ଫୁରସତ |

ଏଠାରେ ପ୍ରତି ମାସ ୧୪ ତାରିଖରେ ପାଳନ କରାଯାଏ ଭାଲେଣ୍ଟାଇନ୍‌ ଡେ’

ଏଠାରେ ପ୍ରତି ମାସ ୧୪ ତାରିଖରେ ପାଳନ କରାଯାଏ ଭାଲେଣ୍ଟାଇନ୍‌ ଡେ’

ଭାଲେଣ୍ଟାଇନ୍‌ ଡେ’କୁ ନେଇ ଏବେ ସବୁଠି ପରିବେଶ ସରଗରମ। କିଏ କେମିତି ଢଙ୍ଗରେ ଏହାକୁ ସ୍ମରଣୀୟ କରିବେ ସେଥିପାଇଁ ଲାଗି ପଡିଛନ୍ତି ପ୍ରସ୍ତୁତିରେ। କାରଣ ବର୍ଷକରେ ଥରେ ଅର୍ଥାତ୍‌ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଏହି ପ୍ରେମର ଦିବସ। ସେଥିପାଇଁ ଏହି ଦିନକୁ ପ୍ରତ୍ୟେକ ପ୍ରେମୀ ଯୁଗଳ ଅପେକ୍ଷା ରଖିଥାଆନ୍ତି। ହେଲେ ଏମିତି ଏକ ଦେଶ ଅଛି ଯେଉଁଠି ପ୍ରତିମାସ ୧୪ ତାରିଖରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍‌ ଡେ’। ଏହି ଦେଶ ହେଉଛି ଦକ୍ଷିଣ ଆଫ୍ରିକା। ଏଠାରେ ପ୍ରତିମାସ ୧୪ ତାରିଖରେ ଭାଲେଣ୍ଟାଇନ୍‌ ଡେ’ ପାଳନ କରାଯାଇଥାଏ। ଏହିଦିନ ପ୍ରତି ପ୍ରେମୀ ଯୁଗଳ ଅବା ପତ୍ନୀପତି ପରସ୍ପରକୁ କିଛି ନା କିଛି ଉପହାର ଦେଇଥାଆନ୍ତି। ବିଶ୍ୱରେ ଯେତେ ଦେଶ ଅଛି ସବୁଠାରୁ ନିଆର ହେଉଛି ଦକ୍ଷିଣ ଆଫ୍ରିକାର ଚାଲିଚଳନ ଓ ପରମ୍ପରା। ସେଥିପାଇଁ ଏଠାରେ ଭାଲେଣ୍ଟାଇନ୍‌ ଡେ’ ମଧ୍ୟ ସବୁଠାରୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଏହାକୁ ଅନେକେ ରୋମାଣ୍ଟିକ୍‌ ଡେ’ ବୋଲି ମଧ୍ୟ କହିଥାଆନ୍ତି। 

All Right Reserved By

ଫୁରସତ |

ବୟସର ବ୍ୟବଧାନ ୪୫ ବର୍ଷ କିନ୍ତୁ ସୁଖୀ ଦମ୍ପତି

ବୟସର ବ୍ୟବଧାନ ୪୫ ବର୍ଷ କିନ୍ତୁ ସୁଖୀ ଦମ୍ପତି

ଦମ୍ପତିଙ୍କ ମଧ୍ୟରେ ବୟସର ତାରତମ୍ୟ କମ୍‌ ରହିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି ଅନେକ ମତ ଦିଅନ୍ତି। ହେଲେ ଏହାକୁ ଭୁଲ୍‌ ପ୍ରମାଣ କରିଛନ୍ତି କଲମ୍ବିଆର ଦମ୍ପତି

ମୟୂର ସମ୍ପର୍କରେ ଜାଣିଛନ୍ତି କି ଏସବୁ କଥା

ମୟୂର ସମ୍ପର୍କରେ ଜାଣିଛନ୍ତି କି ଏସବୁ କଥା

ମୟୂର ଆମର ଜାତୀୟ ପକ୍ଷୀ। ପୁଚ୍ଛ ପାଇଁ ଏହା ଖୁବ୍‌ ସୁନ୍ଦର ଦେଖାଯାଏ। ବର୍ଷା ଦେଖିଲେ ପୁଚ୍ଛ ମେଲାଇ ନୃତ୍ୟ କରିଥାଏ। ଆମେ ଏତିକି ଜାଣିଛେ ମାତ୍ର ମୟୂର କ’ଣ ଖାଏ? ଏହା ପୁଚ୍ଛରେ କେତୋଟି ଚନ୍ଦ୍ରିକା ରହିଛି ଜାଣନ୍ତି କି? ଯଦି ନା ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ...


ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ସ୍ବର ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ। କୁହାଯାଏ ଯେ, ଛାତ ଉପରେ ଯଦି କୌଣସି କାଉ ବସିଯାଏ ତେବେ ଘରକୁ କୁଣିଆଙ୍କ ଆଗମନ ହୋଇଥାଏ। 

ସ୍ବାମୀଙ୍କ ପୋଷାକ ଶୁଙ୍ଘିଲେ ଦୂର ହେବ ଚିନ୍ତା

ସ୍ବାମୀଙ୍କ ପୋଷାକ ଶୁଙ୍ଘିଲେ ଦୂର ହେବ ଚିନ୍ତା

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ମହିଳାମାନେ ଚିନ୍ତାରେ ରହିବା ଏକ ସାଧାରଣ କଥା। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏକ ସହଜ ଉପାୟ ସମ୍ମୁଖକୁ ଆସିଛି। ସ୍ବାମୀ ତଥା ପ୍ରେମିକଙ୍କ ପୋଷାକ ଶୁଙ୍ଘିବା ଦ୍ୱାରା ମହିଳାମାନେ ଚିନ୍ତାମୁକ୍ତ ହୋଇପାରିବେ।

ଦାଢ଼ି ଥିବା ପୁଅଙ୍କଠାରୁ ଅଧିକ ସଫା କୁକୁର

ଦାଢ଼ି ଥିବା ପୁଅଙ୍କଠାରୁ ଅଧିକ ସଫା କୁକୁର

ଅଧିକାଂଶ ପୁଅଙ୍କୁ ଦାଢ଼ି ରଖିବାକୁ ଭଲ ଲାଗେ। ଆଜିକାଲି ତ ଏହା ଏକ ଫ୍ୟାଶନ୍‌ ଟ୍ରେଣ୍ଡ ପାଲଟିଲାଣି ବୋଲି କହିଲେ ଭୁଲ ହେବ ନାହିଁ।  

ବାପାଙ୍କ ଲାଗି ନିଜ ଲିଭର୍‌ର ୬୫% ଦାନ କଲେ ଝିଅ

ବାପାଙ୍କ ଲାଗି ନିଜ ଲିଭର୍‌ର ୬୫% ଦାନ କଲେ ଝିଅ

ପରିବାରର ଖୁସି ଲାଗି ଝିଅଟିଏ କିଛି ବି କରିପାରେ। ବିଶେଷକରି ମା’ବାପାଙ୍କ ମଧ୍ୟରୁ ବାପାଙ୍କ ଅତି ନିକଟତର ଥାଏ ଝିଅ। ପୂର୍ବରୁ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଥିବା ବେଳେ ଏବେ କୋଲ୍‌କାତାର ଜଣେ ୧୯ ବର୍ଷୀୟା ଝିଅ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଜୀବନୀ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଚାହିଁଥାନ୍ତି। ଏପ୍ରିଲ ୧୯ ଅର୍ଥାତ ଆଜି ମୁକେଶଙ୍କ ଜନ୍ମଦିନରେ ନୀତାଙ୍କ ସହ ଯୋଡ଼ି ହୋଇଥିବା କିଛି ଖାସ୍‌ କଥା ଜାଣନ୍ତୁ। 

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ ଯଦି ଚାକିରିଟିଏ ମିଳିଗଲା ତେବେ ଖୁସି ବହୁଗୁଣିତ ହୋଇଯାଏ।

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ନୂଆଦିଲ୍ଲୀ, ୧୯।୪: ଇଚ୍ଛାଶକ୍ତି ଥିଲେ, ପଙ୍ଗୁ ଗିରି ଲଂଘି ପାରେ। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି ସତ୍ୟେନ୍ଦ୍ର। 

 ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ  ଆଶ୍ଚର୍ଯ୍ୟ

ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏମିତି ଏକ ଗାଁ ଅଛି ଯେଉଁଠି ଝିଅମାନଙ୍କ ଲାଗି ବିବାହ କରିବା ସବୁଠାରୁ ଜଟିଳ ସମସ୍ୟା। ସେଠାରେ ଝିଅମାନେ ସୁନ୍ଦରୀ ହୋଇଥିଲେ ସୁଦ୍ଧା ସେମାନଙ୍କୁ ବିବାହ ନିମନ୍ତେ ପୁଅ ମିଳନ୍ତି ନାହିଁ।

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାହାଡ଼ିଆ ଅଞ୍ଚଳ ବୁଲିବା ପାଇଁ ଗଲେ ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ନଜରକୁ ଆସିବ। ମାତ୍ର ଏମିତି ଏକ ଫୁଲ ଅଛି ଯାହା ଦେଖିଲେ ଆଖିକୁ ଆଉ ଫେରାଇ ପାରିବେନି। ଏହି ଫୁଲର ନାଁ ହେଉଛି ‘ଡିପ୍‌ହିଲ୍‌ନେୟା ଗ୍ରେ’। 

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ ଶରୀରରେ କେତେକ ଜୈବିକ ପରିବର୍ତ୍ତନ ଘଟିଥାଏ। ମୃତ୍ୟୁ ପରେ ହୃଦୟର ସ୍ପନ୍ଦନ ବନ୍ଦ ହେବା ଯୋଗୁ ରକ୍ତ ସଞ୍ଚାଳନ ସମ୍ଭବ ହୋଇ ନ ଥାଏ। ଫଳରେ ଶରୀରର ସମସ୍ତ କୋଷିକା ଅମ୍ଲଜାନ ଅଭାବରୁ ମରି ଯାଇଥାନ୍ତି। 


Model This Week

କ୍ରିଷ୍ଣା
Why Dharitri