Dharitri News

ଅପରାଧ

ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲା: ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ

ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲା: ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ସି-ଶୋର କମ୍ପାନୀର ବହୁକୋଟି ଠକେଇ ମାମଲାରେ ଜାତୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ଦ୍ୱିତୀୟ ଚାର୍ଜଶିଟ ଦାଖଲ କରିଛି। ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ, ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍‌ ଅଧିକାରୀ ପ୍ରଦୀପ କୁମାର ହୋତା, ତାଙ୍କ ସ୍ତ୍ରୀ ପ୍ରତୀମା ହୋତା ଏବଂ ସି-ଶୋର କମ୍ପାନୀ ମାଲିକ ପ୍ରଶାନ୍ତ ଦାଶଙ୍କ ନାମ ଚାର୍ଜଶିଟ୍‌ରେ ରହିଛି।

୨୭ ଲକ୍ଷର ନିର୍ମାଣ ସାମଗ୍ରୀ ଘୋଟାଲା ମାମଲା: ୧୮ ବର୍ଷ ପରେ ରେଲଓ୍ବେ ଅଧିକାରୀ ଗିରଫ

୨୭ ଲକ୍ଷର ନିର୍ମାଣ ସାମଗ୍ରୀ ଘୋଟାଲା ମାମଲା: ୧୮ ବର୍ଷ ପରେ ରେଲଓ୍ବେ ଅଧିକାରୀ ଗିରଫ

ଭୁବନେଶ୍ୱର, ୧୨।୧(ବ୍ୟୁରୋ)- ୨୭ ଲକ୍ଷ ଟଙ୍କା ନିର୍ମାଣ ସାମଗ୍ରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦକ୍ଷିଣ-ପୂର୍ବ ରେଳପଥର ଜଣେ ଅଧିକାରୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛି। ସେ ହେଲେ ପଞ୍ଚିମବଙ୍ଗର ଆଲୋକ ଘୋଷ।

ଯୁବକଙ୍କୁ ପିଟି  ହତ୍ୟା ମାମଲା:ବାପପୁଅ ଗିରଫ

ଯୁବକଙ୍କୁ ପିଟି ହତ୍ୟା ମାମଲା:ବାପପୁଅ ଗିରଫ

ଜଗତ୍‌ସିଂହପୁର ଅଫିସ,୧୨।୧-ଜଗତ୍‌ସିଂହପୁର ଜିଲା ସଭାମୂଳ ଗ୍ରାମରେ ଯୁବକ ସୁଦର୍ଶନ ନନ୍ଦ(୩୫)ଙ୍କୁ ଗୁରୁବାର ରାତିରେ ପିଟି ହତ୍ୟା ମାମଲାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନିକଟସ୍ଥ ଉରାଳି ଗ୍ରାମର ସୁକାନ୍ତ ରଥ ଓ ତାଙ୍କ ପୁଅ ସୁରେଶ ରଥ । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

୪୬ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

୪୬ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୨।୧: ପୁରୀ ଅବକାରୀ ବିଭାଗ ପୋଲିସ ବେଆଇନ ଭାବେ ବ୍ରାଉନ୍‌ସୁଗାର ବିକ୍ରୀ କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳାଜଣଙ୍କ ହେଲେ ସଦର ଥାନା ଅଧୀନ ବାରବାଟୀର ଲତାମଣୀ ନାୟକ(୪୦)। ତାଙ୍କଠାରୁ ପୋଲିସ ୪୬ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି।

ନାବାଳିକା ହତ୍ୟାକାଣ୍ଡ: ଶୁଣାଣୀ ଶେଷ, ୩୧ରେ ଚୁଡ଼ାନ୍ତ ରାୟ

ନାବାଳିକା ହତ୍ୟାକାଣ୍ଡ: ଶୁଣାଣୀ ଶେଷ, ୩୧ରେ ଚୁଡ଼ାନ୍ତ ରାୟ

ପୁରୀ ଅଫିସ, ୧୧।୧:ବହୁ ଚର୍ଚ୍ଚିତ ହୃଷ୍ଟିହୀନ ନାବାଳିକା ହତ୍ୟା ଘଟଣାର ୪ ବର୍ଷ ପରେ ଗୁରୁବାର ପୁରୀ ଜିଲାଜଜ୍‌ଙ୍କ କୋର୍ଟରେ ଶୁଣାଣୀ ଶେଷ ହୋଇଛି। ଆସନ୍ତା ଜାନୁଆରୀ ୩୧ରେ ଏହାର ରାୟ ପ୍ରକାଶ ପାଇବ।

ଲାଞ୍ଚ ନେବାବେଳେ ଧରାପଡ଼ିଲେ କପ୍ତିପଦା ତହସିଲଦାର

ଲାଞ୍ଚ ନେବାବେଳେ ଧରାପଡ଼ିଲେ କପ୍ତିପଦା ତହସିଲଦାର

ଉଦଳା/କପ୍ତିପଦା/ବାରିପଦା ଅଫିସ, ୧୧।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲଦାର ଶରତ ଚନ୍ଦ୍ର ମଲିକ ଗୁରୁବାର ନିଜ ଭଡ଼ା ଘରେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ପାପୁଲିବିହୀନ ଶିକାରୀ ଗିରଫ

ପାପୁଲିବିହୀନ ଶିକାରୀ ଗିରଫ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଭରତପୁର ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ କର୍ମଚାରୀ ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି।

ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ, ୧୦।୧: ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ମହିଳା ଥାନା ପୋଲିସ ବୁଧବାର କେନାଲ ରୋଡ଼ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଯୋବ୍ରା କେନାଲ ରୋଡ଼ ଅଞ୍ଚଳର କାଳିଆ ନାୟକ।

ପୋଲିସ ଏନ୍‌କାଉଣ୍ଟର: ୨ ଆହତ

ପୋଲିସ ଏନ୍‌କାଉଣ୍ଟର: ୨ ଆହତ

ଭୁବନେଶ୍ୱର, ୯।୧(ବ୍ୟୁରୋ): ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ମଙ୍ଗଳବାର କମିଶନରେଟ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।

ଡକାୟତି ଉଦ୍ୟମ ପଣ୍ଡ

ଡକାୟତି ଉଦ୍ୟମ ପଣ୍ଡ

ଖୋର୍ଦ୍ଧା ଅଫିସ, ୯।୧: ଆଙ୍କର-ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି। ଏଥିରେ ଜଣେ ଦୁର୍ବୃତ୍ତ ଗୁରୁତର ଆହତ ହୋଇଛନ୍ତି।

ବିବାହର ୩ ଦିନ ପୂର୍ବରୁ ହତ୍ୟା

ବିବାହର ୩ ଦିନ ପୂର୍ବରୁ ହତ୍ୟା

କଟକ ଅଫିସ, ୮।୧: ଭୁବନେଶ୍ୱର ଷ୍ଟୁଆଟ୍‌ ସ୍କୁଲର ସହକାରୀ ପରିଚାଳକ (ଅର୍ଥ) ନିର୍ଝର ବେହେରା(୨୮)ଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ଜଗତପୁର ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏହି ବୀଭତ୍ସ କାଣ୍ଡ। ଚୌଦ୍ୱାର ଯିବା ବାଟରେ ବିରୂପା ବ୍ୟାରେଜ ପୋଲ ମୁଣ୍ଡରେ ନିର୍ଝର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ଷ୍ଟୁଓ୍ବାର୍ଟ ସ୍କୁଲ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ହତ୍ୟା

ଷ୍ଟୁଓ୍ବାର୍ଟ ସ୍କୁଲ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ହତ୍ୟା

କଟକ ଅଫିସ, ୮।୧: ଜଗତପୁର ଥାନା ଅନ୍ତର୍ଗତ ବିରୁପା ବ୍ୟାରେଜ ପୋଲ ନିକଟରୁ ସୋମବାର ସକାଳେ ରକ୍ତାକ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ସେ ହେଲେ ନିର୍ଝର ବେହେରା(୨୮)।

ଜାତୀୟ ରାଜପଥରେ ଯୁବକଙ୍କୁ ଗୁଳିମାଡ

ଜାତୀୟ ରାଜପଥରେ ଯୁବକଙ୍କୁ ଗୁଳିମାଡ

ପୁରୀ ଅଫିସ, ୭।୧: ସଦର ଥାନା ଅଧୀନ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କାଠପୋଲ ନିକଟରେ ରବିବାର ସକାଳେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି। ଏଥିରେ ବାଟଗାଁର ଗଙ୍ଗାଧର ଭୋଳ ଗୁରୁତର ଆହତ ହୋଇଛନ୍ତି। ଗୁଳି ତାଙ୍କ ବାମଜଙ୍ଘରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ସଦର ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ସଦର ଓ ଚନ୍ଦନପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବ ଶତ୍ରୁତା କାରଣରୁ ଏହି ଗୁଳିମାଡ ହୋଇଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

୧୩ ଲୁଟ୍‌ ବାଇକ୍‌ ଜବତ:୪ଲୁଟେରା ଗିରଫ

୧୩ ଲୁଟ୍‌ ବାଇକ୍‌ ଜବତ:୪ଲୁଟେରା ଗିରଫ

ମାର୍ଶାଘାଇ,୫।୧(ଡି.ଏନ.ଏ.)-କେନ୍ଦ୍ରାପଡ଼ା ଜିଲା ମାର୍ଶଘାଇ ଥାନା ପୋଲିସ ୧୩ଲୁଟ୍‌ ବାଇକ୍‌ ଜବତ କରିବା ସହ ୪ଜଣ ଲୁଟେରାଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ କଟକ ଜିଲା ପଦ୍ମପୁର ଅଞ୍ଚଳର ଅସୁଲି ନାୟକ ଓରଫ ବଣ୍ଟି, କେନ୍ଦ୍ରାପଡା ଟାଉନ ଥାନା ନସଡିପୁର ଅଞ୍ଚଳର ମନୋଜ ଦାସ, କେନ୍ଦ୍ରାପଡା ସଦର ଥାନା କୁହୁଡି ପଞ୍ଚାୟତ ଓସ୍ତା ଗ୍ରାମର ଲିଟୁ ଓରଫ ଆର୍ଶିବାଦ ଦାସ ଏବଂ ସତ୍ୟଗୁରୁ ତୁଷାରକାନ୍ତ ସାହୁ।

ମହିଳାଙ୍କୁ ହତ୍ୟା କରି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌

ମହିଳାଙ୍କୁ ହତ୍ୟା କରି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌

ସାକ୍ଷୀଗୋପାଳ, ୩୧।୧୨(ଡି.ଏନ.ଏ.): ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦ୍ରକୋଟ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ତାଙ୍କ ନାମ ପୁଷ୍ପଲତା ଦାଶ(୪୮)।

ବ୍ରାଉନସୁଗାର ଜବତ, ଜଣେ ଗିରଫ

ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୨୯।୧୨: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ସହରର ଖ୍ରୀଷ୍ଟିୟାନ ସାହିରେ ଶୁକ୍ରବାର ଚଢାଉ କରାଯାଇ ବୃନ୍ଦାବନ ପ୍ରଧାନଙ୍କ ଘରୁ ୧୦୫ ଗ୍ରାମ ବ୍ରାଉନସୁଗାର ଓ ନଗଦ ୫୮ ହଜାର ଟଙ୍କା ଜବତ କରାଯାଇଛି।

୧୮ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

୧୮ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୮।୧୨(ବ୍ୟୁରୋ): ବେଷ୍ଟ ବିଲ୍‌ ମାର୍କେଟିଂ ସଂସ୍ଥାରେ ପାଟନର କରାଇବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ଜଣଙ୍କୁ ଗିରଫ କରିଛି। ସେ ହେଲେ ଉକ୍ତ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ସରୋଜ ନାୟକ।

ଜଘନ୍ୟ ହତ୍ୟାକାଣ୍ଡ: ମୃତଦେହ ଉଦ୍ଧାର

ଜଘନ୍ୟ ହତ୍ୟାକାଣ୍ଡ: ମୃତଦେହ ଉଦ୍ଧାର

ମଥୁରାନଗରୀ, ୨୭।୧୨(ଡି.ଏନ୍‌.ଏ.): ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭୁରସେନ୍‌ ବନ୍ଧ ନିକଟରୁ ବୁଧବାର ସକାଳେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଦୋରାବନ୍ଧପଡ଼ାର କମଳ ବେହେରା। କେହି ଦୁର୍ବୃତ୍ତ କାଠ ଫାଳିଆ ଓ ପଥର ସାହାଯ୍ୟରେ କମଳଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପାଇପ ଲାଇନରୁ ତେଲ ଚୋରି ଘଟଣା: ୫ ଗିରଫ

ପାଇପ ଲାଇନରୁ ତେଲ ଚୋରି ଘଟଣା: ୫ ଗିରଫ

ପାରାଦୀପ,୨୩।୧୨(ସ୍ବ.ପ୍ର.)- ପାରାଦୀପର ଇଣ୍ଡିଆନ ଅଏଲ ପାଇପଲାଇନରୁ ଅନବରତ ତେଲ ଚୋରି ହୋଇଥ

୨ ଦୋକାନରୁ ଚୋରି

୨ ଦୋକାନରୁ ଚୋରି

ସଜନାଗଡ଼, ୨୨।୧୨(ଡି.ଏନ୍‌.ଏ.): ନୀଳଗିରି ଅଧୀନ ସଜନାଗଡ଼ ପଞ୍ଚାୟତ ସଜନାଗଡ଼ ବସଷ୍ଟାଣ୍

ଉଦ୍ଧାର ଟଙ୍କା ନେଇ ଗଣ୍ଡଗୋଳ: ଯୁବକଙ୍କୁ ହତ୍ୟା

ଉଦ୍ଧାର ଟଙ୍କା ନେଇ ଗଣ୍ଡଗୋଳ: ଯୁବକଙ୍କୁ ହତ୍ୟା

କବିସୂର୍ଯ୍ୟନଗର,୨୧।୧୨: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅନ୍ତର୍ଗତ ଖଜାପଲ୍ଲୀ ପଞ୍ଚାୟତ

ଭିଜିଲାନ୍ସ ଜାଲରେ କିରାଣି

ଭିଜିଲାନ୍ସ ଜାଲରେ କିରାଣି

ଜୁନାଗଡ଼,୨୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ତହସିଲ ଅଫିସ ବରିଷ୍ଠ କିରାଣି ପ

ଯୁବତୀଙ୍କୁ ବଳାତ୍କାର କରି ପ୍ରେମିକ ଫେରାର

ଯୁବତୀଙ୍କୁ ବଳାତ୍କାର କରି ପ୍ରେମିକ ଫେରାର

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ)- ପ୍ରଥମେ ରଙ୍ଗ ନମ୍ବରରୁ କଥାବାର୍ତ୍ତା। ପରେ ଗଢିଉଠିଲା ପ୍

ଗୁଳିମାଡରେ ଜଣେ ମୃତ, ୨ ଗୁରୁତର

ଗୁଳିମାଡରେ ଜଣେ ମୃତ, ୨ ଗୁରୁତର

ତିର୍ତ୍ତୋଲ,୧୯।୧୨(ଡି.ଏନ୍‌.ଏ.): ତିର୍ତ୍ତୋଲ ଥାନା ମଣିଜଙ୍ଗା ପଞ୍ଚାୟତ ସିନ୍ଦୋଳ ଗ୍ରାମର