ସମ୍ବଲପୁର

‘ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ କୃଷକ’

ରାଉରକେଲା ଅଫିସ,୧୮ା ୨-ବିଜେଡି ସରକାର କୃଷକଙ୍କ ସମସ୍ୟାର ସମାଧାନ ପାଇଁ କେବେ ଆଗ୍ରହ ପ୍ରକାଶ କରି ନାହଁାନ୍ତି। ଏଥିପାଇଁ ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ ଓଡିଶା କୃଷକ। କୃଷକମାନେ ହେଲେ ସମାଜର ମେରୁଦଣ୍ଡ। ସେମାନଙ୍କ ଅଭାବ ଅସୁବିଧା ପ୍ରତି ଅଗ୍ରାଧିକାର ଦିଆଯିବା ଦରକାର। ହେଲେ ରାଜ୍ୟ ସରକାର ଆଖି ବୁଜି ବସିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ଏବେ ଭୂଅଁାବୁଲା ନୀତି ଆପଣା ଯାଉଛି ବୋଲି ରବିବାର ସେକ୍ଟର-୩ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଡିଶା କୃଷକ ମୋର୍ଚ୍ଚା ପ୍ରଭାରୀ ଡ. ରାକେଶ ଶର୍ମା ଅଭିଯୋଗ କରିଛନ୍ତି। 

  କେତେକ ରାଜ୍ୟ ସରକାର କୃଷକଙ୍କ ଋଣ ଛାଡ କରିଛନ୍ତି। ସରକାର ଯୋଜନା ପ୍ରଣୟନ କରି ସମସ୍ତଙ୍କୁ ସମାନ ଅଧିକାର ଦେବାକୁ ପ୍ରୟାସ କରୁଛନ୍ତି। ଏପରି ଅବସ୍ଥାରେ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ଏଠାରେ ଲାଗୁ କରୁ ନାହାଁନ୍ତି । ଓଡ଼ିଶା ସରକାରଙ୍କ କାଳିଆ ଯୋଜନାକୁ ବିରୋଧ ନ କରି ଶର୍ମା କହିଥିଲେ ଏହି ଯୋଜନାରୁ ଚାଷୀ ସୁଫଳ ପାଇବା ନେଇ ସଂଶୟ ରହିଛି। ଗତ କିଛିଦିନ ମଧ୍ୟରେ ମୁଁ ୪ଟି ଜିଲା ଗସ୍ତ କରିବା ପରେ ଏଭଳି ଅନୁଭବ କରିଛି ବୋଲି ଶର୍ମା କହିଥିଲେ। ଉକ୍ତ ଯୋଜନାରୁ ଚାଷୀ ବା କୃଷି ଶ୍ରମିକ ଉପକୃତ ହେବା ପରିବର୍ତ୍ତେ ଦଳୀୟ କର୍ମୀଙ୍କୁ ତୁଷ୍ଟିକରଣ କରାଯାଉଛି। ଏହା ଆଦୌ ଶୁଭଙ୍କର ନୁହେଁ। କୃଷକ ଋଣ ଜାଲରେ ଛନ୍ଦି ହୋଇଥିବା ବେଳେ ତୁଚ୍ଛା ଡିଣ୍ଡିମ ପିଟାଯିବା ଠିକ୍‌ ନୁହେଁ ବୋଲି ଶର୍ମା କହିଛନ୍ତି। ଭାଜପା କେନ୍ଦ୍ର ଓ ରାଜ୍ୟରେ କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ କରାଯିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଦୃଷ୍ଟି ଦିଆଯିବ ବୋଲି ସେ କହିଥିଲେ। 

 ଏଥିରେ ଭାଜପା ସାଂଗଠନିକ ଜିଲା କୃଷକ ମୋର୍ଚ୍ଚା ସଭାପତି ମଳୟ ମହାପାତ୍ର, ଭାଜପା ସମ୍ପାଦକ କିଶୋର ହୋତା ପ୍ରମୁଖ କୃଷକ ମୋର୍ଚ୍ଚାର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲା ସଭାପତି ଜଗବନ୍ଧୁ ବେହେରା, ରାଜ୍ୟ ସମ୍ପାଦକ ଧୀରେନ ସେନାପତି, ପୂର୍ବତନ ବିଧାୟକ ଶଙ୍କର ଓରାମ, ନିହାର ରାୟ, ତପନ ସ୍ବାଇଁ, ମୁଖପାତ୍ର ଭଗବାନ ରାଉତ, ନୃସିଂହ ଜେନା, ମନୋରଞ୍ଜନ ମୁନି, ଭରତ କବି, ବାବୁ ପରିଡା, ବିମଳ ଓରାମ, ଶମ୍ଭୁନାଥ ସିଂ, ଅମୂଲ୍ୟ ସିଂ, ବଳରାମ ପ୍ରଧାନ, ମିହିର ଦାସ, ସୁନୀଲ ସିଂ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ରାଜେଶ ପ୍ରସାଦ ଧନ୍ୟବାଦ ପ୍ରଦାନ କରିଥିଲେ।

All Right Reserved By

ସମ୍ବଲପୁର

ଦାଉ ସାଧୁଛେ କ୍ଷକ୍ଷ୍ମା ରୋଗ୍‌   ସରକାରୀ ସାହାଯ୍‌ରୁ ବଁଚିତ ଘଇସାନ

ଦାଉ ସାଧୁଛେ କ୍ଷକ୍ଷ୍ମା ରୋଗ୍‌ ସରକାରୀ ସାହାଯ୍‌ରୁ ବଁଚିତ ଘଇସାନ

ବିନିକା,୨୫ା୩(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ ସାରଙ୍ଗପାଲି ଗଁାର ମଛିନ୍ଦ୍ର ସୁନା(୭୦)। ଇ ବୁଢ଼ାକାଲେ ମଛିନ୍ଦ୍ର ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଥିବାର ମାଏକିନା ଘଇସାନ(୬୯) ଆର ଛାର୍‌ରି ଝି’ ସତ୍ୟଭାମା(୩୩)ର ବୋଝ୍‌ ଉଠଉଛନ୍‌। 

ସପନ ହେଇ ରହିଗଲା ଆବାସ ଘର : କିଡ଼୍‌ନୀ ବେମାରରେ ଆଏଁଖ୍‌ ମୁଜ୍‌ଲେ ଲାଲଧର

ସପନ ହେଇ ରହିଗଲା ଆବାସ ଘର : କିଡ଼୍‌ନୀ ବେମାରରେ ଆଏଁଖ୍‌ ମୁଜ୍‌ଲେ ଲାଲଧର

ଖଡିଆଳ,୨୫।୩(ଡି.ଏନ୍‌.ଏ.): ଉଭଏ କେନ୍ଦ୍ର ଆର ରାଏଜ ସରକାର ଗରିବ୍‌ ଦୁଖି, ନିଅଁାସିମାନକର ଲାଗି ଅନେକ ଆବାସ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ସରକାରକଁର ଇ ସବୁ ମହତ୍‌ ଯୋଜନା ନୂଆପଡ଼ା ଜିଲାରେ ବାଟବନା ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅରେଡ଼ା ପଁଚେତ୍‌ର ମୋହରା ଗଁ। ରେ। ଗଁ। ର ଲାଲଧର ଷଣ୍ଢ ଝନେ ନିହାତି ଗରିବ୍‌ ଲୋକ ହେଇଥିଲାବେଲେ ସେ ଗଲା ୩ ବଛର ହେଲା କିଡ଼ନୀ ରୋଗ୍‌ରେ ପୀଡ଼ିତ ଥିଲେ। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌ରୁ ବ୍ଲକ ତକ୍‌ ଗୁହାରି କରିଥିଲେ, ସଭେ କଥା ବି ଦେଇଥିଲେ। ହେଲେ ସପନ୍‌ ପୂରା ହେବାର ଆଘରୁ, ଆଏଜ୍‌କେ ୧୫ ଦିନ୍‌ ତଲେ ସେ କିଡ଼ନୀ ବେମାରରେ ସବୁଦିନର ଲାଗି ଆଏଁଖ୍‌ ମୁଜିଦେଇଛନ୍‌। 

ସରକାରୀ ସାହାଯ୍‌ରୁ ବଁଚିତ୍‌ ଭିନ୍ନକ୍ଷମ ରୋହିତ

ସରକାରୀ ସାହାଯ୍‌ରୁ ବଁଚିତ୍‌ ଭିନ୍ନକ୍ଷମ ରୋହିତ

ପଲମ, ୨୫ା୩ (ଡି.ଏନ୍‌.ଏ):  କଳାହାଣ୍ଡି ଜିଲା ନର୍ଲା ବ୍ଲକ ଘଣ୍ଟମାଲ ପଁଚେତ୍‌ର ତିଲେଇମାଲ ଗଁାର ରୋହିତ ବାଗ(୧୪)। ସେ ଜନମୁ ମୁକ ଆର ବେମାରିଆଟା। ରୋହିତକେ ୬ ବଛର ହେଲାବେଲେ କଳାହାଣ୍ଡି ଜିଲା ଡାକ୍‌ତରଖାନା ବୋର୍ଡ ତା.୧.୧.୨୦୧୦ରେ ୭୫ ପରତିଶତ ଭିନ୍ନକ୍ଷମ ଥିବାର ସାର୍ଟିଫିକେଟ ଦେଇଥିଲା। 

ଚିକିସତ୍ା ଲାଗି ଟଁକା ବାଧକ୍‌ : ଦମୟନ୍ତୀର ଚିନ୍‌ତାରେ ଘାରି ହେଉଛନ୍‌ ମା’ବାପ୍‌

ଚିକିସତ୍ା ଲାଗି ଟଁକା ବାଧକ୍‌ : ଦମୟନ୍ତୀର ଚିନ୍‌ତାରେ ଘାରି ହେଉଛନ୍‌ ମା’ବାପ୍‌

କୋକସରା, ୨୫ା୩ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଁଚେତ୍‌ର ତଲାଗଁାର ପବିତ୍ର ନାଏକ ଆର ଲୋଚନିକର ତୁରତିଅ ଝି’ ଦମୟନ୍ତୀ ନାଏକ(୨୦)। ସେ ଜନମ ସମିଆରେ ଠିକ୍‌ଠାକ୍‌ ଥିଲାବେଲେ ବଏସ୍‌ ବଢ଼ବାର ସଂଗେ ଭିନ୍ନକ୍ଷମ ପାଲଟିଗଲେ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ପରିବାର ଲୋକ୍‌ ଦମୟନ୍ତୀର ଚିକିସତ୍ା କରେଇ ନାଇଁପାରବାର। 

ଛତିଶଗଡ଼ ମନ୍ତ୍ରୀଙ୍କ ଦାବି: ଏଥର ଓଡ଼ିଶାରେ କଂଗ୍ରେସ ୭୫ ସିଟ୍‌ରେ ଜିତିବ

ଛତିଶଗଡ଼ ମନ୍ତ୍ରୀଙ୍କ ଦାବି: ଏଥର ଓଡ଼ିଶାରେ କଂଗ୍ରେସ ୭୫ ସିଟ୍‌ରେ ଜିତିବ

 ବଲାଙ୍ଗୀର ଅଫିସ,୨୬ା୩୨୦୧୯ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ୭୫ ବିଧାନସଭା ଆସନ ଓ ୧୨ ଲୋକ ସଭା ଆସନ ଜିତିବ ା ଦୀର୍ଘ ୧୯ ବର୍ଷ ହେଲା ଓଡ଼ିଶାରେ ଗୋଟିଏ ସ୍ଥିର ସରକାର ରହିଛି ା ମାତ୍ର ଏଠି ବିକାଶ ହୋଇନାହିଁ ବୋଲି ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଭାରୀ ତ୍ରିଭୁବନେଶ୍ୱର ଶରଣ ସିଂଦେଓ କହିଛନ୍ତି ା ବଲାଙ୍ଗୀରକୁ ପ୍ରଚାର କରିବାକୁ ଆସିଥିବା ଅବସରରେ ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଲେ, ଛତିଶଗଡ଼ ଭଳି ଛୋଟ ଓ ନୂଆ ପ୍ରଦେଶରେ ୩୬ ପ୍ରତିଶତ ଜମିରେ ଜଳସେଚନ ସୁବିଧା ଥିବାବେଳେ ଓଡ଼ିଶା ଭଳି ବଡ ଓ ପୁରୁଣା ରାଜ୍ୟରେ ମାତ୍ର ୨୩ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ରହିଛି ା ଏଠାରେ ବଳକା ବିଦ୍ୟୁତ୍‌ ଥିବାବେଳେ ବିଦ୍ୟୁତ୍‌ କାଟ୍‌ କରାଯାଉଛି ା

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

ନାକଟିଦେଉଳ,୨୫।୩(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ପାଣିଗ୍ରାହୀପାଲି  ଗ୍ରାମର ଆଡ଼ି ସାହି, ଭୁଲକି, କଞ୍ଚନପୁର, ଗିରିଶ୍ଚନ୍ଦ୍ରପୁର ଓ ଟୁରିବାହାଲରେ ଲୋକେ ଝାଡାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। 

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ରାଉରକେଲା ଅଫିସ,୨୫।୩: ସୁନ୍ଦରଗଡ଼ ଲୋକ ସଭା ଏବଂ ଏହା ଅଧୀନ ୭ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଭୋଟଗ୍ରହଣ କରାଯିବ। 

   ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ନୂଆପଡା ଅଫିସ,୨୫ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିପାଇଁ ସୋମବାର ଶେଷ ଦିନ ଥିଲା । ଏହି ଦିନ ସୁଦ୍ଧା ଜିଲାରେ ମୋଟ ୧୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳ,୨୫।୩(ଡି.ଏନ.ଏ.): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ସ୍ବରୂପ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା । 

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି  ସେବତୀଙ୍କ ପରିବାର

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ସେବତୀଙ୍କ ପରିବାର

କର୍ଲାମୁଣ୍ଡା,୨୫।୩(ଡି.ଏନ.ଏ.):ବାସହୀନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାସଗୃହ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କଘର ଯୋଜନା କରିଛନ୍ତି । 

ବେଆଇନ ବନ୍ଧୁକ ରଖି ଗିରଫ

ବେଆଇନ ବନ୍ଧୁକ ରଖି ଗିରଫ

ଘଣ୍ଟାପଡା, ୨୫।୩ (ଡି.ଏନ.ଏ):କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉମା ଗ୍ରାମରେ ରବିବାର ପୋଲିସ ଚଢାଉ କରି ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଜାମଟିକ୍ରା, ୨୫।୩ (ଡି.ଏନ.ଏ): ବରଗଡ ଜିଲା ପଞ୍ଚାୟତିରାଜ ଗ୍ରାମୀଣ ଜଳଯୋଗାଣ ସ୍ବାବଲମ୍ବୀ କାରିଗର ସଂଘର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ।


Model This Week

ରଶ୍ମି
Why Dharitri