ଜାତୀୟ |

ମଣିକର୍ଣ୍ଣିକା ରିଲିଜ୍‌ ପାଇଁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ

ମଣିକର୍ଣ୍ଣିକା ରିଲିଜ୍‌ ପାଇଁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ,୨୪।୧: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଅଭିନୀତ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସୀ’ ରିଲିଜ୍‌ ପାଇଁ ଅନୁମତି ଦେଇଛନ୍ତି ବମ୍ବେ ହାଇକୋର୍ଟ। ଫିଲ୍ମକୁ ନେଇ ଚାଲିଥିଲା ବିବାଦ।  ତଥ୍ୟରେ ତ୍ରୁଟି ଦର୍ଶାଇ ଏହାକୁ ରିଲିଜ୍‌ ନ କରିବାକୁ ଏକ ମାମଲା ଦାୟର କରାଯାଇଥିବା ବେଳେ ଏହାର ଶୁଣାଣି ପାଇଁ କୋର୍ଟ ୨ ସପ୍ତାହ ସମୟ ନେଇଥିଲେ। ଗୁରୁବାର ଉକ୍ତ ମାମଲାର ଶୁଣାଣି କରି କୋର୍ଟ ଫିଲ୍ମ ରିଲିଜ୍‌ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। 

All Right Reserved By

ଜାତୀୟ |

ରାହୁଲଙ୍କ ଭାଇରାଲ ଫଟୋରେ କେତେ ରହିଛି ସତ୍ୟତା

ରାହୁଲଙ୍କ ଭାଇରାଲ ଫଟୋରେ କେତେ ରହିଛି ସତ୍ୟତା

ନୂଆଦିଲ୍ଲୀ,୧୬।୨: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାହୁଲ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟ୍ରର ମାଇଣ୍ଡ ଆଦିଲ ଅହମ୍ମଦ ଦରଙ୍କ ନିକଟରେ ନଜର ଆସୁଛନ୍ତି।

ସୂଚନା ଥାଇ କିପରି ଘଟିଲା ପୁଲଓ୍ବାମା ଆକ୍ରମଣ ତାହା ଏବେ ପ୍ରଶ୍ନବାଚୀ

ସୂଚନା ଥାଇ କିପରି ଘଟିଲା ପୁଲଓ୍ବାମା ଆକ୍ରମଣ ତାହା ଏବେ ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୬।୨: ଜମ୍ମୁ-କଶ୍ମୀର ଆଇଜିଙ୍କ ଏକ ଚିଠିରୁ ମିଳିଥିବା ସୂଚନା ଅନୁଯାୟୀ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଏ ସମ୍ପର୍କରେ ସୂଚନା ମିଳିଥିଲା। 

କପିଲ ଶର୍ମା ଶୋ’ରୁ ସିଦ୍ଧୁଙ୍କୁ ବାଦ୍‌ ବେଦାକୁ ଦାବି

କପିଲ ଶର୍ମା ଶୋ’ରୁ ସିଦ୍ଧୁଙ୍କୁ ବାଦ୍‌ ବେଦାକୁ ଦାବି

ନୂଆଦିଲ୍ଲୀ,୧୬।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଥିବା ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ କପିଲ ଶର୍ମା ଶୋ’ରୁ ବାଦ୍‌ ଦେବାକୁ ଦାବି କରାଯାଇଛି। 

ପାକିସ୍ତାନ ଯିବେ ନାହିଁ ଶବାନା-ଜାଭେଦ

ପାକିସ୍ତାନ ଯିବେ ନାହିଁ ଶବାନା-ଜାଭେଦ

ମୁମ୍ବାଇ,୧୫।୨: ବଲିଉଡ୍‌ ନାୟିକା ଶବାନା ଆଜମୀ ଓ ତାଙ୍କ ସ୍ବାମୀ ତଥା ଗୀତିକାର ଜାଭେଦ ଅଖତର ନିକଟରେ ପାକିସ୍ତାନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ସେ ଏକ ଲିଟରେଚର କନଫରେନ୍ସରେ ଯୋଗ ଦେଇଥାଆନ୍ତେ। 

ଭାରତକୁ ସହଯୋଗର ହାତ ବଢାଇଲା ଇସ୍ରାଏଲ

ଭାରତକୁ ସହଯୋଗର ହାତ ବଢାଇଲା ଇସ୍ରାଏଲ

ନୂଆଦିଲ୍ଲୀ/ଜେରୁଜେଲମ,୧୫।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁ ଏହି ଘଟଣାର ନିନ୍ଦା କରିବା ସହ ଇସ୍ରାଏଲ ଭାରତ ସହ ଅଛି ବୋଲି ସେ କହିଛନ୍ତି। 

ଶହୀଦ ଯବାନଙ୍କ ପରିବାର ପାଇଁ ସିଦ୍ଧିବିନାୟକ ଟ୍ରଷ୍ଟ ଦେବ ୫୧ ଲକ୍ଷ

ଶହୀଦ ଯବାନଙ୍କ ପରିବାର ପାଇଁ ସିଦ୍ଧିବିନାୟକ ଟ୍ରଷ୍ଟ ଦେବ ୫୧ ଲକ୍ଷ

ମୁମ୍ବାଇ,୧୫।୨: ପୁଲଓ୍ବାମାରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛି ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟ। ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ୫୧ଲକ୍ଷ ଟଙ୍କା ଦିଆଯିବ ବୋଲି ଶୁକ୍ରବାର ଟ୍ରଷ୍ଟର ମୁଖ୍ୟ ଆଦେଶ ବନ୍ଦେ ସୂଚନା ଦେଇଛନ୍ତି।

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଦାୟୀ ନୁହେଁ: ସିଦ୍ଧୁ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଦାୟୀ ନୁହେଁ: ସିଦ୍ଧୁ

ଚଣ୍ଡିଗଡ଼,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସବୁଠି ସମବେଦନା ପ୍ରକାଶ ପାଉଥିବା ବେଳେ ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ଶହୀଦ ଯବାନଙ୍କ ପରିବାରକୁ ୧କୋଟି ଟଙ୍କା ଦେବେ କମଲନାଥ

ଶହୀଦ ଯବାନଙ୍କ ପରିବାରକୁ ୧କୋଟି ଟଙ୍କା ଦେବେ କମଲନାଥ

ଭୋପାଳ,୧୫।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଗୁରୁବାର ୪୪ ଯବାନ ଶହୀଦ ହୋଇଛନ୍ତି। ଏହି ବୀର ଯବାନଙ୍କୁ ହରାଇବା ପରେ ଦେଶର କୋଣ ଅନୁକୋଣରୁ ସେମାନଙ୍କ ପରିବାରକୁ ଛୁଟିଛି ସମଦେବନା। 

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ରାଜନାଥ

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ରାଜନାଥ

ବୁଡଗାମ,୧୫।୨: ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ପୁଲଓ୍ବାମା ପହଞ୍ଚିଥିଲେ। 

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ: ପାକ୍‌ ହାଇକମିଶନଙ୍କୁ ସମନ କଲା ଭାରତ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ: ପାକ୍‌ ହାଇକମିଶନଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ,୧୫।୨: ଦେଶକୁ ଦୋହଲାଇ ଦେଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣଙ୍କୁ ନେଇ କଠୋର ହୋଇଛି ଭାରତ। ଶୁକ୍ରବାର ଭାରତରେ ଅବସ୍ଥାପିତ ପାକିସ୍ତାନ କମିଶନର ସୋହେଲ ମହମ୍ମଦଙ୍କୁ ସମନ ଜାରି କରାଯାଇଛି।

ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଗୋଟିଏ ଦିନର ଦରମା ଦାନ କରିବ ଆଇଏଏସ୍‌ ଆସୋସିଏଶନ

ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଗୋଟିଏ ଦିନର ଦରମା ଦାନ କରିବ ଆଇଏଏସ୍‌ ଆସୋସିଏଶନ

ଡେରାଡୁନ,୧୫।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଏବେ ଏକପ୍ରକାର ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଛି କହିଲେ ଚଳେ। ଏହାକୁ ନେଇ ସବୁ ମହଲରେ ଦୁଃଖ ପ୍ରକାଶ କରାଯାଇଛି।

‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଉଦ୍‌ଘାଟନ କଲେ ମୋଦି

‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୫।୨: ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ମାହୋଲ ରହିଛି ସରଗରମ।