ଅନ୍ତର୍ଜାତୀୟ |

ଶହେରୁ ଅଧିକ ଶିକ୍ଷକ ଓ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କଲେ ବିଚ୍ଛିନ୍ନତାବାଦୀ

ଶହେରୁ ଅଧିକ ଶିକ୍ଷକ ଓ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କଲେ ବିଚ୍ଛିନ୍ନତାବାଦୀ

ୟାୟୁଣ୍ଡେ,୧୮।୨: ଆଫ୍ରିକୀୟ ଦେଶ କାମେରୁନ୍‌ରେ କିଛି ବିଚ୍ଛିନ୍ନତାବାଦୀ ଶହେରୁ ଅଧିକ ଶିକ୍ଷକ ଏବଂ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କରିଛନ୍ତି। ଏକ ଘରୋଇ ସ୍କୁଲ ଉପରେ ଆକ୍ରମଣ କରି ବିଚ୍ଛିନ୍ନତାବାଦୀ ଏପରି କରିଥିବା କୁହାଯାଉଛି। ସ୍କୁଲରେ ଇଂଲିଶ୍‌ ଭାଷା ଶିକ୍ଷାଦାନକୁ ବିରୋଧ କରି କାମେରୁନ୍‌ର ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ ଅଞ୍ଚଳରେ ବିଚ୍ଛିନ୍ନତାବାଦୀମାନେ ବେଶ୍‌ ସକ୍ରିୟ ରହିଛନ୍ତି। ଅପହୃତ ଶିକ୍ଷକ ଓ ଛାତ୍ରୀ-ଛାତ୍ରମାନେ କେଉଁଠାରେ ରହିଛନ୍ତି ସେ ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

All Right Reserved By

ଅନ୍ତର୍ଜାତୀୟ |

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନ/ନୂଆଦିଲ୍ଲୀ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ବୁଧବାର ଲଣ୍ଡନ ପୋଲିସ ଗିରଫ କରିଛି। ପୋଲିସ ଗିରଫ କରିବା ପରେ ଭାରତୀୟ ସମୟାନୁସାରେ ତାଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ଓ୍ବେଷ୍ଟମିନ୍ସଷ୍ଟର ମାଜିଷ୍ଟେଟ କୋର୍ଟରେ ହାଜର କରାଯାଇଥିଲା। 

ପଳାତକ ନୀରବ ମୋଦି ଲଣ୍ଡନରୁ ଗିରଫ

ପଳାତକ ନୀରବ ମୋଦି ଲଣ୍ଡନରୁ ଗିରଫ

ଲଣ୍ଡନ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ଗିରଫ କଲା ଲଣ୍ଡନ ପୋଲିସ।  

ଥରିଲା ତୁର୍କୀ

ଥରିଲା ତୁର୍କୀ

ଆଙ୍କ୍ରା,୨୦।୩: ତୁର୍କୀରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ୟୁରୋପ ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। 

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ନୂଆଦିଲ୍ଲୀ/ବର୍ଲିନ,୨୦।୩: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ଜର୍ମାନୀ। 

୨୦୧୮ରେ ଜାତିସଂଘରେ ୨୫୯ ଯୌନଶୋଷଣ ମାମଲା

୨୦୧୮ରେ ଜାତିସଂଘରେ ୨୫୯ ଯୌନଶୋଷଣ ମାମଲା

ଓ୍ବାଶିଂଟନ, ୧୯।୩: ଜାତିସଂଘରେ ୨୦୧୮ରେ ୨୫୯ଟି ଯୌନଶୋଷଣ ମାମଲା ସମ୍ପର୍କରେ ଅଭିଯୋଗ ହୋଇଛି। ୨୦୧୭ ତୁଳନାରେ ଏଭଳି ଘଟଣାରେ ଶତପ୍ରତିଶତ ବୃଦ୍ଧି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

ଲଣ୍ଡନ,୧୯।୩: ୧୮୮୮ରେ ଦେହଜୀବୀଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରିବା ସହ ତାଙ୍କ ଶରୀରରୁ ଅଙ୍ଗ କାଢ଼ିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ୧୩୦ ବର୍ଷ ପରେ ସିରିୟଲ କିଲର ‘ଜୈକ ଦ ରିପର’କୁ ଧରିବାର ସଫଳ ହୋଇଛି  ପୋଲିସ।

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ/କାବୁଲ: ଆଫଗାନିସ୍ତାନର ବାଘଲାନ ଅଞ୍ଚଳରୁ ପ୍ରାୟ ୧୦ମାସ ତଳେ ଅପହୃତ ହୋଇଥିବା ୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଭାରତ ଫେରିଥିବା ସୂଚନା ମିଳିଛି। 

ତାଣ୍ଡବ ରଚିଲା ‘ଇଦାଇ’: ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ତାଣ୍ଡବ ରଚିଲା ‘ଇଦାଇ’: ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ମାପୁଟୋ,୧୯।୩: ଦକ୍ଷିଣ ଆଫ୍ରିକାର ମୋଜାମ୍ବିକ୍ୱୁରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ‘ଇଦାଇ’। ମାଜାମ୍ବିକ୍ୱୁ ରାଷ୍ଟ୍ରପତି ଫିଲିପ୍‌ ନ୍ୟୁଷି କହିଛନ୍ତି ‘ଇଦାଇ’ ପ୍ରଭାବରେ ଅତିକମ୍‌ରେ ହଜାରେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ନିଖୋଜ ହୋଇଛନ୍ତି। 

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ବେଜିଂ/ନୂଆଦିଲ୍ଲୀ,୧୯।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ପାକିସ୍ତାନ ଆତଙ୍କବାଦୀ ମାସୁଦ ଆଝାରଙ୍କୁ ‘ଗ୍ଲୋବାଲ ଟେରରିଷ୍ଟ’ ଘୋଷଣା କରିବାକୁ ନେଇ ଚାଇନା ଏକ ପ୍ରକାର ଅମଙ୍ଗ ଥିଲା।

ଭାରତୀୟ ହେବେ ପରବର୍ତ୍ତୀ ବୌଦ୍ଧ ଧର୍ମଗୁରୁ : ଦଲାଇ ଲାମା

ଭାରତୀୟ ହେବେ ପରବର୍ତ୍ତୀ ବୌଦ୍ଧ ଧର୍ମଗୁରୁ : ଦଲାଇ ଲାମା

ଧର୍ମଶାଳା/ତିବ୍ବତ,୧୯।୩: ବୌଦ୍ଧଧର୍ମର ପରବର୍ତ୍ତୀ ଧର୍ମଗୁରୁ ଚାଇନାରୁ ନ ହୋଇ ଭାରତରୁ ହେବାର ସଙ୍କେତ ଦେଇଛନ୍ତି ଦଲାଇ ଲାମା। ଜଣେ ଭାରତୀୟ ତାଙ୍କର ଉତ୍ତରାଧିକାରୀ ହେବେ। 

ହ୍ବାଟ୍ସଆପ ଆଣ୍ଡ୍ରଏଡ୍‌ କିବୋର୍ଡରେ ଆଣିବ ଟ୍ରାନ୍ସଜେଣ୍ଡର ଇମୋଜି

ହ୍ବାଟ୍ସଆପ ଆଣ୍ଡ୍ରଏଡ୍‌ କିବୋର୍ଡରେ ଆଣିବ ଟ୍ରାନ୍ସଜେଣ୍ଡର ଇମୋଜି

ଓ୍ବାଶିଂଟନ୍‌,୧୮।୩: ଫେସବୁକ୍‌ର ହ୍ବାଟ୍ସ ଆପ୍‌ ଏବେ ତା’ର ପ୍ଲାଟଫର୍ମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଏହି ସୋସିଆଲ ମିଡିଆ ଆପ୍‌ କେତେ ଗୁଡିଏ ନୂଆ ଫିଚର, ଇମୋଜି ଓ ଷ୍ଟିକର ଆଣିବାକୁ ଯୋଜନା କରୁଛି।

ସ୍ପେସ୍‌ ମିଶନରେ ବାଧା: ଭାଇରସ୍‌ ଯୋଗୁ ଚର୍ମରୋଗ ହେବା ଆଶଙ୍କା

ସ୍ପେସ୍‌ ମିଶନରେ ବାଧା: ଭାଇରସ୍‌ ଯୋଗୁ ଚର୍ମରୋଗ ହେବା ଆଶଙ୍କା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୩: ଭବିଷ୍ୟତରେ ମଙ୍ଗଳ ସମେତ ଅନ୍ୟ ଗ୍ରହକୁ ମାନବ ମିଶନ ପଠାଯିବା ପାଇଁ ମହାକାଶ ଗବେଷଣା ସଂସ୍ଥାଗୁଡ଼ିକ ପକ୍ଷରୁ କରାଯାଉଥିବା ପ୍ରୟାସରେ ସୃଷ୍ଟି ହୋଇଛି ବାଧା। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା