ଜାତୀୟ |

ବାରମୂଳା ଜିଲା ଆତଙ୍କବାଦ ମୁକ୍ତ: ଜମ୍ମୁ-କଶ୍ମୀର ଡିଜିପି

ବାରମୂଳା ଜିଲା ଆତଙ୍କବାଦ ମୁକ୍ତ: ଜମ୍ମୁ-କଶ୍ମୀର ଡିଜିପି

ଶ୍ରୀନଗର,୨୪।୧: ବାରମୂଳା ଜିଲା ଆତଙ୍କବାଦ ମୁକ୍ତ ହୋଇଛି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅପରେଶନ୍‌ ଅଲ୍‌ ଆଉଟ୍‌ ଅନ୍ତର୍ଗତ ମିଳିତ ସୁରକ୍ଷାବଳଙ୍କୁ ଏହି ସଫଳତା ମିଳିଥିବା ପୋଲିସ କହିଛି। ବୁଧବାର ଏଠାରେ ୩ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିବା ପରେ ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ବାଗ୍‌ ସିଂ ଏହା ଘୋଷଣା କରିଛନ୍ତି। ବାରମୂଳାରେ ଥିବା ସ୍ଥାନୀୟ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ସେ କହିଛନ୍ତି। ତେବେ ବିଦେଶୀ ଆତଙ୍କବାଦୀଙ୍କ ଦମନ କାର୍ଯ୍ୟ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By

ଜାତୀୟ |

ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ

ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ କସ୍‌ବା ଥାନା ଅଞ୍ଚଳର ଏକ ଗଁ।ରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପଟେ ଭଉଣୀର ସବାରି ଉଠିଥିବା ବେଳେ ଅନ୍ୟପଟେ ଭାଇର କୋକେଇ ଉଠିଛି। 

ହାର୍ଦ୍ଦିକଙ୍କୁ ଚାପୁଡା ମାରିଲେ ଅଜଣା ବ୍ୟକ୍ତି

ହାର୍ଦ୍ଦିକଙ୍କୁ ଚାପୁଡା ମାରିଲେ ଅଜଣା ବ୍ୟକ୍ତି

ସୁରେନ୍ଦ୍ରନଗର, ୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିଲାବେଳେ ଜନଅସନ୍ତୋଷର ଶିକାର ହେଉଛନ୍ତି କିଛି ନେତା।

କଂଗ୍ରେସ ଛାଡିଲେ ପ୍ରିୟଙ୍କା

କଂଗ୍ରେସ ଛାଡିଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୯।୪: କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଶୁକ୍ରବାର ଦଳରୁ ଇସ୍ତଫା  ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି। 

ରାହୁଲଙ୍କୁ ଭେଟିବା ପାଇଁ ୫ ଘଣ୍ଟା ଅପେକ୍ଷା ପରେ ନିରାଶ ହେଲେ ୫ବର୍ଷର ଶିଶୁ: ରାହୁଲ ଦେଲେ ସର୍‌ପ୍ରାଇଜ୍‌

ରାହୁଲଙ୍କୁ ଭେଟିବା ପାଇଁ ୫ ଘଣ୍ଟା ଅପେକ୍ଷା ପରେ ନିରାଶ ହେଲେ ୫ବର୍ଷର ଶିଶୁ: ରାହୁଲ ଦେଲେ ସର୍‌ପ୍ରାଇଜ୍‌

ଥିରୁଭାନନ୍ତପୁରମ, ୧୯।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇଦିନ ତଳେ କେରଳର କନୌର ଜିଲାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ। 

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି। 

ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ଆଙ୍ଗୁଳି କାଟିଲେ ଯୁବକ

ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ଆଙ୍ଗୁଳି କାଟିଲେ ଯୁବକ

ଲକ୍ଷ୍ନୌ, ୧୯।୪: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। 

ସ୍ବାଧୀ ପ୍ରଜ୍ଞା ନିର୍ବାଚନ ଲଢିବା ନେଇ ତେଜୁଛି ବିବାଦ

ସ୍ବାଧୀ ପ୍ରଜ୍ଞା ନିର୍ବାଚନ ଲଢିବା ନେଇ ତେଜୁଛି ବିବାଦ

ଭୋପାଳ, ୧୯।୪: ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରୁ ଭାଜପା ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିବା ପରେ ବିବାଦ ତେଜିଛି। 

‘ରାହୁଲ ଗାନ୍ଧୀ ଆଗାମୀ ୨୦ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ’

‘ରାହୁଲ ଗାନ୍ଧୀ ଆଗାମୀ ୨୦ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ’

ନୂଆଦିଲ୍ଲୀ, ୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିୟପାତ୍ର ହେବା ପାଇଁ ସୁଲତାନପୁର ଏମ୍‌ପି ବରୁଣ ଗାନ୍ଧୀ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। 

ଆଜମଗଡ଼ରୁ ନାମାଙ୍କନପତ୍ର ଦାଖଲ କଲେ ଅଖିଳେଶ

ଆଜମଗଡ଼ରୁ ନାମାଙ୍କନପତ୍ର ଦାଖଲ କଲେ ଅଖିଳେଶ

ଆଜମଗଡ଼,୧୯ା୪(ପି.ଟି.):ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଗୁରୁବାର ଉତ୍ତରପ୍ରଦେଶର ଆଜମଗଡ଼ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। 

ନିର୍ବାଚନ ପ୍ରଚାରରେ ବାଂଲାଦେଶୀ ଅଭିନେତା:ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ନିର୍ବାଚନ ପ୍ରଚାରରେ ବାଂଲାଦେଶୀ ଅଭିନେତା:ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯ା୪(ପି.ଟି.)-ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ବାଂଲାଦେଶୀ ଅଭିନେତା ଘାଜି ଅବଦୁଲ ନୂର୍‌ଙ୍କୁ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। 

କାଁ ଭାଁ ହିଂସା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ:ଇଭିଏମ୍‌ ସମସ୍ୟାରୁ ମତଦାନ ବିଳମ୍ବ

କାଁ ଭାଁ ହିଂସା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ:ଇଭିଏମ୍‌ ସମସ୍ୟାରୁ ମତଦାନ ବିଳମ୍ବ

ନୂଆଦିଲ୍ଲୀ,୧୯ା୪(ପି.ଟି.):କାଁ ଭାଁ  ହିଂସାକାଣ୍ଡ ମଧ୍ୟରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ ୧୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୫ ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଶେଷ ହୋଇଛି। 

ଇସିଙ୍କୁ ଭେଟିଲେ ବିବେକ ଓବେରୟ

ଇସିଙ୍କୁ ଭେଟିଲେ ବିବେକ ଓବେରୟ

ନୂଆଦିଲ୍ଲୀ,୧୯ା୪:‘ପିଏମ୍‌ ନରେନ୍ଦ୍ର ମୋଦି’ ଚଳଚ୍ଚିତ୍ର ରିଲିଜ୍‌କୁ ନେଇ ବିବାଦ ଲାଗି ରହିଥିବାବେଳେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବଲିଉଡ ଅଭିନେତା ବିବେକ ଓବେରୟ ଗୁରୁବାର ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। 


Model This Week

କ୍ରିଷ୍ଣା
Why Dharitri