ଜୀବନଚର୍ଯ୍ୟା |

ସକାଳେ ପିଇନ୍ତୁ ଏହି ଜୁସ୍‌; ରହିବେ ବହୁରୋଗରୁ ଦୂରେଇ...

ସକାଳେ ପିଇନ୍ତୁ ଏହି  ଜୁସ୍‌; ରହିବେ ବହୁରୋଗରୁ ଦୂରେଇ...

ସକାଳେ ବନ୍ଧାକୋବି ଜୁସ୍‌ ପିଇଲେ ମିଳିଥାଏ ଅନେକ ଉପକାର । ଏହାଯୋଗୁ ହୃଦ୍‌ଘାତ ସମେତ ମଧୁମେହ, ମେଦବହୁଳତା, କର୍କଟ ଆଦି ରୋଗରୁ ମୁକ୍ତି ମିଳିଥାଏ । ଏନେଇ ଆୟୁର୍ବେଦରେ ଉଲ୍ଳେଖ ରହିଛି। ବନ୍ଧାକୋବି ଜୁସ୍‌ରେ ଭିଟାମିନ୍‌ କେ, ଭିଟାମିନ ସି, ଭିଟାମିନ ବି-୬, କ୍ୟାଲିସିୟମ, ଆଇରନ, ଜିଙ୍କ, ସୋଡିୟମ ପରି ବହୁ ମିନେରାଲ ରହିଥାଏ। ରେଡିଏସନ ଥେରାପିରେ ତ୍ୱଚାର ସୁରକ୍ଷା ଲାଗି ବନ୍ଧାକୋବି ଜୁସ୍‌ ବ୍ୟବହାର କରାଯାଇଥାଏ। ବନ୍ଧାକୋବିରେ ପ୍ରଚୁର ପରିମାଣରେ ସଲ୍‌ଫର ଥିବାରୁ ଏହା କ୍ୟାନସର ପରି ମହାମାରୀ ମଧ୍ୟ ଦୂର କରିଥାଏ। ନିୟମିତ ଦରସିଝା ବନ୍ଧାକୋବି ଖାଇଲେ ରକ୍ତଚାପକୁ ନିୟନ୍ତ୍ରିତ ହୋଇଥାଏ।

All Right Reserved By

ଜୀବନଚର୍ଯ୍ୟା |

ଚେହେରାରେ ଚମକ ଆଣିବା ପାଇଁ ସପ୍ତାହରେ ଥରେ ଆପଣାନ୍ତୁ ଏହି ସହଜ ଉପାୟ...

ଚେହେରାରେ ଚମକ ଆଣିବା ପାଇଁ ସପ୍ତାହରେ ଥରେ ଆପଣାନ୍ତୁ ଏହି ସହଜ ଉପାୟ...

ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବେସନର ଉପଯୋଗ କଲେ ମିଳିଥାଏ ଅନେକ ସୁଫଳ। ଶୁଷ୍କ ହେଉ କିମ୍ବା ତୈଳାକ୍ତ ସବୁ ତ୍ୱଚା ପାଇଁ ବେସନ ଉପକାରୀ ସାବ୍ୟସ୍ତ ହୋଇଥାଏ । 

ହୃଦ୍‌ଘାତରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ହୃଦ୍‌ଘାତରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହୃଦ୍‌ଘାତ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ହଷ୍ଟନ ବିଶ୍ୱବିଦ୍ୟାଳୟରେ ହୋଇଥିବ ଏକ ଗବେଷଣା ରିପୋର୍ଟରେ ଉଲ୍ଳେଖ କରାଯାଇଛି।

କ୍ୟାନସରକୁ  ବି ଦୂରେଇଦିଏ ଏହି ଫଳ

କ୍ୟାନସରକୁ ବି ଦୂରେଇଦିଏ ଏହି ଫଳ

ଅଙ୍ଗୁରରେ ଥିବା ପୋଷକତତ୍ତ୍ୱ କ୍ୟାନସର ଓ ଡାଇବେଟିସ୍‌ ଭଳି ମାରାତ୍ମକ ରୋଗକୁ ଦୂରେଇ ଦେଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ଅଙ୍ଗୁର ମଞ୍ଜିର ରସ ପିଇଲେ କ୍ୟାନସର ଭଳି ମାରାତ୍ମକ ବ୍ୟାଧି ବ୍ୟାପି ନ ଥାଏ। 

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ଖାଦ୍ୟ ପଦାର୍ଥକୁ ତେଲରେ ଛାଣିଲା ପରେ ଏଥିରେ ଥିବା ପୋଷକତତ୍ତ୍ୱ ପରିମାଣ କମିଯାଇଥାଏ ବୋଲି ଜର୍ନାଲ ଅଫ୍‌ ଫୁଡ୍‌ ଆଣ୍ଡ ସାଇନ୍ସ୍‌ ଟେକ୍ନୋଲୋଜିି ଦ୍ୱାରା ପ୍ରକାଶିତ ତଥ୍ୟରୁ ଜାଣିବାକୁ ମିଳିଛି। 

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କପେ ଚା’ ଦିନଯାକର ମାନସିକ ଚାପରୁ ମୁକ୍ତି ଦେବା ସହିତ ଶରୀରରେ ଆଣିଥାଏ ଫୁର୍ତ୍ତି। ଚା’ର କେତେକ ଔଷଧୀୟ ଗୁଣ ରହିଛି ।

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

ଲବଙ୍ଗର ଔଷଧୀୟ ଗୁଣ ଅନେକ। ବର୍ଷାଦିନେ ସକାଳୁ ଲବଙ୍ଗକୁ ଗରମ ପାଣିରେ ଫୁଟାଇ  ପିଇଲେ ଏହା ଶରୀର ଲାଗି ହୋଇଥାଏ ହିତକର । 

ଆଣ୍ଠୁଗଣ୍ଠି ବାତରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଣ୍ଠୁଗଣ୍ଠି ବାତରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସାଲାଡ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ସାଲାଡ୍‌ରେ ପ୍ରଚୁର ପରିମାଣରେ ଭିଟାମିନ୍‌, ଫୋଲିକ୍‌ ଏସିଡ୍‌, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ଭଳି ପୁଷ୍ଟିକର ଉପାଦାନ ରହିଥାଏ।

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। 

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ ଆଖୁରସ ପିଇଲେ ମିଳେ ଅନେକ ଉପକାର। ଆଖୁରସରେ ଶରୀରକୁ ସୁସ୍ଥ ରଖିବା ଭଳି ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ତତ୍ତ୍ୱ ଭରି ରହିଛି।

ସକାଳେ ଖାଆନ୍ତୁ ୪ଟି ଚିନା ବାଦାମ; ମିଳିବ ଅନେକ ଫାଇଦା...

ସକାଳେ ଖାଆନ୍ତୁ ୪ଟି ଚିନା ବାଦାମ; ମିଳିବ ଅନେକ ଫାଇଦା...

ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ୪ଟି ଚିନା ବାଦାମ ଖାଇଲେ ମିଳିଥାଏ ଅନେକ ଉପକାର। ନିୟମିତ ଏପରି କଲେ କ୍ୟାନସରରୁ ମୁକ୍ତି ମିଳିପାରିିବ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି। 

ଥ୍ରେଡିଂ ପରେ...

ଥ୍ରେଡିଂ ପରେ...

ମୁହଁକୁ ସୁନ୍ଦର ଦେଖାଯିବାକୁ  ହେଲେ ମହିଳାମାନେ ଥ୍ରେଡିଂ କରିଥାନ୍ତି । ଥ୍ରେଡିଂ ପରେ ସେମାନେ ଏମିତି କିଛି ଭୁଲ୍‌ କରିଥାନ୍ତି ତାହା ପରବର୍ତ୍ତୀ ସମୟରେ ଚିନ୍ତାର କାରଣ ହୋଇଥାଏ । ତେବେ ଏଭଳି ସମସ୍ୟାରୁ ଦୂରେଇ ରହିବାପାଇଁ ନିମ୍ନୋକ୍ତ ଟିପ୍ସକୁ ଆପଣାଇପାରିବେ.....

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଡ୍ରାଏ ଫ୍ରୁଟସ୍‌  ଖାଇଲେ ମିଳିଥାଏ ଅନେକ ସୁଫଳ। ଏହା ଯୋଗୁ ମେଦବହୁଳତା ହ୍ରାସ ପାଇଥାଏ। ନିୟମିତ ଏପରି କଲେ ୬ମାସରୁ ଏକ ବର୍ଷ ମଧ୍ୟରେ ବିନା ଡାଏଟିଂରେ ତଥା ବ୍ୟାୟାମରେ ଜଣେ ସ୍ଲିମ୍‌ ହୋଇପାରିବେ।