ଜୀବନଚର୍ଯ୍ୟା |

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସର ରୋଗୀଙ୍କ ପାଇଁ ଖୁସି ଖବର। ଏଥିରୁ ଉପଶମ ପାଇବା ତାଲିକାରେ ନିକଟରେ ଆଉ ଏକ କଥାକୁ ସାମିଲ କରିଛନ୍ତି ସିଡ୍‌ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଦୀର୍ଘ ୩ବର୍ଷ ଗବେଷଣା କରିବା ପରେ ସେମାନେ  ଏକ ଇଞ୍ଜେକସନ ପ୍ରସ୍ତୁତ କରିଛନ୍ତି। ଏହା ଆଖି କ୍ୟାନ୍‌ସର ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇପାରିବ ବୋଲି ପ୍ରକାଶିତ ରିପୋର୍ଟରେ ଦର୍ଶଯାଇଛି। ବିଶେଷଭାବରେ ଏଭଳି କ୍ୟାନ୍‌ସରରୁ ସୃଷ୍ଟ ଯନ୍ତ୍ରଣା ଲାଘବ କ୍ଷେତ୍ରରେ ଏହି ଇଞ୍ଜେକସନ ବେଶ୍‌ ସହାୟକ ହୋଇପାରିବ ବୋଲି ପରୀକ୍ଷାମୂଳକ ଭାବରେ ହୋଇଥିବା ବ୍ୟବହାରରୁ ଜଣାପଡିଛି। ଏହି ଇଞ୍ଜେକସନ ନେବାକୁ ମାତ୍ର ୦.୨ ଏମ୍‌ଏମ୍‌ ଛୁଞ୍ଚତ୍ ବ୍ୟବହାର କରାଯାଇଥିଲା। ତେବେ ଆଉ ଏକ ପରୀକ୍ଷାନିରୀକ୍ଷା ପରେ ଏହା ବଜାରରେ ଉପଲବ୍ଧ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।  

All Right Reserved By

ଜୀବନଚର୍ଯ୍ୟା |

ସକାଳୁ ଖାଆନ୍ତୁ ଏହି ଫଳରୁ ଗୋଟିଏ

ସକାଳୁ ଖାଆନ୍ତୁ ଏହି ଫଳରୁ ଗୋଟିଏ

ସବୁ ଫଳ ଦୋକାନରେ ଆମେ ନାସପାତି ଦେଖିଥାଉ। ଯଦିଓ ଏହା ବର୍ଷା ଦିନିଆ ଫଳ ତଥାପି ଅନ୍ୟ ସମୟରେ ମଧ୍ୟ ଏହା ମିଳିଥାଏ। ଏହାର ଚୋପା ସାମନ୍ୟ ମୋଟା ହୋଇଥିବା ବେଳେ ଏହା ଶରୀର ପାଇଁ ଖୁବ୍‌ ଉପକାରୀ।  

ଅସଲି ମହୁ ଜାଣିବାର କିଛି ସରଳ ଉପାୟ

ଅସଲି ମହୁ ଜାଣିବାର କିଛି ସରଳ ଉପାୟ

ଦୈନଦିନ ଜୀବନରେ ମହୁକୁ ଆମେ ନାନାଦି କାର୍ଯ୍ୟରେ ବ୍ୟବହାର କରିଥାଉ। ବଜାରରେ ମଧ୍ୟ ବିଭିନ୍ନ କମ୍ପାନୀର ମହୁ ଉପଲବ୍ଧ ହୋଇଥାଏ। କମ୍ପାନୀଗୁଡ଼ିକ ଏହା ଶୁଦ୍ଧ ବୋଲି କହିଥାନ୍ତି। ମାତ୍ର ବଜାରରେ ମିଳୁଥିବା ମହୁ ସର୍ବଦା ଶୁଦ୍ଧ ହୋଇ ନ ଥାଏ। 

 ମସୁର ଓ ମୁଗ ଡାଲିର ମାତ୍ରାଧିକ ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ

ମସୁର ଓ ମୁଗ ଡାଲିର ମାତ୍ରାଧିକ ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ

ଭାରତୀୟଙ୍କ ଖାଦ୍ୟପଦାର୍ଥ ମଧ୍ୟରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ  ଭାତ, ଏବଂ ଡାଲିକୁ। ବିଶେଷକରି ଏହା ବିନା ମଧ୍ୟାହ୍ନ ଖାଇବା ଅସମ୍ପୂର୍ଣ୍ଣ ଲାଗି ଥାଏ। 

କାହିଁକି ହୋଇଥାଏ ଛୋଟ ପିଲାଙ୍କୁ ମଧୁମେହ

କାହିଁକି ହୋଇଥାଏ ଛୋଟ ପିଲାଙ୍କୁ ମଧୁମେହ

ମଧୁମେହ ଏପରି ଏକ ସମସ୍ୟା ଯାହା ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଲୋକଙ୍କୁ ଚିନ୍ତାରେ ପକାଇଛି। ଏହାକୁ ନେଇ ଚିନ୍ତାରେ ଯୁବପିଢ଼ୀ। ତେବେ ଛୋଟପିଲା ମଧ୍ୟ ଏହି ରୋଗରୁ ବାଦ୍‌ ପଡ଼ୁନାହାନ୍ତି। 

ଆଣ୍ଠୁଗଣ୍ଠି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ଆଣ୍ଠୁଗଣ୍ଠି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ଲବଙ୍ଗର ରହିଛି ଅନେକ ପୋଷାକତତ୍ତ୍ୱ। କ୍ୟାଲସିୟମ ଏବଂ ଓମେଗା-୩ ଏସିଡ୍‌ ଥାଏ। ପ୍ରତିଦିନ ସକାଳେ ଲବଙ୍ଗ ପାଣି ଅଧାକପ୍‌ ପିଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।

ଭଗନ୍ଦରରୁ ଦୂରେଇ ରଖେ ଏହି ଫଳ...

ଭଗନ୍ଦରରୁ ଦୂରେଇ ରଖେ ଏହି ଫଳ...

ଫଳରେ ରହିଥାଏ ଅନେକ ପୋଷକ ତତ୍ତ୍ୱ। ଫଳରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଥାଏ। ତେଣୁ ଫଳ ଖାଇଲେ ତ୍ୱଚା ସତେଜ ରହିଥାଏ। 

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ବାଇଗଣ ପ୍ରତି ଲୋକଙ୍କର ଏକ ପସନ୍ଦର ପରିବା। ଏଥିରେ ଅନେକ ପୋଷକତତ୍ତ୍ୱ ରହିଛି। ୧୫ ଶହ ଶତାବ୍ଦୀରୁ ଭାରତରେ ଏହି ପରିବା ଚାଷ ଆରମ୍ଭ ହୋଇଥିଲା। 

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ମେବବହୁଳତାରୁ ଦୂରେଇ ରହିବା ପାଇଁ କେତେକ ଉଷୁମ ପାଣିରେ ମହୁ ମିଶାଇ ପିଇଥାନ୍ତି। ତେବେ ଏହା ପିଇଲେ ଶରୀରରେ ବିଷ କ୍ରିୟା ସୃଷ୍ଟି ହୋଇଥାଏ ଆୟୁବେର୍ଦରେ ଉଲ୍ଲେଖ ରହିଛି। ମହୁ ଅନେକ ପୋଷକ ତତ୍ତ୍ୱରେ ଭରପୁର।

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ  ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ। 

ଉଡେନ୍‌ ବାସନର ଯତ୍ନ

ଉଡେନ୍‌ ବାସନର ଯତ୍ନ

ଲେମ୍ବୁ: ଉଡେନ ବାସନକୁ ସଫା କରିବାକୁ ହେଲେ ଲେମ୍ବୁରସର ବ୍ୟବହାର କରିବା ବହୁତ ଭଲ। ଏଥିପାଇଁ ଆପଣ ଗରମପାଣିରେ ଲେମ୍ବୁରସ କେଇ ବୁନ୍ଦା ମିଶାଇ ଦିଅନ୍ତୁ। ଏଥିରେ ୧୫ମିନିଟ୍‌ ବୁଡ଼ାଇ ଛାଡ଼ି ଦିଅନ୍ତୁ। ପୁଣି ଏହାକୁ କାଢ଼ି ଶୁଖିଲା କପଡ଼ାରେ ପୋଛି ସଫାକରି ଦିଅନ୍ତୁ। 

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ କିଛି ପାଣି ଗ୍ୟାସରେ ଗରମ କରନ୍ତୁ। ପାଣି ଫୁଟିବାକୁ ଆରମ୍ଭ କଲେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହାପରେ ସୋୟାବିନ୍‌କୁ ପକାଇ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଢାଙ୍କି ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସୋୟାବିନ୍‌କୁ ପାଣିରୁ କାଢ଼ି ତାକୁ ଭଲଭାବେ ହାତରେ ଚିପୁଡି  ଏକ ପାତ୍ରରେ ରଖନ୍ତୁ। ଏବେ ସେହି ପାତ୍ରରେ ଅଦା ରସୁଣ ପେଷ୍ଟ, ହଳଦୀ, ଦହି, ବେସନ, କର୍ନଫ୍ଲୋର,

ହୋଲି ସମୟରେ  କେଶର ଯତ୍ନ

ହୋଲି ସମୟରେ କେଶର ଯତ୍ନ

ହୋଲି ରଙ୍ଗର ଖେଳ। ଏହି ପର୍ବରେ ଚାରିଆଡ଼େ ଖାଲି ରଙ୍ଗ। ଏଥିରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇଥାନ୍ତି। କେମିକାଲଯୁକ୍ତ ରଙ୍ଗରୁ କିପରି କେଶକୁ ରକ୍ଷା କରିବେ । କେଶରେ ରଙ୍ଗ ଲଗାଇବା ଦ୍ୱାରା କେଶ ଡ୍ରାଏ ହୋଇଯାଏ,କେଶ ଝଡ଼ିବା,କେଶର ଚମକ କମିବା ଏକ ସାଧାରଣ ସମସ୍ୟା ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା