ମେଟ୍ରୋ |

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଭୁବନେଶ୍ୱର,୧୯-୨: ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ)ପକ୍ଷରୁ ବାର୍ଷିକ ବୁଟ୍‌ କ୍ୟାମ୍ପ-୨୦୧୯ ଅନୁଷ୍ଠିତ ହେଉଛି। ଜିଲାସ୍ତରରେ ୧୦ଟି ଜୋନ୍‌ରେ ଏହା ପାଳନ କରାଯାଉଛି। କଟକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଟକ, ଜଗତ୍‌ସିଂହପୁର,ଯାଜପୁର ଏବଂ କେନ୍ଦ୍ରାପଡା ଜିଲାର ସଂଯୋଜକଙ୍କ ସମେତ ସ୍ବୀକୃତିପ୍ରାପ୍ତ କେନ୍ଦ୍ର ପରିଚାଳକ ଯୋଗ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ ଭଳି ସ୍ଥାନରେ ଆୟୋଜନ ହୋଇଥିବା ବେଳେ ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଓକେସିଏଲ୍‌ର ବିଭିନ୍ନ ପ୍ରଡକ୍ଟ ଉପରେ ଏଠାରେ ବିଭିନ୍ନ ଆଲୋଚନା ସହ ଡିଜିଟାଲ ସାକ୍ଷରତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। 

All Right Reserved By

ମେଟ୍ରୋ |

ସି.ଭି. ରମଣ କଲେଜରେ ହୋଲି ପାଳିଲେ ବିଦେଶୀ ଛାତ୍ରୀଛାତ୍ର

ସି.ଭି. ରମଣ କଲେଜରେ ହୋଲି ପାଳିଲେ ବିଦେଶୀ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୬।୩(ବ୍ୟୁରୋ): ସି.ଭି. ରମଣ କଲେଜ ପରିସରରେ ବିଦେଶୀ ଛାତ୍ରୀଛାତ୍ର ଓ ଅଧ୍ୟାପକ ହୋଲି ଉତ୍ସବକୁ ଆଡ଼ମ୍ବର ସହ ପାଳନ କରିଛନ୍ତି। ସୁଦୂର ସିରିଆ, ବାଂଲାଦେଶ ଓ ନେପାଳରୁ ଆସି ଏଠାରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ହୋଲି ଉତ୍ସବ ରଖାଯାଇଥିଲା। 

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ଭୁବନେଶ୍ୱର,୨୬ା୩:ରାଜ୍ୟର ସବୁ ଗଁାକୁ ପକ୍କା ରାସ୍ତା ସଂଯୋଗ କରିବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜୁ ଜନତା ଦଳ (ବିଜେଡି) ପ୍ରତିଶ୍ରୁତି ଦେଇଥିଲା। ଶାସନର ଚତୁର୍ଥ ପାଳି ଶେଷ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ ବୋଲି କୁହାଯାଇଥିଲେ ହେଁ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।

ରାସ୍ତାପାର୍ଶ୍ୱରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ:   ପ୍ରତିବାଦ କରିବାରୁ କ୍ଲବ୍‌ ସଦସ୍ୟଙ୍କୁ ଖଣ୍ଡାରେ ହାଣିଲେ, ବୋମା ପକାଇଲେ, ପୋଲିସ ପୁଅ ସମ୍ପୃକ୍ତ

ରାସ୍ତାପାର୍ଶ୍ୱରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ: ପ୍ରତିବାଦ କରିବାରୁ କ୍ଲବ୍‌ ସଦସ୍ୟଙ୍କୁ ଖଣ୍ଡାରେ ହାଣିଲେ, ବୋମା ପକାଇଲେ, ପୋଲିସ ପୁଅ ସମ୍ପୃକ୍ତ

ଭୁବନେଶ୍ୱର,୨୬ା୩ (ବ୍ୟୁରୋ)- ରାସ୍ତାପାର୍ଶ୍ୱରେ ସର୍ବ ସମ୍ମୁଖରେ ଚାଲିଥିଲା ପ୍ରେମୀଯୁଗଳଙ୍କ ରୋମାନ୍ସ। ପ୍ରତିବାଦ କରିବାରୁ ଘଟିଛି ଲଙ୍କାକାଣ୍ଡ। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ  ନୟାପଲ୍ଲୀ ୟୁନିଟ୍‌ କ୍ଲବ୍‌ର ୨ଜଣ ଯୁବକ ଆହତ ହୋଇଛନ୍ତି।

ଡ୍ରେନ ଉପରୁ ନବଜାତ ଶିଶୁପୁତ୍ର ଉଦ୍ଧାର:  ଭେଣ୍ଟିଲେଟର ନ ଥିବା କହି ରେଫର କରିଦେଲେ ଡାକ୍ତର

ଡ୍ରେନ ଉପରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଭେଣ୍ଟିଲେଟର ନ ଥିବା କହି ରେଫର କରିଦେଲେ ଡାକ୍ତର

ଭୁବନେଶ୍ୱର,୨୬ା୩ (ବ୍ୟୁରୋ)- କ୍ୟାପିଟାଲ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ବସ୍ତିର ଏକ ଡ୍ରେନ ଉପରୁ ସୋମବାର ଭୋର୍‌ ସମୟରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। 

ଟିକେଟ୍‌ ମୋହରେ ପିତା:ପୁତ୍ର ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ

ଟିକେଟ୍‌ ମୋହରେ ପିତା:ପୁତ୍ର ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ

ଭୁବନେଶ୍ୱର,୨୬।୩(ବ୍ୟୁରୋ):ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୮ ଏବଂ ଏପ୍ରିଲ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶିତ ହେବ। 

୨ ବିଧାନସଭା ଆସନ ପାଇଁ ପ୍ରକାଶ ପାଇଲା ବିଜେଡି ପ୍ରାର୍ଥୀ ତାଲିକା

୨ ବିଧାନସଭା ଆସନ ପାଇଁ ପ୍ରକାଶ ପାଇଲା ବିଜେଡି ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୫।୩(ବ୍ୟୁରେ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେଡି ପକ୍ଷରୁ ଫୁଲବାଣୀ ଓ ବୀରମିତ୍ରପୁର ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

୭ ବେଆଇନ ପଥର, ବାଲି ବୋଝେଇ ଗାଡ଼ି ଜବତ  ୮୨ ହଜାର ଟଙ୍କା ଜରିମାନା ଆଦାୟ

୭ ବେଆଇନ ପଥର, ବାଲି ବୋଝେଇ ଗାଡ଼ି ଜବତ ୮୨ ହଜାର ଟଙ୍କା ଜରିମାନା ଆଦାୟ

ମାହାଙ୍ଗା,୨୫ା୩(ସ୍ବ.ପ୍ର.): ମାହାଙ୍ଗା ତହସିଲ ପକ୍ଷରୁ ସୋମବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭ଟି ବେଆଇନ ପଥର ଓ ବାଲିବୋଝେଇ ଗାଡି ଜବତ କରାଯାଇଛି। 

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର:  ହତ୍ୟା ସନ୍ଦେହରେ ଶାଶୁ, ଶ୍ୱଶୁର, ସ୍ତ୍ରୀଙ୍କୁ ପୋଲିସର ପଚରା ଉଚରା

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହରେ ଶାଶୁ, ଶ୍ୱଶୁର, ସ୍ତ୍ରୀଙ୍କୁ ପୋଲିସର ପଚରା ଉଚରା

ତିଗିରିଆ,୨୫ା୩(ଡି.ଏନ.ଏ.): ତିଗିରିଆ ଥାନା ଅଧୀନ କଳିବିର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

ବଦଳିଲେ କଂଗ୍ରେସର ୨ ପ୍ରାର୍ଥୀ

ବଦଳିଲେ କଂଗ୍ରେସର ୨ ପ୍ରାର୍ଥୀ

ଭୁବନେଶ୍ୱର,୨୫।୩(ବ୍ୟୁରେ): କଂଗ୍ରେସ ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ୪ ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛିି। 

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ସହରର ହଡାଛକ ଠାରୁ ବରୁଣେଇ ସାହି ରାସ୍ତାର ଗୋପିନାଥ ମନ୍ଦିର ସମ୍ମୁଖରେ ଗୋଡି ଓ ଲୁହା ରଡ ଗଦା ହୋଇଛି। 

ପାନଦୋକାନ ଜାଳିଦେଲେ ଦୁର୍ବୃତ୍ତ

ପାନଦୋକାନ ଜାଳିଦେଲେ ଦୁର୍ବୃତ୍ତ

ବାଲିଅନ୍ତା, ୨୫।୩: ବାଲିଅନ୍ତା ଥାନା ଅଧୀନ ଅଟଳାଗଡ଼ା ନିକଟ ପୁରୀ ମୁଖ୍ୟ କେନାଲ ବାମ ପାର୍ଶ୍ୱରେ ଥିବା ଏକ ପାନଦୋକାନକୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। 

ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

କଟକରୋଡ, ୨୫।୩(ଡି.ଏନ୍‌.ଏ.): ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରବିବାର ରାତିରେ ବଡ଼ଗଡ଼ ପୋଲିସ ଗିରଫ କରିଛି। 


Model This Week

ରଶ୍ମି
Why Dharitri