ଜୀବନଚର୍ଯ୍ୟା |

ମାଇକ୍ରୋସର୍ଜିକାଲ ସ୍ପର୍ମ ଆସ୍ପିରେସନ

ମାଇକ୍ରୋସର୍ଜିକାଲ  ସ୍ପର୍ମ ଆସ୍ପିରେସନ

ମାଇକ୍ରୋସର୍ଜିକାଲ ସ୍ପର୍ମ ଆସ୍ପିରେଶନ (ଏମ୍‌ଇଏସ୍‌ଏ) ଏକ ସର୍ଜିକାଲ ସ୍ପର୍ମ ନିଃସାରଣ କୌଶଳ, ଯାହାଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ଭାସାଲ କିମ୍ବା ଏପିଡିଡିମଲ ପ୍ରତିରୋଧ ସହିତ ଏପିଡାଇଡାମିସରୁ ତରଳୁଥିବା ସ୍ପର୍ମକୁ ପୁନରୁଦ୍ଧାର କରାଯାଇଥାଏ ା ଏହି କୌଶଳ ଆଇସିଏସ୍‌ଆଇ(ଇଣ୍ଟ୍ରା-ସାଇଟୋପ୍ଲାଜମିକ ସ୍ପର୍ମ ଇକେସନ) ସହିତ ପ୍ରୟୋଗ କରାଯାଇ ବାଧାପ୍ରାପ୍ତ ଏଜୋସ୍ପର୍ମିଆକୁ ବହୁ ଲାଭ ପ୍ରଦାନ କରେ, ଯେଉଁଠାରେ ପର୍ଯ୍ୟାପ୍ତ ପରିମାଣର ସ୍ପର୍ମ ଉପତ୍ନ୍ନ ହୁଏ କିନ୍ତୁ ଅଣ୍ଡକୋଷରୁ ସ୍ଖଳନ ପର୍ଯ୍ୟନ୍ତ ଯିବା ସମୟରେ ବ୍ଲକ ହୋଇଯାଏ ...


ମାଇକ୍ରୋସର୍ଜିକାଲ ସ୍ପର୍ମ ଆସ୍ପିରେସନ (ଏମ୍‌ଇଏସ୍‌ଏ) ଏକ ସର୍ଜିକାଲ ସ୍ପର୍ମ ନିଃସାରଣ କୌଶଳ ଯାହାଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ଭାସାଲ କିମ୍ବା ଏପିଡିଡିମଲ ପ୍ରତିରୋଧ ସହିତ ଏପିଡାଇଡାମିସରୁ ତରଳୁଥିବା ସ୍ପର୍ମକୁ ପୁନରୁଦ୍ଧାର କରାଯାଇଥାଏ। ଏହି କୌଶଳ ଆଇସିଏସ୍‌ଆଇ(ଇଣ୍ଟ୍ରା-ସାଇଟୋପ୍ଲାଜମିକ ସ୍ପର୍ମ ଇକେସନ) ସହିତ ପ୍ରୟୋଗ କରାଯାଇ ବାଧାପ୍ରାପ୍ତ ଏଜୋସ୍ପର୍ମିଆକୁ ବହୁ ଲାଭ ପ୍ରଦାନ କରେ, ଯେଉଁଠାରେ ପର୍ଯ୍ୟାପ୍ତ ପରିମାଣର ସ୍ପର୍ମ ଉପତ୍ନ୍ନ ହୁଏ କିନ୍ତୁ ଅଣ୍ଡକୋଷରୁ ସ୍ଖଳନ ପର୍ଯ୍ୟନ୍ତ ଯିବା ସମୟରେ ବ୍ଲକ ହୋଇଯାଏ ା 

ଏହି ପ୍ରକ୍ରିୟା ସେହି ସମୟରେ ପ୍ରୟୋଗ କରାଯାଇଥାଏ ଯେବେ ଭାସ ଡିଫରେନ୍ସ ବ୍ଲକ, କଠୋର କିମ୍ବା ଅନୁପସ୍ଥିତ ଥାଏ ା 

ଏହି ପ୍ରକ୍ରିୟା ଏକ ଅସ୍ତ୍ରୋପଚାର କୋଠରିରେ କରାଯାଇଥାଏ। ଏପିଡାଇଡାମିସରେ ନିର୍ଭୁଲଭାବେ ଟ୍ୟୁବଲଗୁଡ଼ିକୁ ଚିହ୍ନଟ କରିବା ପାଇଁ ଅପରେଟିଙ୍ଗ ମାଇକ୍ରୋସ୍କୋପ୍‌ର ବ୍ୟବହାର କରାଯାଏ, ଯାହାଦ୍ୱାରା ବହୁ ସଂଖ୍ୟାରେ ସ୍ପର୍ମ ନିଃସାରଣ କରାଯାଇପାରିବ ା ଏହା ସାଧାରଣ, ସ୍ପାଇନାଲ କିମ୍ବା ଲୋକାଲ ଆନାସ୍ଥେସିଆ ଦ୍ୱାରା କାର୍ଯ୍ୟକାରୀ କରାଯାଇଥାଏ। ଡାକ୍ତରମାନେ ଏପିଡାଇଡାମିସରୁ ସ୍ବତଃ ଗତିଶୀଳ ସ୍ପର୍ମକୁ ଅଲଗା କରିବା ପାଇଁ କ୍ୟାନୁଲା ବ୍ୟବହାର କରିଥାନ୍ତି ା

ଟେଷ୍ଟିସ ଏବଂ ଏପିଡାଇଡାମିସକୁ ବାହାର କରିବା ପାଇଁ ସ୍କ୍ରୋଟାଲ ସ୍କିନରେ ଛେଦନ କରାଯାଇଥାଏ। ଅପରେଟିଙ୍ଗ ମାଇକ୍ରୋସ୍କୋପ ଦ୍ୱାରା ଉଚ୍ଚଶକ୍ତିର ଅପ୍ଟିକାଲ ମ୍ୟାଗ୍ନିଫିକେସନର ବ୍ୟବହାର କରି ଏପିଡାଇଡାମାଲ ଟ୍ୟୁବଲକୁ ଚିହ୍ନଟ ଏବଂ ଖୋଲାଯାଇଥାଏ ଏବଂ ସ୍ପର୍ମ ନିଃସାରଣ କରାଯାଇଥାଏ ା 

ଏପିଡାଇଡାମିସରୁ ସୃଷ୍ଟି ହେଉଥିବା ସ୍ପର୍ମଗୁଡ଼ିକ ଟେଷ୍ଟିକିଲରେ ସିଧାସଳଖଭାବେ ସୃଷ୍ଟି ହେଉଥିବା ସ୍ପର୍ମଠାରୁ ସାଧାରଣତଃ ଭଲ ଗୁଣବତ୍ତାର କାରଣ ତାହା ପରିପକ୍ୱ ହେବା ପାଇଁ ବହୁ ସମୟ ନେଇଥାଏ। ଉପତ୍ନ୍ନ ହୋଇଥିବା ସ୍ପର୍ମ ତତ୍‌କ୍ଷଣାତ୍‌ ବ୍ୟବହୃତ ହୋଇପାରିବ ଏବଂ ପରେ ବ୍ୟବହାର ପାଇଁ ମଧ୍ୟ ସଂଗୃହୀତ କରିହେବ। ଯଦି କୌଣସି ସ୍ପର୍ମ ମିଳୁନାହଁି ତେବେ ଅଣ୍ଡକୋଷ ମଧ୍ୟରେ ମୂଲ୍ୟବାନ ସ୍ପର୍ମ ଖୋଜିବା ପାଇଁ ଆଗାମୀ ପ୍ରକ୍ରିୟାକୁ ଯିବା ଖୁବ୍‌ ଆବଶ୍ୟକ, ଯାହାକୁ ଟିଇଏସଇ କିମ୍ବା ଟେଷ୍ଟିକୁଲାର ସ୍ପର୍ମ ଏକ୍ସଟ୍ରାକ୍ସନ କୁହାଯାଏ ା 

ଏମ୍‌ଇଏସ୍‌ଏ ମାଧ୍ୟମରେ କରାଯାଇଥିବା ସ୍ପର୍ମଗୁଡ଼ିକ ଖୁବ ଶୀଘ୍ର ପ୍ରସ୍ତୁତ ହୋଇଥାଏ ଏବଂ ଲାବରେଟୋରିରେ ପରୀକ୍ଷା ହୋଇଥାଏ। ଯଦି ପରୀକ୍ଷା ପରେ ସ୍ପର୍ମ ମିଳିଥାଏ ତେବେ ତାହା ପ୍ରାଥମିକଭାବେ ତରଳ ନାଇଟ୍ରୋଜେନ (କ୍ରାଓପ୍ରିଜରଭେସନ୍‌) ମଧ୍ୟରେ ସଂଗୃହୀତ ହୋଇଥାଏ ା ଏମ୍‌ଇଏସ୍‌ଏ ମାଧ୍ୟମରେ ସଂଗ୍ରହ ହୋଇଥିବା ସ୍ପର୍ମ ସାଧାରଣତଃ ନିମ୍ନମାନର ଏବଂ ସ୍ବତନ୍ତ୍ର ପ୍ରଜନନ ପାଇଁ ଅକ୍ଷମ। ତେଣୁ, ସହବନ୍ଧୁଙ୍କ ଅଣ୍ଡା ଆଇସିଏସ୍‌ଆଇର ବ୍ୟବହାର ଦ୍ୱାରା ଫର୍ଟିଲାଇଜ୍‌ଡ ହୋଇଥାଏ ା 

ଆଇସିଏସ୍‌ଆଇ ମାଇକ୍ରୋଆସିଷ୍ଟେଡ ପ୍ରଜନନର ଏକ ପ୍ରକାର ା ଆଇସିଏସଆଇ ବିନା, ଆଇଭିଏଫ୍‌ରେ ହଜାର ହଜାର ସ୍ବତଃ ଗତିଶୀଳ ସ୍ପର୍ମ ପ୍ରତ୍ୟେକ ଅଣ୍ଡା ସହିତ ଏକ ପାତ୍ରରେ ରହିଥାଏ ା ଏହାକୁ ଅଣ୍ଡାର ଇନସେମିନେସନ କୁହାଯାଏ। ଏହା ଆଶା କରାଯାଉଛି କି ସ୍ପର୍ମ ଏବଂ ଅଣ୍ଡା ବାଇଓକେମେଷ୍ଟ୍ରି ପ୍ରକିୟାରେ ମିଶ୍ରଣ ହୋଇଥାଏ କିନ୍ତୁ ଯଦି କୌଣସି କ୍ଷେତ୍ରରେ ସ୍ପର୍ମ କିମ୍ବା ଅଣ୍ଡାର ପରିମାଣ କମ୍‌ ହୋଇଥାଏ ତେବେ ଖୁବ୍‌ କମ୍‌ ଅଣ୍ଡା ସ୍ପର୍ମ ସହିତ ସମ୍ପୂର୍ଣ୍ଣ ରାତି ଇନକ୍ୟୁବେସନ ପରେ ଫର୍ଟିଲାଇଜ୍‌ଡ ହୋଇଥାଏ ା 

ଆଇସିଏସ୍‌ଆଇ ସ୍ପର୍ମ ଅସୁବିଧା ଥିବା ଦମ୍ପତିମାନଙ୍କ ପାଇଁ ଏକ ଫଳପ୍ରଦ ପ୍ରକିୟା। ଏହା ମଧ୍ୟରେ ରହିଛି: ସ୍ପର୍ମର ଚୟନ, ସ୍ବତନ୍ତ୍ର ମାଇକ୍ରୋ-ନିଡଲ ସହିତ ଏହାର ଉଠାଣ ଏବଂ ଅଣ୍ଡାର ମଧ୍ୟ ଭାଗକୁ ଏହାର ପ୍ରୟୋଗ।

ଆଇସିଏସ୍‌ଆଇ ପାଇଁ କିପରି ସ୍ପର୍ମର ପ୍ରସ୍ତୁତି କରାଯିବ

ଏଜାକୁଲେସନରୁ ପ୍ରସ୍ତୁତ ହୋଇଥିବା ସ୍ପର୍ମ ଆଇସିଏସ୍‌ଆଇରେ ପ୍ରୟୋଗ ହୋଇଥାଏ। ଯେବେ ସେଠାରେ ପର୍ଯ୍ୟାପ୍ତ ପରିମାଣର ସ୍ପର୍ମ ଉପଲବ୍ଧ ହୋଇ ନ ଥାଏ ସେଠାରେ ଏମଇଏସ୍‌ଏର ବ୍ୟବହାର କରାଯାଇପାରିବ ା 

ଏମଇଏସ୍‌ଏ ସହିତ ଆଇସିଏସ୍‌ଆଇ ପୁରୁଷମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନଙ୍କ କ୍ଷେତ୍ରରେ ଭାସେଟୋମି ରହିଛି ଏବଂ ସର୍ଜିକାଲ ରିଭର୍ସାଲ ପାଇଁ ଇଚ୍ଛା କରି ନ ଥାନ୍ତି କିମ୍ବା ସର୍ଜିକାଲ ରିଭର୍ସାଲରେ ଫେଲ ହୋଇଥାନ୍ତିି ା ଭାସ୍କୋଟୋମି ରିଭର୍ସାଲଙ୍କ ପାଇଁ  ପ୍ରତି ଚକ୍ର ପିଛା ସଫଳତା ହାର ବୃଦ୍ଧି ପାଇଥାଏ ା 

ଡା. ଲିପସା ମିଶ୍ର 

-ଆଇଭିଏଫ୍‌ ଏକ୍ସପର୍ଟ, ଇନ୍ଦିରା ଆଇଭିଏଫ୍‌ ହସ୍ପିଟାଲ, ଭୁବନେଶ୍ୱର

ମୋ: ୯୪୩୮୧୭୫୧୦୮


All Right Reserved By

ଜୀବନଚର୍ଯ୍ୟା |

ଅସଲି ମହୁ ଜାଣିବାର କିଛି ସରଳ ଉପାୟ

ଅସଲି ମହୁ ଜାଣିବାର କିଛି ସରଳ ଉପାୟ

ଦୈନଦିନ ଜୀବନରେ ମହୁକୁ ଆମେ ନାନାଦି କାର୍ଯ୍ୟରେ ବ୍ୟବହାର କରିଥାଉ। ବଜାରରେ ମଧ୍ୟ ବିଭିନ୍ନ କମ୍ପାନୀର ମହୁ ଉପଲବ୍ଧ ହୋଇଥାଏ। କମ୍ପାନୀଗୁଡ଼ିକ ଏହା ଶୁଦ୍ଧ ବୋଲି କହିଥାନ୍ତି। ମାତ୍ର ବଜାରରେ ମିଳୁଥିବା ମହୁ ସର୍ବଦା ଶୁଦ୍ଧ ହୋଇ ନ ଥାଏ। 

 ମସୁର ଓ ମୁଗ ଡାଲିର ମାତ୍ରାଧିକ ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ

ମସୁର ଓ ମୁଗ ଡାଲିର ମାତ୍ରାଧିକ ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ

ଭାରତୀୟଙ୍କ ଖାଦ୍ୟପଦାର୍ଥ ମଧ୍ୟରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ  ଭାତ, ଏବଂ ଡାଲିକୁ। ବିଶେଷକରି ଏହା ବିନା ମଧ୍ୟାହ୍ନ ଖାଇବା ଅସମ୍ପୂର୍ଣ୍ଣ ଲାଗି ଥାଏ। 

କାହିଁକି ହୋଇଥାଏ ଛୋଟ ପିଲାଙ୍କୁ ମଧୁମେହ

କାହିଁକି ହୋଇଥାଏ ଛୋଟ ପିଲାଙ୍କୁ ମଧୁମେହ

ମଧୁମେହ ଏପରି ଏକ ସମସ୍ୟା ଯାହା ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଲୋକଙ୍କୁ ଚିନ୍ତାରେ ପକାଇଛି। ଏହାକୁ ନେଇ ଚିନ୍ତାରେ ଯୁବପିଢ଼ୀ। ତେବେ ଛୋଟପିଲା ମଧ୍ୟ ଏହି ରୋଗରୁ ବାଦ୍‌ ପଡ଼ୁନାହାନ୍ତି। 

ଆଣ୍ଠୁଗଣ୍ଠି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ଆଣ୍ଠୁଗଣ୍ଠି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ଲବଙ୍ଗର ରହିଛି ଅନେକ ପୋଷାକତତ୍ତ୍ୱ। କ୍ୟାଲସିୟମ ଏବଂ ଓମେଗା-୩ ଏସିଡ୍‌ ଥାଏ। ପ୍ରତିଦିନ ସକାଳେ ଲବଙ୍ଗ ପାଣି ଅଧାକପ୍‌ ପିଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।

ଭଗନ୍ଦରରୁ ଦୂରେଇ ରଖେ ଏହି ଫଳ...

ଭଗନ୍ଦରରୁ ଦୂରେଇ ରଖେ ଏହି ଫଳ...

ଫଳରେ ରହିଥାଏ ଅନେକ ପୋଷକ ତତ୍ତ୍ୱ। ଫଳରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଥାଏ। ତେଣୁ ଫଳ ଖାଇଲେ ତ୍ୱଚା ସତେଜ ରହିଥାଏ। 

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ବାଇଗଣ ପ୍ରତି ଲୋକଙ୍କର ଏକ ପସନ୍ଦର ପରିବା। ଏଥିରେ ଅନେକ ପୋଷକତତ୍ତ୍ୱ ରହିଛି। ୧୫ ଶହ ଶତାବ୍ଦୀରୁ ଭାରତରେ ଏହି ପରିବା ଚାଷ ଆରମ୍ଭ ହୋଇଥିଲା। 

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ମେବବହୁଳତାରୁ ଦୂରେଇ ରହିବା ପାଇଁ କେତେକ ଉଷୁମ ପାଣିରେ ମହୁ ମିଶାଇ ପିଇଥାନ୍ତି। ତେବେ ଏହା ପିଇଲେ ଶରୀରରେ ବିଷ କ୍ରିୟା ସୃଷ୍ଟି ହୋଇଥାଏ ଆୟୁବେର୍ଦରେ ଉଲ୍ଲେଖ ରହିଛି। ମହୁ ଅନେକ ପୋଷକ ତତ୍ତ୍ୱରେ ଭରପୁର।

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ  ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ। 

ଉଡେନ୍‌ ବାସନର ଯତ୍ନ

ଉଡେନ୍‌ ବାସନର ଯତ୍ନ

ଲେମ୍ବୁ: ଉଡେନ ବାସନକୁ ସଫା କରିବାକୁ ହେଲେ ଲେମ୍ବୁରସର ବ୍ୟବହାର କରିବା ବହୁତ ଭଲ। ଏଥିପାଇଁ ଆପଣ ଗରମପାଣିରେ ଲେମ୍ବୁରସ କେଇ ବୁନ୍ଦା ମିଶାଇ ଦିଅନ୍ତୁ। ଏଥିରେ ୧୫ମିନିଟ୍‌ ବୁଡ଼ାଇ ଛାଡ଼ି ଦିଅନ୍ତୁ। ପୁଣି ଏହାକୁ କାଢ଼ି ଶୁଖିଲା କପଡ଼ାରେ ପୋଛି ସଫାକରି ଦିଅନ୍ତୁ। 

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ କିଛି ପାଣି ଗ୍ୟାସରେ ଗରମ କରନ୍ତୁ। ପାଣି ଫୁଟିବାକୁ ଆରମ୍ଭ କଲେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହାପରେ ସୋୟାବିନ୍‌କୁ ପକାଇ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଢାଙ୍କି ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସୋୟାବିନ୍‌କୁ ପାଣିରୁ କାଢ଼ି ତାକୁ ଭଲଭାବେ ହାତରେ ଚିପୁଡି  ଏକ ପାତ୍ରରେ ରଖନ୍ତୁ। ଏବେ ସେହି ପାତ୍ରରେ ଅଦା ରସୁଣ ପେଷ୍ଟ, ହଳଦୀ, ଦହି, ବେସନ, କର୍ନଫ୍ଲୋର,

ହୋଲି ସମୟରେ  କେଶର ଯତ୍ନ

ହୋଲି ସମୟରେ କେଶର ଯତ୍ନ

ହୋଲି ରଙ୍ଗର ଖେଳ। ଏହି ପର୍ବରେ ଚାରିଆଡ଼େ ଖାଲି ରଙ୍ଗ। ଏଥିରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇଥାନ୍ତି। କେମିକାଲଯୁକ୍ତ ରଙ୍ଗରୁ କିପରି କେଶକୁ ରକ୍ଷା କରିବେ । କେଶରେ ରଙ୍ଗ ଲଗାଇବା ଦ୍ୱାରା କେଶ ଡ୍ରାଏ ହୋଇଯାଏ,କେଶ ଝଡ଼ିବା,କେଶର ଚମକ କମିବା ଏକ ସାଧାରଣ ସମସ୍ୟା ।

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଡା. ଲିପ୍‌ସା ମିଶ୍ର 

ବେଳେବେଳେ ଗର୍ଭାଶୟରେ ହେଉଥିବା ବନ୍ଧ୍ୟାତ୍ୱ ଜନ୍ମଜାତ ହୋଇପାରେ (ଜନ୍ମଗତ ତ୍ରୁଟି) । ବନ୍ଧ୍ୟାତ୍ୱ ବ୍ୟତୀତ, ସେଗୁଡ଼ିକ ଅସ୍ବାଭାବିକ ଗର୍ଭପାତର କାରଣ ହୋଇପାରେ ଏବଂ ଗର୍ଭଧାରଣ ପାଇଁ ଅସୁବିଧା ସୃଷ୍ଟିକରିପାରେ।

ଏକ ଅସ୍ବାଭାବିକ ଗର୍ଭାଶୟ ସହିତ ସମ୍ପୂର୍ଣ୍ଣ ଗର୍ଭଧାରଣର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା