ଅନ୍ତର୍ଜାତୀୟ |

୧୨୫ ବର୍ଷ ତଳେ ଅଷ୍ଟ୍ରେଲିଆରେ ଗୋଟିଏ ବଲରେ ହୋଇଥିଲା ୨୮୬ ରନ୍‌

୧୨୫ ବର୍ଷ ତଳେ ଅଷ୍ଟ୍ରେଲିଆରେ ଗୋଟିଏ ବଲରେ ହୋଇଥିଲା ୨୮୬ ରନ୍‌

 କାନବେରା,୧୩।୨: ଗୋଟିଏ ବଳରେ ପୁଣି ୨୮୬ ରନ୍‌ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ୧୨୫ ବର୍ଷ ତଳେ ଅଷ୍ଟ୍ରେଲିଆ ବାନବରୀ ପଡ଼ିଆରେ ଖେଳା ଯାଇଥିବା ଏକ ମ୍ୟଚ୍‌ରେ ଏହା ସମ୍ଭବ ହୋଇଥିଲା। ୧୮୯୪ ଜାନୁୟାରୀ ୧୫ରେ ଏହି ମ୍ୟାଚ୍‌ ଭିକ୍ଟୋରିଆ ଏବଂ ସ୍କଚ୍‌ ଏକାଦଶ ମଧ୍ୟରେ ହୋଇଥିଲା। ଭିକ୍ଟୋରିଆ ଦଳର ଦୁଇ ବ୍ୟାଟସ୍‌ ମ୍ୟାନ୍‌ ପ୍ରତିପକ୍ଷ ଦଳର ବୋଲିଂର ସାମନା କରୁଥିଲେ। ହଠାତ୍‌ ବୋଲରଙ୍କ ଗୋଟିଏ ବଳରେ ବ୍ୟାଟସ୍‌ ମ୍ୟାନ୍‌ ମାରିଥିଲେ ଲଙ୍ଗ ଶଟ୍‌। ବଲଟି ବାଉଣ୍ଡରୀ ବାହାରେ ଥିବା ଏକ ଗଛ ଡାଳରେ ଲଟକି ରହିଥିଲା। ବଲକୁ ଆଣିବା ପାଇଁ ଫିଲ୍ଡିଂ କରୁଥିବା ଖେଳାଳି ଗଛ ନିକଟକୁ ଯାଇଥିବାବେଳେ ବ୍ୟାଟସ୍‌ ମ୍ୟାନ୍‌ ଦୁହେଁ କ୍ରୁିଚ୍‌ରେ ୬ କିଲୋମିଟର ଦୌଡ଼ି ମୋଟ୍‌ ୨୮୬ ରନ୍‌ କରିଥିଲେ। ଏହି ଖବର ସେତେବେଳେ ପ୍ରକାଶ ପାଉଥିବା ଖବର କାଗଜ  ପାଲ୍‌ ମାଲ୍‌ ଗେଜେଟ୍‌ରେ ପ୍ରକାଶିତ ହୋଇଥିଲା। ଏହାପରେ ଏହି ଖବର ଅନ୍ୟ ଖବର କାଗଜରେ ପ୍ରକାଶ ପାଇଥିଲା। ତେବେ ଏହାର ଫଟୋ  କୌଣସି କ୍ୟାମେରାରେ ଉତ୍ତୋଳିତ ହୋଇ ନ ଥିବାରୁ ଏହାକୁ ଓ୍ବାଲ୍ଡ ରେକର୍ଡ ବୁକ୍‌ରେ ସ୍ଥାନୀତ କରାଯାଇ ପାରି ନ ଥିଲା। ପରବର୍ତ୍ତୀ ସମୟରେ କ୍ରିକେଟ ଖେଳର ନିୟମରେ ଅନେକ ପରିବର୍ତ୍ତନ ଆସିଥିଲା। ସେହିପରି ୨୦୦୬ମାର୍ଚ୍ଚ ୧୨ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଏକ ମ୍ୟାଚ୍‌ରେ ଗୋଟିଏ ବଲରେ ୨୧ ରନ୍‌ ହୋଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ଖେଳି ୫୦ ଓଭରରେ ୪୩୪ ରନ୍‌ କରିଥିଲା। ଖେଳର ୪୮ ତମ ଓଭରର ପ୍ରଥମ ବଲରେ ରୋଜର ଟେଲେମିଚୁସ୍‌ ଲଗାତାର ୪ଟି ନୋ ବଲ୍‌ ପକାଇଥିଲେ ଏହାର ସୁଯୋଗ ନେଇ ଅଷ୍ଟ୍ରେଲିଆ ବ୍ୟାଟସ୍‌ ମ୍ୟାନ୍‌ ଚୌକା ଛକା ମାରିଥିଲେ। ଫଳରେ ଗୋଟିଏ ବଲରେ ୨୧ ରନ୍‌ ହୋଇଥିଲା। ଏହା ଗ୍ରୀନିଜ୍‌ ବୁକ୍‌ରେ ସ୍ଥାନ ପାଇଥିଲା। ତେବେ ଏହି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଏକ ଓ୍ବିକେଟ ହାତରେ ଥାଇ ୪୩୮ ରନ୍‌ରେ ବିଜୟୀ ହୋଇଥିଲା।

All Right Reserved By

ଅନ୍ତର୍ଜାତୀୟ |

୨୦୧୮ରେ ଜାତିସଂଘରେ ୨୫୯ ଯୌନଶୋଷଣ ମାମଲା

୨୦୧୮ରେ ଜାତିସଂଘରେ ୨୫୯ ଯୌନଶୋଷଣ ମାମଲା

ଓ୍ବାଶିଂଟନ, ୧୯।୩: ଜାତିସଂଘରେ ୨୦୧୮ରେ ୨୫୯ଟି ଯୌନଶୋଷଣ ମାମଲା ସମ୍ପର୍କରେ ଅଭିଯୋଗ ହୋଇଛି। ୨୦୧୭ ତୁଳନାରେ ଏଭଳି ଘଟଣାରେ ଶତପ୍ରତିଶତ ବୃଦ୍ଧି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

ଲଣ୍ଡନ,୧୯।୩: ୧୮୮୮ରେ ଦେହଜୀବୀଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରିବା ସହ ତାଙ୍କ ଶରୀରରୁ ଅଙ୍ଗ କାଢ଼ିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ୧୩୦ ବର୍ଷ ପରେ ସିରିୟଲ କିଲର ‘ଜୈକ ଦ ରିପର’କୁ ଧରିବାର ସଫଳ ହୋଇଛି  ପୋଲିସ।

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ/କାବୁଲ: ଆଫଗାନିସ୍ତାନର ବାଘଲାନ ଅଞ୍ଚଳରୁ ପ୍ରାୟ ୧୦ମାସ ତଳେ ଅପହୃତ ହୋଇଥିବା ୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଭାରତ ଫେରିଥିବା ସୂଚନା ମିଳିଛି। 

ତାଣ୍ଡବ ରଚିଲା ‘ଇଦାଇ’: ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ତାଣ୍ଡବ ରଚିଲା ‘ଇଦାଇ’: ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ମାପୁଟୋ,୧୯।୩: ଦକ୍ଷିଣ ଆଫ୍ରିକାର ମୋଜାମ୍ବିକ୍ୱୁରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ‘ଇଦାଇ’। ମାଜାମ୍ବିକ୍ୱୁ ରାଷ୍ଟ୍ରପତି ଫିଲିପ୍‌ ନ୍ୟୁଷି କହିଛନ୍ତି ‘ଇଦାଇ’ ପ୍ରଭାବରେ ଅତିକମ୍‌ରେ ହଜାରେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ନିଖୋଜ ହୋଇଛନ୍ତି। 

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ବେଜିଂ/ନୂଆଦିଲ୍ଲୀ,୧୯।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ପାକିସ୍ତାନ ଆତଙ୍କବାଦୀ ମାସୁଦ ଆଝାରଙ୍କୁ ‘ଗ୍ଲୋବାଲ ଟେରରିଷ୍ଟ’ ଘୋଷଣା କରିବାକୁ ନେଇ ଚାଇନା ଏକ ପ୍ରକାର ଅମଙ୍ଗ ଥିଲା।

ଭାରତୀୟ ହେବେ ପରବର୍ତ୍ତୀ ବୌଦ୍ଧ ଧର୍ମଗୁରୁ : ଦଲାଇ ଲାମା

ଭାରତୀୟ ହେବେ ପରବର୍ତ୍ତୀ ବୌଦ୍ଧ ଧର୍ମଗୁରୁ : ଦଲାଇ ଲାମା

ଧର୍ମଶାଳା/ତିବ୍ବତ,୧୯।୩: ବୌଦ୍ଧଧର୍ମର ପରବର୍ତ୍ତୀ ଧର୍ମଗୁରୁ ଚାଇନାରୁ ନ ହୋଇ ଭାରତରୁ ହେବାର ସଙ୍କେତ ଦେଇଛନ୍ତି ଦଲାଇ ଲାମା। ଜଣେ ଭାରତୀୟ ତାଙ୍କର ଉତ୍ତରାଧିକାରୀ ହେବେ। 

ହ୍ବାଟ୍ସଆପ ଆଣ୍ଡ୍ରଏଡ୍‌ କିବୋର୍ଡରେ ଆଣିବ ଟ୍ରାନ୍ସଜେଣ୍ଡର ଇମୋଜି

ହ୍ବାଟ୍ସଆପ ଆଣ୍ଡ୍ରଏଡ୍‌ କିବୋର୍ଡରେ ଆଣିବ ଟ୍ରାନ୍ସଜେଣ୍ଡର ଇମୋଜି

ଓ୍ବାଶିଂଟନ୍‌,୧୮।୩: ଫେସବୁକ୍‌ର ହ୍ବାଟ୍ସ ଆପ୍‌ ଏବେ ତା’ର ପ୍ଲାଟଫର୍ମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଏହି ସୋସିଆଲ ମିଡିଆ ଆପ୍‌ କେତେ ଗୁଡିଏ ନୂଆ ଫିଚର, ଇମୋଜି ଓ ଷ୍ଟିକର ଆଣିବାକୁ ଯୋଜନା କରୁଛି।

ସ୍ପେସ୍‌ ମିଶନରେ ବାଧା: ଭାଇରସ୍‌ ଯୋଗୁ ଚର୍ମରୋଗ ହେବା ଆଶଙ୍କା

ସ୍ପେସ୍‌ ମିଶନରେ ବାଧା: ଭାଇରସ୍‌ ଯୋଗୁ ଚର୍ମରୋଗ ହେବା ଆଶଙ୍କା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୩: ଭବିଷ୍ୟତରେ ମଙ୍ଗଳ ସମେତ ଅନ୍ୟ ଗ୍ରହକୁ ମାନବ ମିଶନ ପଠାଯିବା ପାଇଁ ମହାକାଶ ଗବେଷଣା ସଂସ୍ଥାଗୁଡ଼ିକ ପକ୍ଷରୁ କରାଯାଉଥିବା ପ୍ରୟାସରେ ସୃଷ୍ଟି ହୋଇଛି ବାଧା। 

ଜିମ୍ବାଓ୍ବେରେ ପ୍ରବଳ ଝଡ଼: ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଜିମ୍ବାଓ୍ବେରେ ପ୍ରବଳ ଝଡ଼: ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ମଲାଓ୍ବି,୧୮।୩: ଜିମ୍ବାଓ୍ବେରେ ଘୂର୍ଣ୍ଣିବାତ୍ୟା ‘ଇଦାଇ’ ତାଣ୍ଡବ ରଚିଛି। ଏପର୍ଯ୍ୟନ୍ତ ଏଥିରେ ଶହେରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଆକଳନ କରାଯାଇଛି। ଲକ୍ଷ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହେବା ସହ ଶହ ଶହ ଲୋକ ନିଖୋଜ ଥିବା କୁହାଯାଉଛି।

ପ୍ରଘଟ ହୋଇଛି ନୂଆ ତଥ୍ୟ;କେମ୍ବ୍ରିଜ ଆନାଲିଟିକା ଦ୍ୱାରା ଡାଟା ଚୋରିକୁ ଫେସବୁକ୍‌ ଜାଣିଥିଲା

ପ୍ରଘଟ ହୋଇଛି ନୂଆ ତଥ୍ୟ;କେମ୍ବ୍ରିଜ ଆନାଲିଟିକା ଦ୍ୱାରା ଡାଟା ଚୋରିକୁ ଫେସବୁକ୍‌ ଜାଣିଥିଲା

ଲଣ୍ଡନ,୧୮-୩: କେମ୍ବ୍ରିଜ ଆନାଲିଟିକା ଦ୍ୱାରା ତଥ୍ୟ ଚୋରି ସଂକ୍ରାନ୍ତରେ ଫେସବୁକ୍‌ର କିଛି ଅଧିକାରୀ ଜାଣିଥିଲେ ବୋଲି ଆମେରିକାର ସଂଘୀୟ ସରକାରୀ ଓକିଲ ତଦନ୍ତ କରି ଜାଣିପାରିଛନ୍ତି।

ମାଡି ଆସିଲା ବନ୍ୟା: ୫୦ ମୃତ ଅନେକ ନିଖୋଜ

ମାଡି ଆସିଲା ବନ୍ୟା: ୫୦ ମୃତ ଅନେକ ନିଖୋଜ

ଜାକର୍ତ୍ତା,୧୭।୩: ଇଣ୍ଡୋନେସିଆରେ ପ୍ରବଳ ବର୍ଷା ହେବା ଫଳରେ ହଠାତ୍‌ ବନ୍ୟା ଆସିବାରୁ ଅତିକମ୍‌ରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ନିଖୋଜ ହୋଇଥିବା କୁହାଯାଉଛି। ଇଣ୍ଡୋନେସିଆର ପୂର୍ବ ଭାଗରେ ଏହି ବନ୍ୟା ଆସିବା ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି। 

ପାକିସ୍ତାନର ଆଉ ଏକ ରୂପ: ଖ୍ରୀଷ୍ଟିଆନ୍‌ ମହିଳାଙ୍କୁ ଅପହରଣ କରି ବଳପୂର୍ବକ କରାଗଲା ମୁସଲମାନ

ପାକିସ୍ତାନର ଆଉ ଏକ ରୂପ: ଖ୍ରୀଷ୍ଟିଆନ୍‌ ମହିଳାଙ୍କୁ ଅପହରଣ କରି ବଳପୂର୍ବକ କରାଗଲା ମୁସଲମାନ

ଇସଲାମାବାଦ,୧୭।୩: ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନେଇ ଭାରତକୁ ଉପଦେଶ ଦେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯାହା କହିଥିଲେ ଯେ ଏବେ ନୂଆ ପାକିସ୍ତାନ ଦେଖିବାକୁ ମିଳିବ। ତା’ର ଏକ ନିଚ୍ଛକ ପ୍ରତିଛବି ଏବେ ସାମ୍ନାକୁ ଆସିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା