ଜୀବନଚର୍ଯ୍ୟା

ମସ୍ତିଷ୍କ କାର୍ଯ୍ୟଧାରା ଓ ଏସି

ମସ୍ତିଷ୍କ କାର୍ଯ୍ୟଧାରା ଓ ଏସି

ଦିନକୁ ଦିନ ତାପମାତ୍ର ବଢ଼ିବାରେ ଲାଗିଛି। ଜଙ୍ଗଲକ୍ଷୟ ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ଯୋଗୁ ପୂର୍ବାପେକ୍ଷା ଏବେ ଅଧିକ ତାତି ଅନୁଭୂତ ହେଉଛି। ଏଥିରୁ ରକ୍ଷା ପାଇବା ପାଇଁ ଏୟାର କଣ୍ଡିଶନର (ଏସି)ର ବ୍ୟବହାର ବହୁଳ ଭାବରେ କରାଯାଉଛି।

ସକାଳେ ଘାସ ଉପରେ ଚାଲିଲେ କ’ଣ ମିଳେ

ସକାଳେ ଘାସ ଉପରେ ଚାଲିଲେ କ’ଣ ମିଳେ

ସକାଳେ ଖାଲିପାଦରେ ଘାସରେ ଚାଲିଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ଦୃଷ୍ଟିଶକ୍ତି ବଢ଼ିବା ସହିତ ପାଚନ କ୍ରିୟା ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଘାସ ଉପରେ ପଡ଼ିଥିବା କାକର ପାଦରେ ଲାଗିଲେ ମସ୍ତିଷ୍କର କାର୍ଯ୍ୟକାରୀତା ବୃଦ୍ଧି ପାଇଥାଏ।

ସହଜରେ ଦୂରେଇ ହେବ ମଙ୍ଗଳଦୋଷ

ସହଜରେ ଦୂରେଇ ହେବ ମଙ୍ଗଳଦୋଷ

ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଜାତକରେ ମଙ୍ଗଳଦୋଷ ଥିବା ମହିଳା କିମ୍ବା ପୁରୁଷଙ୍କ ବିବାହରେ ଅନେକ ପ୍ରକାର ବାଧା ସୃଷ୍ଟି ହୋଇଥାଏ। ସେମାନଙ୍କ ଜୀବନରେ ନାନା ପ୍ରକାର ବାଧାବିଘ୍ନ ଆସିଥାଏ।

ହୃଦ୍‌ଘାତଠୁ ମୁକ୍ତି ଲାଗି ଆପଣାନ୍ତୁ ଏହି ଉପାୟ

ହୃଦ୍‌ଘାତଠୁ ମୁକ୍ତି ଲାଗି ଆପଣାନ୍ତୁ ଏହି ଉପାୟ

ପରିବର୍ତ୍ତିତ ଜୀବନଶୈଳୀରେ ହୃଦ୍‌ଘାତ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ। ପ୍ରତିଦିନ ମାଛ ଖାଇଲେ ହୃଦ୍‌ଘାତ ସମସ୍ୟା କମିବାରେ ଲାଗିଥାଏ।

ଅବସାଦ ଦୂରକରେ ହୁସ୍କି

ଅବସାଦ ଦୂରକରେ ହୁସ୍କି

ମଦ ଶରୀର ପାଇଁ ହାନିକାରକ। ମଦ ପିଇଲେ ଶରୀର ଭିତରର କିଛି ଅଙ୍ଗ ଅକାମୀ ହୋଇଯାଇଥାଏ ବୋଲି ମଧ୍ୟ ଆମେ ଅଳ୍ପ ବହୁତେ ଅବଗତ। ଏହାଦ୍ୱାରା ଶରୀରରେ ନା ନା ସମସ୍ୟା ଦେଖାଦେଇଥାଏ।

ଫ୍ୟାଶନେବଲ୍‌ ଲେହେଙ୍ଗା

ଫ୍ୟାଶନେବଲ୍‌ ଲେହେଙ୍ଗା

ମେହେନ୍ଦି ଫଙ୍କ୍‌ଶନ ହେଉ ଅବା ବାହାଘର ପାର୍ଟି କିମ୍ବା ପର୍ବପର୍ବାଣିମାନଙ୍କରେ ଲେହେଙ୍ଗା ପିନ୍ଧିବା ଏବେ ଏକ ଟ୍ରେଣ୍ଡ ହୋଇଗଲାଣି। କିନ୍ତୁ ସବୁ ଲେହେଙ୍ଗା ସମସ୍ତଙ୍କୁ ମାନେନାହିଁ। କାରଣ ଏହାର ଅନେକ ଭେରାଇଟି ରହିଛି। ତେବେ କେଉଁ ବଡି ଟାଇପ୍‌ ଥିବା ମହିଳାଙ୍କୁ କିଭଳି ଭେରାଇଟିର ଲେହେଙ୍ଗା ଭଲ ମାନିଥାଏ, ସେ ସମ୍ପର୍କରେ...

କିଭଳି ପିଇବେ ସକାଳର ଚା’

କିଭଳି ପିଇବେ ସକାଳର ଚା’

ସକାଳୁ ଉଠିଲେ ଚା’ ପିଇବା ଅଭ୍ୟାସ ଅନେକ ଲୋକଙ୍କର ରହିଛି। ସକାଳୁ ସକାଳୁ ଗୋଟିଏ କପ୍‌ ଚା’ ପିଇଲେ ଶରୀର ଫୁର୍ତ୍ତି ଲାଗିଥାଏ। ଏମିତିକି କେହି କେହି ଚା’ ନ ପିଇଲେ ଦିନସାରା ମୁଣ୍ଡ ବିନ୍ଧିଥାଏ ବୋଲି କହିଥାଆନ୍ତି।

ରାତିରେ ସ୍ନାନ କଲେ କ’ଣ ମିଳେ...

ରାତିରେ ସ୍ନାନ କଲେ କ’ଣ ମିଳେ...

ସକାଳୁ ଉଠି ସ୍ନାନ କଲେ ସାରା ଦିନ ଶାନ୍ତି ଲାଗିଥାଏ। ସବୁ କାମ କରିବାକୁ ଆଗ୍ରହ ପ୍ରକାଶ ପାଇଥାଏ। କାରଣ ସକାଳୁ ସ୍ନାନ କଲେ ଇନ୍ଦ୍ରିୟ ସତେଜ ହେବା ସହ ଶରୀରର ତାପମାତ୍ରା ସନ୍ତୁଳିତ ହେବାରେ ସହାୟକ ହୋଇଥାଏ। ବିଶେଷ କରି ଗରମ ସମୟରେ ଦେହରୁ ଅଧିକ ପରିମାଣରେ ଝାଳ ବୋହୁଥିବାରୁ ଏଥିରେ ଆଲର୍ଜି ସୃଷ୍ଟିକାରି ବ୍ୟାକ୍ଟେରିଆ ସହଜରେ ଶରୀରରେ ପ୍ରବେଶ କରିଥାଆନ୍ତି।

ଗ୍ଲାସେ ପାଣିରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ

ଗ୍ଲାସେ ପାଣିରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ

ଅତିକମ୍‌ରେ ଗୋଟିଏ ଗ୍ଲାସ୍‌ ପାଣି ପିଇ ଦିନର ଆରମ୍ଭ କରନ୍ତୁ। ସାରାଦିନ ଏହା ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରିବ। ଗୋଟିଏ ଗ୍ଲାସ୍‌ ପାଣି ଶରୀରର ପୁଷ୍ଟିକର ତତ୍ତ୍ୱକୁ ସଞ୍ଚାଳନ କରିବାରେ ସହାୟକ ହୋଇଥାଏ। ଖାଲି ସେତିକି ନୁହେଁ ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ।

ଡାଇବେଟିସ୍‌ ଦୂରକରେ କଦଳୀ ଭଣ୍ଡା

ଡାଇବେଟିସ୍‌ ଦୂରକରେ କଦଳୀ ଭଣ୍ଡା

କଞ୍ଚା ହେଉ ଅବା ପାଚିଲା। କଦଳୀ ସାଧାରଣତଃ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ବୋଲି ସସ୍ତେ ଜାଣନ୍ତି। ହେଲେ ଏହାର ଫୁଲ ମଧ୍ୟ ଆମ ଶରୀର ପାଇଁ ବେଶ୍‌ ଲାଭଦାୟକ। ଏହା ଫାଇବରରେ ଭରପୂର ଥିବାରୁ ହଜମ କରିବାରେ ଏହା ସାହାଯ୍ୟ କରିଥାଏ।

ଉଚ୍ଚ ରକ୍ତଚାପର ହୋମିଓ ଚିକିତ୍ସା

ଉଚ୍ଚ ରକ୍ତଚାପର ହୋମିଓ ଚିକିତ୍ସା

ଆଜିକାଲି ହାଇପରଟେନସନ (ଉଚ୍ଚ ରକ୍ତଚାପ) ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ମେଦବହୁଳତା, ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ, ନିଶାଦ୍ରବ୍ୟ ସେବନ ଆଦି ତାହାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ। ଯଦି ଜଣେ ବ୍ୟକ୍ତି ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରେ ତେବେ ସେ ଅନେକାଂଶରେ ଏଥିରୁ ନିଜକୁ ଦୂରେଇ ରଖିପାରିବ।

ଉଚ୍ଚ ରକ୍ତଚାପର ଆୟୁର୍ବେଦୀୟ ଉପଚାର

ଉଚ୍ଚ ରକ୍ତଚାପର ଆୟୁର୍ବେଦୀୟ ଉପଚାର

ଉଚ୍ଚ ରକ୍ତଚାପ ହେଉଛି ହୃତପିଣ୍ଡରୁ ପ୍ରବାହିତ ହେଉଥିବା ଶୁଦ୍ଧ ରକ୍ତ ଧମନୀ ଭିତର କାନ୍ଥରେ ଅତ୍ୟଧିକ ଚାପରୁ ସୃଷ୍ଟି ହେଉଥିବା ଏକ ସମସ୍ୟା। ଏହାଦ୍ୱାରା ହୃତପିଣ୍ଡଟି ସଙ୍କୁଚିତ ହୋଇ ଚାପ ସୃଷ୍ଟି କରି ଧମନୀ ମଧ୍ୟ ଦେଇ ରକ୍ତ ପ୍ରବାହ ଊର୍ଦ୍ଧ୍ୱ ଓ ଅର୍ଦ୍ଧ ଅଙ୍ଗ ଏପରି ସର୍ବାଙ୍ଗ ଶରୀରକୁ କରେ।

ହାଇପରଟେନ୍‌ସନ୍‌ ଡେ’: ଜୀବନଶୈଳୀ ବି ଡାକିଆଣେ...

ହାଇପରଟେନ୍‌ସନ୍‌ ଡେ’: ଜୀବନଶୈଳୀ ବି ଡାକିଆଣେ...

ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ରୋଗ ହେଉଛି ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟ ସମସ୍ୟା। ଓ୍ବାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ)ର ମତ ଅନୁଯାୟୀ, ବିଶ୍ୱରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବୃଦ୍ଧି ପାଉଥିବାରୁ ଖାଦ୍ୟଦ୍ରବ୍ୟରେ ଅଧିକ ଲୁଣ ଆବଶ୍ୟକ ପଡୁଛି। ତେଣୁ ଉଚ୍ଚ ରକ୍ତଚାପର ଏହା ଅନ୍ୟତମ କାରଣ ହୋଇଛି।

ଫିଟ୍‌ନେସ୍‌: ଖାଦ୍ୟ ଅପେକ୍ଷା ଏକ୍ସରସାଇଜ୍‌କୁ ଅଧିକ ଗୁରୁତ୍ୱ ଦିଏ- ଭୂମିକା ଦାସ

ଫିଟ୍‌ନେସ୍‌: ଖାଦ୍ୟ ଅପେକ୍ଷା ଏକ୍ସରସାଇଜ୍‌କୁ ଅଧିକ ଗୁରୁତ୍ୱ ଦିଏ- ଭୂମିକା ଦାସ

ଭୂମିକା ଦାସ। ଓଡ଼ିଆ ସିନେ ଜଗତରେ ଜଣେ ଚର୍ଚ୍ଚିତ ଚେହେରା। ଶିଶୁ କଳାକାର ଭାବେ ଓଲିଉଡ୍‌ରେ ପାଦ ଦେଇଥିବା ଏହି ଚୁଲବୁଲି ନାୟିକା ବର୍ତ୍ତମାନ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଗଣିତ ହେଉଛନ୍ତି। ୨୦୧୪ରେ ସେ ‘ରୁମ୍‌କୁ ଝୁମାନା’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରି ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିଲେ।

ସମ୍ଭ୍ରାନ୍ତର ପ୍ରତୀକ: ଇଣ୍ଟେରିୟର ଡିଜାଇନିଂ

ସମ୍ଭ୍ରାନ୍ତର ପ୍ରତୀକ: ଇଣ୍ଟେରିୟର ଡିଜାଇନିଂ

ସମୟ ବଦଳିବା ସହ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଘଟୁଛି। ସୌଖୀନ ଓ ଆରାମଦାୟକ ଜୀବନ ଅତିବାହିତ କରିବାକୁ ସମସ୍ତେ ଚାହୁଁଛନ୍ତି। ବିଶେଷକରି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୌଳିକ ଆବଶ୍ୟକତା ତଥା ସ୍ବପ୍ନର ଘର ଖଣ୍ଡେ ତିଆରି କରିବା ପରେ ତାହାର ଆଭ୍ୟନ୍ତରୀଣ ସାଜସଜ୍ଜା ବା ଇଣ୍ଟେରିୟର ଡିଜାଇନକୁ ଅଧିକାଂଶ ଗୁରୁତ୍ୱ ଦେଉଛନ୍ତି।

ମଧୁମେହଠାରୁ ଦୂରେଇ ରଖେ କଅଁଳ ଖରା

ମଧୁମେହଠାରୁ ଦୂରେଇ ରଖେ କଅଁଳ ଖରା

କଅଁଳ ଖରା ଶରୀରରେ ଭିଟାମିନ୍‌-ଡ଼ି ସ୍ତରକୁ ବୃଦ୍ଧି କରିଥାଏ। ଏହା ଏକ ଫ୍ୟାଟ୍‌ରେ ଦ୍ରବଣୀୟ ଭିଟାମିନ୍‌। ସ୍ତନ୍ୟପାୟୀଙ୍କ ତ୍ୱଚାରେ ସୂର୍ଯ୍ୟ ରଶ୍ମୀ ପଡ଼ିଲେ ଭିଟାମିନ୍‌-ଡି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଭିଟାମିନ୍‌-ଡ଼ି ଅନ୍ତନଳୀରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଏବଂ ଫସଫେଟ୍‌ ଆଦିର ଅବଶୋଷଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ଏହାଦ୍ୱାରା ଶରୀରରେ ଇନସୁଲିନ୍‌ସ୍ତର ପ୍ରଭାବିତ ହୋଇଥାଏ।

ପାଇରିଆ ଦୂରକରେ ପାନ

ପାଇରିଆ ଦୂରକରେ ପାନ

ଓଡ଼ିଆ ଘରେ ପାନର ବ୍ୟବହାର ଅଧିକ। ସାଧାରଣତଃ ପୂଜା ପାର୍ବଣ କୁହନ୍ତୁ ଅବା ଘରକୁ ଅତିଥି ଆସିଲେ ଆମେ ପାନ ଖଣ୍ଡେ ଦେବାକୁ ଭୁଲି ନ ଥାଉ। ହେଲେ ଏହି ପାନର ଔଷଧୀୟ ଗୁଣ ସମ୍ପର୍କରେ ଅନେକେ ଜାଣି ନ ଥିବେ। ତେବେ ପାଟି ଦୁର୍ଗନ୍ଧ ବା ପାଇରିଆ ସମସ୍ୟା ଦୂର କରିବାରେ ପାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

ଫଳର ଉପାଦେୟତା

ଫଳର ଉପାଦେୟତା

ସାବିତ୍ରୀ ବ୍ରତ ପ୍ରତ୍ୟେକ ବିବାହିତ ମହିଳା ପାଇଁ ସୌଭାଗ୍ୟର ପ୍ରତୀକ। ଏହିଦିନ ସଧବା ନାରୀ ଶୁଦ୍ଧପୁତ ହୋଇ ବ୍ରତ ରଖିବା ସହ ପତି ପରମେଶ୍ୱରଙ୍କ ଦୀର୍ଘ ଜୀବନ ପାଇଁ ସାବିତ୍ରୀ ଦେବୀଙ୍କୁ ପୂଜା କରି ଆଶୀର୍ବାଦ ଗ୍ରହଣ କରିଥାନ୍ତି।

ସମର ସ୍କିନ୍‌ କେୟାର

ସମର ସ୍କିନ୍‌ କେୟାର

ଖରା ଦାଉରୁ ରକ୍ଷା ପାଇବାକୁ ହେଲେ ସନ୍ଧ୍ୟା ସମୟରେ ମୁହଁରେ ବରଫ ଖଣ୍ଡ ଲଗାନ୍ତୁ।

ବନାନା ଲସି

ବନାନା ଲସି

ଆବଶ୍ୟକ ସାମଗ୍ରୀ ପାଚିଲା କଦଳୀ-ଦୁଇଟି,ଦହି ଅଧା କପ,ଚିନି ଦୁଇ ଚାମଚ, ଇଲାଇଚି ପାଉଡର ଅଳ୍ପ ପରିମାଣର,ପିସ୍ତା ବାଦାମ ଏକ ଚାମଚ କଟା ହୋଇଥିବା,ବରଫ ଖଣ୍ଡ ୩-୪ଟି,କାଜୁ ବାଦାମ ଏକ ଚାମଚ କଟା।

କ୍ୟାନସର ଦୂରକରେ କଞ୍ଚାଲଙ୍କା

କ୍ୟାନସର ଦୂରକରେ କଞ୍ଚାଲଙ୍କା

ପ୍ରତିଘରେ କଞ୍ଚାଲଙ୍କାର ବ୍ୟବହାର ହୋଇଥାଏ। ଯେଉଁମାନଙ୍କୁ ରାଗ ପସନ୍ଦ ସେମାନେ ବିଶେଷ ଭାବେ କଞ୍ଚାଲଙ୍କାର ବ୍ୟବହାର କରିଥାଆନ୍ତି। କେହି କେହି ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ କହୁଥିବା ବେଳେ ଏହା କିନ୍ତୁ କ୍ୟାନସର ଭଳି ମାରାତ୍ମକ ରୋଗକୁ ଦୂରେଇବାରେ ସହାୟକ ହୋଇଥାଏ ବୋଲି ଖୁବ୍‌ କମ୍‌ ଲୋକ ଜାଣିଛନ୍ତି।

ଏହି ସମୟରେ ପାଣି ପିଇଲେ ହେବ ୧୦୩ ପ୍ରକାରର ରୋଗ

ଏହି ସମୟରେ ପାଣି ପିଇଲେ ହେବ ୧୦୩ ପ୍ରକାରର ରୋଗ

ଜଳ ଜୀବନ ବୋଲି କୁହାଯାଇଥାଏ। ଏହାର ଅଭାବରେ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେଇଥାଏ। ହେଲେ ଏହାକୁ ଯଦି ଠିକ୍‌ ସମୟରେ ଓ ଠିକ୍‌ ମାତ୍ରାରେ ପାନ କରା ନ ଯାଏ ତେବେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ତଳେ ବସି ଖାଇଲେ..

ତଳେ ବସି ଖାଇଲେ..

ଖାଇବା ଶୈଳୀ ଉପରେ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ। ଶାନ୍ତ ପରିବେଶରେ ଥଣ୍ଡା ମିଜାଜରେ ଖାଦ୍ୟ ଖାଆନ୍ତୁ। ଆଜିକାଲି ଅନେକେ ଡାଇନିଂ ଟେବୁଲ୍‌ରେ ଖାଇଥାନ୍ତି। ହେଲେ ତଳେ ବସି ଖାଇବା ମଜା ନିଆରା। ଏହାର ଅନେକ ଉପକାରୀ ଗୁଣ ରହିଛି ବୋଲି ପ୍ରକାଶ କରିଛନ୍ତି ଜାପାନର ପୁଷ୍ଟିବିଜ୍ଞାନୀମାନେ।

କେତେ ଉପକାରୀ ପାଚିଲା କଦଳୀ

କେତେ ଉପକାରୀ ପାଚିଲା କଦଳୀ

ପାଚିଲା କଦଳୀ କେବଳ ଖାଇବାକୁ ସ୍ବାଦଯୁକ୍ତ ନୁହେଁ, ଏହାର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଫାଇବରର ପ୍ରମୁଖ ଉତ୍ସ ହେଉଛି ପାଚିଲା କଦଳୀ। ଏହାକୁ ଖାଇଲେ ଭୋକଜନିତ ସମସ୍ୟା ଦୂର ହୋଇଥାଏ। ପାଚିଲା କଦଳୀ ଖାଇଲେ ତାହା ଦାନ୍ତ ଏବଂ ମାଢ଼ିକୁ ମଜଭୁତ କରେ।