ଜୀବନଚର୍ଯ୍ୟା |

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଡ୍ରାଏ ଫ୍ରୁଟସ୍‌  ଖାଇଲେ ମିଳିଥାଏ ଅନେକ ସୁଫଳ। ଏହା ଯୋଗୁ ମେଦବହୁଳତା ହ୍ରାସ ପାଇଥାଏ। ନିୟମିତ ଏପରି କଲେ ୬ମାସରୁ ଏକ ବର୍ଷ ମଧ୍ୟରେ ବିନା ଡାଏଟିଂରେ ତଥା ବ୍ୟାୟାମରେ ଜଣେ ସ୍ଲିମ୍‌ ହୋଇପାରିବେ। କିସ୍‌ମିସ୍‌, କାଜୁ, ଅଖରୋଟ୍‌ ଆଦି ଡ୍ରାଏ ଫ୍ରୁଟସ୍‌ ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଡ୍ରାଏ ଫ୍ରୁଟସ୍‌ରେ  ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଛି। ଦିନକୁ ଅତି କମ୍‌ରେ ସାତଟି ଡ୍ରାଏ ଫ୍ରୁଟସ୍‌  ଖାଇଲେ ବିଭିନ୍ନ ପ୍ରକାର ରୋଗ ଦୂରେଇ ଯାଏ। ଡ୍ରାଏ ଫ୍ରୁଟସ୍‌   ପ୍ରଭାବରେ ଶରୀରରେ କୋଲେଷ୍ଟରଲ୍‌ ମାତ୍ରା ଆଶାତୀତ ଭାବେ ହ୍ରାସ ପାଇ ଶରୀର ହୋଇଥାଏ ସ୍ଲିମ୍‌। ଡ୍ରାଏ ଫ୍ରୁଟସ୍‌ରେ ପୋଲିଫେଲନ୍‌ ପ୍ରଚୁର ମାତ୍ରାରେ ଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। 

All Right Reserved By

ଜୀବନଚର୍ଯ୍ୟା |

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଶୁଖିଲା କାଶ ହେଲେ ବାରମ୍ବାର କାଶ ହୋଇଥାଏ। ଅପରପକ୍ଷରେ କଫଯୁକ୍ତ କାଶରେ ଛାତିଥିବା କଫ କାଶ ସମୟରେ ବାହାରି ଯାଇଥାଏ। କାଶ ଯୋଗୁ ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ। 

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସାଗରେ ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱ ରହିଥାଏ। ରକ୍ତହୀନତା ରୋଗରେ ପାଳଙ୍ଗ ଶାଗ ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ। 

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁ ଏକ ଲୋକପ୍ରିୟ ଖାଦ୍ୟ। ଭାରତର ପ୍ରତିଟି ଅଞ୍ଚଳରେ ଏହାର ଚାହିଦା ରହିଛି। କେହି କେହି ଛତୁକୁ କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। 

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି। ଭଲ ସ୍ବାସ୍ଥ୍ୟ ପାଇବା ଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ଘଣ୍ଟା ଶୋଇବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ନିଦ୍ରାହୀନତା ଏକ ପ୍ରମୁଖ ରୋଗ ପାଲଟିଲାଣି।

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ସ୍ବାସ୍ଥ୍ୟ ପାଇଁ ପନିପରିବା ଅତି ଉପକାରୀ। ପନିବରିବା ମଧ୍ୟରେ ବିଲାତି ବାଇଗଣ ଏକ ଘରେ ଘରେ ଏକ ମୁଖ୍ୟ ପରିବା। ଦେଖିବାକୁ ଯେତିକି ସୁନ୍ଦର,ଦେହପାଇଁ ମଧ୍ୟ ଏହା ସେତିକି ଉପକାରୀ।

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍‌ ବିଟ୍‌ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।

ତ୍ୱଚା ପାଇଁ କଫି

ତ୍ୱଚା ପାଇଁ କଫି

ଉତ୍ତମ ସ୍କ୍ରବ୍‌ର କାମ କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ କଫି। ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ...

ଗର୍ଭାବସ୍ଥାରେ  ଲୁପସ୍‌

ଗର୍ଭାବସ୍ଥାରେ ଲୁପସ୍‌

ଏସ୍‌ଏଲ୍‌ଇ ବା ସିଷ୍ଟମିକ୍‌ ଲୁପସ୍‌ ଏରିଦମେଟୋସସ୍‌ ଏକ ଗୁରୁତର ଅଟୋଇମ୍ୟୁନ୍‌ ରୋଗ, ଯାହାର ଅର୍ଥ ହେଉଛି ଶରୀରରେ ସ୍ବାଭାବିକ ଭାବେ ଥିବା ପଦାର୍ଥର ବିନାଶକ ପ୍ରତିପିଣ୍ଡ ଦ୍ୱାରା ସୃଷ୍ଟରୋଗ। ଏଥିସହ ତା’ ସାଙ୍ଗରେ ଅଟୋ ଆଣ୍ଟିବଡି ମଧ୍ୟ ଥାଏ, ଯାହା ଶରୀରରେ ପ୍ରବେଶ  କରିଥିବା ବିଷଦ୍ରବ୍ୟକୁ  ଧ୍ୱଂସ କରିବା ପାଇଁ  ରକ୍ତରେ ଗଢ଼ିଉଠିଥିବା ବିଷନାଶକ ପୁଷ୍ଟିସାର ହୋଇଥାଏ । 

ସ୍ତନକର୍କଟରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ଥର ଆପଣାନ୍ତୁ ଏହି ସହଜ ଉପାୟ...

ସ୍ତନକର୍କଟରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ଥର ଆପଣାନ୍ତୁ ଏହି ସହଜ ଉପାୟ...

ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ମାଛ ସ୍ତନ କର୍କଟ ସମସ୍ୟାର ଦୂର କରିଥାଏ।

ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ମୁଠାଏ...

ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ମୁଠାଏ...

ଶରୀରରେ ପ୍ରୋଟିନର ଅଭାବ ଦେଖାଦେଲେ ସାମାନ୍ୟ ପରିଶ୍ରମରେ ବି କ୍ଲାନ୍ତି ଲାଗିଥାଏ । ଏପରି କ୍ଷେତ୍ରରେ ସପ୍ଲିମେଣ୍ଟ ଭାବେ ଅନେକ ମେଡିସିନ୍‌ ମାଧ୍ୟମରେ ପ୍ରୋଟିନ୍‌ ନେବା ଆରମ୍ଭ କରିଥାନ୍ତି । 

ଔଷଧ ବ୍ୟବହାର

ଔଷଧ ବ୍ୟବହାର

ଔଷଧ ଖାଇବା ଭୁଲି ହୋଇଗଲେ ପରବର୍ତ୍ତୀ ମାତ୍ରାକୁ ଦୁଇଗୁଣ ବଢ଼େଇ ଦେଇ ବ୍ୟବହାର କରିବେନି। ଔଷଧର ନଁା ଲେଖା ନ ଥିବା ବୋତଲରେ ଔଷଧ ରଖିବେନି। ଡାକ୍ତରଙ୍କୁ ନ ପଚାରି କୌଣସି ବଟିକା ଔଷଧକୁ ଫାଳ କରି କି ଗୁଣ୍ଡକରି ଖାଇବେନି। କାରଣ କେତେକ ବଟିକାକୁ ପୂରା ସେହିପରି ଭାବରେ ଗିଳିପକେଇଲେ ତା’ର ସକ୍ରିୟତା ଅକ୍ଷୂର୍ଣ୍ଣ ରହିଥାଏ। କିନ୍ତୁ ତାକୁ ଫାଳ କରିଦେଲେ କି ଗୁଣ୍ଡ କରିଦେଲେ ଔଷଧର କାର୍ଯ୍ୟକାରିତା ହ୍ରାସ ପାଇଯାଏ।

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସର ରୋଗୀଙ୍କ ପାଇଁ ଖୁସି ଖବର।