ଜାତୀୟ |

ପାକିସ୍ତାନ ଉପରେ ଆକ୍ରମଣ ହୋଇପାରେ ମୋଦିଙ୍କ ଜୀବନର ସବୁଠୁ ବଡ ଭୁଲ୍‌: ମୁଶାରଫ

ପାକିସ୍ତାନ ଉପରେ ଆକ୍ରମଣ ହୋଇପାରେ ମୋଦିଙ୍କ ଜୀବନର ସବୁଠୁ ବଡ ଭୁଲ୍‌: ମୁଶାରଫ

ଇସଲମାବାଦ/ନୂଆଦିଲ୍ଲୀ, ୨୦।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ। ଏହି ଆକ୍ରମଣ ଅତ୍ୟନ୍ତ ଅଭାବନୀୟ ଥିଲା ବୋଲି ସେ କହିଛନ୍ତି। କିନ୍ତୁ ଏଥିରେ ପାକିସ୍ତାନ ସରକାରଙ୍କ କୌଣସି ଭୂମିକା ନାହିଁ। ଏହି ଘଟଣାରେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାର ନିଷ୍ପତ୍ତି ନିଏ ତେବେ ଏହା ନରେନ୍ଦ୍ର ମୋଦିଙ୍କ ଜୀବନର ସବୁଠୁ ବଡ ଭୁଲ୍‌ ନିଷ୍ପତ୍ତି ହେବ ବୋଲି ମୁଶାରଫ କହିଛନ୍ତି। ପୁଲଓ୍ବାମା ଆକ୍ରମଣରେ ଜୈଶ-ଇ-ଅହମ୍ମଦର ହାତ ରହିଛି। ଏଥିରେ ଇମ୍ରାନଙ୍କୁ କାହଁିକି ଦାୟୀ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଜୈଶ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍‌ ବୋଲି ସେ କହିଛନ୍ତି।

All Right Reserved By

ଜାତୀୟ |

ପିଏମ୍‌ ମୋଦିଙ୍କ ବାୟୋପିକ୍‌: ଜାଭେଦ ଅଖତର ପରେ ଏହି ଗୀତିକାର ଆଣିଲେ ଅଭିଯୋଗ

ପିଏମ୍‌ ମୋଦିଙ୍କ ବାୟୋପିକ୍‌: ଜାଭେଦ ଅଖତର ପରେ ଏହି ଗୀତିକାର ଆଣିଲେ ଅଭିଯୋଗ

ମୁମ୍ବାଇ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ଚର୍ଚ୍ଚାରେ ରହିଛି। ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ହୋଲିରେ ରିଲିଜ୍‌ ହୋଇସାରିଛି। ଟ୍ରେଲର ରିଲିଜ୍‌ ପରେ ସବୁ ମହଲରୁ ବହୁ ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳିଛି। 

ନିଜ ଲୋଗୋରୁ କଂଗ୍ରେସ ଶବ୍ଦ ହଟାଇଲା ଟିଏମ୍‌ସି

ନିଜ ଲୋଗୋରୁ କଂଗ୍ରେସ ଶବ୍ଦ ହଟାଇଲା ଟିଏମ୍‌ସି

ନୂଆଦିଲ୍ଲୀ,୨୩।୩: କଂଗ୍ରେସ ଦଳରୁ ଅଲଗା ହେବାର ୨୧ ବର୍ଷ ପରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳର ଲୋଗୋରୁ କଂଗ୍ରେସ ଶବ୍ଦକୁ ହଟାଇ ଦିଆଯାଇଛି। ଦଳର ଲୋଗୋରେ ତୃଣମୂଳ କଂଗ୍ରେସ ବଦଳରେ କେବଳ ତୃଣମୂଳ ରଖାଯାଇଛି। 

ଜୟାଲଳିଥାଙ୍କ ବାୟୋପିକ୍‌ରେ କଙ୍ଗନା

ଜୟାଲଳିଥାଙ୍କ ବାୟୋପିକ୍‌ରେ କଙ୍ଗନା

ମୁମ୍ବାଇ,୨୩।୩: ବଲିଉଡ୍‌ରେ ଏବେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ। ନିକଟରେ ଏଥିରେ ସାମିଲ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ତେବେ ଖୁବ୍‌ଶୀଘ୍ର ଏହିକ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଳିଥାଙ୍କ ବାୟୋପିକ୍‌। ଟ୍ରେଡ୍‌ ଆନାଲିସିଷ୍ଟ ତରୁଣ ଆଦର୍ଶ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ମହଙ୍ଗା ପଡିଲା ଅଖିଳେଶ-ମାୟାବତୀଙ୍କ ଫଟୋ ପୋଡିବା: ଭାଜପା ନେତାଙ୍କ ବିରୋଧରେ ମାମଲା ରୁଜୁ

ମହଙ୍ଗା ପଡିଲା ଅଖିଳେଶ-ମାୟାବତୀଙ୍କ ଫଟୋ ପୋଡିବା: ଭାଜପା ନେତାଙ୍କ ବିରୋଧରେ ମାମଲା ରୁଜୁ

ବାରବାଙ୍କୀ,୨୩।୩: ହୋଲିକା ଦହନରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମାୟାବତୀଙ୍କ ଫଟୋ ପୋଡିବା ମାମଲାରେ ଭାଜପା ନେତାଙ୍କ ବିରୋଧରେ ଶନିବାର ମାମଲା ରୁଜୁ କରାଯାଇଛି। 

ଶପଥ ନେଲେ ଦେଶର ପ୍ରଥମ ଲୋକପାଳ

ଶପଥ ନେଲେ ଦେଶର ପ୍ରଥମ ଲୋକପାଳ

ନୂଆଦିଲ୍ଲୀ, ୨୩।୩: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଇଛନ୍ତି।

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ: ପ୍ରଚାର କରିବେ ଯୋଗୀ

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ: ପ୍ରଚାର କରିବେ ଯୋଗୀ

ଲକ୍ଷ୍ନୌ,୨୩।୩: ଭାଜପା ପକ୍ଷରୁ ଗୁରୁବାର ସାରା ଦେଶର ୧୮୪ ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଏଥିରେ ଉତ୍ତର ପ୍ରଦେଶର ମଥୁରାରୁ ଅଭିନେତ୍ରୀରୁ ନେତ୍ରୀ ବନିଥିବା ହେମାମାଳିନୀଙ୍କ ନାଁ ଥିବା ଜଣାପଡିଛି। 

ଟୁଇଟରରେ ଶହୀଦଙ୍କ ତାରିଖ ଭୁଲ ଲେଖି ଟ୍ରୋଲ ହେଲା କଂଗ୍ରେସ

ଟୁଇଟରରେ ଶହୀଦଙ୍କ ତାରିଖ ଭୁଲ ଲେଖି ଟ୍ରୋଲ ହେଲା କଂଗ୍ରେସ

ନୁଆଦିଲ୍ଲୀ,୨୩।୩: ଶହୀଦ ଦିବସ ଅବସରରେ କଂଗ୍ରେସର ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି। ଟୁଇଟରେ ଭଗତ ସିଂହ, ରାଜଗୁରୁ, ସୁଖଦେବଙ୍କ ଫାଶୀ ଦିଆଯିବାର ତାରିଖ ଭୁଲ ଲେଖାଯାଇଛି।

ଶତ୍ରୁଘ୍ନ ନୁହେଁ ଏଥର ପାଟନା ସାହିବରୁ ଲଢ଼ିବେ ରବିଶଙ୍କର

ଶତ୍ରୁଘ୍ନ ନୁହେଁ ଏଥର ପାଟନା ସାହିବରୁ ଲଢ଼ିବେ ରବିଶଙ୍କର

ନୂଆଦିଲ୍ଲୀ,୨୩।୩: ଅଭିନେତାରୁ ରାଜନେତା ହୋଇଥିବା ଭାଜପାର ପୂର୍ବତନ ନେତା ଶତ୍ରୁଘ୍ନ ସିହ୍ନା କିଛିଦିନ ହେବ ଭାଜପା ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଲୋଚନା ହେଉଥିଲା କି ଏଥର ଭାଜପା ପକ୍ଷରୁ ତାଙ୍କୁ ଟିକେଟ ମିଳି ନ ପାରେ। 

ଝିମିଟି ଖେଳରୁ ମହାଭାରତ: ପାକିସ୍ତାନ ଚାଲିଯିବାକୁ କହି ଘରେ ପଶି ମାଡ ମାରିଲେ ଦୁର୍ବୃତ୍ତ

ଝିମିଟି ଖେଳରୁ ମହାଭାରତ: ପାକିସ୍ତାନ ଚାଲିଯିବାକୁ କହି ଘରେ ପଶି ମାଡ ମାରିଲେ ଦୁର୍ବୃତ୍ତ

ଗୁରଗାଁଓ,୨୩।୩:  ସାରା ଦେଶ ହୋଲି ଉତ୍ସବ ପାଳନ କରୁଥିବା ବେଳେ ହରିଆଣା ଗୁଡଗାଁଓରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। 

ପାକିସ୍ତାନ ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି: ଇମ୍ରାନ

ପାକିସ୍ତାନ ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି: ଇମ୍ରାନ

ନୂଆଦିଲ୍ଲୀ/ଇସଲାମାମବାଦ,୨୩।୩: ପାକସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଟୁଇଟ୍‌ ଦାବି କରିଛନ୍ତି କି ପାକିସ୍ତାନର ଜାତୀୟ ଦିବସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। 

ମୋଦିଙ୍କୁ ହିଟ୍‌ଲର କହିଲେ କେଜରିଓ୍ବାଲ

ମୋଦିଙ୍କୁ ହିଟ୍‌ଲର କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୩।୩: ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଆଣୁଛନ୍ତି ବିଭିନ୍ନ ଦଳ। ଗତକାଲି ଦିଲ୍ଲୀର ଗୁରୁଗ୍ରାମରେ ଗୋଟିଏ ମୁସଲିମ ପରିବାରର ମହିଳାଙ୍କୁ କେତେଜଣ ବ୍ୟକ୍ତି ମାଡ ମାରିବାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। 

ବିଧାନସଭା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪

ବିଧାନସଭା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୩: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଧାନସଭା ପାଇଁ  ଶୁକ୍ରବାର ୫୪ ଜଣଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ ମିଳିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା