ଜୀବନଚର୍ଯ୍ୟା |

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

ଲବଙ୍ଗର ଔଷଧୀୟ ଗୁଣ ଅନେକ। ବର୍ଷାଦିନେ ସକାଳୁ ଲବଙ୍ଗକୁ ଗରମ ପାଣିରେ ଫୁଟାଇ  ପିଇଲେ ଏହା ଶରୀର ଲାଗି ହୋଇଥାଏ ହିତକର । କିଛି ପାଣିରେ ତୁଳସୀ ପତ୍ର, ପୋଦିନା ପତ୍ର ଓ ଲବଙ୍ଗ ପକାଇ  ପିଇଲେ ଥଣ୍ଡା ଅବା କଫ ହେବାର ଆଶଙ୍କା ରହି ନ ଥାଏ। ଏଥିରେ ଏକ ଚାମଚ ମହୁ ମିଶାଇ ପିଇଲେ ସମସ୍ତ ପ୍ରକାର ଟେନ୍‌ସନ୍‌ ସହଜରେ ହୋଇଥାଏ ଦୂର। ଲବଙ୍ଗକୁ ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ଓ ଅନ୍ୟ ମସଲାଗୁଣ୍ଡରେ ମିଶାଇ ବ୍ୟବହାର କଲେ ଶରୀରର ଯନ୍ତ୍ରଣାକୁ ଦୂରେ ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ହୋଇଛି। ଦାନ୍ତ ବିନ୍ଧୁଥିଲେ ଲବଙ୍ଗ ତେଲକୁ ଯନ୍ତ୍ରଣା ହେଉଥିବା ଦାନ୍ତ ମୂଳରେ ଘଷିଲେ  ବିନ୍ଧା ଦୂର ହୁଏ। ଏହା ହଜମ ଶକ୍ତି ମଧ୍ୟ ବୃଦ୍ଧି କରି ଶରୀରର ଆଳସ୍ୟପଣକୁ ଦୂରେଇଦିଏ। 


All Right Reserved By

ଜୀବନଚର୍ଯ୍ୟା |

ହାତରୁ ଲୁଣ ପଡ଼ିଗଲେ ହୋଇଥାଏ ଏହି କ୍ଷତି

ହାତରୁ ଲୁଣ ପଡ଼ିଗଲେ ହୋଇଥାଏ ଏହି କ୍ଷତି

ଲୁଣ ବିନା ଖାଦ୍ୟର ସ୍ବାଦ ନାହିଁ। କିନ୍ତୁ ଜାଣିଛନ୍ତି ଲୁଣ ହାତରୁ ପଡ଼ିଗଲେ ଜୀବନରେ କ’ଣ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଲୁଣକୁ ଠିକ୍‌ ଭାବେ ନ ରଖିଲେ ଏହା ଆମ ଜୀବନରେ କୁପ୍ରଭାବ ପକାଇଥାଏ। 

ଉପବାସ କଲେ କିଛି ଫଳ ମିଳେନି

ଉପବାସ କଲେ କିଛି ଫଳ ମିଳେନି

କେତେକଙ୍କ ମତରେ ଉପବାସ କଲେ ସୁଫଳ ମିଳିଥାଏ। ଏହାଦ୍ୱାରା ଜଣେ ଦୀର୍ଘଜୀବୀ, ନୀରୋଗ ରହିପାରେ ମାତ୍ର ଗବେଷଣା ଏହାକୁ ଭୁଲ୍‌ ପ୍ରମାଣିତ କରିଛି। ବରଂ ଉପବାସ କଲେ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଦିନକୁ ଏଥିରୁ ଖାଆନ୍ତୁ ଚାମଚେ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଦିନକୁ ଏଥିରୁ ଖାଆନ୍ତୁ ଚାମଚେ...

ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ ମିଳିଥାଏ। 

ସମର ଫ୍ୟାଶନରେ ‘ଅରେଞ୍ଜ୍‌’ ଟ୍ରେଣ୍ଡ

ସମର ଫ୍ୟାଶନରେ ‘ଅରେଞ୍ଜ୍‌’ ଟ୍ରେଣ୍ଡ

ଭୁବନେଶ୍ୱର,୨୨।୪(ବ୍ୟୁରୋ)-ଫ୍ୟାଶନର ପରିଭାଷା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ଏଥିରେ ପ୍ରତିଦିନ ନୂଆ ନୂଆ ଷ୍ଟାଇଲ୍‌ ଓ ଷ୍ଟେଟ୍‌ମେଣ୍ଟ ଦେଖିବାକୁ ମିଳୁଛି। ଆଗରୁ କେବଳ କଳା, ଧଳା ଓ ଗାଢ଼ ରଙ୍ଗର ମୋହରେ ଥିବା ଫ୍ୟାଶନ ଇଣ୍ଡଷ୍ଟ୍ରୀ ଏବେ ରଙ୍ଗ ଉପରେ ଏକ୍ସପେରିମେଣ୍ଟ କରିବାକୁ ଭଲପାଉଛି। 

ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ୧୫ ମିନିଟ୍‌ ଏପରି କରନ୍ତୁ...

ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ୧୫ ମିନିଟ୍‌ ଏପରି କରନ୍ତୁ...

ଆଜ୍‌ମା ସମସ୍ୟାରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ୧୫ ମିନିଟ୍‌ କଅଁଳ ଖରାରେ ବସିଲେ ସୁଫଳ ମିଳିଥାଏ। ଏଥିରେ ଭିଟାମିନ୍‌-ଡି ରହିଥାଏ। 

ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ ପାଣି, ମିଳିବ ଏହି ଫାଇଦା

ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ ପାଣି, ମିଳିବ ଏହି ଫାଇଦା

ଗରମଦିନରେ ଥଣ୍ଡାପାଣି ସମସ୍ତଙ୍କର ପ୍ରିୟ ହୋଇଥାଏ। କିନ୍ତୁ ଉଷୁମ ପାଣି ଦେହକୁ ସୁସ୍ଥ ରଖିଥାଏ। ଉଷୁମ ପାଣି ପିଇଲେ ଶରୀରରୁ ବ୍ୟାକ୍ଟେରିଆ ମରି ଯାଇଥାନ୍ତି। ଅଧିକାଂଶ ଲୋକ ସୁସ୍ଥ ରହିବାକୁ ସକାଳେ ଉଷୁମ ପାଣି ପିଇଥାନ୍ତି। କିନ୍ତୁ ସକାଳ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇଲେ ଅନେକ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା...

ଥାଇରଏଡ୍‌ରେ ଆକ୍ରାନ୍ତ କି, ଖାଆନ୍ତୁ ନାହିଁ ଏପରି ଖାଦ୍ୟ?

ଥାଇରଏଡ୍‌ରେ ଆକ୍ରାନ୍ତ କି, ଖାଆନ୍ତୁ ନାହିଁ ଏପରି ଖାଦ୍ୟ?

ଆଜିକାଲି ସମୟରେ ଥାଇରଏଡ୍‌ ସମସ୍ୟା ଦେଖାଦେବା ଏକ ସାଧାରଣ କଥାରେ ପରିଣତ ହୋଇଛି। ହାଇପୋଥାଇରୋଏଡ୍‌ ହେବା ପରେ ରୋଗୀର ଓଜନ ବୃଦ୍ଧି ଅଚାନକ ବୃଦ୍ଧି ପାଇବାକୁ ଲାଗିଥାଏ। ଅ

କୋଲେଷ୍ଟରଲ କମାଇବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

କୋଲେଷ୍ଟରଲ କମାଇବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ସକାଳେ ନିତ୍ୟକର୍ମ ସାରି ଡାଲଚିନି ଚା‘ ପିଇଲେ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ କୋଲେଷ୍ଟରଲସ୍ତର କମାଏ। 

ଖରାଦିନେ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ସମର୍‌ ସ୍କାର୍ଫ..

ଖରାଦିନେ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ସମର୍‌ ସ୍କାର୍ଫ..

ଖରାଦିନେ ଉତ୍ତପ୍ତ ସୂର୍ଯ୍ୟକିରଣରୁ ତ୍ୱଚାକୁ ରକ୍ଷା କରିବା ସଙ୍ଗେସଙ୍ଗେ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ସମର୍‌ ସ୍କାର୍ଫ। ଖାସ୍‌ କରି ଯୁବତୀମାନଙ୍କ ଗହଣରେ ଏହାର ଚାହିଦା ଖୁବ୍‌ ରହିଥାଏ।

ଡରକୁ ଦୂରେଇବା ଲାଗି କଣ କରିବେ..

ଡରକୁ ଦୂରେଇବା ଲାଗି କଣ କରିବେ..

ଡରର ସାମ୍ନା କରିବା ଶିଖନ୍ତୁ। ଯେଉଁ ପରିସ୍ଥିତି ବା ସମୟ ଆପଣଙ୍କୁ ଭୟଭିତ କରାଉଛି ସେହି ସମୟକୁ ସାହସର ସହ ସାମ୍ନା କରନ୍ତୁ।

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଅଭ୍ୟାସକରି ପ୍ରତିଦିନ ସକାଳେ ଖାଲିପାଦରେ ଘାସରେ ଚାଲିଲେ ଅନେକ ଉପକାର ମିଳିଥାଏ। 

ଖରାଦିନେ କାହିଁକି ଖାଇବେ ପଖାଳ...

ଖରାଦିନେ କାହିଁକି ଖାଇବେ ପଖାଳ...

‘ପଖାଳ’ ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ବିଗତ ଦିନମାନଙ୍କରେ ଏହା ଗରିବ ପରିବାରର ଅଙ୍ଗ ଥିବା ବେଳେ ଏବେ ବଡ଼ ବଡ଼ ହୋଟେଲ, ରେଷ୍ଟୁରାଣ୍ଟ ଆଦିରେ ଲୋକପ୍ରିୟ ଖାଦ୍ୟ ଭାବେ ପରିଗଣିତ ହେଲାଣି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri