ଫୁରସତ |

ଯେଉଁ ସ୍କୁଲରେ ଝିଅଙ୍କ ପାଠପଢା ସହ କରାଯାଏ ବିବାହ

ଯେଉଁ ସ୍କୁଲରେ ଝିଅଙ୍କ ପାଠପଢା ସହ କରାଯାଏ ବିବାହ

ସ୍କୁଲରେ କେବଳ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ହେଲେ ଗୁଜରାଟର ଅହମ୍ମଦାବଦରେ ରହିଛି ଏମିତି ଏକ ସ୍କୁଲ ଯେଉଁଠି ପାଠପଢା ସହ ଝିଅମାନଙ୍କର ବିବାହ କରାଯାଏ। ବିଶ୍ୱର ଏହା ଏକମାତ୍ର ଏମିତି ସ୍କୁଲ ଯିଏ ପାଠପଢା ସହ ବିବାହ କରିବାର ଦାୟିତ୍ୱ ବହନ କରିଛି। ଏଠାରେ କେବଳ ଦିବ୍ୟାଙ୍ଗ ଝିଅମାନଙ୍କୁ ଶିକ୍ଷା ଦିଆଯାଇଥାଏ। ତା’ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ମଧ୍ୟ ଶିକ୍ଷା ଦିଆଯାଇଥାଏ। ଯେତେବେଳେ ସେମାନେ ଆତ୍ମନିର୍ଭରଶୀଳ ହୋଇଯାଆନ୍ତି ଏବଂ ସେମାନଙ୍କର ବିବାହ ବୟସ ହୋଇଯାଏ ସେତେବେଳେ ସେମାନଙ୍କ ପାଇଁ ଉଚିତ୍‌ ବରପାତ୍ର ଖୋଜି ସେମାନଙ୍କୁ ବିବାହ କରାଇ ଦିଆଯାଏ। ତଥ୍ୟ ଅନୁଯାୟୀ, ୧୯୫୪ରେ ନୀଳକାନ୍ତ ରାୟ ଛତ୍ରପତି ୧୦ହଜାର ଟଙ୍କାରେ ପ୍ରଥମେ ଏହି ସ୍କୁଲ ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏଥିରେ ୪ ଦିବ୍ୟାଙ୍ଗ ବାଳିକା ନାମ ଲେଖାଇଥିଲେ। ଏବେ ଏହି ସ୍କୁଲ ‘ଅନ୍ଧ କନ୍ୟା ପ୍ରକାଶ ଗୃହ’ ନାମକ ଏକ ବେସରକାରୀ ସଙ୍ଗଠନ ଦ୍ୱାରା ପରିଚାଳିତ ହେଉଛି। ଏଠାରେ ଏବେ ଶହଶହ ଦିଦ୍ୟାଙ୍ଗ ବାଳିକାଙ୍କୁ ଶିକ୍ଷା ଦାନ, ଆତ୍ମନିର୍ଭରଶୀଳ କରିବା ସହ ବିବାହ ମଧ୍ୟ କରିଦିଆଯାଉଛି। 

All Right Reserved By

ଫୁରସତ |

ହୋଟେଲ୍‌ ଯିବା ପାଇଁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ

ହୋଟେଲ୍‌ ଯିବା ପାଇଁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ

ଚାଇନାର ୟେଲୋ ମାଉଣ୍ଟେନ୍‌ରେ ରହିଛି ଏକ ହୋଟେଲ୍‌। ହୋଟେଲ୍‌କୁ ଯିବା ପାଇଁ ୬୦ ହଜାର ପାହାଚ ଚଢ଼ିବାକୁ ପଡ଼େ। ୪ ମହଲା ବିଶିଷ୍ଟ ଏହି ହୋଟେଲ୍‌ ନାମ ହେଉଛି ଜେଡ୍‌ ସ୍କ୍ରିନ୍‌। ହୋଟେଲ୍‌ଟି ସମୁଦ୍ର ପତ୍ତନଠାରୁ ୧୮ଶହ ୩୦ମିଟର ଉଚ୍ଚରେ ରହିଛି।

ଗଛରେ ଲଟକି ରହିଛି ପେନ୍ଥା ପେନ୍ଥା ଟଙ୍କା

ଗଛରେ ଲଟକି ରହିଛି ପେନ୍ଥା ପେନ୍ଥା ଟଙ୍କା

ଦୁନିଆର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଆଇନ ତଥା ସାମାଜିକ ପରମ୍ପରା ପ୍ରଚଳିତ। ବ୍ରିଟେନ୍‌ର  ସ୍କଟିଶ୍‌ ଦ୍ୱୀପରେ ରହିଛି ଏକ ଗଛ। ଏହା କୌଣସି ସାଧାରଣ ଗଛ ନୁହେଁ। ଗଛରେ ଲଟକି ରହିଛି ପେନ୍ଥା ପେନ୍ଥା ଟଙ୍କା। 

ସେଲ୍‌ଫି ନେବାର ଅଜବ ନିଶା

ସେଲ୍‌ଫି ନେବାର ଅଜବ ନିଶା

ଆଜିକାଲି ସେଲ୍‌ଫି ନିଶା ପ୍ରାୟ ସମସ୍ତଙ୍କୁ ଘାରିଛି। କିଏ ଛାତରେ ଚଢ଼ି ସେଲ୍‌ଫି ନେଉଛି ତ କିଏ ଚଳନ୍ତା ଟ୍ରେନ୍‌ ଉପରେ ଆଉ କିଏ ଗଛ ଉପରେ। ମାତ୍ର ଆଜି ଏମିତି ଜଣେ ଯୁବତୀଙ୍କ ସେଲ୍‌ଫି ନେବା ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

ନିଜ କ୍ଷୀର ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି ମହିଳା

ନିଜ କ୍ଷୀର ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି ମହିଳା

ଗାଈ କିମ୍ବା ଅନ୍ୟ ଗୃହପାଳିତ ପଶୁଙ୍କର କ୍ଷୀର ପ୍ରାୟତଃ ବିକ୍ରି ହୋଇଥାଏ। ତେବେ ସାଇପ୍ରସ୍‌ରେ ଜଣେ ମହିଳା ଅନ୍‌ଲାଇନ୍‌ରେ ନିଜ କ୍ଷୀର ବିକ୍ରି କରି ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

ରାତିକ ପାଇଁ ବୟଫ୍ରେଣ୍ଡ୍‌ ମିଳନ୍ତି ଭଡ଼ାରେ

ରାତିକ ପାଇଁ ବୟଫ୍ରେଣ୍ଡ୍‌ ମିଳନ୍ତି ଭଡ଼ାରେ

ଦୁନିଆର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଆଇନ ତଥା ସାମାଜିକ ପରମ୍ପରା ପ୍ରଚଳିତ। ଚାଇନାରେ ଝିଅମାନଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ପରେ ବିବାହ ହୋଇ ନ ପାରିଲେ ତାଙ୍କୁ କଳଙ୍କିନୀ କୁହାଯାଇଥାଏ। ଚାଇନା ଭାଷାରେ ତାଙ୍କୁ ‘ଶୋଗ୍‌ ନୁ’ କୁହାଯାଇଥାଏ। 

ଯେଉଁଠି କେବଳ ମହିଳା ଖେଳନ୍ତି ହୋଲି

ଯେଉଁଠି କେବଳ ମହିଳା ଖେଳନ୍ତି ହୋଲି

ଉତ୍ତର ପ୍ରଦେଶ ବୁଲେନ୍ଦଖଣ୍ଡର ହମିରପୁର ଅନ୍ତର୍ଗତ କୁଣ୍ଡରା ଗାଁରେ କେବଳ ମହିଳାମାନେ ହୋଲି ଖେଳିବାର ପରମ୍ପରା ରହିଛି। ଏଠାରେ ପୁରୁଷଙ୍କ ହୋଲି ଖେଳ ଉପରେ ଲାଗିଛି ପ୍ରତିବନ୍ଧକ। 

ଯେଉଁଠି ହୋଲିର ନାଁ ଶୁଣିଲେ ଡରି ଯାଆନ୍ତି ଲୋକେ

ଯେଉଁଠି ହୋଲିର ନାଁ ଶୁଣିଲେ ଡରି ଯାଆନ୍ତି ଲୋକେ

ରଙ୍ଗର ପର୍ବ ହୋଲି ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢଙ୍ଗରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ହେଲେ ଗୁଜରାଟର ଏମିତି ଏକ ଗାଁ ଅଛି ଯେଉଁଠାରେ ଦୀର୍ଘ ୨ଶହ ବର୍ଷ ହେବ ହୋଲି ଖେଳାଯାଇ ନ ଥିବା କୁହାଯାଏ। 

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ଲଙ୍ଗ ବିଚ୍‌,୨୧।୩: ମା’ସବୁବେଳେ ନିଜ ଛୁଆର ମଙ୍ଗଳ ଚିନ୍ତା କରିଥାଏ। ସବୁ ବାଧା ବିଘ୍ନରୁ ଦୂରେଇ ନିଜ ପଣତକାନିରେ ଲୁଚେଇ ରଖିଥାଏ। ହେଲେ ଏମିତି ବି ମା’ଥାନ୍ତି ଯାହାଙ୍କ କଥା ଶୁଣିଲେ ଯେ କେହିବି ବିଚଳିତ ହୋଇଯିବେ।

ଖୋଲିଲା ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ : ପ୍ରଥମ ଦିନରେ ୭ ହଜାର ଟେବୁଲ ବୁକ୍‌

ଖୋଲିଲା ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ : ପ୍ରଥମ ଦିନରେ ୭ ହଜାର ଟେବୁଲ ବୁକ୍‌

ବିଶ୍ୱର ପ୍ରଥମ ତଥା ସବୁଠୁ ବଡ଼ ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ ବୁଧବାର ଉତ୍ତର ୟୁରୋପର ନରଓ୍ବେରେ ଖୋଲିଛି। ଏହାର ଲମ୍ବ ୪୦ ମିଟର ଏବଂ ଚଉଡ଼ା ୫ ମିଟର। ରେଷ୍ଟୁରାଣ୍ଟର ପାଚେରୀ କାଚରେ ତିଆରି ହୋଇଛି

ସୌଭାଗ୍ୟ ପାଇଁ ହୋଲିରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଜିନିଷ...

ସୌଭାଗ୍ୟ ପାଇଁ ହୋଲିରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଜିନିଷ...

କିନ୍ନରଙ୍କୁ ତୃତୀୟ ଲିଙ୍ଗ ଭାବେ ଗ୍ରହଣ କରାଯାଇଥାଏ। ଏମାନଙ୍କର ସୃଷ୍ଟି ଅବିକଶିତ ଭ୍ରୂଣରୁ ହୋଇଥାଏ। ଏଭଳି ଭ୍ରୂଣରେ ଏକ୍ସ ଓ ଓ୍ବାଇ କ୍ରୋମୋଜମ୍‌ ମଧ୍ୟରେ ସମନ୍ବୟ ରହି ନ ଥାଏ। 

ହୋଲିରେ ଏସବୁ ରାଶିଙ୍କ ପାଇଁ ହେବ ଧନ ବର୍ଷା; ପ୍ରେମରେ ମିଳିିବ ସଫଳତା...

ହୋଲିରେ ଏସବୁ ରାଶିଙ୍କ ପାଇଁ ହେବ ଧନ ବର୍ଷା; ପ୍ରେମରେ ମିଳିିବ ସଫଳତା...

ରଙ୍ଗର ପର୍ବ ହୋଲିକୁ ପାଳନ କରିବାକୁ ସଭିଏଁ ବେଶ୍‌ ଉତ୍ସୁକତାର ସହିତ ଅପକ୍ଷା କରିଛନ୍ତି। ହୋଲି କେଉଁ କେଉଁ ରାଶି ପାଇଁ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା...

ଯେଉଁଠି ରଙ୍ଗ ନୁହେଁ ପଚା ଅଣ୍ଡାରେ ଖେଳାଯାଏ ହୋଲି

ଯେଉଁଠି ରଙ୍ଗ ନୁହେଁ ପଚା ଅଣ୍ଡାରେ ଖେଳାଯାଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସୁକତାର ସହ  ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର ଲଗାଇ ପାଳନ କରୁଥିବା ବେଳେ ଅନ୍ୟଦେଶରେ ଭିନ୍ନ ନାମ ଓ ରୂପେ ପାଳନ କରାଯାଏ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା