ଜୀବନଚର୍ଯ୍ୟା |

ରକ୍ତହୀନତାରୁ ଦୂରେଇ ରହିବା ଲାଗି ଖାଆନ୍ତୁ ଏହି ଶାଗ...

ରକ୍ତହୀନତାରୁ ଦୂରେଇ ରହିବା ଲାଗି ଖାଆନ୍ତୁ ଏହି ଶାଗ...

ମୂଳାଶାଗ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ତେବେ ମୂଳା ପ୍ରାୟତଃ ଶୀତଦିନେ ହୋଇଥାଏ। ତେଣୁ ଏହି ସମୟରେ ଅଭ୍ୟାସ କରି ପ୍ରତିଦିନ ମୂଳା ଶାଗ ଖାଇଲେ ରକ୍ତହୀନତାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ  ଉଲ୍ଲେଖ କରାଯାଇଛି। ମୂଳାଶାଗରେ ଆଇରନ୍‌ ଓ ଫସ୍‌ଫରସ୍‌ ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଇଲେ ରକ୍ତରେ ହେମୋଗ୍ଲୋବିନ୍‌ ମାତ୍ରା ବୃଦ୍ଧି ପାଇ ବିଭିନ୍ନ ଶାରିରୀକ ଦୂର୍ବଳତା ଦୂର ହୁଏ । ଏହାର ଜୁସ୍‌ ପିଇଲେ ମଧ୍ୟ ଶରୀର ଲାଗି ହିତକର ହୋଇଥାଏ। ମୂଳା ଶାଗରେ ଥିବା ଫୋଲିକ୍‌ ଏସିଡ୍‌ ଅନେକ ରୋଗରୁ ଦୂରେଇ ରଖେ। ଏଥିରେ ଥିବା ଏନ୍ଥୋକାଇନିନ୍‌ କ୍ୟାନସର ଆଶଙ୍କା କମ୍‌ କରେ। ମୂଳାଶାଗ ଖାଇଲେ  ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଆସେ ଫଳରେ ତ୍ୱଚାର ଚମକ ବୃଦ୍ଧି ପାଏ । ମୂଳାଶାଗରେ ପ୍ରଚୁର ମାତ୍ରାରେ ଫାଇବର୍‌ ଭରି ରହିଛି । ଏହାକୁ ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇଥାଏ ଓ କୋଷ୍ଠକାଠିନ୍ୟ  ସମସ୍ୟାରୁ ମୁକ୍ତି ମିଳେ । ମୂଳାଶାଗ ବ୍ଲଡ୍‌ ସୁଗାର୍‌ ଲେଭଲ୍‌ ନିୟନ୍ତ୍ରିତ କରି ମଧୁମେହ ଆଶଙ୍କାରୁ ମୁକ୍ତି ଦିଏ । ଏଥିରେ ଥିବା ଡାଇୟୁରେଟିକ୍‌ ପରିସ୍ରା ଜନିତ ସମସ୍ୟା ଦୂର କରିଥାଏ। ଏହାର ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ଅର୍ଶ ରୋଗରୁ ଦେଇଥାଏ ସୁରକ୍ଷା । ଏଥିରେ ଥିବା କ୍ୟାଲସିୟମ୍‌ ଆଣ୍ଠୁଗଣ୍ଠି୍ଠ ଯନ୍ତ୍ରଣାରୁ ଦେଇଥାଏ ମୁକ୍ତି । ମୂଳାଶାଗର ଆଣ୍ଟି କନ୍‌ଜେଷ୍ଟିଭ୍‌ ଗୁଣ କଫ ଜନିତ ସମସ୍ୟାକୁ ଦୂର କରେ।


All Right Reserved By

ଜୀବନଚର୍ଯ୍ୟା |

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା...

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା...

ଘରକୁ ସୁନ୍ଦର କରିବା ପାଇଁ ଲୋକେ ନିଜ ଘରେ ବିଭିନ୍ନ ପ୍ରକାରର ସୁନ୍ଦର ଗଛମାନ ଲଗାଇଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ଅଛି ଯେଉଁଥିରେ ଘରର ସୁନ୍ଦରତା ବଢ଼ିବା ସହ ଆର୍ଥିକସ୍ଥିତି ମଧ୍ୟ ସ୍ବଚ୍ଛଳ ହେବ।

ଶୋଇବା ଶୈଳୀରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

ଶୋଇବା ଶୈଳୀରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

ପ୍ରତ୍ୟେକ ଲୋକଙ୍କ ଶୋଇବା ଶୈଳୀ ଭିନ୍ନ ପ୍ରକାରର। ନିଜ ନିଜ ହିସାବରେ ଶୋଇବାରେ ଆରାମ ମିଳିଥାଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି।

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। 

ହୃଦ୍‌ଘାତ ଭଳି ଅନେକ ରୋଗରୁ ରକ୍ଷା କରେ ଶଙ୍ଖ

ହୃଦ୍‌ଘାତ ଭଳି ଅନେକ ରୋଗରୁ ରକ୍ଷା କରେ ଶଙ୍ଖ

ଯଦିଓ ଶଙ୍ଖକୁ ହିନ୍ଦୁ ଧର୍ମ ସହ ଯୋଡ଼ା ଯାଇଛି, କିନ୍ତୁ ଏହାର ବୈଜ୍ଞାନିକ ମହତ୍ତ୍ୱ ଢେର୍‌ ଅଧିକ। ଏହାର ପ୍ରୟୋଗ ଦ୍ୱାରା ଅନେକ ସ୍ବାସ୍ଥ୍ୟବର୍ଦ୍ଧକ ଲାଭ ମିଳିଥାଏ। ଫୁସ୍‌ଫୁସ୍‌ଠାରୁ ନେଇ ଚକ୍ଷୁ ପର୍ଯ୍ୟନ୍ତ ବିଭିନ୍ନ ଶାରୀରିକ ସମସ୍ୟାରୁ ଏହା ରକ୍ଷା କରିଥାଏ। 

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ସକାଳେ ଗୁଡ଼ପାଣି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସ୍ବାଭାବିକ ହୋଇଥାଏ।

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଛୋଟ ପିଲା ପ୍ରତିଦିନ ବ୍ୟାୟାମ କଲେ ସେମାଦଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ବ୍ୟାୟାମ ସିଧାସଳଖ ପ୍ରଭାବ ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ପଡ଼ିଥାଏ। 

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌   ରସ ପିଇଲେ ଅନେକ ଉପକାର ମିଳିଥାଏ।  ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। 

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ ପ୍ରାୟ ଜାଣିଥିବେ। 

 ବ୍ରେକଅପ୍‌ ପରେ କରୁଛନ୍ତି କି ପ୍ୟାଚଅପ୍‌..! ଧ୍ୟାନ ଦିଅନ୍ତୁ ଏସବୁ ଉପରେ..

ବ୍ରେକଅପ୍‌ ପରେ କରୁଛନ୍ତି କି ପ୍ୟାଚଅପ୍‌..! ଧ୍ୟାନ ଦିଅନ୍ତୁ ଏସବୁ ଉପରେ..

ପ୍ରେମ ମଣିଷକୁ ଯେତିକି ଖୁସି ଦେଇଥାଏ, ବିଚ୍ଛେଦ ସେତିକି ଯନ୍ତ୍ରଣା ମଧ୍ୟ ଦେଇଥାଏ। ଆପଣ ଦେଖିଥିବେ ଅନେକ ସମୟରେ ପାର୍ଟନରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଯାଏ। 

ଶରୀରରେ ଆଇରନ୍‌ ମାତ୍ରା ଠିକ୍‌ ରଖିବା ଜରୁରୀ, ଜାଣନ୍ତୁ ଖାଇବେ କ’ଣ..

ଶରୀରରେ ଆଇରନ୍‌ ମାତ୍ରା ଠିକ୍‌ ରଖିବା ଜରୁରୀ, ଜାଣନ୍ତୁ ଖାଇବେ କ’ଣ..

ଆଜିକାଲି ଅଧିକାଂଶ ମହିଳା କର୍ମଜୀବୀ। ସେମାନେ ପରିବାର ସହ କର୍ମକ୍ଷେତ୍ରକୁ ମଧ୍ୟ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଏସବୁ ମଧ୍ୟରେ ଅନେକେ ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି। ମାତ୍ର ମହିଳାମାନଙ୍କ ଶରୀରରେ ଆଇରନ୍‌ର ଠିକ୍‌ ମାତ୍ରା ରହିବା ଜରୁରୀ। 

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌...

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌...

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। 

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌...

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌...

ଖାଦ୍ୟପେୟରେ ଅନିୟମିତତାଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୨-୩ଥର ଡାଳିମ୍ବ ଜୁସ୍‌ ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। 


Model This Week

କ୍ରିଷ୍ଣା
Why Dharitri