ଅନ୍ତର୍ଜାତୀୟ |

ତୁର୍କୀ ହେଲିକପ୍ଟର ଦୁର୍ଘଟଣା: ୪ ସେନା ମୃତ

ତୁର୍କୀ ହେଲିକପ୍ଟର ଦୁର୍ଘଟଣା: ୪ ସେନା ମୃତ

ଇସ୍ତାନବୁଲ,୧୨।୨: ତୁର୍କୀର ଚେକମିକୋ ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ହୋଇଥିବା ଏକ ହେଲିକପ୍ଟର ଦୁର୍ଘଟଣାରେ ୪ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜରୁରୀକାଳୀନ ଅବତରଣ ସମୟରେ ଘଟିଛି ଏହି ଦୁର୍ଘଟଣା। ଜରୁରୀକାଳୀନ ଅବତରଣର ତାମିଲ ନେବା ସମୟରେ ହେଲିକପ୍ଟରରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାରୁ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଇସ୍ତାନବୁଲର ରାଜ୍ୟପାଳ ଅଲି ୟରଲିକାୟା କହିଛନ୍ତି। ଦୁର୍ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଓ  ଉଦ୍ଧାର କାରୀ ଦଳ ପହଞ୍ଚି ଥିଲେ ସୁଦ୍ଧା ଏଥିରେ ଥିବା ୪ ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଏ ସର୍ମ୍ପକରେ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ମିଲି ସୌଭନମା ବାକାନଲିଗି। 

All Right Reserved By

ଅନ୍ତର୍ଜାତୀୟ |

ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଟୋକିଓ,୨୦।୪: ଇଛା ଶକ୍ତି ସମ୍ମୁଖରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜାପାନର ଜଣେ ଦୃଷ୍ଟି ବାଧିତ ନାବିକ। 

ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ଓ୍ବାଶିଂଟନ,୨୦।୪: ଚିକିତ୍ସା ବିଜ୍ଞାନମାନେ ଏକ ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହାଦ୍ୱାରା ଡେଡ୍‌ ବ୍ରେନ୍‌ କୋଷିକାକୁ ପୁଣି ଜୀବିତ କରାଯାଇପାରିବ। 

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୦।୪: ୟୁଏଇର ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀନାରାୟଣ ସଂସ୍ଥାର ମହନ୍ତ ସ୍ବାମୀ ମହାରାଜ ଉପସ୍ଥିତ ରହିବେ।

ଭୋପାଳ ଗ୍ୟାସ୍‌ ଲିକ୍‌ ବିଂଶ ଶତାବ୍ଦୀର ଏକ ଦୁଃଖଦ ଘଟଣା: ଜାତିସଂଘ

ଭୋପାଳ ଗ୍ୟାସ୍‌ ଲିକ୍‌ ବିଂଶ ଶତାବ୍ଦୀର ଏକ ଦୁଃଖଦ ଘଟଣା: ଜାତିସଂଘ

ଓ୍ବାଶିଂଟନ,୨୦।୪: ମଧ୍ୟପ୍ରଦେଶର ଭୋପାଳରେ ଘଟିଥିବା ୟୁନିୟନ୍‌ କାର୍ବାଇଡ୍‌ ପ୍ଲାଣ୍ଟ୍‌ରୁ ଲିକ୍‌ ହୋଇଥିବା ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌ ବିଂଶ ଶତାବ୍ଦୀର ଏକ ପ୍ରମୁଖ ଦୁଃଖଦ ଘଟଣା ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। 

୫ଶହ ଭାରତୀୟଙ୍କୁ ଲିବିୟା ଛାଡିବାକୁ କହିଲେ ସୁଷମା

୫ଶହ ଭାରତୀୟଙ୍କୁ ଲିବିୟା ଛାଡିବାକୁ କହିଲେ ସୁଷମା

ତ୍ରିପୋଲି,୨୦।୪: ଲିବିୟାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଦେଶ ଛାଡିବାକୁ ପ୍ରାୟ ୫ଶହ ଭାରତୀୟଙ୍କୁ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। 

ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବାମାକୋ,୨୦ା୪ (ଏଏଫ୍‌ପି): ମାଲିରେ ହିଂସା ଦମନ କରିବାରେ ବିଫଳତା ପାଇଁ ପ୍ରଧାନମନ୍ତ୍ରୀ ସୁମିଲୁ ବୁବେୟି ମାଇଗା ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ପ୍ରଦାନ କରିଛନ୍ତି। 

ବିଶ୍ୱର ସବୁଠାରୁ ଛୋଟ ଶିଶୁ ୭ମାସ ପରେ ଓଜନ ୩ କିଲୋ

ବିଶ୍ୱର ସବୁଠାରୁ ଛୋଟ ଶିଶୁ ୭ମାସ ପରେ ଓଜନ ୩ କିଲୋ

ଟୋକିଓ,୧୯।୪: ବିଶ୍ୱର ସବୁଠାରୁ ଛୋଟ ଶିଶୁପୁତ୍ର ଗତବର୍ଷ ଅକ୍ଟୋବରରେ ଜାପାନରେ ଜନ୍ମଗ୍ରହଣ କରିଥିଲେ। ସେବେଠାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା। 

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ତ୍ରିପୋଲି,୧୯।୪: ଲିବିୟାର ରାଜଧାନୀ ତ୍ରିପୋଲିକୁ ଦଖଲ କରିବାକୁ ଲିବିୟା ସେନା ଓ ବାଗି ଜେନରାଲ ହଫ୍‌ଦାରର ଲିବିୟା ନ୍ୟାଶନାଲ ଆର୍ମି ମଧ୍ୟରେ ସଂଘର୍ଷ ଜାରି ରହିଛି। 

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି। 

ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ

ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ

ଢାକା, ୧୯।୪: ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ। ବାଂଲାଦେଶ ଢାକାରେ ଘଟିଛି ଏଭଳି ଅମାନବୀୟ ଘଟଣା। 

ଦୁର୍ଘଟଣାରେ ୨୯ ପର୍ଯ୍ୟଟକ ମୃତ

ଦୁର୍ଘଟଣାରେ ୨୯ ପର୍ଯ୍ୟଟକ ମୃତ

ଲିସବନ୍‌,୧୯ା୪(ଏଏଫ୍‌ପି):ପର୍ତ୍ତୁଗୀଜ  ଦ୍ୱୀପ ମାଦିରାରେ ବସ୍‌ ଦୁର୍ଘଟଣାରେ ୨୯ ଜର୍ମାନ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। 

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ଓ୍ବାଶିଂଟନ,୧୮।୪: ମଣିଷ ରୋବୋ ମଧ୍ୟରେ ପ୍ରେମ। ଏହା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ। ତେବେ ଆମେରିକାରେ ଜଣେ ୨୯ ବର୍ଷ ବୟସ୍କ ଯୁବକ ଟ୍ରୋଲ୍‌ ନାମକ ଏକ ରୋବୋ ପ୍ରେମରେ ପଡ଼ିଛନ୍ତି।


Model This Week

କ୍ରିଷ୍ଣା
Why Dharitri