ଅନ୍ତର୍ଜାତୀୟ |

ସିଂହ ସହ ଖେଳି ପାରିବେ ପର୍ଯ୍ୟଟକ

ସିଂହ ସହ ଖେଳି ପାରିବେ ପର୍ଯ୍ୟଟକ

ଜେରୁଜେଲମ,୧୪।୨: ଚିଡିଆଖାନାରେ ଥିବା ଜୀବଜନ୍ତୁଙ୍କୁ ସାଧାରଣତଃ ଦୂରରୁ ଦେଖିବାର ମଜା ମିଳିଥାଏ। ହେଲେ ଏବେ ଗାଜାର ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନରେ ଥିବା ଏକ ଚିଡିଆଘରେ ଥିବା ସିଂହ ସହ ପିଲାମାନେ ଖେଳିପାରିବେ ବୋଲି ଜଣାପଡିଛି। ଏଠାରେ ଥିବା ୪ମାସର ସିଂହି ‘ଫାଲେଷ୍ଟାଇନ୍‌’ସହ ଖେଳିବାର ଅବସର ମିଳିବ। ଚିଡିଆଘରର କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ, ‘ଫାଲେଷ୍ଟାଇନ୍‌’ର ନଖ ଗୁଡିକୁ ବାହାର କରି ଦିଆଯାଇଛି। ହେଲେ ଏପର୍ଯ୍ୟନ୍ତ ତା’ର ଦାନ୍ତ ଗୁଡିକ ସେମିତି ରହିଛି। ତେଣୁ ଜଣେ ପ୍ରଶିକ୍ଷକଙ୍କ ସହଯୋଗରେ ପର୍ଯ୍ୟଟକମାନେ ସେହି ସିଂହିସହ ଖେଳିପାରିବେ ବୋଲି ଜଣାପଡିଛି। 


All Right Reserved By

ଅନ୍ତର୍ଜାତୀୟ |

ମୋଦିଙ୍କ ଟୁଇଟର ଖେଳ:ଲୋକପ୍ରିୟତା ବଢ଼ାଇବା ପାଇଁ ଅମିତାଭ, ସଚିନଙ୍କୁ କରିଥିଲେ ଅସ୍ତ୍ର

ମୋଦିଙ୍କ ଟୁଇଟର ଖେଳ:ଲୋକପ୍ରିୟତା ବଢ଼ାଇବା ପାଇଁ ଅମିତାଭ, ସଚିନଙ୍କୁ କରିଥିଲେ ଅସ୍ତ୍ର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬ା୩:ସୋସିଆଲ ମିଡିଆରେ ବିଶ୍ୱର ସର୍ବାଧିକ ଅନୁସୃତ ନେତାଙ୍କ ମଧ୍ୟରୁ ଅନ୍ୟତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ୨୦୦୯ରେ ଟୁଇଟ୍‌ କରିବା ଆରମ୍ଭ କରିଥିଲେ।

ମାଡି ଆସୁଛି ‘ଭେରୋନିକା’: ରେଡ ଆଲର୍ଟ ଜାରି

ମାଡି ଆସୁଛି ‘ଭେରୋନିକା’: ରେଡ ଆଲର୍ଟ ଜାରି

ପିଲବାରା,୨୫।୩: ମାଡି ଆସୁଛି ଘୂର୍ଣ୍ଣଝଡ଼ ‘ଭେରୋନିକା’। ଏହାର ପ୍ରଭାବରେ ନାନା କ୍ଷୟକ୍ଷତି ହେବା ଆଶଙ୍କା କରି ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି। 

ଏକାଠି ବିମାନ ଉଡ଼ାଇଲେ ମା’-ଝିଅ

ଏକାଠି ବିମାନ ଉଡ଼ାଇଲେ ମା’-ଝିଅ

କାଲିଫର୍ନିଆ,୨୫।୩: ପିଲାମାନେ ବଡ଼ ହୋଇ ଯେବେ ମା’ ବାପାଙ୍କ କାର୍ଯ୍ୟରେ ସହଯୋଗ କରିବା ସହ ସେମାନଙ୍କ ସହିତ ତାଳ ମିଳାଇଥାନ୍ତି ସେତେବେଳେ ଅଭିଭାବକ ବହୁତ ଖୁସି ହୋଇଥାନ୍ତି। ତେବେ ଏଭଳି ଏକ ଦୃଶ୍ୟ ସାମ୍‌ନାକୁ ଆସିଛି ଯେଉଁଥିରେ ମା’ ଝିଅ ଏକାଠି ହୋଇ ବିମାନ ଉଡ଼ାଇଥିବା ଖବର ସାମ୍‌ନାକୁ ଆସିଛି।

‘ଇଦାଇ’ଘୂର୍ଣ୍ଣିବାତ୍ୟା ପରେ ଏବେ ଡରାଉଛି ମହାମାରୀ

‘ଇଦାଇ’ଘୂର୍ଣ୍ଣିବାତ୍ୟା ପରେ ଏବେ ଡରାଉଛି ମହାମାରୀ

ବୁଜି,୨୫।୩: ଦକ୍ଷିଣ ଆଫ୍ରିକାରେ ଆସିଥିବା ‘ଇଦାଇ’ଘୂର୍ଣ୍ଣିବାତ୍ୟା ତାଣ୍ଡବ ରଚିଥିଲା। ଏପର୍ଯ୍ୟନ୍ତ ଏଥିରେ ପାଖାପାଖି ୭୫୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ହଜାର ହଜର ଲୋକ ଏବେବି ଏଥିରେ ପ୍ରଭାବିତ। 

 ଏନ୍‌ସି ନେତାଙ୍କ ପାକିସ୍ତାନ ପ୍ରେମ

ଏନ୍‌ସି ନେତାଙ୍କ ପାକିସ୍ତାନ ପ୍ରେମ

ଶ୍ରୀନଗର/ଇସ୍‌ଲାମବାଦ,୨୫।୩: ଲୋକ ସଭା ନିର୍ବାଚନ ଯେତେ ପାଖକୁ ଆସୁଛି ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ସେତିକି ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀର ନ୍ୟାସନାଲ କନଫରେନ୍ସ ଦଳର ନେତା ଅକବର ଲୋନ ପାକିସ୍ତାନକୁ ନେଇ ଦେଇଥିବା ବୟାନ ସାମ୍‌ନାକୁ ଆସିଛି। 

ପାକ୍‌ରେ ୨ ହିନ୍ଦୁ ନାବାଳିକାଙ୍କୁ ଅପହରଣ:ରିପୋର୍ଟ ମାଗିଲେ ସୁଷମା

ପାକ୍‌ରେ ୨ ହିନ୍ଦୁ ନାବାଳିକାଙ୍କୁ ଅପହରଣ:ରିପୋର୍ଟ ମାଗିଲେ ସୁଷମା

ନୂଆଦିଲ୍ଲୀ/ଇସ୍‌ଲାମାବାଦ:୨୫ା୩(ପି.ଟି.):ହୋଲି ଅବସରରେ ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଅନ୍ତର୍ଗତ ଗୋଟକି ଜିଲାରେ ହିନ୍ଦୁ ସମ୍ପ୍ରଦାୟର ୨ ଜଣ ନାବାଳିକାଙ୍କୁ ଅପହରଣ କରିନେଇ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରିଦିଆଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। 

ମେଡ୍‌ ଇନ୍‌ ଚାଇନା: ଓ୍ବାଣ୍ଟେଡ୍‌ ପୋଷ୍ଟରରେ ଅପରାଧୀଙ୍କ ପିଲା ବେଳର ଫଟୋ ଲଗାଇ ଖୋଜୁଛି ପୋଲିସ

ମେଡ୍‌ ଇନ୍‌ ଚାଇନା: ଓ୍ବାଣ୍ଟେଡ୍‌ ପୋଷ୍ଟରରେ ଅପରାଧୀଙ୍କ ପିଲା ବେଳର ଫଟୋ ଲଗାଇ ଖୋଜୁଛି ପୋଲିସ

ବେଜିଂ,୨୪।୩: ଅପରାଧୀଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ଯେଉଁ ପୋଷ୍ଟର ଜାରି କରାଯାଇଥାଏ ତାହା ଅଳ୍ପ ବହୁତେ ସମସ୍ତଙ୍କ ନଜରକୁ ଆସିଥିବ। କାରଣ ଅପରାଧିଙ୍କ ସାମ୍ପ୍ରତିକ ବା ଅପରାଧ କରିଥିବା ସମୟର ଫଟୋ ଲଗାଯାଇଥାଏ। 

ପୃଥିବୀବାସୀଙ୍କ ଉପରେ ନଜର ରଖୁଛନ୍ତି ଏଲିଏନ୍‌!

ପୃଥିବୀବାସୀଙ୍କ ଉପରେ ନଜର ରଖୁଛନ୍ତି ଏଲିଏନ୍‌!

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୩: ଅନ୍ୟଗ୍ରହର ଜୀବ ବା ଏଲଏନ୍‌ଙ୍କୁ ନେଇ ଦୀର୍ଘ ବର୍ଷ ଧରି ମଣିଷ ଗବେଷଣା ଜାରି ରଖିଛି। ତେବେ ନିକଟରେ କେତେକ ମହାକାଶ ବିଜ୍ଞାନୀ ଦାବି କରିଛନ୍ତି ଯେ, ଏଲିଏନ୍‌ ଅନେକ ପୂର୍ବରୁ ମଣିଷକୁ ଖୋଜି ସାରିଥିବାବେଳେ ସମଗ୍ର ପୃଥିବୀବାସୀଙ୍କ ଉପରେ ନଜର ରଖିଛନ୍ତି। 

ମାଲିରେ ଜେହାଦୀ ହିଂସା: ୧୧୫ ପିୟୁଲଙ୍କୁ ହତ୍ୟାକଲେ ଶିକାରି ସମ୍ପ୍ରଦାୟ

ମାଲିରେ ଜେହାଦୀ ହିଂସା: ୧୧୫ ପିୟୁଲଙ୍କୁ ହତ୍ୟାକଲେ ଶିକାରି ସମ୍ପ୍ରଦାୟ

ବମାକୋ,୨୪।୩: ମାଲିର  ମଧ୍ୟଭାଗରେ ଥିବା ଓଗୋସାଗୁ ଗାଁରେ ଘଟିଛି ଜେହାଦୀ ହିଂସା। ଏଠାରେ ବାସ କରୁଥିବା ୧୧୫ ଜଣ ପିୟୁଲ ସମ୍ପ୍ରଦାୟର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ମଝି ସମୁଦ୍ରରେ ଫସିଲା ଜାହାଜ: ୧୩ଶହ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର

ମଝି ସମୁଦ୍ରରେ ଫସିଲା ଜାହାଜ: ୧୩ଶହ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର

ଓସଲୋ,,୨୪।୩: ନରଓ୍ବେର ଏକ ଯାତ୍ରୀବାହୀ ଜାହାଜ ଶୁକ୍ରବାର ମଝି ସମୁଦ୍ରରେ ଫସି ରହିଥିଲା। ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଜାହାଜଟି ଆଉ ଆଗକୁ ଯାଇପାରି ନ ଥିଲା। 

ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ: ସୁଷମା ମାଗିଲେ ରିପୋର୍ଟ

ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ: ସୁଷମା ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୪।୩: ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ କରାଯାଇଛି। ପାକିସ୍ତାନ ସିନ୍ଧ ପ୍ରଦେଶରୁ ରବିନା ଏବଂ ରୀନା ନାମକ ହିନ୍ଦୁ ନାବାଳିକାଙ୍କୁ ସେମାନଙ୍କ ଘରେ ପଶି ଜୋର୍‌ ଜବରଦସ୍ତ ଅପହରଣ କରିବା ପରେ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। 

ଥାଇଲାଣ୍ଡରେ ସୁନାମି ସତର୍କତା

ଥାଇଲାଣ୍ଡରେ ସୁନାମି ସତର୍କତା

ବ୍ୟାଙ୍ଗକକ୍‌,୨୪।୩: ଭାରତ ମହାସାଗରରେ ଶନିବାର ୨ଟି ଭୂକମ୍ପ ହେବା ଫଳରେ ଥାଇଲାଣ୍ଡର ୬ଟି ଅଞ୍ଚଳରେ ସୁନାମି ସତର୍କତା ଜାରି କରାଯାଇଛି। 


Model This Week

ରଶ୍ମି
Why Dharitri