitri News

ବାଣିଜ୍ୟ

 ପ୍ରତି ମାସରେ ବଢ଼ିବନି ଏଲ୍‌ପିଜି ଦର

ପ୍ରତି ମାସରେ ବଢ଼ିବନି ଏଲ୍‌ପିଜି ଦର

ପ୍ରତି ମାସରେ ଆଉ ଏଲ୍‌ପିଜି ଦର ବଢିବନି। ଏଥି ଲାଗି ଥିବା ନିର୍ଦ୍ଦେଶକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନ ପ୍ରତି ମାସରେ ଏଲ୍‌ପିଜି ଦରରେ ସିଲିଣ୍ଡର ପିଛା ୪ ଟଙ୍କା ମୂଲ୍ୟ ବୃଦ୍ଧି ଘଟୁଥିଲା।

୨୦୧୯ ମାର୍ଚ୍ଚ ସୁଦ୍ଧା ମିଳିବ ୨୪ ଘଣ୍ଟିଆ ବିଜୁଳି

୨୦୧୯ ମାର୍ଚ୍ଚ ସୁଦ୍ଧା ମିଳିବ ୨୪ ଘଣ୍ଟିଆ ବିଜୁଳି

୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶର ସବୁ ଲୋକଙ୍କୁ ୨୪ ଘଣ୍ଟିଆ ବିଜୁଳି ସେବା ପ୍ରଦାନ କରାଯିବ। ବର୍ଷ ସାରା ତଥା ବିନା କୌଣସି ପ୍ରତିବନ୍ଧକରେ ପ୍ରତିଘରକୁ ଏହି ସେବା ଉପଲବ୍ଧ କରାଯିବ ବୋଲି ଶକ୍ତିମନ୍ତ୍ରୀ ଆର.କେ ସିଂ ପ୍ରକାଶ କରିଛନ୍ତି।

ଏୟାର ଇଣ୍ଡିଆକୁ ଅକାମୀ କରିବାକୁ ଚାହୁନାହାନ୍ତି ସରକାର

ଏୟାର ଇଣ୍ଡିଆକୁ ଅକାମୀ କରିବାକୁ ଚାହୁନାହାନ୍ତି ସରକାର

ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାର ଲାଇନ ଭଳି ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆକୁ ସରକାର ଅକାମୀ କରିବାକୁ ଚାହୁନାହାନ୍ତି। ଏୟାର ଇଣ୍ଡିଆ ଦେଶରେ ଲୋକଙ୍କ ସେବାରେ କିଭଳି ଭାବେ ଲାଗି ପାରିବ ସେ ନେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଣପତି ରାଜୁ ପ୍ରକାଶ କରିଛନ୍ତି।

ସଂଶୋଧିତ ଇନସଲଭେନ୍ସି ବ୍ୟାଙ୍କରପ୍ସି କୋଡ ବିଲ୍‌ ଲୋକସଭାରେ ଆଗତ

ସଂଶୋଧିତ ଇନସଲଭେନ୍ସି ବ୍ୟାଙ୍କରପ୍ସି କୋଡ ବିଲ୍‌ ଲୋକସଭାରେ ଆଗତ

ସଂଶୋଧିତ ଇନସଲଭେନ୍ସି ତଥା ବ୍ୟାଙ୍କରପ୍ସି କୋଡ ବିଧେୟକକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ଗୁରୁବାର ଉପସ୍ଥାପନ କରିଛନ୍ତି।

ଇନ୍ଧନ ବିଲ୍‌ ୧୦୦ ବିଲିୟନ ଡଲାରକୁ ହ୍ରାସ ଲାଗି ଯୋଜନା

ଇନ୍ଧନ ବିଲ୍‌ ୧୦୦ ବିଲିୟନ ଡଲାରକୁ ହ୍ରାସ ଲାଗି ଯୋଜନା

ତୈଳ ଆମଦାନୀ ବିଲ୍‌କୁ ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରକୁ ହ୍ରାସ କରିବାକୁ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ଏକ ଯୋଜନା ପ୍ରସ୍ତୁତ କରୁଛି।

ଚଳନ୍ତି ଖାତା ନିଅଣ୍ଟ ଜିଡିପିର ୧.୫% ଛୁଇଁବ

ଚଳନ୍ତି ଖାତା ନିଅଣ୍ଟ ଜିଡିପିର ୧.୫% ଛୁଇଁବ

ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଘଟୁଥିବା ଯୋଗୁ ଏହା ଚଳନ୍ତି ଖାତା ନିଅଣ୍ଟ(ସିଏଡି)କୁ ପ୍ରଭାବିତ କରିବ।

ସ୍ବଳ୍ପ ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ

ସ୍ବଳ୍ପ ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ

ନ୍ୟାଶ୍‌ନାଲ୍‌ ସେଭିଙ୍ଗ୍‌ ସାର୍ଟିଫିକେଟ୍‌(ଏନ୍‌ଏସ୍‌ସି) ଏବଂ ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌(ପିପିଏଫ୍‌) ଭଳି ସ୍ବଳ୍ପ ସଞ୍ଚୟ ଯୋଜନାରେ ସରକାର ବୁଧବାର ୦.୨% ସୁଧ ହାର ହ୍ରାସ କରିଛନ୍ତି।

ଷ୍ଟାଇଲ୍‌ସ୍ପାର ସ୍ବତନ୍ତ୍ର ଫାଇନାନ୍ସ ଅଫର

ଷ୍ଟାଇଲ୍‌ସ୍ପାର ସ୍ବତନ୍ତ୍ର ଫାଇନାନ୍ସ ଅଫର

ପ୍ରମୁଖ ଆସବାବପତ୍ର ଉତ୍ପାଦନକାରୀ ଷ୍ଟାଇଲ୍‌ସ୍ପା ଡିସେମ୍ବର ମାସ ପାଇଁ ଏହାର ସ୍ବତନ୍ତ୍ର ଫାଇନାନ୍ସ ଅଫର ଟ୍ରିପଲ ଜିରୋ ସ୍କିମ୍‌ ଘୋଷଣା କରିଛି।

ଜିଏସ୍‌ଟିଏନ୍‌ ପୋର୍ଟାଲରେ ରିଟର୍ନ ଷ୍ଟାଟସ ଦେଖିପାରିବେ ଟିକସଦାତା

ଜିଏସ୍‌ଟିଏନ୍‌ ପୋର୍ଟାଲରେ ରିଟର୍ନ ଷ୍ଟାଟସ ଦେଖିପାରିବେ ଟିକସଦାତା

ଜିଏସ୍‌ଟି ନେଟ୍‌ଓ୍ବର୍କ ପୋର୍ଟାଲରେ ଟିକସତାତାମାନେ ସେମାନଙ୍କ ରିଟର୍ନ ଫାଇଲ ସଂକ୍ରାନ୍ତ ଷ୍ଟାଟସ ଦେଖିପାରିବେ।

ଖୁଚୁରା ବଜାରରେ ସୃଷ୍ଟି ହେବ ନୂଆ ନିଯୁକ୍ତି

ଖୁଚୁରା ବଜାରରେ ସୃଷ୍ଟି ହେବ ନୂଆ ନିଯୁକ୍ତି

ରିଟେଲ୍‌ କ୍ଷେତ୍ରରେ ଆସନ୍ତା ୫ ବର୍ଷ ମଧ୍ୟରେ ୨୦ରୁ ୨୫% ନୂତନ ନିଯୁକ୍ତି ସୃଷ୍ଟି ହେବ। ଏହା ବିଶେଷ କରି ଅଭିନବ କୌଶଳ ଓ ଦକ୍ଷତା ଭିତ୍ତିକ ହେବ। ଫିକି ଏବଂ ନାସ୍‌କମ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ମିଳିତ ରିପୋର୍ଟରେ ଏଭଳି ଦର୍ଶାଯାଇଛି।

ବିଳାସମୟ କାର୍‌ ଉପରେ ସେସ୍‌ ବୃଦ୍ଧି ବିଧେୟକକୁ ମଞ୍ଜୁରୀ

ବିଳାସମୟ କାର୍‌ ଉପରେ ସେସ୍‌ ବୃଦ୍ଧି ବିଧେୟକକୁ ମଞ୍ଜୁରୀ

ବିଳାସମୟ କାର ଉପରେ ଲାଗୁ ହେଉଥିବା ସେସ୍‌କୁ୧୫% ପରିବର୍ତ୍ତେ ୨୫%କୁ ବୃଦ୍ଧି କରିବାପାଇଁ ଲୋକ ସଭାରେ ଏକ ବିଲ୍‌କୁ ମଞ୍ଜୁରୀ ମିଳିଛି।

୮୨ କୋଟି ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ

୮୨ କୋଟି ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ

ପାଖାପାଖି ୭୧.୨୪ କୋଟି ମୋବାଇଲ ନମ୍ବର ଏବଂ ୮୨ କୋଟି ବ୍ୟାଙ୍କ ଆକାଉଣ୍ଟ ଏ ପର୍ଯ୍ୟନ୍ତ ଆଧାର ସହ ସଂଯୋଗ ହୋଇସାରିଛି।

ପାସ୍‌ପୋର୍ଟ ଆବେଦନ: ପାଞ୍ଚ ବର୍ଷରୁ କମ୍‌ ବୟସ ଶିଶୁଙ୍କ ପାଇଁ ଜରୁରୀ ନୁହେଁ ବାୟୋମେଟ୍ରିକ

ପାସ୍‌ପୋର୍ଟ ଆବେଦନ: ପାଞ୍ଚ ବର୍ଷରୁ କମ୍‌ ବୟସ ଶିଶୁଙ୍କ ପାଇଁ ଜରୁରୀ ନୁହେଁ ବାୟୋମେଟ୍ରିକ

ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ପାସ୍‌ପୋର୍ଟ ସକାଶେ ଫିଙ୍ଗରପ୍ରିଣ୍ଟ ସହିତ ଅନ୍ୟ କୌଣସି ବାୟୋମେଟ୍ରିକ୍‌ ତଥ୍ୟ ଆବଶ୍ୟକ ହେବ ନାହିଁ।

ଭଡ଼ା ବଢାଇବନି ରେଲଓ୍ବେ

ଭଡ଼ା ବଢାଇବନି ରେଲଓ୍ବେ

ରେଳ ଭଡା ବଢିବ ନାହିଁ। ସରକାର ରେଲଓ୍ବେ ଭଡା ବୃଦ୍ଧି କରିବା ଲାଗି କୌଣସି ପ୍ରସ୍ତାବ ରଖିନାହାନ୍ତି। ସେହିଭଳି ଭଡା ବଢାଇବାକୁ ସରକାର କୌଣସି ପ୍ରସ୍ତାବର ତର୍ଜମା କରୁ ନ ଥିବା ସଂସଦକୁ ଏକ ଲିଖିତ ଉତ୍ତରରେ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହାଇଁ ଏହି ସୂଚନା ଦେଇଛନ୍ତି।

ବଜାରରେ ଡେଲର ନୂଆ ଇନସ୍ପିରନ୍‌ ସିରିଜ ନୋଟବୁକ୍‌

ବଜାରରେ ଡେଲର ନୂଆ ଇନସ୍ପିରନ୍‌ ସିରିଜ ନୋଟବୁକ୍‌

ପ୍ରମୁଖ ପିସି ଉତ୍ପାଦନକାରୀ କମ୍ପାନୀ ଡେଲ୍‌ ବଜାରକୁ ନୂଆ ଇନସ୍ପିରନ ସିରିଜ୍‌ର ନୋଟବୁକ୍‌ ଛାଡିଛି।

ଏଫ୍‌ବିବିରେ ସୁପର ୬୦% ସେଲ୍‌

ଏଫ୍‌ବିବିରେ ସୁପର ୬୦% ସେଲ୍‌

ଫ୍ୟୁଚର ଗ୍ରୁପର ଫ୍ୟାଶନ ଡେଷ୍ଟିନେଶନ ଏଫ୍‌ବିବି ପକ୍ଷରୁ ସୁପର ୬୦% ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି।

ଫୋର୍ସ ମୋଟର୍ସର ନୂଆ କାର୍ଗୋ କିଙ୍ଗ୍‌ ଷ୍ଟାର

ଫୋର୍ସ ମୋଟର୍ସର ନୂଆ କାର୍ଗୋ କିଙ୍ଗ୍‌ ଷ୍ଟାର

ପୁଣେଭିତ୍ତିକ ଅଟୋ କମ୍ପାନୀ ଫୋର୍ସ ମୋଟର୍ସ ନୂଆ ଟ୍ରାକ୍ସ କାର୍ଗୋ କିଙ୍ଗ ଷ୍ଟାର ପିକ୍‌ ଅପ୍‌କୁ ବଜାରରେ ପ୍ରବେଶ କରାଇଛି।

ପ୍ରବେଶ ସ୍ତରୀୟ ବେତନ ନ୍ୟୁନ ରଖିବାକୁ ଏକତ୍ର ହୋଇଛନ୍ତି ଆଇଟି ସଂସ୍ଥା: ପାଇ

ପ୍ରବେଶ ସ୍ତରୀୟ ବେତନ ନ୍ୟୁନ ରଖିବାକୁ ଏକତ୍ର ହୋଇଛନ୍ତି ଆଇଟି ସଂସ୍ଥା: ପାଇ

ବଡ ବଡ କମ୍ପାନୀରେ ପ୍ରବେଶ କରୁଥିବା ଆଇଟି ଇଞ୍ଜିନିୟରଙ୍କ ପ୍ରାଥମିକ ସ୍ତରୀୟ ବେତନ ନ୍ୟୁନ ରଖିବାକୁ କମ୍ପାନୀଗୁଡିକ ମିଳିତ ହୋଇଥିବା ଆଇଟି ଭେଟେରାନ୍‌ ଟିଭି ମୋହନଦାସ ପାଇ ଅଭିଯୋଗ ଆଣିଛନ୍ତି।

ଟେଲିକମ୍‌ ସେବାରେ ଜିଏସ୍‌ଟି ହ୍ରାସ ଲାଗି ପରାମର୍ଶ

ଟେଲିକମ୍‌ ସେବାରେ ଜିଏସ୍‌ଟି ହ୍ରାସ ଲାଗି ପରାମର୍ଶ

ଟେଲିକମ୍‌ ସେବାରେ ଜିଏସ୍‌ଟି ହ୍ରାସ ଲାଗି ଟେଲିକମ୍‌ ବିଭାଗ(ଡଟ୍‌) ଅର୍ଥ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛି।

୧୧,୬୦୦ ପଏଣ୍ଟ ଛୁଇଁବ ନିଫ୍ଟି

୧୧,୬୦୦ ପଏଣ୍ଟ ଛୁଇଁବ ନିଫ୍ଟି

ବଜାରରେ ଅର୍ଥନୈତିକ ଅଭିବୃଦ୍ଧି ଦୃଢ ହେଉଥିବା ଯୋଗୁ ନିଫ୍ଟିରେ କାରବାର ଉନ୍ନତ ହେବ ହେବ।

ଚାଇନା ଆଣ୍ଟିବାୟୋଟିକ୍‌ ଉପରେ ଲାଗିବ ଆଣ୍ଟି ଡମ୍ପିଂ ଟିକସ

ଚାଇନା ଆଣ୍ଟିବାୟୋଟିକ୍‌ ଉପରେ ଲାଗିବ ଆଣ୍ଟି ଡମ୍ପିଂ ଟିକସ

ସରକାର ଚାଇନାରୁ ଆସୁଥିବା ଆଣ୍ଟି ବାୟୋଟିକ୍‌ ଉପରେ ଆଣ୍ଟି ଡମ୍ପିଂ ଟିକସ ଶୀଘ୍ର ଲାଗୁ କରିପାରନ୍ତି

ଅନୁଗୋଳରେ ବିଓଏଫ୍‌ ସମ୍ପୂର୍ଣ୍ଣକଲା ଜେଏସ୍‌ପିଏଲ୍‌

ଅନୁଗୋଳରେ ବିଓଏଫ୍‌ ସମ୍ପୂର୍ଣ୍ଣକଲା ଜେଏସ୍‌ପିଏଲ୍‌

ପ୍ରମୁଖ ଇସ୍ପାତ କମ୍ପାନୀ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ଏହାର ଅନୁଗୋଳସ୍ଥିତ ୟୁନିଟ୍‌ରେ ୨୫୦ ଟନ୍‌ ବେସିକ୍‌ ଅକ୍ସିଜେନ୍‌ ଫର୍ନେସ୍‌(ବିଓଏଫ୍‌) କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଛି।

ଅନୁପାଳନରେ ହେଳା କମ୍ପାନୀଙ୍କୁ ମହଙ୍ଗା ପଡିବ

ଅନୁପାଳନରେ ହେଳା କମ୍ପାନୀଙ୍କୁ ମହଙ୍ଗା ପଡିବ

ବିଭିନ୍ନ ନିୟମ ଅନୁପାଳନରେ ଅବମାନନା ଘରୋଇ ବଜାରର କମ୍ପାନୀଗୁଡିକୁ ମହଙ୍ଗା ପଡିବ।

 ନଭେମ୍ବର ଜିଏସ୍‌ଟି ସଂଗ୍ରହ ୮୦,୮୦୮ କୋଟି ଟଙ୍କାକୁ ହ୍ରାସ

ନଭେମ୍ବର ଜିଏସ୍‌ଟି ସଂଗ୍ରହ ୮୦,୮୦୮ କୋଟି ଟଙ୍କାକୁ ହ୍ରାସ

ଲଗାତର ଦ୍ୱିତୀୟ ମାସ ଲାଗି ଜିଏସ୍‌ଟି ସଂଗ୍ରହ ହ୍ରାସ ହୋଇଛି।