ମନୋରଞ୍ଜନ

ମାଧୁରୀଙ୍କୁ ବାହା ହୋଇଥାଆନ୍ତେ ସଞ୍ଜୟ

ମାଧୁରୀଙ୍କୁ ବାହା ହୋଇଥାଆନ୍ତେ ସଞ୍ଜୟ

ଦିନ ଥିଲା, ମାଧୁରୀ ଦୀକ୍ଷିତଙ୍କ ନଁାକୁ ନେଇ ବଲିଉଡ୍‌ ଉଠୁଥିଲା ପଡୁଥିଲା। ‘ତେଜାବ’, ‘ବେଟା’, ‘ସାଜନ’, ‘ଖଲନାୟକ’, ‘ହମ୍‌ ଆପ୍‌କେ ହେ କୌନ୍‌’ ଆଦି ଫିଲ୍ମରେ ତାଙ୍କର ଅଭିନୟ ଏବେ ମଧ୍ୟ ସିନେପ୍ରେମୀଙ୍କ ମନରେ ସତେଜ ହୋଇ ରହିଛି। ସେତେବେଳେ ମାଧୁରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା।

ଗୀତ ମୋ ପ୍ରେମିକା, ସଂଳାପ ପତ୍ନୀ

ଗୀତ ମୋ ପ୍ରେମିକା, ସଂଳାପ ପତ୍ନୀ

ସେ ଏକାଧାରରେ ସଂଳାପକାର, ଗୀତିକାର ଏବଂ ଆଧ୍ୟାତ୍ମିକ ପ୍ରବଚକ । ନିଜ ସୃଜନଶୀଳତାରେ ପାଠକଙ୍କୁ କରିଛନ୍ତି ମନ୍ତ୍ରମୁଗ୍ଧ । ଅଧ୍ୟାପନାକୁ ପେସା କରିଥିବା ତଥା ବର୍ତ୍ତମାନ ଭୁବନେଶ୍ୱରସ୍ଥ ଏକ କଲେଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିବା ଏହି ବ୍ୟକ୍ତିତ୍ୱଙ୍କୁ ଓଡ଼ିଆ ଚଳଚ୍ଚିତ୍ର ‘ମୋ ଭାଇ ଜଗା, ଏ ମନ ମାନେନା, ଜୟ ଜଗନ୍ନାଥ, ସଞ୍ଜୁ ଆଉ ସଞ୍ଜନା, ନନ୍ଦିନୀ ଆଇ

ପ୍ରଦୀପଙ୍କ ଆଶା

ପ୍ରଦୀପଙ୍କ ଆଶା

ନବାଗତ ପ୍ରଯୋଜକ ପ୍ରଦୀପ ପ୍ରକାଶ ଆଚାର୍ଯ୍ୟ। ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସେ। ନିର୍ମିତ ହେବାକୁ ଯାଉଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ ପାଇଁ ମହାଭାରତ’କୁ ନେଇ ଅନେକ ଆଶା ରଖିଛନ୍ତି ପ୍ରଦୀପ। ନିଜର ଆଭିମୁଖ୍ୟ ସମ୍ପର୍କରେ ସେ କହନ୍ତି, ‘ଓଡ଼ିଆ ସିନେମା ନିର୍ମାଣ କରିବା ରିସ୍କ-ଏ କଥା ମୁଁ ଭଲ ଭାବରେ ଜାଣିଛି।

ସୂତ୍ର ଖୋଜୁଛନ୍ତି ସବ୍ୟସାଚୀ

ସୂତ୍ର ଖୋଜୁଛନ୍ତି ସବ୍ୟସାଚୀ

ସତରେ, ବେଳ ପଡିଲେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ। ଯେଉଁ ଡାଳ ଧରୁଛନ୍ତି ଭାଙ୍ଗିପଡୁଛି। ହେଲେ ନିଜର ପ୍ରେମ ମିଶନରୁ ପଛଘୁଞ୍ଚା ଦେବାକୁ ତୟାର ନାହାନ୍ତି ସେ। ଏଭଳି ପ୍ରେମିକ କିଏ ଜାଣନ୍ତି ? ସବ୍ୟସାଚୀ। ତାଙ୍କ ପ୍ରେମକୁ ନେଇ ଏବେ ଚର୍ଚ୍ଚା।

‘କାଲା’ର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

‘କାଲା’ର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୬।୬: ସାଉଥ୍‌ ସୁପର୍‌ଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘କାଲା’ର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମ୍‌କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ବୁଧବାର ଖାରଜ କରିଛନ୍ତି। ଜଷ୍ଟିସ୍‌ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ସବୋର୍ଚ୍ଚ ନ୍ୟାୟାଳୟର ଏକ ଅବକାଶ ଖଣ୍ଡପୀଠ ଫିଲ୍ମର ରିଲିଜ୍‌ ଉପରେ ରହିତାଦେଶ ନେଇ

ରେଡ଼ିଓ ଜକିରୁ ଅଭିନେତା: ସୁନୀଲ ଦତ୍ତ

ରେଡ଼ିଓ ଜକିରୁ ଅଭିନେତା: ସୁନୀଲ ଦତ୍ତ

ବମ୍ବେ, ୬।୬: ବଲିଉଡ଼ର ସଫଳ ଅଭିନେତା ସୁନୀଲ ଦତ୍ତଙ୍କ କ୍ୟାରିଅର ରେଡ଼ିଓ ଜକିରୁ ଆରମ୍ଭ ହୋଇଥିଲା। ୧୯୨୯ ମସିହା ଜୁନ୍‌ ୬ ତାରିଖରେ ସେ ଅବିଭାଜିତ ଭାରତର ଝେଲମ ଜିଲାର ଖୁର୍ଦ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିଲାଦିନ ଅତି ସଂଘର୍ଷମୟ ରହିଥିଲା।

ପ୍ରକୃତିପ୍ରେମୀ ଦିୟା

ପ୍ରକୃତିପ୍ରେମୀ ଦିୟା

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ବିଶ୍ୱବ୍ୟାପୀ ଚିନ୍ତାର କାରଣ ସାଜିଛି। ପ୍ରକୃତି ସହ ଲୋକଙ୍କୁ ଯୋଡ଼ିବା ଲାଗି ସିନେମା ବେଶ୍‌ ସହାୟକ ହେବ। ଏହାକୁ ଦୃଷ୍ଟିରେ ରଖି ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି ଅଭିନେତ୍ରୀ ତଥା ପ୍ରଯୋଜିକା ଦିୟା ମିର୍ଜା।

ମୋଦିଙ୍କ ବାୟୋପିକ୍‌ରେ ପରେଶ

ମୋଦିଙ୍କ ବାୟୋପିକ୍‌ରେ ପରେଶ

ବମ୍ବେ: ବଲିଉଡ୍‌ରେ ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କ ଜୀବନୀକୁ ନେଇ ନିର୍ମିତ ହେଉଥିବା ଫିଲ୍ମ ଦର୍ଶକଙ୍କ ମନ ବେଶ୍‌ ଛୁଉଁଛି। ତେଣୁ ଏହି ଧରଣର ଫିଲ୍ମ, ମୁଖ୍ୟତଃ ରାଜନୀତି ଜଗତର ଚର୍ଚ୍ଚିତ ଚେହେରାଙ୍କ ଉପରେ ସିନେମା କରିବାକୁ ପ୍ରଯୋଜକମାନେ ଆଗଭର। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଫିଲ୍ମ ହେଉଛି।

‘କାଲା’ ପାଇଁ ଛୁଟି ଘୋଷଣା କଲା ଆଇଟି କମ୍ପାନୀ

‘କାଲା’ ପାଇଁ ଛୁଟି ଘୋଷଣା କଲା ଆଇଟି କମ୍ପାନୀ

ନୂଆଦିଲ୍ଲୀ,୫।୬: ସାଉଥ୍‌ ସୁପର୍‌ଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘କାଲା’କୁ ନେଇ ବିବାଦ ଲାଗି ରହିଛି। ହେଲେ ଏହାର ରିଲିଜ୍‌ ଡେଟକୁ ନେଇ ଅପେକ୍ଷା କରିଥିବା ଫିଲ୍ମ ପ୍ରେମୀଙ୍କ ପାଇଁ ଏକ ଆଇଟି କମ୍ପାନୀ ଦେଇଛି ସରପ୍ରାଇଜ୍‌ ଗିଫ୍ଟ।

ବଲିଉଡ୍‌ରେ ଅପହଞ୍ଚ ‘ମି ଟୂ’

ବଲିଉଡ୍‌ରେ ଅପହଞ୍ଚ ‘ମି ଟୂ’

ବମ୍ବେ: ଯୌନ ନିର୍ଯାତନା ବିରୋଧରେ ମୁହଁ ଖୋଲିବାକୁ ଭୟକରନ୍ତି ବଲିଉଡ୍‌ ଜଗତର ମହିଳାମାନେ। ଏହାର ମୁଖ୍ୟ କାରଣ ହେଲା ଲୋକଲଜ୍ଜା। କେବଳ ସେତିକି ନୁହେଁ ସେମାନଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠିପାରେ ଚିନ୍ତାକରି ସେମାନେ ଭୟ କରିଥାନ୍ତି ବୋଲି ମତ ଦେଇଛନ୍ତି ଅଭିନେତ୍ରୀ ତାପ୍‌ସୀ ପନ୍ନୁ।

ହ୍ୟାଲୋ ମାଗାଜିନ୍‌ର କଭର ପେଜ୍‌ରେ ଜ୍ୟାକଲିନ୍‌, ସଲମାନ

ହ୍ୟାଲୋ ମାଗାଜିନ୍‌ର କଭର ପେଜ୍‌ରେ ଜ୍ୟାକଲିନ୍‌, ସଲମାନ

ବମ୍ବେ: ବଲିଉଡ ‘ବେଷ୍ଟିଜ୍‌’ ସଲମାନ୍‌ ଖାନ ଓ ଜ୍ୟାକଲିନ୍‌ ଫର୍ନାଡିଜଙ୍କୁ ହ୍ୟାଲୋ ମାଗାଜିନ୍‌ର କଭର ପେଜ୍‌ରେ ଦେଖିବାକୁ ମିଳିଛି। ଜୁନ୍‌ ୨୦୧୮ର ସଂସ୍କରଣ ପାଇଁ ଉଭୟ ପୋଜ୍‌ ଦେଇଛନ୍ତି।

ଜୁନ ୩୦ରେ ଆକାଶଙ୍କ ନିର୍ବନ୍ଧ, ଡିଜିଟାଲ କାର୍ଡ ଯୋଗେ ଅମ୍ବାନୀ ପରିବାରର ନିମନ୍ତ୍ରଣ

ଜୁନ ୩୦ରେ ଆକାଶଙ୍କ ନିର୍ବନ୍ଧ, ଡିଜିଟାଲ କାର୍ଡ ଯୋଗେ ଅମ୍ବାନୀ ପରିବାରର ନିମନ୍ତ୍ରଣ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ବଡପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ ଅନୁଷ୍ଠିତ ହେବ। ଆକାଶ ନିଜର ବନ୍ଧୁ ତଥା ପ୍ରଖ୍ୟାତ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କ ସହ ବିବାହ କରିବେ। ଚଳିତ ମାସ ୩୦ ତାରିଖରେ ଉଭୟଙ୍କ ନିର୍ବନ୍ଧ ବମ୍ବେରେ କରାଯିବ। ଏଥିରେ ରାଜନୀତି, କଳା ତଥା ବ୍ୟବସାୟ ଜଗତ ସହ ଜଡିତ ଲୋକେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଲିଭ୍‌ ଇନ୍‌ ପାର୍ଟନରଙ୍କୁ ଶାରିରୀକ ନିର୍ଯାତନା: ଅଭିନେତା ଅରମାନ କୋହଲି ଫେରାର

ଲିଭ୍‌ ଇନ୍‌ ପାର୍ଟନରଙ୍କୁ ଶାରିରୀକ ନିର୍ଯାତନା: ଅଭିନେତା ଅରମାନ କୋହଲି ଫେରାର

ବମ୍ବେ,୫।୬: ଲିଭ୍‌ ଇନ୍‌ ପାର୍ଟନରଙ୍କୁ ଶାରିରୀକ ନିର୍ଯାତନା ଦେବା ଅଭିଯୋଗରେ ବମ୍ବେ ସାନ୍ତାକ୍ରୁଜ୍‌ ପୋଲିସ ଅଭିନେତା ଅରମାନ କୋହଲିଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ ୩୨୩, ୩୨୬, ୫୦୪ ଏବଂ ୫୦୬ ଆଧାରରେ ମାମଲା ଦାଏର କରିଛି।

ଗୋଟିଏ ଫିଲ୍ମରେ କରିନା ପିନ୍ଧିଥିଲେ ୧୩୦ ଡିଜାଇନ୍‌ର ପୋଷାକ

ଗୋଟିଏ ଫିଲ୍ମରେ କରିନା ପିନ୍ଧିଥିଲେ ୧୩୦ ଡିଜାଇନ୍‌ର ପୋଷାକ

ବମ୍ବେ: ମଧୁର୍‌ ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହିରୋଇନ୍‌’ ୨୦୧୨ରେ ପରଦାକୁ ଆସିଥିଲା। ୧୫୦ ମିନିଟ୍‌ ଅବଧିର ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଥିଲେ ଅର୍ଜୁନ ରାମପାଲ ଓ କରିନା କପୁର।

ଏଥର ବିଗ୍‌ବସ୍‌ରେ ଆସିପାରନ୍ତି ଲେସ୍‌ବିଆନ୍‌ କପୁଲ

ଏଥର ବିଗ୍‌ବସ୍‌ରେ ଆସିପାରନ୍ତି ଲେସ୍‌ବିଆନ୍‌ କପୁଲ

ବମ୍ବେ,୪।୬: ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ବିଗ୍‌ ବସ୍‌ ଏଥର ମଧ୍ୟ ଅଛି ଚର୍ଚ୍ଚାରେ। ଖୁବ୍‌ କମ୍‌ ଦିନ ମଧ୍ୟରେ ଚଳିତ ବର୍ଷର ଶୋ’ ପ୍ରସାରଣ ହେବାର କାର୍ଯ୍ୟକ୍ରମ ରହିଛି। ହେଲେ ଗତଥର ଭଲ ଟିଆର୍‌ପି ଆଣି ନ ଥିବା ବିଗ୍‌ବସ୍‌ ଏଥର ଟିକେ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ପାଖରେ ପହଞ୍ଚିବ ବୋଲି ନିର୍ମାତା ଯୋଜନା କରୁଛନ୍ତି।

୧୪ ବର୍ଷରେ ଆଡଲ୍ଟ ଫିଲ୍ମ କରିଥିଲେ ନୂତନ

୧୪ ବର୍ଷରେ ଆଡଲ୍ଟ ଫିଲ୍ମ କରିଥିଲେ ନୂତନ

ବମ୍ବେ,୪।୬: ଭାରତୀୟ ସିନେମାର ଚର୍ଚ୍ଚିତ ନାୟିକା ନୂତନ ଭାହି ୧୯୩୬ ଜୁନ୍‌ ୪ରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ଶୋଭନା ସମର୍ଥ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିଲେ। ମା’ଙ୍କ ସହିତ ନୂତନ ପିଲାଦିନେ ଶୁଟିଂ ସେଟ୍‌କୁ ଯାଉଥିଲେ। ବଲିଉଡ୍‌ରେ ସେ ଫିଲ୍ମ ନଳଦମୟନ୍ତୀରେ ଡେବ୍ୟୁ କରିଥିଲେ।

ଅକ୍ଷୟଙ୍କ ସଡ଼କ ସୁରକ୍ଷା ଚିନ୍ତା

ଅକ୍ଷୟଙ୍କ ସଡ଼କ ସୁରକ୍ଷା ଚିନ୍ତା

ବମ୍ବେ: ସଡ଼କ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଇବେ ଅଭିନେତା ଅକ୍ଷୟ କୁମାର। ଭାରତ ସରକାରଙ୍କ ସଡ଼କ ସୁରକ୍ଷା ଅଭିଯାନରେ ହାତ ମିଶାଇଛନ୍ତି ବଲିଉଡ୍‌ର ଖିଲାଡ଼ି କୁମାର। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ସହଭାଗୀ ହୋଇଥିବା ରବିବାର ସୂଚନା ଦେଇଛନ୍ତି ସେ। ଟ୍ରାଫିକ୍‌ ପୋଲିସ

ଆଲିଆଙ୍କୁ ରିଧିମାଙ୍କ ଉପହାର

ଆଲିଆଙ୍କୁ ରିଧିମାଙ୍କ ଉପହାର

ବମ୍ବେ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ପ୍ରେମକାହାଣୀକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଆଲିଆଙ୍କୁ ଡେଟ୍‌ କରୁଥିବା ରଣବୀର ସ୍ବୀକାର କରିବା ପରେ ବଲିଉଡର ଏହି ନୂଆ ପ୍ରେମୀଯୁଗଳଙ୍କୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ସଦ୍ୟ ଏକ ରିପୋର୍ଟ ମୁତାବକ ରଣବୀରଙ୍କ ଭଉଣୀ ରିଧିମା କପୁର ସାହାନୀ ନିଜ ଭାଇର ପ୍ରେମିକାଙ୍କୁ ଦେଇଛନ୍ତି ଏକ ମନଲୋଭା ଉପହାର।

ଧୂମ୍ରପାନ, ମଦ୍ୟପାନ ବିଜ୍ଞାପନ କରନ୍ତି ନାହିଁ ଅମିତାଭ

ଧୂମ୍ରପାନ, ମଦ୍ୟପାନ ବିଜ୍ଞାପନ କରନ୍ତି ନାହିଁ ଅମିତାଭ

ବମ୍ବେ: ବଲିଉଡ ମହାନାୟକ ଅମିିତାଭ ବଚ୍ଚନ କେବେବି ଧୂମ୍ରପାନ ବା ମଦ୍ୟପାନର ବିଜ୍ଞାପନ କରନ୍ତି ନାହିଁ। କାରଣ ଏସବୁଠାରୁ ସେ ବହୁ ଦୂରରେ। କେବେ ମଦ୍ୟପାନ ବା ଧୂମ୍ରପାନ ପ୍ରତି ରୁଚି ନ ଥିବାରୁ ସେ ଏସବୁ ବିଜ୍ଞାପନକୁ ଏଡାଇ ଯାଆନ୍ତି ବୋଲି କହିଛନ୍ତି।

‘ଅଙ୍କଲ ଜି’ଙ୍କ ଡ୍ୟାନ୍ସ ଭିଡିଓ ଦେଖି ଖୁସି ହେଲେ ଗୋବିନ୍ଦା

‘ଅଙ୍କଲ ଜି’ଙ୍କ ଡ୍ୟାନ୍ସ ଭିଡିଓ ଦେଖି ଖୁସି ହେଲେ ଗୋବିନ୍ଦା

ବମ୍ବେ: ସୋସିଆଲ ମିଡିଆରେ ମନ ଜିଣୁଥିବା ଡ୍ୟାନ୍ସିଂ ଅଙ୍କଲ ସଞ୍ଜୀବ ଶ୍ରୀବାସ୍ତବଙ୍କ ଭିଡିଓ ଦେଖି ଖୁସି ହୋଇଛନ୍ତି ବଲିଉଡର ଡ୍ୟାନ୍ସିଂ ମାଷ୍ଟର ଗୋବିନ୍ଦା। ଗତ ୩ ଦଶନ୍ଧି ହେବ ଗୋବିନ୍ଦାଙ୍କ ଡ୍ୟାନ୍ସକୁ ଫଲୋ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ଜଣକ ଏକ ବିବାହ ଉତ୍ସବରେ ମନ ଭରି ନାଚିଥିଲେ।

ପ୍ରିୟଙ୍କାଙ୍କ ସାଥୀ ନିକ୍‌

ପ୍ରିୟଙ୍କାଙ୍କ ସାଥୀ ନିକ୍‌

ଲସ୍‌ ଏଞ୍ଜେଲ୍‌ସ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ମିଳିଯାଇଛି ସାଥୀ, ଯାହାଙ୍କ ସହ ହସିଖେଳି ସମୟ କଟାଉଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ। ଆମେରିକୀୟ ଧାରାବାହିକ ‘କ୍ୱାଣ୍ଟିକୋ’ରେ କାମ କରୁଥିବା ପ୍ରିୟଙ୍କା ଏବଂ ଗାୟକ ନିକ୍‌ ଜୋନାସ୍‌ଙ୍କ ସମ୍ପର୍କକୁ ନେଇ ଏବେ ହଲିଉଡ୍‌ରେ ଚର୍ଚ୍ଚା।

ବିପାଶା ଅସୁସ୍ଥ

ବିପାଶା ଅସୁସ୍ଥ

ବମ୍ବେ: ବଲିଉଡର ହଟ୍‌ ନାୟିକା ବିପାଶା ବସୁ ଅସୁସ୍ଥ ହୋଇ ପଡିଛନ୍ତି। ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ଆଇପିଏଲ୍‌ ବେଟିଂରେ ସମ୍ପୃକ୍ତ ଥିବା ସ୍ବୀକାର କଲେ ଅରବାଜ୍‌

ଆଇପିଏଲ୍‌ ବେଟିଂରେ ସମ୍ପୃକ୍ତ ଥିବା ସ୍ବୀକାର କଲେ ଅରବାଜ୍‌

ବମ୍ବେ,୨।୬: ବଲିଉଡ୍‌ର ଅଭିନେତା ତଥା ପ୍ରଯୋଜକ ଅରବାଜ୍‌ ଖାଁ ଆଇପିଏଲ୍‌ ବେଟିଂରେ ସମ୍ପୃକ୍ତ ଥିବା ଶନିବାର ସ୍ବୀକାର କରିଛନ୍ତି। ଏ ସମ୍ପର୍କରେ ପଚରାଉଚୁରା ପାଇଁ ଥାଣେ ପୋଲିସ ନିକଟରେ ହାଜର ହୋଇ ସେ ଏହି ଖୁଲାସା କରିଛନ୍ତି। ବେଟିଂରେ ସେ ୨ କୋଟି ୭୫ ଲକ୍ଷ ହରାଇଥିବା କହିଛନ୍ତି।

କମେଡି ଫିଲ୍ମରେ ଧ୍ୟାନ

କମେଡି ଫିଲ୍ମରେ ଧ୍ୟାନ

ବମ୍ବେ: ଦୀର୍ଘବର୍ଷ ହେଲା ବଡ଼ ପରଦାରୁ ଅଦୃଶ୍ୟ ହୋଇଯାଇଛନ୍ତି ବଲିଉଡ୍‌ର ଏଭର୍‌ଗ୍ରୀନ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ୨୦୦୭ରେ ‘ଅପ୍‌ନେ’ ଫିଲ୍ମ ପରଠାରୁ ବଡ଼ ପରଦାରେ ମୁଖ୍ୟ ଚରିତ୍ରରେ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ।