Dharitri News

ବାଣିଜ୍ୟ

ଏଫ୍‌ବିବିରେ ସୁପର ୬୦% ସେଲ୍‌

ଏଫ୍‌ବିବିରେ ସୁପର ୬୦% ସେଲ୍‌

ଫ୍ୟୁଚର ଗ୍ରୁପର ଫ୍ୟାଶନ ଡେଷ୍ଟିନେଶନ ଏଫ୍‌ବିବି ପକ୍ଷରୁ ସୁପର ୬୦% ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି।

ଫୋର୍ସ ମୋଟର୍ସର ନୂଆ କାର୍ଗୋ କିଙ୍ଗ୍‌ ଷ୍ଟାର

ଫୋର୍ସ ମୋଟର୍ସର ନୂଆ କାର୍ଗୋ କିଙ୍ଗ୍‌ ଷ୍ଟାର

ପୁଣେଭିତ୍ତିକ ଅଟୋ କମ୍ପାନୀ ଫୋର୍ସ ମୋଟର୍ସ ନୂଆ ଟ୍ରାକ୍ସ କାର୍ଗୋ କିଙ୍ଗ ଷ୍ଟାର ପିକ୍‌ ଅପ୍‌କୁ ବଜାରରେ ପ୍ରବେଶ କରାଇଛି।

ପ୍ରବେଶ ସ୍ତରୀୟ ବେତନ ନ୍ୟୁନ ରଖିବାକୁ ଏକତ୍ର ହୋଇଛନ୍ତି ଆଇଟି ସଂସ୍ଥା: ପାଇ

ପ୍ରବେଶ ସ୍ତରୀୟ ବେତନ ନ୍ୟୁନ ରଖିବାକୁ ଏକତ୍ର ହୋଇଛନ୍ତି ଆଇଟି ସଂସ୍ଥା: ପାଇ

ବଡ ବଡ କମ୍ପାନୀରେ ପ୍ରବେଶ କରୁଥିବା ଆଇଟି ଇଞ୍ଜିନିୟରଙ୍କ ପ୍ରାଥମିକ ସ୍ତରୀୟ ବେତନ ନ୍ୟୁନ ରଖିବାକୁ କମ୍ପାନୀଗୁଡିକ ମିଳିତ ହୋଇଥିବା ଆଇଟି ଭେଟେରାନ୍‌ ଟିଭି ମୋହନଦାସ ପାଇ ଅଭିଯୋଗ ଆଣିଛନ୍ତି।

ଟେଲିକମ୍‌ ସେବାରେ ଜିଏସ୍‌ଟି ହ୍ରାସ ଲାଗି ପରାମର୍ଶ

ଟେଲିକମ୍‌ ସେବାରେ ଜିଏସ୍‌ଟି ହ୍ରାସ ଲାଗି ପରାମର୍ଶ

ଟେଲିକମ୍‌ ସେବାରେ ଜିଏସ୍‌ଟି ହ୍ରାସ ଲାଗି ଟେଲିକମ୍‌ ବିଭାଗ(ଡଟ୍‌) ଅର୍ଥ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛି।

୧୧,୬୦୦ ପଏଣ୍ଟ ଛୁଇଁବ ନିଫ୍ଟି

୧୧,୬୦୦ ପଏଣ୍ଟ ଛୁଇଁବ ନିଫ୍ଟି

ବଜାରରେ ଅର୍ଥନୈତିକ ଅଭିବୃଦ୍ଧି ଦୃଢ ହେଉଥିବା ଯୋଗୁ ନିଫ୍ଟିରେ କାରବାର ଉନ୍ନତ ହେବ ହେବ।

ଚାଇନା ଆଣ୍ଟିବାୟୋଟିକ୍‌ ଉପରେ ଲାଗିବ ଆଣ୍ଟି ଡମ୍ପିଂ ଟିକସ

ଚାଇନା ଆଣ୍ଟିବାୟୋଟିକ୍‌ ଉପରେ ଲାଗିବ ଆଣ୍ଟି ଡମ୍ପିଂ ଟିକସ

ସରକାର ଚାଇନାରୁ ଆସୁଥିବା ଆଣ୍ଟି ବାୟୋଟିକ୍‌ ଉପରେ ଆଣ୍ଟି ଡମ୍ପିଂ ଟିକସ ଶୀଘ୍ର ଲାଗୁ କରିପାରନ୍ତି

ଅନୁଗୋଳରେ ବିଓଏଫ୍‌ ସମ୍ପୂର୍ଣ୍ଣକଲା ଜେଏସ୍‌ପିଏଲ୍‌

ଅନୁଗୋଳରେ ବିଓଏଫ୍‌ ସମ୍ପୂର୍ଣ୍ଣକଲା ଜେଏସ୍‌ପିଏଲ୍‌

ପ୍ରମୁଖ ଇସ୍ପାତ କମ୍ପାନୀ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ଏହାର ଅନୁଗୋଳସ୍ଥିତ ୟୁନିଟ୍‌ରେ ୨୫୦ ଟନ୍‌ ବେସିକ୍‌ ଅକ୍ସିଜେନ୍‌ ଫର୍ନେସ୍‌(ବିଓଏଫ୍‌) କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଛି।

ଅନୁପାଳନରେ ହେଳା କମ୍ପାନୀଙ୍କୁ ମହଙ୍ଗା ପଡିବ

ଅନୁପାଳନରେ ହେଳା କମ୍ପାନୀଙ୍କୁ ମହଙ୍ଗା ପଡିବ

ବିଭିନ୍ନ ନିୟମ ଅନୁପାଳନରେ ଅବମାନନା ଘରୋଇ ବଜାରର କମ୍ପାନୀଗୁଡିକୁ ମହଙ୍ଗା ପଡିବ।

 ନଭେମ୍ବର ଜିଏସ୍‌ଟି ସଂଗ୍ରହ ୮୦,୮୦୮ କୋଟି ଟଙ୍କାକୁ ହ୍ରାସ

ନଭେମ୍ବର ଜିଏସ୍‌ଟି ସଂଗ୍ରହ ୮୦,୮୦୮ କୋଟି ଟଙ୍କାକୁ ହ୍ରାସ

ଲଗାତର ଦ୍ୱିତୀୟ ମାସ ଲାଗି ଜିଏସ୍‌ଟି ସଂଗ୍ରହ ହ୍ରାସ ହୋଇଛି।

ରେକର୍ଡ ସ୍ତରରେ ଶେୟାର ବଜାର

ରେକର୍ଡ ସ୍ତରରେ ଶେୟାର ବଜାର

ମଙ୍ଗଳବାର ଷ୍ଟକ ବଜାର ରେକର୍ଡ ସ୍ତରରେ ରହିଥିବା ଉଭୟ ସେନସେକ୍ସ ତଥା ନିଫ୍ଟି ଭଲ କାରବାର କରିବାକୁ ସକ୍ଷମ ହୋଇଥିଲା।

ବିଶ୍ୱ ବଜାରରେ ଚାହିଦା ଯୋଗୁ ସୁନା ମୂଲ୍ୟରେ ବୃଦ୍ଧି

ବିଶ୍ୱ ବଜାରରେ ଚାହିଦା ଯୋଗୁ ସୁନା ମୂଲ୍ୟରେ ବୃଦ୍ଧି

ବିଶ୍ୱ ବଜାରରେ ଚାହିଦା ଯୋଗୁ ସୁନା ମୂଲ୍ୟରେ ପରିବର୍ତ୍ତନ ଘଟିଛି।

କ୍ଷତି ସହୁଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାର ପୁନର୍ବିଚାର ହେବ

କ୍ଷତି ସହୁଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାର ପୁନର୍ବିଚାର ହେବ

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ବିଭିନ୍ନ ଆର୍ଥତ୍କ ସମସ୍ୟା ଦେଇ ବର୍ତ୍ତମାନ ଚାଲୁଥିବା ବେଳେ ବ୍ୟାଙ୍କଗୁଡିକ ସାମ୍ନାରେ ଅନାଦାୟ ଋଣ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।

 ଆଦ୍ୟାନ୍ତ ସ୍କୁଲ୍‌ର ବାର୍ଷିକ ଉତ୍ସବ ଗ୍ରେସ୍‌-୨୦୧୭

ଆଦ୍ୟାନ୍ତ ସ୍କୁଲ୍‌ର ବାର୍ଷିକ ଉତ୍ସବ ଗ୍ରେସ୍‌-୨୦୧୭

ସ୍ଥାନୀୟ ଗଙ୍ଗପଡାସ୍ଥିତ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଗ୍ରେସ୍‌-୨୦୧୭’ ଅନୁଷ୍ଠିତ ହୋଇଛି

 ଏମ୍‌ଆଇର ଦ୍ୱିତୀୟ ଏକ୍ସକ୍ଲୁସିଭ୍‌ ଶୋ’ରୁମ

ଏମ୍‌ଆଇର ଦ୍ୱିତୀୟ ଏକ୍ସକ୍ଲୁସିଭ୍‌ ଶୋ’ରୁମ

ଚାଇନାଭିତ୍ତିକ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍‌ କମ୍ପାନୀ ଏମ୍‌ଆଇ ଓଡିଶାରେ ଏହାର ଦ୍ୱିତୀୟ ଏକ୍ସକ୍ଲୁସିଭ୍‌ ଶୋ’ରୁମ୍‌ ସୋମବାର ସ୍ଥାନୀୟ ଝାରପଡା ଅଞ୍ଚଳରେ ଉଦ୍‌ଘାଟନ କରିଛି।

ବିଏସ୍‌ଏନ୍‌ଏଲ୍‌ର ସ୍ବତନ୍ତ୍ର ଅଫର

ବିଏସ୍‌ଏନ୍‌ଏଲ୍‌ର ସ୍ବତନ୍ତ୍ର ଅଫର

ରାଷ୍ଟ୍ରାୟାତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଖ୍ରୀଷ୍ଟମାସ ଓ ନବ ବର୍ଷ ଉପଲକ୍ଷେ ଗ୍ରାହକମାନଙ୍କ ପାଇଁ ୭୪ ଟଙ୍କାରେ ପ୍ରିପେଡ୍‌ ତଥା ଭାଉଚର ମାଧ୍ୟମରେ ଆକର୍ଷଣୀୟ ଅଫର ଘୋଷଣା କରିଛି।

ଏସ୍‌ଏଫ୍‌ଆଇଓ ନଜରରେ ୬୩ ଚିଟଫଣ୍ଡ ସଂସ୍ଥା

ଏସ୍‌ଏଫ୍‌ଆଇଓ ନଜରରେ ୬୩ ଚିଟଫଣ୍ଡ ସଂସ୍ଥା

ଯଘନ୍ୟ ଅପରାଧ ତଦନ୍ତ କାର୍ଯ୍ୟାଳୟ (ଏସଏଫଆଇଓ) ଚଳିତ ଆର୍ଥତ୍କ ବର୍ଷ ୬୩ କମ୍ପାନୀର ତଦନ୍ତ ଭାର ହାତକୁ ନେଇଛି। ଏହି କମ୍ପାନୀଗୁଡିକ ବେଆଇନ ଭାବରେ ଅର୍ଥ କାରବାରରେ ଜଡିତ ଥିବାର ଅଭିଯୋଗ ଆସିଛି।

 ଇ-ଯାନରେ ୫% ଜିଏସଟି ସ୍ଲାବରେ ରହୁ:ସିଆମ୍‌

ଇ-ଯାନରେ ୫% ଜିଏସଟି ସ୍ଲାବରେ ରହୁ:ସିଆମ୍‌

ଘରୋଇ ବଜାରରେ ଇଯାନକୁ ପ୍ରୋତ୍ସାହିତ କରିବାକୁ ସରକାର ଏହାକୁ ୫% ସ୍ଲାବ ମଧ୍ୟରେ ରଖନ୍ତୁ।

୯୦୦ ବିମାନ ସଂଯୋଗ କରିବେ ଘରୋଇ ବିମାନ କମ୍ପାନୀ

୯୦୦ ବିମାନ ସଂଯୋଗ କରିବେ ଘରୋଇ ବିମାନ କମ୍ପାନୀ

ଘରୋଇ ବଜାରରେ କାର୍ଯ୍ୟ କରୁଥିବା ବିମାନ କମ୍ପାନୀଗୁଡିକ ଆଗାମୀ ଦିନ ମାନଙ୍କରେ ୯୦୦ ବିମାନ ସଂଯୋଗ କରିବେ ବୋଲି ଜଣା ଯାଇଛି।

୫୦ ବିଲିୟନ ଡଲାର ଛୁଇଁବ ଇକମର୍ସ ବଜାର

୫୦ ବିଲିୟନ ଡଲାର ଛୁଇଁବ ଇକମର୍ସ ବଜାର

ବମ୍ବେ,୨୫-୧୨,(ପି.ଟି)- ଘରୋଇ ବଜାରରେ ଡିଜିଟାଲ କମର୍ସ ବଜାର ୨୦୧୮ ଶେଷ ବେଳକୁ ୫୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

 ୨୦୧୮ରେ ଅଭିବୃଦ୍ଧି ୭.୫% ଛୁଇଁବ

୨୦୧୮ରେ ଅଭିବୃଦ୍ଧି ୭.୫% ଛୁଇଁବ

ଆସନ୍ତା ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଘରୋଇ ବଜାରର ଅଭିବୃଦ୍ଧିରେ ଦ୍ରୁତଭାବରେ ଉନ୍ନତି ପରିଲକ୍ଷିତ ହେବ। ଏହା ସହ ୨୦୧୮ରେ ବଜାର ୭.୫% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହେବ ବୋଲି ଜାପାନର ପ୍ରମୁଖ ବିତ୍ତ ସେବା ପ୍ରଦାନକାରୀ ସଂସ୍ଥା ନମୁରା ପ୍ରକାଶ କରିଛି।

୨୦୧୫-୧୬ରେ ଆୟକର ଦେଇଛନ୍ତି ମାତ୍ର ୧.୭%

୨୦୧୫-୧୬ରେ ଆୟକର ଦେଇଛନ୍ତି ମାତ୍ର ୧.୭%

ଘରୋଇ ବଜାରରେ ମାତ୍ର ୨ କୋଟି ଲୋକ (୧.୭) ଆୟକର ପ୍ରଦାନ କରୁଛନ୍ତି। ଆୟକର ବିଭାଗର ୨୦୧୫-୧୬ ହିସାବ ବର୍ଷ(ଆସେସମେଣ୍ଟ ବର୍ଷ) ତଥ୍ୟରୁ ଏହା ସାମ୍ନାକୁ ଆସିଛି। ୨୦୧୪-୧୫ ଆର୍ଥତ୍କ ବର୍ଷ(୨୦୧୫-୧୬ ଆସେସମେଣ୍ଟ ବର୍ଷ) ରେ ଆୟକର ଭରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୪.୦୭ ଛୁଇଁଛି। ଏହା ୨୦୧୩-୧୪ ଆର୍ଥତ୍କ ବର୍ଷରେ ୩.୬୫ କୋଟି ରହିଥିଲା। ଯଦି ପ୍ରକୃତ ପକ୍ଷେ ବିଚାର କରାଯାଏ ତେବେ ମୋଟ ଆଇଟି ରିଟର୍ନ ଭରୁଥିବା ସବୁଲୋକ ଟିକସ ପ୍ରଦାନ କରୁ ନାହାନ୍ତି। ମୋଟ ୪.୦୭ କୋଟି ଲୋକଙ୍କ ମଧ୍ୟରୁ ୨.୦୬ କୋଟି ପ୍ରକୃତ ପକ୍ଷେ ଟିକସ ଭରୁଥିବା ବେଳେ ଅନ୍ୟମାନେ ଟିକସ ପ୍ରଦାନ ସୀମା ଠାରୁ ଆୟ କମ୍‌ ବୋଲି ଦେଖାଉଛନ୍ତି।

ସାପ୍ତାହିକ ସମୀକ୍ଷା: ରେକର୍ଡ ସ୍ତରରେ ପୁଞ୍ଜି ବଜାର

ସାପ୍ତାହିକ ସମୀକ୍ଷା: ରେକର୍ଡ ସ୍ତରରେ ପୁଞ୍ଜି ବଜାର

ବମ୍ବେ,୨୩-୧୨,(ପିଟି)- କ୍ରମାଗତ ଭାବରେ ତୃତୀୟ ସପ୍ତାହ ଲାଗି ବମ୍ବେ ଷ୍ଟକ ବଜାରରେ କାରବାର

ଜିଏସ୍‌ଟି : ନୂତନ ଏମ୍‌ଆର୍‌ପି ଷ୍ଟିକର ଲଗାଇବା ଅବଧି ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

ଜିଏସ୍‌ଟି : ନୂତନ ଏମ୍‌ଆର୍‌ପି ଷ୍ଟିକର ଲଗାଇବା ଅବଧି ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ , ୨୩-୧୨(ପିଟି) ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଯେଉଁ ସାମଗ୍ରୀ ଉତ୍ପାଦନ ହୋଇ

ବିମୁଦ୍ରୀକରଣ ପ୍ରକୃତ ପ୍ରଭାବ ମାପିବା କଷ୍ଟ

ବିମୁଦ୍ରୀକରଣ ପ୍ରକୃତ ପ୍ରଭାବ ମାପିବା କଷ୍ଟ

ନୂଆଦିଲ୍ଲୀ,୨୨-୧୨ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବିଭିନ୍ନ କ୍ଷେତ୍ର ଉପରେ ନିର୍ଭର କରେ