Dharitri News

ରାଜ୍ୟ

ଋଣ ବୋଝ: ବିଷ ପିଇ ଜୀବନ ହାରିଲେ ବରଗଡ ଟୁକୁର୍ଲାର ଚାଷୀ

ଋଣ ବୋଝ: ବିଷ ପିଇ ଜୀବନ ହାରିଲେ ବରଗଡ ଟୁକୁର୍ଲାର ଚାଷୀ

ଭଟଲି/ବୁର୍ଲା,୨୬।୧୨(ଡି.ଏନ.ଏ.)-ଭାତହାଣ୍ଡି ଭାବେ ନାଁ କରିଥିବା ବରଗଡ଼ ଜିଲା ଏବେ ଚାଷୀ ଆତ୍ମହତ୍ୟାକୁ ନେଇ ନାଁ କରୁଛି। ଜଣକ ପରେ ଜଣେ ଚାଷୀ ଜୀବନ ହାରୁଛନ୍ତି। ମଙ୍ଗଳବାର ଏଭଳି ଏକ ଦୁଃଖଦ ଘଟଣା ଘଟଛି ବରଗଡ଼ ଜିଲା ଭଟଲି ବ୍ଲକ୍‌ ଅନ୍ତର୍ଗତ ଟୁକୁର୍ଲା ଗ୍ରାମରେ । ଗ୍ରାମର ଚାଷୀ ଗରିବ ଆଚାର୍ଯ୍ୟ ଋଣ ବୋଝ ସହି ନ ପାରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 ବିଜେଡିର ୨୦ ବର୍ଷ ପୂର୍ତ୍ତି ଅବସରରେ କ୍ୟାବିନେଟ୍‌ ନିଷ୍ପତ୍ତି

ବିଜେଡିର ୨୦ ବର୍ଷ ପୂର୍ତ୍ତି ଅବସରରେ କ୍ୟାବିନେଟ୍‌ ନିଷ୍ପତ୍ତି

ପୁରୀ ଅଫିସ, ୨୬।୧୨: ପ୍ରଥମ ଥର ପାଇଁ ରାଜ୍ୟ କ୍ୟାବିନେଟ୍‌ ବୈଠକ ରାଜଧାନୀ ବାହାରେ ପୁରୀ ସର୍କିଟ୍‌ ହାଉସଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷାର ସମୃଦ୍ଧି ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟଟନ ଓ ସଂସ୍କୃତି ବିଭାଗରୁ ସଂସ୍କୃତି ବିଭାଗକୁ ପୃଥକ୍‌ କରାଯିବ।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ, ୨୬।୧୨: ବିଜୁ ଜନତା ଦଳ ମଙ୍ଗଳବାର ୨୦ ବର୍ଷରେ ପଦାର୍ପଣ କରିଛି। ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ରଠାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୦.୪୦ରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଆଜି ବିଜେଡିକୁ ପୂରିବ ୨୦: ଶ୍ରୀକ୍ଷେତ୍ରରେ ପ୍ରସ୍ତୁତ ହେବ ଆଗାମୀ ଓଡ଼ିଶାର ରୂପରେଖ

ଆଜି ବିଜେଡିକୁ ପୂରିବ ୨୦: ଶ୍ରୀକ୍ଷେତ୍ରରେ ପ୍ରସ୍ତୁତ ହେବ ଆଗାମୀ ଓଡ଼ିଶାର ରୂପରେଖ

ପୁରୀ ଅଫିସ, ୨୫।୧୨: ଡିସେମ୍ବର୨୬ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି)କୁ ପୂରିବ ୨୦ବର୍ଷ। ଶ୍ରୀକ୍ଷେତ୍ର ମାଟିରେ ଦଳ ପାଳିବ ୨୦ବର୍ଷ ପୂର୍ତ୍ତି ତଥା ପ୍ରତିଷ୍ଠା ଦିବସ। ଏହାସହିତ ଏକ ନୂଆ ଇତିହାସ ସୃଷ୍ଟି କରିବ ବିଜେଡି।

ବିପୁଳ ଜନସମର୍ଥନ ହିଁ ସମଦୂରତ୍ୱ ନୀତିର ସଫଳତା: ମୁଖ୍ୟମନ୍ତ୍ରୀ

ବିପୁଳ ଜନସମର୍ଥନ ହିଁ ସମଦୂରତ୍ୱ ନୀତିର ସଫଳତା: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଦୀର୍ଘ ୧୮ ବର୍ଷ ଧରି କ୍ଷମତାରେ ରହିଆସିଛି ବିଜୁ ଜନତା ଦଳ(ବିଜେଡି)। ଗତ ୪ଟି ନିର୍ବାଚନରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି ବିଜେଡିର ସଭାପତି ନବୀନ ପଟ୍ଟନାୟକ। ମଙ୍ଗଳବାର ବିଜେଡି ପାଳନ କରିବାକୁ ଯାଉଛି ତା’ର ବିଂଶତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ ସହ ହୋଇଥିବା ସଂକ୍ଷିପ୍ତ ଆଳାପ।

ରାଧାରାଣୀ ଉଦ୍ଧାର

ରାଧାରାଣୀ ଉଦ୍ଧାର

ବଇଣ୍ଡା,୨୫।୧୨(ଡି.ଏନ.ଏ.): କଥାରେ ଅଛି ‘ରଖେ ହରି ମାରେ କିଏ’। ତାହା ପୁନର୍ବାର ପ୍ରମାଣିତ ହୋଇଛି ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମ୍ବୁନାଳୀ ପଞ୍ଚାୟତ ଗୋଳାସର ଗ୍ରାମରେ। ଏହି ଗ୍ରାମରେ ଏକ ଅସମ୍ପୂର୍ଣ୍ଣ ବୋର୍‌ଓ୍ବେଲ ମଧ୍ୟକୁ ସୋମବାର ଖସିପଡ଼ିଥିବା

ବଡ଼ଦିନ ଭିଡ଼ ଜମିଲାନି: ନନ୍ଦନକାନନ, ବଟାନିକାଲ୍‌ ଗାର୍ଡେନ୍‌ରେ କମିଲେ ପର୍ଯ୍ୟଟକ

ବଡ଼ଦିନ ଭିଡ଼ ଜମିଲାନି: ନନ୍ଦନକାନନ, ବଟାନିକାଲ୍‌ ଗାର୍ଡେନ୍‌ରେ କମିଲେ ପର୍ଯ୍ୟଟକ

ବାରଙ୍ଗ,୨୫।୧୨(ଡି.ଏନ୍‌.ଏ.)-ବଡ଼ଦିନରେ ଚଳିତବର୍ଷ ନନ୍ଦନକାନନରେ ସେତେଟା ଭିଡ଼ ଦେଖିବାକୁ ମିଳି ନ ଥିଲା। ବଡ଼ଦିନ ପାଇଁ ସୋମବାର ପ୍ରାଣୀ ଉଦ୍ୟାନକୁ ଖୋଲା ରଖାଯାଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା କିନ୍ତୁ ଯଥେଷ୍ଟ କମ୍‌ ରହିଥିଲା।

ବିଜେଡିକୁ ଶ୍ରୀକାନ୍ତଙ୍କ ସମାଲୋଚନା

ବିଜେଡିକୁ ଶ୍ରୀକାନ୍ତଙ୍କ ସମାଲୋଚନା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ସେମାବାର ରାଜଧାନୀସ୍ଥିତ ନିଜ ବାସଭବନରେ ବଡ଼ଦିନ ଉପଲକ୍ଷେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ମାନସିକ ପୂରଣ ପାଇଁ ବେକ କାଟିଲେ ଯୁବକ

ମାନସିକ ପୂରଣ ପାଇଁ ବେକ କାଟିଲେ ଯୁବକ

ରଣପୁର, ୨୪।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ସମୁକସାହିରେ ଥିବା ବାବା ସ୍ବପ୍ନେଶ

ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଯାଜପୁର ଅଫିସ, ୨୪।୧୨: ପାଣିକୋଇଲି-ରାଜାମୁଣ୍ଡା ୨୧୫ ନଂ ଜାତୀୟ ରାଜପଥର ବ୍ୟାସନଗର ନିକଟ

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବନାହିଁ :ମୁଖ୍ୟମନ୍ତ୍ରୀ

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବନାହିଁ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରେ ଏବେ ସଂପ୍ରସାରଣ କରିବାର ଆବଶ୍ୟକ

ଦାମୋଦରଙ୍କ ସଙ୍କଟ ବଢ଼ିଲା

ଦାମୋଦରଙ୍କ ସଙ୍କଟ ବଢ଼ିଲା

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ମନ୍ତ୍ରିମଣ୍ଡଳରୁ ବିଦା କରିବାର ଠିକ୍‌ ୨୪ ଘଣ୍ଟା ପରେ ଦାମ

ଠିକା ନର୍ସଙ୍କୁ ସରକାରଙ୍କ ଚେତାବନୀ

ଠିକା ନର୍ସଙ୍କୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ଷଷ୍ଠ ଦିନରେ ପହଞ୍ଚିଛି ଠିକା ନର୍ସମାନଙ୍କ କାର୍ଯ୍ୟବନ୍ଦ

ଇଶାନ ପାତ୍ର ହେଲେ ରେଭେନ୍‌ଶା କୁଳପତି

ଇଶାନ ପାତ୍ର ହେଲେ ରେଭେନ୍‌ଶା କୁଳପତି

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ବିଶିଷ୍ଟ ଜୈବ ବିଜ୍ଞାନୀ ଡକ୍ଟର ଇଶାନ ପାତ୍ରଙ୍କୁ ରେଭେନ୍

ମାଓବାଦୀ ନେତା ବେଣୁଙ୍କ ଅଡିଓ ଟେପ ଜାରି

ମାଓବାଦୀ ନେତା ବେଣୁଙ୍କ ଅଡିଓ ଟେପ ଜାରି

ମାଲକାନଗିର,୨୩।୧୨(ଡି.ଏନ୍‌.ଏ)- ମାଓବାଦୀ ନେତା ବେଣୁଙ୍କ ଅଡିଓ ଟେପ ଜାରି ହୋଇଛି। ମାଲକାନ

ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ନାହିଁ: ମୁଖ୍ୟମନ୍ତ୍ରୀ

ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ

ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୩୧୨(ଡି.ଏନ.ଏ.): ତେଲେଙ୍ଗାନା ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା

ବୀରେନ୍ଦ୍ର ବାବାଙ୍କ ଭୁବନେଶ୍ୱର ଆଶ୍ରମରେ ଚଢ଼ାଉ

ବୀରେନ୍ଦ୍ର ବାବାଙ୍କ ଭୁବନେଶ୍ୱର ଆଶ୍ରମରେ ଚଢ଼ାଉ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ)- ଆଧ୍ୟାତ୍ମିକ ଜ୍ଞାନ ଦେବା ନଁାରେ ଦିଲ୍ଲୀରେ ଯୁବତୀ ଏବଂ ନା

ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(ବ୍ୟୁରୋ), ୨୨।୧୨: ବରିଷ୍ଠ ଭାଜପା ନେତା ତଥା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବ

କେନ୍ଦ୍ରାପଡ଼ା ଜିଲା ଭାଜପାରେ ଅସନ୍ତୋଷ ତେଜିଲା

କେନ୍ଦ୍ରାପଡ଼ା ଜିଲା ଭାଜପାରେ ଅସନ୍ତୋଷ ତେଜିଲା

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ, ୨୨।୧୨: କେନ୍ଦ୍ରାପଡ଼ା ଜିଲା ପାଟପୁରାର ଗର

ବିଭିନ୍ନ ଦାବି ନେଇ ଭାଜପାକର୍ମୀଙ୍କ ବିକ୍ଷୋଭ

ବିଭିନ୍ନ ଦାବି ନେଇ ଭାଜପାକର୍ମୀଙ୍କ ବିକ୍ଷୋଭ

ପୁରୀ ଅଫିସ, ୨୨।୧୨: ବିଭିନ୍ନ ଦାବି ନେଇ ୨ ହଜାରରୁ ଊର୍ଦ୍ଧ୍ୱ ଭାଜପା କର୍ମୀ ଶୁକ୍ରବାର ମଧ

ବାରବାଟୀ ଭିଭିଆଇପି ସିଟ୍‌ରେ ଶୁଭଙ୍କର ଘଟଣା: ତଦନ୍ତ ଦାବି

ବାରବାଟୀ ଭିଭିଆଇପି ସିଟ୍‌ରେ ଶୁଭଙ୍କର ଘଟଣା: ତଦନ୍ତ ଦାବି

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ବାରବାଟୀ ଷ୍ଟାଡିୟମ୍‌ରେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ

ପିସିସି: ନୀରବତା ଭାଙ୍ଗୁନାହାନ୍ତି ରାହୁଲ

ପିସିସି: ନୀରବତା ଭାଙ୍ଗୁନାହାନ୍ତି ରାହୁଲ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଗୁଜରାଟ ବିଧାନସଭା ଫଳାଫଳ ପରେ ସର୍ବଭାରତୀୟ କଂଗ୍ରେସ ଶିବି

ହାତୀ ଭାଙ୍ଗିଲେ ଘର, କାନ୍ଥ ପଡ଼ି ବୃଦ୍ଧ ମୃତ

ହାତୀ ଭାଙ୍ଗିଲେ ଘର, କାନ୍ଥ ପଡ଼ି ବୃଦ୍ଧ ମୃତ

ମୋରଡ଼ା, ୨୨।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ର