ଫୁରସତ

ସବୁଠାରୁ ଅଧିକ ଲମ୍ବା କେଶ ରଖି ବିଶ୍ୱ ରେକର୍ଡ

ସବୁଠାରୁ ଅଧିକ ଲମ୍ବା କେଶ ରଖି ବିଶ୍ୱ ରେକର୍ଡ

ଆର୍ଜେଣ୍ଟିନା: ଦୁନିଆରେ ସବୁଠାରୁ ଅଧିକ ଲମ୍ବା କେଶ ଥିବା ନାବାଳିକା ଭାବେ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଆର୍ଜେଣ୍ଟିନାର ୧୭ ବର୍ଷୀୟା ଏବ୍ରିଲ ଲୋରେନ୍‌ଜାପତି। ଦୀର୍ଘ ୧୧ ବର୍ଷ ଧରି ସେ ନିଜ କେଶକୁ ବଢ଼ାଇ ଆସୁଥିଲେ। ଶେଷରେ ତାଙ୍କ କେଶ ୪ ଫୁଟ ୧୧ ଇଞ୍ଚ ଲମ୍ବା ହେବା ପରେ ସେ ଏହି ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି।

ସାଥୀଙ୍କୁ ଆକୃଷ୍ଟ କରିବା ପାଇଁ ବେଙ୍ଗ ରଙ୍ଗ ପରିବର୍ତ୍ତନ କରେ

ସାଥୀଙ୍କୁ ଆକୃଷ୍ଟ କରିବା ପାଇଁ ବେଙ୍ଗ ରଙ୍ଗ ପରିବର୍ତ୍ତନ କରେ

ଲଣ୍ଡନ : ମାଈ ସାଥୀକୁ ଆକୃଷ୍ଟ କରିବା ପାଇଁ ପୁରୁଷ ବେଙ୍ଗ ରଙ୍ଗ ପରିବର୍ତ୍ତନ କରିଥାଏ। ପ୍ରଜନନ ଋତୁରେ କିଭଳି ପୁରୁଷ ବେଙ୍ଗ ମାଇ ବେଙ୍ଗକୁ ନିଜ ପାଖକୁ ଆଣିଥାଏ ସେ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଗବେଷକ ଏହା ଜାଣିପାରିଛନ୍ତି।

 ଅଙ୍ଗାରକାମ୍ଳରୁ ସୃଷ୍ଟି ହେବ ଅକ୍ଷୟ ଶକ୍ତି

ଅଙ୍ଗାରକାମ୍ଳରୁ ସୃଷ୍ଟି ହେବ ଅକ୍ଷୟ ଶକ୍ତି

ବର୍ଲିନ୍‌: ଶକ୍ତି ଚାହିଦା ପୂରଣ ପାଇଁ ବୈଜ୍ଞାନିକ ଅଙ୍ଗାରକାମ୍ଳରୁ ଅକ୍ଷୟ ଶକ୍ତି ସୃଷ୍ଟି କରିବାର ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନେ ସୌର ଶକ୍ତି ଦ୍ୱାରା ପରିଚାଳିତ ଇଲୋକ୍ଟ୍ରୋଲିସିସ୍‌ ପ୍ରକ୍ରିୟା ମାଧ୍ୟମରେ ଅଙ୍ଗାରକାମ୍ଳରୁ ଅକ୍ଷୟ ଇନ୍ଧନ ସୃଷ୍ଟି କରିବାକୁ ସକ୍ଷମ ହେବେ।

ରୋବର୍ଟ କରିବ ଉପଗ୍ରହର ମରାମତି ଓ ଶତ୍ରୁର ଦମନ

ରୋବର୍ଟ କରିବ ଉପଗ୍ରହର ମରାମତି ଓ ଶତ୍ରୁର ଦମନ

ଓ୍ବାଶିଂଟନ,୨।୧: ଆଧୁନିକ ଦୁନିଆ ବା ରୋବୋଟିକ୍‌ ଦୁନିଆକୁ ନେଇ ବୈଜ୍ଞାନିକମାନେ ଦିନରାତି କରି ଚାଲିଛନ୍ତି ଗବେଷଣା। ଏବେ ଆମେରିକା ଅନ୍ତରୀକ୍ଷ ଏଜେନ୍ସି (ନାସା) ଏମିତି ଏକ ରୋବର୍ଟ ତିଆରି କରିବାକୁ ଯାଉଛି ଯାହା ଉପଗ୍ରହର ମରାମତି କରିବାକୁ ସକ୍ଷମ ହେବ। ଖାଲି ସେତିକି ନୁହେଁ ଅନ୍ତରୀକ୍ଷରେ ଯୁଦ୍ଧ ପରିସ୍ଥିତି ଉପୁଜିଲେ ଶତ୍ରୁପକ୍ଷକୁ ଆଖି ପିଛୁଳାକେ ଧ୍ୱଂସ କରିଦେଇ ପାରିବ

ସେଲ୍‌ଫୋନ୍‌ ମାନିଆ ସାଇବର ଅପରାଧ ସୃଷ୍ଟିକରେ

ସେଲ୍‌ଫୋନ୍‌ ମାନିଆ ସାଇବର ଅପରାଧ ସୃଷ୍ଟିକରେ

ନ୍ୟୁୟର୍କ: ସମ୍ପ୍ରତି ଛୋଟ ପିଲାଙ୍କ ମଧ୍ୟରେ ସେଲ୍‌ଫୋନ୍‌ ମାନିଆ ଦେଖିବାକୁ ମିଳୁଛି। ଏପରିକି କେତେକସ୍ଥଳେ ପିଲାମାନେ ସେଲ୍‌ଫୋନ୍‌କୁ ନିଜ ପାଖରୁ ଅଲଗା କରିବାକୁ ଚାହୁଁ ନାହାଁନ୍ତି।

ପ୍ରଦୂଷିତ ବାୟୁମଣ୍ଡଳ ଏବଂ କିଡ୍‌ନୀ ଫେଲୁୟର

ପ୍ରଦୂଷିତ ବାୟୁମଣ୍ଡଳ ଏବଂ କିଡ୍‌ନୀ ଫେଲୁୟର

ବାୟୁମଣ୍ଡଳ ପ୍ରଦୂଷିତ ହେଲେ ତାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ତେଣୁ ଅଯଥାରେ ଆମେ କେତେକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ। ‘ପ୍ରଦୂଷିତ ବାୟୁମଣ୍ଡଳ ଯୋଗୁ କିଡ୍‌ନୀ ଫେଲୁୟର ହେବାର ଆଶଙ୍କା ରହିଛି’-ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଆମେରିକୀୟ କିଡ୍‌ନୀ ବିଶେଷଜ୍ଞମାନେ।

ଡ୍ରୋନ୍‌ ହେଲିକପ୍ଟର ମିଶନ

ଡ୍ରୋନ୍‌ ହେଲିକପ୍ଟର ମିଶନ

ଆମେରିକୀୟ ମହାକାଶ ସଂସ୍ଥା (ନାସା)ର ମହାକାଶ ବିଜ୍ଞାନୀମାନେ ଏଲିୟନ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଏକ ନୂଆ ମହାକାଶ ଅଭିଯାନ ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି।

ସ୍ପୋର୍ଟିଙ୍ଗ ରୋବୋ

ସ୍ପୋର୍ଟିଙ୍ଗ ରୋବୋ

ଦିନକୁ ଦିନ ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ବଢ଼ିବାରେ ଲାଗିଛି। ଏପରି କି ଚିକିତ୍ସା ବିଜ୍ଞାନରେ ଏହାର ପ୍ରୟୋଗ ଆରମ୍ଭ ହୋଇଗଲାଣି। କେତେକ ଜଟିଳ ଅପରେଶନ ଏହାଦ୍ୱାରା ସମ୍ପାଦନ କରାଯାଇପାରୁଛି।

 ଜିନ୍‌ ପରିବର୍ତ୍ତନ ଜ୍ଞାନକୌଶଳରେ ବଦଳିବ ଫୁଲର ରଙ୍ଗ

ଜିନ୍‌ ପରିବର୍ତ୍ତନ ଜ୍ଞାନକୌଶଳରେ ବଦଳିବ ଫୁଲର ରଙ୍ଗ

ଟୋକିଓ: ଜାପାନର ବୈଜ୍ଞାନିକ ଜିନ୍‌ ପରିବର୍ତ୍ତନକାରୀ ଜ୍ଞାନକୌଶଳ ଉପଯୋଗ କରି ଫୁଲର ରଙ୍ଗ ବଦଳାଇ ପାରୁଥିବା କହିଛନ୍ତି। ସେମାନେ କ୍ରିସ୍‌ପର୍‌ ଜିନ୍‌-ଏଡିଟିଂ ପଦ୍ଧତିରେ ଏହା କରିଥିବା ସୂଚନା ଦେଇଛନ୍ତି।

 ନୂଆବର୍ଷରେ ନୂଆ ଜୀବନ

ନୂଆବର୍ଷରେ ନୂଆ ଜୀବନ

ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ ଏହି କାମନା ସଭିଙ୍କର ଥାଏ। କିନ୍ତୁ କେତେଜଣଙ୍କ କ୍ଷେତ୍ରରେ ଏହା ସତ ହୁଏ ତ ଆଉ କେତେକଙ୍କ ନିମନ୍ତେ ନବବର୍ଷର ଖୁସି ଦୁଃଖର ରୂପ ନେଇ ଆସିଥାଏ। ତଥାପି ସେମାନେ ହାରି ଯାଇ ନ ଥାନ୍ତି।

ନିଶାଦ୍ରବ୍ୟ ପ୍ରତି ପଶୁ ମଧ୍ୟ ଆକର୍ଷିତ ହୋଇଥାନ୍ତି

ନିଶାଦ୍ରବ୍ୟ ପ୍ରତି ପଶୁ ମଧ୍ୟ ଆକର୍ଷିତ ହୋଇଥାନ୍ତି

ଓ୍ବାଶିଂଟନ: ମଣିଷ ନିଶାଦ୍ରବ୍ୟ ପ୍ରତି ଆକର୍ଷିତ ହୋଇଥାଏ। ତେବେ ପଶୁମାନଙ୍କ ମଧ୍ୟରେ ନିଶାଦ୍ରବ୍ୟ ପ୍ରତି ମୋହ ରହିଥାଏ ବୋଲି ଗବେଷକ ଜାଣିପାରିଛନ୍ତି।

ଚାଇନା ନିର୍ମାଣ କଲା ଦୁନିଆର ପ୍ରଥମ ସୋଲାର୍‌ ହାଇଓ୍ବେ

ବେଜିଂ: ଚାଇନା ଦୁନିଆର ପ୍ରଥମ ସୌର ରାଜପଥ ନିର୍ମାଣ କରିଛି। ପୂର୍ବ ଚାଇନାରର ଶେନଡୋଙ୍ଗର ରାଜଧାନୀ ଜିନାନରେ ଏହାକୁ ନିର୍ମାଣ କରାଯାଇଛି। ୬୩,୨୦୦ ସ୍କୋୟାର ଫୁଟ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ରାଜପଥର ଲମ୍ବ ୧ କିଲୋମିଟର ରହିଛି।

ସେଲ୍‌ଫିରୁ ଜାଣିହେବ କର୍କଟ ରୋଗ

ସେଲ୍‌ଫିରୁ ଜାଣିହେବ କର୍କଟ ରୋଗ

ଓ୍ବାଶିଂଟନ: ସେଲଫିରୁ ପାନକ୍ରିୟାଟିକ୍‌ କର୍କଟ ରୋଗ ଚିହ୍ନଟ ହୋଇପାରିବ ବୋଲି ଚିକିତ୍ସା ବିଜ୍ଞାନୀମାନେ କହିଛନ୍ତି। ସେମାନେ ଏକ ଆପ୍‌ ବିକଶିତ କରିଛନ୍ତି। ଏହାର ଉପଯୋଗ କରି ପାନକ୍ରିୟାଟିକ୍‌ କର୍କଟ ସମ୍ପର୍କରେ ଅନେକ ପୂର୍ବରୁ ଜାଣିହେବ।

ବେଡ୍‌ ଲାଇଟ୍‌ ମାନସିକ ରୋଗ ସୃଷ୍ଟି କରେ

ବେଡ୍‌ ଲାଇଟ୍‌ ମାନସିକ ରୋଗ ସୃଷ୍ଟି କରେ

ଲଣ୍ଡନ: ରାତିରେ ଶୋଇବା ସମୟରେ ପ୍ରାୟତଃ ଅନେକ ବେଡ୍‌ ଲାଇଟ୍‌ ଲଗାଇ ଶୋଇଥାନ୍ତି। କିନ୍ତୁ ଏପରି ନିୟମିତ କଲେ ମାନସିକ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ ବୋଲି ଗବେଷକ କହିଛନ୍ତି।

 କାର୍ବୋହାଇଡ୍ରେଟ୍‌ ଖାଦ୍ୟ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ

କାର୍ବୋହାଇଡ୍ରେଟ୍‌ ଖାଦ୍ୟ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ

ଟରୋଣ୍ଟୋ: ଅଧିକ କାର୍ବୋହାଇଡ୍ରେଟ୍‌ଯୁକ୍ତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଅନୁପଯୁକ୍ତ ବୋଲି ଗବେଷକ କହିଛନ୍ତି। ସେହିପରି କମ୍‌ ଚର୍ବିଯୁକ୍ତ ଖାଦ୍ୟ ମଧ୍ୟ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।

ଶିକ୍ଷଣୀୟ ପୁସ୍ତକ ପ୍ରଖର କରେ ସ୍ମୃତିଶକ୍ତି

ଶିକ୍ଷଣୀୟ ପୁସ୍ତକ ପ୍ରଖର କରେ ସ୍ମୃତିଶକ୍ତି

ଓ୍ବାଶିଂଟନ: ଶିକ୍ଷଣୀୟ ପୁସ୍ତକ ପଢ଼ିଲେ ସ୍ମୃତିଶକ୍ତି ପ୍ରଖର ହୋଇଥାଏ ବୋଲି ଗବେଷଣାରୁ ଜଣାପଡିଛି। ଭଲ କାହାଣୀ ଥିବା ପୁସ୍ତକ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ।

ସ୍ତନକର୍କଟ ନିଦାନ କରିବ ନୂତନ ଔଷଧ

ସ୍ତନକର୍କଟ ନିଦାନ କରିବ ନୂତନ ଔଷଧ

ହଷ୍ଟନ୍‌, : ଗବେଷକମାନେ ନୂତନ ସ୍ତନକର୍କଟ ଔଷଧ ଚିହ୍ନଟ କରିଛନ୍ତି। ଏହି ଔଷଧ ସ୍ତନକର୍କଟ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଏହାକୁ ଇଆର୍‌ଏକ୍ସ-୧୧ ଭାବେ ନାମକରଣ କରାଯାଇଛି।

 ଭଲ ଶ୍ରବଣ ଶକ୍ତି ମାନସିକ ରୋଗ ଆଶଙ୍କା ବଢ଼ାଏ

ଭଲ ଶ୍ରବଣ ଶକ୍ତି ମାନସିକ ରୋଗ ଆଶଙ୍କା ବଢ଼ାଏ

ଲଣ୍ଡନ: ଭଲ ଶ୍ରବଣ ଶକ୍ତି ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମାନସିକ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଗବେଷକ କହିଛନ୍ତି।

ଅତିବାଇଗଣୀ ରଶ୍ମୀ ଜୀବସତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ

ଅତିବାଇଗଣୀ ରଶ୍ମୀ ଜୀବସତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ

ବୋଷ୍ଟନ: ଅତିବାଇଗଣୀ ରଶ୍ମୀ ପୃଥବୀର ଜୀବସତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଜ୍ଞାନିକମାନେ କହିଛନ୍ତି। ବ୍ରହ୍ମାଣ୍ଡରେ ଅନ୍ୟ କୌଣସି ଗ୍ରହରେ ଯଦି ପୃଥବୀ ପରି ଜୀବସତ୍ତା ରହିଥିବ ସେଠାରେ ନିଶ୍ଚିତ ଭାବେ ଅତିବାଇଗଣୀ ରଶ୍ମୀ ପ୍ରଭାବ ଥିବାର ଅନୁମାନ କରାଯାଉଛି।

ଓଡ଼ିଶାରେ କଫିଚାଷ

ଓଡ଼ିଶାରେ କଫିଚାଷ

ଓଡ଼ିଶାର ପାରମ୍ପରିକ କୃଷିରେ ଦିନେ ନ ଥିଲା କଫିର ନାମ। କିନ୍ତୁ ଏବେ ଓଡ଼ିଶାର କେତେକ ପା

ମୃତକଙ୍କ ବିବାହ

ମୃତକଙ୍କ ବିବାହ

ଉତ୍ତପ୍ରଦେଶର ସାହାରନପୁର ସହର ନିକଟରେ ଥିବା ଗାଁର ପରମ୍ପରା କଥା ଶୁଣିଲେ ଆପଣ ଆଶ୍ଚର୍ଯ

ଦୁନିଆର ସବୁଠାରୁ ଲମ୍ବା ବିବାହ ପୋଷାକ

ଦୁନିଆର ସବୁଠାରୁ ଲମ୍ବା ବିବାହ ପୋଷାକ

ଫ୍ରାନ୍ସରେ ପ୍ରସ୍ତୁତ ହୋଇଛି ଦୁନିଆର ସବୁଠାରୁ ଲମ୍ବା ବିବାହ ପୋଷାକ। ଧଳା ରଙ୍ଗର ଏହି ଗ

ଇଏ ବି ଜଣେ ନାରୀ: ‘ଉଦ୍ୟୋଗୀ  ସୁନୀତା’

ଇଏ ବି ଜଣେ ନାରୀ: ‘ଉଦ୍ୟୋଗୀ ସୁନୀତା’

ଉଦ୍ୟମ ହିଁ ସଫଳତା ଆଣି ଦେଇଥାଏ। ଅଦମ୍ୟ ଉତ୍ସାହ ଏବଂ ନିରବଚ୍ଛିନ୍ନ ଚେଷ୍ଟା ଦ୍ୱାରା କୃଷ

ଯୋଡ଼ା ଯମଜ

ଯୋଡ଼ା ଯମଜ

ଏମାନେ ଯମଜ, ହେଲେ ଶରୀର ନୁହେଁ ଭିନ୍ନ ଭିନ୍ନ। ଯୋଡିହୋଇ ରହିଥାଆନ୍ତି ପରସ୍ପର ସହ। ଦେଖି